Odisha police training / odisha police training 2023 batch # odisha police # forest guard.

แชร์
ฝัง
  • เผยแพร่เมื่อ 27 ต.ค. 2023
  • this video is about odisha police training. Aptc jharsuguda is one of the best training center in odisha. 2023 odisha police training . upcoming vacency in odisha forest guard. if u want to see more video about training subscribe our channel.
    #odisha
    #odishapolice
    #odishafiremanrecruitment2023
    #odishaforestguard
    #army
    #aptc
    #odisha police
    #bsfjawan
    #traing
    #sscgd2023

ความคิดเห็น • 9

  • @soumyasovanikamallick3418
    @soumyasovanikamallick3418 8 หลายเดือนก่อน

    Ok

  • @phinashsingh3617
    @phinashsingh3617 7 หลายเดือนก่อน

    Bhai police pai +2. Helahabaki

  • @narayannayak929
    @narayannayak929 8 หลายเดือนก่อน

    ସାର୍ ନମସ୍କାର,
    ମୁଁ ନାରାୟଣ ନାୟକ ତାକରଡ଼ା
    ବୁଗୁଡ଼ା ଗଞ୍ଜାମ ଓଡ଼ିଶା ରୁ ଲେଖି ଜଣାଇ ବାର କାରଣ ଏହି କି ଯେ :-
    Mr ବିକାଶ ନାଇକ
    ଓରଫ୍ ( ବାରିକ ବାବୁ) ମହାଗୁଡ଼ା ଭଞ୍ଜନଗର ଓଡ଼ିଶା ର ଭାଇ ଜଣକ ମୋର ଅତି ପ୍ରିୟ ଘନିଷ୍ଠ ବନ୍ଧୁ ଅଟନ୍ତି । ଆଉ ନିଜର ପାରିବାରିକ ବନ୍ଧୁ ସମ୍ପର୍କୀୟ ମଧ୍ୟ ପିଲାଟି ଦିନରୁ ।
    କିନ୍ତୁ ବଡ ଦୁଃଖ ର ବିଷୟ ଟି ଏହି କି -
    - 2008 ମସିହାରେ ମୁଁ ଜଣେ ଚିଟ୍ ଫଣ୍ଡ
    ଏଜେଣ୍ଟ ଥିଲି ଏବଂ ବାରିକ ବାବୁ ଗୋଟିଏ ଲୋନ୍ ଦେବା ଏଯେଣ୍ଟ ଥିଲେ ।
    ଆଉ ମତେ ଗୋଟିଏ ଲକ୍ଷେ ଟଙ୍କା ଲୋନ କରିଦେବେ କହି rs 15000 ପନ୍ଦର ହଜାର ଟଙ୍କା ନେଇଥିଲେ କିନ୍ତୁ ଲୋନ୍ ଦେଇ ନଥିଲେ କି ମୋଠୁ ନେଇଥିବା ଟଙ୍କା ମଧ୍ୟ ଫେରେଇ ନଥିଲେ । କାହିଁକି ନା ସେ ମୋ ପାଇଁ ମଧ୍ୟ ତାଙ୍କ ଗ୍ରାମ ରୁ ଦୁଇଟି ମହିଳା ଙ୍କ ଠାରୁ ଜଣକ ଠୁ rs 9000
    ନ ଅ ହଜାର ଆଉ ଜଣକ ଠାରୁ
    rs 6000 ଛ ଅ ହଜାର ଆଣି ମତେ ଦେଇ ଥିଲେ । ତେଣୁ ଯେତେ ବେଳେ ମୁଁ
    ଦେଇଥିବା ଟଙ୍କା ମାଗିଲି ସେ ମତେ କହିଥିଲେ ଯେ ମୁଁ ତୁମକୁ ଆଉ କଣ ଟଙ୍କା ଦେବୀ ତୁମେ ଯେଉଁ ଦୁଇ ଜଣକ ଠାରୁ ଟଙ୍କା ନେଇ ଥିଲ ମୁଁ ତାଙ୍କୁ ଫେରେଇ ଦେବୀ ତୁମେ ସେମାନଙ୍କୁ ଆଉ ଦେବାକୁ ପଡ଼ିବନି । ଏହି କଥା ଶୁଣି ମୁଁ ନିଶ୍ଚିନ୍ତ ହୋଇ ରହି ଥିଲି କିନ୍ତୁ ହଠାତ୍ ସେଇ ଦୁଇ ଜଣ ମହିଳା ମତେ କାନ୍ଦି କାନ୍ଦି କହୁଛନ୍ତି ଯେ ଆମ ଟଙ୍କା ଦିଅ ମୁଁ ଶୁଣି ଲା ପରେ ବାରିକ ବାବୁ ଙ୍କୁ କହିଥିଲି କିନ୍ତୁ ସେ ମତେ କିଛି
    କହି ନଥିଲେ। ତାପରେ କିନ୍ତୁ ମୁଁ ନିଜେ ପରିଶ୍ରମ କରି ତାଙ୍କ ଟଙ୍କା ଦେବା ପାଇଁ ଚେଷ୍ଟା କରି ବିଫଳ ହେଉଛି । କାହିଁକି ନା ମୋର କାମ ଅଭାବରୁ ମୁଁ ଲାଚାର୍
    ଅବସ୍ଥା ହେଇ ରହିଛି । ବାରିକ ବାବୁ କେରଳ ରେ କଲର୍ କାମ ଠିକା ଆଣି କରୁଛନ୍ତି ଆଉ ଲକ୍ଷ ଲକ୍ଷ୍ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି ସେ ନିଜେ ମତେ ଏହି କଥା କହିଛନ୍ତି । ବହୁଦିନ ପରେ ଯେତେବେଳେ ମୁଁ ଭେଟିଲି ତାଙ୍କୁ ଟଙ୍କା କଥା କୌଣସି କି କହି ନାହିଁ । କିନ୍ତୁ ତଥାପି କାହିଁକି ସେ ଭାଇ ଜଣକ
    (ବାରିକ ବାବୁ) ମତେ ରାତିରେ ମୁଁ ବାରଣ୍ଡା ରେ ସୋଇଥିଲା ବେଳେ ତାଙ୍କ ସ୍ତ୍ରୀ ସହିତ ଆସି ମତେ ଗୋଟିଏ ନିଶା ବିଷାକ୍ତ ସ୍ମରଣ ଶକ୍ତି ହ୍ରାସ ଇଞ୍ଜେକସନ ଦେଇ ଛନ୍ତି ମୁଁ ସେ ଦୁହିଙ୍କ କଥା ଟି ଶୁଣୁଥାଏ ନିଦ ଲାଗିଥିବା ଅବସ୍ଥାରେ ସେମାନେ ଯାହା କଥା ହୋଇଛନ୍ତି ମତେ ସେସବୁ ଶୁବୁ ଥିଲା କିନ୍ତୁ ଇଞ୍ଜେକସନ ଟି ଦେଲା ପରେ ନିଦ ଭାଙ୍ଗି ଜାଇଛି କିନ୍ତୁ ଇଞ୍ଜେକସନ ଟି ନିଶା ବିଷାକ୍ତ ହେଇ ଥିବାରୁ ପୁଣି ଥରେ ମୁଁ ବେହୋସ୍ ହେଇ ଯାଇଛି । ସକାଳୁ ଉଠି ଗାଧୋଇ ଗଲୀ ଇଞ୍ଜେକସନ ଲାଗିଥିବା ଜାଗାଟି ଦରଜ ହେବାରୁ ଦେଖି ଜାଣିଲି ଯେ ରାତିର ଘଟଣା ଟି ସପ୍ନ ନୁହେଁ ସତ କିନ୍ତୁ ଯଦି ସେ ବ୍ୟକ୍ତି ଏଇ ଘଟଣା କୁ ମିଛ ବୋଲି କୁହନ୍ତି ତାହେଲେ ପାଲିଗ୍ରାଫ୍ ମେସିନ ରେ ଟେଷ୍ଟ କରେଇ ସତ କଣ ଜାଣି ବାକୁ ଚେଷ୍ଟା କରନ୍ତୁ । ଆଉ ଦୟାକରି ମତେ କୁହନ୍ତୁ ଯେ ମୁଁ କଣ କରିବି କେମିତି ନ୍ୟାୟ ସୁରକ୍ଷା କ୍ଷତିପୂରଣ ଆଦାନ ପ୍ରଦାନ କରି ପାରିବି ।। ଇତି।।ନ୍ୟାୟ ଆଶାରେ
    ମୁଁ ନାରାୟଣ ନାୟକ

  • @NiranjanNayak-zd9hi
    @NiranjanNayak-zd9hi 8 หลายเดือนก่อน

    Bhai ea kichhi kasta nuhna mu 10th juga kalabhali laguchi

  • @krs7474
    @krs7474 2 หลายเดือนก่อน

    Mote debe