Didi sethi gandi marauchanti.... Bharat desh re bhala lagilani sethu se America jaichanti aau America re rahi blog banei 4cr. Odia nku chutiya banauchanti .... America ra dala kauthi kara... Bala America gan ru amara kn matlab...
@@Jayjagannath30-91 !!! Arey Subhashree tarif kale yaar.... like kete jana achanti jau mane bahut english attitude dekheibe... but she was so nice and cultural
Anxious to know about their village level culture, tradition and folk music. Thank you for sharing the life style of people living far away from us. Jay Jagannath !!!!
I appreciate your overall presentation about the village of America. It was in my mind about the location transportation and firming of America. As because our village in odisha and America what is the difference it was recalling my mind. Thank you madam for your mind-blowing information.
ଜୟ ଜଗନ୍ନାଥ, ଆମେରିକା ର ଗାଁ ଗୁଡ଼ିକ ଅତି ସୁନ୍ଦର ବୋଲି ପଢ଼ି ଥିଲି, ଆଜି ତୁମ ମାଧ୍ୟମ ରେ ଦେଖି ଖୁସି ହେଲି।
Give me ur no ..I go to amrica
Sister ame kebe bi jainu America apanaka duara mu dekhi paruchi America. thanks sister.god bless of u
Thankyougirl
ବହୁତ ଭଲଲାଗୁଛି, ହେଲେ ଗାଁ ଲୋକଙ୍କୁ ଦେଖିପାରିଲୁନି
Very. Nice. America
ଜୟ ମା ଶାରଳା ଜୟ ,, ସରସ୍ୱତୀ ମାଙ୍କ କରୁଣାରୂ ଆପଣଙ୍କର ଶବ୍ବ ଉଚ୍ଚାରଣ ବହୁତ ଭଲ , ତାହା ଆପଣଙ୍କ ବାପା ଏବଂ ମା ଙ୍କର ଆଶ୍ରିବାଦ , ଭଗବାନଙ୍କ ଆଶୀର୍ବାଦରୁ ଭଲରେ ରୁହନ୍ତୁ , ଧର୍ମ ମାର୍ଗରେ ଚାଲନ୍ତୁ , ମୁ ୫ ଜଣଙ୍କୁ ପଠାଇଛି , ଜୟ ଜଗନ୍ନାଥ
Bahut dhanyabaad , jay Jagannath 🙏
Didi plz help
Odia tk valse lekhantu
A
ସୂଦୁର ଆମେରିକା ରୁ ସମ୍ପୂର୍ଣ ଘରୋଇ ଓଡ଼ିଆ ଭାଷାରେ ଏତେ ସୁନ୍ଦର ସୂଚନା ଏବଂ ଜ୍ଞାନ ଦେଉଥିବାରୁ ଧନ୍ୟବାଦ
Ases ases Dhanyabad . Bahut bhala lagila ganta paribesa .
ବହୁତ ଖୁସିଲାଗିଲା ଦିଦିଆମେରିକାର ଛୋଟ ଗାଁ ଦେଖୀ
Madam sadharana loka American ku jai paribe ki karana mu American jibaku chahun chi
ଆମେରିକା ର ଏହି ଛୋଟ ଗାଆଁ ଟି ଖୁବ୍ ସୁନ୍ଦର।ବିଶେଷ କରି ଘର ଗୁଡ଼ିକ ବହୁତ ସୁନ୍ଦର।
Madam many many thanks for describinh the American villages.
ଆପଣଙ୍କ ଉପସ୍ଥାପନ ବହୁତ ଭଲ
ତେଣୁ ଧନ୍ୟବାଦ ମାଡାମ
ଆପଣଙ୍କ ଶଦ୍ଦ ଓ ବିପୁଳ ଅଭିଞ୍ଚ ଆପଣଙ୍କୁ ଭଲ ରେ ରଖନ୍ତୁ
ବାଃ ଖୁବ୍ ମନଛୁଆଁ,ଗଛପତ୍ର ଗହଳ ପରିଵେଶ,ଗାଁ ର
ସ୍ମୃତି ଯେତେ,ଜୟ ଜଗନ୍ନାଥ🙏🏼🙏🏼🙏🏼
Yas
Best
Presentation.
ବହୁତ ସୁନ୍ଦର । ଆମେରିକା ର ଗାଁ ବଜାର କଥା ଜାଣିଲୁ । ଆପଣଙ୍କୁ ଅଶେଷ ଅଭିନନ୍ଦନ ।
ଆମେରିକାର ଗାଁ ପରିବେଶ ଏତେ ପରିଷ୍କାର ପରିଚ୍ଛନ୍ନ ହୋଇଥିବ ବୋଲି କେବେ ଭାବିନଥିଲି । ଆମେ ଭାରତୀୟ ମାନେ ପରିଷ୍କାର ପରିଚ୍ଛନ୍ନତା ଉପରେ କାହିଁକି ଯେ ଗୁରୁତ୍ଵ ଦିଅନ୍ତନି ଭାବିଲେ ବହୁତ୍ ଖରାପ୍ ଲାଗେ ।
America 🇺🇸 ra gaon gudika bahut sundar ❤❤❤
ଇଏ କଣ ସତରେ ଆମେରିକା ବହୁତ ଖୁସି ହୋଇଗଲି ଦେଖି କି🙏🙏🙏🙏🙏🙏🙏 ପ୍ରଣାମ ଦିଦି
ହଁ ମାଡ଼ାମ ଏବେ ସୁଦ୍ଧା ଆମ ଗାଁ ରେ ଗୋବର ରେ ଘର ଦୁଆର ଲିପା ଯାଉଛି.
Thankful Madam for new Information about American village
ବ ହୁ ତ ଭଲ ଲାଗି ଲା ଭଉଣୀ ବା ହା ରେ ରହି ଭାରତୀୟ, ସଂସ୍କୃତି କୁ ମନେ ରଖି ଥିବା ରୁ ଆନ୍ତରିକ ଶୁଭେଚ୍ଛା
ମାଁ ଙ୍କ ଠାରୁ ଗପ ଶୁଣିଲା ଭଳି ଲାଗୁଛି 🙏
Bahut dhanyabaad
Bohut sudar lagila
Didi bhala video thank you video ru kichhi sikhibata milila
ପ୍ରଥମ ଥର ଆପଣଙ୍କ ଚ୍ୟାନେଲ ରେ ଭିଡିଓ ଦେଖିଲି ହୃଦୟ ସ୍ପର୍ଶୀ ଭିଡିଓ, ବହୁତ୍ ସୁନ୍ଦର୍, ଆପଣଁକୁ ବହୁତ୍ ଧନ୍ୟବାଦ ଆପଣ ଆମେରିକାର ଚଳଣି କୁ ଆମ ନିକଟରେ ପହଞ୍ଚାଇ ଥିବାରୁ
ଜୟ ଜଗନ୍ନାଥ।ପ୍ରିୟ ଭଉଣୀ,ଭାରି ସୁନ୍ଦର ଆମେରିକା ର ଗାଁ ଚଳଣୀ।ଏହା ସତ ଓଡ଼ିଶାର ଗାଁ ଗଣ୍ଡା ରେ କିଛି କିଛି ସ୍ଥାନରେ ଗୋବତ ଲିପା ଚାଉଳ ବଟା ଝୋଟି ଦେଖିବାକୁ ମିଳେ ଗାଁ ମାଟି ଘରେ । ଆମ ଗାଁ କଟକ ମାହାଙ୍ଗା ସ୍ଵର୍ଣ୍ଣକ୍ଷେତ୍ର ରେ ଦେଖିବାକୁ ମିଳିବ।
Bahut sundar heichi ma'am apananka video au American gaan.. thank you
Jai jagannath very nice village 🙏
ଏତେ ଦିନ ପରେ ମୋ ପସନ୍ଦର 😘 TH-camr ❤️ମିଳିଲା
Thank u so much Didi
Thanks to you
ଅତି ସୁମଧୁର କଥା ସହ ବର୍ଣ୍ଣନା ଓ ଆମେରିକାର ଗାଁ
ଦେଖି ଖୁସି ଲାଗିଲା । ଧନ୍ୟବାଦ୍ ।
ବହୁତ ସୁନ୍ଦର ଗାଁ ଦିଦି 👌
ହଁ
Didi super video
ବହୁତ ସୁଂଦର ଭଉଣୀ
Very Well Area U Great
Bahut badhia episode really amazing keep it up 👍👌💐😊
Thank you
Bahuta Sundar
ATI Sundar video didi JAY jagannath 🙏🙏🙏🙏
ଦିଦି ଆମେରିକା ରେ ଥାଇ ବି ଏତେ ଶୁଦ୍ଧ ଓଡ଼ିଆ କହୁଛନ୍ତି ଏହା ଠାରୁ ବଡ଼ କଥା ଆଉ କ'ଣ ହେଇପାରେ? 🙏🙏🙏
Odia jhia odia kahibeni au kn Khali English kahibe
Didi apananku dhanyabad
Didi sethi gandi marauchanti.... Bharat desh re bhala lagilani sethu se America jaichanti aau America re rahi blog banei 4cr. Odia nku chutiya banauchanti .... America ra dala kauthi kara... Bala America gan ru amara kn matlab...
@@Jayjagannath30-91 !!! Arey Subhashree tarif kale yaar.... like kete jana achanti jau mane bahut english attitude dekheibe... but she was so nice and cultural
,
ଭିଡ଼ିଓ ଆରମ୍ଭରୁ ଜୟ ଜଗନ୍ନାଥ କହିଲେ,
ସଂସ୍କୃତିକୁ ଭୁଲି ନାହାନ୍ତି, ଭଲ ଲାଗିଲା,
ଜଗନ୍ନାଥ ଆପଣଙ୍କ ପରିବାରକୁ ସବୁବେଳେ ଖୁସିରେ ରଖନ୍ତୁ, ଜୟ ଜଗନ୍ନାଥ 🚩
Samste ...arambha ru Jay jagantha kahi ... Sesha huye chicken.mada re..dhanya tuma jagantha sanskruti ku...
@@satyaprakashpadhi6478 ସେ ଜଣେ ଭାରତୀୟ ନାରୀ, ବିଦେଶରେ ରହି ଯେତିକି କହୁଛନ୍ତି ବହୁତ, ସେତିକି ଓଡିଶାରେ ଥିବା କିଛି ନାରୀ ଜାଣିନଥିବେ.
Yerunveyarevry
@@RK-xe4qq .
.....
..
Thanks mem America dehkhi Bhal lagila Jay jagnnath
ବହୁତ ସୁନ୍ଦର ହେଇଚି ଭିଡ଼ିଓ | ଆମେରିକାରେ ଗାଁ ଗୁଡିକ ସତରେ ବହୁତ ସୁନ୍ଦର | ବହୁତ ବହୁତ ଧନ୍ୟବାଦ ଏ ଭିଡ଼ିଓ ପାଇଁ
Bahut dhanyabaad, bhala lagila Jani khusi heli
Mu tamaku America nebi
Hi
@@filmbollywood2643 mu America re hin achi😂
@@OdiaLifeInUSA😂😂
Nice sight. Deep forest like Rourkela. Fine road
Thanks sister. ( bada guruji) p. Patra. 🎉
Your voice mind-blowing sister
ଅପା ମୁଁ ଆପଣଙ୍କ ଭିଡିଓ ଏବେ ଦେଖିଲି ଆଉ ଆପଣଙ୍କ କହିବାର ତରିକା କିଛି ଅଲଗା ଯାହା ଅନେକ ଦର୍ଶକଙ୍କ ମନକୁ ଆକର୍ଷିତ କରିଛି ଧନ୍ୟବାଦ ଅପା 🙏
ଆମେରିକା ଗାଁ ବିଷୟରେ ବହୁତ କଥା ଜାଣିଲି।
ଧନ୍ୟବାଦ ।
Their village is more than better of our cities.
Jaima sabitri
Good job, keep growing.
The natural beauties of different places always attract people
Thank you so much for showing beautiful sights....
I love my india ❤️✨....there is nothing like India 🥰🥰🥰
Aapanaku bahut dhanyawad
Aapan katha majhire aamar parb parabani ku jodikari kahuchhanti......
Aapanakar ehi tulanatmak video ru bahut kichhu shikhibaku miluchhi ....🙏🏻🙏🏻🙏🏻🙏🏻
Everything is so SIMPLE and Just Awesome..👌👌👌
Jhoti & chita extremely rarely found . 80% not available 20% yes . Bahut bhala lagila ... Village buliba .👌👌👌
Madam many mny thanks to show me America rural area ,I am very glad.
ameta jai pari buni kahain kina ame ta gari ba loka lekin tume amitika video bana ame dekhi bu didi good bless you
There village looks developed and beautiful also 😁
ଆଜ୍ଞା
Mast loveli lokeson didi
ବହୁତ୍ ଭଲ ଲାଗିଲା ଆପଣ ଙ୍କ ଭିଡିଓ ଟେ ଆମେ ତୋ ଆମେରିକା ଯାଇ ପାରୁନି କିନ୍ତୁ ଆପଣଙ୍କ ଜରିଆରେ ମୁଁ ବହୁତ କିଛି ଦେଖିଲି ବହୁତ୍ ବହୁତ୍ ଧନ୍ୟବାଦ୍ ଏମିତି ଆଉ କିଛି ଭିଡିଓ ବାନାନ୍ତୁ
ବହୁତ ଭଲ ଲାଗିଲା... ମୋ ପଷନ୍ଦର TH-cam chanel... ଉପସ୍ଥାପନା ବହୁତ ଭଲ.. sachin bhai n bhauja.. 🙏🙏🙏
Cancelled
@@MAH9438 nice village didi
@@sanapradhan5042 yvv
ବହୁତ ସୁନ୍ଦର, ଭଲ ଭଉଣୀ
ଧନ୍ୟବାଦ, ଆମେରିକାରେ ଓଡ଼ିଆକୁ ବଞ୍ଚେଇ ରଖିଥିବାରୁ ।
ଜୟ ଜଗନ୍ନାଥ
So Beautiful Pictures Love From India.... Odisha Jajpur........
ତୁମ କଥା କହିବା style ବହୁତ ସୁନ୍ଦର୍।ପୁରା ନିଆରା।ଆଉ ତୁମେ ଓ ତୁମ ପରିବାର। ଭଗବାନ୍ ତୁମ ପରିବାର କୁ ଭଲରେ ରଖିଥାନ୍ତୁ।
Bahut dhanyabaad
Beautiful,very,nice,,enviroment,thanks.
Your voice and language is really.
ଦିଦି ଆପଣଙ୍କ ମାଧ୍ୟମରେ ମୁଁ ଆଜି ଆମେରିକା ର ଗାଁ ବା ବସ୍ତି ର ଘର ଗୁଡ଼ିକୁ ଦେଖି ପାରିଛି ତ ମତେ ଭାରି ଖିଶି ଲାଗିଲା ଆପଣଙ୍କୁ ଧନ୍ୟବାଦ୍ ଆଉ ଏତେଦିନ ପାରେ ଗୋଟେ ସୁନ୍ଦର ୟୁ tube channel ଟି ମିଳିଲା 🙏
Bahut sundar upastapana
I like ur voice and way of presentation. Many many thanks for showing America to us
Thank you, Keep supporting
Aapananka video bohut vala lage.
Anxious to know about their village level culture, tradition and folk music. Thank you for sharing the life style of people living far away from us. Jay Jagannath !!!!
7
Very nice video about village life of America. Thanks.
ଦିଦି ନମସ୍କାର... ଆପଣଙ୍କ ପାଇଁ ଆଜି ଆମେରିକା ର ଗାଁ ବିଷୟରେ କିଛି ଜାଣିବାକୁ ପାଇଲୁ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ !next video ରେ ଗାଁ ର ଆମେରିକାନ ମାନଙ୍କ ର non veg ଖାନା ବିଷୟରେ ଟିକେ ଦେଖାଇବା ପାଇଁ ଆନୁରୋଧ ରହିଲା !
Very appreciatable madam
AMERIKA VILLAGE RE HATI PASANTI KI?
ଜଣା ପଡୁ ନାହିଁ ଗାଁ ବୋଲି ଏତେ ସଫା ସୁତୁରା ଗାଁ
Gaan re ghara kain
ଆପଣଙ୍କୁ ଦେଖି ଖୁସି ଲାଗେ
ଜୟ ଜଗନ୍ନାଥ ଭଉଣୀ। ଏମିତି ହିଁ ଖୁସିରେ ରୁହନ୍ତୁ ଓ ଆମ ମାନଙ୍କ ପାଇଁ ଏମିତି ମଜାଦାର ଭିଡ଼ିଓ ବନାଉ ଥାଆନ୍ତୁ.........ବ୍ରହ୍ମପୁର ଓଡିଶା।🙏🏻
ଦିଦି ତୁମ କଥା ଶୁଣି କି ଲାଗୁଛି ନିଜର କିଏ କହୁଛି। ମୁଁ ଆଜି ପର୍ଯ୍ୟନ୍ତ କାହା କୁ ବି TH-cam comment ଦେଇ ନାହିଁ ।ତୁମ କଥା ଶୁଣି କି ମନ ଖୁସି ହୋଇ ଗଲା।
Nice trick to get likes or heart
🤣😂😂😂🤣
ବହୁତ ସୁନ୍ଦର ଆପଣ ଗାଁ କୁ ପସନ୍ଦ କରିଥାନ୍ତି
Way of presentation is too good 😃
It's true mam
ଜୟ ଜଗନାଥ । ଆମର ଏଠାରେ ଏଵେ ଝୁଲଣ ତାଲିଛି ଆଉ ଝୁଲଣ ଗୀତ ମଧ୍ଯ ତାଲିଛି ବୈକୁଣ୍ଠ ନାଥ ବାବା ଭଜନ ମଧ୍ଯ ସକୁ ଦିନ ତାଲିଛି ଆପଣଙ୍କର ଏହା କିପରି ତାଲିଛି ନିଶ୍ଚୟ ଜଣାଇବେ ।
Super America village
Ama odisha thu sundar jaga au nanhi
Mu hin sabuthu sundar mothu adhika sundar kehi nahin
ଏହା ମୋର ଭୁଲ ଧାରଣା
ବହୁତ ସୁନ୍ଦର ମାଡାମ ଆପଣ ଙ୍କୁ ଧନ୍ୟବାଦ ଦେଉଛି ତମ ଲାଗି ଆଜି ଆମେ ବହୁତ କିଛି ଦେଖିପାରୁଛୁ 👍
Tuma pai America dekhuchu👍
Very good effort to know about U. S. A
Jay Jagannath ,go ahade with your successful life ,stay home and stay save .your speaking style is very heart touching.
Thank you
ଦିଦି ମୋରବି ଆମେରିକା ଯିବାକୁ ଇଚ୍ଛା ହଉଛି
Achha
Satare na kn 🤭🤭🤭
Jaunu 100000 eti dhoriki ja asilaru kichi poisa nothio bulibu
କିଏ ମୋନା କରୁଛି ki ଆସୁନ ।
ବହୁତ ସୁନ୍ଦର ଲାଗିଲା ମାଡାମ୍. 👍👍
ଦିଦି ଆଜି ବି ହଉଚି ଝୋଟି ଚିତା ସବୁ ପଡେ ବାଲିଆ ମାଟି ଲିପା ବି ହୁଏ 😊😊
I like this video 100 % . I don't want to be much more sentimental ... 🤓😛👍👌✌️
Bahut badhiya video madam
I appreciate your overall presentation about the village of America. It was in my mind about the location transportation and firming of America. As because our village in odisha and America what is the difference it was recalling my mind. Thank you madam for your mind-blowing information.
J
Jm😊
@@kishormanipatra7165 lll
Mam ur way of expression and voice both are so fantastic
Thank you
Bahut khusi lagila dhanyawad bhauni.
ଦିଦି ତୁମେ ଆମେରିକା ରେ ରହି ଓଡ଼ିଆ ଭାଷା ଓ ସଂସ୍କୃତିକୁ ଭୁଲି ନାହାଁନ୍ତି କିନ୍ତୁ ଆମ ଓଡ଼ିଆ ଲୋକ Kan କହିବି,ଦିଦି ତୁମକୁ ମୋର ଏକ ଅନୁରୋଧ ଆମେରିକା ରେ ଓଡ଼ିଆ ପର୍ବ ପାଳନ କରି ଏକ ଭିଡିଓ ସିଆର୍ କରନ୍ତୁ ନମସ୍କାର joy maa ବିରଜା 🙋🏻♀️🙋🏻♀️🙋🏻♀️
Jay jajpur
Love u from Dhenkanal 💝👍
Very nice story mm
ଆମେରିକା ରେ ବିବାହ ହୁଏ ନାହିଁ ଆମେରିକା ବାପା ର ପରିଚୟ ନାହିଁ କେବଳ ମା ର ପରିଚୟ ଥାଏ
Mu odisha, sambalpur ru kahuchhi. Tame jeun gaan re rahuchha, setha ra lokanka daily life bisayare Next video re dekhaiba.☺️
ଅତି ସୁନ୍ଦର ଭାବରେ ଉପସ୍ଥାପନ କରୁଛନ୍ତି ଭଉଣୀ
ହମ୍ମ ଏବେ ବି ଝୋଟି ହଉଛି ଗାଁରେ।
Congratulations on 1M views😍🎊🎉👏. Your narration style is amazing 😍🤩
Bahut bhalalagila.
Very nice! I really appreciated the fact that you used ‘bhinna khyama’ instead of ‘bikalanga’ for the handicap parking signage 🙏
ଆପଣଙ୍କ ଘର ଓଡ଼ିଶା ର କେଉଁ ଜାଗା ରେ ।ବହୁତ୍ ବଢିଆ
Mp
Hn jahti heuchi
Congratulations for 30k subscribers!! Lots of love to you and your family!! Keep growing and amazing us 😘
The village is like a indian city
Ae gaon ta tankara bhubaneswar🙂