ଆଜିର ଶବ୍ଦ -ଅଣାକ୍ଷର | Spiritual Meaning Of Word -Anakhyara by Prof.Natabara Satpathy |Sidharth Bhakti

แชร์
ฝัง
  • เผยแพร่เมื่อ 15 ต.ค. 2024

ความคิดเห็น • 150

  • @bishnulalita218
    @bishnulalita218 2 ปีที่แล้ว +3

    OM Shree Guru ❤🙏⭕‼️⭕Jay Jagannath swami nayana patha game bhab tume ❤🙏⭕‼️⭕

  • @seshadevsahoo4856
    @seshadevsahoo4856 3 ปีที่แล้ว +6

    ଓଁ ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଅଚ୍ୟୁତାନନ୍ଦ, ଏହି ଅକ୍ଷର ହେଉଛି ପରମାତ୍ମା ଓ ପରଂବ୍ରହ୍ମ, ଶୂନ୍ୟଶୂନ୍ୟ ନାହାଶୂନ୍ୟ...

  • @ratnakarrout5572
    @ratnakarrout5572 ปีที่แล้ว +1

    Jai jagarnth Swami Nayan pathagami Bhabatume OM Shanti Om Shanti Om Shanti

  • @sharatnayak5181
    @sharatnayak5181 ปีที่แล้ว +1

    Hariom prabhuji jay.gurudev jay.jagannath

  • @rabindrapradhan8639
    @rabindrapradhan8639 7 หลายเดือนก่อน +1

    Trahiachuta trahi jagannath charane swarana dia prabhu kurti kurti pranam prabhu jagataku udhar kar prabhu gurudev pranam

  • @kunjamohanmishra69
    @kunjamohanmishra69 ปีที่แล้ว +2

    ଅନାକ୍ଷର ବ୍ରହ୍ମ।ଜୟ ଅଚ୍ୟୁତ।

  • @pratapchandrbehera6551
    @pratapchandrbehera6551 3 ปีที่แล้ว +19

    ଅନନ୍ତ ନାମ ଅନ୍ତ ନାଇଁ ଅଣଅକ୍ଷର ଯାର ଦେହି ।
    ଅଣକ୍ଷର ବ୍ରହ୍ମ ଶରଣ 🙏

    • @sukoonzindagi949
      @sukoonzindagi949 7 หลายเดือนก่อน

      ब्रम्ह एकाक्षर क्या है भाई ❤

  • @bhagbansethi336
    @bhagbansethi336 10 หลายเดือนก่อน

    କୋଟି କୋଟି ପ୍ରଣାମ ପ୍ରଭୁ ❤️❤️❤️❤️❤️🌹🌹🌹🌹🌹

  • @chakradharanaik7647
    @chakradharanaik7647 2 ปีที่แล้ว +2

    Jai shree Ram

  • @samit143
    @samit143 ปีที่แล้ว +2

    Jay jagannath 🙏🏻 Jay panchasakha

  • @rinkumohantyrm8244
    @rinkumohantyrm8244 2 ปีที่แล้ว +3

    Jay Shree Madhaba
    🙏🙏🙏🙏🙏

  • @sidheswar.tanistha.nandagm2245
    @sidheswar.tanistha.nandagm2245 ปีที่แล้ว +1

    ସର୍ବଶକ୍ତିମାନ ଈଶ୍ବର ଏକ ତାଙ୍କ ଶରଣାପନ୍ନ ହୋଇ ଥରେ ଏକାଗ୍ର ହୋଇ ବସି ଆତ୍ମଚିନ୍ତନ କର ମୁକ୍ତ ହୃଦୟଙ୍ଗମ ହେବ। ଏ ଚରାଚର ଜଗତର ପରିକଳ୍ପନା କେବଳ ସେହି ଶକ୍ତିର ସର୍ଜନା ସେ ସର୍ବଶକ୍ତିମାନ ଓ ଅବିନାଶୀ।

  • @saradakantamishra6179
    @saradakantamishra6179 3 ปีที่แล้ว +26

    ବଡ ଦୁଃଖ ଲାଗିଲା କି ମହାନ ତତ୍ତ୍ବ ବୁଝାଇବାକୁ ଯାହାକୁ ଡକା ଯାଇଛି ତାଙ୍କର ଜ୍ଞାନ ସାହିତ୍ୟରେ ସୀମିତ। ସେ କୌଣସି ସିଦ୍ଧଯୋଗୀ ନୁହନ୍ତି। ଅଯଥା କଥା ଗୁଡିଏ କହି ନିଜର ଓ ଅନ୍ଯମାନଙ୍କ ସମୟ ନଷ୍ଟ କଲେ। ଯଦି ଜାଣିବାରେ ଇଛୁକ ତେବେ ଯାଆନ୍ତୁ ଛତିଆର ଉଦାସ ଆଶ୍ରମ। ସେଠି ସବୁ ବୁଝିପାରିବେ। ବ୍ରହ୍ମ ଜ୍ଞାନ ଏମିତି ହାଟରେ ମିଳେନି। 'ଗୁରୁ ଆଜ୍ଞା ଖଟ ହୋ ଚାଟ'।

  • @ajaysamal1195
    @ajaysamal1195 3 ปีที่แล้ว +1

    Jai jagannth jai Achutaya nada jai pacha sakha Namah

  • @manoranjanbehera8665
    @manoranjanbehera8665 ปีที่แล้ว +1

    Om guru Saranm

  • @dambarubehera1018
    @dambarubehera1018 2 ปีที่แล้ว +7

    କ୍ଷମା କରିବା ହେବେ,ପ୍ରଥମେ ପୁର୍ଣତା ପାଆନ୍ତୁ ,ତାପରେ ପ୍ରବଚନ କରିବା ହେବେ

  • @balabantaparida855
    @balabantaparida855 ปีที่แล้ว +1

    Jay Jagannath

  • @bishnucharanbiswal262
    @bishnucharanbiswal262 3 ปีที่แล้ว +7

    ବଡ ଦୁଃଖର ବିଷୟ ଏହା ଯେ, ଏ ମହାଶୟ ଜଣଙ୍କୁ କିଛି ଜଣାନାହିଁ । ବେକାର କଥା ପୁଳାଏ ଶିଖିଛନ୍ତି । ଯଦି ଅଣାକ୍ଷର ବିଷୟରେ କିଛି ଜାଣିବାର ଅଛି ତେବେ
    ଠିକ୍ ଗ୍ୟାନିଙ୍କ ପାଖକୁ ଯାଆନ୍ତୁ। କିଛି ସଠିକ୍ ତଥ୍ୟ
    ପାଇଯିବେ।

  • @subashmohanty6487
    @subashmohanty6487 ปีที่แล้ว +4

    ଏକାକ୍ଷର, ଅଣାକ୍ଷର, ଅଣାକାର- ଏସବୁ ବ୍ଯକ୍ତି କୈନ୍ଦ୍ରିକ ଅବା ସାଧୁ କୈନ୍ଦ୍ରିକ କୁହା ଯାଇପାରେ। ଶରୀରତତ୍ତ୍ଵକୁ ଯା'ନ୍ତୁ, ନିଜର ହ୍ରୁଦୟ ର ସ୍ପନ୍ଦନ ରୁ ଆସୁଥିବା ସବ୍ଦ ରୁ ଉପରୋକ୍ତ ସବ୍ଦର ଉତ୍ତର ଆପେ ପାଇଯିବେ। ଜୟ ଗୁରୁ।

  • @rushinathsethy9095
    @rushinathsethy9095 ปีที่แล้ว +1

    Omsaranam
    Akakhyar
    Anakhyar
    Jibaparamara
    Sariratatwa

  • @bhagbansethi336
    @bhagbansethi336 10 หลายเดือนก่อน

    ତତ୍ୱ ବୁଝିଲେ ଭ୍ରାନ୍ତି କଟେ ପ୍ରଭୁ ❤️❤️❤️❤️❤️🌹🌹🌹🌹🌹

    • @Wannasee-me
      @Wannasee-me 6 หลายเดือนก่อน

      ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି
      ଭବ ସାଗରୁ ତରି ଯାନ୍ତି

  • @deepkbiswal9907
    @deepkbiswal9907 3 ปีที่แล้ว +1

    Jay jagannath mahaprabhu

  • @sidheswartripathy3028
    @sidheswartripathy3028 3 ปีที่แล้ว +2

    ଜୟ ଜଗନ୍ନାଥ ସ୍ୱାମୀ

  • @dharanimanohari
    @dharanimanohari ปีที่แล้ว

    Nice ok nice ok

  • @trilochannayak9749
    @trilochannayak9749 3 ปีที่แล้ว +6

    ଶଦ୍ଦବ୍ରହ୍ମ କୁ ଶଦ୍ଦରେ ଇଙ୍ଗିତ କରାଯାଇପାରେ
    ମାତ୍ର ବୁଝିବା ଲୋକଟି ଅଧିକାରୀ ହୋଇଥିବେ, ଅନ୍ୟପାଇଁ ନୁହଁ | ଅଜଣ|କୁ ଅଜଣ| | ଓଁ ତତସତ

  • @nilachakrabarik1342
    @nilachakrabarik1342 3 ปีที่แล้ว +2

    Jay jay madhava 🙏🙏🙏🙏🙏🙏🙏

  • @asitrout7659
    @asitrout7659 2 ปีที่แล้ว +1

    🙏🙏🌹ପ୍ରଣାମ. ଜୟ ଜଗନ୍ନାଥ

  • @badalchampati493
    @badalchampati493 3 ปีที่แล้ว +2

    Jay sri rama ❤️🙏

  • @pramilabarik3626
    @pramilabarik3626 ปีที่แล้ว +1

    🙏🙏💐

  • @binodbhukta1125
    @binodbhukta1125 3 ปีที่แล้ว +20

    ଏକାକ୍ଷର ଅଣା କ୍ଷର ବାହାରେ ନାହିଁ, ଶରୀର ଭିତରେ ହିଁ ଅଛି। ତେଣୁ ବାହାର କୁ ଛାଡ଼ି ଭିତରକୁ ଦେଖି ଆଲୋଚନା କରନ୍ତୁ। ଏହାକୁ ଅଧିକ ଜାଣିବା ପାଇଁ ଅଚ୍ୟୁତ ଙ୍କ (ପରମ ସଂହିତା), ସୁଧା ସାର ଗୀତା ଅବଶ୍ୟ ଦ୍ରଷ୍ଟବ୍ୟ । ଅନାମ ବ୍ରହ୍ମ ଶରଣ

  • @bindumadhavdas1632
    @bindumadhavdas1632 3 ปีที่แล้ว +3

    ବଦନ୍ତି ତତ୍ ତତ୍ ବିଦସ୍ ୟଦ୍ ଜ୍ଞାନମ୍ ଅଦ୍ଵୟମ୍
    ବ୍ରହ୍ମେତି ପରମାତ୍ମାତି ଭଗବାନ ଇତି ଶବ୍ଦତେ

  • @raghunathbag6715
    @raghunathbag6715 ปีที่แล้ว

    Sri Sri Guru Mangalamaya saran

  • @BijayBijaylattanayak-nf3ge
    @BijayBijaylattanayak-nf3ge ปีที่แล้ว

    Nirakar Narayan, srusti ra atai mula karan.

  • @dinabandhupanda7054
    @dinabandhupanda7054 ปีที่แล้ว +1

    ଆଲୋଚନା ଟି ହୃଦୟ ସ୍ପର୍ଶି !ଜିଂଜ୍ଞାସା ଆମକୁ
    ବ୍ରହ୍ମ କୁ ସୂଚାଇ ପାରିବ......

  • @rameshchndrabehera2769
    @rameshchndrabehera2769 3 ปีที่แล้ว +1

    Omm brahma

  • @sandhyaranibehera2944
    @sandhyaranibehera2944 2 ปีที่แล้ว +2

    He maya dhari, to maya kie janiba, jogi joge basi jaha na paile siba, to maya kie janiba,,,,,, ame ta chhara manaba, pravu mahadeb jahankara barnana karipari nahanti ame ba anakara bramha katha kan kahiba.mu murkha etiki kahibi bhagaban sarba saktiman, jahanka saktire ye sansara sruti, sthiti, pralaya heuchhi. Sei sarba saktiman nkara pada tale sarana pasuchi, daya kara ye sansarara mangala kara.

  • @gouttamgiri1293
    @gouttamgiri1293 หลายเดือนก่อน

    ଏହା ଆତ୍ମ ଜ୍ଞାନୀ କହିବେ । ଆପଣଙ୍କ ପରି ପଣ୍ଡିତ ବିଦ୍ୟାବାନ ଙ୍କ ପକ୍ଷେ ସମ୍ଭବ ନୁହେଁ ।

  • @sadanandakanhara5170
    @sadanandakanhara5170 ปีที่แล้ว

    Jayajagarnatha

  • @Jay-rz2cg
    @Jay-rz2cg 3 ปีที่แล้ว +2

    Jay jagannath Jay jagannath Jay jagannath

  • @saradasahoo2865
    @saradasahoo2865 3 ปีที่แล้ว +8

    Sabukichi Ehi Anakhyara yantra bhitare Achi E bada gahana patha. Mu murkha kichi janini kebala puja kare. Kebela etiki janichi. Jahankara akara nahi se Anakara. Sunya sunya mahasunya. Arupa. Alekha. He nirakara. He Anadi. Rakhyakara pravu. Mayara sansaru udhara kara

  • @sureshpradhan5947
    @sureshpradhan5947 ปีที่แล้ว

    Hari omm

  • @subashpradhan6458
    @subashpradhan6458 3 ปีที่แล้ว

    Jay jagannath Jay panchasakha Bhubaneswar Balianta

  • @pkmallick9478
    @pkmallick9478 3 ปีที่แล้ว +6

    Very good spiritual learning
    .

  • @prasantamohantymohanty8938
    @prasantamohantymohanty8938 ปีที่แล้ว +1

    ଆଜ୍ଞା ଏମିତି -
    ନଥିଲା ଦିବସ ରଜନୀ,
    ନଥିଲା ଭବନ ମେଦିନୀ.
    ନଥିଲା ଜଳ ସ୍ଥଳାନୀଳ,
    ନଥିଲା ଗଗନ ମଣ୍ଡଳ.
    ନଥିଲେ ବ୍ରହ୍ମ୍ ବିଷ୍ଣୁ ଶିବ,
    ନଥିଲା ବେଦର ସ୍ଵଭାଵ. (ବ୍ରହ୍ମହାଣ୍ଡ ଭୂଗୋଳ )

  • @Jagannath989
    @Jagannath989 3 ปีที่แล้ว +1

    ॐଗୁରୁ ଅଚ୍ୟୁତାନନ୍ଦ ନମଃ

  • @palliraniaravlog2066
    @palliraniaravlog2066 3 ปีที่แล้ว +3

    🙏🙏🙏🙏

  • @prasantamohantymohanty8938
    @prasantamohantymohanty8938 ปีที่แล้ว

    ଆଜ୍ଞା ଆକାଶ ବୋଲି କିଛି ନାହିଁ, ସବୁ ଶୂନ୍ୟ. ଅଣାକ୍ଷର ତତ୍ତ୍ୱ କାହିଁ, ଏ ବିଷୟରେ ଆଲୋଚନା କଲେ ମୁଣ୍ଡ ଖରାପ ହୋଇଯିବ. ତତ୍ତ୍ୱ ଦର୍ଶୀ ଏହା କହିପାରିବେ.

  • @dasarathimahalik441
    @dasarathimahalik441 ปีที่แล้ว

    Hariomtatsat

  • @bibhubaibhav453
    @bibhubaibhav453 ปีที่แล้ว +2

    Very useful program 🙏

  • @saikrishnamychannel4890
    @saikrishnamychannel4890 ปีที่แล้ว

    ଏସବୁ ଆଲୋଚନା କରିବା ଠିକ୍ ନୁହେଁ, ଏହା ଗୁରୁମୂଖୀ ହେବା ଉଚିତ, ନଚେତ୍ କହୁଥିବା ଲୋକେ ଏବଂ ଶୁଣୁଥିବା ଲୋକେ ଉଭୟ ବିନାଶ ହେବେ, ଏଣୁ ଏହି ପ୍ରୋଗ୍ରାମ କୁ ବନ୍ଦ କରନ୍ତୁ

  • @Lipun2024
    @Lipun2024 8 หลายเดือนก่อน

    ଓଂ ମା ଗୋ ଠ ମୋଠ ପୀଠ ପା ଠ ଅ ନ ଗୋଲ ମା Golo ପଞ୍ଚମ ଅବସ୍ଥା ଅନନ୍ତ କାଳ ଜୀବନ ଯାତ୍ରା

  • @suvenduswain242
    @suvenduswain242 3 ปีที่แล้ว

    Jay jagannath

  • @JayJagannath-yr4nf
    @JayJagannath-yr4nf 2 ปีที่แล้ว +1

    ଜୟ ଜଗନ୍ନାଥ।ଅଣାକ୍ଷର କଥା ଭୁଲ କହିଲେ। ସାର ଅଚ୍ୟୁତାନନ୍ଦ ଦାସ ଙ୍କର ବହି ପଢନ୍ତୁ।

    • @jagannathsevakindraneel2361
      @jagannathsevakindraneel2361 ปีที่แล้ว

      %+ CT0 CTpp call no no
      ❤❤😂😅😊 ni ni❤
      😮🎉😂❤😊 hu😊😅😮 to me😊😅❤😊

  • @mitaranibehera3564
    @mitaranibehera3564 3 ปีที่แล้ว +2

    Good 🙏🙏🙏🙏

  • @pradiptakumarmishra3957
    @pradiptakumarmishra3957 2 ปีที่แล้ว +2

    Agaru loke ahipari
    Chinha hatare kutauthile.
    Mu pachari thili janaku.
    Se kahithile aeha
    "Sarba Deba Debee
    Samanuyare (Brahma.)
    ( Om . )
    Om Shanti Shanti Shanti.

  • @anamikamishra1622
    @anamikamishra1622 ปีที่แล้ว

    🎉

  • @rohitabhoi3716
    @rohitabhoi3716 3 ปีที่แล้ว

    Om .namo achutananda

  • @daitarimohalik2430
    @daitarimohalik2430 3 ปีที่แล้ว +2

    Ati Sundar abalekhania Anna akaro 🙏💧🔥🌅🌙🌟💥🖖🖖⚡🌏

  • @sasmitas94
    @sasmitas94 ปีที่แล้ว +1

    This much knowledge i also have. If you don't know about something then don't play round about. A LITTLE KNOWLEDGE IS DANGEROUS.

  • @chandandehuri2383
    @chandandehuri2383 3 ปีที่แล้ว

    Thankes

  • @sibarampradhanl7463
    @sibarampradhanl7463 3 ปีที่แล้ว +1

    Nice presentations

  • @BijayBijaylattanayak-nf3ge
    @BijayBijaylattanayak-nf3ge ปีที่แล้ว

    Akhyar madhyen a muhin . O emane mora alankar.

  • @bhubananandaswain7361
    @bhubananandaswain7361 ปีที่แล้ว

    ଏକାକ୍ଷର ବିଷୟ ଆଲୋଚନା ପ୍ରସଙ୍ଗ ଥିବା ବେଳେ ଅନ୍ୟ ପ୍ରସଙ୍ଗ ଆଲୋଚନା କରିବା ଠିକ୍ ଲାଗିଲା ନାହିଁ ।
    ଅକ୍ଷର ବ୍ରହ୍ମକୁ ବୁଝିବାକୁ ହେଲେ ପ୍ରଥମେ ଅକ୍ଷର ଓ ମାତ୍ରା ବିଷୟରେ ସିଦ୍ଧ ଜ୍ଞାନ ଆବଶ୍ୟକ ।
    'ଏକାକ୍ଷର ବ୍ରହ୍ମ ' ବସାଣ :-
    ୧- ପ୍ରଥମେ ୩ ଅଙ୍କ ଲେଖ
    ୨- ଆଠ ପଣ କୁ ତହିଁ ଯୋଖ
    ୩- ଡାହାଣେ ପଦିକାଏ ଦିଅ
    ୪- ବାମରେ ଏ କାର ଫେରାଅ
    ୫- ଉପରେ ଦିଅଯେ ଛା ଟେ ଣି
    ୬- ତା ପାଖେ ଚନ୍ଦ୍ରବିନ୍ଦୁ ପୁଣି
    ୭- ତଳେ ୪ଅଙ୍କ ଲେଖ
    ୮- ଏହାକୁ ଯନ୍ତ୍ରରେ ନିରେଖ
    ୯- ଏହା ହୋଇଲା ଏକାକ୍ଷର
    ୧୦- ଏହାକୁ ଭଜୀ ଭବୁ ହୁଅ ପାର ।
    ତେଣୁ ମହାଶୟ , ଏ ମାତ୍ରାମାନଙ୍କର ବିଶେଷତ୍ଵ କଣ ବୁଝାଇଥିଲେ କିଛି ଉପକାର ହୋଇଥାନ୍ତା ।।

  • @amarendrakanhar5112
    @amarendrakanhar5112 3 ปีที่แล้ว +1

    Apana prakutare sarira tatwa gyana janichhanti

  • @paktripathy6053
    @paktripathy6053 ปีที่แล้ว

    Sir ପ୍ରଣାମ

  • @mangalsinghmarandi9860
    @mangalsinghmarandi9860 3 ปีที่แล้ว +4

    So beautiful 👍👍

  • @bhagirathisahoo6380
    @bhagirathisahoo6380 3 ปีที่แล้ว +2

    Agya kripa karke us bramha ki nama kuhantu

  • @malikabichhara8835
    @malikabichhara8835 3 ปีที่แล้ว +1

    Brahma Eka akhyar 24ti madhyru keutiku Hanuman Maharaja ji jappa kari Lanka ku Maa Sita thakuraniku thaba karibaku jaithile, Daya kari prakasha kale aneka adham ame tike para hoijiba ta sahaja Huanta

    • @mamtakumari1119
      @mamtakumari1119 ปีที่แล้ว

      Hanuman ra hunkar shabda yadi aapan jani chhanti ta hele sarvajanik karibar kripa karibe ki aagyan ??

  • @bhishmadevnaik5482
    @bhishmadevnaik5482 ปีที่แล้ว

    ପିନ୍ଡ ବରମାନ୍ଡ ଏକମତ ଏହା ଜାଣନ୍ତି ସୁ ପଣ୍ଡିତ, କ ରୁକ୍ଷ ଅକ୍ଷର, ପିନ୍ଡ ରେ ଯାହା ବରମାନ୍ଡ ତାହା, ଅଣାକାର ଏକାକ୍ଷର ଶିଷୁ ବେଦ, ପରମଗୁରୁ ଜୀବ ଶିଷ୍ଯ,

  • @ashokkumarpatra7377
    @ashokkumarpatra7377 3 ปีที่แล้ว +2

    ଶେଷ କଥା ପ୍ରାଞ୍ଜଳ ହୋଇପାରିଲା ନାହିଁ। 🙏🌹

  • @narayantripathy8515
    @narayantripathy8515 ปีที่แล้ว +3

    କ୍ଷର ଓ ଅକ୍ଷର ।
    ଯାହା ବ୍ରହ୍ମ ରୁ କ୍ଷର ହୁଏ ତା ଅକ୍ଷର ।
    ଯାହା ବ୍ରହ୍ମ ରୁ କ୍ଷର ନୁହେଁ ବା ଚ୍ଯୁତ ନୁହେଁ ତା ଅଣାକ୍ଷର ବା ଅଚ୍ଯୁତ ।
    ଏବିଷୟରେ ତତ୍ବ ଅନେକ ଅଛି ଏହାର ତତ୍ବ ସମସ୍ତ ଙ୍କ ପକ୍ଷେ ସମ୍ଭବ ନୁହେଁ ।
    ଗପ କହି ଭ୍ରାନ୍ତି ସୃଷ୍ଟି କରିବା ଠିକ୍ ନୁ ଏହା ଶଦ୍ଦ ବ୍ରହ୍ମ ରୁ ଚ୍ଯୁତ ନୁହେଁ ।
    ଏହି ଅଣାକ୍ଷର ମଧ୍ୟରେ ପ୍ରକୃତି ତତ୍ବ ନାହିଁ ।
    ଏହାକୁ ପ୍ରକୃତି ତତ୍ବ ରେ ସମାଧାନ କରିବା ହେଉଛି ଧୃଷ୍ଟତା ।

  • @yogacharyashreeshreegurude4935
    @yogacharyashreeshreegurude4935 3 ปีที่แล้ว +2

    25:00

  • @saisajanabehera6185
    @saisajanabehera6185 3 ปีที่แล้ว

    ମୁଁ ବହୁତ ଖୁସି

  • @jasobantasahoo2172
    @jasobantasahoo2172 ปีที่แล้ว +1

    ପ୍ରଭୁ ଦର୍ଶନ କିପରି ହୁଏ.

  • @chandannaik8715
    @chandannaik8715 3 ปีที่แล้ว +2

    Kichhi nua
    Jay jagannatha

  • @ringtonelovers001
    @ringtonelovers001 9 หลายเดือนก่อน

    ଗୃଧ୍ରପକ୍ଷୀ କୁ ନିତିଦିନିଆ ଆଜିର ଲୋକ କଥାରେ କଣ କହନ୍ତି,

  • @BijayBijaylattanayak-nf3ge
    @BijayBijaylattanayak-nf3ge ปีที่แล้ว

    Srusti ra pratham kabita , Dhara jetebele jalannaba thila voota, jangam janaami na thila.

  • @sashikantadas579
    @sashikantadas579 10 หลายเดือนก่อน

    ଭାଇ ଅଣାକ୍ଷର ଯନ୍ତ୍ର କଉଠି ମିଳିବ

  • @gayatrisingh8711
    @gayatrisingh8711 ปีที่แล้ว

    Hv to learn more clearly with experienced personality

  • @sambhunathmahalik3134
    @sambhunathmahalik3134 3 ปีที่แล้ว +1

    Jahara nahi adi anta see para sehi j jaganath

  • @rojalipriyadarshani1191
    @rojalipriyadarshani1191 2 ปีที่แล้ว +1

    Sir saranapanjara kn?

  • @ashokpradhan1242
    @ashokpradhan1242 ปีที่แล้ว +1

    Sir prasagat thiki alochana kala nahi

  • @goutamswain6189
    @goutamswain6189 2 ปีที่แล้ว

    Sadaguru Seba janipariba

  • @BijayBijaylattanayak-nf3ge
    @BijayBijaylattanayak-nf3ge ปีที่แล้ว

    Khira sindhu basi ebe martye aasi, sarba mashi jiba sehu abinashi .

  • @BiranchinarayanMishra-gz5ij
    @BiranchinarayanMishra-gz5ij 7 หลายเดือนก่อน

    ଅଣାକ୍ଷର ରେ ଅକ୍ଷର ନାହିଁ। ଏହା ତ ପ୍ରତୀକ ଅଣାକ୍ଷର କିନ୍ତୁ ପ୍ରକୃତରେ ଅଣାକ୍ଷର କ'ଣ? ଏହା ଅରୂପ ହିସାବରେ ଉତ୍ତର ଦିଅନ୍ତୁ ଯଦି ପ୍ରକ୍ରୃତ ରେ ଜ୍ଞାନ ଅଛି।

  • @bindumadhavdas1632
    @bindumadhavdas1632 3 ปีที่แล้ว

    ଶ୍ରୀମଦ୍ ଭାଗବତ କୁହନ୍ତି .....
    ଅହଂ ଏବାସମ୍ ଏବାଗ୍ରେ ନା ଅନ୍ୟତ୍ ସ୍ଥିତୋ ନା ପରେ......Lord Krishna says....aham evāsam evāgrenānyad yat sad-asat param paścād ahaṁ yad etac cayo 'vaśiṣyeta so 'smy aham between the course of creation....forgive me saying this "please don't mislead the general public with knowledge of a frog in well....... ଜଗତ ମିଥ୍ୟା ନୂହେଁ ଏହା ଅସ୍ଥାୟୀ ......🙏

  • @shridebashisojha5998
    @shridebashisojha5998 ปีที่แล้ว

    ଏ ବ୍ରହ୍ମ ତତ୍ତ୍ୱ ବ୍ରହ୍ମା ଶିବ ଙ୍କୁ ବି ଅଜଣା । ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କୁ କିପରି ସଂମାନ ଦିଆଯାଏ ଜାଣି ନାହାଁନ୍ତି ଏ ମହୋଦୟ ତେଣୁ ଯାହାଙ୍କର ଜ୍ଞାନ ଅଛି ଶ୍ରୀ ଜଗନ୍ନାଥ ପଞ୍ଚ ମହାପୁରୁଷ ଙ୍କ ସଂସ୍କୃତି ଓ ପରମ୍ପରା ରେ ତାଙ୍କୁ ଡକା ଯାଉ । କଥା କହି ଆସୁନି ହୋ ତୁମେ ଅଣାକାର ଓମତି ଉପରେ କଣ ଜ୍ଞାନ ଦେବ ଲୋକ ଙ୍କୁ😄
    ଗୁରୁ ପାଦରେ ଆଗ ଖଟ
    ବାର ବରଷ କଲେ ସେବା
    ଗୁରୁ କହିଲେ କିଛି ଦେବା

  • @trinathswain3937
    @trinathswain3937 ปีที่แล้ว

    क्षर रे अ lagila ta purbaru ana lagila duiti nagative प्रत्यय ehara अर्थ kn

  • @debashisray8693
    @debashisray8693 ปีที่แล้ว

    dayakari ehara ucharana ta thik re kuhantu..JAY JAGANNATH

  • @arunkumardas7138
    @arunkumardas7138 ปีที่แล้ว

    Please discuss about the topic eadu siadu pulae kahi labha nahin

  • @vishnugoudas
    @vishnugoudas 2 ปีที่แล้ว

    ସିଧା ଉତ୍ତର ଦିଅନ୍ତୁ

  • @harekrushnabehera3138
    @harekrushnabehera3138 ปีที่แล้ว

    ଗାଲୁ ମାରନା , ଠିକ୍ ଭାବେ ବୁଝାଇ କୁହ ।

  • @Bhavishyamalika01_
    @Bhavishyamalika01_ 7 หลายเดือนก่อน

    भाई जी इसका हिंदी बता सकते हो क्या 🙌👏🙌

  • @narayanswami7253
    @narayanswami7253 ปีที่แล้ว

    Anakshyara, akshyara o omkara a bishaya Utkaliya baishnaba darsanara tattwa katha. Odishare janmichha Utkaliya baishna darshana bishayare Utkaliya baishnabanku guru kari Utkaliya baishnaba shastra pathakari manchaku asa, Anu tenu gapidele samaste grahana karibe nahin. A guru ghara patha, a hata bazara jinisha nuhen.

  • @PravatBehera-qs4if
    @PravatBehera-qs4if 12 วันที่ผ่านมา

    Hi

  • @subashbiswal1070
    @subashbiswal1070 3 ปีที่แล้ว +1

    ଲିପି ଓ ବର୍ଣ୍ଣ ସମ୍ବନ୍ଧରେ ଧାରଣା ଅଛିତ?

  • @sriabhirambhajan1855
    @sriabhirambhajan1855 3 ปีที่แล้ว +1

    ଏତେସହଜନୁହେଁ

  • @binodbhukta1125
    @binodbhukta1125 ปีที่แล้ว

    Hii

  • @manjulatadhal2652
    @manjulatadhal2652 3 ปีที่แล้ว

    Jadi janichhanti sathik uttara diantu aha sarira tatwra marma

  • @jagabandhusutar7391
    @jagabandhusutar7391 2 ปีที่แล้ว

    Sir apana thik kahi parilanahi atta Kan saga tarakari kahike kahile bhuji parala nahi