କଂଗ୍ରେସିଆ ଗଣେଶ୍ବରଙ୍କ ବିଜୁଙ୍କ ଗାଲକୁ ଠାଏ କି ଚାପୁଡ଼ା | Odisha Reporter
ฝัง
- เผยแพร่เมื่อ 19 ม.ค. 2025
- ଯେଉଁ ଆନ୍ଦୋଳନ ଏବଂ ଯେଉଁ ମାଆ କୋଳରୁ ପରିଚୟ ପାଇ ବିଜୁ ବାବୁ ଦେଶରେ ନମ୍ବର ଓ୍ବାନ ନେତା ହୋଇଥିଲେ ଆଜି ସେହି ଚିନ୍ତାଧାରାକୁ ବିରୋଧ । ଇିନ୍ଦାରଙ୍କ ଏମର୍ଜେନସି ସମୟରେ ଜେଲ ଯାଇଥିବା ଜନତା ଦଳର ନେତାଙ୍କ ମଧ୍ୟରେ ଓଡ଼ିଶାରୁ ବିଜୁ ବାବୁ ମଧ୍ୟ ଥିଲେ । ଆଉ ସେହି ମହାନ ନେତାଙ୍କ ନାଁରେ ଗଠନ ହୋଇଥିଲା ବିଜେଡି । ହେଲେ ଜରୁରୀକାଳିନ ପରିସ୍ଥିତିରେ ଗିରଫ ହୋଇଥିବା ନେତାଙ୍କ ଭତ୍ତା ବୃଦ୍ଧିକୁ ବିରୋଧ କରିଛି ବିଜେଡି । ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି , ଇଏ ଗୋଟେ ଅସୁସ୍ଥ ପରମ୍ପରା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Congress #BJD #emergency #GaneshwarBehera #Freedomfighter #pension #odisha #BijuPatnaik #NaveenPatnaik
ଗଣେଶ ବାବୁ ଯାହା କହିଛନ୍ତି ଠିକ ।
ଗଣେଶ୍ୱର ଭାଇ ଯାହା କହିଛନ୍ତି ପୁରା ଠିକି. ଆଉ ଜଣେ ସୁବିଧା ବାଦୀ କଥା ଚିକଣ କାମ ଦୁର୍ବଳ. ଅନ୍ୟ ଉପରେ ସବାର ହୋଇ ପାରି ହେବା ଆଙ୍କ କାମ
ଗଣେଶ୍ଵର ବାବୁ କୋଉଠି ଭୁଲ କହିଲେ, ଜେଲ ଯାଇଥିବା ସବୁ ବ୍ୟକ୍ତି ସ୍ଵାଧୀନତା ସଂଗ୍ରାମୀ କେମିତି ହେବେ ।
ଗଣେଶ୍ୱର ଭାଇ ଯାହା କୁହନ୍ତି ସବୁ ଦିଗରୁ ଚିନ୍ତା କରି କୁହନ୍ତି 👍
khangress bandarabala
ଗଣେଶ୍ୱର ବାବୁ 100 % ଠିକ କଥା ପଦେ କହିଛନ୍ତି ଆଜ୍ଞା l 🙏🏾
Right Ganesh Bhai
Ganesh babu right katha kahile
Ganesh Route chora
ଗଣେଶ ବାବୁ ଠିକ୍ କହିଛନ୍ତି ବିଜେପି ବେକାର ରାଜ ନୀତି କରୁଛି ବେକାର କଥା
କଂଗ୍ରେସିଆ ପ୍ରକୃତି ନୈବ ମୁଚ୍ୟତେ, ଗଣେଶ୍ୱର ଉଚ୍ଚାଚହିଁ ଜ୍ୱଳନ୍ତ ଉଦାହରଣ !
କଂଗ୍ରେସ ଶାସନ ତ ଇଟାଲୀ ଶାସନ ସେ ବି ବିଦେଶୀ।
Brilliant statement
Right
ଟାଉଟର ବିଜେପି ଓଟିଭି
Ganesha babu right
ସେ ଯାହା ବି ହେଉ ।ଭ୍ତ୍ତ ଦିଆନଯାଇ
💯
Bjp birudhara jia sangram kariba ,next congress asile. Tanku bhataa. Daipare......
Good decision Ganesh
Ganesh is right
ଏଟା ର ରକ୍ତ କଂଗ୍ରେସ 😅😅😅
👍
G Behera totally support to congress
ଠିକ୍ କଥା
❤
ହଁ ଠିକ୍ କଥା କହୁଛନ୍ତି ଗଣେଶ୍ୱର ବେହେରା,, ଶଳା ଅର୍ଗସ ଆଉ or ମୂର୍ଖ ମିଡିଆ,, ଗୋଦି ମିଡିଆ
ଦୀର୍ଘ 24 ବର୍ଷ ଧରି ଓଡିଶାକୁ ବାମପନ୍ଥୀ କାନ୍ସର ଭ୍ରଷ୍ଟ, ପରିବାର ବଚାଓ ଦଳ, ସଂଗଠିତ ଅପରାଧୀ ଓ ଭ୍ରଷ୍ଟାଚାରୀ ମାନେ ଭ୍ରମିତ କରି ଖଣି ଲୁଟି ଏବଂ ଭୁବନେଶ୍ୱର ରେ ସରକାରୀ ଏବଂ ଜଙ୍ଗଲ ଜମି ଅବୈଧ କବ୍ଜାକରି ତଥାକଥିତ ଶିକ୍ଷା ଅନୁଷ୍ଠାନ, ମିଡ଼ିଆ/ ଟିଭି ଚେନେଲ ଓ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ କ୍ଷେତ୍ରରେ ସେହି କଳା ଟଙ୍କାକୁ ଲଗେଇଛନ୍ତି. ତେଣୁ ସରକାର ପରିବର୍ତ୍ତନ ହେଇଛି, କିନ୍ତୁ ମାଫିଆ ମାନଙ୍କ ଦ୍ୱରା ସରକାରୀ କଳ ଚାଲିଛି. ଏସବୁ ଉପରେ ମୋଦି ସାରଙ୍କର ସରଜିକାଲ ଷ୍ଟ୍ରାଇଜ ଦରକାର. ତେବେ ମାଫିଆ ଙ୍କର ଚେର ନଷ୍ଟ ହେବ. ଜୟ ଜଗନ୍ନାଥ. ଅଧର୍ମ ର ନାଶ ହେଉ, ଓଡ଼ିଶାର ପ୍ରଗତି ହେଉ. ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ବାବା ଲିଙ୍ଗରାଜ,ଜୟ ମା ସମଲେଶ୍ୱରୀ , ଜୟ ମା କିଚଜେଶ୍ବରୀ, ଜୟ ମା ମଙ୍ଗଳା, ଜୟ ମା ଭଗବତୀ, ଜୟ ମା ଭୁବନେଶ୍ୱରୀ, ଜୟ ମା ବିମଳା, ଜୟ ମାତା, ଜୟ ଓଡିଶା.
ଗଣେଶ୍ୱର ବାବୁ ଙ୍କ କଥା ଠିକ୍
Han sir
ଗଣେଶ ବାବୁ ଜରୁରୀ କାଳୀନ ବେଳର କଥା ମନେପଡେ?
ଅଙ୍କର କିଛି ଭେଲୁ ନାହିଁ
ଠିକ କଥା, ମହତାବ ବୁଦ୍ଧି
Ganesh Babu Thik Khaichhanti.
Tiki
ଏକଦମ ଠିକ କହିଛନ୍ତି l
Otv re kichi kama neie
bjp jumla sarkar ehara aparagata dai
Bhartuhari babu Tama muhanre ranga bola heichi tame kana katha kahiba ho
Biju babunka galaku Tama chanel thapda Mari sarileni
ଆଉ କେତେ ଦିନ ଓଟିଭି ସାମ୍ୱାଦିକ ବିଜେପି ଏଜେଣ୍ଟ ହୋଇ କାମ କରିବ ଅର୍ଥ କୁ ଅନର୍ଥ କରି news ଦେଖଉଛ ଏବେ ସମୟ ଆସିଛି ଓଡିଶା ବାସୀ Facebook TH-cam ରୁ OTV କୁ un follow କରିବାର
U know MISA
Bhartu babu ganeswara babunka tharu gayan sikantu agyan m p
Ganeswar babu note bandi bele jie andolan Kari jail jaichhanti tanku bhabisyatare apan bhata dei paribe bhul hebani
Biju Patnaik name ta neini
JAY ganeshwar
Ganeswar Babu bodhe freedom fiter.sthipaon see masika darama pension pai hakdar. Dam achhita darama rajkosaru nebaku manakara tu.
3:23
Godi midia .
Tame sabu wasing meecin bhatru babu
ଗଣେଶ୍ୱର ବେହେରା ବିଲ୍କୁଲ ଠିକ୍ କହିଛନ୍ତି
Ganeshwar behera munda thik nahin..
Ata otv na bjp TV show
Vul nispati..vul karuchanti..b j p sarkar..
Godi media 😊
Pagal
Emergency lagu heithila sambidhan ku abamanana kariki. All over India re heithila. Ganesh Behera Babu bhala bhabe bujhantu
Gania ra bapa maa Thik nahi
Right