'ମନ'କୁ ବୁଝିବେ କେମିତି ? ଟଙ୍କାରେ ଖୁସି କିଣି ହୁଏ ନାହିଁ | Swami Sudhananda Saraswati | Manoranjan Mishra|

แชร์
ฝัง
  • เผยแพร่เมื่อ 31 ธ.ค. 2024

ความคิดเห็น • 4

  • @sss-hd8lp
    @sss-hd8lp 8 วันที่ผ่านมา +4

    ଆତ୍ମବୋଧ ର ଅନୁଭବ ଆଣିଥିବା ମଣିଷ ଟି ଜୀବନ ରେ ସବୁଠାରୁ ସୁଖୀ ।କିନ୍ତୁ ବିଡମ୍ବନା ର ବିଷୟ ଏହା ବୁଝିବା ସମସ୍ତ ଙ୍କ ଭାଗ୍ୟ ରେ ଜୁଟେନା।ଏହାକୁ ପାଇବା ପାଇଁ ସାଧୁ ସନ୍ଥ ମାନେ ନିରନ୍ତର ଚେଷ୍ଟିତ। ମଣିଷ ର ମନ ଅନ୍ତ୍ରମୁଖୀ ହୋଇ ଈଶ୍ବରୀୟ ଆନନ୍ଦ ଅନୁଭବ କରିବାକୁ ଚେଷ୍ଟା କରିବା ଆବଶ୍ୟକ। ଏଥିପାଇଁ ପାଇଁ ମଣିଷ କୁ ଶାସ୍ତ୍ରାନୁମୋଦିତ କର୍ମ କରିବାକୁ ପଡିବ। ଯାହା କି ବର୍ତ୍ତମାନ ସମୟର ମଣିଷ ,ଏହାଠାରୁ ବହୁତ ଦୁର କୁ ଚାଲିଯାଇଛି।ଆଧ୍ୟାତ୍ମିକତା ହିଁ ମଣିଷ ଜୀବନ ଓ ସମଗ୍ର ଜୀବ ଜଗତ ପାଇଁ ସୁଖଶାନ୍ତି ରେ ବଞ୍ଚି ବାର ଏକମାତ୍ର ବାଟ।ନଚେତ୍ ଏହା ସଂପୂର୍ଣ୍ଣ ଅସମ୍ଭବ ଏବଂ ଅସମ୍ଭବ।

  • @overpowergamer5724
    @overpowergamer5724 9 วันที่ผ่านมา +2

    Swami ji bahut sundar manisa. Bahut sundar b. Bujhauchhanti

  • @Hemantpradhan88
    @Hemantpradhan88 9 วันที่ผ่านมา +1

    Very nice intraction

  • @dubarajbhoi8733
    @dubarajbhoi8733 4 วันที่ผ่านมา

    9999997