ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
The best director , best singer and best keyboard player of Nayagada district 🙏🌹🙏
Beautiful show much❤ରତ୍ନାକର କର ସାରେୟା ପରେ ଟୁନା ସାର କୁ ଆଣନ୍ତୁ
Rama nataka jagatara badsaha heuchanti ratnakar sir, director,singer, keyboard sabuthire no.1,,odissa ra kala jagata ku emiti abadana rahithau sir,apananku koti koti parnam sir......
ସାରଙ୍କୁ କୋଟି କୋଟି ନମସ୍କାର, ସାର ନିଜକୁ ଛୋଟ କଳାକାର ଭାବୁଥିଲେ ମଧ୍ୟ ତାଙ୍କର ହୃଦୟ ବିଶାଳ, ତାଙ୍କ ନିର୍ଦେଶନା ଖୁବ ସୁନ୍ଦର ଓ ଉଚ୍ଚକୋଟିର l ଜୟ ଜଗନ୍ନାଥ
Keyboard ରେ ରତ୍ନାକର ସାର ଅନ୍ୟତମ 🙏
ପ୍ରଭୁ ଶ୍ରୀ ରାମଚନ୍ଦ୍ର ସାର୍ ଙ୍କୁ ସଦାସର୍ବଦା ଆଶିର୍ବାଦ କରୁଥାନ୍ତୁ,ଜୟ ଜଗନ୍ନାଥ,
ଜୟ ଶ୍ରୀ ରାମ 🙏
ସାର ଙ୍କୁ 🙏ପ୍ରଣାମ 🙏ଆପଣ ଛୋଟ କଳାକାର ନୁହନ୍ତି ବିଶାଳ କଳାକାର ଆପଣଙ୍କର ହୃଦୟ ମହାନ l ସାକ୍ଷାତ କାର ଅତ୍ୟନ୍ତ ସୁନ୍ଦର l 🌹🙏ଜୟ ସୀତାରାମ 🙏🌹
ଜୟ ଜଗନ୍ନାଥ 🙏ରତ୍ନାକର ସାରଙ୍କୁ ମୋର କୋଟି କୋଟି ପ୍ରଣାମ ବହୁତ ଭଲ ସ୍ୱର, ବହୁତ ଭଲ music ବହୁତ ଭଲ ନିର୍ଦେଶନା ❤❤❤ଓଡିଶା ରାମନାଟକ ଜଗତର ବହୁତ ଭଲ ପ୍ରତିଭାମୟ ବ୍ୟକ୍ତି,❤❤❤❤🙏🙏🙏🙏ରତ୍ନାକର ସାର🙏🙏🙏🙏🙏
Jay shree ram ji ki jai ho 🪔 Sita Ram Bhaja re man 🎉🎉
Ratnakar sir is a legend of Nayagarh🎉🎉
ଏଭଳି ବିରଳ ପ୍ରତିଭା ଙ୍କୁ ସେୟାର କରିଥିବାରୁ ସାଇସୁଭମ୍ ପ୍ରଡକ୍ସନ ର ମିଡ଼ିଆ ଭାଇଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି , ସାର୍ ଙ୍କ ଗୀତ ଆମ ପୁରୀ ଜିଲ୍ଲାରେ ସମସ୍ତ ଯଜ୍ଞ ଗାଡ଼ିରେ ସେଟ୍ କରିଛନ୍ତି,ଯାହାଙ୍କ ପାଇଁ ଲୁଣିସାହି ରାମ ନାଟକ ପ୍ରସିଦ୍ଧ , ଏଥିପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି,
ଏ ଭାଇ ଜଣକ ବହୁତ୍ ଭଲ ମୋର ମୋ bike ରୁ petrol ସରିଯାଇଥିଲା ରାତି 8 ହେବ ଖୋର୍ଦ୍ଧା ରୁ ଆସିଲାବେଳେ ବାଟରେ କେହି ରହିଲେଣି ଅନ୍ଧାର ରାତିରେ ଆମକୁ ବହୁତ୍ ସାହାଯ୍ୟ କଲେ ଭାଇଙ୍କୁ ଭୁଲି ହବନି ।ଭାଇଙ୍କୁ ମୋ କମେଣ୍ଟ ଦେଖେଇବେ ଦେଖିବ ମନେ ପଡ଼ିଯିବ । ଧନ୍ୟବାଦ୍ 🎉
Oooh
Ratanakar sir nk super voice
ସାର 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Shree ram 🙏🙏🙏❤ Guruji pranam 🙏🙏🙏
ସାର୍ ଙ୍କୁ ମୋର କୋଟି କୋଟି ପ୍ରଣାମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭଲରେ ରଖିଥାନ୍ତୁ
Very good interview sir
Jay shree Ram Ram 🙏🙏
NAYAGARH, RAM NATAK,,,NO: 01,,,Key - board player.
ବଢିଆ 🙏🙏
Ati sundar
❤ ଜୟ ଶ୍ରୀ ରାମ,,
ସାରେ ନମସ୍କାର ❤❤❤❤❤
Sunder Pogram Radhe Radhe
God bless you sir you are great 🙏
Best direction sunakalas bhutadi party
Mun bahuta khusi mun chanhu thili sirnkar hau
Best❤ sir🎉
Super bro all the best karu bhai
Very nice interview ratnakar sir jay shree ram jay baba gadikeswar🙏🙏🙏🙏🙏🙏
Bahut badhia
Sir is best
Jay 🙏 shree 🌼 ram 🙏💞
Jai shree Ram
I love u sir
Namaskar Ratnakar sir
Best voice ❤❤sir
Namaskar sir 🙏🙏🙏
Best of luck Ratnakar sir
ରତ୍ନାକର ବାବୁ ଆପଣଙ୍କ ସହିତ ଯୋଗାଯୋଗ କିପରି ହେବ , ମୁଁ ପୁରୀ ରୁ କହୁଛି ଜାଗର ମେଳା ପାଇଁ ପାର୍ଟି ଦରକାର ,please
🎉🎉🎉🎉
Namaskar sir
Congratulations Ratnakar sir
No 1 master ngr dist
Jhuna Bhainka interview hau
Ratnakar sir jane mahanuvabi Malti talented kalakar
Ratnakar Sir is great
ସାର୍ ଏବେ ଆମ ଦ୍ୱାରବତିପୂର୍ ରାମଲୀଳା ଅନୁଷ୍ଠାନ କୁ ରାମ ନାଟକ ପରିବେଷଣ କରିବା ପାଇଁ ଆସିଥିଲେ। ତା ସହିତ ଅନ୍ୟ ଦୁଇଟି ପାର୍ଟି ବି ଆସିଥିଲେ। ହେଲେ lunisahi ପାର୍ଟି ୧ number ହୋଇଥିଲା
Jaysitarama.ratnakarnkasakasu.lunisahipaty.chalichhi
Jhuna Bhai nka interview hau bhai
Very nice interview
Thanku sir
God bless your family
Very nice Sir
Jay Jagannatha ❤❤❤❤❤
Sir nka voice super
Ratnakar sir best in ramanatak, nayagarh district
❤
ଭଲକଣ୍ଠ ବାଦକ
Mo guru Ratnakar sir
🙏❤❤️
Sir singapada ra Rama risi didi nka interview niantu please 🙏
ସୋଏବ୍ ଅଖତାର ଥରେ ପଚରାଗଲା ତମେଜଣେ ସଫଳ ବୋଲର କି,ସେ ଉତ୍ତର ଦେଇଥିଲା ମୁଁ ସଚିନ ତେନ୍ଦୁଲକର କୁ ସମ୍ମୁଖୀନ ନ ହୋଇଚି, ମୁଁ ସଫଳ ନୁହେଁ, ଆପଣ ଫୋନ୍ ନମ୍ୱର୍ ଦିଅ ଦେଖା ହେବ, ଥରେ ବାଙ୍କୀ ଫୁଳବାଡ଼ି ଆସ ରାମଲୀଳା ଗିତ ଡାଇଲଗ ଶୁଣିବ, ତମର ଲେଖା ଆମର ପ୍ରାୟ 70 ଭାଗ ସମାନ, ତେଣୁ ଆମ ଗାଁ ପାଇଁ ତମର କିଛି ନୂଆ ନାହିଁ, ଆସିଲେ ଶିଖି କରି ଯିବ,
A bhai heuchanti adabandha chabai bhai nka bhai
Kan pain laja lagiba tume sei level re ashisaricha
Bhai bapuni sir nka interview neantu
Sir namaskar. Apananka ph no plz sed karantu.
Hello
Bhai sabu Pacha GA na pacharuna
Proud not have Good person
😂😂😂😂
яєαℓℓу ѕιя уσυя нєαят αи∂ ѕσυℓ яαм яαм яαм ∂нαиуαвα∂
тнαик уσυ ѕιя
тнαик уσυ ѕσ мυ¢н яαтиαкαяα ѕιя
тнαикѕfσя уσυя ѕα¢яιfι¢є ѕιя
Ati Sunder
The best director , best singer and best keyboard player of Nayagada district 🙏🌹🙏
Beautiful show much❤
ରତ୍ନାକର କର ସାରେ
ୟା ପରେ ଟୁନା ସାର କୁ ଆଣନ୍ତୁ
Rama nataka jagatara badsaha heuchanti ratnakar sir, director,singer, keyboard sabuthire no.1,,odissa ra kala jagata ku emiti abadana rahithau sir,apananku koti koti parnam sir......
ସାରଙ୍କୁ କୋଟି କୋଟି ନମସ୍କାର, ସାର ନିଜକୁ ଛୋଟ କଳାକାର ଭାବୁଥିଲେ ମଧ୍ୟ ତାଙ୍କର ହୃଦୟ ବିଶାଳ, ତାଙ୍କ ନିର୍ଦେଶନା ଖୁବ ସୁନ୍ଦର ଓ ଉଚ୍ଚକୋଟିର l ଜୟ ଜଗନ୍ନାଥ
Keyboard ରେ ରତ୍ନାକର ସାର ଅନ୍ୟତମ 🙏
ପ୍ରଭୁ ଶ୍ରୀ ରାମଚନ୍ଦ୍ର ସାର୍ ଙ୍କୁ ସଦାସର୍ବଦା ଆଶିର୍ବାଦ କରୁଥାନ୍ତୁ,ଜୟ ଜଗନ୍ନାଥ,
ଜୟ ଶ୍ରୀ ରାମ 🙏
ସାର ଙ୍କୁ 🙏ପ୍ରଣାମ 🙏ଆପଣ ଛୋଟ କଳାକାର ନୁହନ୍ତି ବିଶାଳ କଳାକାର ଆପଣଙ୍କର ହୃଦୟ ମହାନ l ସାକ୍ଷାତ କାର ଅତ୍ୟନ୍ତ ସୁନ୍ଦର l 🌹🙏ଜୟ ସୀତାରାମ 🙏🌹
ଜୟ ଜଗନ୍ନାଥ 🙏
ରତ୍ନାକର ସାରଙ୍କୁ ମୋର କୋଟି କୋଟି ପ୍ରଣାମ ବହୁତ ଭଲ ସ୍ୱର, ବହୁତ ଭଲ music ବହୁତ ଭଲ ନିର୍ଦେଶନା ❤❤❤
ଓଡିଶା ରାମନାଟକ ଜଗତର ବହୁତ ଭଲ ପ୍ରତିଭାମୟ ବ୍ୟକ୍ତି,❤❤❤❤
🙏🙏🙏🙏ରତ୍ନାକର ସାର🙏🙏🙏🙏🙏
Jay shree ram ji ki jai ho 🪔 Sita Ram Bhaja re man 🎉🎉
Ratnakar sir is a legend of Nayagarh🎉🎉
ଏଭଳି ବିରଳ ପ୍ରତିଭା ଙ୍କୁ ସେୟାର କରିଥିବାରୁ ସାଇସୁଭମ୍ ପ୍ରଡକ୍ସନ ର ମିଡ଼ିଆ ଭାଇଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି , ସାର୍ ଙ୍କ ଗୀତ ଆମ ପୁରୀ ଜିଲ୍ଲାରେ ସମସ୍ତ ଯଜ୍ଞ ଗାଡ଼ିରେ ସେଟ୍ କରିଛନ୍ତି,ଯାହାଙ୍କ ପାଇଁ ଲୁଣିସାହି ରାମ ନାଟକ ପ୍ରସିଦ୍ଧ , ଏଥିପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି,
ଏ ଭାଇ ଜଣକ ବହୁତ୍ ଭଲ ମୋର ମୋ bike ରୁ petrol ସରିଯାଇଥିଲା ରାତି 8 ହେବ ଖୋର୍ଦ୍ଧା ରୁ ଆସିଲାବେଳେ ବାଟରେ କେହି ରହିଲେଣି ଅନ୍ଧାର ରାତିରେ ଆମକୁ ବହୁତ୍ ସାହାଯ୍ୟ କଲେ ଭାଇଙ୍କୁ ଭୁଲି ହବନି ।ଭାଇଙ୍କୁ ମୋ କମେଣ୍ଟ ଦେଖେଇବେ ଦେଖିବ ମନେ ପଡ଼ିଯିବ । ଧନ୍ୟବାଦ୍ 🎉
Oooh
Ratanakar sir nk super voice
ସାର 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Shree ram 🙏🙏🙏❤ Guruji pranam 🙏🙏🙏
ସାର୍ ଙ୍କୁ ମୋର କୋଟି କୋଟି ପ୍ରଣାମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭଲରେ ରଖିଥାନ୍ତୁ
Very good interview sir
Jay shree Ram Ram 🙏🙏
NAYAGARH, RAM NATAK,,,NO: 01,,,Key - board player.
ବଢିଆ 🙏🙏
Ati sundar
❤ ଜୟ ଶ୍ରୀ ରାମ,,
ସାରେ ନମସ୍କାର ❤❤❤❤❤
Sunder Pogram Radhe Radhe
God bless you sir you are great 🙏
Best direction sunakalas bhutadi party
Mun bahuta khusi mun chanhu thili sirnkar hau
Best❤ sir🎉
Super bro all the best karu bhai
Very nice interview ratnakar sir jay shree ram jay baba gadikeswar🙏🙏🙏🙏🙏🙏
Bahut badhia
Sir is best
Jay 🙏 shree 🌼 ram 🙏💞
Jai shree Ram
I love u sir
Namaskar Ratnakar sir
Best voice ❤❤sir
Namaskar sir 🙏🙏🙏
Best of luck Ratnakar sir
ରତ୍ନାକର ବାବୁ ଆପଣଙ୍କ ସହିତ ଯୋଗାଯୋଗ କିପରି ହେବ , ମୁଁ ପୁରୀ ରୁ କହୁଛି ଜାଗର ମେଳା ପାଇଁ ପାର୍ଟି ଦରକାର ,please
🎉🎉🎉🎉
Namaskar sir
Congratulations Ratnakar sir
No 1 master ngr dist
Jhuna Bhainka interview hau
Ratnakar sir jane mahanuvabi Malti talented kalakar
Ratnakar Sir is great
ସାର୍ ଏବେ ଆମ ଦ୍ୱାରବତିପୂର୍ ରାମଲୀଳା ଅନୁଷ୍ଠାନ କୁ ରାମ ନାଟକ ପରିବେଷଣ କରିବା ପାଇଁ ଆସିଥିଲେ। ତା ସହିତ ଅନ୍ୟ ଦୁଇଟି ପାର୍ଟି ବି ଆସିଥିଲେ। ହେଲେ lunisahi ପାର୍ଟି ୧ number ହୋଇଥିଲା
Jaysitarama.ratnakarnkasakasu.lunisahipaty.chalichhi
Jhuna Bhai nka interview hau bhai
Very nice interview
Thanku sir
God bless your family
Very nice Sir
Jay Jagannatha ❤❤❤❤❤
Sir nka voice super
Ratnakar sir best in ramanatak, nayagarh district
❤
ଭଲକଣ୍ଠ ବାଦକ
Mo guru Ratnakar sir
🙏❤❤️
Sir singapada ra Rama risi didi nka interview niantu please 🙏
ସୋଏବ୍ ଅଖତାର ଥରେ ପଚରାଗଲା ତମେ
ଜଣେ ସଫଳ ବୋଲର କି,ସେ ଉତ୍ତର ଦେଇଥିଲା ମୁଁ ସଚିନ ତେନ୍ଦୁଲକର କୁ ସମ୍ମୁଖୀନ ନ ହୋଇଚି, ମୁଁ ସଫଳ ନୁହେଁ, ଆପଣ ଫୋନ୍ ନମ୍ୱର୍ ଦିଅ ଦେଖା ହେବ, ଥରେ ବାଙ୍କୀ ଫୁଳବାଡ଼ି ଆସ ରାମଲୀଳା ଗିତ ଡାଇଲଗ ଶୁଣିବ, ତମର ଲେଖା ଆମର ପ୍ରାୟ 70 ଭାଗ ସମାନ, ତେଣୁ ଆମ ଗାଁ ପାଇଁ ତମର କିଛି ନୂଆ ନାହିଁ, ଆସିଲେ ଶିଖି କରି ଯିବ,

тнαик уσυ ѕι
я
тнαик уσυ ѕσ мυ¢н яαтиαкαяα ѕιя
тнαикѕfσя уσυя ѕα¢яιfι¢є ѕιя
Ati Sunder
Namaskar sir
тнαик уσυ ѕιя