Khola Kathta with chief Badagrahi of Lord Jagannath, Jagannath Swain Mohapatra

แชร์
ฝัง
  • เผยแพร่เมื่อ 7 ก.ย. 2024
  • Khola Kathta with chief Badagrahi of Lord Jagannath, Jagannath Swain Mohapatra
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 143

  • @sudipkumarparida3029
    @sudipkumarparida3029 2 ปีที่แล้ว +79

    ଆମ ଭାରତରେ ଯେତେ ମନ୍ଦିର ଅଛି... ସବୁଠୁ ବଡ଼ ଦୁର୍ନୀତି, ଅନ୍ୟାୟ, ବିଶୃଂଖଳିତ ଭାବେ ପ୍ରଭୁଙ୍କୁ ଦର୍ଶନ ଶୈଳୀ ପୁରୀ ପ୍ରଭୁ ଜଗନ୍ନାଥ ମନ୍ଦିରରେ

  • @abhijeetbehera5137
    @abhijeetbehera5137 2 ปีที่แล้ว +80

    ଏହା ବହୁତ ଦୁଃଖ ର ବିଷୟ ଜେ ଆମ ପୁରୀ ରେ ମହାପ୍ରଭୁଙ୍କ ଆଳ ରେ ସମସ୍ତ ସେବକ ମାନେ ବ୍ୟବସାୟ କରିଥାନ୍ତି

  • @timetotravel9147
    @timetotravel9147 2 ปีที่แล้ว +19

    ଜଗନ୍ନାଥଙ୍କ ନାମରେ ଜଗତ କୁ ଲୁଟିବା ଏହି ମାନଙ୍କ ଠାରୁ ଅଧିକ କିଏ ବା ଶିଖାଇ ପାରିବ। ପ୍ରଭୂ ହେ ତମ ର ବି ଜାତି ଅଛି । Jay Jagannath ।

  • @babudash1336
    @babudash1336 2 ปีที่แล้ว +24

    ସେବା ନା ରେ ନେବା ଏ ମାନଙ୍କ କାମ

  • @bulubehera4491
    @bulubehera4491 2 ปีที่แล้ว +46

    ଏମାନେ ସବୁ ଦଲାଲ୍ ଠାକୁର ଦର୍ଶନ ସମୟରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଦେଖିବାକୁ ଏମାନେ ଟଙ୍କା ନିଅନ୍ତି ଜଦି ଟଙ୍କା ନଦେଲେ ଭକ୍ତ ମାନଙ୍କୁ ମାଡ଼ ମାରନ୍ତି ଏଥିପାଇଁ ପ୍ରଭୁ ଜଗନ୍ନାଥ ଦିନେ ନାଁ ଦିନେ ଛତିଆ ବଟ ଜିବେ ଏମାନଙ୍କ ର ପାପ ବହୁତ ହେଲାଣି ଏମାନଙ୍କ ପାଖରେ ଏତେ ଟଙ୍କା ଅଛି ଜେ ଏମାନେ ଟଙ୍କା ଦେଇ ଗୁଣ୍ଡା ରଖି ମଣିଷ କୁ ବି ମାରୁଛନ୍ତି ଏମାନଙ୍କ ସମ୍ପତି କୁ ସିବିଆଇ ତଦନ୍ତ ହେଉ ସବୁ ବଡ଼ ପଣ୍ଡା ମାନଙ୍କର

  • @srisaidesignvastu9209
    @srisaidesignvastu9209 2 ปีที่แล้ว +22

    ଏ ଲୋକ ଠାକୁର ଙ୍କ ଦଲାଲ ।

  • @myvillageverybeautiful1270
    @myvillageverybeautiful1270 2 ปีที่แล้ว +31

    ଆମେ ପୁରୀ ବାସିନ୍ଦା ହୋଇବି ଆମକୁ ଠକି ଦେଉଛନ୍ତି ଏ ପଣ୍ଡା ଦଳ ବେଲପତ୍ର ହାତରେ ଥୋଇ 500 ଦେ ଭକ୍ତ ଙ୍କୁ କେମିତି ଠକିବେ ସେଇଟା ଠିକ ଜଣା

    • @pipuvlog9131
      @pipuvlog9131 2 ปีที่แล้ว +1

      Thik kahila

    • @milantudu6435
      @milantudu6435 2 ปีที่แล้ว +1

      Thik କହିଲ ଭାଇ

    • @sanjaybiswal1669
      @sanjaybiswal1669 5 หลายเดือนก่อน

      sir tk kahile daitapati mane brahman na sabara ?

  • @milantudu6435
    @milantudu6435 2 ปีที่แล้ว +2

    Tnxs you OTV ଏମିତି ଗୋଟେ ଭଲ ଖବର ଦେଶର ଲୋକ ଙ୍କ ସାମ୍ନାରେ ଉପସ୍ଥାପନା କରି ଥିବାରୁ।
    ବହୁତ୍ ବହୁତ୍ ଧନ୍ୟବାଦ୍। ଆଗକୁ ଆହୁରି ଏମିତି ଭଲ ଖବର ଉପସ୍ଥାପନା କରନ୍ତୁ🙏🙏🙏🙏

  • @goutambehera745
    @goutambehera745 ปีที่แล้ว +1

    🙏🌷 ଜୟ ଜୟ ଜଗନ୍ନାଥ 🌷🙏

  • @dillipjena3138
    @dillipjena3138 2 ปีที่แล้ว +1

    ସତରେ ପ୍ରଭୁ ଜଗନ୍ନାଥ ଥିଲେ

  • @rokeymj700
    @rokeymj700 2 ปีที่แล้ว +31

    ଜଗନ୍ନାଥ କହିଛନ୍ତି ଯେ ମୋ ପ୍ରସାଦ ବିକି ଟଙ୍କା ରୋଜୋଗର କର ହେଇରେ ଚୋର ସେବାୟତ ଟିକେ ଡର ଲାଗେ ନାଇ ତମକୁ ପ୍ରସାଦ ବିକିବା ପାଇଁ ହେଇନ ଥାଏ

    • @bijaykumarpanigrahi7713
      @bijaykumarpanigrahi7713 2 ปีที่แล้ว

      Prasad kn free te hauchi...bc magana khia

    • @rokeymj700
      @rokeymj700 2 ปีที่แล้ว

      @@bijaykumarpanigrahi7713 ହଇରେ ମା ଗୀହା କେତେ ଟଙ୍କା ଦେଉଛୁ କିରେ ଜଗନ୍ନାଥଙ୍କ ମନ୍ଦିର ରେ ପ୍ରସାଦ କରିବା ଲାଗି ନା ତୋ ବାପା ଦଉଛି କିରେ ମାଗହିଆ ଶଳା ତୋ ବୋଉ ଵିଆ ଶଳା

    • @rokeymj700
      @rokeymj700 2 ปีที่แล้ว

      @@bijaykumarpanigrahi7713 ତୁ ଶଳା ଚୋର ସେବାୟତ ହେଇଥିବୁ ସେଥି ପାଇଁ ବଧୁଛି କିରେ ଶଳା ମାଗିହା ହାରାମି ଛୁଆ ଶଳା ତୋ ବୋଉ ଵିଆ ଶଳା ଭଉଣୀ ବିଆ

  • @bikashswain8378
    @bikashswain8378 2 ปีที่แล้ว +7

    Best & great jornalist

  • @aniket3961
    @aniket3961 2 ปีที่แล้ว +10

    ରାଜ୍ୟ ସରକାର ଶୁଣିଲେ ବି କଣ ହେବ ସେ ତୋ ଓଡ଼ିଆ ବୁଝି ପାରନ୍ତି ନାହିଁ।

  • @madhusmitabiswal8411
    @madhusmitabiswal8411 2 ปีที่แล้ว +15

    ଶଳା ଚୋର ଭକ୍ତ ଠାକୁରଙ୍କୁ ଦିଅନ୍ତି ତମ ମାନଙ୍କୁ ନୁହେଁ।

  • @anjankumarpattnaik3855
    @anjankumarpattnaik3855 2 ปีที่แล้ว +20

    In whole india level, puri has gained a disrespect regarding over charging hotels and rude and greedy behaviour of the priests. Once who comes puri, god knows they would even come back for a second visit.

  • @jaganathpradhan6201
    @jaganathpradhan6201 2 หลายเดือนก่อน

    JYA JAGANATH SWAMI NAYAN PATHA GAMI BHABA TUME PRABHU bare kripa karo 🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🚩🚩🚩🚩🚩🚩🚩💅🏽💅🏽💅🏽💅🏽💅🏽💅🏽💅🏽💅🏽🙏🏽🙏🏽

  • @Pradeep10349
    @Pradeep10349 2 ปีที่แล้ว +2

    ପୁରୀ ମନ୍ଦିର ପାଈଁ ଆମେ ଓଡ଼ିଶା ବାସି ଗର୍ବ କରିବୁ ନା ଲଜ୍ଜ୍ୟା ରେ ମୁଣ୍ଡ ତଳକୁ କରିବୁ ବୁଝି ହଉନି । ସବୁ ଜିନିଷ ସରକାର ଉପରେ ଲଦିଦେଲେ ହବନି, ଆଜି ଯାଏ ଏତେ ବିଶ୍ଵ ବ୍ରହ୍ମାଣ୍ଡ ର ଏତେ ପରିବର୍ତ୍ତନ ପରେ ବି ପୁରୀ ମନ୍ଦିର ର ପୂଜକ (ପଣ୍ଡା 🐼) ହୋଟେଲ ମାଲିକ, ଅଟୋ ଚାଳକ, କେହିବି ପରିବର୍ତ୍ତନ ହୋଇପାରିଲେ ନାହିଁ । ଅତିଥି ଦେବୋ ଭବ ଏମାନଙ୍କ ପାଇଁ ଉପଯୁକ୍ତ ନୁହ । ଏମାନେ କେବଳ ଅତିଥି ଙ୍କ ପାଖରୁ ଲୁଟିବା ଜାଣିଛନ୍ତି । ସେଇ ଅତିଥି, ଜେଉ ମାନେ ଜଗା ର ଭକ୍ତ । ବୋଧେ ସେମାନଙ୍କ ପାପର ଫଳ ସେମାନେ ପୁରୀ ରେ ଜନ୍ମ ହୋଇ ଏଭଳି କାମ କରୁଛନ୍ତି ଓ ଭକ୍ତ ଙ୍କ ଅଭିଶାପ ପାଉଛନ୍ତି । ଜୟ ଜଗନ୍ନାଥ..... 🙏 ସବୁ ସେଇ କାଳିଆ ଠାକୁର ଙ୍କ ଲୀଳା, ବୋଧେ କଳି ଯୁଗ ର ପ୍ରଭାବ ୟେ । ସେ ଯାହା ବି ହେଉ ପ୍ରଭୁ ଆପଣଙ୍କ ଏ ସୃଷ୍ଟି ପାଇଁ ଯାହା ଭଲ ହବ ସେଇୟା କରନ୍ତୁ। ଜୟ ଜଗନ୍ନାଥ....... 🙏🙏🙏🙏

  • @ilukumar579
    @ilukumar579 2 ปีที่แล้ว +3

    Jay jagannath ♥️♥️♥️🙏🙏🙏🙏

  • @prasantakumar3902
    @prasantakumar3902 2 ปีที่แล้ว

    Jay jagannath 🙏

  • @jayjagannathbhajan5819
    @jayjagannathbhajan5819 2 ปีที่แล้ว +1

    Jay jagannath swami nayan patha gami bhaba tume haribol🙏🏽🙏🏽🙏🏽

  • @muodia2002
    @muodia2002 2 ปีที่แล้ว +8

    ମନୋରଂଜନ ବାବୁ ଆପଣ ଙ୍କୁ ମାନିବାକୁ ହେବ

  • @rajibgouda7736
    @rajibgouda7736 2 ปีที่แล้ว +7

    Emapri lokamane thakuranka sampati ku lutuchanti au nijaku kahuchanti ame jagannath nka bhakta boli

  • @jagannathdas7714
    @jagannathdas7714 2 ปีที่แล้ว +14

    Pravu Jagannath will tell you in kalki A vatar , about your work at a Rakhyashi house in west Bengal .

    • @Mannat608
      @Mannat608 2 ปีที่แล้ว +1

      Haaaaaaaaan 👌
      Sabu papara hisab sei JAGANNATHA NKA KALKI AVATAR NKA pakhare ⚖

    • @GudduSingh-mh5zz
      @GudduSingh-mh5zz 2 ปีที่แล้ว

      😌😌

    • @s.soumya9406
      @s.soumya9406 2 ปีที่แล้ว

      Kn karithile Sethi ....?

  • @skguru8996
    @skguru8996 2 ปีที่แล้ว +5

    Mu jaithili before 40 days,mandira bhitara katha re Jia 10 tanka daba taku tulasi paduka miliba, jiea 10 tanka dabani taku nai mu nije mu tanka deini mote jagarnath nkara tulasi milini, Vasa bi sunichhi
    ,

  • @becontrol4833
    @becontrol4833 2 ปีที่แล้ว

    Jay jagannath

  • @sarojmohanty1617
    @sarojmohanty1617 2 ปีที่แล้ว +9

    YE HAUCHI EK NUMBER DAKAYAT
    HINDU MANE MURKHA TAMAKU SUNA DAEUCHANTI

  • @biswajitpanda3179
    @biswajitpanda3179 2 ปีที่แล้ว +6

    This person is not belongs to brahmin family. Swain mahapatro.. Such family have confusion itself.. Plz show ur identity. Why the media person giving him such big priority.

    • @sanjaybiswal1669
      @sanjaybiswal1669 5 หลายเดือนก่อน +1

      sir kahibe ki daitapati mane brahmain na sabara tribe ra ?

  • @srikantakumarhota6134
    @srikantakumarhota6134 2 ปีที่แล้ว +21

    Sabu chora.
    ସେବାୟତ ମାନେ ସବୁଠାରୁ ବଡ ଚୋର।

  • @sonalikasahoo4274
    @sonalikasahoo4274 2 ปีที่แล้ว +3

    ସବୁଠୁ ବେଶୀ ଶୋଷଣ ଆପଣ ମାନେ କରୁଛନ୍ତି

  • @chandanbisoi4031
    @chandanbisoi4031 2 ปีที่แล้ว

    JAY JAGANNATH

  • @skguru8996
    @skguru8996 2 ปีที่แล้ว +4

    Out of State ru visitors asuchanti semannka pakaru bite nia sata janibe,sebayat mana Kara quality, wokat kana janiparibe

  • @birendrakumar9545
    @birendrakumar9545 2 ปีที่แล้ว +12

    ତମକୁ ଆହୁରି ଦରକାର ସୁନା ରୂପା ଅଳଙ୍କାର, ସେତିକିରେ ହଉନି ବ୍ରlହ୍ମଣ କୁ ଆହୁରି ଦରକାର

  • @gaganbehera7401
    @gaganbehera7401 2 ปีที่แล้ว +5

    Thik manji ta dharicha bhai aditar babu

  • @godzillagaming6490
    @godzillagaming6490 2 ปีที่แล้ว

    Jay Jagannath ⭕❗❗⭕

  • @filmimumbai6177
    @filmimumbai6177 2 ปีที่แล้ว

    Jay jagannath 🕉️

  • @chankyasingh185
    @chankyasingh185 2 ปีที่แล้ว

    Really
    True

  • @MRJOSIM-HappyLife
    @MRJOSIM-HappyLife 2 ปีที่แล้ว +4

    ଲୋକେ ଶ୍ରଦ୍ଧା ରେ ଦାନ ଦେବେ ମନ୍ଦିରରେ । ଅନ୍ନଛତ୍ର ରେ ଖାଇ ବାକୁ ଦେବେ ସରକାର୍ 😅 ୱା ରେ ସେବାୟତ

  • @myvillageverybeautiful1270
    @myvillageverybeautiful1270 2 ปีที่แล้ว +2

    ଏମାନେ ଯେତିକି ସୁନା ପିନ୍ଧୁଛନ୍ତି ଗୋଟେ ଥର ବି କେବେ ଭାବିଛନ୍ତି କେତେ ଦୁଖୀ ରଙ୍କି ଏଇ ପୁରୀରେ ଗୋଟେ ବେଳା ଖାଇବାକୁ ପାଆନ୍ତିନାହିଁ କେବେ ଦୃଷ୍ଟି ପଡିଛି ସେମାନଙ୍କ ଉପରେ ନିଜେ ସୁନା ରେ ସଜେଇ ହେବାଟା ଭଲରେ ଜଣା

  • @Suryakanta7-d2s
    @Suryakanta7-d2s 2 ปีที่แล้ว +9

    Jagannath ଙ୍କ ଯେତିକି ସମ୍ପୋତି ଅଛି ବାଣ୍ଟିଲେ modhya ସରିବନି kintu Hindu temple ର ସବୁ ସମ୍ପୋଟି ସରକାର ଅଧିନରେ ନ ରହିବା ଦରକାର 😡

  • @bhaktimarga853
    @bhaktimarga853 ปีที่แล้ว

    ମଠ ଗୁଡିକ ଯେଉଁ ଭଳି ସେବା ଯୋଗାଉଥିଲେ । ମଠସଂସ୍କ୍ରୁତି ଚାଲୁ ରହିବା ଦରକାର । ମଠରହିଲେ ଅନେକ ଲୋକ ସୁବିଧା ପାଇପାରିବେ ।

  • @mohantycinu1204
    @mohantycinu1204 2 ปีที่แล้ว +1

    Sri jagannath pravu nka siha vag tanka sebayata niyantti au Sri mandir development Heb kemiti

  • @rajeshg1566
    @rajeshg1566 2 ปีที่แล้ว

    Jai jagannath Jai jagannath Jai jagannath.
    Namaskar jaguni mausa. You are blessed one.may Lord jagannath keep you Happy always.

  • @basantajena6876
    @basantajena6876 2 ปีที่แล้ว +5

    Sebayt manka behaviour jama bhal nuhe

  • @manojkumarnayak1571
    @manojkumarnayak1571 2 ปีที่แล้ว

    ତୀର୍ଥ ସ୍ଥଳୀ ଓ ଟୁରିଷ୍ଟ ପ୍ଲେଶ୍ ଭିତରେ ଫରକ ରଖି ପାରିଲେ ହେଲା ।ଭକ୍ତ ଓ ପର୍ଯ୍ୟଟକ ଭିତରେ ପାର୍ଥକ୍ୟ ରହିବା ଦରକାର ।ଧର୍ମ ନିରପେକ୍ଷ ସରକାର ଓ ଧର୍ମୀୟ ସଂସ୍ଥା ଭିତରେ ଦୂରତା ରହିବା ଦରକାର।

  • @snehalatadash6751
    @snehalatadash6751 2 ปีที่แล้ว +2

    Ratnabhandarare aou nathiba suna.karana..eimane milimisi sabu gayab karineithibe.

  • @litankumarbehera6487
    @litankumarbehera6487 2 ปีที่แล้ว

    Right

  • @balaramsahu7561
    @balaramsahu7561 2 ปีที่แล้ว +1

    Dada please find Where is Jagannath Gold

  • @tapaswinipattnaik239
    @tapaswinipattnaik239 ปีที่แล้ว

    ଓଡ଼ିଆ ଜାତିର ଦୁର୍ଭାଗ୍ୟ ଯେ ଏଜାତି ନିଜର ଲୋକଙ୍କ ଗୋଡ଼ ଟାଣିବା ଓ ଅନ୍ୟ ର ଗୋଡ଼ ଚାଟିବା ଛାଡିଲା ନାହିଁ ।ପରଶ୍ରୀକାତରତା ଛାଡିଲା ନାହିଁ। ମୁସଲମାନ ଆକ୍ରମଣକାରୀ, ଇଂରାଜୀ ଲୁଣ୍ଠନ କାରୀ , ଦୁର୍ନୀତି ଗ୍ରସ୍ତ ନେତା ଅକଳନ ଐଶ୍ୱର୍ଯ୍ୟ ଲୁଟି ନେଲେ ଓ ନେଉଛନ୍ତି।ସେବେ ସମସ୍ତେ ଚୁପ୍ ମାତ୍ର ପୁରୀ ପଣ୍ଡା ଦିନ ରାତି ସେବା କରି କରି ଦାନ ଅର୍ଥ ସାମାନ୍ୟ ରେ କିଛି ସୁନା ରେ ମିଡ଼ିଆ ଠାରୁ ସାରା ଓଡ଼ିଶାର ନଜର। ବିଚିତ୍ର ବିଚିତ୍ର।

  • @AdvocateChamber
    @AdvocateChamber 2 ปีที่แล้ว

    Because puri loka amaniya.

  • @soumyaranjanpalai3059
    @soumyaranjanpalai3059 2 ปีที่แล้ว +7

    Sir puri ନନା ଭକ୍ତ କୂ ଗାଳୀ ଦିଅନ୍ତୀ

  • @deepakrec
    @deepakrec 2 ปีที่แล้ว +1

    It will change if dynastic sevayat system is abolished.

  • @milantudu6435
    @milantudu6435 2 ปีที่แล้ว +1

    ତମେ ମାନେ ଟଙ୍କା ଲୁଟିବ ଆଉ govt ଆମ tax ପଇସାରେ ଆମକୁ ଖାଇବାକୁ ଦେବେ, ତମେ କଣ govt ku tax deucha କି। Govt kahin ki ବୁଝିବ। ତମେ ଯଦି ଦେଇ ପାରିବନି। ତେବେ govt ku sabu ପଇସା ଦେଇ ଦିଅ। Then Govt sabu katha ବୁଝିବେ।

  • @deepakkusahoo8928
    @deepakkusahoo8928 2 ปีที่แล้ว

    🙏🏻🙏🏻🙏🏻😭😭🙏🏻🙌🙌

  • @abhayajena9099
    @abhayajena9099 2 ปีที่แล้ว +1

    Jagannath mandira vaktira mandira .tanku park ki garden kariba a sarkarara pagalami .gadire basithiba mendha pala sabu sesha karidebe .jemiti utpata hasuchhanti semiti mularu nasha June .jagannath mahapravu kahaku chhadantini .godei godei nischnha karidebe .joy jagannath Swami 🙏🙏🙏

  • @Zeroone6969
    @Zeroone6969 2 ปีที่แล้ว +4

    Sabu gunda gudaka. Jami baadi ete rakhichanti, black money bi. Sabu achi yaanka pakhe.

  • @suratluha2575
    @suratluha2575 2 ปีที่แล้ว +3

    If God is omnipresent why we have go to any temple? They are lootere

  • @sunilkumarsahu7853
    @sunilkumarsahu7853 2 ปีที่แล้ว +4

    ସରକାର ଓଡ଼ିଆ ଭାଷା ବୁଝିପାରନ୍ତି ନାହିଁ ।
    ସେ କ'ଣ OTV ଦେଖିବେ l

  • @SamSam-cg5mw
    @SamSam-cg5mw 2 ปีที่แล้ว

    Jaguni nana nka suna besha

  • @motivationalshorts551
    @motivationalshorts551 2 ปีที่แล้ว +2

    Subu sebayata chora.....sebayatanka pani aama Jagannath mandir nasta heigalani......

  • @jagadishkand2574
    @jagadishkand2574 2 ปีที่แล้ว +6

    ଠିକ୍ କହିଛନ୍ତି ଆଜ୍ଞା

  • @arunpanda1093
    @arunpanda1093 2 ปีที่แล้ว

    Raghunath Vesa kahiki karunahanti?

  • @papinaik5213
    @papinaik5213 2 ปีที่แล้ว +4

    Sabu bhakts panda ମାନଙ୍କୁ samiti Dana kari na thanti e sabu jagannath nka nare bhakta thu luta hoithiba dhana,,,, jeumaane puri jauchanti semaane nischaya janithibe emane prabhunka Seb karuchanti kintu nadia gote jadi kehi bhakta bhangaibaku jai taku 100 de 200 de kahuchhu ti,,,, puri re ta ita, godi, pathar dehare bi jagannath hele kintu jagannath nka nama re jadi kehi adhika thaku chahanti tahele se heuchanti panda mane,,,,, e sabu Lututhiba suna,,,,,

  • @rajkishorrbehera7848
    @rajkishorrbehera7848 2 ปีที่แล้ว +1

    ଏମାନେ ସବୁ ଚୋର ଜଗନ୍ନାଥ ଜଦି ଦାରୁ ନ ହୋଇ ସୁନା ହୋଇଥାନ୍ତେ ତାଙ୍କୁ ନେଇ ବିକି ଦିଅନ୍ତେ ଏହାହିଁ ସତ୍ୟ କଥା

  • @sunil5604
    @sunil5604 2 ปีที่แล้ว +3

    Sarakara kana karibe. Sabu ta mandira trust kariba katha. Puri ra sabu panda sabu dina ghiaa khauchanti. Bhakta mankku luti ki

  • @skguru8996
    @skguru8996 2 ปีที่แล้ว +3

    Gold katha amane sabu chora ama jagarnath nku badnam karuchhnti

  • @basantajena6876
    @basantajena6876 2 ปีที่แล้ว

    Puri re administration hotel,food ,restaurant check karu

  • @nihimiyabardhan8846
    @nihimiyabardhan8846 2 ปีที่แล้ว +2

    Kholile sabu khaideba

  • @rajeshrout5084
    @rajeshrout5084 2 ปีที่แล้ว

    Sabu achi ma jaganath nka pakhre thare hrudayru dakik dekhantu puri re kn achi Jani paribe

  • @trilochansamal6044
    @trilochansamal6044 ปีที่แล้ว

    Paditi. Dae

  • @AR.Strings
    @AR.Strings 2 ปีที่แล้ว

    Au ଜଗନ୍ନାଥ nka mandira gale santi nahi..sabu tharu inata ..khali pasia lutu chhanti ..tike bi atmaku santi ଲାଗୁନାହିଁ..mandira gote amiti ସ୍ଥାନ jouthi gale atma trupti mile bt odisha puri chhada bahar state jou kete santi lagiba dekhibe

  • @bibhuworld989
    @bibhuworld989 2 ปีที่แล้ว +1

    Shame.... Tame mane kebe dekhibaku chesta karuna je daitapati mane kete kasta kete balidan dai mandira ra seba karuchanti... Taha dekhaiba nahi.... Galua gudaka khali kia kana paindhila... Kouthu anila taha pacharucha.... Jai jagannath.... Hari om namah sivaya... 🙏🙏🙏🙏

  • @skguru8996
    @skguru8996 2 ปีที่แล้ว +2

    Puri re jetiki sebayta tankar kama lokanku lutiba

    • @sanjaybiswal1669
      @sanjaybiswal1669 5 หลายเดือนก่อน +1

      sir tk kahibe ki daitapati mane brahman na sabara jati ra?

  • @rabindrareddy8666
    @rabindrareddy8666 2 ปีที่แล้ว

    Yaku vigilance chadau karantu..

  • @nature4112
    @nature4112 2 ปีที่แล้ว

    Apana jadi sabu party ku Jagyan kari win kareidebe . . Ame mamta banarji example ru janichu...2022 re jadi apananka ashirbaad achhi,ta hele Mogal British time re apananka vali Daitapati nka ashirbaad kahinki rahilani.....British 250years ,Mogal 300 years e sabu Jagannath nka alowkika sakti aau Daitapatinka sakti kama kala nahin kahinki...

  • @sangramkesarisahoo4887
    @sangramkesarisahoo4887 2 ปีที่แล้ว +1

    ତୋର ବ୍ରାହ୍ମଣ ପ୍ରଥମେ କାଳିଆ ଠାକୁରଙ୍କୁ ଚୋରାଇଲେ ଏବେ ଭକ୍ତଙ୍କୁ ଠକୁଛନ୍ତି।ଓଡଶ ଓ ଉକୁଣୀ ଜାତି ।

    • @sanjaybiswal1669
      @sanjaybiswal1669 5 หลายเดือนก่อน +1

      sir tk kahibe ki daitapati mane brahman na sabara jati ra?

  • @jayguneswar1149
    @jayguneswar1149 2 ปีที่แล้ว +7

    Bhakata manku pati Maru6anti😠😬😡

  • @b.r.b2864
    @b.r.b2864 2 ปีที่แล้ว

    puri sabu panda sebayat nku sethu bahar karajau semananka ghare vijilance chadhau heu dekha jau kete suna aau tanka baharuchi

  • @pabitranath5075
    @pabitranath5075 2 ปีที่แล้ว +1

    Tame sabu khae sariloni

  • @chiranjibimahapatra708
    @chiranjibimahapatra708 2 ปีที่แล้ว

    I knew this ....u can say blindly that whatever happens in Odisha there's always corruption..also applied to india

  • @pramoddash7396
    @pramoddash7396 2 ปีที่แล้ว +1

    Glod Bramin....Otv..Panda....

  • @jogendraraika5214
    @jogendraraika5214 2 ปีที่แล้ว

    Thakuranku Neiki ta Sebayat maane Bepara karuchhanti,,Thakuranka Ratna sabu Nei jaai Bekare,Haatare sabu suna upare Suna pindhuchhanti Ete Ete Suna Aasuchhi koadu,,,Aama Desh ra keteta mandirare Daily bhaktanku Magana re Khaiba Diaa heuchhi But Aama Shree mandirare Ulta heuchhi khaibaku magana debe kan Bhaktanka tharu paisa nei ,Daana tanka nei Suna gahana karuchhanti

  • @skguru8996
    @skguru8996 2 ปีที่แล้ว

    Chora NO-1

  • @kiransamanta2144
    @kiransamanta2144 2 ปีที่แล้ว +1

    Sarakar mahalia debe... Tme sallaa sabu abhda ku kamm paisa re kini ki adhika paissa re biki ba

  • @bideshbehera161
    @bideshbehera161 2 ปีที่แล้ว

    Puri panda au hotel malik mane bada dharana re lootibare lagichanti . Mandira committee gariba ba anartha mananku free bhojan kebebi debeni kahiki na semanku nianta heuchi. Shame on them and Odisha Govt.

  • @kiransamanta2144
    @kiransamanta2144 2 ปีที่แล้ว +1

    Eee sala choro ta daru bhibrata krichi... Brahma photo foreign policy ku bikkichi.. sala choroo goda sabu. Papi purire...

  • @surajdash2220
    @surajdash2220 2 ปีที่แล้ว

    Mahaprasada ra value achhi sethi pain... Aau alaga mandira ra bhoga katha alaga

  • @nihimiyabardhan8846
    @nihimiyabardhan8846 2 ปีที่แล้ว

    Sabu pada khaidia, sarkarku dai dia

  • @SuperSn1964
    @SuperSn1964 2 ปีที่แล้ว

    Panda sabu harami... Bahut hairan karanti.... Thakanti lokanku

  • @maushumisoy904
    @maushumisoy904 2 ปีที่แล้ว +1

    Oh ! Khali Mala Mal...

  • @bijaya2008
    @bijaya2008 2 ปีที่แล้ว

    Sarkar kaein karibe anna chatra ..??? Mandira trust kariba katha....swarn mandir re kona Punjab sarkar anna chhatra karichanti ki? Sabu panda gudika khaile sabu

  • @imdev3412
    @imdev3412 2 ปีที่แล้ว

    ବାଳ ହେବ ଆଉ ପାଣ୍ଡୁ ରଖିଛି ଖାଇବ । ତେଲେଙ୍ଗା ବୁଦ୍ଧିରେ ସବୁ ଚାଲିଛି ବୋଲି ସମସ୍ତେ ଜାଣନ୍ତି କହନ୍ତି ନାହିଁ

  • @kamalsamrat2038
    @kamalsamrat2038 2 ปีที่แล้ว

    Sabu chora .. thakura sata..

  • @heylord8258
    @heylord8258 2 ปีที่แล้ว

    Government bekar..

  • @ugrasenmeher88
    @ugrasenmeher88 2 ปีที่แล้ว +1

    Thaka Brahmin maanaka paii God upre jagannath upre khas Kari auu kichhi shraddha nehi hei

  • @ashuofficial9663
    @ashuofficial9663 2 ปีที่แล้ว

    sabuthu bada chora amane sabu

  • @ABL--fp8mv
    @ABL--fp8mv 2 ปีที่แล้ว

    Dharma nahre sabu durniti...🙄😳🧐

  • @Sangram63
    @Sangram63 2 ปีที่แล้ว +1

    ମାଗଣା ଖାଇବା ମିଳିଲେ ଲୋକ ଛାଡ଼ିବେ ଆଉ🤨

  • @manabhanjansahu79
    @manabhanjansahu79 2 ปีที่แล้ว

    E sabu sebaka nuhantu chor maha chora ....sapurna bisware badnam karichhanti odisha ku....kau mandir re sarkar annachhatra kholichhanti....andhabiswas ku khatir na kari Sarakar choranka upare uchhhit karjya anusthan kale Puri Bharat ra srestha darsaniya sthali heipariba.

  • @siddhantpradhan2581
    @siddhantpradhan2581 2 ปีที่แล้ว

    Ratnavandara ru sabu kahi sarilarni a sale gudaka. Thakuranka mandira ku business hub karisarisarilarni

  • @singerrajeshofficial4065
    @singerrajeshofficial4065 2 ปีที่แล้ว

    Ye sabu choro