ପ୍ରେମ କର, ଠିକ୍ ଅଛି କିନ୍ତୁ ଏମିତି ପ୍ରେମ କରନି ଜେ,ଯେମିତି ତୁମ ଜୀବନ ହାରିଲା ଭଳି,,,ତମକୁ ଯିଏ ଜନ୍ମ ଦେଇଛି,,ତାହା ପାଇଁ ଜୀବନ ଦେବା ପାଇ କେବେ ଚିନ୍ତା କରିଛ କି,,,ଯଦି ବି ନୁହଁ, ତା ହେଲେ କଉ ଝିଅ ପାଇଁ ଜୀବନ ଦେବାଟା ଠିକ୍ ନୁହେଁ, ଯେଉଁ ମାନେ ଏକମତ କୁହନ୍ତୁ ଆଉ like କରନ୍ତୁ
ସତ କଥା ଜୀବନ ରେ ନିଜ ବାପା ମା ଆଉ ଭଗବାନ ଙ୍କ ଛଡ଼ା କାହାକୁ ଅଧିକ ବିଶ୍ୱାସ କରିବା କଥା ନାହିଁ।
ମୁଁ କୋଉ ଝିଅ ପାଇଁ କେବେ ବି ଆତ୍ମ ହତ୍ୟା କରିବି ନାହିଁ କାରଣ ଦୁନିଆ ରେ ଝିଅ ର କମି ନାହିଁ ଗୋଟେ ଗଲେ ଆଉ ଗୋଟେ ଆସିବ ମୋ କଥା ରେ କୋଉ ମାନେ ଏକ ମତ ଅଛ like କର 👍👍👍👍❤️❤️❤️😙😙😙😊😊😊😍😍😍
Jhia toh bahut mili ba bhai kintu real love thare huye baar baar huye nhi
ପ୍ରେମ କରୁଛ ଯଦି ନିଜ ମା କୁ କର... ତା ପ୍ରତି ବଦଳରେ ମା ତା ଜୀବନ ଦେଇଦେବ ତମ ପାଇଁ... 💓🙏
ହଁ, ଗୋଟିଏ ଅଜଣା ଝିଅ ପାଇଁ ନିଜକୁ ସମର୍ପଣ କରନ୍ତୁ ନାହିଁ ❤😢😔🙏ଜୟ ଜଗନ୍ନାଥ ❤🙏
ଲୁହ ଆସିଯାଇଛି 😢😢, ପ୍ରକୃତ ଭଲପାଇବା ହୃଦୟରୁ ହୋଇଥାଏ, ହାରିଯାଇଛି 😢
ପ୍ରେମ ଭାଇ ତମେ ତମ ଆଡୁ ଠିକ ଅଛ but ଆଉ ଜଣେ ଯଦି ଭୁଲ କରୁଛି ନା ସିଏ କରୁ ତାକୁ ତା ଭୁଲ ର ଫଳ ମିଳିବ ଆଉ ସିଏ ପସ୍ତେଇବ
Love you prem bro ❤❤
Pura emotional video bhai nece video love kari ba ta hi bhul kebe b kaha feeling sahita kheli bani yr bahut kasta hue 💔🙏💔💔💔💔💔💔😭😭😭😭
vidio ta bahut sundar haichi
ମୋର ତ 12 ବର୍ଷ ର ଭଲ ପାଇବା ମିଳିଲାନି... ଦୁହିଁଙ୍କ ପ୍ରଥମ ଭଲ ପାଇବା ଥିଲା ତୃତୀୟ ଶ୍ରେଣୀରୁ... Recent breakup ହେଲା... ଅବିକଳ ଭିଡିଓ ପରି... ହେଲେ ମୁ ମାରିବାକୁ ପସନ୍ଦ କରେ ନାଇଁ... ଦେଖେଇ ଦେବାକୁ ଚାହେଁ ଯେ ଭଲ ପାଇବା କେମିତି ହୁଏ 🥰❤️.... ବୟସ ମୋର 20 ମାତ୍ର..... ମୁଁ ତାକୁ ମୋ ଜୀବନଠୁବି ଅଧିକ ଭଲ ପାଉ ଥିଲି... ଭାବିଥିଲି ସତ ଭଲ ପାଇବା ସତ କରିକି ଦେଖାଇବି ହେଲେ ତାହା ହେଲା ନାଇଁ...... ସତ ଭଲ ପାଇବା କାହାକୁ ବି ମିଳେ ନାଇଁ ତାହା ମୋ ଭଲ ପାଇବାରେ ମୁ ଜାଣିଲି 💔💔💔
Bhai personal life ra sabukatha kahiba agaru tike lajya rakha trutiya ru bhala paeeba pila ta sastha ru nasta huanti au tame😅😅😅
ସିଏ ମୋ ଜୀବନ ରେ ଆସିଥିଲା ବୋଲି ଆଜି ଯାଏଁ ମୁଁ କୌଣସି ଜାଗାରେ ଫେଲ ନାଇଁ କି ବେକ ବି ବାଜି ନାଇଁ...ଯେତିକି ଆଗକୁ ଯାଇଛି କେବଳ ତାର ପାଇଁ 🙂
Premo re kie kie Dhaka kaicha sahi Mane hin like karo😢
1 million complete ✅😮😊😊😊😊😊
ଏ ସବୁ thar ପାଇଁ ହେଲା thar ଯୋଉଠି ସବୁ ସେଠୀ
ଯୋଉ ପ୍ରେମ ଏ ଜନ୍ମ ରେ ମିଳି ପାରିଲାନି...
ଆର ଜନ୍ମ ରେ ମିଳିଲେ କଣ ଫାଇଦା ଆର ଜନ୍ମ କିଏ ଦେଖିଚି ..? ଏ ଜନ୍ମ ରେ ଯେତେ ଦୁଃଖ କଷ୍ଟ ମିଳିଚି ତା ମୂଲ କିଏ ଦେବ.?
Kie dekhichire bhai Ara janma boli kichhi achhi na nahi a janme ta kasta paibu
Bhala pai mariba bhagya re thile mile❤
Prem Bhai heart touching love stories 😢😢😢 Dil Ko chhu gaya hai Bhai
*ଭଗବାନ କହିଛନ୍ତି : ତୁମେ ଶୋଇବା ପୂର୍ବରୁ ସମସ୍ତଙ୍କୁ କ୍ଷମା କରିଦିଅ....*
*ଉଠିବା ପୂର୍ବରୁ ମୁଁ ତୁମକୁ କ୍ଷମା କରିଦେବି....*
Bahut bhala mast heichi
Very nice Creation . Heart 💖 touching Sad song video .
Bapa maa jaha kuhanti nijara mangalpai no manile emiti video re jaha dekhu chha s,,,,,,,,
First views
Bahutasundarahaichhi😊😊😊
Ram chiki ra jadi❤️❤️❤️
Satare Prem bhai Super
Ilovethissong❤❤❤❤❤❤❤❤❤❤❤❤
Bhai video ta pura super heichi
Bahut sundar bhai
bahut bhala story
ସୁପର୍ ସେ ଉପର୍ ଆଜି କାଲି ର ପିଲା କିଛି ଶିଖ ରାମ ରାମ 🙏🙏🙏
ଯଦି କେବେ କାହାକୁ ଭଲ ପାଉଛ ନା ତ ତାକୁ ସତରେ ଭଲ ପାଅ କିନ୍ତୁ ତାକୁ ଏମିତି କଥା କୁହନି ଯେ ତାକୁ ବାଧିଲା ଭଳି
Love song
I love your Dance, ❤
ଖାସ୍ ଦେଖା ଯାଉନ ଏବେ ।ବହୁତ୍ ମୋଟୀ ଦେଖାଯାଉଛି
Nice video bhai ❤
Or gute dada prem darsan Or romanjali jodi tik achi romanjali mor fevret👌❤🌷🙏
Nice
Awsome content lage rho bro amara support sabubale tama saha
Very nice bhai😍😍😍
really this video heart torching ❤️❤️❤️
ଆଜି କାଲି ର ପ୍ରେମ ଭାଇ ସବୁ ବେକାର ଭାଇ ସବୁ ପଇସାକୁ ଦେଖନ୍ତି । ଭାଇ ପଇସା ଅଛି ତ ସବୁ ଅଛି ପଇସା ନାହିଁ ତ କିଛିବି ନାହିଁ । Love ପଛରେ ନାଇ ଭାଇ ପଇସା ପଛରେ ପଡ ଆଗକୁ କିଛି ବି ଅସୁବିଧା ଆଉ ହବନି ।
Right
Amazing Video 📸📸📸📸📸📸📸
ପ୍ରେମ ହେଲା ଗାଡ଼ିର ପେଟ୍ରୋଲ ପରି ମତଲବ ସରିଗଲେ କେହି ନୁହେ କହାର୍ 😂😂😂
Male voice very nice yrr
Super bro keep it up
Prem bhai stori supar
ନିରୀହ ମନରେ ବିରହର ନିଆଁ
କେମିତି ଲଗେଇ ଦେଲୁ
ନିଦାଘର କାଳ ବୈଶାଖୀ ସାଜି
ନିଷ୍ଠୁର ରୂପ ଧରିଲୁ...
ପ୍ରେମ ଦର୍ଶନ ଭାଇଙ୍କ ଲେଖିବାର ଶୈଳୀ ସଂଗୀତ ରଚନା
ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଉଚ୍ଚକୋଟୀର ବିରହ ପ୍ରେମିକର ହୃଦୟକୁ କନ୍ଦେଇ ଦେବ, ତିଳେମାତ୍ର ସନ୍ଦେହ ନାହିଁ l
Hart tuch bro
Must yaar
Fantastic love story
Love u prem darsan bhai
Very nice
Nice song
Prem sir bahut sundar abhinaya so sweet
Bhai loooo nia lagei delu🔥🔥🔥🔥🔥🔥🔥
Hey all team satare outstanding creation ......aji kali a sabu majak nh amiti he seriously hue real life re jaha upore amiti bituchi say toh morijibo he..... Heart touching
Super video
Ate sunder Bhai song create karucha, jete sunile be sunibaku ichha houchi, Bhuli hounahi ahi video ku only dekhi Baku ichha houchi,au kou video dekhi Baku ichha houni, pura parfect hoiche scene,5 days hela any time dekhuchi but mana bujhuni ahuri sunibaku ichha houchi
Nice story ❤️❤️🥺😢 Love you brother ❤️
Nice story ❤ 😢 love you brother❤
Supar maind blowing story
Singal boy like kare
Mahindra Thar ka pawer😂
Amazing love story yar but hard toching movie ❤️
Super manas babu
Very nice Prem Bahi 😮😮😮
i like this story mind blowing excelent 💌💌💌💌💌💌💌💌
Must story thila❤❤😂😂
Nice song 😮😮😮😅😊
Aeta total record kariba ❤
I'm so sad 😢
ଭଲ ହଇଛି ଭିଡ଼ିଓ ପ୍ରେମ ଭାଇ
❤❤❤❤hare hare Mahadev 🔱🔱🔱🔱🌺🌺🌺🪔🪔🪔❤❤❤🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
fiernd
Video. Lastare jaha kahile na
So You are right 👍👌🙏🙏 Aetahi sata kata ❤❤❤❤❤❤❤❤❤
Supap vedio ❤❤
Ke pyar ache ko nahi
Bure ko milta hai
Hum ladkon ko na pyar nahi
Dhoka milta hai😔😔😭😭
ଭାଇ ସତ କଥା love you vedio
ଦର୍ଶନ ଭାଇ ବହୁତ ବଢିଆଁ ଲାଗଲା ଭିଡ଼ିଓ ଟା.... 👌👌👌❤️❤️❤️
Super ❤️🔥
😢😢😢😢😢😢😢
𝙲𝙰𝙲𝙷𝙰 𝙿𝚁𝙴𝙼 𝙹𝙸𝙽𝙳𝙰𝙱𝙰𝙳 💓
Super Prem sir
Nice video prem bhai and romyanjali didi 😊😊😊
Prem bhai super
Super Jyoti ❤❤❤
ଆରେ ବାଃ ଏତେ ସୁନ୍ଦର ଭିଡିଓ
ହେଉଁ ପଛେ କଷ୍ଟ ହେଲେ ସତ କାହାଣୀ
ମଶାଣି ରେ ଜଳେ ଜୁଇ ମୋର
ତମେ ଖୁସି କି କୁହ
ସୁନ୍ଦର ଲାଇନ ଟେ ହେଇଚି
🥰🥰🥰
ପୁରା କନ୍ଦେଇ ଦେଲ ଭାଇ
ମ ତରଫରୁ aldabest
So sweet love story
Very very nice video
Very nice video Sir and I like to your every videos. Also i wait to new new videos
Kya Baat He....😢😢😢 Super
Great ❤❤❤❤❤ story heart touching
Bhala rasa achi gito re ❤❤
Vai video super ❤satare love manisa ku bahut kasta dei thae😢
Bhalo paiba nare pila Mane thaki thanti baha hela pare Prema ro sabu bhuta uturi jaye
So nice 👍👍👍👍👍👍👍👍👍
Bhala lagila❤
ଯାହାକୁ ଭଲ ପାଇବା ତାକୁ କିଛି ମନା କରି ପରିବାନି କି ଭୁଲ କାମ କରିଲେ ବି ସେମିତି ଭଲ ପାଇବା ଦରକାର ନାହିଁ ❤❤❤
ବହୁତ ସୁନ୍ଦର ହେଇଚି ଭିଡ଼ିଓ love this song 👌👌👌❣️❣️
ଆରେ ୟାର ସଚ୍ଚା ଲଭ ରେ ଧୋକା ତ ମିଳିବ 😢😢😢 କଉ ପର ଲୋକ ପାଇଁ ପରିବାର ଲୋକ ଙ୍କ ଭଲ ପାଇବା ଭୁଲି ଯିବା ବହୁତ ବଡ ଭୁଲୁ ରେ 😢😢 ଏଠି କେହି କାହାର ନୁହେଁ କେବଳ family ନିଜର ୟାର ❤❤❤ family ପାଇଁ ଗୋଟେ like ତୋ ଦରକାର ୟାର 👍👍👍 ପ୍ରେମ ଭାଇ ଙ୍କ ଅଭିନୟ ସୁପର ସେ ଉପର 😍😍😍 ଆଉ thanks to all team members ❤❤❤❤❤❤ବହୁତ ବଢିୟା vedio 😍😍😍👌👌👌
Hmm😢😢
Right family hi sabu kichhi
Right
👌
Right❤