How Long Will Naveen Deceive His Ministers ? | Nirbhay Gumara Katha

แชร์
ฝัง
  • เผยแพร่เมื่อ 11 พ.ย. 2024

ความคิดเห็น • 411

  • @chittaranjandebta6114
    @chittaranjandebta6114 หลายเดือนก่อน +23

    କେବଳ ମାତ୍ର ଜଣେ ଲୋକ ଗୃହ ମନ୍ତ୍ରୀ ହେବାକୁ ଯୋଗ୍ୟ ଶ୍ରୀ ଜୟ ନାରାୟଣ ମିଶ୍ର , ନିଶ୍ଚୟ

  • @SantoshKumarBhoi-w7h
    @SantoshKumarBhoi-w7h หลายเดือนก่อน +51

    ନବିନ୍ ବାବୁଙ୍କ ଲୋକପ୍ରିୟତା ବି ଗୋଟିଏ ଭ୍ରମ।

    • @Mahakaal-u8n
      @Mahakaal-u8n หลายเดือนก่อน +3

      @@SantoshKumarBhoi-w7h ଆଉ ନବୀନ ବାବୁ କରି ଥିବା ଲୋକ କଲ୍ୟାଣ ଯୋଜନା ର ନାମ ବଦଳ କରିବା ରଙ୍ଗ ବଦଳ କରିବା ସତ୍ୟ

    • @brajakishorepadhi4022
      @brajakishorepadhi4022 หลายเดือนก่อน +7

      ନବୀନ ପଟ୍ଟନାୟକ ଭଣ୍ଡ ମଣିଷ।

    • @Mahakaal-u8n
      @Mahakaal-u8n หลายเดือนก่อน +2

      @@brajakishorepadhi4022 ତୁ ହେଲୁ ଗୁଜୁରାଟ ପ୍ରଡକ୍ଟ ।

    • @Mahakaal-u8n
      @Mahakaal-u8n หลายเดือนก่อน +2

      @@brajakishorepadhi4022 ତୋ ଘରେ ପଶି ଗୁଜୁରାତି ବାଲା ଯେତେ ବେଳେ ପିଟିବେ ସେତେ ବେଳେ ନବୀନ କୁ ଖୋଜିବୁ

    • @brajakishorepadhi4022
      @brajakishorepadhi4022 หลายเดือนก่อน +3

      @@Mahakaal-u8n ତୁ ତାମିଲ କୁକୁର ପ୍ରଡକ୍ଟ

  • @durgaprasadsamantaray7084
    @durgaprasadsamantaray7084 หลายเดือนก่อน +15

    ଅତି ସୁନ୍ଦର ବିଶ୍ଳେଷଣ, ଏହାଙ୍କୁ ଚିହ୍ନଟ କରିବା କଷ୍ଟକର

  • @hiranyasingh6680
    @hiranyasingh6680 หลายเดือนก่อน +10

    ଭ୍ରମରେ ଏବେବି ନବୀନ ମୁଖ୍ୟମନ୍ତ୍ରୀ ଅଛନ୍ତି ।

  • @anupamanayak8568
    @anupamanayak8568 หลายเดือนก่อน +10

    ସାର୍ ନମସ୍କାର ।ଭଲ ଲାଗିଲା ।ଜୟ ଜଗନ୍ନାଥ ।

  • @childcare6895
    @childcare6895 หลายเดือนก่อน +31

    ସେ ଦଳ ର ପୃଷ୍ଟ ପୋଷକ ଥିଲେ ସିନା ତାଙ୍କୁ କଷ୍ଟ ହୋଇ ଥାନ୍ତା ସେ power କୁ enjoy କରୁଥିଲେ,ମଦ ପିଉ ଥିଲେ

  • @maheswarparihari5189
    @maheswarparihari5189 หลายเดือนก่อน +22

    ନବୀନ ନିଜେ ଭ୍ରମ ସମନ୍ତଙ୍କୁ ରଖନ୍ତି ଭ୍ରମରେ ଶେଷରେ ପଡ଼ିଲେ ଭ୍ରମରେ ,ଆଉ ଓଡ଼ିଆଙ୍କୁ ଭ୍ରମରେ ପକାଇ ପାରିବେନି ।

  • @satishchandrabehera7291
    @satishchandrabehera7291 หลายเดือนก่อน +25

    ଦୁନିଆଁର ଏକ ନମ୍ବର ପ୍ରତାରକ ଶାସକ।
    ସିଏ ଆଉ କେହି ନୁହେଁ,' ନବୀନ ପଟ୍ଟନାୟକ '।
    ଓଡିଆଙ୍କ ନାଡି ଚିହ୍ନିବାରେ ଭାରି ଧୁରନ୍ଧର।
    ପ୍ରତାରକ ଶାସକ ସାଜିଲେ ଚବିଶ ବର୍ଷର।।
    ଏବେ ଫଳ ଭୋଗୁଛନ୍ତି ଲୁଚାଇ ଲୁଚାଇ ମୁହଁ।
    ପୁନର୍ବାର ଉତ୍ଥାନ ଆଉ କେବେ କି ହେବ କୁହ!!!

    • @Manoranjansahoo34680
      @Manoranjansahoo34680 หลายเดือนก่อน +1

      ବାଃ ଭାଈ ବାଃ ଚମତ୍କାର, 👌👌👌

  • @Dr.HemantaKumar
    @Dr.HemantaKumar หลายเดือนก่อน +47

    ୪କୋଟି ୮୦ ଲକ୍ଷ ଓଡ଼ିଆଙ୍କ ପାଇଁ ଚଳିତ ଶତାବ୍ଦୀର ସର୍ବଶ୍ରେଷ୍ଠ ଭ୍ରମ ନବୀନ ପଟ୍ଟନାୟକ ନିଜେ ।

  • @prasantamohapatra7767
    @prasantamohapatra7767 หลายเดือนก่อน +10

    ଜୟ ନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ଆଉ ପ୍ରଶାନ୍ତ ବାବୁଙ୍କ ହାତରେ ଗୃହ ବିଭାଗ ଦେଇଦେଲେ ସବୁ ପ୍ରକାରର ଭ୍ରମ ଯଥା ପାଣ୍ଡିଆନ ଭ୍ରମ, ନବୀନ ଭ୍ରମ, ବିଜେଡି ଭ୍ରମ, ହାତହଲା ଭ୍ରମ, ସଂତୃପ୍ତ ଭ୍ରମ ଯେତେ ସବୁ ଭ୍ରମ ଅଛି ଏକା ମାସକରେ ଛଡେଇ ଦେବେ l

  • @RanjanBehera-ge1kf
    @RanjanBehera-ge1kf หลายเดือนก่อน +34

    🔥ଅମଲାତନ୍ତ୍ର🔥 ହାତକୁ ଶାସନ ଟେକି ଦେଇ ସବୁଠୁ ଅଯୋଗ୍ୟ ଅପାରଗ ହେଉଛି ନବୀନ ପଟ୍ଟନାୟକ...୨୪ ବର୍ଷରେ ଓଡ଼ିଶାକୁ ନା ଦାଦନ ମୁକ୍ତ କଲା ନା ଚାଷୀଙ୍କୁ ଜଳସେଚନ କି ଶିତଳଭଣ୍ଡାର ବ୍ୟବସ୍ଥା କଲା.. ଗାଁ ଗହଳିରେ ମଦ ର ବନ୍ୟା.. ଶିକ୍ଷା ବ୍ୟବସ୍ଥା ନକହିବା ଭଲ । ବର୍ଷ ବର୍ଷ ଧରି ଭ୍ରଷ୍ଟାଚାର ଦୁର୍ନୀତିରେ ବୁଡି ରହିଲା......

    • @sudhirsahoo7942
      @sudhirsahoo7942 หลายเดือนก่อน +1

      Nabina heera nuhan sir houchi sura jaha Bina nabina banchi pariba nahin

    • @RanjanBehera-ge1kf
      @RanjanBehera-ge1kf หลายเดือนก่อน

      ​@@sudhirsahoo7942 Thank you............ 🌼🌹🌼

    • @RanjanBehera-ge1kf
      @RanjanBehera-ge1kf หลายเดือนก่อน

      @@sudhirsahoo7942
      Thank you............. 🌹🌹

  • @anandachandrasahoo7377
    @anandachandrasahoo7377 หลายเดือนก่อน +28

    ନବୀନ ପଟ୍ଟନାୟକ ଙ୍କୁ ବୁଝିବା ଅସମ୍ଭବ

    • @Jagannath-oc9ht
      @Jagannath-oc9ht หลายเดือนก่อน

      ନବିନ ଏକ ଶିକ୍ଷିତ, ଧଳା ବସ୍ତ୍ର ପରିହିତ ଠକ, ମିଛୁଆ, ବିଶ୍ବାସ ଘାତକ ସାଧାରଣ ରାଜନୈତିକ କିନ୍ତୁ ରାଜନେତା ନୁହନ୍ତି । ପର ଉପରେ ନିର୍ଭର କରି ବିଜୁ ବାବୁଙ୍କ ପୁଅ ଯୋଗୁଁ ତାଙ୍କ ନାଁ ଧରି ରାଜନୀତି ର ପଶା ଖେଳି ଆସୁଥିବା ବ୍ୟକ୍ତି ଜାହାକୁ ଓଡିଆ ବହୁ ବିଳମ୍ବରେ ବୁଝିଲେ। ଆଉକିଛି ନୁହନ୍ତି ।

  • @basantapattnaik7812
    @basantapattnaik7812 หลายเดือนก่อน +27

    ସାର ସାରା ଭାରତ ବର୍ଷରେ ନବୀନ ପଟ୍ଟନାୟକ ଙ୍କ ପରି କୌଣସି ରାଜ୍ୟରେ ଦୁର୍ନୀତି ଗ୍ରସ୍ତ ସରକାର ନାହାନ୍ତି l ବିଜେଡି ସେପୁଣି ଦୀର୍ଘ 25 ବର୍ଷ ଶାସନ କଲା ଦୁର୍ନୀତି କରୀ ଜାହା ହେଉ ଓଡ଼ିଆ ଲୋକ ବୁଝିଲେ ଆଉ ହଟାଇଲେ l 2029 ରେ ବିଜେଡି ଓଡ଼ିଶାରେ ଆଉ ନଥିବ l

  • @nrushinghnathsahu1630
    @nrushinghnathsahu1630 หลายเดือนก่อน +18

    ସତ ରେ ନବୀନ୍ ବାବୁ ଯଦି ଏତେ ଲୋକପ୍ରିୟ ତେବେ ହିଞ୍ଜିଳି ରୁ ଇସ୍ତଫା ଦେଇ ଉପନିର୍ବାଚନ ଲଢ଼ି ଦେଖନ୍ତୁ. ଜମାନତ ଜବତ ହେବା ଅସମ୍ଭବ ନୁହେଁ.

    • @BidyabhusanKuldy-yy4cb
      @BidyabhusanKuldy-yy4cb หลายเดือนก่อน +3

      Badhia challenge ing prastab bro.

    • @santoshkumarsahoo8671
      @santoshkumarsahoo8671 หลายเดือนก่อน +3

      ଯେତିକି ଭୋଟ ବୁଢ଼ା ପାଇଥିଲା, ସେତିକି ପାଇବ କି ନାହିଁ ସନ୍ଦେହ 😅

    • @Manoranjansahoo34680
      @Manoranjansahoo34680 หลายเดือนก่อน

      👌👌👌

  • @childcare6895
    @childcare6895 หลายเดือนก่อน +20

    ନବୀନ ପଟ୍ଟନାୟକ ନୂଆ ନୂଆ ଆସିଥିଲେ ସେତେବେଳେ ନାଟକ କରିଥିଲେ ବୋଲି ଆଜି 24ବର୍ଷ ଗାଦିରେ, ଇଂରାଜୀ କହିଲେ, ଲୋକ ଙ୍କ ଠୁ ଦୁରେଇ ରହିଲେ ସେଥିପାଇଁ se ଲୋକପ୍ରିୟ, ଯାହା ବଦନାମ ହବାକଥା ତାଙ୍କ ସଚିବ ମାନେ ହେଲେ ନବୀନ ପଟ୍ଟନାୟକ ଙ୍କ ଭଳି ଫାଲତୁ ନେତା ସମଗ୍ର ବିଶ୍ୱରେ ବିରଳ

    • @satishchandrabehera7291
      @satishchandrabehera7291 หลายเดือนก่อน

      @@childcare6895
      ଆଗେ ସିନା କଳା କୁତ୍ତା, କଳା ପାହାଡ ଥିଲା।
      ସିଏ ଆଜିର ଧଳା କୁତ୍ତା, ଧଳା ପାହାଡ ହେଲା।।

  • @nintyanandanaik716
    @nintyanandanaik716 หลายเดือนก่อน +1

    Best Analysis, many many thanks sir

  • @krushnachandradash4327
    @krushnachandradash4327 หลายเดือนก่อน +29

    ନବୀନ ପଟ୍ଟନାୟକ ଦୁର୍ନୀତି ମୁକ୍ତ ଶାସନ କହି କହି, ଓଡ଼ିଆ ଲୋକଙ୍କୁ ଦିନରେ ଲଂଠନ ଦେଖାଇ ଦେଖାଇ ସରଳ ଓଡ଼ିଆଙ୍କୁ ଅନ୍ଧ କରିଦେଇ ଦର୍ପଣ ବିକ୍ରୀ କରି ଚାଲିଥିଲେ।

    • @Mahakaal-u8n
      @Mahakaal-u8n หลายเดือนก่อน

      @@krushnachandradash4327 bjp ରଙ୍ଗ ବଦଳ କରି କରି ରଙ୍ଗ ମିସ୍ତ୍ରୀ ହେଇ ଗଲା

    • @Mahakaal-u8n
      @Mahakaal-u8n หลายเดือนก่อน

      @@krushnachandradash4327 କଂଗ୍ରେସ ଥରେ ଶାସନ କୁ ଆସି ଯାଉ bjp ର ଦୁର୍ନୀତି ପେଡ଼ି ତମ ଆଗରେ ଖୋଲିବା ତମେ ସବୁ ଦେଖିବ

  • @GaneswarNayak-e6j
    @GaneswarNayak-e6j หลายเดือนก่อน +22

    ସାର୍ ନମସ୍କାର,ନବୀନ ଏକ ମହାକାଳ ଫଳ,ସେ ନିଜ ବାପର ନୁହନ୍ତି କି କାହାର ନୁହନ୍ତି,ସ୍ବାର୍ଥ ଯେଉଁଠି ନବୀନ ସେଇଠି ।

  • @TheSatya70
    @TheSatya70 หลายเดือนก่อน +11

    ବାସ୍ତବରେ ନିର୍ଭୟ ନିର୍ଭିକ ତାର ସହ ଅନେକ ଗୁମର ଖୋଲିଚାଲିଛି । ଅନେକ ଆଗୁଆ (leading) ଗଣମାଧ୍ୟମ ଆପଣଙ୍କ ଠାରୁ ଶିଖିବା କଥା । ଜଣେ ସାମ୍ବାଦିକ ଭାବରେ ଆପଣଙ୍କୁ ସ୍ୟାଲୁଟ୍ ।

  • @user-fu5zl6pz6m
    @user-fu5zl6pz6m หลายเดือนก่อน +3

    ଗତ 24 ବର୍ଷର ସାଶନ କାଳରେ ନବୀନ ପଟ୍ଟନାୟକ ଏକ ପରିଚୟ ଲାଭ କରିଛନ୍ତି, ତାହା ହେଉଛି -ଗଣତନ୍ତ୍ରର ହତ୍ୟାକାରୀ।

  • @prasantakumarswain3419
    @prasantakumarswain3419 หลายเดือนก่อน +8

    ନବୀନ ପଟ୍ଟନାୟକ ଙ୍କୁ କିଏ କଣ ଭାବୁଥାଈ ପାରେ, ମୁଁ କିନ୍ତୁ ତାଙ୍କୁ କେବଳ ଚିକିଣିଆ ପାଣୁଆ ରେ ଗଣତି କରେ ଯାହାର ଅର୍ଥ ନବୀନ ଦାସ ମହୋଦୟ ବୁଝି ପାରିଥିବେ। ମୁଁ ଯେ କେବଳ ଅଣ ରାଜନୈତିକ ଲୋକ ବୋଲି ନବୀନ ବାବୁ ଙ୍କ ପ୍ରତି ଏପରି ଭାବନା ରଖିଛି ତା ନୁହେଁ। ଗଣେଷ ପୂଜା ମଣ୍ଡପ କୁ ବିଜେ କରିବାରୁ ଅନେକ ଭିଡ଼ ହେଲା, ଏମିତି ଗହଳି ମାଙ୍କଡ଼ ନାଚ ହେଲେ ମଧ୍ୟ ଦେଖିବାକୁ ମିଳେ, ନବୀନ ବାବୁ ଙ୍କୁ ସାଧାରଣରେ ଦେଖିବକୁ ମିଳେ ନାହିଁ ତେଣୁ ଦିନେ ଅଧେ ବାହାରିଲେ ଗହଳି ହେଲା, ଏଥିରେ ବାହାଦୂରୀ କଣ ?

  • @BishnucharanRay-xy5ox
    @BishnucharanRay-xy5ox หลายเดือนก่อน +13

    ନବୀନବାବୁ ଯଦି ଏତେ ପାରଙ୍ଗମ ତେବେ ପୈରୀ ମହାପାତ୍ର, କଳ୍ପତରୁ ଦାସ, ପାଣ୍ଡିଆନ ଙ୍କ ସହାୟତା ନିଆଁ କାହିଁକି ହେଉଥିଲା, ନବୀନ ନିଜେ ସମ୍ପୂଣ୍ଣ ଅପାରଗ

  • @nrushinghnathsahu1630
    @nrushinghnathsahu1630 หลายเดือนก่อน +24

    ଦୁର୍ନତୀ ରେ ନବୀନ୍ ବାବୁ ମଧୁ କୋଡା କୁ ତପି ଯାଇଥିଲେ, ଆଉ ଆଇନ୍ ଶୃଙ୍ଖଳା ପରିସ୍ଥିତି ରେ ତ ପଶ୍ଚିମ ବଙ୍ଗ କୁ ଟକ୍କର ଦେଇଥିଲେ. ଦିନ ଦ୍ୱିପହରରେ ପୋଲିସ କ୍ୟାବିନେଟ ମନ୍ତ୍ରୀ ଙ୍କୁ ହତ୍ୟା କରୁଥିଲେ.

    • @Mahakaal-u8n
      @Mahakaal-u8n หลายเดือนก่อน

      @@nrushinghnathsahu1630 ନବୀନ ବାବୁ ପଣ୍ଡିଆନ ଆଉ ବବି ଯଦି ଦୁର୍ନୀତି କରିଛନ୍ତି ତା ହେଲେ ତାଙ୍କୁ ଆରେଷ୍ଟ କଣ ପାଇଁ bjp ସରକାର କରୁ ନାହିଁ । ଇଡି cbi ଆଉ ସମସ୍ତ ଆଇନ ତାଙ୍କ ହାତରେ ଆରେଷ୍ଟ କରିବାକୁ କିଏ ମନା କରିଛି । ନବୀନ ପଣ୍ଡିଆନ ନା ରେ ମିଛ କଥା କହି bjp ସରକାର କରିଛି । ପଣ୍ଡିଆନ କିଛି ବି ଦୁର୍ନୀତି କରି ନାହିଁ । Bjp ନିରବତା ରୁ ଏହା ସ୍ପଠ ଜଣା ପଡ଼ୁଛି । ଓଡ଼ିଶା ର ଜନତା bjp କୁ vote ଦେଇ ଏବେ ଅନୁତାପ କଲେଣି

    • @kishorchsrichandan307
      @kishorchsrichandan307 หลายเดือนก่อน

      ଦୁର୍ନୀତି ଆଇନଶୃଙ୍ଖଳା କିଛି ଦେଖଜିବନି, ଦେଢ଼ କୋଟି ମହିଳା ଓ ଛାତ୍ରୀ ଙ୍କ ଶେଷ ଶୁଭଦ୍ରା କିସ୍ତି ଓ ୩୧୦୦ ଟଙ୍କା ଚାଷୀ ଙ୍କ ଧାନ ବିକ୍ରି ରେ।

    • @subhransudalai8360
      @subhransudalai8360 หลายเดือนก่อน

      ବିଜେପି ଶାସିତ ରାଜ୍ୟ ସବୁ

    • @nrushinghnathsahu1630
      @nrushinghnathsahu1630 หลายเดือนก่อน +1

      @@Mahakaal-u8n ସବୁ ର ସମୟ ଅଛି, ପାଣ୍ଡୁ ତ ଜେଲ୍ ଯିବ ତା ସହିତ ପାଣ୍ଡୁ ପଟନାୟକ ବି ଜେଲ୍ ଯିବ, ସମୟକୁ ଅପେକ୍ଷା କର.

    • @Mahakaal-u8n
      @Mahakaal-u8n หลายเดือนก่อน

      @@nrushinghnathsahu1630 samaya asila belaku odisha re bjp au na thiba sarkar bhangi jiba

  • @Jagannath-oc9ht
    @Jagannath-oc9ht หลายเดือนก่อน +8

    ଠକ, ମିଛ, ଭ୍ରମ ସ୍ରଷ୍ଟା, ଲୁଟେରା ,ରାଜ ନେତା ନୁହନ୍ତି ସାଧାରଣ ରାଜନୈତିକ ପର ଉପରେ ନିର୍ଭର କାରି ରାଜନୀତି କରନ୍ତି ହିନ୍ଦୁ ଧର୍ମ କୁ ଭଲ ପାଆନ୍ତି ନାହିଁ, ସଙ୍କରାଚାର୍ଯ୍ୟ ଙ୍କ ନିକଟକୁ ଯାଆନ୍ତି ନାହିଁ ।ଜୁଆଡେଗଲେ ଗାଡି ଧାଡି ଧାଡି ପୋଲିସ ଘେରାବନ୍ଧା , ମନ୍ତ୍ରୀ, ଅଫିସର୍ ପାଖକୁ ଯାଇ ପାରନ୍ତି ନାହିଁ ସାହି ଲୋକ ଭାଟିକାନ ଯାଇ ଖରାରେ ଲାଇନରେ ଠିଆ ହୋଇ ଝାଳ ପୋଛି ପୋଛି ପୋପଙ୍କୁ ଦୂରରୁ ଜୁହାର ହୋଇ ଆସିବା ଲୋକ । ଯାହାକୁ ନା ଅଫିସର୍ ନା ନେତା କହି ଭେଟି ପାରନ୍ତି ନାହିଁ ଜେତେବଡ ଦୁଃଖ ହେଲେ ମଧ ଦେଖା ନହେବା ବ୍ୟକ୍ତି ବିଶେଷଙ୍କ ଭ୍ରମରେ ଆଉ ଓଡିଆ ପଡିବେ ନାହିଁ । ତେଣୁ ଆଉ ଓଡିଆ ନବିନ ଭ୍ରମରେ ପଡିବାର ନାହିଁ । ଅତି ବିଳମ୍ବରେ ଓଡିଆ ବୁଝିଛନ୍ତି ।ନାହିଁ ନାହିଁ ନାହିଁ ଆଉ ନହବିନ ନାହିଁ ।

  • @bijayakumarpanda6183
    @bijayakumarpanda6183 หลายเดือนก่อน +3

    ନବୀନ ବାବୁ ବେଙ୍ଗି ପିତଳ ଏହା ଏବେବି bjd ନେତା ବୁଝିଁ ନାହ୍ନାନ୍ତି

  • @jagannathpanda-qn2rk
    @jagannathpanda-qn2rk หลายเดือนก่อน +9

    ଲୋକକୁ ଦେଖେଇବାକୁ ଯାଇ ବାହାର କରନ୍ତି ପୁଣି ଥରେ କୋଳରେ ଧରି ବସିଥାଆନ୍ତି ।ଶ୍ରୀକାନ୍ତ ସାହୁ କୁ ମନ୍ତ୍ରୀ ମଣ୍ଡଳରୁ ବାହାର କଲେ। ପୁଣି M,L,A ଟିକେଟ ଦେଲେ।5 ଲକ୍ଷ ପାଣ୍ଡିଆଁ ନେଲା।

  • @surendrakumarsethy8816
    @surendrakumarsethy8816 หลายเดือนก่อน +3

    ନବୀନ ବାବୁ ହୀରା ନୁହଙି ।
    ସେ ମାଟି ଅଗାଂର ।
    ରାଜ୍ଯ ର କଣ କରିଛଙି ନାଲି କାଗଜ ପ୍ରକାଶ କରଙୁ

  • @ajitkumarpanda6388
    @ajitkumarpanda6388 หลายเดือนก่อน +3

    ନବୀନ ପଟ୍ଟନାୟକ ଙ୍କ ର ମୁଖେ ରାମ୍ ନାମ୍,,,,,,, ବଗଲ ମେ ଛୁରୀ,,,,,,,,
    ଓଡ଼ିଶା ର ଲୋକ ତ ବୁଝିଗଲେ, ହେଲେ bjd ର ନେତା ଓ କର୍ମୀ ଙ୍କ ର ନବୀନ ପ୍ରେମ ଧୀରେ ଧୀରେ କମିଯିବ,,,,,,,

  • @basantapattnaik7812
    @basantapattnaik7812 หลายเดือนก่อน +8

    ସାର ପ୍ରଣାମ 🙏🌹

  • @bhubanmohanty3853
    @bhubanmohanty3853 หลายเดือนก่อน +11

    ଭ୍ରମ ସୃଷ୍ଟି କରି ଲୋକପ୍ରିୟ ହେଇଛନ୍ତି ଏବଂ ଅନ୍ୟମାନେ ସେପରି କରି ନାହାନ୍ତି

  • @rabindrapatra8223
    @rabindrapatra8223 หลายเดือนก่อน +5

    Very beautiful analysis sir. ନବୀନ ସାର୍ ନିଜେ ନିଜେ ଖୋଳି ଥିବା ଗାତରେ ପଡ଼ିବାକୁ ଯାଉଛନ୍ତି। ଆଉ ମୋହନ ସରକାର ଧୈର୍ଯ୍ୟ ର ସହିତ ଅପେକ୍ଷା କରିଛନ୍ତି ମାଟି ଅଜାଡ଼ି ପୋତିବା ପାଇଁ। ମୋହନ ସରକାର କେବେହେଲେ ଖଣ୍ଟ ମାନଙ୍କୁ ଘଣ୍ଟ ଘୋଡେଇ ବେ ନାହିଁ। କୌଣସି ଚାପ କୁ ଜମାରୁ ଖାତିରି କରିବେ ନାହିଁ। ଧନ୍ୟବାଦ ଗୁମର କଥା ପରିବାର କୁ। ଆପଣଙ୍କ ଉଦ୍ୟମ କୁ Salute କରୁଅଛୁ।😂 Jay Jagannath.❤👍🌹🙏

  • @NiranjanMallick-cw9nv
    @NiranjanMallick-cw9nv หลายเดือนก่อน +2

    ଓଡ଼ିଶା ଇତିହାସରେ ସବୁଠାରୁ ଅପାରଗ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ।

    • @AjayaMohapatra-io7ke
      @AjayaMohapatra-io7ke หลายเดือนก่อน

      ଗ୍ରହଣୀୟ ମତ ଭିତରେ ଏ ମତ ଶ୍ରେଷ୍ଠ ମାନଙ୍କମଧ୍ୟରେ ଅନ୍ୟତମ |

  • @laxmidharapanda6086
    @laxmidharapanda6086 หลายเดือนก่อน +3

    ଭ୍ରମ ଓ ଭ୍ରଷ୍ଟାଚାରର ଅନ୍ୟନାମ ନବୀନ ପଟନାୟକ ! ଅନ୍ୟମାନଙ୍କୁ ଭ୍ରମରେ ରଖିଥିବା ନବୀନବାବୁ ନିଜେ ପାଣ୍ଡିଆନ ଭ୍ରମ ଫାସରେ ପଡିଛନ୍ତି !

  • @MohanSahoo-j1x
    @MohanSahoo-j1x หลายเดือนก่อน +1

    Beutiful analisis.

  • @dinabandhuprusty3568
    @dinabandhuprusty3568 หลายเดือนก่อน +3

    ଆଂଜ୍ଞା ପକ୍ଷୀ ଭିତରେ କାଉ ବହୁତ ଚାଲାକି କିନ୍ତୁ ଖାଏ ବିଷ୍ଟା କିନ୍ତୁ ପାଣ୍ଡୁ ଏବେବି ଭାବୁଛି ଓଡ଼ିଆ ମନେ ବୋକା କିନ୍ତୁ ନିଜେ କାଉ ପରୀ ବିଷ୍ଟା ଖାଉଛି,

  • @UpendraBehera-o1z
    @UpendraBehera-o1z หลายเดือนก่อน +6

    ତାଙ୍କ ବିଷୟରେ କିଛି ନ ଜାଣିଥିବା ଲୋକ ତାଙ୍କୁ ଝୁରୁଛନ୍ତ । ଏ ସବୁ ଭାଣ୍ଡାମି ।

  • @RanjanBehera-ge1kf
    @RanjanBehera-ge1kf หลายเดือนก่อน +8

    ☀️ କୋକୁଆ ଭୟରେ କାଦମ୍ବରି ରସ ପାନକରି ନିଜର ଆତ୍ମୀୟ ମାନଙ୍କ ମଧ୍ୟରେ ଅଭିଶପ୍ତ ଯଦୁବ°ଶ ର ଅବସ୍ଥା ଯାହା ହେଲା... ଠିକ୍ ସେହିପରି ବିଜେପି କୁ ଡରି ବିଜେଡି ଭିତରେ ସନ୍ଦେହ ର ବାତାବରଣରେ ବିଲୁପ୍ତ ହେବାର ଲକ୍ଷଣ ପରିଲକ୍ଷିତ ହୁଏ........

  • @trilochanpatnaik6321
    @trilochanpatnaik6321 หลายเดือนก่อน +3

    ନବୀନ ପଟ୍ଟନାୟକ ଙ୍କ BJD ସରକାର ଅମଳରେ ଯେତେ ଦୁର୍ନୀତି ହୋଇଥିଲା ତାହା କୁ ଯଦି ଧାନ କଳେଇ ଗଦା ବା ନଡ଼ା ଗଦା ପରି ଗଦା କରି ରଖିବା କୁ ହେବ ତାହା ଉପରକୁ କେହି ଚଢ଼ି ବାକୁ ସକ୍ଷମ ହେଇ ପାରିବେ ନାହିଁ। ଚବିଶ ବର୍ଷ ଶାସନ ସମୟରେ କେତେ ଥର ନବୀନ ବାବୁ ଗଣେଶ ପୂଜା ମେଢ଼ ବୁଲି ଦେଖିଥିଲେ ତାହାର ତାରିଖ ସହ ପ୍ରକାଶ କଲେ ଖୁସି ଲାଗନ୍ତା।

  • @anatanayak5275
    @anatanayak5275 หลายเดือนก่อน +4

    ଆପଣ ନିରାଟ ସତ୍ଯ।କଥା କହୁଛନ୍ତି ହେଲେ ମୋହନ ସରକାର କାହିଁକି କିଛି ଆକ୍ସନ ନେଉନାହାନ୍ତି ?ଆଉ କେତେ ପ୍ରମାଣ ଥିଲେ ଦଣ୍ଡିତ ହେବେ ନବୀନ?କାହିଁକି ମୋହନ ସାର ଘଣ୍ଟ ଘୋଡାଉଛନ୍ତି ନବୀନ ବାବୁଙ୍କୁ?ଜଣେ ଅଯୋଗ୍ୟ ଲୋକର ପାପଭରା କାହଁକିମୁଣ୍ଡା ଚାଲିଛନ୍ତି ?

  • @srikantsahoo6563
    @srikantsahoo6563 หลายเดือนก่อน +1

    ପଣ୍ଡିଆନ କୁ ପାୱାର ନବୀନ ବାବୁ ଦେଇନାହାନ୍ତି।ପାଣ୍ଡିଆନ ନବୀନ କୁ ଅଯୋଗ୍ୟ ଅନୁଭବ କରି ନିଜେ ପାୱାର ନିଜ ହାତକୁ ନେଇଯାଇଥିଲା।ଆଉ ନବୀନ ବାବୁଙ୍କ କିଛି ଦୁର୍ବଳତା ପଣ୍ଡିଆଁ ପାଖରେ ଥିଲା।ସେଇ ଦୁର୍ବଳତା କଣ ହୋଇ ପାରେ?ଆପଣ ଖୋଜନ୍ତୁ।

  • @harekrishnadas5865
    @harekrishnadas5865 หลายเดือนก่อน +1

    ନବୀନ ବାବୁ ବିଜୁ ବାବୁ ଙ୍କ ଠାରୁ ବେଶୀ କାଢୁଆ ମୁଖ୍ୟ ମନ୍ତ୍ରୀ ନୁହଁନ୍ତି, ସେ 5ବର୍ଷ ପୁରେଇ ପାରୁ ନ ଥିଲେ ଏ 24 ବର୍ଷ ଶାସନ କଲେ, କାରଣ ନ ମିଳି ବାରୁ ନାତୁଣୀ ଜୁଆଇଁ.
    ........ l

  • @RameshChandraBarik-l8y
    @RameshChandraBarik-l8y หลายเดือนก่อน +6

    ଆପଣ ଗଭୀର ଭାବରେ ଥରେ ଚିନ୍ତା କରନ୍ତୁ, ନବୀନ ଭୁଙ୍ଗା ଅଭିନୟ କରି ପାଣ୍ଡିଆନକୁ ଦାୟିତ୍ଵ ଦେବାର କାରଣ,ପାଣ୍ଡିଆ ନ ମାଧ୍ୟମରେ ଓଡ଼ିଶାରୁ ଲୁଟି ପ୍ରେମ ପଟ୍ଟନାୟକ ଙ୍କୁ ଦେଉଥିଲେ। ଏଥିରେ ସନ୍ଦେହ ନାହିଁ।

  • @jatindrabarik9271
    @jatindrabarik9271 หลายเดือนก่อน +2

    ଭ୍ରମ ନମ୍ବର ୩ରେ ନବୀନ ବାବୁ ପାଣ୍ଡିଆନଙ୍କୁ ସମସ୍ତ କ୍ଷମତା ହସ୍ତାନ୍ତର କରିବାଟା ମୋ ମତରେ ସେ ନିଜେ ଭ୍ରମରେ ପଡ଼ି ଗଲେ। ଏଥିପାଇଁ BJPର ଲାଭ ହେଲା।୨ୟରେ ତାଙ୍କ ଦଳର ନେତାମାନେ ଏତେ ମୂର୍ଖ ଯେ ସେମାନେ ଭ୍ରମିତ ହେଉଛନ୍ତି। ସେଥିପାଇଁ ସେମାନେ ଧନ୍ୟବାଦ ଯୋଗ୍ୟ।

  • @suryanarayansahu5375
    @suryanarayansahu5375 หลายเดือนก่อน +5

    ହଜାର ହଜାର ବର୍ଷର ଗୌରବମୟ ଇତିହାସ ନଷ୍ଟ କରିବା ଏକ ହାସ୍ୟ ପଦ ଜଦି ସେ ପ୍ରକୃତରେ ଜଣେ ଓଡିଆ ହୋଇଥିଲେ ଏହା କରି ନଥାନ୍ତେ ।ଏହା ହିଟ୍ଲର ଶାସନ କି। ଓଡ଼ିଶାର ଜଗନ୍ନାଥ ପ୍ରଭୁକର ଠାକୁର ରଜାଥାଇ ଆମ ହିନ୍ଦୁ ଶାସ୍ତ୍ର ମତେ ପୁରୀରେ ଜଗତ ଗୁରୁ ଥାଇ ଓଡ଼ିଶାର ଭାବପୂର୍ଣ୍ଣ ପ୍ରଭୁ ଜଗନ୍ନାଥଙ୍କର ଓଡ଼ିଆ ଜାତିକୁ ବେଖାତିରି ରେ ଐତିହ୍ୟ ପୀଠ ନଷ୍ଟ କରିବା ସେ ଜଣେ କ'ଣ ଓଡ଼ିଆ ହିନ୍ଦୁ । ଓଡ଼ିଶାର ନିୟୂଜ ଟିଭି ପ୍ରଚାର ସୋଇଯିବା ଏକ ଦୁର୍ଘଟଣା ସମସ୍ତେ ଚୁପ୍। ଏ କ'ଣ ମାଗଣା ଯୋଜନା ଖିଆ ଓଡ଼ିଆ ଲୋକର ଭୁଲ୍ ନାହିଁ। ତେଣୁ ପ୍ରଭୁ ଅନ୍ତର୍ଯ୍ୟାମୀ ଜଗନ୍ନାଥ ସବୁ ଦେଖୁଛନ୍ତି।ଜୟ ଉତ୍କଳ ଜନନୀ ଜୟ ଓଡିଶାର ଜନସାଧାରଣ ରାଜନୀତି।ଜୟ ଓଡ଼ିଆ ଉଚ୍ଚ ସ୍ତରୀୟ ଅଧିକାରୀ । ସମସ୍ତେ ସବୁ ଦେଖୁଛନ୍ତି।ଆଉ ସେ ସମୟର ମଧୁବାବୁ ଉତ୍କଳ ମଣୀ ଅନ୍ୟ ଓଡ଼ିଆ ପ୍ରେମୀ ଓଡ଼ିଶା ରାଜ୍ୟ କୁ ଗଠନ କରିବା ପାଇଁଁ ନୀଜ ଜୀବନକୁ ଉତ୍ସର୍ଗ କରିଥିବା ଭୁଲିଗଲ

  • @subodhakumarray6136
    @subodhakumarray6136 หลายเดือนก่อน

    ଅତି ସୁନ୍ଦର।

  • @childcare6895
    @childcare6895 หลายเดือนก่อน +1

    ପାଣ୍ଡୁ ତସ୍କର କୁ ଲୋକ ପିଟି ପିଟି ବିଦା କରିବେ ମୁଖ୍ୟ ମନ୍ତ୍ରୀ ନିଶା ପାଣିରେ ମିଳେଇବ

  • @RanjanBehera-ge1kf
    @RanjanBehera-ge1kf หลายเดือนก่อน +9

    Coal Scam, Chit Fund Scam, Mines Scam,Land Scam, Black Rose, District Mineral Fund Scam ର ତୁରନ୍ତ ଆକ୍ସନ୍ ପାଇଁ.. ଓଡ଼ିଶାର ଆଦରଣୀୟ, ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଶିଘ୍ର ନିର୍ଦ୍ଦେଶ ଦେଇଦିଅନ୍ତୁ...ED...CBI କୁ

    • @432fi
      @432fi หลายเดือนก่อน

      Snoopgate,sohrabuddin murder case,godhra kand stock market scam, save passage to nirav modi and Vijay mallya.deviating tax payers money into industrialists bag and many more.modi and Shah Nexus will go to jail in the history of India for the first time being pm and hm when bjp lose election in future

  • @rajanikantachoudhury2343
    @rajanikantachoudhury2343 หลายเดือนก่อน +2

    ନବୀନଙ୍କ ଶାସନ ସମୟରେ ଯେଉଁ କର୍ମଚାରୀ କିଛି ମାଲ ଯୋଗାଡ଼ କରିପାରନାହାନ୍ତି ସେମାନେ ସମେସ୍ତେ ବୋକା.

  • @PurnachandraBehera-if5tu
    @PurnachandraBehera-if5tu หลายเดือนก่อน

    ମାଗଣା ଦେଇ ଲୋକ ପ୍ରିୟ। ବିଜୁ ବାବୁଙ୍କ ନାମରେ ଆଜି ପର୍ଯ୍ୟନ୍ତ ଜିତିଛନ୍ତି।

  • @narasinghdas3623
    @narasinghdas3623 หลายเดือนก่อน

    ନିଜର ମାତୃଭାଷା ଜଣାନଥିଵା ବ୍ୟକ୍ତି ରାଜ୍ୟ ରେ ଆଉ ମୁଖ୍ୟମନ୍ତ୍ରୀ ହେଇପାରିବେନି

  • @samarmohapatra-jr3ne
    @samarmohapatra-jr3ne หลายเดือนก่อน

    ନବୀନ ବାବୁ ଓଡିଶା ରାଜ୍ୟ ରଙ୍ଗମଞ୍ଚର ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇବା ଦରକାର, କାରଣ ଓଡ଼ିଆ ଲୋକେ ବହୁତ ଭାବପ୍ରବଣ ଏବଂ ଶୀଘ୍ର ଭୁଲିଯାଆନ୍ତି, ଯେଉଁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେଲାପରେ ଅନ୍ୟକୁ ଶାସନର ଠିକାଦେଇ ନିଜେ ଘରୁ ବାହାରନ୍ତି ନାହିଁ,

  • @udayanarayanmaharana5481
    @udayanarayanmaharana5481 หลายเดือนก่อน

    ନବୀନ ପଟ୍ଟନାୟକ ସବୁ କରୁଛନ୍ତି ସତ କିନ୍ତୁ ନିର୍ବାଚନ ହାରିଲା ପରେ, ଅର୍ଥାତ୍ ଜୁନ୍ ୧୦ ପରେ ।

  • @snehalatapati1025
    @snehalatapati1025 12 วันที่ผ่านมา +1

    Jay jagrnnath

  • @jagabandhubehera1984
    @jagabandhubehera1984 หลายเดือนก่อน +3

    🙏ଜୟ ଜଗନ୍ନାଥ

  • @jchoudhury274
    @jchoudhury274 หลายเดือนก่อน

    24 ବର୍ଷ ଦୁର୍ନିତି ଗ୍ରସ୍ତ ସରକାର ର ମାଷ୍ଟର ମାଇଣ୍ଡ ନବିନ ବାବୁ ମାଗଣା ଖିଆ ମାନେ ତାଙ୍କୁ ଭୁଲି ପାରୁ ନାହାଁନ୍ତି ଜୟ ଜଗନ୍ନାଥ

  • @PURNACHANDRABISWAL-d5q
    @PURNACHANDRABISWAL-d5q หลายเดือนก่อน

    Excellent discussion sir ❤

  • @bidyadharbargejoykrishna4902
    @bidyadharbargejoykrishna4902 หลายเดือนก่อน

    ନବୀନ ବାବୁ ଆସି ପାରିବେନି

  • @ranjitbhuyan5160
    @ranjitbhuyan5160 หลายเดือนก่อน

    ନବୀନବାବୁ ଲୋକପ୍ରିୟ ସତ କିନ୍ତୁ କେବେ କୌଣସି ରାଜନେତାଂକର ଆଦର୍ଶ ହେଇପାରିବେନି କାରଣ ନେତା ସିଏ ଯିଏ ସମସ୍ତଂକୁ ନେଇ ଚାଲେ ଆଉ ନିଜ ସହଯୋଗୀ ମାନଂକ ମତକୁ ମର୍ଯ୍ଯାଦା ଦିଏ ।
    ବିଜୁବାବୁ ଯେମିତି ବରଗଛ ଥିଲେ ନବୀନବାବୁ ବି ଠିକ ସେମିତି 🙏🏻

  • @ashokkumarpanda5127
    @ashokkumarpanda5127 หลายเดือนก่อน +5

    Jay Shree Jagannath 🙏🏼

  • @prafulasingh2267
    @prafulasingh2267 หลายเดือนก่อน

    ଆଜ୍ଞା ! ନବୀନ ବାବୁଙ୍କ ଛାୟା ମନ୍ତ୍ରୀମଣ୍ଡଳ ତାଙ୍କ ଦଳୀୟ ନେତା ଓ ସାଧାରଣ ଲୋକଙ୍କ ପାଇଁ ଏକ ବିରାଟ ଭ୍ରମ ।
    ଏବଂ ପ୍ରତ୍ୟେକ ଜିଲ୍ଲା ନଯାଇ କେବଳ ଭୁବନେଶ୍ୱରରେ ବସି ତାଙ୍କ ପାଖକୁ ଡକାଇ ନିଜର ଇମେଜ୍ ବଢ଼ାଇବା ପାଇଁ ଯେଉଁ ବ୍ୟବସ୍ଥା ତାହା ବି ସାଧାରଣ ଲୋକଙ୍କ ପାଖରେ ଭ୍ରମ ।

  • @hemantakumar5501
    @hemantakumar5501 หลายเดือนก่อน

    ବିଜୁ ଜନତା ଦଳର ସମସ୍ତ ଅଜଣା ଚାଉଳ ଖାଇଛନ୍ତି

  • @surusahu
    @surusahu หลายเดือนก่อน

    Well analysis Sir dhanyabad.

  • @ghasiramsing4216
    @ghasiramsing4216 หลายเดือนก่อน

    Thank you .sir.

  • @sumankar6856
    @sumankar6856 หลายเดือนก่อน

    Loved your presentation, Sir. Terrific ❤❤

  • @ArunDas-hc5zz
    @ArunDas-hc5zz หลายเดือนก่อน +4

    BJD ରେ ନେତା କେହି ନାହାନ୍ତି, ଫ୍ରାନ୍ଚଚାଇଜର , ବି ଆଣ୍ଡ ସନସ୍ ର ।ଏକମାତ୍ର ମାଲିକ ନବୀନ ପଟ୍ଟନାୟକ ।

  • @mituprdhan2020
    @mituprdhan2020 หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ

  • @user-fu5zl6pz6m
    @user-fu5zl6pz6m หลายเดือนก่อน

    Thanks for your valuable information.

  • @snehalatapati1025
    @snehalatapati1025 12 วันที่ผ่านมา

    Dhanybad nirvay mahasya

  • @ramachandrapanipani7424
    @ramachandrapanipani7424 20 วันที่ผ่านมา

    ଜୟ ଶ୍ରୀ ଜଗନ୍ନାଥ !

  • @santoshpattnayak2589
    @santoshpattnayak2589 หลายเดือนก่อน

    ସବୁଠୁ ବଡ଼ କଥା ହେଲା ସ୍ବାଧୀନତାର 79 ବର୍ଷ ପରେ ମଧ୍ୟ ଭାରତ ସରକାର ଓଡ଼ିଶାକୁ ଭ୍ରମରେ ରଖିଛି।

  • @MalayaRanjanPradhan-co9pk
    @MalayaRanjanPradhan-co9pk หลายเดือนก่อน +4

    Jay jagannath.

  • @AjayaMohapatra-io7ke
    @AjayaMohapatra-io7ke หลายเดือนก่อน

    ଏକ ଦୁଇ ତିନି ଇତ୍ୟାଦି ସବୁ ଭ୍ରମ |
    କେବଳ ଭ୍ରମ ନୁହେଁ ଆଜ୍ଞ୍ୟା ଅତିସୁନ୍ଦର ମରୀଚିକା |
    ଭ୍ରମ ତ ଆଗରୁ ଥିଲା ମରୀଚିକା ବି ଥିଲା ----କିନ୍ତୁ ଏତେ ସୁନ୍ଦର ମରୀଚିକା ନଥିଲା.
    କେବଳ ଭ୍ରମ କି ମରୀଚିକା ନୁହେଁ ଏହାକୁ ଧୋକା ପ୍ରବଞ୍ଜନା ଇତ୍ୟାଦି ସହଜରେ କୁହାଯାଇପାରିବ |
    ଏସବୁ ଆମ ଅଂଧଦେଶର ଲୋକଙ୍କର ଖୁବ ଦେହସୁହା |🙏🙏🙏

  • @kailashchandradas8992
    @kailashchandradas8992 หลายเดือนก่อน

    କଣ ନବୀନ ବାବୁ ଜାଣିନାହାନ୍ତି ଏ ଯାଏଁ?

  • @saratsahoo7932
    @saratsahoo7932 หลายเดือนก่อน

    Bahut sunder samikhya

  • @PrasantaMohapatra-yg8fo
    @PrasantaMohapatra-yg8fo หลายเดือนก่อน +1

    , ଯିଏ ଯେଉଁ ଗାତ ଖୋଳେ.....
    ସେଇ ଗାତରେ ସେ ନିଜେହିଁ ପଡେ
    ନବିନ ବାବୁଙ୍କ ଅଵସ୍ଥା ସେଇ ଆଡ଼କୁ।

  • @anadicharansamal7033
    @anadicharansamal7033 หลายเดือนก่อน

    ନବୀନ ବାବୁ ହୀରା ନୁହନ୍ତି କଳା ହୀରା ଲୁଟେରା।

  • @manjupravamishra8000
    @manjupravamishra8000 หลายเดือนก่อน +1

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @nareshpanda4485
    @nareshpanda4485 หลายเดือนก่อน

    ନବୀନ ମାୟା କୋଈ ନେଇ ପାୟା

  • @ramachandrapanipani7424
    @ramachandrapanipani7424 20 วันที่ผ่านมา

    ନମସ୍କାର ।

  • @SantoshKumarBhoi-w7h
    @SantoshKumarBhoi-w7h หลายเดือนก่อน

    ଯାହା ହେଇଛି ଯାହା ହେଉଛି ଆଉ ଯାହା ବି ଭବିଷ୍ୟତରେ ହେବ ଭଲ ହିଁ ହେବ, ଓଡିଶା ପାଇଁ ମଙ୍ଗଳ।

  • @rabimohanty112
    @rabimohanty112 หลายเดือนก่อน +1

    ବିଜେଡି ନେତା ଗୁଡାକ କାହିଁକି ଅକାଳ କୁସମାଣ୍ଡ ପଛରେ ଗୋଡାଉ ଥିବେ ବୁଝି ହେଉ ନାହିଁ. ଲାଜ ମାଡୁ ନାହିଁ, ଧିକରେ ବିଜେଡି ନେତା ଠିକି ଠିକି ବି ଶିଖି ପାରୁ ନାହାନ୍ତି.

  • @dpnayak19
    @dpnayak19 หลายเดือนก่อน

    Best Analysis 😊❤❤❤

  • @DinabandhuDalai-jf5ew
    @DinabandhuDalai-jf5ew หลายเดือนก่อน

    You are right sir

  • @pramodkumarmishra7657
    @pramodkumarmishra7657 หลายเดือนก่อน

    ନବୀନ ବାବୁଙ୍କ କିଛି ଦୁର୍ବଳତା ପାଣ୍ଡିଆନଙ୍କ କବଜାରେ ରହିଯାଇଛି । ସେଥିପାଇଁ ପାଣ୍ଡିଆନ ଏବେବି bjd ର ସର୍ବେସର୍ବା ହୋଇ ରହିଛନ୍ତି।

  • @durgaprasadkar8555
    @durgaprasadkar8555 หลายเดือนก่อน

    ଭାରତ ବର୍ଷ ରେ ନବିନ ପଟ୍ଟନାୟକଙ୍କ ମୂଖ୍ଯ ମନ୍ତ୍ରୀ ଥିବା ସମୟରେ ଓଡିଶା ସବୁ ଠାରୁ corrupted State ଥିଲା।

  • @santoshdakua6698
    @santoshdakua6698 หลายเดือนก่อน

    ବିଜେଡି ବିପଯ୍ୟର କାରଣ ନିଜେ ନବୀନ ପଟନାୟକ କାରଣ ପାଣ୍ଡୁ କୁ ସବୁ କ୍ଷମତା ପାଇବା କାରଣ ଯୋଗୁ

  • @AmiyaKumarSahoo-u3s
    @AmiyaKumarSahoo-u3s หลายเดือนก่อน

    ମୋହନ
    ନବୀନ
    ପାଣ୍ଡିଆନ
    ଏହି ତିନି ଜଣଙ୍କ ନାଁ ର ଶେଷ ଅକ୍ଷର "ନ "
    ଏହି ତିନି "ନ " ଅକ୍ଷର ତ୍ରିଭୁଜ
    କିଛି ହବନି, ଏମିତି ତିନି ମାସ ହେଲା, ପାଞ୍ଚ ବର୍ଷ ପଳେଇବ କିଛି ଜାଣିପାରିବେନି ଓଡିଶା ବାସି,

  • @Dishajena1234
    @Dishajena1234 หลายเดือนก่อน

    Your analysis is excellent

  • @suryanarayanpanda475
    @suryanarayanpanda475 หลายเดือนก่อน +1

    Jay Jaganntha

  • @arabindamishra4045
    @arabindamishra4045 หลายเดือนก่อน

    ବିଜେଡି ନେତା ଓ କର୍ମୀ ମାନଙ୍କୁ ଯଦି ଭଲ ଦଶା ଅଛି ତାହେଲେ, ଯଥାଶୀଘ୍ର ନବୀନଙ୍କୁ ଓ ପାଣ୍ଡିଆନ ଙ୍କୁ ଦଳରୁ ବହିଷ୍କାର କରନ୍ତୁ ଓ ନୂତନ ନେତୃତ୍ୱ ଦାୟିତ୍ୱ ନିଅନ୍ତୁ। ଆବଶ୍ୟକ ହେଲେ ଦଳ ଦୁଇଫାଳ ହେଇଯାଉ।

  • @soumyaranjan9144
    @soumyaranjan9144 หลายเดือนก่อน +2

    ବିନା ନବୀନ ପଟ୍ଟନାୟକଙ୍କ ନା ନେଲେ ହିଁ views ଆସୁଛି ବୋଧେ । ସେଥିପାଇଁ ନବୀନ ନବୀନ 😅😅😅😅

    • @Funny_odiahub32
      @Funny_odiahub32 หลายเดือนก่อน

      @@soumyaranjan9144 pura thik kahile

  • @Sigmapersonal
    @Sigmapersonal หลายเดือนก่อน

    Bahut sundar lagila aapananku mora 100 ,namaskar

  • @shivaprasadsamal8665
    @shivaprasadsamal8665 หลายเดือนก่อน

    ଜାନକୀ ପଟ୍ଟନାୟକ ଲୋକ ପ୍ରିୟ ଥିଲେ

  • @trilochanpatnaik6321
    @trilochanpatnaik6321 หลายเดือนก่อน

    BJD ହାରିବା କାରଣ ସେହି ଦଳର ସମସ୍ତେ ଜାଣନ୍ତି କେବଳ ନବୀନ ବାବୁ, ବବି ଦାସ ଓ ତାମିଲ ଜୋଇଁ ଜାଣି ନ ଥିଲେ।

  • @malatidas5974
    @malatidas5974 หลายเดือนก่อน

    Marvelous and exact

  • @santoshbiswal6256
    @santoshbiswal6256 หลายเดือนก่อน +6

    Sir pranam.mohan sarkar kanpain pandian ku banhunahanti. Pandian ku dharidele desa thik heijiba.

    • @Mahakaal-u8n
      @Mahakaal-u8n หลายเดือนก่อน

      @@santoshbiswal6256 ପଣ୍ଡିଆନ ସିନା କିଛି ଭୁଲ କରି ଥିଲେ ବନ୍ଧା ହେଇ ଥାଆନ୍ତା । ସେ ଯା କରିଛି ଓଡ଼ିଶା ର ଏବେ କାର cm ମୋହନ ମାଝି ବି କରି ପାରିବେ ନାହିଁ । ଓଡ଼ିଶା ର କେତେ ଜଣ ଅନ୍ଧ ଭକ୍ତ ମିଛ ଟାରେ ପଣ୍ଡିଆନ କୁ blem କରୁଛନ୍ତି । ସେ ସଚ୍ଚୋଟ ବୋଲି bjp ଆଉ bjd green singnal ଦେଇ ସାରିଛନ୍ତି

  • @MANOJKUMARPRADHAN-q4u
    @MANOJKUMARPRADHAN-q4u หลายเดือนก่อน +1

    Right

  • @Rameshprusty-td1px
    @Rameshprusty-td1px หลายเดือนก่อน +1

    100 to100

  • @hardworkneverdies5679
    @hardworkneverdies5679 หลายเดือนก่อน

    ତୁମେ ପ୍ରମାଣ ଦିଅ ଦୁର୍ନୀତି ନବୀନ ସରକାର ରେ

  • @shivaprasadsamal8665
    @shivaprasadsamal8665 หลายเดือนก่อน

    ମୁଁ ନବୀନ କୁ ଘୃଣା କରେ