ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Heart touching di ❤️
So nice🎉
ଏକ କାଳଜୟୀ ସିବେମା "କେଦାର ଗୋରୀ"। ସିନେମା ନିର୍ମାଣ ପାଇଁ ଅନେକ କୃତଜ୍ଞତା ଓ ଅଭିନନ୍ଦନ। ସଫଳତା ପାଇଁ ଢେର ସାରା ଶୁଭକାମନା ।💐💐❤️👍
Bahut bhala lagila 🌹🌹❤❤❤
ଚମତ୍କାର ପ୍ରକାଶ ଭାଙ୍ଗି....., ସତରେ ବିଷୟ ବସ୍ତୁ ଯେପରି ହୃଦୟ ସ୍ପର୍ଷୀ, ବର୍ଣ୍ଣନା ର ଚତୁରୀ ବି ମଧ୍ୟ ସେହିପରି ହୃଦୟ ଗ୍ରହୀ
ଆପଣ ଙ୍କ ଏହି ଛୋଟିଆ ପ୍ରୟାସ ଟିଏ ଅନେକ ଛାତ୍ର ଛାତ୍ରୀ ଙ୍କୁ ଉପକୃତ କରିବ, ଧନ୍ୟବାଦ 🙏🙏
ଧନ୍ୟବାଦ୍
Story presentation bahut bhala achhi 😍🎧🎶
Really amazing,& Heart touching superb🥰
Nice voice Mam
Very very hard touching story ❤❤❤❤❤❤❤
Radhanath Roy .....proud odisha❤❤❤
ହୃଦୟର କୋଣାନୁକୋଣ ସ୍ପର୍ଶ କରିଛି ଆପଣଙ୍କ ବର୍ଣ୍ଣନା ଶୈଳୀ।ଅନ୍ତରରୁ ସାଧୁବାଦ୍ ଜଣାଉଛି।❤
Wonderful ❤ love ❤ story❤
Speaking power is super👌👌👌osom
RADHANATH was one of 🟢green poet. salute this poet
Next video re Patadei galp ra kuhantu mam
ବହୁତ ହୃଦୟ ସ୍ପର୍ଶି କାହାଣୀଟେ
ଆମ ଓଡ଼ିଆ ସାହିତ୍ୟର କବିବର ରାଧାନାଥ ରାୟଙ୍କର ଏକ ଚିର ଶାଶ୍ଵତ, କରୁଣ ପ୍ରେମ କାହାଣୀ ‘କେଦାର ଗୌରୀ’ କାବ୍ୟକୁ ସ୍ଵକୀୟ ଢଙ୍ଗରେ, ଅତି ସୁନ୍ଦର ସରଳ ଭାବରେ ଉପସ୍ଥାପନ କରିଥିବାରୁ ଆନ୍ତରିକ ଧନ୍ୟବାଦ୍ ଭଉଣୀ 💐🙏
Really interesting love story
Glad you enjoyed it
Nice job maam you should upload these on podcasts.
ଅତି ସୁନ୍ଦର କବିତା
Beautiful narration..very sweetvoice
ବହୁତ ସୁ୍ଦର ଉପସ୍ଥାପନା ଭଉଣୀ ❤👍କିନ୍ତୁ ମୂଳ ଲେଖାରେ ଗୌରୀ କୁ ଶୋଷ ଲାଗିବା କଥା ଆଉ କେଦାର ତାକୁ ଏକା ଛାଡି ପାଣି ଆଣିବା ପାଇଁ ଯିବା ପ୍ରସଙ୍ଗ ଲିଖିତ ନାହିଁ ଭୁଲ କାହିଁକି କହୁଚ ଭଉଣୀ
ବୋଧ ହୁଏ ଆପଣ ମନଯୋଗ ର ସହିତ କେଦାରଗୌରୀ କାବ୍ୟ ପଠନ କରିନାହାନ୍ତି, କିମ୍ବା ଶେଷ ଯାଏ ପଠନ କରି ନାହାନ୍ତି, ପୁଣି ଥରେ ପଠନ କରନ୍ତୁ, ଏହି ସବୁକିଛି ସେଥିରେ ଉଲ୍ଲେଖ ଅଛି ଯାହା ଏଠାରେ ବର୍ଣ୍ଣିତ । ଆପଣ ଙ୍କ ର ସମୟ ପାଇଁ ଧନ୍ୟବାଦ୍
ମୁଁ ରାଧାନାଥ ଗ୍ରନ୍ଥାବଳୀ ପୁସ୍ତକ ରେ ଲେଖା ଥିବା କେଦାର ଗୌରୀ କବିତା ଟି ପଢ଼ିଚି ଆପଣ କୋଉ ପୁସ୍ତକ ରୁ ଏହି କଥାବସ୍ତୁ ସଂଗ୍ରହ କରିଛନ୍ତି କୁହନ୍ତୁ ମୁ ତାହାକୁ ନିଶ୍ଚିତ ପଢିବି ଧନ୍ୟବାଦ୍ 🙏🙏🙏
@@balarampatra53 ସମାନ କବିବର ରାଧାନାଥଙ୍କ ପୁସ୍ତକ, ଆଗ୍ରହ କରିବି ଆଉ ଥରେ ମନଯୋଗ ର ସହିତ ପଠନ କରନ୍ତୁ, କେଦାର ଗୌରୀ କୁ ଏକୁଟିଆ ଛାଡି ପାଣି ଆଣିବା ପାଇଁ ଗଲା ସେତେବେଳେ ବାଘ ଆସିଲା
Your voice is so beautiful 💖✨
Relly true love story❤❤❤
Wonderful ❤️🥰
Such a heart touch love story ✨🥺❣️
Superab story
କୃପାଳ ଶବ୍ଦ ର ଅର୍ଥ କଣ ଦୟାକରି କୁହନ୍ତୁ 🙏🙏🙏
Thanks mamସୁନ୍ଦର ଉପସ୍ଥାପନ
❤❤❤
Nice
ଶାଣିତ ଶବ୍ଦ ର ଅର୍ଥ କଣ 🙏🙏 କୁହନ୍ତୁ
ଶାଣିତ :- ଧାର ,ତୀକ୍ଷ୍ଣଶୋଣିତ :- ରକ୍ତଧନ୍ଯବାଦ ସହିତ ମୁଁ ଚିନ୍ମୟୀ ସାହୁ🎉
Wow voice over...😍 mu b voice over karibaku chanhuchi plz tk kahibe ki...ete bhala voice over kemiti kari heba...plz... Love from Khordha...❤️
ଭଲ ଅଛି ଆଉ ଟିକିଏ ଭଲ ହୋଇପାରିବ
U r better than kuku fm
Heart touching di ❤️
So nice🎉
ଏକ କାଳଜୟୀ ସିବେମା "କେଦାର ଗୋରୀ"। ସିନେମା ନିର୍ମାଣ ପାଇଁ ଅନେକ କୃତଜ୍ଞତା ଓ ଅଭିନନ୍ଦନ। ସଫଳତା ପାଇଁ ଢେର ସାରା ଶୁଭକାମନା ।💐💐❤️👍
Bahut bhala lagila 🌹🌹❤❤❤
ଚମତ୍କାର ପ୍ରକାଶ ଭାଙ୍ଗି....., ସତରେ ବିଷୟ ବସ୍ତୁ ଯେପରି ହୃଦୟ ସ୍ପର୍ଷୀ, ବର୍ଣ୍ଣନା ର ଚତୁରୀ ବି ମଧ୍ୟ ସେହିପରି ହୃଦୟ ଗ୍ରହୀ
ଆପଣ ଙ୍କ ଏହି ଛୋଟିଆ ପ୍ରୟାସ ଟିଏ ଅନେକ ଛାତ୍ର ଛାତ୍ରୀ ଙ୍କୁ ଉପକୃତ କରିବ, ଧନ୍ୟବାଦ 🙏🙏
ଧନ୍ୟବାଦ୍
Story presentation bahut bhala achhi 😍🎧🎶
Really amazing,& Heart touching superb🥰
Nice voice Mam
Very very hard touching story ❤❤❤❤❤❤❤
Radhanath Roy .....proud odisha❤❤❤
ହୃଦୟର କୋଣାନୁକୋଣ ସ୍ପର୍ଶ କରିଛି ଆପଣଙ୍କ ବର୍ଣ୍ଣନା ଶୈଳୀ।ଅନ୍ତରରୁ ସାଧୁବାଦ୍ ଜଣାଉଛି।❤
Wonderful ❤ love ❤ story❤
Speaking power is super👌👌👌osom
RADHANATH was one of 🟢green poet.
salute this poet
Next video re Patadei galp ra kuhantu mam
ବହୁତ ହୃଦୟ ସ୍ପର୍ଶି କାହାଣୀଟେ
ଆମ ଓଡ଼ିଆ ସାହିତ୍ୟର କବିବର ରାଧାନାଥ ରାୟଙ୍କର ଏକ ଚିର ଶାଶ୍ଵତ, କରୁଣ ପ୍ରେମ କାହାଣୀ ‘କେଦାର ଗୌରୀ’ କାବ୍ୟକୁ ସ୍ଵକୀୟ ଢଙ୍ଗରେ, ଅତି ସୁନ୍ଦର ସରଳ ଭାବରେ ଉପସ୍ଥାପନ କରିଥିବାରୁ ଆନ୍ତରିକ ଧନ୍ୟବାଦ୍ ଭଉଣୀ 💐🙏
Really interesting love story
Glad you enjoyed it
Nice job maam you should upload these on podcasts.
ଅତି ସୁନ୍ଦର କବିତା
Beautiful narration..very sweetvoice
ବହୁତ ସୁ୍ଦର ଉପସ୍ଥାପନା ଭଉଣୀ ❤👍
କିନ୍ତୁ ମୂଳ ଲେଖାରେ ଗୌରୀ କୁ ଶୋଷ ଲାଗିବା କଥା ଆଉ କେଦାର ତାକୁ ଏକା ଛାଡି ପାଣି ଆଣିବା ପାଇଁ ଯିବା ପ୍ରସଙ୍ଗ ଲିଖିତ ନାହିଁ ଭୁଲ କାହିଁକି କହୁଚ ଭଉଣୀ
ବୋଧ ହୁଏ ଆପଣ ମନଯୋଗ ର ସହିତ କେଦାରଗୌରୀ କାବ୍ୟ ପଠନ କରିନାହାନ୍ତି, କିମ୍ବା ଶେଷ ଯାଏ ପଠନ କରି ନାହାନ୍ତି, ପୁଣି ଥରେ ପଠନ କରନ୍ତୁ, ଏହି ସବୁକିଛି ସେଥିରେ ଉଲ୍ଲେଖ ଅଛି ଯାହା ଏଠାରେ ବର୍ଣ୍ଣିତ । ଆପଣ ଙ୍କ ର ସମୟ ପାଇଁ ଧନ୍ୟବାଦ୍
ମୁଁ ରାଧାନାଥ ଗ୍ରନ୍ଥାବଳୀ ପୁସ୍ତକ ରେ ଲେଖା ଥିବା କେଦାର ଗୌରୀ କବିତା ଟି ପଢ଼ିଚି ଆପଣ କୋଉ ପୁସ୍ତକ ରୁ ଏହି କଥାବସ୍ତୁ ସଂଗ୍ରହ କରିଛନ୍ତି କୁହନ୍ତୁ ମୁ ତାହାକୁ ନିଶ୍ଚିତ ପଢିବି ଧନ୍ୟବାଦ୍ 🙏🙏🙏
@@balarampatra53 ସମାନ କବିବର ରାଧାନାଥଙ୍କ ପୁସ୍ତକ, ଆଗ୍ରହ କରିବି ଆଉ ଥରେ ମନଯୋଗ ର ସହିତ ପଠନ କରନ୍ତୁ, କେଦାର ଗୌରୀ କୁ ଏକୁଟିଆ ଛାଡି ପାଣି ଆଣିବା ପାଇଁ ଗଲା ସେତେବେଳେ ବାଘ ଆସିଲା
Your voice is so beautiful 💖✨
Relly true love story❤❤❤
Wonderful ❤️🥰
Such a heart touch love story ✨🥺❣️
Superab story
କୃପାଳ ଶବ୍ଦ ର ଅର୍ଥ କଣ ଦୟାକରି କୁହନ୍ତୁ 🙏🙏🙏
Thanks mam
ସୁନ୍ଦର ଉପସ୍ଥାପନ
❤❤❤
Nice
ଶାଣିତ ଶବ୍ଦ ର ଅର୍ଥ କଣ 🙏🙏 କୁହନ୍ତୁ
ଶାଣିତ :- ଧାର ,ତୀକ୍ଷ୍ଣ
ଶୋଣିତ :- ରକ୍ତ
ଧନ୍ଯବାଦ ସହିତ ମୁଁ ଚିନ୍ମୟୀ ସାହୁ🎉
Wow voice over...😍 mu b voice over karibaku chanhuchi plz tk kahibe ki...ete bhala voice over kemiti kari heba...plz... Love from Khordha...❤️
ଭଲ ଅଛି
ଆଉ ଟିକିଏ ଭଲ ହୋଇପାରିବ
U r better than kuku fm