"ହରିଜନ ଶବ୍ଦ ଯଦି ଏତେ ଭଲ ଲାଗୁଛି ତାହେଲେ ସେମାନେ ନେଇଯାନ୍ତୁ ଆଉ ନିଜ ନାଁ ସହ ଲଗେଇ ରଖନ୍ତୁ"ଲିଙ୍ଗରାଜ ଭୋଇ

แชร์
ฝัง
  • เผยแพร่เมื่อ 2 ก.พ. 2025

ความคิดเห็น • 3.1K

  • @manashnayak2794
    @manashnayak2794 ปีที่แล้ว +663

    ହରିଜନ ରକ୍ତ କଳା ବଡ଼ ଜାତି ଲୋକଙ୍କ ରକ୍ତ ନାଲି ମଣିଷ ଗୋଟାଏ ରକ୍ତ ଗୋଟାଏ ଯଦି ମୋ କମେନ୍ଟ ଭଲ ଲାଗିଥିବ ମୋପାଇ ଗୋଟାଏ ଲାଇକି 🙏🙏🙏ସବୁ ଲୋକ ସମାନ କାଳିଆ ପାଖରେ ନାହିଁ ଲୋ ଜାତି ଅଜାତି

    • @sanjuktaoram4149
      @sanjuktaoram4149 ปีที่แล้ว +3

      Pita salamanku

    • @subratkumardash4220
      @subratkumardash4220 ปีที่แล้ว +10

      To vauniki Muslim ghare dei de. Tanka blood bi red

    • @manashnayak2794
      @manashnayak2794 ปีที่แล้ว

      @@subratkumardash4220 ତୋ ଗାଡ଼ି ମାଉଁସରେ କୁକୁର ଗେହୁଁ ମାଗିହା 🐕‍🦺🐕‍🦺🐕‍🦺

    • @jagyasenikara1975
      @jagyasenikara1975 ปีที่แล้ว

      ​@@sanjuktaoram41494❤@😂
      ❤😂adds as😂w😢😂😂😂lw" Sq qrp😅

    • @liger3261
      @liger3261 ปีที่แล้ว +1

      @@subratkumardash4220 jadi semana goru mansa khaiba banda karidebe seta bi karidabu😏

  • @sagarpandit7029
    @sagarpandit7029 ปีที่แล้ว +160

    ନୋ ହରିଜନ ନୋ ବ୍ରାହ୍ମଣ ସବୁ ହିନ୍ଦୁ ଜୟ ହିନ୍ଦୁ ଜୟ ସନାତନ

    • @NiruRaajVlogs
      @NiruRaajVlogs ปีที่แล้ว +2

      Hmmm sc st kotaa uthei diaa jaau😊

    • @sagarpandit7029
      @sagarpandit7029 ปีที่แล้ว +1

      @@NiruRaajVlogs ହ ସତକଥା କିନ୍ତୁ congress ତ ଏମିତି କରିଛି ଉଠାଇବାକୁ ବାଟ ମିରୁନୀ ବହୁତ problem ହଉଛି ଯଦି ସରକାର reservation ଦବା କଥା ଯିଏ ଗରିବ ଘରର ପିଲା ତାଙ୍କୁ ମିରିବା ଠିକ୍ ହବ ସିଏ general ହଉ କିମ୍ବା sc st

    • @A.Mohammad-c3j
      @A.Mohammad-c3j 9 หลายเดือนก่อน +1

      ​@@NiruRaajVlogsTala jati manku mandir re Puja karibaku chada jau

    • @LUCKY_U2
      @LUCKY_U2 9 หลายเดือนก่อน

      ​@@A.Mohammad-c3jtu gyana deni tamara bi ladies mananku masjid chhada jau

    • @sankarNahak-v9p
      @sankarNahak-v9p 9 หลายเดือนก่อน +1

      Amiti kete budha rahile odisha kebe agaku badhibani Sethi pai odisha tale achhi 2030 pare abhali loka duniya ru gale hi😢

  • @pradyumnamohanty-cx1lw
    @pradyumnamohanty-cx1lw 9 หลายเดือนก่อน +43

    ଲିଙ୍ଗରାଜବାବୁ, ଆପଣଙ୍କୁ ହରିଜନ ଶବ୍ଦର ପ୍ରକୃତ ଅର୍ଥ ବୋଧହୁଏ ଜଣାନାହିଁ ସେଥିପାଇଁ ଜାରଜ ଶବ୍ଦ ପ୍ରୟୋଗ କରି ଆମ ହରିଜନ ସମ୍ପ୍ରଦାୟକୁ ଅପମାନିତ କରୁଛନ୍ତି l ଆପଣ କୌଣସି ବିବୃତି ଦେବା ପୂର୍ବରୁ ନିଜର ଜ୍ଞାନ ପ୍ରଥମେ ବୃଦ୍ଧି କରନ୍ତୁ l

    • @SonaliSingh-r6c
      @SonaliSingh-r6c 9 หลายเดือนก่อน

      Gyana bantina darkar nahi

    • @PuspalataMaity
      @PuspalataMaity 5 หลายเดือนก่อน +1

      Right pagal bhali kotha houchi

    • @kedarpadhan9581
      @kedarpadhan9581 หลายเดือนก่อน

      Bhai sathi pai odisha ku ghariba state kuhati barana karuchati bale bahara jaiki kama karuchu❤❤❤❤❤

    • @BasantaKumbhar-r8v
      @BasantaKumbhar-r8v 18 วันที่ผ่านมา

      Tui kain janu harijan baele kana j tar bua Achhe ki nai re tui helu jaraja santana rum pahela sun rum

    • @sumitrapatra7251
      @sumitrapatra7251 11 วันที่ผ่านมา

      Sir Thank You

  • @babulnayak6040
    @babulnayak6040 ปีที่แล้ว +88

    ଠିକ୍ କହିଛନ୍ତି ସାର୍ ଆମେ ହରିଜନ ହେଲୁ ବୋଲି ଆମର
    ଇଯତ୍ ନାଇ ସବୁଠି ହରିଜନ ଯାତିକି ଘୃଣା ଖାଲି ଘୃଣା କଣ ପାଇଁ ଭଲ ଜାତି ଲୁକ୍ ଙ୍କ ହାତ କାଟିଲେ ନାଲି ରକତ ବହୁଛି ଆମ ହରିଜନ ଙ୍କ ଦେହରେ ଧଳା ରକ୍ତ ବୁହୁଚି ଜାତି ବୋଲି ନାରୀ ଆଉ ପୁରୁଷ ଆଉ ଉଡ଼ିଶା ରା ଜାତି ନାହିଁ ତୁରନ୍ତ ଏହାର କାର୍ଯ୍ୟ କଳପ୍ କରାଯାଉ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

    • @subarnnapanda5072
      @subarnnapanda5072 ปีที่แล้ว

      Your surname is "nayak" which is a Brahmin surname. SC people who aren't untouchables, their surname is "Naik".

    • @hariharapanigrahy
      @hariharapanigrahy 9 หลายเดือนก่อน +2

      ଆଜି ପର୍ଯ୍ୟନ୍ତ କେହି 'ହରିଜନ' ଶବ୍ଦ ର ଅର୍ଥ ଜାରଜ ସନ୍ତାନ ବୋଲି କହିନଥିଲେ, ୟେ ଲୋକ ର ବୋଧେ ଅଧିକା ଞାନ।
      ୟେ ଲୋକ ର ଉଦେଶ୍ୟ କେବଳ ସିନେମା ର ପ୍ରଚାର କରିବା ଛଡା ଆଉ କିଛି ନୁହେଁ। ଫିଲ୍ମ ର ନିର୍ମାତା ଆଉ ନିର୍ଦ୍ଦେଶକ ଙ୍କ ଠାରୁ କିଛି ଲାଭ ଆଶା ରେ ଏହା କରାଯାଉଛି।

  • @ajodhyanath4284
    @ajodhyanath4284 ปีที่แล้ว +103

    ଜୟ ଜଗନ୍ନାଥ 🙏🌹🙏 ବହୁତ ଭଲ କଥା ମୁଁ ଆପଣଙ୍କୁ ସ୍ଵାଗତ କରୁଛି ଏ ପ୍ରତିବାଦ ପାଇଁ...👍👍👍

  • @kala-o-sanskrutira-bikash
    @kala-o-sanskrutira-bikash 2 หลายเดือนก่อน +6

    ନୁହେଁ ବ୍ରାହ୍ମଣ କି ନୁହେଁ ହରିଜନ , ମୁଁ କେବଳ ସତ୍ୟ ସନାତନ 🚩 ଜୟ ଜଗନ୍ନାଥ 🙏

  • @PrasantaMalick-tl7xb
    @PrasantaMalick-tl7xb ปีที่แล้ว +35

    ହରିଜନଙ୍କୁ ଏତେ ଖରାପ ଆଖିରେ ଲୋକ ଦେଖୁଛନ୍ତି ଏତେ ଛୁଆଁ ବାରୁଛନ୍ତି ହରିଜନ ଲୋକମାନଙ୍କୁ ଏତେ ଘୃଣା କରୁଛନ୍ତି କଣ ଏମାନେ ବ୍ରାହ୍ମଣ ଖଣ୍ଡାୟତ ଦେଖେଇ ହେଉଛନ୍ତୀ ଏମାନେ ମଣିଷ ଆଉ ଯେଉଁ ହରି ଜନ ପସୁ ଏ ସରକାର ଆଖିରେ ଏଇଟା କ'ଣ ଦେଖାଜାଉ ନାହିଁ ଏସବୁ ସଂପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ଦରକାର ଜୟ ଜଗନ୍ନାଥ 🛕🪔🙏🙏🙏🙏🇳🇪🇳🇪

    • @LUCKY_U2
      @LUCKY_U2 9 หลายเดือนก่อน +1

      Seita tame manuchha hela amme kintu manunu

    • @LUCKY_U2
      @LUCKY_U2 9 หลายเดือนก่อน

      Sarkar hi tamaku reservation re rakhiki chhota Kari deichhi

  • @balarammallik8766
    @balarammallik8766 ปีที่แล้ว +376

    ଜୟ ଭୀମ,,,
    ସବୁ ଭାଈ ମାନେ ଏକତ୍ରିତ ହେବା ଏବେ ସମୟ ଆସିଛି ଗାଁ ଗାଁ ରେ ଛୁଆଁ ଅଛୁଆଁ ଭେଦଭାବ ଚାଲିଛି ପ୍ରତି ବାଦ୍ କରିବା 😢😢😢😢 ସବୁ ଗାଁ ରେ ଆନ୍ଦୋଳନ ହେବା ଦରକାର 😢😢😢

    • @NabaghanaBehera-kv1lr
      @NabaghanaBehera-kv1lr ปีที่แล้ว +4

      Right brother 👍👍

    • @commontalent.6200
      @commontalent.6200 ปีที่แล้ว +3

      Right bro.

    • @Indian-gh2tc
      @Indian-gh2tc ปีที่แล้ว +21

      reservation nela bele laja laguni tuma mananku..harijana nku harijana kahibani aau brahmin kahiba na kn??Teacher exam re cut off 0.5% cut off jauchi st nka pain..chii...shame on u...

    • @balarammallik8766
      @balarammallik8766 ปีที่แล้ว +12

      @@Indian-gh2tc ଆପଣ ଜଣେ ଭଦ୍ର ଲୋକ ତ ଜଦି ଭଦ୍ର ଲୋକ ଥରେ ଚିନ୍ତା କରନ୍ତୁ,,,

    • @Indian-gh2tc
      @Indian-gh2tc ปีที่แล้ว +8

      @@balarammallik8766 tume mane reservation system bandh kar ta pare hi sabu respect debe...0.5 mark rakhiki qualify heba bandh kara

  • @SabitaBhoi-j4o
    @SabitaBhoi-j4o 9 หลายเดือนก่อน +36

    Dr, Ambedkar ଙ୍କୁ ସହେ
    ସଲାମ, ଜୟ ଭିମ୍ ଭାଇ ସମସ୍ତଙ୍କୁ,,,,

    • @KumarBablu-r9z
      @KumarBablu-r9z 8 วันที่ผ่านมา

      ଭଉଣୀ ତୁମକୁ ମୁଁ ପ୍ରଣାମ କରୁଚି 🙏, ସତରେ ଭଉଣି ଆମେ ସବୁ ଦଳିତ ମାନେ ଯଦି ଏକାଠି ହୋଇବା ତେବେ ଏହି ସମାଜରେ ଆମର ବିଜୟ ନିଶ୍ଚିତ,,

  • @manasmallik3296
    @manasmallik3296 ปีที่แล้ว +171

    ଓଡ଼ିଶାରେ ହରିଜନ ଅଧିକ ଲୋକ ଅଛନ୍ତି ସମସ୍ତେ ଏକ ହୁଅ

    • @prakashsahu5339
      @prakashsahu5339 ปีที่แล้ว +4

      St sc band kara

    • @sangramswain5585
      @sangramswain5585 ปีที่แล้ว +3

      Chhodi daba sabu

    • @gaganbiharimahanta4951
      @gaganbiharimahanta4951 9 หลายเดือนก่อน +2

      ST Sc quata ku govt. Remove from the Indian sambidhan ru
      This is solution.

    • @Balaramsahoo476
      @Balaramsahoo476 9 หลายเดือนก่อน +1

      ​@@gaganbiharimahanta4951ଲକ୍ଷେ ଲକ୍ଷେ ସପନ୍ତି ଦେଇଛନ୍ତି ତ 😊

    • @premthebornfighter786
      @premthebornfighter786 9 หลายเดือนก่อน +1

      Harijana jebe bhol job te pae setebele tame Mane kahinki ki objection koruno , kn general obc ete kharap ki kuho

  • @brusabdigal1864
    @brusabdigal1864 ปีที่แล้ว +41

    କି କହିବା ଶୈଳୀ ଅଛି ଆଜ୍ଞା ଆପଣଙ୍କର ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।ଆପଣଙ୍କର ଭଳି ଆଗଧାଡ଼ିଆ ବ୍ୟକ୍ତି ଜଣେ ଥିଲେ ଆମ ସମାଜ ପାଇଁ ଯଥେଷ୍ଟ ।

  • @damburubehera9976
    @damburubehera9976 ปีที่แล้ว +25

    ସାର୍ ବଢିଆ କହିଲ 🙏🙏, ସଳା ଜାତି ଖୋଜୁଛନ୍ତି

    • @zxdebaa
      @zxdebaa 9 หลายเดือนก่อน

      ଆବେ ମାଗିଆ ହରି ଜନ ଲୋକ ତୋ ବୋଉ କୁ ଗେଇ ବେ ଶଳା ବେଧ ଛୁଆ

  • @sandhyaranipatra9221
    @sandhyaranipatra9221 ปีที่แล้ว +178

    ଆପଣ ଉଚିତ୍ କଥା କହିଛନ୍ତି ସାର୍ 🙏🙏 ଆପଣ ଆଗକୁ ଆଗେଇ ଚାଲନ୍ତୁ ଆମେ ଆପଣଙ୍କ ସହ ସବୁବେଳେ ଅଛୁ👏👏👍

  • @aloneanu457
    @aloneanu457 ปีที่แล้ว +61

    Right sir ଯେଉଁ ମାନେ ହରିଜନ କହୁଛନ୍ତି ସେମାନେ ପ୍ରକୃତରେ ସେମାନେ low mind ର ମଣିଷ ଯାହା ର ମନିଷ ପଣିଆ ନାହିଁ ଜାତି ବଡ ହେଇ ଗଲେ କେହି ଭଲ ମନିଷ ହେଇ ଯାଏ ନାହିଁ ମଣିଷ ପଣିଆ ଥିବା ଦରକାର ଆମ ଘର ପାଖରେ ଗୋଟେ ବ୍ରାହ୍ଣଣ ଲୋକୋ ଅଛି ହେଲେ ସେ ଏମିତି ଭାଷା ରେ ଗାଳି ଗୁଲଜ କରୁଛି ଯିଏ ଶୁଣିବ ସେ ଭାବି ବ ସେ ଗୋଟେ low cast ର ମଣିଷ ବୋଲି

    • @rashmiranjan286
      @rashmiranjan286 ปีที่แล้ว +1

      Low caste mane kana ? Kou caste ku low caste kahucha ? Jati jati kahinki heucha bhai ? Jadi tume b taku low caste pari heuchi bhabicha tebe nije janithiba j low caste loke hin semiti karanti boli .

    • @rashmiranjan286
      @rashmiranjan286 ปีที่แล้ว

      Bhai low caste mane kou caste ?

    • @statuslover8868
      @statuslover8868 ปีที่แล้ว +1

      ​@@rashmiranjan286ta bou bia cast😂😂😂

    • @subarnnapanda5072
      @subarnnapanda5072 ปีที่แล้ว

      ​@@rashmiranjan286low caste word books re byabahara karajaichhi.

    • @subarnnapanda5072
      @subarnnapanda5072 ปีที่แล้ว

      Humanity has nothing to do with people calling harijan. Harijan simply means the people of God, people of children of Lord Krishna. It's a respected word. No way it's a derogatory word. So you don't need to worry when someone calls you Harijan. I would be happy if someone calls me that. It's a thing of pride.

  • @baishnabcharansahoo9119
    @baishnabcharansahoo9119 ปีที่แล้ว +12

    ବହୁତ ସୁନ୍ଦର ଭୋଇ ବାବୁ,ଆମ ଓଡ଼ିଶାର ବହୁଜନ ସମାଜ କୁ ଭଲଭାବେ ବୁଝାଇ ଦିଅନ୍ତୁ ଯେ SC.ST.OBC ଏମାନେ ହିନ୍ଦୁ ନୁହନ୍ତି।ଏମାନେ କେତେ ପୂଜା କଲେ ମଧ୍ୟ ବ୍ରାହ୍ମଣ ହୋଇ ପାରିବେ ନାହିଁ।SC,ST, OBC ବନ୍ଧୁଗଣ ଥରେ ଆପଣମାନେ ଚେଷ୍ଟା କରି ଦେଖି ପାରିବେ।ଯେଉଁ ମାନେ ଆପଣମାନଙ୍କୁ ହିନ୍ଦୁ କହି କାଳ୍ପନିକ ଦେବୀ,ଦେବତା ପୂଜା କରିବା ପାଇଁ କିମ୍ବା ପୀତୃଶ୍ରାଧ,ସ୍ବର୍ଗ,ନର୍କ,ପୁନର୍ଜନ୍ମ କାହାଣୀ କହି ଅନେକ ଦିନରୁ ଆପଣ ମାନଙ୍କୁ ଶୋଷଣ କରି ଆସୁଛନ୍ତି।ସେମାନଙ୍କୁ ଏତିକି କେହି ଦେଖନ୍ତୁ ଯେ ଆମେ ହିନ୍ଦୁ ଓ ଆପଣ ହିନ୍ଦୁ।ତେଣୁ ଆମ ଛୁଆ ମାନଙ୍କର ସାଂସାରିକ ଭାବେ ବାହାଘର କରି ପାରିବା କି?ଦେଖିବେ ସେ କଣ ଉତ୍ତର ଦେଉଛନ୍ତି।ଏହି ଚକ୍ରାନ୍ତ କୁ ଯେତେଦିନ ଯାଏ ମୂର୍ଖ SC,ST, OBC ବୁଝି ପାରୁ ନାହାଁନ୍ତି,ସେତେଦିନ ପର୍ଯ୍ୟନ୍ତ ଏହା ଚାଲିବ।ବାସ୍ତବରେ ଭଗବାନ ର ଅର୍ଥ ହେଉଛି।ଭୂମି ରୁ ଭ,ଗଗନ ରୁ ଗ,ବାୟୁ ବା,ନିର ନ।ଏହା ହେଉଛି ବାସ୍ତବରେ ଭଗବାନ।ଏହା ବ୍ୟତୀତ ଏ ପୃଥିବୀରେ କୌଣସି ପ୍ରାଣୀ ବଞ୍ଚିବା ଅସମ୍ଭବ ଅଟେ।

    • @bibhuranjanbrahma7692
      @bibhuranjanbrahma7692 9 หลายเดือนก่อน

      ଠିକ୍ କହିଛନ୍ତି 💯ରୁ💯👍

    • @baishnabcharansahoo9119
      @baishnabcharansahoo9119 9 หลายเดือนก่อน

      @@bibhuranjanbrahma7692 ଧନ୍ୟବାଦ ମହାଶୟ,ଆପଣ ଏହା ବୁଝି ପାରିଲେ।କିନ୍ତୁ ମୂର୍ଖ SC,ST, OBC ଏହାକୁ ୩୫୦୦ ବର୍ଷ ଧରି ମଧ୍ୟ ବୁଝି ପାରୁ ନାହାଁନ୍ତି।ଯେଉଁ କାରଣ ରୁ ,ଯିଏ SC,ST, OBC ମାନଙ୍କ ମୁଁହ ରେ ଟେକି ଓ ପଛରେ ଝାଡୁ ବାନ୍ଧି ଅନେକ ଦିନ ରଖିଥିଲା।ଆଜି ସିଏ SC,ST, OBC ମାନଙ୍କୁ ହିନ୍ଦୁ କହି ବହୁତ ସହଜରେ ଶୋଷଣ କରି ଚାଲିଛି।କିନ୍ତୁ ମୂର୍ଖ SC,ST, OBC ଥରେ ପଚାରି ବୁଝିବା ଦରକାର ଯେ ,ଆପଣ ହିନ୍ଦୁ ଆମେ ମଧ୍ୟ ହିନ୍ଦୁ।ତେଣୁ ସାମାଜିକ ଭାବେ ପରସ୍ପର ମଧ୍ୟରେ ବୈବାହିକ ପ୍ରଥା କୁ ଆରମ୍ଭ କରି ହେବକି?କିନ୍ତୁ ଏହି ବିଷୟରେ SC,ST, OBC ମାନଙ୍କ ମୁଣ୍ଡରେ ୩୫୦୦ ବର୍ଷ ଧରି ମଧ୍ୟ ପଶୁ ନାହିଁ।

    • @durgaprasadmandal4110
      @durgaprasadmandal4110 9 หลายเดือนก่อน +1

      I am obc and i am kattar hindu 🚩🚩🚩
      Jai shree ram 🙏

    • @durgaprasadmandal4110
      @durgaprasadmandal4110 9 หลายเดือนก่อน +2

      Brahman, vaishya, khetriya, shudra eha bhagwan nka dwara bana jaithiba karma anushare jati. But ethare ame overall hindu. Kintu tume jeun st, sc, obc katha kahuchha seita just constitutional and seita kebala reservation aou anya subidha deba pain banta jaichhi. Ethi kahaku tome boka bhabuchha! 🙄 mind it sanatan dharma na religion, na community. It's a oldest and first dharma jaha kebala sat marga, uchita marga, humaniti, karma aou ishwara nka prati samarpana shikhaichhi. Reservation bhali bhika magiba shikhai nahi.

    • @durgaprasadmandal4110
      @durgaprasadmandal4110 9 หลายเดือนก่อน +1

      Jadi shastra padhi thanta, tebe emiti murkha bholi comment dei na thanta.

  • @debabratabhoi2991
    @debabratabhoi2991 ปีที่แล้ว +18

    କିଛି ମନୁବାଦି ଗୋଷ୍ଟିର ଲୋକ କୁହନ୍ତି ଆଉ ଜାତି ଅଜାତି ନାହିଁ ସେହିମାନଙ୍କୁ କହିବାକୁ ଚାହେଁ ଆମ ସହିତ ଆସନ୍ତୁ ଆପଣମାନଂକୁ ଆମେଦେଖାଇବୁ କି ଆଜିବି ଲୋକମାନେ ଜାତିପ୍ରଥାର ଶିକାର ହେଉଛନ୍ତି ଆଜିବି ଲୋକମାନଙ୍କ ପ୍ରତି ଘୃଣା ଭାବ ଭରିରହିଛି

    • @ommprakash7
      @ommprakash7 ปีที่แล้ว

      Bhai bhoi kau caste?

  • @rudra6171
    @rudra6171 ปีที่แล้ว +158

    ଏଇଥିପାଇଁ ସନାତନ ଧର୍ମ ଆଘାତ ପାଉଛି ଧନ୍ୟବାଦ ସାର

    • @pitamganda6279
      @pitamganda6279 ปีที่แล้ว

      ଆଟୁଭଳମୁସିଳିମ୍,ଧରମଭଳ

    • @chandrasekharsanta-bj2ux
      @chandrasekharsanta-bj2ux ปีที่แล้ว

      👍

    • @lobhalohar4314
      @lobhalohar4314 ปีที่แล้ว +1

      ତା ହେଲେ ସବୁ କ୍ଷେତ୍ର ରେ କାହିଁକି କୋଟା ରଖା ଯାଉଛି

    • @gaganbiharinayak8713
      @gaganbiharinayak8713 ปีที่แล้ว

      ​@@lobhalohar4314କୋଟା 10%ନେଇଗଲ୍ । ଆନ୍ଦୋଳନ କଲ ପୁଣି ଅନ୍ୟକୁହୁଚ ।

    • @bsdkbaaphunteramcporki1768
      @bsdkbaaphunteramcporki1768 ปีที่แล้ว

      @@pitamganda6279 hmm behen ko chodega na muslim Dharma achha lagega na Ganda

  • @Restart2.O-y1y
    @Restart2.O-y1y หลายเดือนก่อน +1

    ଆଜି ପ୍ରଥମେ ଦେଖିଲି ଏକ ଲଢ଼ୁଆ ଓ ଜ୍ଞାନୀ ସମାଜ ସେବୀ 🙏

  • @anilkumarjena7590
    @anilkumarjena7590 ปีที่แล้ว +74

    ଧନ୍ୟବାଦ sir, ଆମେ ଆପଣଙ୍କ ସହିତ ଅଛୁ.......

  • @ALWAYSbepositive7497
    @ALWAYSbepositive7497 ปีที่แล้ว +40

    ଫିଲ୍ମ ର ନାଁ ପ୍ରିୟେ ତୋ ବିଆରେ ଗିହେଁ ହେଇଥିଲେ ଭଲ ହେଇଥାନ୍ତା।

  • @Sort958
    @Sort958 ปีที่แล้ว +69

    ଭାଇ ଜାତି ଅଜାତି କଣ ଜାତିହେଉଛି ଦୁଇଟି ଗୋଟେ ନାରି ଗୋଟେ ପୁରୁସ ଜୟ ଜଗନ୍ନାଥ

    • @NilanchalaNilanchalanayak
      @NilanchalaNilanchalanayak 9 หลายเดือนก่อน +1

      Correct

    • @chandankhora6352
      @chandankhora6352 9 หลายเดือนก่อน

      Sabu Manisha bujhanti nahi bhai tama bolia

    • @LUCKY_U2
      @LUCKY_U2 9 หลายเดือนก่อน

      Seita jati nunha linga 🤣

  • @queenofhearts7691
    @queenofhearts7691 ปีที่แล้ว +69

    ବାଳ ନା ପୁରୀ ପଣ୍ଡା କୁ ରାଜ୍ୟ ସରକାର ମାସକୁ ୫୦୦୦୦ ଦେଉଚି ଯିଏ ପୂଜା କି ମନ୍ଦିର କାମରେ ନିୟୋଜିତ । ସେମାନେ ଠକି କି ମାସକୁ ୩ ରୁ ୪ ଲକ୍ଷ ପାଉଚେ ଯାଇ କି ତାଙ୍କ ଘର ଦ୍ୟାର ଦେଖ sc/st କି ବାଳ ମିଳୁଛି ସେମାନେ ଏତେ ପଇସା କମାଉଚେ ପୋଷ୍ଟ କିଣି ନେଉଚେ ଆଉ ଅନୁସୂଚିତ ଜାତିକୁ ବାଳ ମିଳୁଛି🙄

    • @Chikulafi_vlogs
      @Chikulafi_vlogs ปีที่แล้ว

      Bala miluchi sala SC st sabu thire chada tu maghia Banda janichu sala to maa ku ghihna

    • @anshumankhamari6931
      @anshumankhamari6931 ปีที่แล้ว

      😂😂😂

    • @subashdalai8893
      @subashdalai8893 ปีที่แล้ว

      😂

    • @hrhomusicentertainmentanga7642
      @hrhomusicentertainmentanga7642 ปีที่แล้ว +3

      Right kahichanti sir

    • @subarnnapanda5072
      @subarnnapanda5072 ปีที่แล้ว +2

      Exactly!Sabu general loka ta purire hin kama karuchhanti. Koti koti loka purire Puja karuchhanti AAU kichhi kama dhanda nahi tankara.

  • @Rohangulati96
    @Rohangulati96 ปีที่แล้ว +35

    Right sir ମୁଁ ଜଳ ଛତ୍ର କୁ ପାଣି ପିଇବା ପାଇ ଯାଇ ଥିଲି ସେ ବୁଢ଼ୀ ଗାଧଉଥିଲା ବେଶୀ ଖରା ମତେ ବେଶୀ ଶୋଷ ଲାଗୁଥିଲା ମୁଁ କହିଲି ପାଣି ପିଇବି କି ସେ କହିଲା ତମେ ଗଣା ଲୋକ କାହିଁକି ମାଠିଆ କୁ ଛୁଇଁବ କହିଲା କୋଟା ଉଠାଇଲେ ବି ଆମକୁ ସେମାନେ ଘୃଣା ହିଁ କରିବେ ଆମକୁ....100%

    • @omsahoo4370
      @omsahoo4370 ปีที่แล้ว

      Kou jaga ra jalachtra

    • @Rohangulati96
      @Rohangulati96 ปีที่แล้ว +1

      @@omsahoo4370 chhada bhai ame sc amke ghruna ekha karbe...

    • @subarnnapanda5072
      @subarnnapanda5072 ปีที่แล้ว

      Mane kou district?

    • @omsahoo4370
      @omsahoo4370 ปีที่แล้ว

      @@Rohangulati96
      Politics kariba thik nuhe.
      Gana re kichi jagare achi, jouta education dura sampat kari heba.
      Jadi eta ku sesa kari pai chaucha.
      Nija ku chot kahi ki mane karucha.
      Sri kursna nije kahichanti : manish ra varna the, jouta tanka karma upre nirbhar kare.
      Jati etc man made, chesta kale sampta hei jiba

    • @Rohangulati96
      @Rohangulati96 ปีที่แล้ว

      @@subarnnapanda5072 Nuapada

  • @GopinathPangi-nn1ul
    @GopinathPangi-nn1ul 3 วันที่ผ่านมา

    ଲିଙ୍ଗରାଜ ଆଜ୍ଞା ଆପଣ ଙ୍କ ମତାମତ, ବାର୍ତ୍ତା ସ୍ୱାଗତ ଯୋଗ୍ୟ, ଜୟ ଜଗନ୍ନାଥ

  • @odiaeducation123
    @odiaeducation123 ปีที่แล้ว +100

    ଜାତି ଭେଦ ଟା ଏବେ ବି ରହିଛି । ଏବେ ବି ଆମ ଗାଁ ରେ କିଛି ଅଛନ୍ତି କୁହନ୍ତି ଛୁଅଁ ନାହିଁ ଜାତି ଚାଲିଯିବ ଆମର😢😢😢😢😢

    • @subashnayak4611
      @subashnayak4611 ปีที่แล้ว +20

      ଦିଦି ଏଇଥି ପାଇଁ। ମୁଁ ଆମ ଗାଁ ର କୌଣସି ଭୋଜି କି କୌଣସି କାର୍ଯ୍ୟ କୁ ଯାଏନି। ଏମିତି କିଏ କହି ଦେଲେ ହେ ତା ପୁଅ ଆସିଛି ତାଙ୍କର ଛୋଟ ଜାତି। ବୋହୁତ ବାଧେ ନିଜକୁ 😔😔😓।

    • @mrbiputips1644
      @mrbiputips1644 ปีที่แล้ว +2

      Right

    • @rcmediaboudh
      @rcmediaboudh ปีที่แล้ว +7

      ​@@subashnayak4611right Bhai jauthi sanman nahi se jagaku jiba darkar nahi

    • @rudrakumar8024
      @rudrakumar8024 ปีที่แล้ว +2

      ଆପଣ ଠିକ୍ କହିଛନ୍ତି 👍👍👍

    • @Sushil-o8z
      @Sushil-o8z ปีที่แล้ว +5

      ମୁଁ ବହୁତ ଜାତିପ୍ରଥାର ସ୍ୱୀକାର ହେଉଛି।

  • @khitipatiduria5728
    @khitipatiduria5728 ปีที่แล้ว +38

    ବହୁତ୍ ସୁନ୍ଦର୍ point ☝️ କହିଛନ୍ତି sir,thank you

  • @LokanathBehera-i4h
    @LokanathBehera-i4h 11 หลายเดือนก่อน +24

    ବାସ୍ତବିକ୍ ଆପଣ ଯାହା ଯୁକ୍ତି ଉପସ୍ଥାପନା କଲେ ତାହା ପ୍ରଣିଧାନଯୋଗ୍ୟ। ଏହା ଉପରେ କିଛି କାର୍ଯାନୁଷ୍ଠାନ୍ ହେବା ଦରକାର ଆମେ ସ୍ଵାଗତ କରୁଛୁ। ଧନ୍ୟବାଦ୍

  • @devilsdevils4576
    @devilsdevils4576 ปีที่แล้ว +25

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

  • @pintusahu195
    @pintusahu195 ปีที่แล้ว +9

    ଜାତିବାଦ..... କେବେ ଉଠିବ ନାହିଁ...

    • @balaramdas9854
      @balaramdas9854 ปีที่แล้ว

      କଣ ପାଇଁ ପୁରା କଥା କୁହନ୍ତୁ,sir ଆପଣଙ୍କ ଅଭିଯୋଗ କଣ ରହିଛି?

    • @srikantkhillo6423
      @srikantkhillo6423 หลายเดือนก่อน

      Uthiba knn pain uthi boni

    • @pintusahu195
      @pintusahu195 หลายเดือนก่อน

      @@balaramdas9854 ଲୋକ ଙ୍କ ମାନସିକତା ଏତେ ତଳେ ଜାତି କୁ ନେଇକି, ଯାହା ଉଠିବା ପାଇଁ 1000 ବର୍ଷ ଲାଗି ପରେ,
      ମୁଁ ମୋ ଜୀବନ୍ କାଳ ଗାଆଁ ରେ କାଟି ଆସିଛି.. ଏଠି ସବୁ ଜାତି ର ଲୋକ ମାନେ ନିଜ ଜାତି ଠୁ ଉପର ଜାତି କହୁ ଥିବା ଲୋକ ଙ୍କ ଠୁ ନିନ୍ଦା କଟୁ କଥା ଶୁଣି ଆସୁଛନ୍ତି.... ଯାହା ମୋ ଛାତ୍ର ଜୀବନ୍ ରେ ଅଙ୍ଗେ ଲିଭେଇ ଛି,

  • @pradiptabehera7558
    @pradiptabehera7558 10 หลายเดือนก่อน +6

    ନିଜ ଜାତିକୁ ବଡ ଭାବି ଗର୍ବ କରି କାହାକୁ ଆକ୍ଷେପ କରି କହିବା ନିଯ ଅଂହକାରକୁ ସବସ୍ଥ୍ୟ କରିଥାଏ l

  • @santoshjena6843
    @santoshjena6843 ปีที่แล้ว +15

    ଜୟ ଭୀମ ✊✊✊

  • @pradeepnaik7299
    @pradeepnaik7299 ปีที่แล้ว +69

    ଆପଣ ଆଗେଇ ଚାଲନ୍ତୁ ଆମେ ସାଥୀରେ ଅଛୁ ସାର୍

  • @debasish7684
    @debasish7684 2 วันที่ผ่านมา

    ହରିଜନ ଶବ୍ଦ ପ୍ରଥମେ ଜାତି ପଟା ରୁ ଉଚ୍ଛେଦ କରନ୍ତୁ

  • @bikramkaluvlogschannel3215
    @bikramkaluvlogschannel3215 ปีที่แล้ว +10

    ଜୟ ଭୀମ 🙏🙏🙏🙏

  • @bikram2204
    @bikram2204 ปีที่แล้ว +10

    ଭାଇ ମାଡି ଚାଲ ❤️❤️❤️❤️

  • @amitpradhan4518
    @amitpradhan4518 ปีที่แล้ว +12

    ମ ବାଳ ନା ଖାଲି ଚାକିରୀ ବେଳକୁ ହରିଜନ କହିଲେ ଚଳିବ ନା କି ତମେ ତ ଏକା ଚାଲାଖ ଆଉ 💔💔💔

  • @manoranjansingh5209
    @manoranjansingh5209 ปีที่แล้ว +11

    ଜୟ ଭୀମ.....ଜୟ ଆଦିବାସୀ. ଜୟ......ମୂଳନୀବାସୀ

    • @malayajena9827
      @malayajena9827 10 หลายเดือนก่อน

      ❤Jay Bhim 💪 jay Samvidhan 🙏🙏

    • @LUCKY_U2
      @LUCKY_U2 9 หลายเดือนก่อน

      Jay Jagannath

    • @LUCKY_U2
      @LUCKY_U2 9 หลายเดือนก่อน

      Jay Jagannath

  • @Tjgjchh
    @Tjgjchh ปีที่แล้ว +8

    ଯଦି ହରିଜନ ମାନେ General ଲୋକଙ୍କ ସହ ସମାନ ହବାକୁ ଚାହୁଁଚ, ତାହେଲେ କୋଟା ରେ କାଇଁ ଚାକିରୀ କରୁଚ talent/knowledge ନ ଥାଇ. ସରକାର ଙ୍କୁ କହୁନ କୋଟା ବନ୍ଦ କରିଦେବେ ଆଉ ସମସ୍ତଙ୍କୁ talent/knowledge ଅନୁସାରେ ଚାକିରୀ ଦେବେ

    • @sasmitamahanand-wx8bn
      @sasmitamahanand-wx8bn ปีที่แล้ว

      Ews quota Kia pauchi?

    • @SandhyaraniMajhi-qg6xz
      @SandhyaraniMajhi-qg6xz 10 หลายเดือนก่อน

      Tora talent achi ta adhika gopuchu jama bi sahi paruna tame sobu

    • @Cricket_world_856
      @Cricket_world_856 9 หลายเดือนก่อน

      Are magia general loka bhi kota pauchanti to akhi di taa kn to maeikina bia re pureichu

    • @Cricket_world_856
      @Cricket_world_856 9 หลายเดือนก่อน

      Harijana loka jaha kari paruchanti tame mane magia 100 janama nele sebhali kari paribani kebe

    • @fordemojust3904
      @fordemojust3904 2 หลายเดือนก่อน

      Right

  • @Akhuji-rb1km
    @Akhuji-rb1km ปีที่แล้ว +2

    ଯଦି ହରିଜନ ମାନେ ଯାରଜ ତାହେଲେ ଗାନ୍ଧୀ ଏମିତି ଶବ୍ଦ ବ୍ୟବହାର କରୁଥଲେ କଣ ପାଇଁ?
    ଓଡ଼ିଆ ଡାଇରେକ୍ଟର ଙ୍କୁ ତ କିଛି ଷ୍ଟୋରୀ ମିଳୁନି। ସବୁବେଳେ controversy ଆଣିବାକୁ ଆଗୁଆ

  • @padmamahanta6069
    @padmamahanta6069 ปีที่แล้ว +15

    ହରିଜନ ଓ ଆଦିବାସୀ କୋଟା ଉଠାଯାଉ

    • @pratibhabhoi1792
      @pratibhabhoi1792 9 หลายเดือนก่อน +1

      ଜାତି ଉଠିଯାଉ

    • @HrushiTandi-g1j
      @HrushiTandi-g1j 9 หลายเดือนก่อน +1

      Kahiki utha jiba

    • @A.Mohammad-c3j
      @A.Mohammad-c3j 9 หลายเดือนก่อน

      Age jati uthao tapre ape ape Kota uthiba😂

    • @pratibhabhoi1792
      @pratibhabhoi1792 9 หลายเดือนก่อน

      @@HrushiTandi-g1j ତାହେଲେ କୋଟା କାହିଁକି ଉଠିବ ଆଜ୍ଞା

    • @chaitanrmallik6272
      @chaitanrmallik6272 9 หลายเดือนก่อน

      Tor maa ku giha jau

  • @MrAshok07655
    @MrAshok07655 ปีที่แล้ว +23

    ସରକାର ଏଇନା ସୋଇଛନ୍ତି ତାଙ୍କୁ ଦେଖା ଯାଉନି ସୁଣା ଯାଉନି 👍 ଧନ୍ୟ ଆମ ଓଡ଼ିଶା ସରକାର ଓ ଆମ ଓଡ଼ିଶା ଲୋକ ମାନଙ୍କ ଚିନ୍ତାଧାରା କୁ 👍💯

  • @apanda653
    @apanda653 9 หลายเดือนก่อน +6

    Sir ଚାକିରି କ୍ଷେତ୍ର ରେ ବି ଏ ପ୍ରକାର ଭାବନା ରଖିଲେ ସମସ୍ତେ ଖୁସି ହୁଅନ୍ତେ

  • @samirkumar2373
    @samirkumar2373 ปีที่แล้ว +15

    ବହୁତ୍ ଭଲ କହିଛନ୍ତି ସାର୍ 🙏🙏🙏👏👏👏

  • @fakirmohansahoo2079
    @fakirmohansahoo2079 ปีที่แล้ว +17

    ସତକଥା କହିଲେ ସାର୍,ଜୟ ଜଗନ୍ନାଥ 🙏🙏🙏

  • @LokanathMarndi
    @LokanathMarndi 2 หลายเดือนก่อน +1

    ହରିଜନ ଭାଇ ଓ ଭଉଣୀ ମାନେ ଆଜି ବାଧୁଛି। ଆଜକୁ ୩୦ ବର୍ଷ ପୂର୍ବେ କିମ୍ବା ୧୫୦ ବର୍ଷ ପୂର୍ବେ; ହରିଙ୍କର ଜନ ମାନେ କିଭଳି ଥିଲେ। କେବଳ କହିଲେ ହବନାହିଁ ସହିବାଦରକାର। କାରଣ ଏମାନେ ବେଦ ଶାସ୍ତ୍ର ଅନୁସାରେ ମୁଖ ଓ କାନ୍ଧରୁ ଜନ୍ମ।ସେଥିପାଇଁ ଏମାନେ କହିବେ ଆଉ ଆମେମାନେ ସହିବା। ଏହା ଶାସ୍ତ୍ର କହେ.. ସମ୍ବିଧାନ ଯାହାକହୁଛି କହୁ ।ଶାସ୍ତ୍ର ଓ ବେଦ ସତ. ଶାସ୍ତ୍ର ବେଦ କୁ ଆମେମାନେ ଟିକେ ଭୁଲିଯାଇଛେ। ଘୋଡା ଓ ଗୋରୁଙ୍କୁ ପୁଡ଼ିଖାଇବା। ଏହା ଆମ ବୈଦିକ ପରମ୍ପରା. Jai bhim 👍🏿🙏🏿👍🏿.

  • @sukantikhara6892
    @sukantikhara6892 ปีที่แล้ว +11

    Correct message sir very very nice❤❤❤❤❤❤❤❤

  • @Mr.adi_052
    @Mr.adi_052 ปีที่แล้ว +20

    ଏ ସବୁ କଥା କୁ ବନ୍ଦ କରାଯାଉ 👉 ଆମେ ତମ ପଛରେ ଅଛୁ 😔😔

  • @sonukhansonukhan8387
    @sonukhansonukhan8387 ปีที่แล้ว +2

    Welcome. Bhai. Sunder. Advaice. Salut. Thanks

  • @reshmasuna6536
    @reshmasuna6536 ปีที่แล้ว +9

    You are right sir🙏

  • @sureshguru4496
    @sureshguru4496 ปีที่แล้ว +9

    Jiye hari☝ nka priya se harijana..... Mu garbita mu harijana sanatani hindu shree hari☝ nka santana....jay jagannath.... Jay shree ram👏

  • @SutaranandaSutar
    @SutaranandaSutar 10 หลายเดือนก่อน +2

    ଚାକିରୀ କ୍ଷେତ୍ରରେ ଅଲଗା ଆଉ ହରିଜନ କ୍ଷେତ୍ରରେ ସମାନ ବା ବହୁତ ସୁନ୍ଦର କଥା ଆଉ ତୁମକୁ ସଳା ସରକାର ସବୁଥିରେ ସୁଯଗ ଦେବାରୁ ତୁମେ ଗରିମ କଥା ବାହାର କରୁଛ

    • @SandhyaraniMajhi-qg6xz
      @SandhyaraniMajhi-qg6xz 10 หลายเดือนก่อน

      Kai tu nabuki tame sobu sahi paruna ki jadi sahi paruna bisa khaidia jou mana badae haucha

  • @rabindranathbehera876
    @rabindranathbehera876 ปีที่แล้ว +14

    ମୋ ଦଳିତ ଭାଇ ଙ୍କୁ ସତ ସଲାମ

  • @Jitu-kh7ds
    @Jitu-kh7ds ปีที่แล้ว +51

    ସବୁ ଦଳିତ ଭାଇ ମାନଙ୍କୁ ଆହ୍ୱାନ କରୁଛୁ ଏକାଠି ହୁଅ ଆମେ ଗୋଟିଏ ଦଳ ଭାବେ ରହିବା ଆମ ପଛରେ ଯିଏ ଲାଗିବ ସିଏ ଡରିବା ଉଚିତ

    • @sunilkumarjena5593
      @sunilkumarjena5593 ปีที่แล้ว

      Right kichhi kariba darkar

    • @umeshparida9509
      @umeshparida9509 ปีที่แล้ว +2

      Aau harijana 50% rakhi doctor Anya mane 95% rakhi bekar

    • @veersb5518
      @veersb5518 ปีที่แล้ว

      @@umeshparida9509 taha hele gaandi mara ..

    • @vespavlog7707
      @vespavlog7707 ปีที่แล้ว

      Ruha tame Kain sag khaila kaheba 😂😂

    • @vespavlog7707
      @vespavlog7707 ปีที่แล้ว

      ​@@umeshparida9509right sir

  • @PustamJagat-l9p
    @PustamJagat-l9p 8 วันที่ผ่านมา

    ବହୁତ ସୁନ୍ଦର କଥା

  • @sureshmallick5946
    @sureshmallick5946 ปีที่แล้ว +7

    ଧନ୍ଯବାଦ ସାର୍,,

  • @monajbhaibhai121
    @monajbhaibhai121 ปีที่แล้ว +58

    ଏକଦମ ସତକଥା କହିଲେ ସାର ଆମେ ଅପାଙ୍କ ସାଥିରେ ଅଛୁ ମାଡିଚାଲ..

  • @krushnakhillo6374
    @krushnakhillo6374 9 หลายเดือนก่อน +2

    ଜୟ ଭୀମ ମାଗିଆ ଡାଇରେକ୍ଟର ।

  • @rkrk9135
    @rkrk9135 ปีที่แล้ว +18

    You are great sir

  • @simranhena3035
    @simranhena3035 ปีที่แล้ว +17

    ବହୁତ ଭଲ କଥା କହିଛନ୍ତି ଆପଣ ଆଗକୁ ଚାଲନ୍ତୁ ଆମେ ଅଛୁ 🙏🙏🙏🙏🙏

  • @Mahakal-z6r
    @Mahakal-z6r 10 หลายเดือนก่อน

    M.K.Gandhi ହରିଜନ ଶବ୍ଦର ଉଦ୍ଭାବକ ସେ ତ ସବୁବେଳେ ହରିଜନ ହରିଜନ ଶବ୍ଦର ବ୍ୟବହାର କରୁଥିଲେ। ଏଠି ତ ଏ ଭୋଇ ମହୋଦୟ ଏତେ ଭାଷଣ ମାରୁଛନ୍ତି କାଇଁ ସେ ଗାନ୍ଧୀ ବିରୋଧରେ ଭାଷଣ ମାରୁନାହାନ୍ତି

  • @khantiodia1289
    @khantiodia1289 ปีที่แล้ว +28

    ପ୍ରଥମ କଥା କୋଟା ଉଠିଯାଉ,ସବୁ ଜାତି ସମାନ ହେଇଯିବ

    • @rasmitamalik4267
      @rasmitamalik4267 ปีที่แล้ว +1

      Tu kia be kotakota houchu

    • @khantiodia1289
      @khantiodia1289 ปีที่แล้ว +3

      ତୁ କିଏ ବେ ମଳିକିଆଣି

    • @khantiodia1289
      @khantiodia1289 ปีที่แล้ว +2

      ସରକାରୀ ସୁବିଧା ପାଇବାରେ ପାଟିରେ ଲାଗିଯାଇଛି,ତୁମ ଲାଗି ଜେନେରାଲ ପିଲା ଗରିବର ପିଲା ହେଲେବି କିଛି ସୁବିଧା ପାଉନି, ସେତେବେଳେ ପାଟି ତ କାଇଁ ଫିଟୁନି,40%ରେ ଚାକିରି ପାଇଯାଉଛ

    • @dushasanbhesra2678
      @dushasanbhesra2678 ปีที่แล้ว +2

      Bhai history padhichu jadi comments kar nahele direct jail jibu

    • @lizadas272
      @lizadas272 ปีที่แล้ว +1

      ଆଗ ଜାତିଭେଦ ପ୍ରଥା ଉଚ୍ଛେଦ କର ..obc ମାନଙ୍କୁ କୋଟା ମିଳୁଛି ଏବେ general bi paileni ..

  • @Sandipsandip9413
    @Sandipsandip9413 ปีที่แล้ว +37

    ଓଡ଼ିଶା ର ଝିଅ ରାଷ୍ଟ୍ର ପତି ହୋଇଛନ୍ତି କିନ୍ତୁ ହରି ଜନ ଲୋକ ଙ୍କ ପାଇଁ କିଛି କରନ୍ତୁ

    • @maheswarsingh9754
      @maheswarsingh9754 ปีที่แล้ว +1

      Dekha bhai tame harijana word use karuchha kn pain

    • @maheswarsingh9754
      @maheswarsingh9754 ปีที่แล้ว +1

      Harijana Loko kn pain kahuchha

    • @arosmitamallik8657
      @arosmitamallik8657 ปีที่แล้ว

      Harijan mane prati khetra re lokanku melei adholan kariba,bhala kama prati tankara negetive mana bruti,ST lokankara dhorjya adhik,semane Ratrapati,hebe

    • @lxboy2095
      @lxboy2095 ปีที่แล้ว

      @@arosmitamallik8657 Hii

    • @Jasabanta089
      @Jasabanta089 ปีที่แล้ว +2

      ​@@arosmitamallik8657mg ଶଳା ତୁ କିଏ ବେ ଏମିତି କହିବାକୁ ନିଜକୁ ନିଜେ ଜ୍ଞାନ ବିଶେଷଜ୍ଞ ଭାବୁଚୁ ,ଜାତିକୁ ନେଇ କଣ ପାଇଁ କହୁଚୁ

  • @abhimanyudash8360
    @abhimanyudash8360 ปีที่แล้ว +1

    ସବୁ ଧର୍ମରେ ମିଛ, ଛଳନା ଓ ଅମାନବିକତା ଅଛି. ତେଣୁ କେବଳ ବିଜ୍ଞାନ କୁ ବିଶ୍ବାସ କରିବା, ସମ୍ବିଧାନକୁ ମାନିବା ଓ ମାନବିକତାକୁ ଅନୁଶରଣ କରିବା ଆବଶ୍ୟକ.. ଜୟ ମାନବତା..

  • @sudarsankumar3516
    @sudarsankumar3516 ปีที่แล้ว +19

    Sir,You are right and thank you

  • @n.knew4vedeo.65
    @n.knew4vedeo.65 ปีที่แล้ว +8

    You say right 100% sir

  • @biramkumarmandal4669
    @biramkumarmandal4669 10 หลายเดือนก่อน +1

    ବଡ଼/ସାନ ଜାତିକୁ ନେଇ ଯେଉଁ ମାନେ ସଙ୍କୁଚିତ ଚିନ୍ତାଧାରା କୁ ଏକ ବିସ୍ତୀର୍ଣ୍ଣ ସମାଜକୁ ଆମ ଅଣଗଣତନ୍ତ୍ର ଶାସନ ପ୍ରଚ୍ଛଦପଟ ରେ ଦାୟୀ।

  • @satheeshmlc6926
    @satheeshmlc6926 ปีที่แล้ว +24

    ଠିକ୍ କଥା ସାର 😢😢😢ଆଇନ କୁ ଅପମାନ କରୁଛନ୍ତି ଦଳିତ ଜାତି😭😭😭

  • @bishnupriyapatra5916
    @bishnupriyapatra5916 ปีที่แล้ว +60

    ଦଣ୍ଡ ମିଳୁ film ର ସବୁ ଲୋକ ମାନଙ୍କୁ

  • @RajuMuthamajhi-k3o
    @RajuMuthamajhi-k3o 11 วันที่ผ่านมา +1

    ଭଲ। କହି ଥୂବାରୁ। ଭହହୁତ ଧ ନ୍ୟ ବାଦ ଆଜ୍ଞା

  • @romisinghsarjom4675
    @romisinghsarjom4675 ปีที่แล้ว +8

    ତୁମ ସହିତ ଆମେ ଅଛୁ ସାର ଧନ୍ୟ ବାଦ୍

  • @Dillipkumar35
    @Dillipkumar35 ปีที่แล้ว +34

    You are saying absolutely correct sir.

  • @BanajabasiniMallick
    @BanajabasiniMallick 10 หลายเดือนก่อน +1

    Thank you so much sir...... good point ☝️ kahuchhanti

  • @chandrasekharsanta-bj2ux
    @chandrasekharsanta-bj2ux ปีที่แล้ว +37

    Perfect କଥା 🙏

  • @ridhimacreation2021
    @ridhimacreation2021 ปีที่แล้ว +34

    ସୁଧାଂଶୁ ମୋହନ କେବେ ଆଉ ଯେମିତି Filim କରିପାରିବେନି.. ସେଥିପାଇଁ ଦୃଢ କାଯ୍ୟନୁଷ୍ଠାନ ନିୟା ଯାଉ

  • @ranjanmalik857
    @ranjanmalik857 5 หลายเดือนก่อน +1

    Jay Bheem ❤️❤❤❤❤❤❤❤❤❤❤❤❤❤❤❤

  • @Mantu67K
    @Mantu67K ปีที่แล้ว +8

    Jay Jagannath 🙏❤️🙏🚩

  • @jagannathpradhan7858
    @jagannathpradhan7858 ปีที่แล้ว +4

    ହରିଜନ କହିଦେଲେ ଯଦି ଖରାପ ଲାଗୁଚି ଜାତି ଭିତିକ କୋଟା ଉଠେଇ ଦିଆଯାଉ ।ଗୋଟେ ଦେଶ ଗୋଟେ ଜାତି

    • @sumankarj
      @sumankarj ปีที่แล้ว +2

      ତୋର ବୋପରା ଟଙ୍କା କି ମଁ
      ତୁ କିଏରେ..

    • @sunandamalick5015
      @sunandamalick5015 ปีที่แล้ว

      Jatipratha Uthigale quota ape ape udhijiba

    • @antionbb727
      @antionbb727 ปีที่แล้ว +1

      Tu kn janichu be sala 5000 year ru atyachar kariasucha au abe reservation utha kahucha

    • @skmaahi7111
      @skmaahi7111 ปีที่แล้ว

      jau mane kahuchha jati utheideiaju ...hau thik achhi jadi jati uthei deiajiba ..ta hele tme mane tma bhauniku gote lower caste saha mariage daba na samaste...ta hele thik achhi sabu saman hba drkar

  • @RajuMuthamajhi-k3o
    @RajuMuthamajhi-k3o 11 วันที่ผ่านมา

    ଭ ଲକହି ଥିବା ପାଇଁ ଭ ହୁତ ଭ ହୂତ ଧ ନ୍ୟ ବାଦ। ଆ ଜ୍ଞା

  • @ajaykumarmohanty-gv6us
    @ajaykumarmohanty-gv6us ปีที่แล้ว +4

    All right 👍 God bless you sir

  • @soundofsoul8624
    @soundofsoul8624 ปีที่แล้ว +44

    ବ୍ୟାକରଣ ପୁସ୍ତକ ରଚନା କର । ମହାତ୍ମା ଗାନ୍ଧି ଙ୍କର ସବୁ ଭୁଲ୍ । ଭଗବାନ ଙ୍କ ସନ୍ତାନ କୁ ଲୋକ ଙ୍କୁ ଭଡକେଇ ବାକୁ ଜାରଜ ସନ୍ତାନ କହୁଛ

    • @rashmiranjan286
      @rashmiranjan286 ปีที่แล้ว +1

      Thik katha joumane Bhagaban nka santana nuhanti semane anaharijan , Brahman Kshatriya Vaishya samaste Bhagaban nka santana. Apananka matare yesamaste harijan bodhe .

    • @HarshikaHubby-pr1mw
      @HarshikaHubby-pr1mw ปีที่แล้ว

      ​@@rashmiranjan286Haan. Samaste Harijana.

    • @reenamahali2629
      @reenamahali2629 ปีที่แล้ว

      Yes right

    • @Bapa4207
      @Bapa4207 ปีที่แล้ว

      @@rashmiranjan286 🤣🤣🤣🤣 ଆରେ ଭାଈ ତୁ କଣ ପାଇଁ ଭାବୁଛୁ ଯେ ତୁ ହରିଜନ ବୋଲି..ଯେତକ ଜେନେରାଲ ସବୁ ହରିଜନ ଆଜିଠୁ ସବୁ ଦଳିତ ରାକ୍ଷସ ଜନ 🤣😁😁😁😁😁

    • @rashmiranjan286
      @rashmiranjan286 ปีที่แล้ว

      @@Bapa4207 tu pagal ki sei katha ta kahuchi .

  • @Mahapatra-tl9pi5os1i
    @Mahapatra-tl9pi5os1i 2 หลายเดือนก่อน

    ହରିଜନ, ଆଦିବାସୀ ପାଇଁ ଆମ ଦେଶ ତଳକୁ ଖସୁଛି

  • @umeshmallick3180
    @umeshmallick3180 ปีที่แล้ว +103

    I salute you Sir for your good statement. I am highly satisfied on your objection about use of the word Harijan. The produser and sencer board should penalize for using Harijan in a film including the script writer. This is a shameful word to which Hounrable Supreme Court has banned not to write, speak this Harijan word. Hence, I would like to request all odishan people protest to that film.

    • @subarnnapanda5072
      @subarnnapanda5072 ปีที่แล้ว +4

      Do you know odia language? because in odia Harijana means people of God. Oh, sorry sorry. You are a foreigner,so may be you don't know odia language.

    • @Bapa4207
      @Bapa4207 ปีที่แล้ว +1

      @ଆରେ ଉମେଶ ମଲ୍କିକ ତୋ ବୟସ କେତେ ଆରେ??? ଆମ୍ୱେଦକର ପାଠ ପଢି ନାଁ ରଖିଲେ କିନ୍ତୁ ତୁ ପାଠ ପଢି ଗଜ ମୂର୍ଖ ହେଲୁ .. ମାଗଣା ଖିଆ

    • @Mr.adi_052
      @Mr.adi_052 ปีที่แล้ว +2

      ​@@Bapa4207ତୁ ଶଳା ଟା କିଏ

    • @Bapa4207
      @Bapa4207 ปีที่แล้ว

      @@Mr.adi_052 ବାପା କୁ ଚିନ୍ହି ପାରୁନୁ!!!!

    • @Bapa4207
      @Bapa4207 ปีที่แล้ว

      @@Mr.adi_052 🤣🤣🤣🤣ଜୋସ କମ୍ କରେ ନହେଲେ ପେଲି ପେଲି ପେଲେଇପୁଅ ହେଇଯିବୁ 🤣🤣🤣🤣ମାଗିଆ ଶବ୍ଦ କହି ପ୍ରମାଣ କରିଦେଲୁ ମୁଁ ହିଁ ତୋ ବୋପା 🤣🤣good job my ମାଗଣା ଖିଆ Son 😁😁😁😁

  • @ganeshjena1121
    @ganeshjena1121 ปีที่แล้ว +14

    you are right Sir, Thanks to you. ପଛରେ ଆମ୍ଭେ ସମସ୍ତେ ଆପଣ ଙ୍କ ପଛରେ ଅଛୁ ।

  • @kabindrabhoi1291
    @kabindrabhoi1291 16 วันที่ผ่านมา

    ମୁଁ ଲିଙ୍ଗରାଜ ମଉସାଙ୍କ କଥାରେ ଏକ ମତ। ଧନ୍ୟବାଦ୍।

  • @mj1...
    @mj1... ปีที่แล้ว +42

    Waa waa uncle it is very intelligent motivational ❤❤❤❤

    • @RinkuBagh8128
      @RinkuBagh8128 ปีที่แล้ว

      It is not motivation
      It is reality.....

  • @Balaramsahoo476
    @Balaramsahoo476 9 หลายเดือนก่อน +4

    ପୁରା ଠିକ କଥା କହିଲ ହରିଜନ କଣ ମଣିଷ ନୁହଁ ଇଏ ସମାଜ ରେ ବଡ଼ ଜାତି ହରିଜନ ଙ୍କୁ ଏଇ ସମାଜ ରେ ଶାନ୍ତି ରେ ବଞ୍ଚିତେ ଦେବେ ନି ସେଥିପାଇଁ କେତେ ଝିଅ ବହୁ ଶଶୁର ଘରେ ନିଯ୍ୟତ ନା ସହି ନ ପାରି ଜୀବନ ହାରି ଦେଉଛନ୍ତି 😢 ଦୁନିଆ ଯେତେ ଆଗକୁ ଗଲେ ମଧ୍ୟ କିଛି ଲୁକ ଅଛନ୍ତି ହରିଜନ ଲୁକ କୁ ସବୁବେଳେ ଛୁଟନଜର ରେ ଦେଖୁଛନ୍ତି 😮

  • @memoryoftheday
    @memoryoftheday ปีที่แล้ว +8

    Ete Dina pare Jane knowledgable lokanku dekhili❤️

  • @rajnikantsenapati-wz8ir
    @rajnikantsenapati-wz8ir ปีที่แล้ว +8

    Thank you sir.

  • @udayalima9094
    @udayalima9094 5 หลายเดือนก่อน

    ପ୍ରଣାମ ମହାଶୟ 🙏🏻 ଧନ୍ଯବାଦ🎉

  • @satyaommusic1512
    @satyaommusic1512 ปีที่แล้ว +20

    ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ

  • @gopabandhunaik1003
    @gopabandhunaik1003 ปีที่แล้ว +7

    Salute sir 🙏

  • @sandipkumarpatra7965
    @sandipkumarpatra7965 ปีที่แล้ว +1

    ଠିକ୍ କଥା କହିଛନ୍ତି ସାର୍ 👌👌👌 🙏🙏🙏Tq sir

  • @surajkumarnahak4302
    @surajkumarnahak4302 ปีที่แล้ว +5

    Ekdam right kahicha 👍

  • @Dancegroup7
    @Dancegroup7 ปีที่แล้ว +19

    କଥା ଗୋଟେ କହିଲ ସାର୍ ମୁଁ ଆପଣଙ୍କ ଏକ ମତ👍

  • @TusharranjanParida
    @TusharranjanParida 9 หลายเดือนก่อน

    Thankyou sir ଆମେ ସବୁ ଆପଣ ଙ୍କ ସହିତ ଅଛୁ best of luck 👍👍👍

  • @bishnupriyapatra5916
    @bishnupriyapatra5916 ปีที่แล้ว +6

    Thank you Bhaskar chalen

  • @dolamanimahananda-lx6vj
    @dolamanimahananda-lx6vj ปีที่แล้ว +70

    Thank you sir.There should be severe mass protest against it.

  • @Jagat-qw6sm
    @Jagat-qw6sm 5 หลายเดือนก่อน

    ବହୁତ ସୁନ୍ଦର

  • @suhanigochhayat1338
    @suhanigochhayat1338 ปีที่แล้ว +6

    Right right sir ❤❤

    • @manojfine7386
      @manojfine7386 ปีที่แล้ว

      Right 👍👍👍 ama bi gochhayat

    • @manojfine7386
      @manojfine7386 ปีที่แล้ว

      Kiheki kijana bhagona amo ku eata chuta jatira ganmo dila

  • @nmproduction8035
    @nmproduction8035 ปีที่แล้ว +8

    All right ✅️ sir 🙏