Dr Ashutosh Prasad Mishra is a humble devotee of lord Jagannath Balabhadra and Subhadra.He is a example of true odia who is spreading Jagannatha Sanskriti and bringing back the glory n culture by expressing Jagannatha mahima.Lord bless you 🙏
Jaya shree Jagannath Dr Ashutosh Agyan.Apanku bahut bahut dhanyavaad ei katha pain, Apana jadi shree mandira bhitara kaatha dwara pakhe leka jaithiyhiba Shri Krushnachandra o Shri radha nkara Rasa madhurya ku barnana karibe ta bahut bhala heithanta.Bahut samaya mileni sei sampoorna kabita ku padhiba paain
🙏🙏🙏 MO Mahaprabhu nka Shree charana re koti koti pranam 🙏🙏🙏Jaya Jaya Shree Jagannath.. Jay Shree Krishna Radhe Radhe maa Radhe Radhe 🙏🙏🙏Radha RANI ki Jay 🙏🙏🙏
Namaskar sir apanan ate sundar bhabare bakhya karanti je srabann karibaru mana hateni au akhire luha palai ase jagannath mahaprabhu sabubele apananka upare Krupa rakhithantu apan amaku amiti sunauthantu
ଜୟ ଶ୍ରୀଜଗନ୍ନାଥ। ଜୟ ମା ବିମଳା।ବାମଦେବ ସଂହିତା ପ୍ରଥମ ଅଧ୍ୟାୟ 22 23,24, ଶ୍ଲୋକ ଶ୍ରୀମହାଦେବ ଭଗବତୀ ଆଦିଶକ୍ତି ପାର୍ବତୀଙ୍କୁ କହିଲେ, ଶଙ୍ଖସ୍ୟା ବରଣେ ଦେବି ପତିତଃ ପ୍ରଥମେ ସ୍ଥିତା। ରୋହିଣୀକୁଣ୍ଡ ପାର୍ଶେପି ବିମଳା ନାମ ନାମତଃ।। ଶ୍ରୀପ୍ରସାଦେନ ପ୍ରତିଦିନଂ ଭକ୍ଷିତା ତତ୍ର କେବଳା।ସତ୍ଯଂଶେନ ତ୍ବାୟା ଜାତଂ ପାର୍ବତୀ ନାମ ନାମତଃ।।
ଅର୍ଥାତ୍," ହେ ମହାଦେବୀ , ଭଗବତୀ ସତୀଙ୍କ ଶରୀରର ଅଂଶ ରୋହିଣୀକୁଣ୍ଡ ପାର୍ଶରେ ପଡିବା ପରେ, ଆପଣ ମହାଦେବୀ ବିମଳା ନାମରେ ବିଖ୍ୟାତ ହେଲେ। ଆପଣଙ୍କ ପୂର୍ବ ସଙ୍କଳ୍ପ ଅନୁସାରେ ପ୍ରତ୍ୟେହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ ସେବା କରୁଥିଲେ।
ବାମଦେବ ସଂହିତା ଦ୍ବିତୀୟ ଅଧ୍ୟାୟ 12 13, ଶ୍ଲୋକ ଶ୍ରୀମହାଦେବ କହୁଛନ୍ତି, ପ୍ଥଥମା ବରଣେ ଦେବୀ ବିମଳା ଚାଦ୍ୟଶକ୍ତିକା। । ତିଷ୍ଠନ୍ତି ବିଷ୍ଣୁ ନିର୍ମାଲ୍ଯ ଧ୍ୟାୟନ୍ତୀ ଚ ସଦୋତ୍ ଥିତା। ତଦଗ୍ରେ ରୋହିଣୀକୁଣ୍ଡଂ କାରୁଣ୍ୟୋଦକଂ ସଂଯୁତମ୍।।
ଅର୍ଥାତ୍,"ଶଙ୍ଖକ୍ଷେତ୍ରରେ ପ୍ରଥମ ଆବରଣରେ ରୋହିଣୀକୁଣ୍ଡ ସମ୍ମୁଖରେ ସଦୋତ୍ ଥିତା ହୋଇ ଆଦ୍ୟାଶକ୍ତି ବିମଳା ଅଧିଷ୍ଠାନ କରୁଛନ୍ତି। ମହାଦେବୀ ବିମଳା ସଦାସର୍ବଦା ବିଷ୍ଣୁ ନିର୍ମାଲ୍ଯ ପାଇବା ପାଇଁ ଧ୍ୟାନ ରତ ଅଛନ୍ତି।
ବାମଦେବ ସଂହିତା ଷଷ୍ଠ ଅଧ୍ୟାୟ 16
ଶ୍ଲୋକ , " ବିମଳୋତ୍କର୍ଷିଣୀ ଜ୍ଞାନା କ୍ରିୟା ଯୋଗା ପ୍ରହ୍ବୀ ତଥା। ସତ୍ୟେଶାନା ତଥା ଦେବି ନବ ଚୈବାପରାଜିତା।। ଶ୍ରୀବଳଭଦ୍ର ମହାପ୍ରଭୁଙ୍କ ନବାଶକ୍ତିଙ୍କର ନାମ ଯଥା ବିମଳା, ଉତ୍ କର୍ଷିଣୀ, ଜ୍ଞାନା, କ୍ରିୟା, ଯୋଗା, ପ୍ରହ୍ବୀ, ସତ୍ଯା, ଈଶାନା, ଅପରାଜିତା ଅଟେ।
ଜୟ ଜଗନ୍ନାଥ ମହାବାହୁ 🙏
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠିକଣା ଦିଅନ୍ତୁ ମୁଁ ଚିଠି 6 ଦବି
ଆରେ ଓ ବାବା କୋଉଠି ଥିଲ ମହାଶୟ ଜାଣିଚ କଣ
@@suryakantalenka1441Se heuchanti Sri Jagannath Sanskruti Gabesaka ,Maa Bimala O Sri Jagannath Mahaprabhu nka Sevak
ବାମଦେବ ସଂହିତା ପ୍ରଥମ ଅଧ୍ୟାୟ 22 23,24, ଶ୍ଲୋକ ଶ୍ରୀମହାଦେବ ଭଗବତୀ ଆଦିଶକ୍ତି ପାର୍ବତୀଙ୍କୁ କହିଲେ, ଶଙ୍ଖସ୍ୟା ବରଣେ ଦେବି ପତିତଃ ପ୍ରଥମେ ସ୍ଥିତା। ରୋହିଣୀକୁଣ୍ଡ ପାର୍ଶେପି ବିମଳା ନାମ ନାମତଃ।। ଶ୍ରୀପ୍ରସାଦେନ ପ୍ରତିଦିନଂ ଭକ୍ଷିତା ତତ୍ର କେବଳା।ସତ୍ଯଂଶେନ ତ୍ବାୟା ଜାତଂ ପାର୍ବତୀ ନାମ ନାମତଃ।।
ଅର୍ଥାତ୍," ହେ ମହାଦେବୀ , ଭଗବତୀ ସତୀଙ୍କ ଶରୀରର ଅଂଶ ରୋହିଣୀକୁଣ୍ଡ ପାର୍ଶରେ ପଡିବା ପରେ, ଆପଣ ମହାଦେବୀ ବିମଳା ନାମରେ ବିଖ୍ୟାତ ହେଲେ। ଆପଣଙ୍କ ପୂର୍ବ ସଙ୍କଳ୍ପ ଅନୁସାରେ ପ୍ରତ୍ୟେହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ ସେବା କରୁଥିଲେ।
ବାମଦେବ ସଂହିତା ଦ୍ବିତୀୟ ଅଧ୍ୟାୟ 12 13, ଶ୍ଲୋକ ଶ୍ରୀମହାଦେବ କହୁଛନ୍ତି, ପ୍ଥଥମା ବରଣେ ଦେବୀ ବିମଳା ଚାଦ୍ୟଶକ୍ତିକା। । ତିଷ୍ଠନ୍ତି ବିଷ୍ଣୁ ନିର୍ମାଲ୍ଯ ଧ୍ୟାୟନ୍ତୀ ଚ ସଦୋତ୍ ଥିତା। ତଦଗ୍ରେ ରୋହିଣୀକୁଣ୍ଡଂ କାରୁଣ୍ୟୋଦକଂ ସଂଯୁତମ୍।।
ଅର୍ଥାତ୍,"ଶଙ୍ଖକ୍ଷେତ୍ରରେ ପ୍ରଥମ ଆବରଣରେ ରୋହିଣୀକୁଣ୍ଡ ସମ୍ମୁଖରେ ସଦୋତ୍ ଥିତା ହୋଇ ଆଦ୍ୟାଶକ୍ତି ବିମଳା ଅଧିଷ୍ଠାନ କରୁଛନ୍ତି। ମହାଦେବୀ ବିମଳା ସଦାସର୍ବଦା ବିଷ୍ଣୁ ନିର୍ମାଲ୍ଯ ପାଇବା ପାଇଁ ଧ୍ୟାନ ରତ ଅଛନ୍ତି।
ବାମଦେବ ସଂହିତା ଷଷ୍ଠ ଅଧ୍ୟାୟ 16
ଶ୍ଲୋକ , " ବିମଳୋତ୍କର୍ଷିଣୀ ଜ୍ଞାନା କ୍ରିୟା ଯୋଗା ପ୍ରହ୍ବୀ ତଥା। ସତ୍ୟେଶାନା ତଥା ଦେବି ନବ ଚୈବାପରାଜିତା।। ଶ୍ରୀବଳଭଦ୍ର ମହାପ୍ରଭୁଙ୍କ ନବଶକ୍ତିଙ୍କର ମଧ୍ଯରେ ଭଗବତୀ ଦେବୀ ବିମଳା ବିଦ୍ୟମାନ। ସେମାନଙ୍କ ନାମ ଯଥା ବିମଳା, ଉତ୍ କର୍ଷିଣୀ, ଜ୍ଞାନା, କ୍ରିୟା, ଯୋଗା, ପ୍ରହ୍ବୀ, ସତ୍ଯା, ଈଶାନା, ଅପରାଜିତା ଅଟେ।ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମାହାତ୍ମ୍ୟମ, ବାମଦେବ ସଂହିତା ତଥା ନୀଳଦ୍ରୀ ମହୋଦୟ ମତରେ ମା ସୁଭଦ୍ରା ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତି ବା ଅଷ୍ଟଚଣ୍ଡୀଙ୍କ ଜନନୀ ମା ପାର୍ବତୀଙ୍କ ଜନନୀ। ତାଙ୍କର ରଥରେ ନବଶକ୍ତି ଅଛନ୍ତି। ତନ୍ମଧ୍ୟରେ ମା ବିମଳା ଓ ମା ସର୍ବ ମଙ୍ଗଳା ଅନ୍ୟତମ। ପୁନଶ୍ଚ ଶାସ୍ତ୍ର ମତରେ ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତି (୧) କଳ୍ପବଟ ମୂଳରେ ବଟମଙ୍ଗଳା(୨) ପଶ୍ଚିମରେ ବିମଳା (୩) ଶଙ୍ଖକ୍ଷେତ୍ରର ବାୟୁ କୋଣରେ ସର୍ବମଙ୍ଗଳା ( ୪) ଉତ୍ତର ଦିଗ ରେ ଅର୍ଦ୍ଧାସନୀ ବା ମାଉସୀ ମା (୫)ଐଶାନ୍ୟ ଦିଗରେ ଦେବୀ ଆଲମ୍ବା ବା ଆଲମଚଣ୍ଡି (୬) ଦକ୍ଷିଣ ଦିଗରେ ଦେବୀ କାଳରାତ୍ରି ବା ଦକ୍ଷିଣକାଳୀ(୭)ପୂର୍ବ ଦିଗରେ ଦେବୀ ମର୍ଚ୍ଚିକା(୮)ନୈଋତ ଦିଗରେ ଦେବୀ ଚଣ୍ଡରୂପା ବା ହରଚଣ୍ଡୀ (ଢିପଯାଗା) । ଏହି ଅଷ୍ଟଶକ୍ତି ବା ଅଷ୍ଟଚଣ୍ଡୀ ମୂଳ ଆଦ୍ୟାଶକ୍ତି ଭଗବତୀ ସୁଭଦ୍ରାଙ୍କ ଆଜ୍ଞା ଅନୁସାରେ ଦେବୀ ପାର୍ବତୀଙ୍କ ଶରୀରରୁ ସତ୍ଯ ଯୁଗରୁ ପ୍ରକଟ ହୋଇ ଶ୍ରୀକ୍ଷେତ୍ରର ଅନ୍ତର୍ବେଦୀକୁ ସତତ ରକ୍ଷା କରୁଅଛନ୍ତି।
ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମାହାତ୍ମ୍ୟମରେ କୁହାଯାଇଛି:- ମଙ୍ଗଳା ବଟମୂଳେ ତୁ ପଶ୍ଚିମେ ବିମଳା ତଥା। ଶଂଖସ୍ୟ ପୃଷ୍ଠଭାଗେ ତୁ ସଂସ୍ଥିତା ସର୍ବମଙ୍ଗଳା। ଅର୍ଦ୍ଧାସନୀ ତଥାଲମ୍ବା କୁବେର ଦିଶି ସଂସ୍ଥିତା। କାଳରାତ୍ରୀର୍ଦକ୍ଷିଣାସ୍ୟାଂ ପୂର୍ବସ୍ୟାଂ ତୁ ମରିଚିକା। କାଳରାତ୍ର୍ୟା ସ୍ତଥା ପଶ୍ଚାତ୍ ଚଣ୍ଡରୂପା ବ୍ୟବସ୍ଥିତା।। (ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମାହାତ୍ମ୍ୟମ ଚତୁର୍ଥ ଅଧ୍ୟାୟର ବର୍ଣ୍ଣନା )
ଅର୍ନ୍ତବେଦୀରକ୍ଷ୍ୟାଣାର୍ଥଂ ଶକ୍ତୟୋଷ୍ଟୌ ପ୍ରକଳ୍ପିତା।ଉଗ୍ରେଣ ତପସା ପୂର୍ବମହଂ ରୁଦ୍ରେଣ ଭାବିତ।। ପତ୍ନ୍ୟାର୍ଥଂ ସା ମୟା ସୃଷ୍ଟ୍ବା ଗୌରୀ ତସ୍ୟା ଚ ଭାବିନୀ।ସର୍ବ ସୌନ୍ଦର୍ଯ୍ୟବସତିର୍ବପୁଷୋ ମେ ବିନିର୍ଗତା।।ତୟାଦିଷ୍ଟା ମୟା ଭଦ୍ରେ ବଚନଂ ମେ ପ୍ରିୟଂ କୁରୁ।ଅର୍ନ୍ତବେଦୀ ରକ୍ଷ ମମ ପରିତସ୍ତ୍ବଂ ସ୍ବମୂର୍ତ୍ତି ଭିଃ।।
ମଣିମା ହେ 🙏🙏🙏
ତୁମ ଲୀଳା ଟିକେ ଶୁଣିବାକୁ ଏ ମନ, ତନ ସବୁ ଅସ୍ଥିର, ଛାମୁ 🙏🙏🙏
🙏🙏🙏🙏🙏
Bahut sunder kahuchhamti
Emiti au dunibaku milu.
Apananka father b bahut sunder kahuchhanti.
Jay ho Jaganath Mahapravu Jay 🙏🙏🙏🙏
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମଣିମା
jay jaganath. He moha prabhu apanka sri charanare koti koti dandabata mahaprabhu koti koti danda bata.
ମଣିମା 🙏🙏
ତୁମ ସେ ବିପୁଳ ଚକାନୟନ ରେ ଥରେ ଚାହିଁ ଦିଅ ସାଆନ୍ତେ, 😭😭ଜୀବନ କେବଳ ଜଗନ୍ନାଥ ମୟ ହେଉ ସାଆନ୍ତେ, ସବୁକିଛି ତୁମେ, ଆଉ ତୁମେ ହେଇଯାଅ ମଣିମା 🙏ସବୁଥିରେ ତୁମେ ଆଉ ତୁମଠି ସବୁ ହେଉ l ମଣିମା 😭😭ମୋ ଜୀବନ ତୁମେ ମଣିମା 🙏🙏
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ 🙏🌹🙏🌹🙏🌹🙏
ଜୟ ଶ୍ରୀ ଆଶୁତୋଷ ସାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଓ ଶୂଭେଛା କାର୍ଯ୍ୟକ୍ରମ ପୂର୍ନବାର ଆରମ୍ଭ କରିଥିବା ପାଇଁ 🙏
ମୋ ପ୍ରଭୁ, ମୋ ମା ତୁମ ପାଦ ତଳେ ଏଇ ଅଭାଗିନୀର କୋଟି କୋଟି ପ୍ରଣାମ 🙏❤️🙏ସତରେ ତୁମ କଥା ମାଧୁରୀ ଶୁଣି ଏ ଜୀବନ କୃତାର୍ଥ ଲାଭ କରୁଛି ❤️❤️🙏
ରସାମୃତ ପାନ କଲାଭଳି ମନେହେଲା... ଅପୂର୍ବ ଲୀଳା ବର୍ଣ୍ଣନା... ଜୟ ଜୟ ଜଗନ୍ନାଥ..ଜୟ ମାଁ ବିମଳା
Dr Ashutosh Prasad Mishra is a humble devotee of lord Jagannath Balabhadra and Subhadra.He is a example of true odia who is spreading Jagannatha Sanskriti and bringing back the glory n culture by expressing Jagannatha mahima.Lord bless you 🙏
ମହାପ୍ରଭୁ ହେ,ତୁମ କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ ମଣିମା🙏♥️🙏
ଆଞା, ଜଗନ୍ନାଥ ମହିମା, ଦେବୀ ମହିମା ଆଦି ସମସ୍ତ ଦିବ୍ୟ ଞାନ ରେ ଆପଣ ବିଭୂଷିତ। ଆପଣଙ୍କୁ ଶ୍ରବଣ କରି ଆମେ ନିଜକୁ ଧନ୍ୟ ମନେ କରୁଛୁ । 🙏🙏
କାଠ ର ଦେହ କୁ ପଥର ଛାତି
କଳା ମୁଁହ ସତେ ଉଆଁସ ରାତି
ଭୁଜ ନୁହେଁ ଯେନ୍ହେଁ ଶଗଡ଼ ଦଣ୍ଡା
ଚାଲୁଣି ଆଖି ମନଟା ହୁଣ୍ଡା
ତଥାପି କାହିଁ
ଦିନେ ନ ଦେଖିଲେ ଏମିତି ବଦନ
ମନ ମୋର ଜମା ବୁଝଇ ନାହିଁ
ତଥାପି କାହି...
🙏💐💐🥺🙏
Very good
ଓଡ଼ିଶା ର ଭାଷା ସାହିତ୍ୟ ତଥା ଶବ୍ଦ ର ଚତୁର୍ଯ୍ୟତା ଓ ମଧୁରତା ଆପଣଙ୍କ ମୁଖରୁ ନିଶୃତ ହେଉଛି
ଏହା ହିଁ ବହୁତ୍ ଆକର୍ଷକ👌🙏
ମହାପ୍ରଭୁଙ୍କ ର ଏ ଅପୂର୍ବ ଦିବ୍ୟ ଲୀଳା ଯେତେ ଶୁଣିଲେ ବି ମନ ବୁଝୁ ନାହିଁ ଆହୁରି ଆହୁରି ଶୁଣି ବାକୁ ଇଚ୍ଛା।ଧନ୍ୟ ମହାପ୍ରଭୁ ଧନ୍ୟ ମହାମାୟା ମା ବିମଳା।🙏🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏
ଜୟ ମା ବିମଳା 🙏ରକ୍ଷା କର
Prabhu Jagannath ama odiank prana r thhakur tankari charana r binda re koti koti pranam 🙏🙏🙏🙏🙏🙏
ଶ୍ରୀ ଜଗନ୍ନାଥଙ୍କ ପାଦପଙ୍କଜରେ ମୋର କୋଟି କୋଟି ପ୍ରଣାମ 🪷🙏🏼
ଅତି ସୁନ୍ଦର ବ୍ୟାଖ୍ୟା ଆଜ୍ଞା 🙏🏼
ନୀଳାଚଳେ ନିବାସ୍ୟାୟ ନିତ୍ୟାୟ ପରମାତ୍ମନେ
ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନଥାୟ ଚ ନମଃ 🪷🙏🏼
ଜୟ ମହାପ୍ରଭୁ, ବହୁତ ଧନ୍ୟବାଦ ଏହି ମହାନ ଦିବ୍ୟ ଜ୍ଞାନ ପାଇଁ
ଜୟ ମା ବିମଳା 🙏🙏🙏🙏🙏🙏
ଜୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏🥺🥺🥺🥺🥺🥺🥺🥺🥺 ।।
maaaaaa 🙏🙏🙏ohhhh ki sundar katha. Prabhu nka daya ru apananka mukharu ye sabu sunuchu . Apananku pranam angya . Jay jaganatha . Emiti sabubele sunauthantu pravu apananka dwara 🙏🙏🙏
Jay Jagannath 🚩🙏🙏🚩
Apanan maa bimala nka katha bastu bahut sundara bhabare upasthapana kari thibaru apananku mora bahut bahut Dhanyabad 🚩🙏🙏🚩
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ମାନନୀୟ ଅଶେଷ ଧନ୍ୟବାଦ ଏବଂ କୋଟି ପ୍ରଣାମ ଆପଣଙ୍କ ବଚନ ସୁଧାମୟ
ବହୁତ ବହୁତ ଧନ୍ୟବାଦ ଭାଇନା 🙇🙇ଜୟ ମହାପ୍ରଭୁ 🌷🌸🌹🌺🌺
ଜୟ ମା ବିମଳା,🌺🙏
ଜୟ ମା ଭଗବତୀ ବିମଳା ଠାକୁରାଣୀ 🙏🙏🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏
Jai jaganath Mora mahaprabhu 🙏 asutosh Bhai 🙏 mo Prabhu nk mahima hridaya sparshi
ଜୟ ଜୟ ଶ୍ରୀ ଜଗନ୍ନାଥ🙏🏻🙏🏻..ଜୟ ଜୟ ଶ୍ରୀ ଜଗନ୍ନାଥ🙏🏻🙏🏻..ଜୟ ଜୟ ଶ୍ରୀ ଜଗନ୍ନାଥ🙏🏻🙏🏻..
ବହୁତ୍ ସୁନ୍ଦର। ଆଧୁନିକ ଗୀତ ଜାଗାରେ ଜଗନ୍ନାଥ ଙ୍କ ପୁରୁଣା ଭାବ ପୂର୍ଣ୍ଣ ଗୀତ ଦେଲେ ଆହୁରି ଭଲ ଲାଗିବ।
ମୋ ମହାବାହୁ ର ଅପୂର୍ବ ଲୀଳା 🌷🤩😍😘
ଜୟ ଜଗନ୍ନାଥ, ପ୍ରଭୁ ଜଗନ୍ନାଥ ଙ୍କ କେତେ କରୁଣା ଆପଣଙ୍କ ପାଇଁ, ଅବିଶ୍ରାନ୍ତ ଭାବେ ଅନର୍ଗଳ କହି ଚାଲି ଛନ୍ତି। ଧନ୍ୟବାଦ ଅର୍ପଣ ପୂର୍ବକ ପ୍ରଣାମ ଜଣାଉଛି।
ପଣ୍ଡିତ ଆଶୁତୋଷ ମିଶ୍ର ଜଗନ୍ନାଥଃସେବକ ମହୋଦୟ ମା ଜଗଧାତ୍ରୀ ବିମଳା ନ୍କମହିମା ସମ୍ପର୍କରେ ବହୁ ନୂଆ ତଥ୍ୟ ଜଣ।ଇଲେ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ ଜୟ ମା ବିମଳା କ୍ଷେତ୍ରଶ୍ୱରୀ ଜନନୀ
Dr Asutosh ,jàganatha nk
Ases Krupa labha heu ,
Tum baktaby uchha kotir
Keep up it...(jay jaganatha)
କରୁଣାମୟୀ ଦୟାମୟୀ କୃପାମୟୀ ମା 🙏
ଜୟ ଜଗନ୍ନାଥ 🙏
Bahut sundar upasthapana,kete samarpita bhabana Jay Shree Jagannath 🙏🙏🙏🙏
ଆପଣଙ୍କୁ ଅଶେଷ ଧନ୍ୟବାଦ 🙏 | ଜୟ ଜଗନ୍ନାଥ ମହାପ୍ରଭୁ 🙏
Very nice.
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।🙏🙏🙏
ଆଖି ରେ ଆଖିରେ ଚୋରି କରୁଥିବା ମଣିମାଙ୍କର ଜୟ ହଉ❤❤❤
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏
ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️.
ମହାପ୍ରଭୁ ମହାବାହୁ ହେ ଅନନ୍ତ କୋଟି ଦଣ୍ଡବତ ପ୍ରାଣମ ପାଦପଦ୍ମରେ 🙏.
ମାଆ ବିମଳା 🙏🙏🙏
Jay Jagannath maha pravu ki Jay ho 🙏🙏❤️🍁🌈🌈🌈🌈🥀🌍💫⚡
ଆଜ୍ଞା ପ୍ରଣାମ
ବହୁତ୍ ସୁନ୍ଦର ପରିକଳ୍ପନା ଆଉ ଉପସ୍ଥାପନା🙏🙏🙏🙏
Mu se aakhi Prema re ପଡ଼ିଯାଇଛି ଆଜ୍ଞା ❤❤❤
🙏🏾🙏🏾🙏🏾Jai maa Bimala 🙏🏾🙏🏾🙏🏾
🙏🙇♀️🙌
Jaya shree Jagannath Dr Ashutosh Agyan.Apanku bahut bahut dhanyavaad ei katha pain, Apana jadi shree mandira bhitara kaatha dwara pakhe leka jaithiyhiba Shri Krushnachandra o Shri radha nkara Rasa madhurya ku barnana karibe ta bahut bhala heithanta.Bahut samaya mileni sei sampoorna kabita ku padhiba paain
Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay "MAA BIMALA"🙏🙏🙏 sir pranam 🙏🙏
ଯେ ସାକ୍ଷାତ ପ୍ରକୃତି ସ୍ଵରୂପା ମହାମାୟା ସେ ପୁଣି ବିଷ୍ଣୁଙ୍କୁ ଭୋଜନ ମାଗିବେ 😅😅.
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏
Sir 🙏
Punah prasarana nimante asesha,asesha koti dhanyabada 🙏🙏🙏
ତ୍ରାହି ମାଂ ଜଗନ୍ନାଥ, ତ୍ରାହି ମାଂ ଜଗନ୍ନାଥ , ତ୍ରାହି ମାଂ ଜଗନ୍ନାଥ ❤
ଜୟ ମା ଜଗଜ୍ଜନନୀ ଭଗବତୀ ବିମଳା।
ନମସ୍ତେ ନମସ୍ତେ ନମସ୍ତେ ।❤❤❤
Bah bah sundar upasthapna prabhu jagnnath au mata jagdambara koti koti 🙏🙏🙏🙏🙏🙏🙏🙏🙏🙏🙏
Jay jagannath swami nayana patha gami vaba tuma 🙏 🙏 🙏 🙏 🙏 🙏 🙏 🙏 🙏 🙏 namaskar sir
🙏🙏🙏 MO Mahaprabhu nka Shree charana re koti koti pranam 🙏🙏🙏Jaya Jaya Shree Jagannath.. Jay Shree Krishna Radhe Radhe maa Radhe Radhe 🙏🙏🙏Radha RANI ki Jay 🙏🙏🙏
Jay Jagannath 👃 Ashutosh Babu...Jay Jagannath...
Namaskar sir apanan ate sundar bhabare bakhya karanti je srabann karibaru mana hateni au akhire luha palai ase jagannath mahaprabhu sabubele apananka upare Krupa rakhithantu apan amaku amiti sunauthantu
ମଣିମା ଙ୍କ ଜୟ ହେଉ🙏🙏
Ashes dhanyabad, emiti sundar saili re kahuthantu ame sunuthau🙏
🙏🙏🙏🙏🙏🙏
ପାଦ ପିଠ ହୋଇ ଥିବା ହେତୁ ବିଷ୍ଣୁ ତାଙ୍କ ପାଦ ସେବା ପାଇଁ ଜଗନ୍ନାଥ ଭାବରେ ଆବିର୍ଭୂତ ହୋଇଛନ୍ତି
ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମାଁ ଶରଣ ତବ ପାଦ ପଦ୍ମ ଜୟ ମାଁ ବିମଳା ଜୟ ଜଗନ୍ନାଥ
Ashutosh sir 🙏 sundara upastapana sir 🙏
Jay Jagannath thanks sir aapananku apekhya kre ki6i suniba pai Jagannath bless u
Jay Jagannath. Bahut bhal lagila
ସୁନ୍ଦର ଉପସ୍ଥାପନାର ଏକ ସ୍ଵତନ୍ତ୍ର ଶୈଳୀ.
Jay Jagannath saranam.Tumar karuna ehipari jagatre byapithau
Mahaprabhu nia krupa barsha heu thau tanka mahima apana nka mukha ru ae kana sunu thau🙏🙏🙏. Jay Jagannath swami🙏🙏
Jay Jagannath Mahaprabhu 🙏🌹🌹🙏
Jay Shree Krishna Jay Shree Jagannath swami Nayan patha gami vabatu me 🙏🌹🙏🌹🙏🌹🙏🌹
Trahi mam Vimale sada sukhakari shrikhetra Rajeshwari 🙏🙏🙏
Jay maa bimala 🙏🙏🙏🙏🙏❤️❤️ Jay asutosh sir 🙏 Jay jaganath 🙏🙏🙏🏽🙏🙏🏽❤❤
ପ୍ରଣାମ ଆଜ୍ଞା
🙏🙏🙏Jaya Jaya Shree Jagannath Mahaprabhu. Jay Bira Hanuman ki Jay 🙏🙏🙏
Mana Tallina heijauchi agyan. Jay Jagannath.
Hee Sansarara Mangalakarta Krupakarantu🙏🙏🙏🙏🙏🌹🌹🌹🌹
ଚୋର ଚତୁର ମଣି ନାରୀ ଚିତ୍ତ ରଙ୍କୁଣା ଜଗା ମାେ ସର୍ବସ୍ବ ଛଡେଇ ନେଇଛୁ କେମିତି ବସିଛୁ ଟୋକା ମତେ ଉଦ୍ଧାର ନ କରି ❤️❤️
Radhe radhe 🙏🙏♥️🙏🙏🙏
JAY JAGANNATH PRANAM SIR🙏🙏🙏🙏🙏🙏🙏
ଗଭୀର ପାଣ୍ଡିତ୍ୟ, ସହିତ, ଭକ୍ତିଗଦଗଦ ଭାବ, ବର୍ଣ୍ଣନା ର ଶୈଳୀ ଖୁବ ବିଭୋର କଲା, ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏
Khub sundor
Jay Jagannath
Jay maa Bimalaa
Jay sri Jagannath swami nayana Patha gami bhaba tume Prabhu 🙏🙏🙏🙏🙏
Jay shree Jaganath Swami Nayana patha gami bhaba tume 🙏🌹🌹🌹 Bhai apanku pranam 🙏🙏🌹 Jay MAA Bimala 🙏🙏🙏🌹🌹🌹
Jay jagnnath prabhu...mani maaa
Sir jay jagatnnath prabhunkakatha katha sunni amaakhire amiti luha asuthau
Jay Shree Jagannath ❤️❤️🙏🙏
Jay Jagannath Swami Mayan pathagami bhabatume 🙏🙏
ଜୟ ମା
ମୋ ମା କରୁଣା ମୟୀ ବିମଳା ମା 🙏🙏🙏🙏🙏🙏🙏
Khubsundar apanaknu kipari dhanyavaad debi janiparuni
Hey Maa Mangala Maa mo dukha fedi dia maa jagatjanani Sankat tarini Maa Mangala Maa.
Pranaa priyaa mahaprbhuuu I loveeeeee uuuuuuuuuu sooo much mo pranaaa sundariii🥰🥰🥰🥰🥰🥰🥰😍😍😍😘🙏🙏🙏🙏🙏🙏🙏🙏🙏🙏🙏
Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Jagannath Swami Tumi bhalo theko
Jai shree jagannath Swami Nayana Patha gami bhaba tume Jai baba loknath ki jai Jai maa bimala ki jai 🙏🙏🙏🙏🙏🙏🙏
ମାଆ ଲୋ 🙏🙏🙏🙏🙏
Thank you very much for sharing the nice story
Jai shree Jagannath 🙏🙏 Mahaprabhu sharana Sharan
Jay jay Jagannath..
Jay jay mahabahu
Jay jaganath jay jaganath jay jaganath🙏🙏🙏🙏🙏🙏🙏
Bahut Sundar