if strengthen action is not taken within next 48 hours then dismiss the iic mancheswar police station bbsr . Remove him from the service . Stop his salary etc Better kick him out of the service .
Government has failed to improve law and order situation in the state. I do remember there was a DCP in BBSR called Himanshu Lal.. He was a good cop during his time there was So many encounters happened. Truck owners were not feeling safe due to highway robberies under his supervision police shot Jubir khan a highway robber. We need strong and bold officers like him to control these criminals.
ଏଥିରୁ ଜଣାପଡିଲା ଯେ ଓଡ଼ିଶାପୋଲିସ କୈାଣସି କାମକୁ ନୁହେଁ,ମାଈଚିଆ ଠାରୁ ବି ହୀନ.....ରକ୍ତ ଗରମ ହେଇ ଯାଉଛି ଏ ଘଟଣା ଶୁଣିକି, ଯଦି ମୁଁ ପୋଲିସ ହୋଇଥାନ୍ତି.....ତାହେଲେ ସବୁ ଗୁଣ୍ଡା ଙ୍କୁ କ୍ୟାପିଟାଲ ହସ୍ପିଟାଲର ICU ରେ ଭର୍ତ୍ତି କରି ଦେଇଥା'ନ୍ତି । All criminals must be cleaned allover our state as well as our country to make a peaceful life
young and energetic CM and leadership is required. this outcome happens when one single party is doing votebank politics for decades which leads to messed up law and order situation.
As far as i concern police is also involved in this case & not punishing to the people who are really spreading their goonism sheets...kindly request to odisha govt to take strong actions against these goons otherwise democracy will be goes down in odisha very soon
ପୋଲିସ ଡିପାର୍ଟମେଣ୍ଟର ଆଉ ଆବଶ୍ୟକତା ନାହିଁ । କାହିଁକି ଖାଲି ଦରମା ନେବା ପାଇଁ ସେ ଡିପାର୍ଟମେଣ୍ଟ ରହିବ । ଆବୋଲିସ୍ କରିଦିଆଯାଉ ଏହି ଡିପାର୍ଟମେଣ୍ଟକୁ ।
ମନ୍ତ୍ରୀଙ୍କ ଗାଡି ଆଗରେ କିଏ ଝାଡୁ ମାରି ରାସ୍ତା ସଫା କରି କରି ନେବ.
Thik katha
Lagya janaka katha
Police upare bharasa rahiba nahi
sata katha kahile re bhai
ଯୋଗୀ କୁ ଦେଇ ଦିଅ ଓଡିଶା ଭାର ... ବିଜୁ ପଟନାୟକ ପୁଅ ପାରିବନି
You are Right
@@ganeshbehera8650 politics bjp no
Right 👍
Right
Biju babu nka pua ta majhi item ta se kn kariba
ପୋଲିସ କେବଳ ଫାଇନ କାଟିବା ବେଳେ ସିଂହମ ପାଲଟି ଯାଏ.. ହେଲେ ଏପରି ପରିସ୍ଥିତି ରେ ଆମେ କଣ କରିପାରିବୁ... ଏହାଠୁ ବଡ ଦୁଃଖର କଥା ଆଉ କଣ ହେଇପାରେ..
Ekdum thik katha.Odisha police are coward.
ଏହାହିଁ ସ୍ମାର୍ଟ ସିଟି ର ଉଦାହରଣ. ଓ 22 ବର୍ଷ ଶାସନ ରେ ହୋଇଥିବା ବିକାଶ ର ଚିତ୍ର
👍👍
Right....
ନମ୍ବର ୱାନ ସରକାର ଙ୍କ ନୂଆ ଯୋଜନା 🙏ମଦ ପିଇ ଶୋଦିଵା ଯୋଜନା 🙏
Right Katha kahicha
Right bro
Sehi bola appne.
Prati rasan kad re 7 day 5 litar mad milib new jojana
ଓଡିଶା ପୋଲିସ କେବଳ ରାଜନେତା ମାନଙ୍କୁ ସୁରକ୍ଷା ଦେବା ପାଇଁ ରହିଛି।
ଅନ୍ୟାୟ ବିରୋଧରେ ଯିଏ ସ୍ବର ଉତ୍ତୋଳନ କରିବ ସେମାନଙ୍କୁ ଦମନ କରିବା ହେଉଛି ପୋଲିସ ର ପ୍ରଥମ କାମ ..
ବତ୍ତର୍ମାନ ର ଓଡିଶା ସରକାର ଏବଂ ସେଦିନର ବ୍ରିଟିଶ ସରକାର ମଧ୍ୟରେ କିଛି ଫରକ ନାହିଁ।
Sata katha kahuchha bhai
Two wheeler checking & fine paain busy...Police .
ଆପଣ ଠିକ୍ କଥା କହି ଛନ୍ତୀ ଏକଦମ ରାଇଟ୍ 👍
I think now Bhubaneswar is not safe City 💔
Bro city good but people bad
Right
Odisha hela deshara sabuthu safe jaga. Aama Police aau sarkar hele bada MG
@@satyanayak4271 rong
Too many uneducated and unemployed youth with khatti culture
ମୁଁ କହୁଛି ପୋଲିସ ଅକାତ ଲେସ ତାଙ୍କର କିଛି ବି ଅକାତ ନାହିଁ ସେଥିପାଇଁ ନିଜେ ବଞ୍ଚିଲେ ବାପ ର ନା ନିଁଏ ଗୋଟେ ଗୋଟେ ଅସ୍ତ୍ର ଯେମିତି ଭୁଜାଲି,ଲୁହା ରୋଡ,କତା ନିଜ ଘରେ ନିଜ ପାଖରେ ରଖନ୍ତୁ ସମସ୍ତେ ଆଉ ପରିସ୍ଥିତି ର ସାମ୍ନା କରନ୍ତୁ ପୋଲିସ ଆସିକି ପହଂଚିବା ଆଗରୁ ସେଲ୍ଫ ଡେ଼ଫେନ୍ସ is most 🙏🏻
Jadi otv ku police hairanakaribe madua sadharana lokanku hairana karibe
ଯେତେବେଳେ ନଙ୍ଗଲା ହେହି ମୋତି ଲେ ମଘୀୟା ଉପର ଙ୍କୁ ଗରମ ପାଣି କରିକି ତାଙ୍କ ବାଣ୍ଡ ଉପର କୁ ଢାଲି ଦେଇଥାନ୍ତୁ 🤣🤣ଆଉ ଜୀବନ ସାରା ମଦ କି କାହାରି ଘର ଆଗରେ ନଙ୍ଗଲା ହେହି ନଥାନ୍ତେ
Bhubaneswar is not safe now 😭
ଦୟାକରି ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ ଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଉ.
ଯୋଉ ଯୋଉ ଆଶାମୀ ଏଇ ସବୁ କୁକାର୍ଯ୍ୟ କରିଛନ୍ତି ସେଇ ମାନଙ୍କ ଠାରୁ ସବୁ ଟଙ୍କା ଆଦାୟ କରାଯାଉ ଏବଂ ଏଇ ଚୋର ମାନଙ୍କୁ କୋଠାର ଦଣ୍ଡ ଦିଆଯାଉ.
ତାଙ୍କ ଘରକୁ ଵୋଲଡୋଜର ମଡେଇ ଦିଅ ଆଉ ପିଡିତର ଘର ମରାମତି ପାଇଁ ଖର୍ଚ ଆଦାୟ କର ।
Sehi. Payment AAMAR SARKAR. DEBA. KAARANA. MO. SARKAR. 5T. ACHI. GUNDA. POLICE. AAMARA
ବାହା ବାହା ବାହାରେ କ୍ୟାପିଟାଲ ପୋଲିସ 👏👏👏
ଛି ଛି...ସରକାର ଟିକେ ଶିଖ ଦୁବାଇ ରୁ ବୁଲିକି ଗଲ...ଦୁବାଇ ପୋଲିସ ଠୁଁ ଟିକେ ଶିଖ..ଛି ଛି
ପୋଲିସ department ଆଉ ଆବଶ୍ୟକ ନାହିଁ। ସମସ୍ତେ ଘରେ AK 47ରଖନ୍ତୁ।
Odisa re sabu kichi hahuchi Kn karuchanti
ଏଇତ ଆମ ଓଡ଼ିଶା ସରକାରଙ୍କ ସଫଳତା।ଏଥିପାଇଁ ଆମ ନବୀନ ସରକାର ନଂ ୧। ଯୋଗୀ ସରକାର ଥିଲେ । ଏପରି ହୋଇ ନଥାନ୍ତା ।
Kana Yogi Yogi hauchu be ....Yogi bala chodi pakauchi...up re ghare pasiki rape karithante au police rapist nku protection deithanta
ଧନ୍ୟ ରେ ପ୍ରଶାସନ, ଆମ ସରକାର ଧନ ଜୀବନ ଓ ଆତ୍ମ ସମ୍ମାନ କୁ ଏହିପରି ଭାବରେ ରକ୍ଷା କରୁଛନ୍ତି। ଏ ତ ପୁରା ରାମରାଜ୍ୟ। ଧିକ୍
ଏମିତି ଚାଲିଛି ଆମ ଶାସନ ବ୍ୟବସ୍ଥା କଣ କହିବା କାହାକୁ କହିବା ଓଡ଼ିଶା ରେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି ନା କିଛି ଜାଣନ୍ତି ନା କିଛି ଶୁଣନ୍ତୁ , ମଦ ତ ପୁରା ଗାଁ ଗାଁ ରେ ଖୋଲିଲେ ମୁଖିଆ
ମାଇଚିଆ ପୋଲିସ ଙ୍କ ଉପରେ ଆକ୍ସନ ନିଆ ଯାଉ
ସାର ସଳା ମଦୁଆଙ୍କୁ ତମଘରେ କଟୁରୀ ଠୁ ପନିକି ପର୍ଯ୍ୟନ୍ତ ଯେତେକ ଯିନିଷ ଥାଏ ସମସ୍ତେ ମିଶି ହାଣିଥାନ୍ତ ମଦୁଆଙ୍କୁ, police ଆସିଲା ବେଳକୁ ସବୁ ଖେଳ ସରିଥାନ୍ତା, ତମେ କଣଯାଣିନ police ର ଦି ପଟେ ଦାଢ଼🙏
Right
ସେନା ବଦଳରେ ପୋଲିସ୍ ଚାକିରି କୁ ୪ ବର୍ଷ କରିଦେବା କଥା,,ଖାଲି ଖାଇ ପେଇକି ପେଟ ବଢାଇଛନ୍ତି,, ଛି ଛି ଓଡ଼ିଶା ପୋଲିସ୍,,shame on you
Bhai ... ଏଇଟା କଉଠି କାର ଘଟଣା 😂😂
ଭୁବନେଶ୍ୱର ଟା କୁଆଡେ କି
ରାଜଧାନୀ ବଦଳି ଗଲା କି ନାଁ ଭୁବନେଶ୍ୱର
ଅଛି ଅଲଜ୍ୟା ପ୍ରଶାସନ 😭😭🙏🏻
ରାଜଧାନୀ ରେ ଏମିତି
ଅନ୍ୟ ଜିଲ୍ଲା କଥା କଣ କହିବା
ମଞ୍ଚେଶ୍ୱର ପୋଲିସ ର ବାଇଟ କାଇଁ ???????
Salute the news Reporter
Odisha Police fine recovery pain achi, kahar protection pain nuhon, try to understand.
Chodi pua mane lancha nebe au fine collect karibe.. Au maipa pakahre pureibe.. A sala sarkar hin kharap aku ae thara change kale thik haba
Right
Maderchhod sale sadharna loko nku hairana karuchanti.....
Jogi sarkar is all right
ଏମିତି ସମସ୍ୟା ହେଲେ ବଞ୍ଚିବା କଠିକର ପାଠ
Odisha police
Department କୌଣସି ବାଳ କୁ ମୁହଁ ।
ମଦ ପାଇଁ ଖାଲି ଚାଲାଣ କରିବ ଆଉ କଣ !
They spoiled the life of odisha youth by forming biju juba bahini, made them liquor addict just to win election. Now Odisha people are suffering.
ଠିକ୍ କଥା ଭାଇ ! ସେ ତ ବିଜୁ ଯୁବ ଗୁଣ୍ଡା ବାହିନୀ ଅଟନ୍ତି ! Power କୁ ଆସିବା ପାଇଁ ତ ଏମାନେ ଲୋଡା ! ନ ହେଲେ ଏମାନେ କେମିତି ଏତେ ବର୍ଷ ଜିତୁ ଛନ୍ତି ! ନବୀନ ପଟ୍ଟନାୟକ କୁ କଣ ଦିଶୁନି ନା ଜାଣି ପେଲା ଶଳା ! ସବୁବେଳେ power ରେ ରହିବାକୁ ହେଲେ ନବୀନ ପଟ୍ଟନାୟକ ଏମାନଙ୍କୁ ପାଳି ପୋଷି ରଖିବାକୁ ପଡିବ ! କାରଣ power ଗଲେ ନବୀନ ର death ହେଇଯିବ ! ସଂସାର ରୁ ବିଦାୟ ନେଇଯିବ !
Only police ହିଁ ଦାୟୀ ଏ ସବୁ ଅସାମାଜିକ କାର୍ଯ୍ୟ ପାଇଁ
No. 1- C M government re smart City & smart idea
😀 ପୋଲିସ ଅଧିକାରୀ ଡରିଗଲେ ବୋଧେ 😂
PCR ବହୁତ ଫାଷ୍ଟ ଆସେ ଫୋନ୍ କଲେ ଲୋକ ଗୁଡା କିଛି ଜାଣି ନାହାତି ପୋଲିସ ଅଧିକାରୀ କହିଛନ୍ତି ଆମେ ସର୍ବ ସର୍ବଦା ଆପଣଙ୍କର ହିତ ପାଇ ଆଗେଇ ଆସୁ ସବୁ ମିଛ ପ୍ରତିଶ୍ରୁତି ଦିଅନ୍ତି 🙏👏👏🥺🥺👍👍👍👍👍👍
ଗାଁ ଛାଡି ସହରରେ ରହିଲ। ଏ ପରିସ୍ଥିତିରେ କିଏ ଅଛି ସାଥ ଦେବାପାଇଁ। ଗାଁ ରେ ହୋଇଥିଲେ ସାହିପଡିଶା ଚାଲିଆସିଥାନ୍ତଜ
ସାହାଯ୍ୟ କରିବାପାଇଁ। ସହରରେ ଆପେ ବଞ୍ଚିଲେ ବାପର ନାଁ।
Suspend All PCR Van staff immediately,
Police ର କିଛି କାମ ନାହିଁ।😏
ତାଙ୍କ ପକେଟ୍ ଗରମ ହେଲେ ହେଲା।
ଓଡିଶା ରୁ ମଦ ବଦ କରାଯାଉ
Habanahi bhai nabin babu prati panhyat re mada shop karichi
This is why education is important
@@parkashrao3810 u r absolutely ryt bro 👍
ଯୋଗୀ ଶାସନ ଦରକାର । ସବୁ ଖର୍ଚ୍ଚ ମଦ୍ୟପ ମାନଙ୍କ ଠାରୁ ଆଦାୟ କରିବା ଦରକାର୍ ଓ ଜେଲ୍ ପଠାଇବା ଦରକାର୍ ।
Request to the government to ensure safety first then development.
ଭୁବେଶ୍ବରଠାର ରେ ଇମିତି ହଉଚି ଅନ୍ୟ ଠାରେ ଆଉ କଣ କରି ହେବା
ଓଡିଶା ରେ ଦିନକୁ ଦିନ law and order ଖରାପ ହେଇଗଲାଣି, ଏଇଥିପାଇଁ ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ.
ଏଥିପାଇଁ ଆମ ସରକାର ନବୀନ ପଟନାୟକ ଦାୟୀ କାରଣ ସେ ଗାଁଠୁ ସହର ଯାଏ ଅଧିକରୁ ଆହୁରି ଅଧିକ ମଦ ଦୋକାନ ଖୋଲିବାରେ ଜନସାଧାଣକୁ ସହଯୋଗ କରୁଛି
Good job pcr.......
Take strong action against the miscreant
ଭୁବନେଶ୍ୱର ରେ ପୋଲିସ କେବଳ ନେତା ଓ ଅଫିସର ଙ୍କ ସେବାରେ...........
BJD ସରକାର ରେ ଏସବୁ ସାଧାରଣ କଥା । ଭଉଣୀ ସମସ୍ତଙ୍କୁ କୁହ ବିଜେଡ଼ି ସରକାର କୁ ଭୋଟ ଦେବେ ।
ଦୁଃଖଦାୟକ ଘଟଣା
ଆରେ ଭୁଟ ଦବ କଉଠି ଶଙ୍ଖ ଚୀନ ଯଉଠି
ଶଙ୍ଖ ଚୀନ ଯେବେ ରହିବ, ଓଡ଼ିଶାର ଗୁଣ୍ଡା ଗର୍ଦି ବଡ଼ି ଚାଲିବ
ଶଙ୍ଖ ଚୀନ ଜିନ୍ଦାବାଦ ଯାହା ହଉ ଓଡିଶା , No,1👍 କିଛି ଅସୁ ବିଧା ନାହିଁ, ହଉ ଭାଙ୍ଗିଛିତ ପୁଣି ଭୁଟ ଟାଇମି ରେ ମିଳିବନି କାହାକୁ ଯଦି ଖରାପ ଲାଗି ଥାଏ 🙏🙏🙏🙏.
Now in India, Bhubaneswar is the most unsafe place.
ଏ ଶଳା ପୋଲିସ ଅଧିକାରୀ ମାନଙ୍କୁ ଜାମୁ କାଶ୍ମୀର କୁ ପଠାଇଦିଆନ୍ତୁ, ଏ ଶଳା ଙ୍କ ର କିଛି କାମ ନାହିଁ,ମିଲ୍ଟାରି ମାନଙ୍କୁ ଥାନା duty ଦିଅନ୍ତି, ତା ପରେ ଓ଼ିଶାରେ କାନୁନ ଠିକ୍ ରୂପେ ଚାଲିବ,
ପ୍ରଶାସନ ଏହା ପାଇଁ କିଛି action ନେଇଛି କି ନାହିଁ?
Very sad state of affairs in the smart City, hopefully necessary action would be initiated, thanks to OTV for telecasting the issue
Police should be responsible to arrest all those unsocial peoples for lifetime imprisonment and address press meet for this.
Police should be responsible to arrested all those unsocial peoples for lifetime imprisonment and address ... Very careless odisha police....
First helmet and Now Number Plate .. Sabu Check sarila pare Ae Case nebe Ama Police Baabu
if strengthen action is not taken within next 48 hours then dismiss the iic mancheswar police station bbsr .
Remove him from the service .
Stop his salary etc
Better kick him out of the service .
Smart city isn't safe city anymore 💔...
ପୋଲିସ ଦେଖଣା ହରି ସାଜିଛି
ପୋଲିସ ମୂତି ପକେଇଛି,,
ପୋଲିସ ଉପର ଭରସା ରଖିବ
ନାହିଁ,,ଆଉ,କାହା ଉପରେ ଭରସା ରଖିବ,
ପୋଲିସ କୁ ଥାଇକି ଯା ନଥାଇକି ଯା
ତାମିଲନାଡୁ ପୋଲିସ ଆନ୍ଧ୍ର ପୋଲିସ
ହୋଇଥିଲେ, ଏନ୍ କାଉଣ୍ଟର କର
ଏଠି ସାଧାରଣ ଲୋକଙ୍କ ସ୍ଥାନ ନାହିଁ ,ଶାସନ ଓ ପ୍ରଶାସନ ସଂପୂର୍ଣ୍ଣ ଢିଲା
PCR ରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ august15 ରେ ପୁରସ୍କୃତ କରାଯିବା ଉଚିତ
ଏହି ଘଟଣା ପାଇଁ ସରକାର ଙ୍କୁ
କେଉଁ ପୁରସ୍କାର ପ୍ରଦାନ କରିବା ଦରକାର
ସ୍ମାର୍ଟସିଟି ନମ୍ବର ଓ୍ଵାନ ମୁଖ୍ଯମନ୍ତ୍ରୀ
ପ୍ରଥମେ ପୋଲିସ ମାନଙ୍କୁ ଆରେଷ୍ଟ୍ କରାଯାଉ ।
Where is 5T sarkar?
କାଇଁ ବାଣ୍ଡ ଏ ପୋଲିସ ଦିପାର୍ଟମେଣ୍ଟ ଏମିତି କରୁଛଅନ୍ତି
ୟୁପି ପୋଲିସ, ଦିଲ୍ଲୀ ପୋଲିସ୍ ମହାରାଷ୍ଟ୍ର ପୋଲିସ୍ ଆଦି ଗୋଟିଏ ଦେଶ ଗୋଟିଏ ଭାରତ ଦେଶର ସ୍ଥାନୀୟ ପୋଲିସ ନିଜ କାମ ପାଇଁ ସବୁବେଳେ ସାବାସୀ ପାଉଥିବାବେଳେ ସେହି ଦେଶର ରାଜ୍ୟ ଓଡିଶା ପୋଲିସର ଏଭଳି ନିତିଦିନିଆ କାର୍ଯ୍ୟକଳାପକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ।😡😡😡😡😡😡😡😡😡😡😡
ଯେ ପ୍ରଯ୍ୟନ୍ତ ୟେ ଭଳି ଘଟଣାକୁ ଛୋଟ ନ ଭାବି ଦୃଢ଼ ପଦଖେପ ନ ନିୟା ଯାଇଛି, ୟେ ଘଟଣା ବାରମ୍ବାର ଘଟୁଛି।
ୟୋଗୀ ସରକାର ଦରକାର ଏଠି
ମୁଁ ବହୁତ ଖୁସି ଆପଣ ମନେ ଖୁସିତ ..ଜୟ ନବୀନ ଜୟ ମଦ
ଓଡ଼ିଶା ସରକାରଙ୍କୁ ମୋର ନିବେଦନ ଆମ ରାଜ୍ୟରୁ ମଦ ସହିତ ଅନ୍ୟାନ୍ୟ ନିଶାଦ୍ରବ୍ୟ ସଂପୂର୍ଣ୍ଣ ରୁପେ ଉଠାଇ ଦିଆଯାଉ କାରଣ ନିଶାସକ୍ତ ମନୁଷ୍ୟ ହିଂସ୍ର ପଶୁ ଭଳି ଆଚରଣ କରିଥାଏ ସେଥିପାଇଁ ଗ୍ରୀକ ଦାଶନିକ ଆରିଷ୍ଟୋଟଲଙ୍କ ମତରେ ମନୁଷ୍ୟ ହେଉଛି ସାମାଜିକ ପ୍ରାଣୀ ଯିଏ ସମାଜ ବିନା ଜୀବନ ଯାପନ କରେ ସେ ହୁଏତ ପଶୁ କିମ୍ବା ଦେବତା ହୋଇପାରେ
ପୋଲିସ ମାନେ ଖାଲି ଲାଞ୍ଚ ନେବା ପାଇଁ ଆଗୁଆ ହୋଇଥାଏ ।
କଥାରେ ଅଛି ପୋଲିସ ବଡ ଚୋର। ଲାଞ୍ଚୁଆ ପୋଲିସକୁ ପଇସା ପକେଇଦେଲେ ସିଏ ତାର। ପୋଲିସ ଯଦି କିଛି କରିପାରିବ ନାହିଁ ତାହାହେଲେ ଥାନା ଅଛି କାହିଁକି।
ସେମାନେ ଆଉ କେହି ନୁହନ୍ତି ଆମ ନବୀନ ବାବୁଙ୍କ ମଦ ପିଇ ସାଙ୍ଗମାନେ ଏଣୁ ପୁଲିସ
ସେମାନଙ୍କୁ କିଛି କରିବ ନାହିଁ ଅରାମରେ ଖାଇପିଇ ସୋଇପଡ !
ତୁରନ୍ତ ସେ ଘର ଛାଡି ପଳାଅ । ନଚେତ୍ ସ୍ଥାନୀୟ ପିଲାଙ୍କୁ ଭୁଲ୍ ମାଗ । ବାହାରେ ଚଳିବା ତମେ ଶିଖିନାହିଁ। ମନେ ମନେ ଷଣ୍ଢ ହେଲେ କଣ ହେବ ? ନଈ ମଝିରେ ରହି କୁମ୍ଭୀର ସାଙ୍ଗରେ କଳି କଲେ କଣ ଦଶା ହୁଏ ଜାଣିନ ?
Odisha police ku kuha ebe helmet check Kariba au road upare khali patrolling Karu ....shame on Odisha police
ଆଜ୍ଞା ମୁଁ ନିଜେ ଭୂତଭୋଗି 😭
ଦିନେ ରାତି ୨ଟା ରେ ଗୋଟେ ପୋଲିସ ଷ୍ଟେସନ ଯାଇଥିଲି ସେମାନେ ଠିକ୍ ଏଇ କଥା କହିଥିଲେ ଆମର ଷ୍ଟାପ ନାହାଁନ୍ତି ଆମେ କିଛି କରିପାରିବୁନି
ଭୁବନେଶ୍ୱର କୁ ଏକ ଅପରାଧ ପ୍ରବଣ ସହର ରେ ଏହି ସରକାର ପରିଣତ କରିଛି।
ଆଇନ ଶୃଙ୍ଖଳାକୁ ଯିଏ ବି ଅବମାନନା କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ।
Shame to police dept !!!
Odisha police kukura
Government has failed to improve law and order situation in the state.
I do remember there was a DCP in BBSR called Himanshu Lal.. He was a good cop during his time there was
So many encounters happened. Truck owners were not feeling safe due to highway robberies under his supervision police shot Jubir khan a highway robber. We need strong and bold officers like him to control these criminals.
ଭୁବନେଶ୍ୱର crime re ମୁମ୍ବାଇ କୁ ବଳିଯିବ
Manigalu re odisha police tumaku award milliba katha
Khaiki khali peta bahara kara aau kichhi kariba darakar nanhi tume mane odisha ra garba guraba manigalu loka tuma upare mutiba kathaa chhi lajya odisha police rip
କିଏ ବେ ବମ ପକେଇ ଘର ଉଡେଇବ ଗାଣ୍ଡିରେ ଦମ ଅଛି ସାଲା ପୁଲିସି ବୁଝୁନି ଏ ଡେ ବଡ କଣ୍ଡୋହେଇଛି
ଆଉ କଣ ଭିତିରି କଥା ଅଛି,ତୁମେ ବହୁତ କଥା ଲୁଚାଉଛ, କଥାରୁ ଜଣାପଡୁଛି ଚେନ ଲୁଟ , ଘରେ ପଶିବା ପୁରା ମିଛ, ଏହାଙ୍କର ବହୁତ ପୁରୁଣା ଶତ୍ରୁତା ରହିଛି
Police କୁ ସେମାନେ ମାଲ ଟିକେ ଦେଇଛନ୍ତି ପିଇବାକୁ... ସେଥି ପାଇ police ଆଗରେ ଏମିତି କରିଛନ୍ତି
ପୋଲିସ department ku privatisationକରିଦେଲେ ଭଲ ହୁଅନ୍ତା
ଏଥିରୁ ଜଣାପଡିଲା ଯେ ଓଡ଼ିଶାପୋଲିସ କୈାଣସି କାମକୁ ନୁହେଁ,ମାଈଚିଆ ଠାରୁ ବି ହୀନ.....ରକ୍ତ ଗରମ ହେଇ ଯାଉଛି ଏ ଘଟଣା ଶୁଣିକି, ଯଦି ମୁଁ ପୋଲିସ ହୋଇଥାନ୍ତି.....ତାହେଲେ ସବୁ ଗୁଣ୍ଡା ଙ୍କୁ କ୍ୟାପିଟାଲ ହସ୍ପିଟାଲର ICU ରେ ଭର୍ତ୍ତି କରି ଦେଇଥା'ନ୍ତି ।
All criminals must be cleaned allover our state as well as our country to make a peaceful life
ସେ ପୋଲିସି କୁ ଗୁହାଳ କଢ଼େଇ ବା କଥା।
ଭୁବନେଶ୍ୱର ଭଳିଆ ରାଜଧାନୀ ରେ ଏମିତି ଗୁଣ୍ଡାରାଜ ଚାଲିଛି ଅନ୍ୟ ସହର ଗାଁ ସାହି ରେ ଅବସ୍ଥା କଣ ହଉଥିବ ଚିନ୍ତା କରନ୍ତୁ.....
young and energetic CM and leadership is required.
this outcome happens when one single party is doing votebank politics for decades which leads to messed up law and order situation.
As far as i concern police is also involved in this case & not punishing to the people who are really spreading their goonism sheets...kindly request to odisha govt to take strong actions against these goons otherwise democracy will be goes down in odisha very soon
Bhubaneswar Police should give protection to the life and property of the law abiding citizens especially the senior citizens.
ତମେ ଯଦି କିଛି କରିପାରିବ ନାହିଁ ତ ତମେ ବାଣ୍ଡକୁ ପୋଲିସ ଚାକିରି କରୁଛ ତମେ ଯେତେବେଳେ ଚାକିରୀରେ ଯୋଗ ଦେଲ ତମକୁ କଣ କୁହା ଯାଇଥିଲା ଆଉ ତମେ କଣ ଶପଥ କରିଥିଲ କଣ ଏଇଆ ଶପଥ କରିଥିଲ ନିରବ ରହିବା ପାଇଁ
ଏ ହେଉଛି5ଟି ସରକାର ର କମାଲ, ଭଲସେ ଗୋଟିଏ ସରକାର କୁ25ବର୍ଷ ପର୍ଯ୍ୟନ୍ତ ରଖିଲେ ଏହାହିଁ ହେବ ୍
ଭୁବନେଶ୍ବରରେ ବିଶ୍ବସ୍ତରୀୟ ପୋଲିସ ବ୍ୟବସ୍ଥା! ତାର ପୁଣି ଏଇ ଅବସ୍ଥା! ବିଶ୍ବସ୍ତରୀୟ ହିଞ୍ଜଡ଼ା ମୂର୍ଖମନ୍ତ୍ରୀଙ୍କୁ ଏସବୁ ଦେଖା ଯାଉଛି ନା ନାହିଁ? ଆଉ ସେ ଚନ୍ଦା ପୋଲିସ କମିଶନର କଣ ଚୁଟି ରୋପଣ କରିବାକୁ ଯାଇଛି କି? ତାକୁ ଦେଖା ଯାଉନି? ରାଜଧାନୀର ଅବସ୍ଥା ଯଦି ଏଇଭଳି ତେବେ ରାଜ୍ୟର ଅବସ୍ଥା କଣ ହେଉଥିବ?
ଲାଗୁଚି ଏମାନେ BJD କୁ Vote ଦେଇ ନାହାନ୍ତି
ସେଥି ପାଇଁ ଏମିତି ଆଉ
🙄😁👍
ଓଡ଼ିଶା ପୋଲିସ୍ ଗୁଣ୍ଡା ମାନଙ୍କୁ କାହିଁକି ଡରୁଛି ମତେ ପୋଲିସ୍ ଅଫିସ୍ କରିଦିଯାଉ ୧୦ଦିନରେ ସବୁ ମଦୁଆ ଗୁଣ୍ଡା ମାନଙ୍କୁ ଦେହର ଚମଡ଼ା ଉତାରି ଦେବି
Wonderful Administration of Odisha Govt no defence how to living odisha people
CM Jogi darkar criminal ku sabad kariba pain ....... 😡
ନବୀନ ପଟ୍ଟନାୟକଙ୍କୁ ସରକାର କିଛିକରିପାରିବନାହି ଓଡିଶା ରେ ଜଗି ସରକାର ଦରକାର
I 🤔 PCR also involves in this case
Bhubaneswar dcp is sleeping are what... please take action immediately....are else public will take action