ଆର୍ତ୍ତନାଦ | Odia story by Pranati Panda

แชร์
ฝัง
  • เผยแพร่เมื่อ 7 ก.ย. 2024
  • ଆର୍ତ୍ତନାଦ | Odia story by Pranati Panda #storyinodia #odiatragedystory #pallabinisliteratureworld
    • ଅତୃପ୍ତ ପ୍ରେତିନୀ | Odia...
    ଗଳ୍ପ - ଆର୍ତ୍ତନାଦ
    ଗାଳ୍ପିକା - ପ୍ରଣତି ପଣ୍ଡା
    ଆବୃତ୍ତି - ମଧୁମିତା ମିଶ୍ର
    #odiastorytelling
    #storyinodia
    #sad
    #moralstories
    #gapa
    #gapainodia
    #kahani
    #storytime
    #storytelling
    #odiagapa
    #2024beststory

ความคิดเห็น • 45

  • @satyabatiswain2635
    @satyabatiswain2635 หลายเดือนก่อน +3

    ଖୁବ୍ ସୁନ୍ଦର ଗପ

  • @rabindrakumarpanda9
    @rabindrakumarpanda9 หลายเดือนก่อน +2

    Ati chamatkar lekha. Khub sundar upasthapana karichhanti 👍👍

    • @PallabinisLitratureWorld
      @PallabinisLitratureWorld  หลายเดือนก่อน

      ସୁନ୍ଦର ମତାମତ ବହୁତ ବହୁତ ଧନ୍ୟବାଦ ।

  • @abadhootpanda1937
    @abadhootpanda1937 หลายเดือนก่อน +3

    ଅତୀବ ରମଣୀୟ ଗଳ୍ପ ମହାଶୟା 👍🏼

    • @PallabinisLitratureWorld
      @PallabinisLitratureWorld  หลายเดือนก่อน

      ଗଳ୍ପଟି ଶୁଣି ମତାମତ ଦେଇଥିବାରୁ ଧନ୍ୟବାଦ

  • @SuchitraKar-lb8wx
    @SuchitraKar-lb8wx หลายเดือนก่อน +2

    ହୃଦୟସ୍ପର୍ଶୀ ଗପ ଟି, ଉଭୟଙ୍କୁ ଅଶେଷ ଧନ୍ୟବାଦ ଓ ଢ଼େର ସାରା ଭଲପାଇବା ❤️❤️🙏🙏l

    • @PallabinisLitratureWorld
      @PallabinisLitratureWorld  หลายเดือนก่อน

      ଗପଟି ଶୁଣି ମତାମତ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ।

  • @Jagannathswami2
    @Jagannathswami2 หลายเดือนก่อน +3

    Jai jagannath 🌸🌸🌸🌸🌸🌸

  • @Jagannathswami2
    @Jagannathswami2 หลายเดือนก่อน +2

    Bahut sunder story💐💐💐💐💐🌹🌹🌹🌹🌹

  • @bijaysarangi5652
    @bijaysarangi5652 หลายเดือนก่อน +2

    ରଚନା ସୁନ୍ଦର ଓ କରୁଣ ରସରେ ହୃଦୟ ପ୍ଲାବିତ କରେ।ପଠନ ବି ତତୋଧିକ ସୁନ୍ଦର ।କିନ୍ତୁ ଗପଟିର କଥାବସ୍ତୁ ପାଠକ ବା ଶ୍ରୋତାଙ୍କ ମନରେ ଉତ୍ସୁକତା ସୃଷ୍ଟି କରିବାରେ ଏତେ ବେଶୀ ସଫଳ ନୁହଁ।ଗପଟିର ଭାଷା ଓ ସ୍ୱର ସୁନ୍ଦର ।ଅଧିକ ସଫଳ ଗପର ସୃଷ୍ଟି ଶୁଭେଚ୍ଛା ରଖୁଛି।

    • @PallabinisLitratureWorld
      @PallabinisLitratureWorld  หลายเดือนก่อน

      ସୁନ୍ଦର ମତାମତ ପାଇଁ ଧନ୍ୟବାଦ।

  • @sukantimishra3571
    @sukantimishra3571 หลายเดือนก่อน +2

    ସୁନ୍ଦର ରଚନା ଓ ବର୍ଣ୍ଣନା ଶୈଳୀ।
    ଆନ୍ତରିକ ଧନ୍ୟବାଦ।

    • @PallabinisLitratureWorld
      @PallabinisLitratureWorld  หลายเดือนก่อน

      ଗଳ୍ପଟି ଶୁଣି ମତାମତ ଦେଇଥିବାରୁ ଧନ୍ୟବାଦ।

  • @priyambadar69
    @priyambadar69 หลายเดือนก่อน +3

    ଖୁବ୍ ସୁନ୍ଦର କାହାଣୀ ।ଆପଣଙ୍କ ଉପସ୍ଥାପନା ଭଲ ଲାଗିଲା ମାମ୍

  • @jitendriyamohapatra3104
    @jitendriyamohapatra3104 หลายเดือนก่อน +2

    ବହୁତ ସୁନ୍ଦର ଗପ..📖... ✍🏻ପ୍ରଣତି ମା.... 🙏👌👌👌😌.... 📚

  • @sushreesangitapanda9672
    @sushreesangitapanda9672 หลายเดือนก่อน +2

    ଖୁବ୍ ସୁନ୍ଦର ରଚନା କରିଛନ୍ତି

  • @pranatipanda3580
    @pranatipanda3580 หลายเดือนก่อน +3

    ମୋ ଲିଖିତ କାହାଣୀଟିକୁ ମଧୁମିତା ମାଡ଼ମ୍ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯେ ମୁଁ ଭାଷା ଶୂନ୍ୟ ହୋଇ ଯାଇଛି .....କୃତଜ୍ଞତା ଜ୍ଞାପନ କରୁଛି।
    ଅତି ସୁନ୍ଦର ଭାବରେ ଆବୃତ୍ତି କରିଛନ୍ତି । ପଲ୍ଲବୀନି ମାଡ଼ମ୍ ଓ ଆପଣଙ୍କୁ ମୋର ହୃଦୟରୁ ଅଶେଷ ଅଶେଷ ଆନ୍ତରିକ ଧନ୍ୟବାଦ।ଜୟ ଜଗନ୍ନାଥ 🙏🙏💐💐

    • @PallabinisLitratureWorld
      @PallabinisLitratureWorld  หลายเดือนก่อน

      ସୁନ୍ଦର ଗଳ୍ପଟି ଆମକୁ ଭେଟିଦେଇଥିବାରୁ ଆପଣଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ। ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାଥନା ଆପଣଙ୍କୁ ସୁସ୍ଥ ରଖନ୍ତୁ, ଆପଣଙ୍କର ସାହିତ୍ୟ ଯାତ୍ରାର ଉନ୍ନତି ହେଉ।

  • @KalandiSethy
    @KalandiSethy หลายเดือนก่อน +1

    www.youtube.com/@KalandiSethy

  • @sujatapanda8421
    @sujatapanda8421 หลายเดือนก่อน +1

    Sundar Sundar ati Sundar

  • @manyumanmitra965
    @manyumanmitra965 หลายเดือนก่อน +1

    Bhala galpa ti. Well presented.

  • @Kahnucharansahu_
    @Kahnucharansahu_ หลายเดือนก่อน +1

    ଖୁବ ସୁନ୍ଦର ଗଳ୍ପ
    ଆମକୁ ଗପ ଶୁଣିବାର ସୁଯୋଗ ଦେଉଥିବାରୁ ପଲ୍ଲବୀନି ମାମଙ୍କୁ ଧନ୍ୟବାଦ ❤❤

  • @narayansethi2264
    @narayansethi2264 หลายเดือนก่อน +2

    ଖୁବ ସୁନ୍ଦର ହେଇଛି ଲେଖା ଟି ✍️

  • @jumarnathpatra8519
    @jumarnathpatra8519 หลายเดือนก่อน +1

    ବହୁତ ଭଲ ଲାଗିଲା 🎉

  • @Lifeofdr.soumya
    @Lifeofdr.soumya หลายเดือนก่อน +1

    ଅତି ସୁନ୍ଦର ରଚନା ଟିଏ 🎉

  • @rabindranathpaul5760
    @rabindranathpaul5760 หลายเดือนก่อน +1

    Narration and presentation is fabulous
    Lots of best wishes to the writer for creations of more innovative stories.❤

  • @rabindranathpaul5760
    @rabindranathpaul5760 หลายเดือนก่อน +1

    Narration & presentation of the story is fabulous.let the writer be blessed for creations of more innovative stories
    With lots of best wishes 🙏

  • @abadhootpanda1937
    @abadhootpanda1937 หลายเดือนก่อน +2

    Pallabini's literature ରେ " ଆର୍ତ୍ତନାଦ " ଶୀର୍ଷକ ଗଳ୍ପଟି ଅତୀବ ମନଛୁଆଁ ଯଦିଓ ଦୁଃଖାନ୍ତ ଉପସଂହାର l ଆପଣଙ୍କୁ, ପ୍ରଣତି ଏବଂ ମଧୁମିତା ମହାଶୟାଙ୍କୁ ଅଶେଷ ଧନ୍ୟବାଦ ଓ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି l ଏମିତି ଅନେକ ଗଳ୍ପର ଶ୍ରୁତ୍ୟାଂଶ ପ୍ରସ୍ତୁତ କରି You Tube ରେ ପ୍ରେରଣ କରି ଚାଲନ୍ତୁ ମହାଶୟା l ଜୟ ଜଗନ୍ନାଥ ସ୍ୱାମୀ 🙏🏼❤🙏🏼