Minor Girl Forcibly Picked Up In Banpur | Khordha

แชร์
ฝัง
  • เผยแพร่เมื่อ 6 เม.ย. 2022
  • Minor Girl Forcibly Picked Up In Banpur | Khordha
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 696

  • @dularamsoren4887
    @dularamsoren4887 2 ปีที่แล้ว +143

    ଗାଁ ଦାଣ୍ଡରେ ଝିଅକୁ ଟେକି ନେଉଛି ! ଲୋକେ ସବୁ ମଜା ଦେଖୁଥିଲେ ? ଧନ୍ୟ କହିଵ ସେ ଗାଁ ଲୋକଙ୍କୁ !

    • @bhabanisankardas8641
      @bhabanisankardas8641 2 ปีที่แล้ว +1

      ନିରବଦ୍ରଷ୍ଟା ସାଜି ଥିଲେ, କାହା ପାଖରେ ମୋବାଇଲ ନ ଥିଲା ଚୂପ କରି call କରି ବସି ଯାଈ ଥାନ୍ତେ କିଏ ଦେଖୁଚି ପୋଲିସ ଆସିଲା ବେଳକୁ ଗାଁ ଦାଣ୍ଡ ରୁ ଭିଡି ନେଇ ଯାଇ ଥାନ୍ତା ଖେଳ ଖତମ କାହାର ସାହସ ନାହିଁ,🙏ଜୟ ଜଗନ୍ନାଥ 🙏

    • @smrutiranjansatapathy7463
      @smrutiranjansatapathy7463 2 ปีที่แล้ว +2

      Gaan re ta emti maza uthanti

    • @deogarhbyrabi7520
      @deogarhbyrabi7520 2 ปีที่แล้ว +2

      Bhai mu tuma saha sehemat 👍👍👍❤️❤️

    • @shruti7257
      @shruti7257 2 ปีที่แล้ว +1

      Gaan loka sei vali yr😑😑

    • @ashishchakrabarty5445
      @ashishchakrabarty5445 2 ปีที่แล้ว

      Sa 2e jono lovers

  • @bhabanisankardas8641
    @bhabanisankardas8641 2 ปีที่แล้ว +54

    ଗାଁ ଟା ଯାକ ମିଛୁଆ ତୁମେ ଏକା ସତ କହୁଛ ଯାହାର ଝିଅକୁ ଟେକି ନିଆଯାଇଛି, ସେ କାନ୍ଦି କାନ୍ଦି କହୁଛି
    କାହିଁ ତୁମ ଆଖିରେ ତ ଟିକେ ଲୁହ ଦେଖା ଯାଉନି
    ଏମିତି ପୁଅ କୁ ସପ୍ପୋର୍ଟ କରିବା ମାନେ ନିଆଁ କୁ ଅଣ୍ଟିରେ ପୁରେଇ ରଖିବା ତାପରେ ଯାହାହେବ ତୁମେ ଜାଣିଥିବ
    🙏ଜୟ ଜଗନ୍ନାଥ 🙏

    • @pratapranjansahoo2295
      @pratapranjansahoo2295 2 ปีที่แล้ว

      pua ku taro Baha Kari deun

    • @sangitasedustar9136
      @sangitasedustar9136 2 ปีที่แล้ว

      Tari tanti katiba bhai besta nai dekhiba ruha last re kahiba maa kahithila eta karibaku 😅

    • @malayabiswal3391
      @malayabiswal3391 ปีที่แล้ว

      ମାଉସୀ ଯୋରଶେ ମାଡ଼ ଦିଅ ସବୁ ଠିକ୍ ହୋଇଯିବ

  • @anandjena2012
    @anandjena2012 2 ปีที่แล้ว +107

    ତୁ ଏକା ସତ କହୁଛୁ ଆଉ ଗାଁ ଲୋକ ମିଛ କହୁଛନ୍ତି
    ପୁଅକୁ ଖାସୁ କରିଦେବା କଥା ଆଉ ଥିବା ନା କାହାକୁ କମେଣ୍ଟ ମାରିବ

  • @simpleodiaessay366
    @simpleodiaessay366 2 ปีที่แล้ว +50

    ତା ମା ସବୁ ଜାନିଛି । ମା ପୁଅ ୪୨୦ । ତା ମା ସତୀ ଆଉ ସବୁ ମିଛୁଆ । ସମାଜରେ ଏହିପରି ଲୋକଙ୍କ ସ୍ଥାନ ନାହିଁ ।

  • @NitishKumar-mt4pp
    @NitishKumar-mt4pp 2 ปีที่แล้ว +28

    ସେ ଟୋକାର ମା କୁ ବି ବହେ ଖୋବିବା ଦରକାର୍ ଥିଲା, ଆ ଦେଖ ପୁରା support ଆଉ ପୁଅ କୁ। ଏ ସ୍ତ୍ରୀ ଲୋକଟାର ମୁହଁ କୁ ଦେଖିଲେ ଲଗୁଛି ଖଳନାୟିକା।

  • @basunaik8459
    @basunaik8459 2 ปีที่แล้ว +1

    Jay jagannath

  • @statusandreels111
    @statusandreels111 2 ปีที่แล้ว +1

    Jaya jaganath ...

  • @mr-rebel7065
    @mr-rebel7065 2 ปีที่แล้ว +55

    ମା ୪୨୦ ବେଟା ୭୪୦ ଏତା ମା ର ନାଟ 😡😡😡

    • @thebharatglobalpower6411
      @thebharatglobalpower6411 2 ปีที่แล้ว +2

      ତମେ କଣ ସେ ପ୍ରଜାତିର ମା ରୁ ଜନ୍ମ ,

    • @mr-rebel7065
      @mr-rebel7065 2 ปีที่แล้ว

      ତତେ କଣ ପାଇଁ ଏତେ ବାଧୁଚି 😡😡😡

    • @thebharatglobalpower6411
      @thebharatglobalpower6411 2 ปีที่แล้ว

      @@mr-rebel7065 ତାହେଲେ ତମର ଏ ଝିଅ ଆଉ ତାଂକର ମା ପ୍ରତି ଆକ୍ଷେପ କାହିଁକି ଅଭଦ୍ରଚ୍ଯୁତ ରହିଲା

    • @mr-rebel7065
      @mr-rebel7065 2 ปีที่แล้ว

      ମୁଁ ସେ ଟୋକା ଆଉ ତା ମା କୁ‌ କହୂଛି ହେଲା ସେ ଜା କରିଛନ୍ତି ଭୁଲ୍ କରିଛନ୍ତି ହେଲା

    • @thebharatglobalpower6411
      @thebharatglobalpower6411 2 ปีที่แล้ว

      @@mr-rebel7065 କି ରେ ମାଗିହା ତୋ ଭଉଣିକୁ ମୁଁ ଗେହୁଛି ତୋ ମା ସହ ମୁ ତ ଭିଣୋଇ । ଯେ କୌଣସି ମା ଭଉଣିଂକୁ ସମ୍ମାନ ଦବା ଶିଖ

  • @myvillageverybeautiful1270
    @myvillageverybeautiful1270 2 ปีที่แล้ว +49

    ଆଲୋ ମଉନ ମୋହି ଇମିତିକା ପୁଅ କାହିଁକି ଜନମ କଲୁ

  • @odiapilasaumya4967
    @odiapilasaumya4967 2 ปีที่แล้ว +6

    ଗୋଟେ କଥା ବୁଝିଲେ ପୁଅ ଗାଁ ଦାଣ୍ଡରେ ଝିଅ କୁ ଟେକି ନେଇ ଯାଉଥିଲା ଲୋକ କଣ ମଜା ନେଉଥିଲେ ନୁହଁ ହ ଆଜିକାଲି ଲୋକ ବି ସେମିତି

  • @birupakhyapatra6992
    @birupakhyapatra6992 2 ปีที่แล้ว +9

    କଳି ଯୁଗରେ ଏସବୁ ନୂଆ କଥା ନୁହଁ ଏଭଳି ଘଟଣ। ଅଘଟନଣ କେତେ ଘଟିବ।ଜୟ ଜଗନ୍ନାଥ,🚴

  • @NitishKumar-mt4pp
    @NitishKumar-mt4pp 2 ปีที่แล้ว +24

    ଏମିତିକା ଅସାମାଜିକ ଲୋକ ସବୁ ଗାଁ, ସହର ରେ ଅଛନ୍ତି। ମୋ ମତ ରେ ଯିଏ ନା ନିଜ ଦେଶ ପାଇଁ କିଛି କଲା, ନା ରାଜ୍ୟ ପାଇଁ ନା ଗାଁ ପାଇଁ, ନା ନିଜ ପରିବାର ପାଇଁ, ଖାଲି ମଦ ଗଂଜେଇ ଖାଇ ଅସାମାଜିକ କାର୍ଯ୍ୟ କରୁଛନ୍ତି, ପୃଥିବୀ ପାଇଁ ଏମାନେ ଗୋଟେ ଗୋଟେ କଳଙ୍କ, ଏମାନଙ୍କୁ ବଞ୍ଚିବାକୁ ବି ଅଧିକାର ଦବା କଥା ନୁହଁ , ଏଗୁଡ଼ା ବଞ୍ଚିଲେ ଅନ୍ୟ ମା ଭଉଣୀ ଙ୍କୁ ହଇରାଣ କରିବେ, ହନା କଟା କରିବେ ୟା ଛଡ଼ା ଆଉ କିଛି ନୁହେଁ। 😡

    • @sumitsouravnanda8818
      @sumitsouravnanda8818 2 ปีที่แล้ว

      Bhai bhuli jaucha ki EEA ODISHA MATI
      ETHI CHANDASOKA DHARMASOKA HEITHILE
      AMA BHARATA EEA ETHI DASURATNAKARA BALMIKI HEICHANTI
      SABU DHWANSA HABA WAIT AND SEE
      ବାଇଶି ପାହାଚେ ଖେଳିବ ମୀନ
      ସତ୍ୟ ବଚନ

    • @user-sr4dy6uv3f
      @user-sr4dy6uv3f 2 ปีที่แล้ว

      ରାଣ୍ଡୁଆ ମାନଙ୍କ ଲିଙ୍ଗ ଛେଦନ ହେବା ଉଚିତ.

  • @durgamadhabasahoo4218
    @durgamadhabasahoo4218 2 ปีที่แล้ว +147

    ଅସୁରୁଣୀ ମାଆ ର ଅସୁର ପୁଅ, ନିପାତ ହେବା ବେଳ ଆସିଗଲାଣି ରେ, ଜୟ ଜଗନ୍ନାଥ 🙏🙏

    • @gayadharsahoo7770
      @gayadharsahoo7770 2 ปีที่แล้ว +4

      Ur right👍👍

    • @adityab3203
      @adityab3203 2 ปีที่แล้ว +4

      Micha re

    • @G30gamer
      @G30gamer 2 ปีที่แล้ว +1

      Tu mg chapu rhoo

    • @deogarhbyrabi7520
      @deogarhbyrabi7520 2 ปีที่แล้ว +6

      Bhai tume kie mu janini kintu sata kn fast jana hela jhio boli amiti sapat karantu nahi please kali apnaka sangare bi heipare🙏🙏🙏jai jagannath 🙏🙏🙏

    • @sanjibtripathy2007
      @sanjibtripathy2007 2 ปีที่แล้ว +2

      ଅସୁରୁଣୀ ନୁହଁ ସେ ତ ମାଳିପଡ଼ାବାସୀନୀଙ୍କ ଠୁଁ ହୀନା

  • @karunak.2377
    @karunak.2377 2 ปีที่แล้ว +34

    ତୋ ପୁଅ ଲାଗୁଛି ୧୦୦ ବାପା ର ଗୋଟିଏ ପୁଅ । ସେଇଥି ପାଇଁ ଠିକ୍ ଶିକ୍ଷା ଦେଇ ପାରିଲେନି । ଆଉ କୁମ୍ଭୀର କାନ୍ଦଣା କାନ୍ଦିଲେ କ'ଣ ହେବ, ତାକୁ ଆହୁରି ପାହାର ଦରକାର୍ ଥିଲା

    • @user-sr4dy6uv3f
      @user-sr4dy6uv3f 2 ปีที่แล้ว +1

      ପାହାର ନୁହେଁ ଲିଙ୍ଗ ଛେଦନ ହେବା ଉଚିତ.

  • @mkmusicentertainment4829
    @mkmusicentertainment4829 2 ปีที่แล้ว +15

    ପିଲା ଯଦି ଭୁଲ କରେ ବାପା,ମା ମାନେ support କରିବାଟା ଠିକ ନୁହେଁ, ଏପରି କଲେ ପିଲା ମାନଙ୍କ ର ସାହସ ବଢିଥାଏ l

    • @user-sr4dy6uv3f
      @user-sr4dy6uv3f 2 ปีที่แล้ว

      ପିଲା ଲଂଗଳା ଫିଲ୍ମ ଦେଖି ଖରlପ ହେଇଛି.

  • @Rashmiranjan999
    @Rashmiranjan999 2 ปีที่แล้ว +2

    Well done

  • @rajibbehera5386
    @rajibbehera5386 2 ปีที่แล้ว +3

    Superb acting mother

  • @thearceus5244
    @thearceus5244 2 ปีที่แล้ว +23

    ପୁଅ ମୋର ଫରେନେ r ରେ ଥିଲା 😂😂😂😂

    • @nimaindas313
      @nimaindas313 9 หลายเดือนก่อน

      😅😅😅

  • @rojapattnayak7249
    @rojapattnayak7249 2 ปีที่แล้ว +3

    ବହୁତ ଭଲ କାମ କରିଛନ୍ତି ଗାଁ ଲୋକ। ମା ଏକା ସତ କହୁଛି ସାରା ଗାଁ ଲୋକ ମିଛ କହୁଛନ୍ତି ନିର୍ଲଜ ମାଁ।

  • @bharatbehera1236
    @bharatbehera1236 2 ปีที่แล้ว +10

    Ranu mandal ra bhauni😂😂😂

  • @SantoshDas-kn4dw
    @SantoshDas-kn4dw 2 ปีที่แล้ว +23

    କଣ କହୁଛନ୍ତି ଘର ତୋଳା ହଉଛି ଆଉ ତମେ ମାନେ ଘୁଆଳ ରେ ଅଛ, ଯଦି ଘୁଆଳ ରେ ଅଛ ତା ହେଲେ ଗାଈ ଵି ଥିବ ସେ ଘୁଆଳ ରେ, ଟିକେ ଗାଈ ମୁତ ପିଉନା ମା ପୁଅ, ଭଲ ବୁଦ୍ଧି ହବ,,

    • @missliza143
      @missliza143 2 ปีที่แล้ว

      Faren asiche ta amite karuche choto 😂😂😂😂 Maousi nija jhea Saha amite haiethile tamari bhalea kiche stree Loko nka paie puo jhea mane kharap bataku jaouchachant dhanya re maa

  • @bikashmohapatra2543
    @bikashmohapatra2543 2 ปีที่แล้ว +10

    ସବୁ ମିଛ ଟୋକ ଟୋକି ଆଗରୁ ସେଟ. ଆଜି କାଲି ତୃତୀୟ ଶ୍ରେଣୀ ରୁ ଝିଅ ଟୋକା ଧରୁଛନ୍ତି

    • @uttambaba6800
      @uttambaba6800 2 ปีที่แล้ว

      Agoru Prema Karu thile...

    • @abhilipsasen4160
      @abhilipsasen4160 2 ปีที่แล้ว +2

      Jhia phone re katha heba thik aau pua taku teki neigala setabele chota pila jhia kichi janini 😢 Tama ku laja laguni 🤪🤪

    • @Vincenzobiky
      @Vincenzobiky 2 ปีที่แล้ว

      Hmm👌👌😂😂

    • @lovelypatra6276
      @lovelypatra6276 ปีที่แล้ว

      @@abhilipsasen4160 😂

  • @jayjagannath2208
    @jayjagannath2208 2 ปีที่แล้ว +24

    Jane dijana sina micha kahibe pura gaon ta kn micha kahibe .jama nuhna e stri loka micha kahuchi ,bhala acting karuchi 😠😠😠

    • @gudusonu0786
      @gudusonu0786 2 ปีที่แล้ว

      Kain kahibeni jananku paseibaku hele gan loka hin amiti karanti

    • @sumitsouravnanda8818
      @sumitsouravnanda8818 2 ปีที่แล้ว

      Nainn nirbachana bele ta mada Mansa khai sabu micha kahibaku pachantini 😂😂😂😂😂😂😂😂😂😂micha kainn kahibeni 😂😂😂

  • @pradipkumardasdas7184
    @pradipkumardasdas7184 2 ปีที่แล้ว +1

    Jay Jagannath 🙏

  • @ddash200
    @ddash200 2 ปีที่แล้ว +7

    Foreign re thila? kan Dubai re driver chakiri thila ki?

  • @indradhanusutar918
    @indradhanusutar918 2 ปีที่แล้ว +5

    ତମ ଗାଁ ରେ ଏତେ ଝିଅ ଥିଲେ ସେ ତମ ଝିଅ କୁ କଣ ପାଇଁ ଟେକି ନେଲା

    • @putul5708
      @putul5708 2 ปีที่แล้ว

      Rahitha maaa Ghia tooo bou ku muuun nebi teki ki

    • @indradhanusutar918
      @indradhanusutar918 2 ปีที่แล้ว

      ମାଗିହା ଶଳା ମୋ ମେସେଜ ରେ ଏମିତି reply ଦେବା କୁ ତତେ କୋଉ ଶଳା କହିଲା

    • @abhilipsasen4160
      @abhilipsasen4160 2 ปีที่แล้ว

      Tama jhia biswa sundari nuhe 😃😃😃chhi chhi chhi tamaku laja laguni

  • @sarojkumarnaik4617
    @sarojkumarnaik4617 2 ปีที่แล้ว +2

    Proper investigation karajau ta pare action niajau

  • @SkulT-bq3fi
    @SkulT-bq3fi 2 ปีที่แล้ว +3

    Foreign ru asichhi😂😂😂🙌

  • @DASGAMING44DASGAMING44
    @DASGAMING44DASGAMING44 2 ปีที่แล้ว +2

    ଇଏ ତ film ଆଉ ତା ପରେ ଗୀତ ହବ

  • @user-bb9bx6td9q
    @user-bb9bx6td9q 8 หลายเดือนก่อน

    He andha bhai badalokaku utar nahi swrgaku nesuni nahi asraknku laja nahi tuma padaku koti koti pranm

  • @saratsibil4534
    @saratsibil4534 2 ปีที่แล้ว +4

    ଟୋକା ଟା ମସ୍ତ ଭୁଲ୍ କାମ କରିଦେଇଛି ଝିଅ ବୟସ ଜାଣିକି ଏଇ କାମ କରଛି ଦଣ୍ଡ ଭୋଗିବାକୁ ପଡିବ ।

  • @pritampradhan5491
    @pritampradhan5491 2 ปีที่แล้ว +15

    Ki action re kahuchi dekha

  • @oyester6394
    @oyester6394 2 ปีที่แล้ว +2

    Foreign jaithila??

  • @sonalis1446
    @sonalis1446 2 ปีที่แล้ว +2

    06:14 Foreign jaithila ebe asichi🤣

    • @bisumuduli8102
      @bisumuduli8102 2 ปีที่แล้ว

      କଣ କଲେରେ ତା ନାଳି ପଇଡ ଫଟେଇ ଦେଲେ

  • @bmonaliblog-
    @bmonaliblog- 2 ปีที่แล้ว +8

    Micha katha ta maa kahuchi......se jhio ya saha mobile re katha huea....aau eai puo saha katha huea

    • @abhilipsasen4160
      @abhilipsasen4160 2 ปีที่แล้ว

      Jhia phone re katha hela bele chota pila nuhe aau pua teki neigala setabele chota pila 🤣🤣jhia ra kichi dosa nahi wow ki entrasting story

  • @b.nvideos7801
    @b.nvideos7801 2 ปีที่แล้ว

    Very good

  • @badalpattnaik9738
    @badalpattnaik9738 9 หลายเดือนก่อน

    Must be arrest all

  • @hmmheichiheichibhalaheichi8575
    @hmmheichiheichibhalaheichi8575 2 ปีที่แล้ว +5

    Bhai tote dekhile dukha laguchi re bhai
    Kn pai ye sabu 😭
    Kn milila tote yemiti kari
    Foreign re rahuchu tu toh maa kohuchi
    Ta aaga nija abasta thik kar bhala ghara te aaga kar toh maa kohuchi tume guhala ghare rahucha
    Foreign re rahu thiba pila jadi kou jhia ku pasand kare yemiti ta heba katha nuha jaha toh saha hela
    Aaga nija gandi ku sambhal re bhai

  • @odishavloggerhappy
    @odishavloggerhappy 2 ปีที่แล้ว +9

    Aku jatra re chadiba katha be,,mast acting karuchi😠😠😠

  • @sunamarandi2089
    @sunamarandi2089 2 ปีที่แล้ว +2

    କୌଣସି ମା ପୁଅର ଦୋଷ ଦେଖେ ନାହିଁ । ଏ ମାଆ ସତ କଥା କହୁନୁ ।

  • @ots-solutionOdisha
    @ots-solutionOdisha 2 ปีที่แล้ว +2

    ଆରେ ବେଧି ତେ ଝିଅଟା ଭାରି ସତୀ ସାବିତ୍ରୀ ଟା

  • @godgiftedlife
    @godgiftedlife 2 ปีที่แล้ว +11

    papa ki para 🤣🤣🤣

  • @Rubulsmithvlogs
    @Rubulsmithvlogs 2 ปีที่แล้ว +2

    Pua ra 80% dosa au jhia ra 20% dosa

  • @rahulh2526
    @rahulh2526 2 ปีที่แล้ว +1

    Please tek investigation

  • @tapansahoo200
    @tapansahoo200 2 ปีที่แล้ว +10

    ମା ମନ ପା ଛାଡ଼ ମାଉସୀ ପୁଅ ଭୁଲ କରିଛି !ଦଶ ଲୋକ କହିଲେ ଭୁଲ ମାନେ ଭୁଲ☝️

    • @Asishi3379
      @Asishi3379 2 ปีที่แล้ว +3

      ମା କହୁଚି , ତା ପୁଅ ଫରେନ୍ ଯାଇଥିଲା ଏବେ ଆସିଚି 😂😂, ସେଥି ପାଇଁ ୧୨ ବର୍ଷ ର ଟୋକି କୁ comment କରୁଚି , ମାଘିଆ ର ମେସିନ୍ କାଟିଦେବା କଥା ।।

  • @kesharikumar188
    @kesharikumar188 2 ปีที่แล้ว

    Bilkul right heichi

  • @Sujata-Pattanaik
    @Sujata-Pattanaik 2 ปีที่แล้ว +39

    Police ରେ ଦେଲେ kn ହବ କେତେ ଦିନ ପରେ ପୁଣି ବେଲ୍ ମିଳି ଯାଉଛି *ଳା ମାନଙ୍କୁ ...ଖାଲି ଛେଚି ଦେଇ ଥାଆନ୍ତ ଏକା ଥରେ sabad.…

    • @manojdeheri3138
      @manojdeheri3138 2 ปีที่แล้ว +1

      Right

    • @santoshswain5033
      @santoshswain5033 2 ปีที่แล้ว +1

      Right

    • @archanabarik2330
      @archanabarik2330 2 ปีที่แล้ว +1

      A re vaii jhia ra Kan dosa Nahine.......??

    • @Sujata-Pattanaik
      @Sujata-Pattanaik 2 ปีที่แล้ว +2

      @@archanabarik2330 ଯଦି ବା ଥିଲା ତାହେଲେ ଉଠେଇ ନେବା kn drkar... ଏତେ ସାହସ ଯଦି ଥିଲା ଝିଅ ର ବାପା ମା ଙ୍କ ସାମ୍ନା କୁ ସିଧା ନେଇ ଗଲାନି

    • @archanabarik2330
      @archanabarik2330 2 ปีที่แล้ว

      @@Sujata-Pattanaik se kebe uthei nei na thiba ma .....se barambar comet jou Mari chhi tenu jhia paribar atista hei a miti kanda Kari chha nti.....

  • @shubhrashishdash1450
    @shubhrashishdash1450 2 ปีที่แล้ว +1

    I think there is also more things which was hiding out..... some one hiding some things...

  • @AKNandy-bb8pr
    @AKNandy-bb8pr ปีที่แล้ว +1

    Excellent acts of public. These are useless unemployed criminal youths. Other public should act like this for punishing these hero who are not leaving minor girls. Arrest his other friends.

  • @tusharkantamishra2712
    @tusharkantamishra2712 2 ปีที่แล้ว +2

    ଗୋଟେ ଗୋଡ଼ କୁ କଣ ପାଇଁ ବାଦେଇଲ ? ଆଉ ଗୋଟେ ଗୋଡ଼ କୁ ଛାଡିଦେଲ , ନଇଁ ପିନ କଣ୍ଟା ମାରିଦଉନ ।😡😡

  • @whatisthis1900
    @whatisthis1900 2 ปีที่แล้ว +1

    mausi to pua ku next thara loka badeiki maridebe.gan lokanku...jagiki...

  • @SantaliKingOfficial
    @SantaliKingOfficial 2 ปีที่แล้ว +4

    Puo Foreign re rahuchhi au Family Guhalo ghore rahuchhanti, ahuri epote Guhalo ghore Kobat nahin.
    Puo just Foreign ru asichhi...
    Jadi jhio ghoro loko Kobat bhangi dei chhanti tahale Kobat kuadu rahibo..
    Kobat nathile Chalo ghara ta to Guhalo porika hin lagibo na...
    Emananka family ku chhadi dele Duniya sara loka sabu khorap...
    Acting kariba to emiti ka🤣🤣🤣🤣🤣
    Puo Foreign ru sikhiki asichhi ethi tike practical karu thila...

  • @gwsunil0942
    @gwsunil0942 2 ปีที่แล้ว +1

    Hmm

  • @binodkumarmajhi2667
    @binodkumarmajhi2667 2 ปีที่แล้ว

    Good Sahsti

  • @ajitbehera734
    @ajitbehera734 2 ปีที่แล้ว +1

    Bhanaga ghara suna rupa kouthu asiba

  • @nitishswain7724
    @nitishswain7724 2 ปีที่แล้ว +1

    ବେଧଛୁଆଟା ନହେଲେ ଏମିତିକା ଅଭଦ୍ର କାମ କରିନଥାନ୍ତା,ତା ମାଆ ମୁହଁରେ ଲାଜ ନାହିଁ

  • @kanheijena4605
    @kanheijena4605 2 ปีที่แล้ว +1

    Other countrie ଭଙ୍ଗା ଘର କହୁଚି ମା।
    ପୁଣି ଏବେ କହୁଚି foreigner ଯାଇଥିଲା
    ଏମାନଙ୍କୁ ନିର୍ଦ୍ଧୁମ ମାଡ ମାରାଯାଉ।।

  • @sarbeswardash2
    @sarbeswardash2 2 ปีที่แล้ว +3

    ଓଡିଶା govt au police upare bharasa rakhani bhai

  • @KNO474
    @KNO474 2 ปีที่แล้ว

    କି ମାଡ଼ 😢😢😢😢

  • @manojsahoo7317
    @manojsahoo7317 2 ปีที่แล้ว +1

    Se gaon ra lokamane dhanya 🤣🤣🤣

  • @Vincenzobiky
    @Vincenzobiky 2 ปีที่แล้ว

    9ma class jhia ta chatiki heart karuchi😂😂😂😂😂😂😂🤣🤣🤣

  • @parshuramnayak7650
    @parshuramnayak7650 2 ปีที่แล้ว

    Ok

  • @gr.rmovie9609
    @gr.rmovie9609 2 ปีที่แล้ว

    Thiki heichi

  • @gyanaranjanupadhyaya9475
    @gyanaranjanupadhyaya9475 ปีที่แล้ว

    TAKU CHHECHICHA BHALA KARICHA! BUT CAMERA AGE MICHHA KANHIKI KAHUCHA TAKU BANDHIKI PAKEICHA BOLI?

  • @sauravsoren3573
    @sauravsoren3573 2 ปีที่แล้ว

    Thik haeche.......

  • @odishasantalivlogs3825
    @odishasantalivlogs3825 2 ปีที่แล้ว

    ଜଉ ମାନେ କହୁଛନ୍ତି ସେ ଟୋକା ର ଦଶୋ ...........ତମେ କଣ ଜାଣିଚ ମା ଗୀୟା ସତ କଣ ପ୍ରକୃତ ରେ ଘୋଟନା କଣ ....

  • @spatro-bgm
    @spatro-bgm 2 ปีที่แล้ว +1

    1:00
    Ae loko ta kahuchi se pilaku kehi pitinahanti ki torture kari nahanti police achi/govt achi.
    Then se pua ta emiti choteiki/sahara neiki 2ta lokonkara kahin jauchi police station ku?

  • @shankarshanasahoo9331
    @shankarshanasahoo9331 2 ปีที่แล้ว +1

    ଏ ମାଘିଆଙ୍କୁ ସୁଳି ଦେଇଦିଅ

  • @blogging_boy_tapu6168
    @blogging_boy_tapu6168 2 ปีที่แล้ว

    🙏🙏🙏

  • @ganeswar5187
    @ganeswar5187 2 ปีที่แล้ว +2

    ମାରିଶାନ୍ତି କି story କହୁଶନ୍ତି କି ଅଭିନୟ 10 କୁ 10 ମାର୍କ

  • @ignore2k
    @ignore2k 2 ปีที่แล้ว +3

    ପ୍ରଥମେ ସେ ପୁଅର ଘର ଦେଖନ୍ତୁ , ତା ମାଆ କହିବା ଅନୁସାରେ ତାଙ୍କର କୋଠା ଘର କି କବାଟ ନଥିବା ଘର , ଯଦି କୋଠା ଘର ଭଲ କବାଟ ଅଛି ଶେ ଟୋକା କୁ ଭିତରେ କରିଦିଅ😠 , ଆଉ ଯଦି ଗରିବ ଘର ଘରର କବାଟ ନଥିବ , ତାହେଲେ ସେ ପୁଅ ର କିଛି ଭୁଲ୍ ନାହିଁ , ଗାଁ ଲୋକ ମିଛ କହୁଛନ୍ତି , କାରଣ ଆଜି କାଲିକା ଦୁନିଆ ରେ ଗରିବ ଲୋକଙ୍କର କିଛି ମୁଲ୍ୟ ନାହିଁ 😒

  • @adcreation100
    @adcreation100 2 ปีที่แล้ว +2

    ତମେ ଆଉ ତମ ପୁଅ ଭାରି ଭଲ ଲୋକ ତମେ କିଛି ଜାଣିନା ଏ ଗାଁ ଲୋକ ହାରାମି ତମେ ତୁଳା ରେ କ୍ଷୀର ପିଉଛ ପୁରା ଗାଁ ମିଛୁଆ 😄

  • @manjulata82
    @manjulata82 ปีที่แล้ว

    Bhala hoichhi amiti sasti dele jai sabad hebe

  • @DeepakIndianprank
    @DeepakIndianprank ปีที่แล้ว

    ଏତେ ଯଦି ଉଠୁଚି ବାହା ହୋଇ ଯାଉନ ରେ

  • @abtechnical5639
    @abtechnical5639 ปีที่แล้ว

    ଆହାଃ, କେଡେ ସରଳ ମା। ମିଛୁଟା ରେ ଏ ବିଚାରି ଆଉ ତା ନିରୀହ ପୁଅ କୁ ବଦମାସିଆ ଗାଆଁ ନୋକ ଗୁରା ବାଡେଇ କି ଗୋଡ଼ ଭାଙ୍ଗି ଦେଲେ।

  • @jayantinathparwat1169
    @jayantinathparwat1169 2 ปีที่แล้ว +1

    Direct incounter

  • @appka_support
    @appka_support 2 ปีที่แล้ว +6

    ମା ନାରେ କିଛି କୁହନି ଭାଇ ସେ ପୁଅକୁ ବଂଚେଇ ବଲି ଡରରେ କହିଦେଲା
    ପୁଅକୁ ଦଣ୍ଡ ଦିଅ !

  • @sabfrancy3538
    @sabfrancy3538 2 ปีที่แล้ว

    Very good... Kahi thoro tho kichi heini

  • @subratkunda6962
    @subratkunda6962 2 ปีที่แล้ว +1

    କବିର ସିଂହ ନାତି😂

  • @brahmanandaghosh6806
    @brahmanandaghosh6806 ปีที่แล้ว

    Strong punishment

  • @bharatbehera1236
    @bharatbehera1236 2 ปีที่แล้ว +1

    🥺🥺🥺

  • @bikramkeshariparida4077
    @bikramkeshariparida4077 2 ปีที่แล้ว

    ଗାଁ ସାରା ମିଛୁଆ ତୁ ଏକା ସତୀ

  • @my_life-my_rules.
    @my_life-my_rules. 2 ปีที่แล้ว +1

    Kou country ye kn Rati heichi epade bbsr re dina 😂😂
    Wrong timing upload

  • @ajitsahu6979
    @ajitsahu6979 2 ปีที่แล้ว

    Bhai tame kotha kahila du break noucho basi

  • @hscretions6055
    @hscretions6055 2 ปีที่แล้ว

    କଥା ର କିଛି ସତ୍ୟ ତା ମିଳୁନି

  • @jaganpradhan1
    @jaganpradhan1 2 ปีที่แล้ว +1

    this mother is not a mother

  • @od_star_aju85
    @od_star_aju85 2 ปีที่แล้ว +2

    Mg ta Gua ta katideba ta pare salaku LAngala Kari Dandare bulaiba

  • @narayan1235
    @narayan1235 2 ปีที่แล้ว

    🙏🙏🙏🙏

  • @dasknowledgecenter8261
    @dasknowledgecenter8261 2 ปีที่แล้ว +2

    ଆହା ,କି ସରଳ ମା କିଛି ଜାଣିନି, ଏ ଅସୁରୁଣୀ ମା କୁ ଆଗେ ଜେଲ ରେ ପୁରାଅ.

  • @user-sr4dy6uv3f
    @user-sr4dy6uv3f 2 ปีที่แล้ว +2

    ବଲାଙ୍ଗୀର ଜିଲ୍ଲାର ରାଣ୍ଡୁଆ ଵିକ୍ରମ ପଣ୍ଡା,
    ଖୋର୍ଦ୍ଧା ଜିଲ୍ଲାର ରାଣ୍ଡୁଆ ଅନୀଲ କୁମାର ବରାଳ,
    ଏ ଦୁଇ ଜଣ ରାଣ୍ଡୁଆ କେଉଁ ଧର୍ମ ସମ୍ପ୍ରଦାୟର ସହିତ ଜଡ଼ିତ ?
    ୧. ମୁସଲିମ,
    ୨. ଆଦିବାସୀ,
    ୩. ହରିଜନ,
    ୪. ହିନ୍ଦୁ,
    ସଠିକ ଉତ୍ତର ଦିଅନ୍ତୁ,

    • @ishashrutiprakash
      @ishashrutiprakash 2 ปีที่แล้ว +1

      ବାନର ସମ୍ପ୍ରଦାୟ ର 🤣🤣

    • @user-sr4dy6uv3f
      @user-sr4dy6uv3f 2 ปีที่แล้ว

      @@ishashrutiprakash ତ ମାଆ, ଭଉଣୀ କୁ ଗେଇବ ପାଇଁ ବିକ୍ରମ ପଣ୍ଡା, ଅନୀଲ ବରାଳ ଯିବେ ତ ଘରକୁ ତୁ ବହୁତ ଖୁସି ହେବୁ ,🤣🤣🤣🤣

    • @ishashrutiprakash
      @ishashrutiprakash 2 ปีที่แล้ว

      @@user-sr4dy6uv3f ମୁଁ ନିଜେ ଗେହିବି ତୋ ଗାଣ୍ଡିରେ. ଫାଡ଼ିଦେବି ତୋ ଗାଣ୍ଡି କୁ. ଗେହିକି ତୋ ଗାଣ୍ଡିକୁ ବିୟା କରିଦେବି ରେ ବୋଉ ଗିହା ବାନର. ମୁଁ ମର୍ଦ ଙ୍କ ଗାଣ୍ଡିରେ ବାଣ୍ଡ ପୁରାଏ. ବୀଜ ବାହାରିବା ଯାଏଁ ଗିହେ. ତାପରେ ଯଦି ଦେଖିଲି ତୋ ଗାଣ୍ଡିର ଗୁହ ମୋ ବାଣ୍ଡ ରେ ଲାଗିଛି, ତେବେ ତୋ ବୋଉକୁ ଘୋଷାରିକି ବାହାରକୁ ଆଣିବି ଆଉ ତା ବ୍ଲାଉଜ ଫାଡିକି ତା ବ୍ରା କୁ ଛିଣ୍ଡେଇକି ସେଥିରେ ମୋ ବାଣ୍ଡକୁ ପୋଛିବି ଆଉ ତାପରେ ତୋ ବୋଉ ର ଦୁଧ ଭୁଣ୍ଡିକୁ କାମୁଡି ଛିଣ୍ଡେଇ ଦେବି. ତାପରେ ତୋ ଭଉଣୀ ସେଣ୍ଟି ରେ ବନିସି କଣ୍ଟା ନଗେଇ ଓଟାରିବି ଆଉ ତୋ ବୋପା ସାହାଯ୍ୟ ରେ ତୋ ଭଉଣୀ ର ବିୟା କୁ ଵିଧ୍ଵଂସ କରିଦେବି. ତୋ ଖୁଡୀ ବିୟା ରେ ତୋ ପିଉସୀ ବିଆରେ ପରମାଣୁ ବୋମା ପୁରେଇକି ନିଆଁ ନଗେଇଦେବି. ତୋ ଘରେ ପଶି ତୋ ଭାତ ହାଣ୍ଡିରେ ହଲେଇକି ବୀଜ ପକେଇବି ଯେ ସେ ଭାତ ଖାଇ ତୋ ବଂଶ ଯାକ ସମସ୍ତେ ପ୍ରେଗନେଟ ହେଇଯିବେ 🤣🤣🤣

    • @ishashrutiprakash
      @ishashrutiprakash 2 ปีที่แล้ว

      @@user-sr4dy6uv3f ହଇରେ ପିତୃଚୋଦ୍ ଅଶିକ୍ଷିତ ବାଣ୍ଡା, ହେ ବାପାଗିହାଁ, ଆଦିବାସୀ ହରିଜନ କଣ ହିନ୍ଦୁ ନୁହନ୍ତି? ତୁ ମାଗିହା ଖ୍ରୀଷ୍ଟିଆନ ବାଣ୍ଡ ବୋଧେ? ନୁହେଁ ରେ ଜେଜେବାପା ଗିହାଁ 🤣🤣

    • @user-sr4dy6uv3f
      @user-sr4dy6uv3f 2 ปีที่แล้ว

      @@ishashrutiprakash ତୁ ବାଣ୍ଡ ନିଶ୍ଚୟ ରାଣ୍ଡୁଆ ବାଣ୍ଡ ଝୋଳରୁ ଜନ୍ମ ହେଇଛୁ, ତ ମାଆ ରାଣ୍ଡୁଆ ବାବା ସାରଥୀ ପାଖରୁ xxx ମାଡ଼ ଆଉ ବିଭୁତି ଖାଇ ତତେ ଜନ୍ମ କରିଥିବ, ଅନୀଲ ବରାଳ, ଵିକ୍ରମ ପଣ୍ଡା ଭଳି ତୁ ବି ଗୋଟିଏ ରାଣ୍ଡୁଆ, ନିଶ୍ଚୟ ତୁ ବି ଧର୍ଷଣ, ବଳତ୍କାର କରିବୁ,🤣🤣🤣🤣🤣

  • @Humanities_corner.
    @Humanities_corner. 2 ปีที่แล้ว +22

    That's why education is important

    • @tanmayeepradhan5114
      @tanmayeepradhan5114 2 ปีที่แล้ว +1

      Some Educated people also involving this shit

    • @tanmayeepradhan5114
      @tanmayeepradhan5114 2 ปีที่แล้ว

      No education require
      Here even shit laws are also supporting this type of people to do more nd more
      These people deserve death but hota kya hai jail fir ntg 😏😏

  • @skmokeshboss1762
    @skmokeshboss1762 2 ปีที่แล้ว

    Ji

  • @mr.sanjayinformationdiscov3282
    @mr.sanjayinformationdiscov3282 2 ปีที่แล้ว +3

    ଏମିତି ପୁଅ କୁ ଅତି କଠୋର ଦଣ୍ଡ ମିଳୁ।।।।

  • @soumyaranjanswain3675
    @soumyaranjanswain3675 2 ปีที่แล้ว

    Au maila kie

  • @odialiterature4158
    @odialiterature4158 2 ปีที่แล้ว

    ଛିଃ....

  • @rojaliniswain4020
    @rojaliniswain4020 2 ปีที่แล้ว

    First sata kn jana padini... kehi kahaku kharap kuhantuni

  • @dibyasingh3816
    @dibyasingh3816 2 ปีที่แล้ว

    Thike karicha bhai mane

  • @santoshbidika8668
    @santoshbidika8668 2 ปีที่แล้ว

    ଝିଅ କୁ ପଚାରି ବାର ଥିଲା ସତଟା କଣ,,

  • @lokanathmaharana8842
    @lokanathmaharana8842 2 ปีที่แล้ว +6

    ଏ ଶଳା ରସିକିଆ କୁ ଥାନା ରେ ପୁରା ତା ପରେ ସତ ବାହାରିବ

  • @sunlight2357
    @sunlight2357 2 ปีที่แล้ว +1

    Foreign ru asichi tenu comment kn mari pariba 😂😂😂