Kabita "Rakhi Pauna"
ฝัง
- เผยแพร่เมื่อ 10 ก.พ. 2025
- ଏହା ଏକ ଭାଇ ଭଉଣୀ ଭିତରେ ଥିବା ପବିତ୍ର ସମ୍ପର୍କ ର ଏକା ସୁନ୍ଦର କାହାଣୀ
ଆଜିର ସାମ୍ପ୍ରତିକ ସାମାଜିକ ବିଶୃଙ୍ଖଳିତ ଅବସ୍ଥାରେ ମର୍ମାହତ ହୋଇ ଭଉଣୀଟି ରାକ୍ଷୀ ପାଉଣା ପାଇଁ ତା ଭାଇକୁ କଣ ମାଗିଛି ତାହା ଏ କବିତାର ବିଷୟ ବସ୍ତୁ
କବିତାଟିକୁ ଶେଷ ଯାଏ ଦେଖନ୍ତୁ ମତାମତ ଜଣାନ୍ତୁ
ଭଲ ଲାଗିଲେ subscribe କରନ୍ତୁ
ଜୟ ଜଗନ୍ନାଥ 🙏
#odia_kabita#odia_love_kabita#neerabata _odia_kabita#odia_sad_sayari#odiakabitabandhu#odisha#sambalpurikabita#odianews#otv#pahara
ଜୟ ଜଗନ୍ନାଥ 🙏
Jay Jagannath🙏