Madhumaya,odia poem, arghyathali

แชร์
ฝัง
  • เผยแพร่เมื่อ 6 ก.พ. 2025
  • Madhumaya, odia poem, arghyathali #gangadhara #sayan kumar jena

ความคิดเห็น • 26

  • @amaodia3085
    @amaodia3085 ปีที่แล้ว +2

    ମଧୁର ଯାହାର ରଚନା ସମ୍ଭାର
    ପ୍ରକୃତିର ରଙ୍ଗାଧାର,
    ଧନ୍ୟ ଧନ୍ୟ କବି ଅମୃତର ଛବି
    ରଙ୍ଗାଜୀବ ଗଙ୍ଗାଧର ।।

    • @sayankumarjena
      @sayankumarjena  ปีที่แล้ว

      ଓଡ଼ିଆ ସାହିତ୍ୟ ରେ ଆଜି ବି ଗଙ୍ଗାଧର ଅଛନ୍ତି,,, ଏଇ କବିତା ତାର ପ୍ରମାଣ 🙏🙏🙏

  • @BaikunthaBehera-i4x
    @BaikunthaBehera-i4x 2 หลายเดือนก่อน

    🎉🎉🎉🎉

    • @sayankumarjena
      @sayankumarjena  2 หลายเดือนก่อน

      @@BaikunthaBehera-i4x 🙏🏽

  • @sasmitasatapathy7751
    @sasmitasatapathy7751 ปีที่แล้ว +1

    ମୋର ଅତି ପ୍ରିୟ କବିତା ଟି ବିଶ୍ଵ ଦେଖ ମଧୁମୟ। ଧନ୍ୟବାଦ sir ଆପଣଙ୍କୁ ଖୁବ୍ ସୁନ୍ଦର୍ ଉପସ୍ଥାପନା

    • @sayankumarjena
      @sayankumarjena  ปีที่แล้ว

      ଧନ୍ୟବାଦ ହୃଦୟ ଭରା 😘😘🙏

  • @shrikantapintu3027
    @shrikantapintu3027 ปีที่แล้ว

    ସାର୍ ପ୍ରଣାମ୍

    • @sayankumarjena
      @sayankumarjena  ปีที่แล้ว

      ପ୍ରଣାମ,,, ଶୁଭେଚ୍ଛା 🙏

  • @OdishaMaaRaKatha
    @OdishaMaaRaKatha ปีที่แล้ว

    ଆପଣ ଏହି କାଜଜୟୀ କବିମାନଙ୍କ କଥା ଆଲୋଚନା କରୁଥିବା ରୁ ଧନ୍ୟବାଦ ।

    • @sayankumarjena
      @sayankumarjena  ปีที่แล้ว

      ଆପଣଙ୍କୁ ସାଦର ପ୍ରଣାମ,,🙏🙏,,, ଆପଣଙ୍କ ସଂସ୍କାର ଓ ସଂସ୍କୃତି ସମ୍ପର୍କୀୟ ଆଲୋଚନା Odisha maa ra katha ରୁ ଜାଣିଲି, ବହୁତ ଖୁସି ଲାଗିଲା,, ଅଭିନନ୍ଦନ 🙏

  • @pradeepbehera9617
    @pradeepbehera9617 ปีที่แล้ว

    Sir🙏

  • @MangarajSamal-n8v
    @MangarajSamal-n8v 5 หลายเดือนก่อน

    କଣ ଏହି ଗୋଟିଏ ଗୀତ ଆଉ କିଛି ନାହିଁସ୍ତ

    • @sayankumarjena
      @sayankumarjena  5 หลายเดือนก่อน

      @@MangarajSamal-n8v ଶୀର୍ଷକ,,, ମଧୁମୟ,,,, ଏହା ଗୋଟିଏ ଗୀତ 😄

    • @BaikunthaBehera-i4x
      @BaikunthaBehera-i4x 2 หลายเดือนก่อน

      Aha ta madhumay kabita 😂

  • @parthakalyari4687
    @parthakalyari4687 6 หลายเดือนก่อน

    Sir namaskar 🙏.sri ramanka nau jatra upare karantu

    • @sayankumarjena
      @sayankumarjena  6 หลายเดือนก่อน +1

      @@parthakalyari4687 ବୈଦେହୀଶ ବିଳାସ,,, ବିଷ୍ନୁପଦୀ ବିଷ୍ନୁପଦ ଏଇ କବିତା କି,,,

    • @parthakalyari4687
      @parthakalyari4687 6 หลายเดือนก่อน

      @@sayankumarjena hn sir ae kabita

    • @sayankumarjena
      @sayankumarjena  6 หลายเดือนก่อน +1

      @@parthakalyari4687 ମୁଁ କରିଛି ଏ vdo plz searrch

  • @karantv1219
    @karantv1219 ปีที่แล้ว

    ସାର୍ "କାଳିଦାସ କଥା" ଏବଂ "ଲକ୍ଷ୍ମୀ ପୁରାଣ" କେଉଁ ଛନ୍ଦରେ ବର୍ଣ୍ଣିତ ହୋଇଛି..??
    ଦୟାକରି ଉତ୍ତର ରଖିବେ 🙏🙏🙏

    • @sayankumarjena
      @sayankumarjena  ปีที่แล้ว

      14ଅକ୍ଷର ବିଶିଷ୍ଟ,,
      ଲକ୍ଷ୍ମୀ ପୂରା ଣ ଏହା ଆଶାବରୀ ଛନ୍ଦ ରେ ବର୍ଣିତ,,3,6,8,14ଅକ୍ଷର ଉପରେ ଯତି ପାତ ହୁଏ

    • @karantv1219
      @karantv1219 ปีที่แล้ว

      ସାର୍ ଆପଣଙ୍କର ପଠନ ଶୈଳି ଅତ୍ୟନ୍ତ ସରଳ ଏବଂ ଚମତ୍କାର l ବୁଝିବାରେ କେଉଁଠି ସନ୍ଦେହ ରହୁନାହିଁ l ସାହିତ୍ୟପ୍ରେମୀ ମାନଙ୍କ ପାଇଁ ଆପଣ ଜଣେ ପଥ ପ୍ରଦର୍ଶକ l ବହୁତ୍ ବହୁତ୍ ଧନ୍ୟବାଦ 🙏🙏🙏

    • @sayankumarjena
      @sayankumarjena  ปีที่แล้ว

      @@karantv1219 ସୁନ୍ଦର ମତାମତ,,,, ଧନ୍ୟବାଦ 🌹

  • @pradeepbehera9617
    @pradeepbehera9617 ปีที่แล้ว

    Sir apanankara online class karibaku chauchi

  • @pradeepbehera9617
    @pradeepbehera9617 ปีที่แล้ว

    Net pai kau kau bahi padibaku padiba

    • @sayankumarjena
      @sayankumarjena  ปีที่แล้ว

      ପ୍ରଥମେ ଓଡ଼ିଆ ସାହିତ୍ୟ ର ଇତିହାସ ବିଭିର୍ନ ଲେଖକ ଙ୍କର ପଢ଼