Bicharili Tuma Chitra Aankibi | Dr Tapodhana Panda | Manasa Kumar Dash | Anshuman Kar | Odia Bhajan

แชร์
ฝัง
  • เผยแพร่เมื่อ 17 ต.ค. 2024
  • A soulful devotional song dedicated to Shree Shree Thakur Anukulachandra
    Satsang | Odia Bhajan
    SONG CREDITS :
    _____________________________
    Lyrics- Dr. Tapodhana Panda
    Music- Manasa Kumar Dash
    Singer- Anshuman Kar
    LYRICS :
    _____________________________
    ବିଚାରିଲି ତୁମ ଚିତ୍ର ଆଙ୍କିବି ମନ ଚିତ୍ରପଟ ପରେ
    ଝରିଗଲା କେତେ ଆଶାର ରଙ୍ଗ ଆବେଗର ତୁଳୀ ଧାରେ ।
    ଅରୂପ ରୂପକୁ ଫୁଟାଇବି ଵୋଲି ମନରେ ଶରଧା କରି
    ସେ ରୂପକୁ କିଏ ପାରିଛି ବା ଆଙ୍କି ଶକତି ଅଛି କାହାରି
    ଯେ ରୂପ ସାନ୍ତ୍ଵନା କୃପା ଆଶ୍ଵାସନା ବେଦନା ବଉଦ ପାରେ।
    ଭାବି ଭାବି ଯେଉଁ ଚିତ୍ର ଆଙ୍କିଲି କଳ୍ପନା ରଙ୍ଗ ଦେଇ
    ଦେଖିଲି ଶେଷେ ସେ ରଙ୍ଗ ଯାଇଛି ଏଇ ଆଖି ଲୁହେ ଧୋଇ
    ଅରପି ଦେଲି ମୋ ଚିତ୍ର ଭାବନା ତୁମରି ପଦ୍ମ ପୟରେ।
    PIRACY IS STRICTLY PROHIBITED
    ALL THE COPYRIGHTS RESERVED WITH DR. TAPODHANA PANDA OFFICIAL
    CHANNEL HEAD - DR. TAPODHANA PANDA

ความคิดเห็น • 65