ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
👍 👍 namaste good
ବହୁତ ଭଲ ଅଛି
Excellent 👌 bohut sikhya achhi
Bahut Sundar gita
❤❤❤❤❤
ମୋବାଇଲ ନମ୍ବର ଟା ଦିଅନ୍ତୁ
😭😭😭😭😭😭😭😭😭ମୋର ଅତି ପ୍ରିୟ ବନ୍ଧୁ....
Jay jagannath
ଏଇ ଦୁଇଜଣ ଗାୟକ ମହାଶୟଙ୍କ ନମ୍ବର ଦିଅନ୍ତୁ 🙏
Sir Bahut sundara paribesana.ph.no.diantu
ଦାସକାଠି ଭାଇ ଙ୍କ ଫୋନ ନମ୍ବର ଦିଅନ୍ତୁ ଭାଇ
ହେ ମୋର କଳାକାର ଭାଇ ମାନେ ସମୟ ଅଛି ସୁଧୁରି ଯାଓ।।ଯୋଉ ଜଗନ୍ନାଥ ଙ୍କ ନାମ ସାରା ଜୀବନ ଗାୟନ କରିବ। ସେ ପ୍ରଭୁ ଙ୍କୁ ପ୍ରଥମ ରୁ ତାଛଲ୍ୟ କରି କହୁଚ । ଲାଜ ଲାଗୁନି।କଳା କୁ ଭଗବାନ ଙ୍କୁ ସମ୍ମାନ ଦିଏ । କଳା କୋଉଠୁ ନେଇକି କୋଉ ସ୍ଥାନ ଦେବ ଦେଖିବ ।ଯାହା ତ ତୂରୁ ତୂରୁ ହେଇକି ଗାଉଚ।ସେଥିରେ ପୁଣି କହିଲେ ନା କଣ ।ଜଗନ୍ନାଥ ତିନି ପ୍ରକାର ।
Kia tame bhai mahana atma
@@mrsekharkumar111 ଜୟ ଜଗନ୍ନାଥ।ମୁଁ ହେଲି ସେହି ମହାନ ଆତ୍ମା ଯାହାଙ୍କ ପ୍ରପିତାମହ ଗୁରୁ ଶ୍ରୀ ବାଞ୍ଛାନିଧି ମିଶ୍ର 1940 ମସିହା ରେ ଗଞ୍ଜାମ ଜିଲ୍ଲା ର ପ୍ରଖ୍ୟାତ ଏବଂ ନାମୀ ଦାମୀ ଗାୟକ ଭାବରେ ବିବେଚିତ ହୋଇଥିଲେ । ଲୋକ ମାନ ଙ୍କ ହୃଦୟ ମଧ୍ୟ ରେ ଏମିତି ଚଉଦ ଅକ୍ଷରୀ ର ଛାପ ଛାଡି ଯାଇଛନ୍ତି ଯେ । ଗଞ୍ଜାମ ଜିଲ୍ଲା ର ଲୋକ ମାନେ ମୋ ପଣୀଗୋସେଇଁ ବାପା ଙ୍କ ଅନ୍ୟ ନାମ ଚଉଦ ଅକ୍ଷରୀ ର ସ୍ରଷ୍ଟା ବୋଲି ଦେଇଛନ୍ତି ।😊😊😊😊😊😊😊😊😊ମୁଁ ହେଲି ସେହି ମହାନ ଆତ୍ମା ଯାହା ଙ୍କ ପିତାମହ ଗୁରୁ ଶ୍ରୀ ସୁବାଷ ଚନ୍ଦ୍ର ମିଶ୍ର ବର୍ତ୍ତମାନ 76 ବୟସ ରେ ପଦାର୍ପଣ କଲା ପରେ ବି ଭଞ୍ଜ ସାହିତ୍ୟ ଏବଂ ଅନେକ ପୁରାଣ କୁ ଚଉଦ ଅକ୍ଷରୀ ର ରୂପରେଖ ଦେଇ ଲୋକ ଙ୍କ ସମ୍ମୁଖ ରେ ଅନର୍ଗଳ ଗାୟନ କରୁଛନ୍ତି । 😊😊😊😊😊😊😊😊😊😊ମୁଁ ହେଲି ସେଇ ମହାନ ଆତ୍ମା ଯାହାଙ୍କ ପିତୃ ଶ୍ରୀ ବସନ୍ତ କୁମାର ମିଶ୍ର ଙ୍କ ଦାସକାଠୀ ର ଶବ୍ଦ ଦର୍ଶକ ମାନ ଙ୍କ କର୍ଣ୍ଣ ଗୋଚର ହେବା ପରେ ଦର୍ଶକ ଙ୍କ ମନ ଭିତରେ ଶ୍ରବଣାଗ୍ରହ ସୃଷ୍ଟି ହୁଏ ।😊😊😊😊😊😊😊😊ମୁଁ ହେଲି ସେ ମହାନ ଆତ୍ମା ଯେ କି,କେନ୍ଦ୍ରୀୟ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ନ୍ୟୁ ଦିଲ୍ଲୀ ରେ ବ୍ୟାକରଣ ରେ, ପ୍ରଥମେ ପ୍ରାକ୍ ଶାସ୍ତ୍ରୀ (+2) ଏବଂ ଶାସ୍ତ୍ରୀ (+3)ଏବଂ ଶିକ୍ଷା ଶାସ୍ତ୍ରୀ( b.ed)ଏବଂ ଆଚାର୍ଯ୍ୟ (pg) ବା (m)ସମାପ୍ତ କରି ବର୍ତ୍ତମାନ ଶିକ୍ଷା ବାରିଧି (p.hd)ପାଇଁ ମନାଗମନ କରିଛି ,,,
Phone number ta diantu
Aapka number dena divyanshu apna khuda ki aapka naam ka number jante
👍 👍 namaste good
ବହୁତ ଭଲ ଅଛି
Excellent 👌 bohut sikhya achhi
Bahut Sundar gita
❤❤❤❤❤
ମୋବାଇଲ ନମ୍ବର ଟା ଦିଅନ୍ତୁ
😭😭😭😭😭😭😭😭😭
ମୋର ଅତି ପ୍ରିୟ ବନ୍ଧୁ....
Jay jagannath
ଏଇ ଦୁଇଜଣ ଗାୟକ ମହାଶୟଙ୍କ ନମ୍ବର ଦିଅନ୍ତୁ 🙏
Sir Bahut sundara paribesana.ph.no.diantu
ଦାସକାଠି ଭାଇ ଙ୍କ ଫୋନ ନମ୍ବର ଦିଅନ୍ତୁ ଭାଇ
ହେ ମୋର କଳାକାର ଭାଇ ମାନେ ସମୟ ଅଛି ସୁଧୁରି ଯାଓ।।
ଯୋଉ ଜଗନ୍ନାଥ ଙ୍କ ନାମ ସାରା ଜୀବନ ଗାୟନ କରିବ। ସେ ପ୍ରଭୁ ଙ୍କୁ ପ୍ରଥମ ରୁ ତାଛଲ୍ୟ କରି କହୁଚ । ଲାଜ ଲାଗୁନି।
କଳା କୁ ଭଗବାନ ଙ୍କୁ ସମ୍ମାନ ଦିଏ । କଳା କୋଉଠୁ ନେଇକି କୋଉ ସ୍ଥାନ ଦେବ ଦେଖିବ ।
ଯାହା ତ ତୂରୁ ତୂରୁ ହେଇକି ଗାଉଚ।ସେଥିରେ ପୁଣି କହିଲେ ନା କଣ ।
ଜଗନ୍ନାଥ ତିନି ପ୍ରକାର ।
Kia tame bhai mahana atma
@@mrsekharkumar111
ଜୟ ଜଗନ୍ନାଥ।
ମୁଁ ହେଲି ସେହି ମହାନ ଆତ୍ମା ଯାହାଙ୍କ ପ୍ରପିତାମହ ଗୁରୁ ଶ୍ରୀ ବାଞ୍ଛାନିଧି ମିଶ୍ର 1940 ମସିହା ରେ ଗଞ୍ଜାମ ଜିଲ୍ଲା ର ପ୍ରଖ୍ୟାତ ଏବଂ ନାମୀ ଦାମୀ ଗାୟକ ଭାବରେ ବିବେଚିତ ହୋଇଥିଲେ । ଲୋକ ମାନ ଙ୍କ ହୃଦୟ ମଧ୍ୟ ରେ ଏମିତି ଚଉଦ ଅକ୍ଷରୀ ର ଛାପ ଛାଡି ଯାଇଛନ୍ତି ଯେ । ଗଞ୍ଜାମ ଜିଲ୍ଲା ର ଲୋକ ମାନେ ମୋ ପଣୀଗୋସେଇଁ ବାପା ଙ୍କ ଅନ୍ୟ ନାମ ଚଉଦ ଅକ୍ଷରୀ ର ସ୍ରଷ୍ଟା ବୋଲି ଦେଇଛନ୍ତି ।
😊😊😊😊😊😊😊😊😊
ମୁଁ ହେଲି ସେହି ମହାନ ଆତ୍ମା ଯାହା ଙ୍କ ପିତାମହ ଗୁରୁ ଶ୍ରୀ ସୁବାଷ ଚନ୍ଦ୍ର ମିଶ୍ର ବର୍ତ୍ତମାନ 76 ବୟସ ରେ ପଦାର୍ପଣ କଲା ପରେ ବି ଭଞ୍ଜ ସାହିତ୍ୟ ଏବଂ ଅନେକ ପୁରାଣ କୁ ଚଉଦ ଅକ୍ଷରୀ ର ରୂପରେଖ ଦେଇ ଲୋକ ଙ୍କ ସମ୍ମୁଖ ରେ ଅନର୍ଗଳ ଗାୟନ କରୁଛନ୍ତି ।
😊😊😊😊😊😊😊😊😊😊
ମୁଁ ହେଲି ସେଇ ମହାନ ଆତ୍ମା ଯାହାଙ୍କ ପିତୃ ଶ୍ରୀ ବସନ୍ତ କୁମାର ମିଶ୍ର ଙ୍କ ଦାସକାଠୀ ର ଶବ୍ଦ ଦର୍ଶକ ମାନ ଙ୍କ କର୍ଣ୍ଣ ଗୋଚର ହେବା ପରେ ଦର୍ଶକ ଙ୍କ ମନ ଭିତରେ ଶ୍ରବଣାଗ୍ରହ ସୃଷ୍ଟି ହୁଏ ।
😊😊😊😊😊😊😊😊
ମୁଁ ହେଲି ସେ ମହାନ ଆତ୍ମା ଯେ କି,
କେନ୍ଦ୍ରୀୟ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ନ୍ୟୁ ଦିଲ୍ଲୀ ରେ ବ୍ୟାକରଣ ରେ, ପ୍ରଥମେ
ପ୍ରାକ୍ ଶାସ୍ତ୍ରୀ (+2) ଏବଂ ଶାସ୍ତ୍ରୀ (+3)ଏବଂ ଶିକ୍ଷା ଶାସ୍ତ୍ରୀ( b.ed)ଏବଂ ଆଚାର୍ଯ୍ୟ (pg) ବା (m)ସମାପ୍ତ କରି ବର୍ତ୍ତମାନ ଶିକ୍ଷା ବାରିଧି (p.hd)ପାଇଁ ମନାଗମନ କରିଛି ,,,
Phone number ta diantu
Aapka number dena divyanshu apna khuda ki aapka naam ka number jante