ଆସିଲା Big Breaking News ପ୍ରାଥମିକ ସ୍କୁଲରେ ଖୋଲିବ Pre-School ShisuVatika/ଶିଶୁବାଟିକାକୁ କିଏ ପଢ଼ାଇବେ?

แชร์
ฝัง
  • เผยแพร่เมื่อ 31 ม.ค. 2025

ความคิดเห็น • 18

  • @rabindarakumarnanda149
    @rabindarakumarnanda149 11 วันที่ผ่านมา +8

    ଅଫିସରେ ବସି ଆଇନ ଗଢନ୍ତୁ ନାହିଁ ।ସ୍କୁଲର କବାଟତାଡି MDM ଚାଉଳ,ଗୋଟିଏ ସ୍କୁଲରୁ ଗୋଟିଏ ପରେ ଗୋଟିଏ ତିନିଗୋଟି ନୂଆ ପାଣିପମ୍ପ ପିଲାମାନଙ୍କ ଗାଡିଆନ ଚୋରି କରି ନେଇ ସାରିଲେଣି FIR ଦେଇ BEOଙ୍କୁ ଜଣାଉଛୁ ଫଳଶୂନ୍ୟ ।ବାଟିକା କରି ଟେଣ୍ଡର ଦେଇ PC ପାଅ ଖୁସିରୁହ ।ଦରକାର ପଡିଲେHMଙ୍କୁ ସସପେଣ୍ଡ କରି ଖାତିର ଦେଖାଅ ।

  • @santagahir272
    @santagahir272 11 วันที่ผ่านมา +8

    ଯୋଗ୍ୟତା ECCE କୋର୍ସ ମାଗିବ, CT ପିଲା apply କରି ପାରିବନି

  • @NALINIKANTABEHERA-lz9zo
    @NALINIKANTABEHERA-lz9zo 11 วันที่ผ่านมา +4

    Rashmi sir Double bench case ର judgement (promotion) ବାବଦରେ information ଦିଅନ୍ତୁ

  • @khusirammallik60
    @khusirammallik60 11 วันที่ผ่านมา

    ପ୍ରାଥମିକ ଶିକ୍ଷକ ମାନେ ପୁଣି ଆଉ ଗୋଟିଏ ଶ୍ରେଣୀ କୁ ପଢ଼େଇବେ l ଯେମିତି ଅଷ୍ଟମ କୁ ଉଚ୍ଚ ବିଦ୍ୟାଳୟ ରୁ ଆଣି ମିସେଇଲେ l

  • @swagatikanayak550
    @swagatikanayak550 11 วันที่ผ่านมา +2

    ସେମିତି ରେ staff କମ, ବେଡି ଉପରେ କୋରଡ଼ା ମାଡ଼, ଧନ୍ୟ କହିବ ସରକାର ଙ୍କର ନୀତି କୁ

  • @tikeswaribhainsal153
    @tikeswaribhainsal153 5 วันที่ผ่านมา

    Jeun Mane IGNOU ru DECE (deploma in early childhood care and education) course kari chanti sei Mane padheibe

  • @sugnyanipattnaik2473
    @sugnyanipattnaik2473 8 วันที่ผ่านมา

    Sishu batika, school re beginning heba agaru anganawadi mananku school re merge kari deba bhal

  • @sugnyanipattnaik2473
    @sugnyanipattnaik2473 8 วันที่ผ่านมา

    Anganawadi worker as per NEP,

  • @BTS_xetm
    @BTS_xetm 10 วันที่ผ่านมา

    Schoolre pre school add kale bhal heb

  • @gavalapusarada9498
    @gavalapusarada9498 11 วันที่ผ่านมา +1

    Telugu,Bengali, Chattisgarh sisu Batika keba kholibo kindly jhonatu

    • @nrusinghaprasaddash9233
      @nrusinghaprasaddash9233 7 วันที่ผ่านมา

      ସେ ସବୁ ରାଜ୍ୟ ମାନଙ୍କରେ ଖୋଲିବନି ଓଡିଶା ରେ ଖୋଲିବ କାରଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଙ୍କୁ ହିନ୍ଦୀ English ଆସୁନି ବୋଲି ଖୋଲିବ

  • @RasmitaSethi-nj9jx
    @RasmitaSethi-nj9jx 11 วันที่ผ่านมา

    Keumane padheibe

  • @truptimayeebehera3177
    @truptimayeebehera3177 11 วันที่ผ่านมา

    Primary school re emiti re teacher abhaba sethire puni au gote extra sishu batika Karile kichhi lava habani

  • @sudeiraito6650
    @sudeiraito6650 11 วันที่ผ่านมา

    Aww ro darma Kom au ete kamo kn pain lajo sarkar

  • @mxtakatak655
    @mxtakatak655 11 วันที่ผ่านมา

    Ct entrance 2025 re bahariba sir

  • @kanchan_4807
    @kanchan_4807 11 วันที่ผ่านมา

    Promotion video anantu pry.tr.nkar