Bhut thik katha Nija culture ko Mane rakhi chnti bahut thik katha Ajj kali Main kari odia loka nija culture ko bhuli Mehandi Cake Ring ceremony Ya sabu karuchnti
Dr. Ashutosh you are realy great. Your video on lord Jagannath are very nice and motivational. Your name is Ashutosh your marriage procession is like Ashutosh Mahadeva. Thank you. Lord Jagannath bless you. Your Grand Father is a Nobel man.
ସଂସ୍କୃତି ତିଆରି କରିଛି ମଣିଷ।
ଯାହା ସାମୁହିକ ହିତରେ କରାଯାଏ ତାହା ହିଁ ସଂସ୍କୃତି।
ସତ୍ କର୍ମ ,ସତ ଚିନ୍ତାଧାରା ଆଉ ପରୋପକାର ହିଁ ଜୀବନରେ ସୁଖ ଭରିଦିଏ ।
ଅତି ସୁନ୍ଦର । ବରଯାତ୍ରୀ ଶବ୍ଦର ଅର୍ଥ ହେଉଛି ଶ୍ରେଷ୍ଠ ଯାତ୍ରୀ ।ସାଧୁ ସନ୍ଥ ହିଁ ପ୍ରକୃତ ବ୍ରାରଯାତ୍ରୀ ।
This is truly "Vaidik Vivaah ". The couple will have the Devine blessings.
Salute family ku Jay jaganath 🙏🙏🙏
ଆମ ସଂସ୍କୃତି ପରମ୍ପରା କୁ ବଞ୍ଚାଇ ରଖିବା ଆମ କର୍ତ୍ତବ୍ୟ ଜୟ ଜଗନ୍ନାଥ
ଆମ ପରମ୍ପରା ଅନୁଯାୟୀ ଏହା ଠିକ୍ ଅଛି! ଆଜିର ଯେଉଁ ପ୍ରତିଯୋଗୀତା ହୋଇଛି କେବଳ ମଦମାଂସ
କିଏ କେତେ ଦେବ ସେହି ହିଁ ବଡ ଲୋକରେ ଗ୍ରହଣଯୋଗ୍ୟ ଖାତିରି ରହିବ! ଏହା ଆମ ଆଧୁନିକ ସଭ୍ୟତା ମଣିଷର ଚିନ୍ତାଧାରା! କିନ୍ତୁ ଏହା ଆଗାମି ଦିନପାଇଁ ଏ.ବିଭାହ ଉଚ୍ଚକୋଟିର ଚିନ୍ତାଧାରାରେ
ଗ୍ରହଣଯୋଗ୍ୟ! ପ୍ରଣାମ🙏
Right
🙏🙏🙏🙏🙏Dr. Sir କୁ ଅନନ୍ତ କୋଟି ଧନ୍ୟବାଦ. ଭଗବାନ ଏହି ସୁନ୍ଦର ବିବାହ ରେ ବହୁତ ସୁନ୍ଦର ଆଶୀର୍ବାଦ କରିଛନ୍ତି. ନିଜେ ଉପସ୍ଥିତ ଅଛନ୍ତି. 🙏🙏🙏🙏🙏🙏🙏ଆଜିର ଏହି ସୌଭାଗ୍ୟ ଦେଖିବାର ଆମକୁ ଭାଗ୍ୟ ମିଳିଛି. ଏହି ଧର୍ମଜଗତ ଆଜି ସାର୍ଥକ ହୋଇଗଲା. 🙏🙏❤️❤️🙏🙏🙏
ବିରଳ ଚିନ୍ତାଧାରା 👍👍 ନବଦମ୍ପତି ଙ୍କ ଜୀବନ କୃତାର୍ଥ ହୋଇଯିବ ସାଧୁ ସନ୍ଥ ଙ୍କ ଆଶୀର୍ବାଦ ରେ 🙏🙏
❤ଜୟ ଶ୍ରୀଜଗନ୍ନାଥ 🙏❤
0pppppppplppppppp0p
P
Congratulations both of you❤ Jay jagannath🙏🙏
ଧନ୍ୟ ଆପଣଙ୍କ ଚିନ୍ତା ଧାର ।। ପ୍ରଭୁ ଏମିତି ମନ ଭାବନା ସମସ୍ତ ଙ୍କୁ ଦିଅନ୍ତୁ।।। ଜୟ ଜଗନ୍ନାଥ ମହାପ୍ରଭୁ
Bahut bhal..... Ete dina pare dekhiba ku milila.... Jay jagannath🌺🌺🌺🌺🌺
Bahut sunder bahaghara.drustanta hei rahiba odisha itihashare.
ପ୍ରାରବ୍ଧ ଏବଂ ପ୍ରଭୂ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଏପରି ବିବାହ ସମ୍ଭବ ହେଲା ।ନବ ଦମ୍ପତିଙ୍କୁ ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା ।
ଅତି ସୁନ୍ଦର, ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
Congratulations both of you Happy Marriage Life
Bohut sundara iam proud of both of you and your family and friends
samaja ku a Nuaa sekhya No 1 jay jagannatha jay odisha
Best barajatri ever seen...best wishes to both bride n groom....this is our culture👍
Khub valo dicission... We should follow our culture like them.
Very good decision.. May God bless 🙏 you.
That is called auspicious marriage.
Biutifull couple & mind ❤️🎁🎁
Very good initiative.
Congratulations...🙏
Great sir
God bless your parents
Good reporter sweet voice good tone quality..Manisha
Bohut badhia chinta dhara
Happy married life👌 ❤❤❤❤❤❤
Wow❤❤❤❤
ବହୁତ ସ୍ୱାଗତ ଯୋଗ୍ୟ ,
Very good sir & mam🎉👌👌
Bahut bahut bhala news god bless 🙌 both
Happy to attend this marriage
Great
Bahut Sundar sach bahut Sundar planning Jay Ho Bharat nagari
Congratulations.Bahut sundar
Fantastic
Great heart great man
Nice congrats, God bless you।
God bless you very much.
Congratulations both of you 👍 Happy married Life 💖
Jai jagannath 🙏🏻🙏🏻🙏🏻
Iam inspired jay jagannath
Congratulation to Ashutosh sir & Mam
Wish a happy married life to both of u❤❤
Bht khusi lagila dekhiki
God bless you❤❤❤❤❤❤
ବହୁତ ଭଲ
Hare krishan🙏🙏🙏
Radha Radha Radha Radha Radha Radha Radha Radha Radha Radha Radha Radha Radha Radha
Thanks doctors
Jai Sri Krishna.bahut bhala,bhagban asribad re amanaka jivan mangala mayea hau.har har mahadev
ବହୁତ ସୁନ୍ଦର
Ati sunder🎉🎉
अति उत्तम
Jay jagannath 🙏🙏🙏🙏🙏🙏🙏🙏
God bless you sir
God bless you
Bhut thik katha
Nija culture ko Mane rakhi chnti bahut thik katha
Ajj kali Main kari odia loka nija culture ko bhuli
Mehandi
Cake
Ring ceremony
Ya sabu karuchnti
Nice👍👍👏
Congratulations Sir 🙏🌹
Jay Jagannath swami 🌹🙏🌹
Here krishna Prabhu dandabat pranam 🙏🙏🙏
Really very nice
Dr. Ashutosh you are realy great. Your video on lord Jagannath are very nice and motivational. Your name is Ashutosh your marriage procession is like Ashutosh Mahadeva. Thank you. Lord Jagannath bless you. Your Grand Father is a Nobel man.
Nice
Haribol..Hare Krishna
ଉଭୟ ନବ ଦମ୍ପତ୍ତିଙ୍କୁ ପ୍ରଭୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ
Excellent
Blessings to the couple 🤚🏻
You are right
ବଢିଆ ଲାଗିଲା ତାଙ୍କ ପଦକ୍ଷେପ ।
Grt
Jayshree Jagannath bless you❤❤❤❤❤❤❤❤❤
🙏🙏🙏🙏🙏supar
I like it very much.
Best marriage
All the blessings for the newlyweds.
A welcome deviation from stereotypes.
God bless the couple.
Jay Jagannath
ଏହି ବିବାହ ସଂସ୍କୃତି ଓଡ଼ିଆ ସଂସ୍କାରର ଆଦର୍ଶ
Good news
Thanks
Oh god never imagined
Jay Jagannath Swami.jay Sudarsan Moharaja.jay Satya Sanatan.
Ame Odia ama culture sabuthu badhia 😀
Jai jagannath
Nic ❤
Jay Jagannath 🙏🙏🙏
ଭକ୍ତ ସାଜି ଆମେ ମନ୍ଦିର ଯାଉଛୁ
ପୂଜା ଅରଚନା ପାଇଁ ,
ଘରେ କେବେ ବୁଢ଼ା ବାପାମାଆ କଥା
ବୁଝିବାକୁ ବେଳ ନାହିଁ ।
ଦୁର୍ଗା,କାଳୀ ବିଶ୍ବକର୍ମାଙ୍କୁ ପୂଜୁଛୁଁ
ଆଶିର୍ବାଦ ଟିକେ ପାଇଁ,
ମେଢ ତଳେ ଥାଏ ଫରେନ ଲିକର
ଚିକେନ୍ କୁ ଚାହିଁଚାହିଁ ।
ଆମେ ବୋଲାଉଛୁ ଜଗନ୍ନାଥ ଭକ୍ତ
ଜଗନ୍ନାଥ ଆମ ସାଇଁ
ଜାଣିଛ ତ ଭାଇ ତାଙ୍କ ପ୍ରସାଦରେ
ପିଆଜ,ରସୁଣ ନାହିଁ ।
ହେଲେ ଆମଘରେ ମାଛମାଂସ ବନ୍ୟା
ଜିଭର ଲାଳସା ପାଇଁ ।
କେଉଁବାଟେ ଆମେ ଜଗନ୍ନାଥ ଭକ୍ତ
ନିଜକୁ ପଚାର ଭାଇ ।
ସଙ୍କଟ ବେଳରେ ଠାକୁରଙ୍କୁ ଡାକୁ
ସ୍ବଭାବ ବେଳରେ ନାହିଁ,
ଲୋକଦେଖାଣିଆ ଭକ୍ତ ସାଜୁ ଆମେ
ଧାର୍ମିକ ଚଳନ ନାହିଁ ।
ବାହାଘର ଏକ ପବିତ୍ର ଉତ୍ସବ
ଆଶିର୍ବାଦ ଲୋଡ଼ୁ ସର୍ବେ,
( ହେଲେ)ବନ୍ଧୁପରିଜନ,ସାଇଭାଇ ମେଳେ
ଜୀବହତ୍ୟା କରୁ ଗର୍ବେ ।
ବିବେକ ଆମର ବେକ କାଟିଦିଏ
କେତେ ଛେଳି କୁକୁଡ଼ାର,
ହୃଦୟ ଆମର ପଥର ପାଲଟେ
ଆସୁରିକ ପ୍ରବୃତ୍ତିର ।
ଗୋରାଦେହ ବୋହୁ ଅଧିକ ଯୌତୁକ
ଲୋଡ଼ା ଆମ ପୁଅ ପାଇଁ
କନ୍ୟାର ଚରିତ୍ର,ଚଳନ, ପ୍ରକୃତି
ଏ ସବୁର ମୂଲ୍ୟ ନାହିଁ ।
ଯେଉଁ ପୁଅ ଆଜି ଚାକିରି କରୁଛି
ଦୁର୍ନିତୀ ର ପଥ ଧରି,
ସେହି ଅଟେ ଆମ ଯୋଗ୍ୟ ଦାୟାଦ
ଯା'ର ଅଛି କୋଠା ଗାଡ଼ି ।
କିଏ ବା ଚାହୁଁଛି ପୁଅଟି ତାହାର
ଭଲ ମଣିଷଟିଏ ହେଉ ?
ମଣିଷ ପଣିଆ, ହୃଦୟେ ବିବେକ
ସ୍ନେହ, ଦୟା, କ୍ଷମା ଥାଉ !
ପାଠ ପଢ଼ି ଝିଅ ଚାକିରି କରୁଛି
ନାରୀର ପ୍ରଗତୀ ପାଇଁ,
କେମିତି ସେ ଭଲ ବୋହୁଟିଏ ହେବ,
ସେହି ପାଠ ଜଣାନାହିଁ ।
ଭଲ ଝିଅଟିଏ ନିଶ୍ଚୟ ହୋଇବ
ଭଲ ସନ୍ତାନର ମାଆ,
ସେଇ ସନ୍ତାନଟି ଦେଇପାରେ ନିଶ୍ଚେ
ସାରା ବିଶ୍ବକୁ ରାହା ।
ତେବେ ଆସ ଭାଇ ଚାଲିବା ଏବେଠୁ
ଇଷ୍ଟ-ଗୁରୁଙ୍କୁ ଧରି
ତାଙ୍କ ଦିଆ ପଥେ ଆଗେଇ ଯିବା କୁ
ଅନ୍ଧାର କୁ ପଛ କରି ।
ଆଉ କେବେ କୃଷ୍ଣ, କଂସ ମାରିବାକୁ
ଆସିବେନି ଦେହ ଧରି
ଆସିବେନି ରାମ, ରାବଣ ସଂହାରେ
ନରଦେହେ ଅବତରି ।
ତେତ୍ରିଶକୋଟି ଦେବତାଙ୍କ
ସମାହାରେ ପୁରୁଷୋତ୍ତମ
ସତମନ୍ତ୍ରରେ ଦୀକ୍ଷିତ ହୁଅ
( ଧରି ) ସଦଗୁରୁ,ସତନାମ୍ ।
HARE KRISHNA
JAY HO PRABHU
So nice sir
👍👍
Khub badhhia, padaksheypa, mo mana. , Atma trupti hoigala
ଏପରି ବିବାହ ପରେ ଯେଉଁ ସନ୍ତାନ ଜନ୍ମ ହେବେ ସେମାନେ ଦେବାଯୋଗ୍ୟ ହେବେ ,ସାଧୁ ସନ୍ଥ ମାନଙ୍କ କଲ୍ୟାଣ ପାଇଁ ।
Nice 👍👍
Bhagwan ea duhinku sabubele khusi re rakhantu
Jay jagannath. Hare Krishnan
Jay jagannath swami
Jay Jagannath 🙏🙌
GOOD NEWS
MAY LORD JAGANNATH BLESS BRIDE AND BRIDE GROOM