ଟଙ୍କିଆ ଚାଉଳTANKIYA CHAUL,new Sambalpuri SHORT FILM present by ISHWAR PRODUCTION SUNDARGARH,odisha♥️

แชร์
ฝัง
  • เผยแพร่เมื่อ 8 เม.ย. 2021
  • ଟଙ୍କିଆ ଚାଉଳ TANKIYA CHAUL
    NEW SAMBALPUR COMEDY VDO , presentd by ISHWAR PRODUCTION,
    City Sundargarh,ଓଡିଶା
    ନମସ୍କାର ମୋର ସମସ୍ତ ଦାଦା ଭାଇ, କାକା କାକି, ମା ମାଉସୀ, ଦିଦି, ମୋର ପ୍ରିୟ ସାଙ୍ଗ ମାନଙ୍କୁ ,ISHWAR PRODUCTION ତରଫରୁ
    ହାର୍ଦିକ ଶୁଭେଚ୍ଛା,
    ଆପଣ ମାନେ ଜାଣି ଥିବେ କଳହ ଅଶାନ୍ତି, ରୋଗ ର ମୂଳ କାରଣ, ହେଉଁଛେ ନିଶା, ନିଶା (ମଦ କୁସନା, ଦାରୁ ବିଡି,ଗଞ୍ଜାଇ, ସିଗ୍ରେଟ, ଘୁଟକା ପୁଡିଆ,)
    ନିଶା ସେବନ କରଲେ କିଛି ଲାଭ ନି ମିଳେ, ଆଉ ପ୍ରତି ବଦଳ ଥି କାଏଁ କାଏଁ କ୍ଷତି ହେସି ଆସ ଜାନମା
    1- ଶରୀର ଥି ବହୁତ ପ୍ରକାର ବେମାର ସୃଷ୍ଟି କରେ, ମାନସିକ ରୋଗ, ଆଉ ଶାରୀରିକ ରୋଗ)
    2-ପରିବାର ରେ ଇ ନିଶା ଲାଗି କଳହ ଝଗଡା, ଅଶାନ୍ତି, ସୃଷ୍ଟି କର୍ଷି, ଆଉ ସବୁବେଳେ ଅଭାବ, ଅସୁବିଧା, ଦୁଃଖ ଲାଗି ରହିଥିସି, ପରିବାର ର କେବେ ଭି ବିକାଶ, ଉର୍ନତି ହେଇ ନାଇଁ ପାରେ
    3-ନିଶା ଲାଗି ନିଜର ସନ୍ତାନ ର ଭବିଷ୍ୟତ ଖରାପ ହେସି,
    4-ନିଶା ଲାଗି ଟଙ୍କା ଖର୍ଚ୍ଚ ହେସି, ସବୁ ଧନ ସମ୍ପତି କେ ବର୍ବାଦ କରିଦେଶୀ
    5-ନିଶା ପିଉଥିବା ଲୋକ ମାନକେ ସମାଜ ରେ ସମସ୍ତେ ନିନ୍ଦା ଅପମାନ, କରସନ,ସମସ୍ତେ ନୀଚ ଦୃଷ୍ଟି ରେ ଦେଖସନ,
    6-ନିଶା ସେବନ କରି ଗାଡି ମଟର ରେ ନାନା ଦୁର୍ଘଟଣା ମାନେ ଘଟୁଛେ,ଆଉ ନିଜର ଜୀବନ କେ ହରାଉଛନ,
    7-ନିଶା ସେବନ ଦ୍ଵାରା time ନଷ୍ଟ ହେସି, ନିଜର ଲକ୍ଷ କେ ଭି ହରେଇ ଦେଶନ
    ଆସ ସମସ୍ତେ ମିଶି ନିଶା ମୁକ୍ତ ସମାଜ ଗଠନ କରିବା,ସମାଜ ରୁ ନିଶା କେ ନିବାରଣ କରିବା, ନିଜେ ନିୟମ ପାଳନ କରି ଅନ୍ୟ ମାନଙ୍କୁ ବୁଝେଇବା,ପରିବାର, ସମାଜ, ଦେଶ ର ଉର୍ନତ୍ତି କରିବା,----------------
    SLP THANKS
    .................................r
    ~Script , ଷ୍ଟୋରୀ, direction - ISHWAR BEHERA
    PRODUCER- -ଈଶ୍ବର ବେହେରା଼
    DIRECTR- ISHWAR BEHERA
    ~Camera man - ishwar behera, jasketan
    ~Editor - Ishwar Behera
    ACTR: ଲୋଚନ, ଯଶକେତନ, ଈଶ୍ବର ଝରଣା, ସନ୍ଧ୍ୟା
    ~Contact Details~
    Email for colaboration & Booking_
    - 7682993605(Production Manager)
    Our Most Popular Videos
    Must Watch And Like Share & Comment
    1- • ବୁଢ଼ା ପଢ଼ା, BUDHA PADHA... ବୁଢ଼ା ପଢ଼ା
    2-Magsir Gurbaar ମଗଶିର ଗୁରବାର
    / zlynxei13 3- • Vande mataram DESH VAK... ବନ୍ଦେ ମାତରଂ
    4-.ଦଦା ର ସାଳି ବଡେ ମଲ ମଲି
    • ଦଦା ର ସାଳି ବଡେ ମଲ ମଲ...
    5-ସୁନ୍ଦର ଗଡିଆ ହୀରୋ(Music Video)
    • ସୁନ୍ଦରଗଡିଆ ହୀରୋ (sun...
    6-.BOLBAM JIMA JHUMI JHUMI
    • BOLBAM JIMA JHUMI JHUM...
    7-Maejhi buta bade Athaମାଇଝି ବୁତା ବଡେ ଅଥା
    • ମାଇଝି ବୁତା ବଡେ ଅଥା/MAI...
    ସ୍ମଶାନ bhut • ସ୍ମଶାନ ଭୁତ(smasan bhut...
    8.(i hate love part _2 ) ଆଇ ହେଟ ଲବ -2
    • ମାଡ଼ଖିଆ ଲଭର MADKHIA LO...
    9- • ପ୍ରେମକାହାଣୀ, new samb... ପ୍ରେମ କାହାଣୀ, albm
    10-.I HATE LOVEଆଇ ହେଟ୍ ଲଭ୍
    / u_kb3ut63e
    11- • (SADA CHADKHAI )ସାଦା ଛ... ସାଦା ଛାଡ଼ ଖାଇ
    ---------------------------
    LIKE | SHARE | COMMENT
    SUBSCRIBE
    ---------------------------
    film odia, sundargarhdi comedy
    sambalpuri comedy,
    l ~THANKS FOR WATCHING~
    ଆମ ଚାଁନେଲ ରେ ଯଦି ଅଭିନୟ କରିବା ପାଇଁ ଚାହୁଁ ଛନ୍ତି ହେଲେ ଯୋଗାଯୋଗ କରନ୍ତୁ ପ୍ରଡୁକ୍ସନ ମ୍ୟାନେଜର, ଈଶ୍ବର ଭାଇ ସହିତ, whatshop ନମ୍ବର -7682993605, ଗ୍ରାମ -tumulia, ବ୍ଲକ - balisankara, ଜିଲ୍ଲା -ସୁନ୍ଦରଗଡ଼, ଓଡିଶା
    ମେଲୋଡି ପ୍ରୋଗ୍ରାମ ପାଇଁ ଯୋଗାଯୋଗ କରନ୍ତୁ DIRECTORPRODUCER-ishwar behera,
    CAMERA, EDITR----------ishwar behera
    ACTRS-(MAHESWAR, ishwar,gargandhi, sanjib, Presented by ISHWAR PRODUCTION's କେବଳ ମନୋରଞ୍ଜନ ପାଇଁ ଅଟେ, ଏହା ଉପହାସ କିମ୍ବା ଥଟ୍ଟା ପାଇଁ ନୁହେଁ,..
  • ตลก

ความคิดเห็น • 436