ବିଶ୍ୱକର୍ମା ପୂଜା, Bishwakarma Puja, बिश्वकर्मा पूजा

แชร์
ฝัง
  • เผยแพร่เมื่อ 21 ต.ค. 2024
  • ବିଶ୍ୱକର୍ମା ପୂଜା, Bishwakarma Puja, बिश्वकर्मा पूजा
    ସୃଷ୍ଟି ରଚୟିତା ଭଗବାନ ଦେବ ଶିଳ୍ପୀ ବିଶ୍ୱକର୍ମା ପୂଜା ପ୍ରତେକ ବର୍ଷ କନ୍ୟା ସଂକ୍ରାନ୍ତି ଦିନ ହୁଏ! ଏବଂ ଏହାକୁ ପାଳନ କରନ୍ତି ପୁରା ଭାରତ ର ଲୋକ
    ରାଜ ମିସ୍ତ୍ରୀ ଠାରୁ ନେଇକରି ଅନେକ ମିସ୍ତ୍ରୀ ମାନେ ଭି ପାଳନ କରନ୍ତି!
    ତାଙ୍କର ମିସ୍ତ୍ରୀ ସାମାନ ଯେତେ ଭି ବ୍ୟବହାର କରନ୍ତି ତାଙ୍କୁ ସଫା କରିକି ପୂଜା ପାଠ କରନ୍ତି!
    ସହଯୋଗ - ବରତୁଣ୍ଡା ଗ୍ରାମ ର ମିସ୍ତ୍ରୀ ମାନେ ଏବଂ ଗାଁ ସହଯୋଗ ରେ ଦେବ ଶିଳ୍ପୀ ବିଶ୍ୱକର୍ମା ପୂଜା ହୋଇ ଆସୁଛି
    ମିସ୍ତ୍ରୀ - ପଙ୍କଜ ନାଗ, ମୁରଲୀ ନାଗ, ବ୍ୟାସଦେବ ନାଗ, ପବିତ୍ର ନାଗ, ସର୍ଦାକର ନାଗ, ବାଲେଶ୍ୱର ନାଗ, ମଦନ ନାଗ, ଜନାର୍ଦନ ନାଗ, ମଣ୍ଟୁ ନାଗ, ପ୍ରେମସାଗର ନାଗ, ଧନକର ନାଗ, ତପି ଭୋଇ, ଦୁଃଖିଶ୍ୟାମ ଭୋଇ, ଯକ୍ତା ଭୋଇ, ଷଷ୍ଠୀ ଭୋଇ, କେଦାର ଭୋଇ, ସୁରେଶ ନାଗ, ଧନିରାମ ବନଛୋର, ଅଚୁତା ନାଗ, ଶୁକ୍ଳ ନାଗ, ନେତ୍ର ନାଗ, ବିଜୟ ନାଗ, ପରମାନନ୍ଦ ପୁଟେଲ, ବରୁଣ ପୁଟେଲ, ମଦନ ପୁଟେଲ, କୈଳାସ ମହାନନ୍ଦ, ହଳଧର ସୁଲିଆ, ଘନଶ୍ୟାମ ଭୋଏ, ଶିକ ନାଗ, ମାଧବ ପୁଟେଲ,
    #bishwakarmapuja
    #india

ความคิดเห็น • 5