ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବହୁତ୍ ବଢିଆ ସିଦ୍ଧାନ୍ତ ଭାଇଙ୍କୁ ଗୋଟେ ମନ୍ତ୍ରୀ ପଦ ଦେବା କଥା ସାରା ଓଡ଼ିଶା ତାଙ୍କୁ ଜାଣନ୍ତି ଆଉ ଭଲ ଅଭିନେତା ନେତା ମଧ୍ୟ
Se mantri nuha Aou kn sethi khati maribaku jaichi 😂😂 boka loka
Good
next Cm sidhant bhai. 😊
ସେ ହେଉଛନ୍ତି ବିଧାୟକ। @@jyotiprakashsahoo9877
2:39
ସିଦ୍ଧାନ୍ତ ସାର କେବଳ ସିନେମା ପରଦାର ହିରୋ ନୁହଁ ସେ ଜଣେ ପ୍ରକୃତ ହିରୋ l ସେଜଣେ ଏପର୍ଯ୍ୟନ୍ତ ଜଣେ ନିବିବାଦୀୟ ରାଜନେତା ତାଙ୍କ ଠାରୁ କିଛି ରାଜନୀତି ଶିଖିବାକୁ ମିଳୁଛି
ବିଜେପି ଶାସନ ର ସବୁଠୁ ଭଲ କଥା ଏଇଆ ଯେ ଏଥି ନିଜ ଦଳର ବିଧାୟକ ମାନେ ପରସ୍ପର ସହିତ debate କରନ୍ତି କିନ୍ତୁ କଂଗ୍ରେସ ଆଉ ବିଜେଡି ରେ ଏମିତି ହେଉନଥିଲା।।।।
😅😅😅 debate dekhino bodhe agoru
@AsitKumarSa debate dekhichhi kintu to bhalia bedha kukura pila emiti bhoki hebara dekhinathili...🤡🤡😂
@@AsitKumarSa କେବଳ ମହାରଥୀ ଓ ଦାମ ବାବୁଙ୍କୁ ଛାଡ଼ିଲେ ଆଉ କେହି କରନ୍ତି ନାହିଁ।
Andha vakta ta au
@@Rolexx-k5w au tu Aandhnamazi
Good presentation Siddhant Bhai
ବହୁତ ବଢିଆ କଥା କହିଛନ୍ତି ସିଦ୍ଧାନ୍ତ ସାର
Good job sidhant sir
One only Siddhant Mohapatra ❤
Thanks siddhant Vai
ସିଦ୍ଧାନ୍ତ ମହାପାତ୍ର ଙ୍କୁ ମନ୍ତ୍ରୀ ପଦ ଦେବାର ଥିଲା... ବିଜେପି ରେ ପ୍ରଥମ ଥର ବିଧାୟକ ହୋଇଥିବା ଲୋକ ଙ୍କୁ ମନ୍ତ୍ରୀ ପଦ ମିଳିଛି but ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ସାଂସଦ ହୋଇ ମଧ୍ୟ ମନ୍ତ୍ରୀ ପଦ ମିଳି ନାହିଁ
Siddhant au akash dui jana bahut talented. Semana nku ministry miliba darkar. Atleast semane nityanananda ganda, rabi naik, krushna patra emana nka tharu 100 times better au educated.
ସେ ମାନେ ଆଗରୁ bjd ରେ ଥିଲେ ସେଥି ପାଇଁ ତାଙ୍କୁ ମନ୍ତ୍ରୀ ଦିଆ ଯାଇନି
Bhai jetebele sia Berhampur MP thile kana karithile ki?Kintu jou argue karichanti taha thik.Sia BJD ru jaichanti ta tanku mantri pada miliba kasta
@@devvdevv9171 Ministry pain Loyalty b darkar ... Dala badalu gotie b mla nku mantripada milini...
Sidhanta sir good job.🎉🎉🎉
Good discussion 👍👍....
ଗୋଟେ ମନ୍ତ୍ରୀ ପଦ ଦେବାର ଥିଲା ମୁନା ଭାଇ ଙ୍କୁ
ସୋନପୁର ଜିଲ୍ଲାରେ 2020 ମସିହା ରେ ବୋରୱେଲ ପଇସା ଭର୍ତ୍ତା ହୋଇଛି.. ହେଲେ ଏପର୍ଯ୍ୟନ୍ତ ଏହି ଠି କାମ କିଛି ହୋଇନି
Also our Boudh
ବହୁତ ସୁନ୍ଦର ଆଲୋଚନା ସିଦ୍ଧାନ୍ତ ସାର୍ କରିଛନ୍ତି।
ମହାପାତ୍ର ଯେଉଁ ଦଳକୁ ଗଲେ ମଧ୍ୟ ସର୍ବଦା ସତ୍ୟ ର ବାଟରେ ଗୁଡ୍
ସିଦ୍ଧାର୍ଥ ପ୍ରଶ୍ନ ତୃଣମୂଳ ସ୍ତରର ଓ ଉଁଚାକୋଟିର
ଏହି ସରକାର ରେ ଚାଷୀ ଙ୍କ ପାଇଁ କାମ କରନ୍ତୁ.. 🙏🏻
Chasira kyati purana karajauUchit mulya diajau
Radhe krishna 🙏
କେଭି ସିଂହଦେଓ ପକ୍କା ଖରାବ
ସରକାରଙ୍କ ତରଫରୁ ସୋଲାର ସିଷ୍ଟମ କରି ବନ୍ୟ ଜନ୍ତୁଙ୍କ ଦାଉରୁ କ୍ଷେତ ରଖିଲେ ଭଲ ହେବ ଏବଂ ଲୋକେ ଉପକୃତ ହେବେ 🙏ଧନ୍ୟବାଦ 🙏
right sir
ଅଭିନେତା ଙ୍କ ଅଭିନୟ ବହୁତ୍ ବଢିଆ😂😂😂
Very good presentation sidhant mahapatra
King of odisha ❤❤❤❤Not only super star but also a good leader ❤❤❤
Excellent presentation Siddhant mahapatra
This is the beauty of Democracy as same party MLAs are debating on a topic
Good initiative
ଆଉ ଚାଷୀଙ୍କ ଚାଷ ବରାହ କ୍ଷତି କରୁଛି ତାହା କିଏ ଦେବ
ବହୁତ୍ ସୁନ୍ଦର୍ ଉପସ୍ଥାପନା
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଗଣଶିକ୍ଷା ଓ ସଂସ୍କୃତି ବିଭାଗ ର ମନ୍ତ୍ରୀପଦ ଦିଅନ୍ତୁ
Mr Sidhant should be village development department Minister .
ସିଦ୍ଧାନ୍ତ ମହାପାତ୍ର best MLA &best actor ସିଦ୍ଧାନ୍ତ ବାବୁ ଙ୍କୁ ମନ୍ତ୍ରୀ ପଦ ମିଳିବା ଦରକାର 👍
Incredible sidhant sir 🙏
Good point Kahi chhanti sidhant sir
ସିଦ୍ଧାନ୍ତ ସାର୍ ଆମ question ଟିକେ ପଚାରନ୍ତୁ, outsourcing employee ro regular pai kete dur galani, ଯେଉଁମାନେ ଦୀର୍ଘ ବର୍ଷ ଧରି ଚାକିରି କରିଲେନି କେବେ ସେମାନେ ରେଗୁଲାର ହେଇପାରିବ, ସେମାନେ ମରିଗଲେ କିଛି ପଦକ୍ଷେପ ନେଇଛନ୍ତି କି, ଏହି outsourcing kebe band hebo
Right
Always love sidhant Sir ❤❤🎉
ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ମହାଶୟ , ମାନ୍ୟବର ବିଧାୟକଙ୍କ ପ୍ରଶ୍ନ ର ଉତ୍ତର ନ ଦେଇ, ବରହା ଓ ହାତୀ ଶିକାର ବିଷୟରେ କହି ଦେଲେ। ମାନ୍ୟବର ବିଧାୟକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଲେ କି Solar panels ଗୁଡ଼ିକର ରକ୍ଷଣା ବେକ୍ଷଣ ପାଇଁ କେଉଁ company ku ଗୁରୁ ଦାୟିତ୍ବ ଦିଆ ଯାଇଛି, ଓ ଦୁର୍ଗମଗ୍ରାମାଞ୍ଚଳରେ ଏହି ସୁବିଧା କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ଏବଂ ଲୋକ ମାନେ ଏହାର ସୁବିଧା ଉଠାଇ ପାରିବେ। ଉପ ମୁଖ୍ୟମନ୍ତ୍ରୀ ମହାଶୟ ଅନ୍ୟ କଥା ନ କହି ମାନ୍ୟବର ବିଧାୟକଙ୍କ ପ୍ରଶ୍ନ ର ସିଧା ସଳଖ ଉତ୍ତର ଦେଇ ଥିଲେ ଭଲ ହୋଇଥାନ୍ତା ।
ATI sundar upastapana , sidhanta Mohapatra
Good question by Sid. sir
Good discussion
Good Question sir ,
Super 🙏
ଗ୍ରାମ ପଞ୍ଚାୟତ ପିଅନ ମାନେ ଜିନ୍ଦାବାଦ
Realy hero sidhanta sr❤❤❤❤❤
JAII SIDHHANT SIR 💪🇮🇳🔥🕉️🙏🦁🔱🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🪷🪷JAII JAII MODI JI 💪🇮🇳🔥🕉️🙏🦁🔱🚩🚩🚩🚩🚩🚩🚩🚩🚩🚩🚩🚩🚩🚩🪷🪷
Wow good discussion
kV ସିଂ ଦେଓ ଜଣେ ପୁରୁଣା ଲୋକ ଅନୁଭବ କିଛି ନାହିଁ
ବହୁତ ସୁନ୍ଦର କଥା
You deserve for cm siddhant sir 💙
Right question Siddharth sir
Sidhant sir ❤❤❤❤
Nice muna bhai
Sidhantji is raising good questions..
Not only Hero in Film industry but also Hero in all field
ଆରେ ଯେତେବି ଅସୁବିଧା ହଉଛେ ସବୁର ମୂଳ କାରଣ ହଉଛେ ଶିକ୍ଷା ର ଅଭାବ l ଶିକ୍ଷା ଏତେ ଖରାପ ହେଇ ଗଲାନଯେ ଯାହାକେ ଆମେ ପୁଲିସ କରିଦେନା ଆମର ସେବା କରବାର ଳାଗି ସେ ଆମର ରୁ ଲାଞ୍ଚ ନଉଛନ l ଶିକ୍ଷା ଏତେ ଖରାପ ଯେ ଗାଁ ଗାଁ ରେ ମଦ ଭାଟି ଆଉ 10 ବାର୍ଷିଆ ଛୁଆ ବି ପାଉଚ ମରୁଛେ l ଗୁଟେ ସଂସ୍ଥା ର ନାଁ କହ ଯେନଟା କି 80% ବି ଉପଯୁକ୍ତ ଚାଲିଛେ l ସବୁ ର ମୂଳ କାରଣ ଶିକ୍ଷା ର ଅଭାବ l ଶିକ୍ଷା ବ୍ୟବସ୍ଥା ଯଦି ସୁଧରାବାର ଅଛେ ବେଳେ ଶିକ୍ଷା ବାବଦରେ ଗୁଟେ ଗାଁ ପ୍ରତି ଯେତେ ଖର୍ଚ୍ଚା ହଉଛେ ସେ ଗାଁ ରେ ଗୁଟେ କମିଟି କରି କମିଟି ର ହିସାବ ରେ ଗାଁ ର ଏକା ଶିକ୍ଷକ ରଖା ହଉ ଶିକ୍ଷା ର ବହୁତ ଉନ୍ନତି ହେବା ମୋର ଗାଁ ର କଥା କହେମି 100% ହେବା l ତାର ସାଙ୍ଗେ ଗାଁ ର ମଦ କୁଠି ବି ହଟି ଯିବା l ସରକାର ଯାହାକେ ଗରିବ ବଲୁଛେ ବେଳ ବୁଡ଼ା କେ ଦେଖଲେ 40 ଟଙ୍କିଆ ପାଉଚ 3ରୁ 4ଟା ପ୍ରତ୍ୟେକ ଦିନ ମରୁଛେ l ଯାହାର ଦ୍ୱାରା କି ସ୍ୱାସ୍ଥ୍ୟ ବି ଖରାପ ହଉଛେ l ନିଜର ଅନୁଭୂତି ତ ବହୁତ କିଛି ଅଛେ କିନ୍ତୁ ଲେଖବାର ଳାଗି ସମୟ ନି ନ l ନିହିଁ ବରକଶ ନି ହେଲେ ଘର ବର୍ବାଦ ହେଇଯାଏସି ହେନ୍ତା ଛୋଟ ଛୋଟ ଗାଁ ବର୍ବାଦ ହେଇଗଲେ ଦେଶ ବର୍ବାଦ ହେଇଜିବା l ଆଉ ଛୋଟ ଛୋଟ ଗାଁ ରେ ଲୋକର ଯେନ ବାବଦ ରେ ବି କାଣା ସୁବିଧା ଅସୁବିଧା ହଉଛେ ଯାନବାର ଳାଗି ହେଲେ 100% ନି ହେଲେବି 90% କହିହେବ l ଛୋଟ ମୋର ଗାଁ ଟି ମୋର ଗାଁ ବହୁତ ବର୍ବାଦ ହେଇଗଲାନ l
Sidhant bhai good 👍
🙏🙏🙏
Sidhant sir namaskar
OPTCL outsoursing electrical enggs re entry & regular dt ? 18 yrs complete with very low salary . Please look it.
ବିଜେଡି ରେ ସିଧାଂତ ମହାପାତ୍ର କୁଂ ଚାପି କି ରଖାଯାଇ ଥିଲା
ଟିକଥା ଉଠାଇଛନ୍ତି ସିଦ୍ଧାନ୍ତ ମହାପାତ୍ର ଓଡିଶାରେ ବାରାହା ଉତ୍ପାତ ବିଡି ଚାଲିଛି ସେଥିର ପ୍ରତିକାର ପାଇଁ କଣ କରିଛନ୍ତି
Sidhant san word very important
Ebe daily vlog asiba❤
🎉🎉🎉 ae sabu discussion pain assembly heichi
Next CM of Odisha who agree
King of odisha❤❤
ଆରେ ସିଦ୍ଧାନ୍ତ ଭାଇ ତମ ସ୍ତ୍ରୀ ଘର ଘର ବୁଲି ବୁଲି କହୁଥିଲେ ବି ଜେପି ସରକାର ହେଲେ 50 ହଜାର ଦେବ ଏବେ ଦେଉଛ 5ହଜାର ତମ ସ୍ତ୍ରୀ ମିଛୁଆ ତମେ ବି ମିଛୁଆ
❤
ଆଜ୍ଞ୍ୟା ଆମର ୫ ଟି ସୋଲାର ପ୍ୟାନେଲ ଚୋରି ହୋଇଯାଇଛି, ଏଥିରେ ସରକାର ଆମକୁ ସାହାଯ୍ୟ କଲେ, ଆମେ ଖୁସି ହେବୁ
Good MLA good discussion 🧡🤍💚
ସେଇ ମାମା ମିଶ୍ର କହିଥିଲେ ବିଜେପି ଆସିଲେ ସବୁ ମା ମାନଙ୍କୁ 50ହଜାର ଟଙ୍କା ଦେବେ ବୋଲି କିନ୍ତୁ ଏବେ 5ହଜାର ହେଲେବି ସମସ୍ତଙ୍କୁ ନୁହେଁ.... ଆଳୁ ପଇସା ବାଲାନ୍ସ କରିକି ଦେଉଛନ୍ତି
Real hero
Practical Grassroot level Question by Sidhant Mohaptra.... 🙏
Local leader🎉
Only one sidhanta mahapatra ❤
Please ask about regularisation of junior teacher 😢
Shidhha good bahut bhal kahele
ବୋରୱେଲ କେବେ ଖୋଲିବେ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପୋଷ୍ଟ ନାଗପଡା
Question kn thila answer kn dauchi
❤❤
ଆପଣ ଯାହା କହୁଛନ୍ତି ଏ ସବୁ ଅନୁଗୋଳ ଜିଲ୍ଲା ର ଅନ୍ତୁଳିଆ ପଞ୍ଚାୟତରେ କିଛି ବି ହେଇନି
I love you shidhnta patar❤
Sata kahiba papa
ହାମଲେଟ village ହେବାକିନି revenew କହନ୍ତୁ
Junior teacher regularisation upare kehi kahu nahanti 😢
Tnsn nioni kehi Kohibe nahi.
No registration for JT
6 year complete Kalani k😂😂😂
ଚାକିରୀ ଛାଡିଦିଅ
Besi salary paiba pain chahun chanti jadi higher post ku apply kale mili pariba
But both are in same party naa ?
Upa mikhyamantrinku thik jabab deichhanti sidhant
ବଳ ଉପମୁଖ୍ୟାମନ୍ତ୍ରି ହେଇଚି ଓଡ଼ିଆ ଭଲରେ କହିପରୁନି ଏଥିରେ ନବୀନ ବାବୁ ଙ୍କୁ କୋଚ ଓଡ଼ିଆ କହିପାରୁ ନା ମିଛ କହି 5 ବର୍ଷ ନଷ୍ଟ କଳା ବିଜେପି ସରକାର
Sahara india paisa kab mili ga
Sir mphw f nku posting kebe
Bilkul thik. Jatia rajapatha ra light avastha tadurpa. Alapa dina purbaru lagithiba steet light jalu nahin
ଏ ଶୀତ ଦିନରେ ୧୦ ଘଣ୍ଟା ବିଦ୍ୟୁତ୍ କାଟ କାହିଁକି ହେଉଛି। ଏଥିପାଇଁ କିଏ ଉତ୍ତରଦାୟୀ।
KV singh and Mohan Majhi are not appropriate candidate
Kebe neba
sidhanta is really a educated man ,he knows about climate change, many MLA and even odia news channels dont know what is climate change
ବlରହl ଚାଷୀ ମାରୁ ନାହାନ୍ତି ତାଙ୍କ ଚାଷ ଙ୍କୁ ବଞ୍ଚାଇବା ପାଇଁ କରୁଛନ୍ତି, ସେହି ଅନୁସାରେ କ୍ଷତି ପୂରଣ ମିଲୁ ପାରୁ ନାହିଁ ଧାନ କ୍ଷତି ହେଉଚି ଜେ ଏ କଥା କିଏ ବୁଝିବ
ଏ ନେତା ମାନେ ହିଁ ମରୁଛନ୍ତି
Otv, decreasing his own value showing this type of thumbnail 😅😅
ସବୁତ ତେଣୁକରି ଆଉ କ'ଣ
Caption kichi content kichi😂
ବହୁତ୍ ବଢିଆ ସିଦ୍ଧାନ୍ତ ଭାଇଙ୍କୁ ଗୋଟେ ମନ୍ତ୍ରୀ ପଦ ଦେବା କଥା ସାରା ଓଡ଼ିଶା ତାଙ୍କୁ ଜାଣନ୍ତି ଆଉ ଭଲ ଅଭିନେତା ନେତା ମଧ୍ୟ
Se mantri nuha Aou kn sethi khati maribaku jaichi 😂😂 boka loka
Good
next Cm sidhant bhai. 😊
ସେ ହେଉଛନ୍ତି ବିଧାୟକ। @@jyotiprakashsahoo9877
2:39
ସିଦ୍ଧାନ୍ତ ସାର କେବଳ ସିନେମା ପରଦାର ହିରୋ ନୁହଁ ସେ ଜଣେ ପ୍ରକୃତ ହିରୋ l ସେଜଣେ ଏପର୍ଯ୍ୟନ୍ତ ଜଣେ ନିବିବାଦୀୟ ରାଜନେତା ତାଙ୍କ ଠାରୁ କିଛି ରାଜନୀତି ଶିଖିବାକୁ ମିଳୁଛି
ବିଜେପି ଶାସନ ର ସବୁଠୁ ଭଲ କଥା ଏଇଆ ଯେ ଏଥି ନିଜ ଦଳର ବିଧାୟକ ମାନେ ପରସ୍ପର ସହିତ debate କରନ୍ତି କିନ୍ତୁ କଂଗ୍ରେସ ଆଉ ବିଜେଡି ରେ ଏମିତି ହେଉନଥିଲା।।।।
😅😅😅 debate dekhino bodhe agoru
@AsitKumarSa debate dekhichhi kintu to bhalia bedha kukura pila emiti bhoki hebara dekhinathili...🤡🤡😂
@@AsitKumarSa କେବଳ ମହାରଥୀ ଓ ଦାମ ବାବୁଙ୍କୁ ଛାଡ଼ିଲେ ଆଉ କେହି କରନ୍ତି ନାହିଁ।
Andha vakta ta au
@@Rolexx-k5w au tu Aandhnamazi
Good presentation Siddhant Bhai
ବହୁତ ବଢିଆ କଥା କହିଛନ୍ତି ସିଦ୍ଧାନ୍ତ ସାର
Good job sidhant sir
One only Siddhant Mohapatra ❤
Thanks siddhant Vai
ସିଦ୍ଧାନ୍ତ ମହାପାତ୍ର ଙ୍କୁ ମନ୍ତ୍ରୀ ପଦ ଦେବାର ଥିଲା... ବିଜେପି ରେ ପ୍ରଥମ ଥର ବିଧାୟକ ହୋଇଥିବା ଲୋକ ଙ୍କୁ ମନ୍ତ୍ରୀ ପଦ ମିଳିଛି but ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ସାଂସଦ ହୋଇ ମଧ୍ୟ ମନ୍ତ୍ରୀ ପଦ ମିଳି ନାହିଁ
Siddhant au akash dui jana bahut talented.
Semana nku ministry miliba darkar.
Atleast semane nityanananda ganda, rabi naik, krushna patra emana nka tharu 100 times better au educated.
ସେ ମାନେ ଆଗରୁ bjd ରେ ଥିଲେ ସେଥି ପାଇଁ ତାଙ୍କୁ ମନ୍ତ୍ରୀ ଦିଆ ଯାଇନି
Bhai jetebele sia Berhampur MP thile kana karithile ki?
Kintu jou argue karichanti taha thik.
Sia BJD ru jaichanti ta tanku mantri pada miliba kasta
@@devvdevv9171 Ministry pain Loyalty b darkar ... Dala badalu gotie b mla nku mantripada milini...
Sidhanta sir good job.🎉🎉🎉
Good discussion 👍👍....
ଗୋଟେ ମନ୍ତ୍ରୀ ପଦ ଦେବାର ଥିଲା ମୁନା ଭାଇ ଙ୍କୁ
ସୋନପୁର ଜିଲ୍ଲାରେ 2020 ମସିହା ରେ ବୋରୱେଲ ପଇସା ଭର୍ତ୍ତା ହୋଇଛି.. ହେଲେ ଏପର୍ଯ୍ୟନ୍ତ ଏହି ଠି କାମ କିଛି ହୋଇନି
Also our Boudh
ବହୁତ ସୁନ୍ଦର ଆଲୋଚନା ସିଦ୍ଧାନ୍ତ ସାର୍ କରିଛନ୍ତି।
ମହାପାତ୍ର ଯେଉଁ ଦଳକୁ ଗଲେ ମଧ୍ୟ ସର୍ବଦା ସତ୍ୟ ର ବାଟରେ ଗୁଡ୍
ସିଦ୍ଧାର୍ଥ ପ୍ରଶ୍ନ ତୃଣମୂଳ ସ୍ତରର ଓ ଉଁଚାକୋଟିର
ଏହି ସରକାର ରେ ଚାଷୀ ଙ୍କ ପାଇଁ କାମ କରନ୍ତୁ.. 🙏🏻
Chasira kyati purana karajau
Uchit mulya diajau
Radhe krishna 🙏
କେଭି ସିଂହଦେଓ ପକ୍କା ଖରାବ
ସରକାରଙ୍କ ତରଫରୁ ସୋଲାର ସିଷ୍ଟମ କରି ବନ୍ୟ ଜନ୍ତୁଙ୍କ ଦାଉରୁ କ୍ଷେତ ରଖିଲେ ଭଲ ହେବ ଏବଂ ଲୋକେ ଉପକୃତ ହେବେ 🙏ଧନ୍ୟବାଦ 🙏
right sir
ଅଭିନେତା ଙ୍କ ଅଭିନୟ ବହୁତ୍ ବଢିଆ😂😂😂
Very good presentation sidhant mahapatra
King of odisha ❤❤❤❤
Not only super star but also a good leader ❤❤❤
Excellent presentation Siddhant mahapatra
This is the beauty of Democracy as same party MLAs are debating on a topic
Good initiative
ଆଉ ଚାଷୀଙ୍କ ଚାଷ ବରାହ କ୍ଷତି କରୁଛି ତାହା କିଏ ଦେବ
ବହୁତ୍ ସୁନ୍ଦର୍ ଉପସ୍ଥାପନା
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଗଣଶିକ୍ଷା ଓ ସଂସ୍କୃତି ବିଭାଗ ର ମନ୍ତ୍ରୀପଦ ଦିଅନ୍ତୁ
Mr Sidhant should be village development department Minister .
ସିଦ୍ଧାନ୍ତ ମହାପାତ୍ର best MLA &best actor ସିଦ୍ଧାନ୍ତ ବାବୁ ଙ୍କୁ ମନ୍ତ୍ରୀ ପଦ ମିଳିବା ଦରକାର 👍
Incredible sidhant sir 🙏
Good point Kahi chhanti sidhant sir
ସିଦ୍ଧାନ୍ତ ସାର୍ ଆମ question ଟିକେ ପଚାରନ୍ତୁ, outsourcing employee ro regular pai kete dur galani, ଯେଉଁମାନେ ଦୀର୍ଘ ବର୍ଷ ଧରି ଚାକିରି କରିଲେନି କେବେ ସେମାନେ ରେଗୁଲାର ହେଇପାରିବ, ସେମାନେ ମରିଗଲେ କିଛି ପଦକ୍ଷେପ ନେଇଛନ୍ତି କି, ଏହି outsourcing kebe band hebo
Right
Always love sidhant Sir ❤❤🎉
ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ମହାଶୟ , ମାନ୍ୟବର ବିଧାୟକଙ୍କ ପ୍ରଶ୍ନ ର ଉତ୍ତର ନ ଦେଇ, ବରହା ଓ ହାତୀ ଶିକାର ବିଷୟରେ କହି ଦେଲେ। ମାନ୍ୟବର ବିଧାୟକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଲେ କି Solar panels ଗୁଡ଼ିକର ରକ୍ଷଣା ବେକ୍ଷଣ ପାଇଁ କେଉଁ company ku ଗୁରୁ ଦାୟିତ୍ବ ଦିଆ ଯାଇଛି, ଓ ଦୁର୍ଗମଗ୍ରାମାଞ୍ଚଳରେ ଏହି ସୁବିଧା କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ଏବଂ ଲୋକ ମାନେ ଏହାର ସୁବିଧା ଉଠାଇ ପାରିବେ। ଉପ ମୁଖ୍ୟମନ୍ତ୍ରୀ ମହାଶୟ ଅନ୍ୟ କଥା ନ କହି ମାନ୍ୟବର ବିଧାୟକଙ୍କ ପ୍ରଶ୍ନ ର ସିଧା ସଳଖ ଉତ୍ତର ଦେଇ ଥିଲେ ଭଲ ହୋଇଥାନ୍ତା ।
ATI sundar upastapana , sidhanta Mohapatra
Good question by Sid. sir
Good discussion
Good Question sir ,
Super 🙏
ଗ୍ରାମ ପଞ୍ଚାୟତ ପିଅନ ମାନେ ଜିନ୍ଦାବାଦ
Realy hero sidhanta sr❤❤❤❤❤
JAII SIDHHANT SIR 💪🇮🇳🔥🕉️🙏🦁🔱🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🪷🪷
JAII JAII MODI JI 💪🇮🇳🔥🕉️🙏🦁🔱🚩🚩🚩🚩🚩🚩🚩🚩🚩🚩🚩🚩🚩🚩🪷🪷