ama odisha ra sabu khetrare exceptional talented loka achanti kintu gacha tala andhara bhali bartamanara abastha.jahaheu,gitati suni ati anandita heli.All are exceptional talented singers.Prem bhainku gote hin anurodha,sabu album au movie re kebala odia nku hin niantu.bande utkala janani❤
ବନ୍ଦେ ଉତ୍କଳ ଜନନୀ 🙏
ବନ୍ଦେ ଉତ୍କଳ ଜନନୀ
Sir bande utkala janani
Bande utkal janani🙏🙏🙏🙏🙏
ବନ୍ଦେ ଉତ୍କଳ ଜନନୀ । ଜୟ ଜଗନ୍ନାଥ ।
ବନ୍ଦେ ଉତ୍କଳ ଜନନୀ 🙏🏻
ମୁଁ ଗର୍ବିତ ଏହି ଗୀତ ଲାଗି...
ମୁଁ କୃତଜ୍ଞତା ଜଣାଉଛି ସମସ୍ତଙ୍କୁ ଯେଉଁମାନେ ଏହି ଗୀତକୁ ତିଆରି କରିଛନ୍ତି...
ଗୋଟେ ମାଇଲଖୁଣ୍ଟ ହୋଇ ଏ ଗୀତ ଚିରଦିନ ପାଇଁ ରହିବ...
ଧନ୍ୟବାଦ
ବନ୍ଦେ ଉତ୍କଳ ଜନନୀ
ମୁଁ ଓଡ଼ିଆ ,ଓଡ଼ିଶା ପାଇଁ ମୁଁ ଗର୍ବିତ 🙏🏼
ବନ୍ଦେ ଉତ୍କଳଜନନୀ ❤️ ଗୀତ ଟି ଅତ୍ୟନ୍ତ ସୁମଧୁର ଏବଂ ହୃଦୟସ୍ପର୍ଶୀ ❤️ ଜୟ ଜଗନ୍ନାଥ 🙏🏼
Bande Utkal Janani
Premanand Sir nku Bahut sara bhala paiba
Bande Utkal janani 🙏🙏
ବନ୍ଦେ ଉତ୍କଳ ଜନନୀ
ଵନ୍ଦେ ଉତ୍କଳ ଜନନୀ 🙏
ବନ୍ଦେ ଉତ୍କଳ ଜନନୀ
Jay koshal
ମୁଁ ଓଡ଼ିଆ ହୋଇଥିବାରୁ ମୁଁ ଗର୍ବିତ
ମୋତେ ଏହି ଗୀତ ଟି ବହୁତ୍ ବହୁତ୍ ଭଲ ଲାଗିଲା
ଏହି ଗୀତ ଟି ଶୁଣି emotional ହୋଇ କାନ୍ଦିଛି 😭😭
Thank you all & spl thanks to ପ୍ରେମାନନ୍ଦ sir
Love you all
ଜୟ ଜଗନ୍ନାଥ
ଏ ମାଟି ଓଡିଶା = ଏ ଜାତି ଓଡ଼ିଆ
ଏବଂ ଗୀତଟି ର ଲେଖକ ମହାଶୟ ଙ୍କୁ ଅନେକ୍ ଅନେକ୍ ଧନ୍ୟବାଦ୍ 🙏🙏
ବନ୍ଦେ ଉତ୍କଳ ଜନନୀ 🙏🙏🙏🙏ମୁଁ ନିଜକୁ ଗର୍ବ ଅନୁଭବ କରେ କାରଣ ମୁଁ ଓଡ଼ିଆ l ମୋ ମା ଓଡିଶା 🙏🙏🙏🙏🙏🙏
ଏକ ମାସ ଧରି ଅପେକ୍ଷା କରିଥିଲି ଏହିଗୀତକୁ । ବହୁତ ଭଲ ହେଇଛି । ଉକୂଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
କିଏ କିଏ ଓଡି଼ଶା କୁ ଭଲ ପାଏ ...???
I love my odisha
Ame samaste odia ku vala pau ❤❤i love you odia ❤❤bande utkal janani 🇮🇳🇮🇳🇮🇳 happy independence day vai
ଏଇଟା କଣ ପଚାରିବା କଥା ❤️ ଆମ ଓଡିଶା ମୁଁ ଓଡ଼ିଆ
Really proud to be an Odia girl 🙏
ବନ୍ଦେ ଉତ୍କଳ ଜନନୀ 🙏🙏
*_ମୋ ମାଟି ଓଡ଼ିଶା, ମୋ ଜାତି ଓଡ଼ିଆ_*__...ଏହି ଗୀତ ସହ ଯୋଡିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ହୃଦୟରୁ ପ୍ରଣାମ...ଜୟ ଜଗନ୍ନାଥ... __*_ବନ୍ଦେ ଉତ୍କଳ ଜନନୀ_*
ବନ୍ଦେ ଉତ୍କଳ ଜନନୀ 🙏🙏🙏
ଏ ମାଟି ଓଡ଼ିଶା
ଏ ଜାତି ଓଡ଼ିଆ
ଏହି ସଙ୍ଗୀତ ଗାଇଥିବା ସଙ୍ଗୀତକାର ମାନଙ୍କୁ ମୋର କୋଟି କୋଟି ନମସ୍କାର 🙏🙏🙏
ବନ୍ଦେ ଉତ୍କଳ ଜନନୀ 🙏🙏🙏
ମୋତେ actually ବହୁତ ଭଲ ଲାଗିଲା
Bande utkal janani
ସବୁଠାରୁ ନିଆରା ଆମ ଓଡ଼ିଆ ଜାତି ଓଡ଼ିଆ ଭାଷା ସଂସ୍କୃତି ଓ ପରମ୍ପରା ବନ୍ଦେ ଉତ୍କଳ ଜନନୀ
Nabin pattanyak odia kahi ni janbar hethirar lagi niaara . Jay koshal
😂😂😂 odia fusi gehi
ବନ୍ଦେ ଉତ୍କଳ ଜନନୀ.... ଗର୍ବିତ ମୁଁ ଓଡ଼ିଆ ବୋଲି...🙏
ଉତ୍କଳ ଦିବସର ହାର୍ଦିକ ଅଭିନନ୍ଦନ ।
ମୁ ଓଡିଆ ଭାରି ବଢିଆ ।
# ଏ ମାଟି ଓଡିଶା ଏ ଜାତି ଓଡିଆ ❤❤❤❤
ମନକୁ ଛୁଇଁଗଲା... ଜଣେ ସ୍ୱାଭିମାନି ଓଡ଼ିଆ ଓ ଜଣେ ଲେଖକ ଭାବରେ ଏହି ଗୀତ ରଚନା କୁ ମୁଁ ହୃଦୟ ରୁ ଅଭିନନ୍ଦନ ଜଣାଉଛି 🙏। ସଂଗୀତ ସଂଯୋଜନା ଓ ଚିତ୍ର ଉତ୍ତୋଳନ ଉଚ୍ଚ କୋଟିର । ଜୟ ଓଡ଼ିଶା ❤️🙏🙏
ଜୟ ଓଡ଼ିଶା
ଜୟ ଓଡ଼ିଆ , ଏ ମାଟିର କଳା ସଂସ୍କୃତି ପାଇକ ଠାଣି କେତେ ବଢିଆ।❤️❤️❤️❤️
ବହୁତ ସୁନ୍ଦର ହେଇଛି ❤️❤️❤️
ଗର୍ବ ରେ କୁହନ୍ତୁ ଆମେ ଓଡ଼ିଆ ❤️
I can't blv.. 60 dislike on this kind of song...!!! Who r they....???
Superb song.. Love from Assam.. Proud to be a Odia...
ପ୍ରଥମ ଥର କଉ ଗୀତ ନିଜକୁ ଓଡ଼ିଆ ବୋଲି ଆଖିରୁ ଲୁହ ବାହାର କଲା। ମୁଁ ଗର୍ବିତ ମୁଁ ଓଡ଼ିଶାରେ ଜନ୍ମିତ। ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ।
ସତରେ ଏଇ ଗୀତ ଶୁଣି ମୁଁ ବହୁତ୍ ଗର୍ବିତ କାରଣ ଏଇ ଓଡ଼ିଶା ମୋର ଜନ୍ମଭୂମି 🙏🙏❤️❤️❤️
ବହୁତ ସୁନ୍ଦର....👌👌👌💐💐💐
ବନ୍ଦେ ଉତ୍କଳ ଜନନୀ....
ଏ ମାଟି ଓଡ଼ିଶାର ଏ ଜାତି ଓଡ଼ିଆ ହୃଦୟରେ କମ୍ପନ ସୃଷ୍ଟି କରୁଛି ,ଉତ୍କଳ ଦିବସର ଅଭିନନ୍ଦନ,
ଗର୍ବ ରେ କହେ ମୁଁ ଓଡ଼ିଆ 🙏🙏🙏
ପ୍ରକୃତରେ ହୃଦୟକୁ ଛୁଇଁ ଲା ପରି ଏକ ସୁନ୍ଦର ଓଡ଼ିଆର ଗୀତ ......
ମୁଁ ଓଡ଼ିଆ, ମୋ ଭାଷା ବଢିଆ। ଜୟ ଜଗନ୍ନାଥ 🙏
ମୋ ଭାଷା ମୋ ରାଜ୍ୟ ମୋ ସଂସ୍କୃତି ପାଇଁ ମୁଁ ଗର୍ବିତ !
ଏ ଭଳି ସୁନ୍ଦର ପରିକଳ୍ପନା କରିଥିବାରୁ ଆପଣ ମାନଙ୍କ ଅନେକ ଅନେକ ଧନ୍ୟବାଦ୍ 🙏🙏🙏
"ଏ ମାଟି ଓଡ଼ିଶା.....
ଏ ଜାତି ଓଡ଼ିଆ....
I really love this song.... ବନ୍ଦେ ଉତ୍କଳଜନନୀ....🙏🙏🙏
ମୋ ଓଡ଼ିଶା ମହାନ୍ 🙏 ଓଡ଼ିଆ ପରମ୍ପରା ଓ ସଂସ୍କୃତି ସବୁକିଛି ଏ ଗୀତରେ ସ୍ଥାନ ପାଇଛି🙏ଅତି ସୁନ୍ଦର।
ବନ୍ଦେ ଉତ୍କଳଜନନୀ 🙏ମୁଁ ଓଡ଼ିଆ ବୋଲି ଗର୍ବିତ
ଆମେ ଓଡ଼ିଆ, ବହୁତ ବଢିଆ । ଜୟ ଜଗନ୍ନାଥ ❤️❤️❤️
ଏ ଗୀତ ରେ ଏମିତି ଏକ ଯାଦୁ ରହିଛି ଯାହା ବାରମ୍ୱାର ଶୁଣିବାକୁ ଇଚ୍ଛା ହେଉଛି।
ବନ୍ଦେ ଉତ୍କଳ ଜନନୀ।
ଜୟ ଜଗନ୍ନାଥ।
ଆମ ଓଡିଶାକୁ ନେଇ ଆଜି ଉତ୍କଳ ଦିବସରେ ବହୁତ ସୁନ୍ଦର ଗୀତ ଟି ଆସିଛି....❤❤❤
ବନ୍ଦେ ଉତ୍କଳ ଜନନୀ 👍👍ଜୟ 👏👏ଜଗନ୍ନାଥ
❤️ସୁନ୍ଦର ଏ ସଂରଚନା❤️
ପ୍ରେମ ର ପରିଭାଷା ବାରି ହୋଇପଡୁଛି ଏ ସଙ୍ଗୀତ ରେ
❤️ମନ ମୁଗ୍ଧକର❤️
🙏ବନ୍ଦେ ଉତ୍କଳ ଜନନୀ🙏
ଓଡ଼ିଆ ହୋଇଥିବାରୁ ମୁଁ ଗର୍ବିତ
🙏 ବନ୍ଦେ ଉତ୍କଳ ଜନନୀ 🙏
ମୁଁ ଓଡ଼ିଆ 🙏🏻🙏🏻🙏🏻 ବନ୍ଦେ ଉତ୍କଳ ଜନନୀ
ପ୍ରକୃତିରେ ପୂର୍ଣ୍ଣ ମୋରି ଜନ୍ମ ମାଟି...
କଳା ଓ ସଂସ୍କୃତିକୁ ରଖିଛି ସାଉଁଟି।
🙏🙏🙏
ବନ୍ଦେ ଉତ୍କଳ ଜନନୀ
ଆମେ ଓଡ଼ିଆ
ସତରେ ଗର୍ବ ଲାଗୁଛି ମୁଁ ଓଡ଼ିଆ ବୋଲି ❤️❤️❤️🙏🙏🙏🙏🙏🙏ବେଶି ଗର୍ବ ଲାଗୁଛି ମୁଁ ଜଗା ପାଖେ ରହୁଛି 🙏🙏🙏🙏
ବହୁତ୍ ଭଲ ଗୀତ ଟେ ମନକୁ ଛୁଇଁ ଗଲା ଭଳି ହେଲେ ଦୁଖ ଲାଗୁଚି କି ଅଲଗା କିଛି ଗୀତ ହେଲେ ୧ ମିଲିହାନ ହୋଇଯାଅ ୧ ଦିନ ରେ ହେଲେ ଏତେ ଭଲ ଗୀତ କୁ ବହୁତ୍ କମ୍ ଲୋକ ପସନ୍ଦ କରୁଛନ୍ତି
ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ ଗୀତ ମୋତେ ବହୁତ ଭଲ ଲାଗିଲା ମୁଁ ଗର୍ବିତ ମନେକରୁଛି
ମନ ଖୁସି ହୋଇଗଲା ।ବହୁତ ସୁନ୍ଦର
ଆମେ ଓଡ଼ିଆ❤️
ସବୁଠୁ ବଡିଆ 😀
ମୁଁ ଓଡ଼ିଆ ବୋଲି ଗର୍ବ କରେ
ଆମ ଭାଷା ନିଆରା,
ଆମ ସଂସ୍କୃତି ଓ ପରମ୍ପରା ନିଆରା🙏
ବନ୍ଦେ ଉତ୍କଳଜନନୀ
ଜୟ ଜଗନ୍ନାଥ 🙏🙏
ବନ୍ଦେ ଉତ୍କଳଜନନୀ🙏ଜୟ ଜଗନ୍ନାଥ 🙏 ଆମେ ଓଡ଼ିଆ ଭାରି ବଢ଼ିଆ
ରହିଥିବା ଆମେ ରିରଦିନିଆ
ଆମ ଶାଗ ପଖାଳ ଖିଆ
ମନରେ ଶାନ୍ତି ଭରିଦିଏ ଶ୍ୱାଦ ତାର ଲାଗେ ନୁଆ
କେତେ ଯେ ଜାନି ଯାତରା
ମନ ହୁଏ ଆତ୍ମଭରା
ଓଡିଆ ଭାରି ବଢିଆ❤
ବନ୍ଦେ ଉତ୍କଳ ଜନନୀ❤❤❤❤
Love u odisha ❤❤❤
ମୋ ଓଡିଶା ମୋ ଭାଷା ସବୁଠୁ ମହାନ
ଜୟ ଜଗନ୍ନାଥ
🙏🙏🙏
ବନ୍ଦେ ଉତ୍କଳ ଜନନୀ 🙏 ଜଣେ ଓଡ଼ିଆ ଭାବେ ମୁଁ ଗର୍ବିତ ।
ବନ୍ଦେ ଉତ୍କଳ ଜନନୀ 🙏
ବନ୍ଦେ ଉତ୍କଳ ଜନନୀ 🙏
ବନ୍ଦେ ଉତ୍କଳ ଜନନୀ 🙏
କେଡେ ସୁନ୍ଦର ରାଇଜ ମୋର
କେଡେ ମିଠା ମୋ ଭାଷା।।।।
ଓଡିଶା ମୋ ଓଡିଶା।।।
ଜୟ ଜଗନ୍ନାଥ .....🙏ବନ୍ଦେ ଉତ୍କଳ ଜନନୀ🙏 ମୁଁ ଓଡ଼ିଆ ବୋଲି ଗର୍ବିତ
ଖୁସି ରେ ଲୁହ ଆସିଗଲା ❤❤❤🙏🙏🙏🙏ଜୟ ଜଗନ୍ନାଥ ଜୟ maa ସମଲେଇ 🙏🙏❤❤❤❤❤❤❤❤
ମୋ ଓଡିଶା ପାଇଁ ମୁଁ ଗର୍ବିତ
ବନ୍ଦେ ଉତ୍କଳ ଜନନୀ ❤️😇
ଓଡିଶା ସଂସ୍କୃତି ଓ ପରମ୍ପରା ର ଗୋଟେ ଅତି ସୁନ୍ଦର ପରିଭାଷା.....
ବନ୍ଦେ ଉତ୍କଳ ଜନନୀ, ମୋ ଓଡ଼ିଶା କଥା.....
ମୁଁ ହେଇଥିବାରୁ ଗର୍ବ ଅନୁଭବ କରୁଛି ❤️❤️❤️❤️
ଜୟ ଜଗନ୍ନାଥ 🙏🙏🙏🙏
Proud to be an odia..... Jai Jagannath 🙏🙏🙏🙏
ବନ୍ଦେ ଉତ୍କଳ ଜନନୀ
ଜଣେ ଓଡ଼ିଆ ଭାବେ ମୁଁ ଗର୍ବୀତ,,ବନ୍ଦେ ଉତ୍କଳ ଜନନୀ✊✊✊
ଧନ୍ୟବାଦ ପ୍ରେମ ଆନନ୍ଦ ମହୋଦୟ ଏବଂ ସମସ୍ତ କର୍ମକର୍ତା.... ଆମର ମିଉଜିକ
Thanks for Premanand sir to fill to proud & making this type of song really hatsup...ମୁ ଏ ଗୀତ ଶୁଣି ମୋ ଆଖିରେ ଲୁହ ଆସି ଗଲା...
ଅତି ସୁନ୍ଦର ଭାବ.. ଜୟ ଜଗନ୍ନାଥ 🙏
ଆମ ଭାଷା ବଢିଆ , ଆମେ ଓଡ଼ିଆ ।
ଜୟ ଜଗନ୍ନାଥ 🙏
ବନ୍ଦେ ଉତ୍କଳ ଜନନୀ 🙏
ବନ୍ଦେ ଉତ୍କଳ ଜନନୀ🙏ଜୟ ଜୟ ଜଗନ୍ନାଥ🙏
Proud to be a Samabalpuria❤ Jay Maa Samleiswari 🙏
Are Sambalpuria not Odia?
ଆମେ ଓଡ଼ିଆ ଭାରି ବଢିଆ,ମୁ ଓଡିଆ ବୋଲି ଗର୍ବିତ
ଓଡ଼ିଆ ଭାବେ ମୁଁ ନିଜକୁ ଗର୍ବ କରେ । ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରିକ ଶୁଭେଚ୍ଛା ।
ମୋ ଜାତି ଓଡ଼ିଆ,ମୋ ଜଗନ୍ନାଥ .....ମୋ ପୋଖାଳ ସବୁଠୁ ବଢିଆ🙏🙏🙏🙏🙏
ଏ ମାଟି ଓଡ଼ିଶା , ଏ ଜାତି ଓଡ଼ିଆ , ମୋ ଗର୍ବ ଗୌରବ ଓଡ଼ିଶା ❤️ ମୋ ଭଲ ପାଇବା ଓଡ଼ିଶା 🙏🏻👍🏻
The best song and singers of odisha.. Koti koti pranam to premanand sir for this song
ମୁଁ ଗର୍ବ କରୁଛି ଜଣେ ଓଡ଼ିଆ ଭାବେ ,,,,,
ବହୁତ୍ ସୁନ୍ଦର ଗୀତ ,,,ବେଶ୍ ମନ ଛୁଆଁ ,,,,👍
ବହୁତ ବଢ଼ିଆ...
ଓଡ଼ିଆ ଭାରି ବଢ଼ିଆ
Excellent Video..
Proud of U Rajesh.. Being a Part of this Beautiful Video.
ଚିର ଦିନ ପାଇଁ ମୋ ମନରେ ରହିଯିବ ଏହି ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ
ବହୁତ୍ ସୁନ୍ଦର୍.. ଜୟ ଓଡ଼ିଆ
ମୁଁ ଓଡ଼ିଆ ଭବେ ଗର୍ବିତ 🙏
ଆମେ ଓଡ଼ିଆ ସବୁଠୁ ବଢ଼ିଆ 🙏🙏🙏🙏🙏🙏
ବନ୍ଦେ ଉତ୍କଳ ଜନନୀ 🙏🙏🙏ମନକୁ ପୁରା ଛୁଇଁ ଦେଲା ଏ ଗୀତ🙏🙏🙏
ମୁଁ ଓଡ଼ିଆ...
ମୋ ଭାଷା ଓଡ଼ିଆ...
ମୋ ଲେଖା ଓଡ଼ିଆ...
ମୋ ପରମ୍ପରା ଓଡ଼ିଆ...
ମୋ ପୂଜା ଓଡ଼ିଆ...
ବନ୍ଦେ ଉତ୍କଳ ଜନନୀ...
ଓଡ଼ିଶା ମାଟି ଜନ୍ମ ହୋଇ ମୁଁ ନିଜ କୁ ଗର୍ବିତ ମନେ କରୁଛି 🙏🙏🙏
❤️❤️❤️❤️
ମୁଁ ଗର୍ବ କରେ ମୁଁ ଓଡ଼ିଆ
ସତରେ ଆମେ ଓଡ଼ିଆ ଆମ ଜାତି କେତେ ବଢିଆ
ଧନ୍ୟବାଦ ଆପଣ ମାନଙ୍କୁ, ଯେ ଆପଣ ମାନେ ଆମ ଓଡ଼ିଶାର ର ଅନେକ କଥା ଦେଖେଇ ଦେଇଛନ୍ତି
ଆଜିର ପିଲାମାନେ ଏତେ କଥା ଜାଣି ନଥିବେ,ଏ ଭିଡ଼ିଓ ଦେଖିଲା ପରେ ଜାଣି ପାରିବେ,
ଜୟ ଜଗନ୍ନାଥ
ମୋ ଓଡିଶା ମୋ ଜାତି ଓଡ଼ିଆ ବହୁତ ଭଲ ହେଇଛି ମୁଁ କାଳିଆ ମାଟିରେ ଜନ୍ମ ନେଇଛି
ଜୟ ଜଗନ୍ନାଥ
🙏🙏🙏🙏🙏🙏🙏
Bande Utkal Janani 🙏🙏🙏
A mati Odisha A jati Odia
Mu garbita mu Jane Odia Awesome Music 👍👍👍
Excellent 💐💐💐💐
Sabuthu niara ama bhasa
I Love this song ❤️❤️❤️❤️❤️ really fantastic
E Gita suniki prana Kandi uthuchi..ete Sundar Gita sabda nahi mo pakhare Prakash karibaku😭💜💜💜
ମୋ ମାଟି ମୋ ମା ସବୁଠୁ ବଢ଼ିଆ। ବନ୍ଦେ ଉତ୍କଳ ଜନନୀ। 🙏🙏🙏🙏🙏
ବନ୍ଦେ ଉତ୍କଳ ଜନନୀ 🙏🙏 ଗର୍ଵରେ କୁହ ମୁଁ ଓଡ଼ିଆ 🙏🙏🙏🙏 କିନ୍ତୁ ଆମ ନବୀନ ଭାଇ କୁ ଓଡ଼ିଆ ଜଣାନାହିଁ
ବନ୍ଦେ ଉତ୍କଳ ଜନନୀ
ମୁଁ ଓଡ଼ିଆ ବୋଲି ବହୁତ ଗର୍ବିତ
Heart ରୁ କହୁଛି, 10 th ରେ ପଢ଼ିଥିଲି ଗୋଟେ କବିତା ଗ୍ରାମପଥ. ତା ଠୁ ବି ଏ କବିତା ଭଲ ଲାଗିଲା
ପ୍ରକୃତି ରାଣୀ ର ଅଲିଅଳି କନ୍ୟା
ଉତ୍କଳ ମାଟି ମାଆ
କୋଟି ଓଡ଼ିଆର ପ୍ରାଣର ଦେବତା
ଜଗନ୍ନାଥ ଆମ ସାହା
👌👌👌👌👌👌👌👌
🙏ବନ୍ଦେ ଉତ୍କଳ ଜନନୀ🙏
Nice
👌👌👌👌👌
👍👍👍👍👍👍
,ବନ୍ଦେ ଉତ୍କଳ ଜନନୀ ❤️
This song will be for forever like Odisha mo Odisha song.... ବନ୍ଦେ ଉତ୍କଳଜନନୀ
Nice directed by jaya mam👍
E gita suniki odisha ra sabu ପର୍ବ ପର୍ବାଣୀ mane padi jauchi i miss you ଓଡିଶା
What a great creation.🙏
ବନ୍ଦେ ଉତ୍କଳ ଜନନୀ
I am felling very proud as an Odia.
Jay koshal
@@Ghanashyam_Kisan34 koshal uttar pradesh re achhi odisha re nuhen
ଧନ୍ୟ ମୋ ଓଡ଼ିଶା
👉❤🙏🇮🇳💪🙋
ଅତି ସୁନ୍ଦର 👌. ହୃଦୟକୁ ଛୁଇଁଲା ଭଳି ଗୀତ ଟିଏ. ପ୍ରକୃତରେ ଆମେ ଓଡିଶା ବାସୀ ଗର୍ବ କରିବା ଉଚିତ , ଆମ ଭାଷା , ସଂସ୍କୃତି ପାଇଁ. ଯେଉଁ ମାନଙ୍କ ଉଦ୍ୟମରେ ହେଇଛି ସମସ୍ତଙ୍କୁ ମୋର ଅଶେଷ ଧନ୍ୟବାଦ ଜଣାଉଛି. ବନ୍ଦେ ଉତ୍କଳ ଜନନୀ 🙏🙏🙏🙏🙏🙏🙏
Perfect song.. ଗରବେ କହିବା ଆମେ ଓଡ଼ିଆ
Proud to be a Odissa culture ......
ବନ୍ଦେ ଉତ୍କଳ ଜନନୀ 🙏🏻
I love odisha
ବହୁତ ସୁନ୍ଦର.... ଏହି ଗୀତ ଓଡ଼ିଶାର ଗର୍ବ ଓ ଗୌରବ... ଓଡିଶାର ସମସ୍ତ ଚିତ୍ର ଓ ଚରିତ୍ରକୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି । ଏହା ଗୀତ ନୁହେଁ ,ଏହା ଓଡ଼ିଶାବସୀଙ୍କ ମନର ଏକ ଆବେଗ ।।।
ama odisha ra sabu khetrare exceptional talented loka achanti kintu gacha tala andhara bhali bartamanara abastha.jahaheu,gitati suni ati anandita heli.All are exceptional talented singers.Prem bhainku gote hin anurodha,sabu album au movie re kebala odia nku hin niantu.bande utkala janani❤
ଓଡ଼ିଆ ମୋ ଭାଷା
ଓଡ଼ିଆ ମୋ ଜାତି ଓ ଉକ୍ତଳ ଦୀଵସ ର ଅଭିନନ୍ଦନ🤗🤗
Heart❤💕💕 touching &feeling song🎶🎤
Thanks for all dedicated this song🎤 thanks ❤🤗to🥳 prema nanda sir