🎙️Toppers Talk | BISHNUPRIYA NAYAK | Rank 464 | ,OPSC OCS -2022 | Kalinga IAS |

แชร์
ฝัง
  • เผยแพร่เมื่อ 24 ต.ค. 2024

ความคิดเห็น • 23

  • @SudhirkumarDash-l3v
    @SudhirkumarDash-l3v วันที่ผ่านมา +7

    ବିଷ୍ଣୁପ୍ରିୟା ଜୀ ଅଜସ୍ର ଅଭିନନ୍ଦନ ନେବେ। ପ୍ରଶାସନିକ ସେବାରେ ଯୋଗ ଦେବା ଏକ ବଡ କଥା ନିଶ୍ଚୟ। କିନ୍ତୁ ସଫଳତା ତେବେ କୁହାଯିବ ଯେବେ ଆପଣ ଜଣେ ସଫଳ ପ୍ରଶାସକ ହେଇପାରିବେ। ସଫଳତା ମାନେ ସତ୍ଯନିଷ୍ଠ କର୍ମଯୋଗୀ ହେବା। ତା ନହେଇ ସମସ୍ତଙ୍କ ପରି ଯଦି ଲାଂଚ ନେବା, ଭ୍ରଷ୍ଟାଚାର କି ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ ସାଲିସ କରି କାମକରିବେ ତା ହେଲେ ଆପଣ ଆଦୌ ସଫଳତା ପାଇନାହାନ୍ତି ହେଇଛନ୍ତି ଜଣେ ବଡ ଚାକର /ନୌକର ବା ଚାକିରିଆ ମାତ୍ର।
    ଟିକେ ଭାବିବେ ଯେଉଁଠି ବି କାମ କରନ୍ତୁ ସତ୍ଯ ଧର୍ମ ନ୍ଯାୟର ଅନୁଶାସନ ମାନିଚାଲିବେ। ଜଣେ ପ୍ରଶାସକ ଗୁରୁତ୍ବ ଦେଲେ ଓଡିଶା ସ୍ବଚ୍ଛତାରେ ଚମତ୍କାର ସଫଳତା ପାଇବ। ଜଣେ କେହି ପ୍ରଶାସକ ଧ୍ଯାନ ଦେଲେ ଓଡ଼ିଶାର କୃଷକ ତିନିଗୁଣା ଉପାର୍ଜନ କରିପାରିବ। ଜାଣିଛ ଆମର ସମୁଦାୟ ଚାଷ ଜମିର ମାତ୍ର କୋଡିଏ ପ୍ରତିଶତ ଜମିରେ ଦୋଫସଲି ହୁଏ। ନଦୀଜଳ ସଂଯୋଗୀକରଣ କରି ସବୁ ଜମିକୁ ଜଳସେଚନ ସୁବିଧା ଯୋଗାଇଦିଆଯାଇପାରେ। ଦାଦନ ବନ୍ଦ। ନିଶାମୁକ୍ତି। ସରକାରୀ ପ୍ରାଥମିକ ଶିକ୍ଷା ମୃତପ୍ରାୟ। ଏସବୁରୁ କୌଣସି ଏକ ଦିଗରେ ଆଲୋକବର୍ତ୍ତିକା ସାଜ। ଜଗନ୍ନାଥ ଆପଣଙ୍କ ସାହା ହୁଅନ୍ତୁ

  • @kalingaiasacademy
    @kalingaiasacademy  วันที่ผ่านมา +7

    Proud of you..for your never give up attitude

  • @soumyasephalikapradhan1409
    @soumyasephalikapradhan1409 3 ชั่วโมงที่ผ่านมา +1

    Very nice mam 👏

  • @artsbymicky
    @artsbymicky วันที่ผ่านมา +1

    Congratulations 🎉🎉🎉 so happy for your achievement😊

  • @kajolnupur7681
    @kajolnupur7681 วันที่ผ่านมา +1

    Many many Congratulations Bishnupriya..🎉🎉You deserve this success..All the very best for your future endeavors..❤

  • @anitanayak7245
    @anitanayak7245 วันที่ผ่านมา +1

    Congratulations 🎉🎉🎉🎉 more power to you, go ahead with your bright career

  • @niranjanchoudhury365
    @niranjanchoudhury365 15 ชั่วโมงที่ผ่านมา +1

    Congratulations for your success in opsc

  • @priyadarshineekhatua8620
    @priyadarshineekhatua8620 11 ชั่วโมงที่ผ่านมา +1

    Congratulations 🎉🎉 didi

  • @vidhyamandir119
    @vidhyamandir119 วันที่ผ่านมา +1

    congratulations Bishnupriya...so happy fr u

  • @rajendramohanty160
    @rajendramohanty160 วันที่ผ่านมา +2

    1:22 1:29 🎉All the best wishes with you

  • @jibansangram2961
    @jibansangram2961 วันที่ผ่านมา +1

    Congratulations 🎉

  • @oasunknowngy8924
    @oasunknowngy8924 วันที่ผ่านมา +1

    Congratulations mam 🎉u r great

  • @Ashokkumar-cu3wr
    @Ashokkumar-cu3wr วันที่ผ่านมา +1

    Congratulations didi

  • @sisirpanda3222
    @sisirpanda3222 วันที่ผ่านมา +1

    C̺o̺n̺g̺r̺a̺t̺u̺l̺a̺t̺i̺o̺n̺s̺

  • @manaskumarbehera9120
    @manaskumarbehera9120 วันที่ผ่านมา +1

    Madam medium English na odia rakhithile