ଥାନାରେ ପଶି ପୋଲିସକୁ ବହେ ଶୁଣାଇଲେ ବିଧାୟକ..ପୋଲିସ ବାବୁଙ୍କ ମୁହଁ ପୁରା ବନ୍ଦ ହୋଇଗଲା
ฝัง
- เผยแพร่เมื่อ 5 ต.ค. 2024
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ଖାଲି ଏ ଥାନା ନୁହେ ଅନେକ ଥାନା ଅଛି ଲୋକ ମାନଙ୍କ ପ୍ରତି ଅବହେଳା ଦେଖେଇଛନ୍ତି
sata katha bahii kata lancha nab agaa police
ବୋହୁତ ଭଲ କାମ କରିଲେ ବିଧୟକ ମହୋଦୟ,ଯେଉଁ ପୋଲିସ କାମ କରୁ ନାହାନ୍ତି ତାଙ୍କୁ suspend କରନ୍ତୁ ,
ଯାହା ହଉ ଆମ Jagatsinghpur ରେ ବିଧାୟକ ଙ୍କ କାର୍ଯ୍ୟ ଦେଖି ଖୁସୀ ଲାଗିଲା 👍👏🙏
BJP ସରକାର ଆସିବା ଦିନଠାରୁ ଭାରତ ବାସୀ ଶାନ୍ତିରେ ନିଶ୍ୱାସ ନେଉଛନ୍ତି ସାଧାରଣ ଲୋକ
ଭୋଟ ସଠିକ୍ ଜାଗାରେ ଦିଆହୋଇଛି
ଏହିପରି ପୋଲିସ ଦାୟିତ୍ଵ ରେ ରହିବା ଉଚିତ ନୁହେଁ।
ବିଧାୟକ ହେବତ ଏମିତି ଜୟ ଟିଟୁ ଭାଇ 🙏
ଗେଣ୍ଡା ମାନଙ୍କ ଯୋଗୁଁ ଭାରି ଉତୁରୁ ଥିଲେ... ଶଳା ଙ୍କୁ dismiss କର
ଏମିତି କାହିଁକି ହୁଏ! ହେ ପ୍ରଭୁ ଭଗବାନ!
ପୋଲିସ ଆଉ କିଛିମାନୁ ନାହାନ୍ତି, FIR receive କରୁ ନାହାନ୍ତି
ସବୁ ଥାନରେ ଏମିତି ଆଚରନ କରନ୍ତି , ପଇସା ନଦେଲେ କିଛି ଶୁଣନ୍ତି ନାହିଁ ।
ପୋଲିସ ବାଲେ ଖରାପ ବ୍ୟବହାର କରନ୍ତି।
ଜୟ ଶ୍ରୀ ରାମ, ଏହି ଭଳି କାମ କଲେ ବିଧାୟକ, ପୋଲିସ ସବୁ ସବାଡ ହେବେ,
ପ୍ରଥମ ଥର ପାଇଁ ଓଡ଼ିଶା ରେ ଓଡ଼ିଆ ଜନ ପ୍ରତିନିଧି ଦେଖିଲି। ଅମରେନ୍ଦ୍ର ଦାସ ଭଳି ଲୋକ ବି ଅଛନ୍ତି ଆଶ୍ଚର୍ୟ୍ଯ ଲାଗିଲା? ଆଉ ବି ଖୁସି ଲାଗିଲା ହଜି ଯାଇଥିବା ଲୋକଙ୍କୁ ଖୋଜିବା ପାଇଁ କହିବା। ବାସ୍ତବ ଚିତ୍ର ଦେଖିଲେ ଓଡିଶା ରେ ଶାସନ ନ ଥିଲା। ଥିଲା ଏକଛତ୍ର ବାଦ। ପରିବର୍ତ୍ତନ ଚାହଁ ତ ଗୋଟିଏ ବାଟ ଯେମିତି ଭିଜିଲାନ୍ସ ଜାଲରେ ପଡ଼ିବେ ସେ ବ୍ୟବସ୍ଥା ସରକାର କରନ୍ତୁ। ଦୁର୍ନୀତି ଗ୍ରସ୍ତ ଥିବା ପର୍ଯ୍ୟନ୍ତ ସାଧାରଣ ନ୍ୟାୟ ଅସମ୍ଭବ। ପ୍ରତି ବିଧାୟକ, ମନ୍ତ୍ରୀ ଲୋକଙ୍କ ପାଇଁ ମୁଁହ ଖୋଲନ୍ତୁ। ବୁଡି ଯାଇଥିବା ଓଡିଶା ଓ ଓଡ଼ିଆ କୁ ଦେଶ ରେ ନମ୍ବର ଏକ କରିବା ପାଇଁ ପ୍ରୟାସ କରନ୍ତୁ।
ବହୁତ ବଡ଼ିଆ MLA SIR
Thank you sir
ପୋଲିସ ମାନଙ୍କୁ ସସ୍ପେଣ୍ଡ କରାଯାଉ
ଏ ମାଗିହା police ଙ୍କୁ ପିଟିବା ଦରକାର
ପୁଲିସ୍ ବାବୁ ଅନୁରୋଧ ଜନ ସାଧାରଣଙ୍କୁ ସମ୍ମାନ ଦେବା ଦରକାର, ଠିକ୍ ବାର୍ତ୍ତା କରିବା ଦରକାର ଜନସାଧାରଣଙ୍କୁ
Amarendra das bahut dhanyabad.
ଜୟ ଶ୍ରୀ କୃଷ୍ଣ
ଜୟ ଶ୍ରୀ ରାମ
ପ୍ରତ୍ୟେକ ଥାନାକୁ କିଛି contigency dele ଭଲ ହେବ. ଲୋକଙ୍କୁ ଭଲ ବ୍ୟବହାର ଦିଅନ୍ତୁ . 2:55
Thanks
ବହୁତ୍ ଭଲ କାମ
Very good
ଏମିତି ଦରକାର ଆମର ବିଧାୟକ. ଜୟ ହିନ୍ଦ 🇮🇳
Thankyou m a l sir
Eakdam 💯 parfect disistion thanks 🙏🙏 ବିଧାୟକ ଜଗତ ସିଂ ପୁର
❤❤❤❤ବହୁତ ସୁନ୍ଦର କଥାବାର୍ତ୍ତା🙏🙏🙏🙏
Very good Bhai
Bohut bohut Dhanyabad MLA nku.emiti sabu adee hebadarkar
ବିନା ଲାଞ୍ଚ ନ ଦେଲେ ଆଜି କାଲି କେହି ପୋଲିସ ୱାଲା FIR ଲେଖଟିନି..thats the reason🎉
Police Nku Thik Heichhi
Good action m. L. A sir.
ମୋର ଜଗତସିଂହପୁର ଜିଲ୍ଲାର ସବୁ ଭାଇଭଉଣୀମାନଙ୍କ ଆଶ୍ରୀବାଦ ଅମରେନ୍ଦ୍ର ଭାଇ ଉପରେ ନିଶ୍ଚୟ ରହିବ🎉🎉🎉🎉
ଜଗତସିଂହପୁର ମାଟି ଟୋକା ଷଣ୍ଢ ଟୋକା
Thank you sir ❤❤❤
ନବୀନ ପଟ୍ଟନାୟକ ଲେଖା ଥିବା ବର୍ଡ୍ କାହିଁକି ବାହାର କରା ଯାଇନି
Saspant kra😊
Nice bidhayak sir
🙏👏👏👏👏👏👏 bahut bhala kama karile vidhayak sabu police station re heu sir
କେମିତି ପୋଲିସ ବିଭାଗ ପୂର୍ବତନ ସରକାର ରେ ଚାଲିଥିଲା, ତାହାର ଜ୍ୱଳନ୍ତ ଉଦାହରଣ।
Very good sir
Who are working above five years plz Transfer immediately
Right katha sir police mane choir
ଯାହାବି କୁହନ୍ତୁ ସବୁଆଡେ ନବୀନ ସରକାର ♥️🙏🏻💚
ବୁଝିବା ଲୋକ ହଁ ବୁଝି ପାରିବେ ଅବୁଝା ଲୋକ 🤷🏻♂️❗
ବୁଝିପାରିବେ ନି 😅
MLA sir is great person 🌹🌹🌹👏👏👏
ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କି ଦୟା କରି ଓଡ଼ିଶା ରୁ ପୋଲିସ ଡିପାର୍ଟମେଣ୍ଟ କୁ ଉଠାଇ ଦିଅନ୍ତୁ .....ସେମାନେ ଯୋଉ ଦରମା ନଉଚନ୍ତି ସେଇ ପଇସା ବଞ୍ଚିଲେ ଟ୍ୟାକ୍ସ ଲୋକେ ତ କମ୍ ଦେବାକୁ ପଡ଼ିବ ନା ....ବହୁ ଲୋକ ଉପକୃତ ହେବେ ।
ରାଇଟ୍ ସାର୍
ଠିକ ହେଇଚି.... ଏମାନଂକୁ ଏମିତି କୁଟନ ଦରକାର
Very good sir many many thanks to you for this nice.step God bless you
Thik kahila sir
Absolutely right sir
Bahut badhia
Bahut badhiya Salam bhai
Thankyou vidhayak ka Babu
Point is right sir ❤
Thank
🔥🔥🔥🙏💯
Right sir 🙏
Jay jagannath🙏🙏🙏🙏
ବିଧାୟକ ମହୋଦୟ ଠିକ୍ କହିଛନ୍ତି ଏବଂ ପୋଲିସର ମନ ମୁଖୀ କାମ ବହୁତ
Amendra sir you're right🙏🙏🙏🙏🙏
Superb
Right sir ❤❤❤❤❤❤❤❤
Good MLA ❤❤❤❤
Love you sir
ପୂର୍ବ ସରକାର ର ଚେଲା ଯାକ ଏବେ ବି ସୁଧୁରି ନାହାନ୍ତି
ସବୁ ଥାନା ରେ ଏମିତି ହେଉଛି
Good news sir
ଏ ପୋଲିସ କୁ ଅତିସିଗ୍ର ବହିସ୍କାର କରାଯାଉ
Right 👍
Good work sir ❤❤❤❤
Right sir
Thank you MLA sir
Titu bhai ❤... Jagatsinghpur sabuthire no 1..mla bi 1
Good work sir🎉🎉🎉🎉
Right job
Very good 👍
Very good news
JAY SRIRAM.
Right.sir.bjp
Very nice sir
Bahut badhiya ahibhali bidhayak darkar odisha re salute bhai apanaku bjp sarkar bjd nuhe
Thank u MLA sir
Right sir amiti kahiba darakara
Amarendra bhai ku koti koti pranam
Right
ବିଧାୟକ ବାବୁ ଆପଣଙ୍କୁ ସତ କୁଟି ଜୁହାର
Sir police jogu durniti besi badhuchhi
Very nice👍
Very good decision
Welldone
ଅନ୍ୟ ବିଧାୟକ୍ ମାନେ କିଛି ଶିଖନ୍ତୁ, ସବୁ ଥାନା ରେ ଏମିତି ହବା ଦରକାର.. ସବୁ ଥାନା କର୍ମଚାରୀ ପିଟା ମାଡ଼ୁଆ ଅଳସୁଆ..
Well come
Bhala hoichi sir
Good 👍
Thik ekdum thik ktha
Jay Jagannath sir
କନକଙ୍କିତ ଓଡିଶା ପୋଲିସ