ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
2ଜଣ ଭଏସ ବହୁତ୍ ସୁନ୍ଦର୍ ଧନ୍ୟ ତମ ପିତା ମାତା ଧନ୍ୟ ହେ ଈଶ୍ୱର ଯିଏ ତମର ଏମିତି ସୁନ୍ଦର୍ ଯୋଡି ବନେଇ ଛନ୍ତି ❤❤
ଏ ଭାଇ ମାନଙ୍କୁ ନିଶ୍ଚିତ ସାହାଯ୍ୟ କରନ୍ତୁ ମୁଖ୍ୟମନ୍ତ୍ରୀ ସାର...🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ,, ଏତେ ଦୁଃଖ ଭିତରେ ବି ଭାଇ ମାନଙ୍କ ମୁହଁ ରେ ଏତେ ହସ, ବହୁତ୍ ସୁନ୍ଦର, ଆଉ ରିପୋର୍ଟ ଭାଇଙ୍କୁ ବି ହୃଦୟ ରୁ ଧନ୍ଯବାଦ, ଭଗବାନ ଦୁଇ ସାଙ୍ଗ ଙ୍କୁ ଖୁସି ରେ ରଖନ୍ତୁ
ମୋହନ ସାର୍ ଙ୍କର ମାନବିକତା ଅଛି,ସେ ନିଶ୍ଚିତ ଆପଣ ମାନଙ୍କୁ ଭେଟିବେ ମୋର ପୂରା ବିଶ୍ବାସ ଅଛି 🙏🙏🙏
CM sir help him please.
ଯୟ ଜଗନ୍ନାଥ ଭାଇମାନଙ୍କୁ ସାହାୟ୍ଯ କରିବା ଉଚିତ୍ ପରେମଶ୍ବର ତୁମ୍ଭମାନଙ୍କୁ ସାହାୟ୍ଯ କରିବେ ମିଡିଆ ଭାଈ ଯୟ ଜଗନ୍ନାଥ ଯୟ ଜଗନ୍ନାଥ
Plz ସାହାଯ୍ୟ କରନ୍ତୁ ସରକାର 🇮🇳🇮🇳🇮🇳plz
ଧନ୍ୟ ଧନ୍ୟ ଏପରି ଚିନ୍ତାଧାରା ଥିବା ଦିବ୍ୟଙ୍ଗ ଭାଇପାଇଁ
ଭଗବାନଭରସାହେବେ
ନିଶ୍ଚୟ ମିଳିବ ପୂର୍ଵ ବିଜେଡ଼ି ସରକାର କିଛି ଶୁଣୁନଥିଲା,, ପରମ ମାଗିହା ବିଜେଡ଼ି
ଜୟ ଜଗନ୍ନାଥ
Thanks to journalist bcz his question is very important, very deeply, and coverage each every aspect. Lots of thanks that types of news meant as real journalist.
Good job pratidin team.
Tq pratidina tv salut sir.❤au sabu news kia khaila kia kuade gala 😂 hi light pai karuchnti .midia bhai dekhihipreleni .hele
#cmodisha #mohonmajhi
Dui bhai nk mono ati sundara❤❤❤
Jay Jagannath 🙏🙏🙏
24 ବର୍ଷ ହେଲା ନବୀନ ପଟ୍ଟନାୟକ କେତେ ତାଙ୍କ ପାଖ କୁ ଜାଉ ଥିଲେଆଉ କେତେ ଥର ଯାଇ ଥିଲେ ସାରା ଓଡ଼ିଶା ଲୋକ ଜାଣି ଛନ୍ତିସେଥି ପାଇଁ ଆଜି ଓଡିଶା ସାରା ଲୋକ ଅସୁବିଧାରେ ରହି ଥିଲେ ନବୀନ ପଟ୍ଟନାୟକ ହେଉଛନ୍ତି କୋଟି ପତି ଶିଳ୍ପ ପତି ତମିଲବାବୁ ଆଉ ଗୁଣ୍ଡା ମାନଙ୍କ ର ବନ୍ଧୁ ଥିଲେନବୀନ ପଟ୍ଟନାୟକ ମୂରଦା ବାଦ ମୋହନ ମାଝି ହଉଛନ୍ତି ଓଡ଼ିଶା ରେ ଗରିବ ଲୋକଙ୍କ ର ଜୀବନ 5 ମାସରେ ବହୁତ୍ କଲେଣି ଆଉ 5 ବର୍ଷ ରେ ବହୁତ୍ କିଛି କରିବେ ସାରା ଓଡ଼ିଶା ଲୋକଙ୍କ ର ଭରସା ଅଛିସେ ନିଶ୍ଚିତ ଶୁଣିବେ ଧର୍ଯ୍ୟ ଧର ଜୟ ଜଗନ୍ନାଥ ଜୟ ବିଜେପିଜୟ ବନ୍ଦେ ଉତ୍କଳ ଜନନୀ
ମୋହନ ମାଝୀ ଟଙ୍କା ଦେଲେ ଦୁକାନ କରିବ ନାଁ ନିଶା ଖାଇବ 😂😂😂
Jay jagannath good News bhai ❤
ସାହାଯ୍ୟ କରନ୍ତୁ ସରକାର ୨ସାଙ୍ଗ କୁ
Nic❤❤🎉🎉 bhai
C.m nka. Pakhare request ahi 2 friends nku. Kichi help kale Odisha basi khushi huante.jay jaganath 🎉
Sabu CM upare depend hele hebani😢😢😢rich loka mane chahile bi kichi sahajya kariparibe❤❤❤❤
Very good bhi 🎉❤
ସ୍ଵାଭିମାନୀ ଯୋଡ଼ି self dependent best way living live
Ame duhen ye jugara krushna sudama jai Jagannath 🙏 🙏
Ati sudara Mona oti sundara chimta dhara jibona re ama ne business kori baku chahu chanti samaste sahajyo koran tu jay Jagannath ❤❤
#mohondishacm
Pratidin tv.Please send their phone pay. NoIf not CM ,I will send 50k to them
ମୁଖ୍ୟ ମନ୍ତ୍ରୀ ନିଜେ ଏମାନଙ୍କୁ ଦେଖା କରିବା କଥା
😢😢😢😢
Right
ନବିନ ବୁଢା ହେଲେ ଦେଖା କରିଥାନ୍ତେ
ନବୀନ ସରକାର ଥିଲାବେଲେ କେତେ ଜଣଙ୍କୁ ଦେଖା କରିଛନ୍ତି ।ଆପଣ ବଧେ ଦୂର୍ନୀତି ସରକାର
Mukhya mantri kichi sahajya karantu a duhinku jai jagannath..
Government aau local representative emananku aga support kariba katha. Local representative besi responsible ethipain
jai jaganath
Okay please help
Mahandir pl.help them
Mukhya mantri help kariba abasyaka, jadi na kari paribe tahele puni media ku asa bank details sahita, ame samaste help karibu.
🙏🙏🙏
Tama messanger ra message kara mu jaiki dai asibi
Se aharakendra bi naveen sir karichanti
16:55 16:59
Dekhare bjp bala.
Bhai mu dabi 20000
Tama gharaku jao kou mohan majhi ra darkar nahi
banda daba sie 😂
Mu help karibi
Se vae nka ph number pratidina tv ku anurodha dabaku please
Kara Bhai
Mun bi help karibi 👍
@@TKP-info🙏🙏
2ଜଣ ଭଏସ ବହୁତ୍ ସୁନ୍ଦର୍
ଧନ୍ୟ ତମ ପିତା ମାତା ଧନ୍ୟ ହେ ଈଶ୍ୱର
ଯିଏ ତମର ଏମିତି ସୁନ୍ଦର୍ ଯୋଡି ବନେଇ ଛନ୍ତି ❤❤
ଏ ଭାଇ ମାନଙ୍କୁ ନିଶ୍ଚିତ ସାହାଯ୍ୟ କରନ୍ତୁ ମୁଖ୍ୟମନ୍ତ୍ରୀ ସାର...🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ,, ଏତେ ଦୁଃଖ ଭିତରେ ବି ଭାଇ ମାନଙ୍କ ମୁହଁ ରେ ଏତେ ହସ, ବହୁତ୍ ସୁନ୍ଦର, ଆଉ ରିପୋର୍ଟ ଭାଇଙ୍କୁ ବି ହୃଦୟ ରୁ ଧନ୍ଯବାଦ, ଭଗବାନ ଦୁଇ ସାଙ୍ଗ ଙ୍କୁ ଖୁସି ରେ ରଖନ୍ତୁ
ମୋହନ ସାର୍ ଙ୍କର ମାନବିକତା ଅଛି,ସେ ନିଶ୍ଚିତ ଆପଣ ମାନଙ୍କୁ ଭେଟିବେ ମୋର ପୂରା ବିଶ୍ବାସ ଅଛି 🙏🙏🙏
CM sir help him please.
ଯୟ ଜଗନ୍ନାଥ ଭାଇମାନଙ୍କୁ ସାହାୟ୍ଯ କରିବା ଉଚିତ୍ ପରେମଶ୍ବର ତୁମ୍ଭମାନଙ୍କୁ ସାହାୟ୍ଯ କରିବେ ମିଡିଆ ଭାଈ ଯୟ ଜଗନ୍ନାଥ ଯୟ ଜଗନ୍ନାଥ
Plz ସାହାଯ୍ୟ କରନ୍ତୁ ସରକାର 🇮🇳🇮🇳🇮🇳plz
ଧନ୍ୟ ଧନ୍ୟ ଏପରି ଚିନ୍ତାଧାରା ଥିବା ଦିବ୍ୟଙ୍ଗ ଭାଇପାଇଁ
ଭଗବାନଭରସାହେବେ
ନିଶ୍ଚୟ ମିଳିବ
ପୂର୍ଵ ବିଜେଡ଼ି ସରକାର କିଛି ଶୁଣୁନଥିଲା,, ପରମ ମାଗିହା ବିଜେଡ଼ି
ଜୟ ଜଗନ୍ନାଥ
Thanks to journalist bcz his question is very important, very deeply, and coverage each every aspect. Lots of thanks that types of news meant as real journalist.
Good job pratidin team.
Tq pratidina tv salut sir.❤au sabu news kia khaila kia kuade gala 😂 hi light pai karuchnti .midia bhai dekhihipreleni .hele
#cmodisha #mohonmajhi
Dui bhai nk mono ati sundara❤❤❤
Jay Jagannath 🙏🙏🙏
24 ବର୍ଷ ହେଲା ନବୀନ ପଟ୍ଟନାୟକ କେତେ ତାଙ୍କ ପାଖ କୁ ଜାଉ ଥିଲେ
ଆଉ କେତେ ଥର ଯାଇ ଥିଲେ ସାରା ଓଡ଼ିଶା ଲୋକ ଜାଣି ଛନ୍ତି
ସେଥି ପାଇଁ ଆଜି ଓଡିଶା ସାରା ଲୋକ ଅସୁବିଧାରେ ରହି ଥିଲେ ନବୀନ ପଟ୍ଟନାୟକ ହେଉଛନ୍ତି କୋଟି ପତି ଶିଳ୍ପ ପତି ତମିଲବାବୁ ଆଉ ଗୁଣ୍ଡା ମାନଙ୍କ ର ବନ୍ଧୁ ଥିଲେ
ନବୀନ ପଟ୍ଟନାୟକ ମୂରଦା ବାଦ
ମୋହନ ମାଝି ହଉଛନ୍ତି ଓଡ଼ିଶା ରେ ଗରିବ ଲୋକଙ୍କ ର ଜୀବନ 5 ମାସରେ ବହୁତ୍ କଲେଣି ଆଉ 5 ବର୍ଷ ରେ ବହୁତ୍ କିଛି କରିବେ ସାରା ଓଡ଼ିଶା ଲୋକଙ୍କ ର ଭରସା ଅଛି
ସେ ନିଶ୍ଚିତ ଶୁଣିବେ ଧର୍ଯ୍ୟ ଧର
ଜୟ ଜଗନ୍ନାଥ
ଜୟ ବିଜେପି
ଜୟ ବନ୍ଦେ ଉତ୍କଳ ଜନନୀ
ମୋହନ ମାଝୀ ଟଙ୍କା ଦେଲେ ଦୁକାନ କରିବ ନାଁ ନିଶା ଖାଇବ 😂😂😂
Jay jagannath good News bhai ❤
ସାହାଯ୍ୟ କରନ୍ତୁ ସରକାର ୨ସାଙ୍ଗ କୁ
Nic❤❤🎉🎉 bhai
C.m nka. Pakhare request ahi 2 friends nku. Kichi help kale Odisha basi khushi huante.jay jaganath 🎉
Sabu CM upare depend hele hebani😢😢😢rich loka mane chahile bi kichi sahajya kariparibe❤❤❤❤
Very good bhi 🎉❤
ସ୍ଵାଭିମାନୀ ଯୋଡ଼ି self dependent best way living live
Ame duhen ye jugara krushna sudama jai Jagannath 🙏 🙏
Ati sudara Mona oti sundara chimta dhara jibona re ama ne business kori baku chahu chanti samaste sahajyo koran tu jay Jagannath ❤❤
#mohondishacm
Pratidin tv.
Please send their phone pay. No
If not CM ,I will send 50k to them
ମୁଖ୍ୟ ମନ୍ତ୍ରୀ ନିଜେ ଏମାନଙ୍କୁ ଦେଖା କରିବା କଥା
😢😢😢😢
Right
ନବିନ ବୁଢା ହେଲେ ଦେଖା କରିଥାନ୍ତେ
ନବୀନ ସରକାର ଥିଲାବେଲେ କେତେ ଜଣଙ୍କୁ ଦେଖା କରିଛନ୍ତି ।
ଆପଣ ବଧେ ଦୂର୍ନୀତି ସରକାର