ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଗୁଣ୍ଡା ଆମକୁ ଶାନ୍ତିରେ ବଞ୍ଚେଇ ଦେଉ ନାହାନ୍ତି! Minority Protest in Bhubaneswar.

แชร์
ฝัง
  • เผยแพร่เมื่อ 24 ม.ค. 2025

ความคิดเห็น • 876

  • @KasamKumar-w4o
    @KasamKumar-w4o 14 วันที่ผ่านมา +50

    ବିଜେପି ଯଉଠୀ ବିନାଶ ସେଇଠି

  • @subalnaiksanu4429
    @subalnaiksanu4429 13 วันที่ผ่านมา +36

    ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଏକ ମାତ୍ର ସତ୍ୟ ସନାତନ ଅଟନ୍ତି 💝🙏🙏

    • @jagmohantripathy9458
      @jagmohantripathy9458 6 วันที่ผ่านมา

      ଟଙ୍କା ଦେଇ ନିରୀହ ଲୋକ ମାନଂକୁ ତମେ ଶଳା କୁକୁର ମାନେ ଧର୍ମ ପରିବର୍ତନ କରୁଛ

    • @mohanrao7732
      @mohanrao7732 วันที่ผ่านมา

      Galat ak hi bhagwaan budh ta choda sabu mich....

  • @AbhimanyuSing-fj8dl
    @AbhimanyuSing-fj8dl 13 วันที่ผ่านมา +70

    ମୁଁ ଜଣେ ଆଦିବାସୀ ମୋ ଘର ନୀଳଗିରି ବାଲେଶ୍ଵର ମୁଁ ଶୀବ ପୂଜା ୭ ବର୍ଷ କରିଛି ଜଗନ୍ନାଥ ପୂଜା ବି କରିଛି ଶ୍ରୀ ମତ୍ତ୍ ଭାଗବତ ଗୀତା ପଢ଼ିଲି ଭଗବାନ ଙ୍କୁ ଜାଣିବାକୁ ସସ୍କୃତ ଯେବେ ପଢ଼ିଲି ମତେ ଗାଡି ଦିଆ ଗଲା ମନାକରା ଗଲା ତୁ କଣ ବ୍ରାହ୍ମଣ ଏସବୁ ପଡ଼ିବୁ😢😢
    ମୁଁ କଣ କରିବି କିଛି ବୁଝି ପାରି ଲିନି
    ମୁଁ ଲୋକ ମାନଙ୍କୁ ଚର୍ଚ ଯିବାର ଦେଖିଲି
    ତାଙ୍କ ଭିତରେ ପ୍ରେମ ଶାନ୍ତି ଦେଖିବାକୁ ପାଇଲି
    ମୁଁ ମଧ୍ଯ ବାଇବଲ କିଣି ଆଣି ପଢ଼ି ଲି
    ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ରେ ଶୀକ୍ଷା ପାଇଲି
    ଏବେ ମୁଁ ଚର୍ଚ ଯାଉଛି✝️🛐

    • @subalnaiksanu4429
      @subalnaiksanu4429 13 วันที่ผ่านมา +9

      ଜୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କର 💝🙏💝 ଜୟ ହେଉ

    • @theunknownvoice8474
      @theunknownvoice8474 12 วันที่ผ่านมา +1

      Baible Geeta na padhiki, padhibar jadi echha achhi Aama Sambidhan padha, jivan ra sabu problem re Sambidhan hin help Kariba

    • @queenashiq_
      @queenashiq_ 12 วันที่ผ่านมา +1

      ​@@theunknownvoice8474ବାଇବଲ ପଢ଼ିକି ହିଁ ସମ୍ଭିଧାନ ଲେଖା ହେଇଚି,

    • @rajendradas9689
      @rajendradas9689 10 วันที่ผ่านมา +3

      ଛି ଛି ଟଙ୍କା ପାଇଁ, ଧର୍ମ ପରିବର୍ତନ କରୁଛନ୍ତି ହିନ୍ଦୁ ମାନେ ? ??

    • @papuntudu3484
      @papuntudu3484 10 วันที่ผ่านมา

      ​@@rajendradas9689କାଇଁ ତମ ହିନ୍ଦୁ ଧର୍ମ ର ଲୋକ ମାନେ କଣ ଏତେ ଭିକାରୀ ଗୁଡା କି ଟଙ୍କା ପାଇଁ ନିଜ ଧର୍ମ କୁ ଛାଡି ଦେଉଛନ୍ତି

  • @2duSorenvillagelife
    @2duSorenvillagelife 14 วันที่ผ่านมา +73

    କଥାଟା ହେଲା. ଯଦି ଲୋକ ସତ୍ୟ ପରମେଶ୍ବର କୁ ଜାଣିବେ ତେବେ ବ୍ରାହ୍ମଣ ମାନଙ୍କ ବେପାର ବନ୍ଦ ହେଇଯିବ । ସେ ଭୟ ରେ ଏମିତି କରୁଛନ୍ତି

    • @ajitray1958
      @ajitray1958 14 วันที่ผ่านมา

      Nakli Christian Converted .

    • @OrissaJagaran
      @OrissaJagaran 13 วันที่ผ่านมา

      ତାପରେ ଇଂରେଜ ଙ୍କ ଅବୈଧ ସନ୍ତାନ ଙ୍କ 10 ପରସେଣ୍ଟ ବେପାର ଆରମ୍ଭ ହେଇଯିବ,

    • @samirkumartripathy2348
      @samirkumartripathy2348 13 วันที่ผ่านมา +4

      Rakh mg to parameswar ku pocket re

    • @sambitpanigrahi7159
      @sambitpanigrahi7159 13 วันที่ผ่านมา

      Chup be tora duplicate prabhu lu nei ki ethu pala.. Bharat re sanatana hi chaliba.. kichi najani mindwash kariba band kara

    • @apshortvlogs9744
      @apshortvlogs9744 13 วันที่ผ่านมา +1

      Your right👍👍👍

  • @archanamohapatra1863
    @archanamohapatra1863 12 วันที่ผ่านมา +16

    ଧର୍ମ ପରିବର୍ତ୍ତନ ନୁହେଁ, ମନ ପରିବର୍ତ୍ତନ ହୁଏ ଯୀଶୁଙ୍କୁ ବିଶ୍ୱାସ କଲେ।

    • @subratkumarmallick6905
      @subratkumarmallick6905 7 วันที่ผ่านมา

      Achha amiti ki ?? I strongly believe on humanity how come any religion makes a better society it's reflecting only sister .

  • @JatadharMarndi
    @JatadharMarndi 14 วันที่ผ่านมา +98

    ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର

    • @Jagannath-oc9ht
      @Jagannath-oc9ht 14 วันที่ผ่านมา

      @@JatadharMarndi ଭାରତ ପନ୍ଥ ନିରପେକ୍ଷ । ଇନ୍ଦିରା ଧର୍ମ ନିରପେକ୍ଷ କରିଛନ୍ତି ଯାହାକି କୌଣସୀ ରାଜନୈତିକ ଦଳ ସେଥିରେ ହସ୍ତକ୍ଷେପ କରି ପାରିବେ ନାହିଁ । ଆପାତକାଳ ପରିସ୍ଥିତି ଯାରି କରି ଏହି ସଂଶୋଧନ କରାଯାଇଛି। କଂଗ୍ରେସ ଏବେ ଜେମିତି ସେତେବେଳେ ତାଠାରୁ ଅଧିକ ଭୟଭିତ। ପାଟି ଖୋଲିବା ମାନେ ଯେଲ। ଆଉ ସେହି ଠାରେ ଅକଥନୀୟ ଯନ୍ତ୍ରଣା । ସେଥିପାଇଁ ବହୁତ ସବୁ ଅକରଣୀୟ କରଣୀୟ ହୋଇଛି ।

    • @samirkumartripathy2348
      @samirkumartripathy2348 13 วันที่ผ่านมา

      Kiye kahila tate Bharat Dharmanirapekhya rastra

    • @AnilKumar-br6uk
      @AnilKumar-br6uk 13 วันที่ผ่านมา

      Seita to boda bhul heigola...Enaechha jiye jaha kruchhi...

    • @sambitpanigrahi7159
      @sambitpanigrahi7159 13 วันที่ผ่านมา

      Bharata ra mane hi Hindu Sanatan rastra.. se murkha.. ja pala ethu

    • @dukhishyamhansdah98
      @dukhishyamhansdah98 13 วันที่ผ่านมา

      ​@@samirkumartripathy2348tote jona nahi pod politics history

  • @maushumisoy904
    @maushumisoy904 14 วันที่ผ่านมา +44

    ଧନୁ ଓ ଶର କୁ ସଜାଡ଼ି ରଖ, ଗୋଟାଏ ଶର ଯଥେଷ୍ଟ , ଆଦିବାସୀ ମାନେ ଆଉ ଡେରି ନ କରି ଧନୁ ଶର ବ୍ୟବହାର କରନ୍ତୁ, ପଣ୍ଡା ପୂଜାରୀ ଏରିଆ ଛାଡି ପଳେଇବ,

    • @sambitpanigrahi7159
      @sambitpanigrahi7159 13 วันที่ผ่านมา

      Adibasi to gandi re sara maribe.. karana semane adi basi to bhali crypto Converted cristian nuhanti.. bala jisu na.. gote kalpanika charitra ku bhagwan kahucha.. sala european research pa kahileni Jisu gote kalpanika charitra only kahi ki.. odisha gote dharmika stanna Jaganathahaprabhu ethi birajmaan tora duplicate prabhu kichi kama ra nuha..

    • @JagaSing-rz6mp
      @JagaSing-rz6mp 5 วันที่ผ่านมา +1

      👍👍👍👍😄😄

  • @subhransudalai8360
    @subhransudalai8360 14 วันที่ผ่านมา +123

    ବିଜେପି ଯେଉଁଠି ବିନାଶ ସେଇଠି, ସଂକଳ୍ପ ହେଉ ଏକମାତ୍ର ଭାରତ ହେବ ବିଜେପି ମୁକ୍ତ

    • @Rajaan_22
      @Rajaan_22 14 วันที่ผ่านมา +4

      Bjp bjd congress mukta bharata 😂

    • @shivdurgaenterprise
      @shivdurgaenterprise 14 วันที่ผ่านมา +7

      Bjp mukta Bharat

    • @khatuasambit1832
      @khatuasambit1832 14 วันที่ผ่านมา +9

      ତୁ ସମାପ୍ତ ହେଇଯିବୁ BJP ନୁହେଁ 😂😂

    • @Saratofficial3423
      @Saratofficial3423 14 วันที่ผ่านมา

      BJP to gandi maruchj

    • @chamumundary8701
      @chamumundary8701 14 วันที่ผ่านมา +3

      Jai Shree Ram 🏹🚩🙏🇮🇳

  • @RubindraMallick-mr4nr
    @RubindraMallick-mr4nr 14 วันที่ผ่านมา +73

    ଅନ୍ଧ ଭକ୍ତ କେବେବି ସତ୍ୟ କୁ ଦେଖି ପରିବେନାହିଁ, ବି ଜେ ପି ସରକାର ଗୁଣ୍ଡା ବାହିନୀ ସରକାର 👍🏿👍🏿👍🏿👍🏿

    • @unitedpeaceworker714
      @unitedpeaceworker714 14 วันที่ผ่านมา +3

      @@RubindraMallick-mr4nr
      ଆରେ ଆଲୋକ ଭକ୍ତ ତୁମେ ନିଜେ ପ୍ରଥମେ ସତ୍ୟ କୁ ଜାଣ ତାପରେ ତୁମେ ଅନ୍ୟକୁ କହିବ 🤣🤣🤣🤣🤣
      ROZA BAL SHRINE କଣ ଅଟେ???????
      Mr JISHU SILENT YEAR ରେ କେଉଁଠି ଥିଲେ ଓ କଣ କରୁଥିଲେ?????
      ତୁମର ସତ୍ୟ ପୁସ୍ତକ BIBLE କିଏ, କେବେ, କେଉଁ କେଉଁ ଦେଶର ଲୋକମାନେ, କେତେବର୍ଷ ରେ ଲେଖିଥିଲେ??????
      ଯଦି ଏହା ତୁମର ଧାର୍ମିକ ପୁସ୍ତକ ତାହେଲେ କାହିଁକି UPDATED EDITION କଣ ପାଇଁ ଆସେ???????

    • @priyacharandas653
      @priyacharandas653 14 วันที่ผ่านมา +1

      ସନାତନ ଧର୍ମ ରେ ହିଂସା ନାହିଁ କିନ୍ତୁ ସନାତନ ଧର୍ମ କୁ ବଦନାମ କରିବା ପାଇଁ ନାସ୍ତିକଵାଦି ସମ୍ପ୍ରଦାୟ ର ଲୋକ ମାନେ ଆସିଛନ୍ତି

    • @SandeepMandal443
      @SandeepMandal443 14 วันที่ผ่านมา

      Right

    • @emmanuelpaul1006
      @emmanuelpaul1006 14 วันที่ผ่านมา

      Tu gote pgl ta 😅​@@unitedpeaceworker714

  • @astamasingh9539
    @astamasingh9539 14 วันที่ผ่านมา +83

    ନିଜର ଧର୍ମ ପରିବର୍ତନ କରିବା ନିଜସ୍ୱ ଅଧିକାର ଏହାକୁ ବାଧା ଦେବା ଉଚିତ ନୁହେଁ

    • @pabitra586
      @pabitra586 14 วันที่ผ่านมา +1

      Dharma parivartan karaiba bi illegal kama eita odisha esabu chalibani

    • @itsstorytime-odia3223
      @itsstorytime-odia3223 13 วันที่ผ่านมา

      K illegal Article 25-28 padhibu Jaa then kahibu murkha​@@pabitra586

    • @jemesbara1378
      @jemesbara1378 5 วันที่ผ่านมา

      Yes Sir you are right

    • @itsstorytime-odia3223
      @itsstorytime-odia3223 5 วันที่ผ่านมา

      @@pabitra586 constitution padha

  • @durbashasahani4154
    @durbashasahani4154 14 วันที่ผ่านมา +122

    ମୁଁ ଦୁର୍ବାଶା ସାହାଣୀ,, ଫୁଲବାଣୀ ରୁ,, ମୁଁ ଆଗରୁ ଆର ଏସ ଏସ ରେ ମେମ୍ବର ଥିଲି,, ବିଶ୍ୱହିନ୍ଦୁ ପରିଷଦ ର ମେମ୍ବର ଥିଲି,, ସେଠି କେବଳ କଂଗ୍ରେସ, ଖ୍ରୀଷ୍ଟିଆନ, ସୋନିଆ ଗାନ୍ଧୀ ଓ କେବଳ ପାଣ ଲୋକଙ୍କ ବିରୋଧରେ ଶିକ୍ଷା ଦିଆଯାଏ,, ମୁଁ ଚର୍ଚ୍ଚ ଭାଙ୍ଗିଛି,, ଦଙ୍ଗାକାରୀ ଥିଲି,, ଖ୍ରୀଷ୍ଟିଆନ ଲୋକଙ୍କୁ ମାଡ଼ ମାରିଛି, କିନ୍ତୁ ମୋର ବିପଦ ବେଳେ କିଏ ଦେଖା ଦେଲେନି,, ଦେହରେ 12 ଟା ଡେଉଁରିଆ ପିନ୍ଧି ଥିଲି,, ସେଇ ହିନ୍ଦୁ ମାନେ ହିଁ ଆମ କୁ ଗୁଣି ତାନ୍ତ୍ରିକ କରିକି ମାରୁଥିଲେ,,,ମୋତେ ନା ଟଙ୍କା, ନା ଦେବି ଦେବତା, ନା ମନ୍ଦିର, ନା ହିନ୍ଦୁ, ନା 33 କୋଟି ଲାଞ୍ଚ ଖିଆ କେହି ରକ୍ଷା କରିପାରିଲେନି, କିନ୍ତୁ ଗୋଟେ ଚିରା ଫଟା, ଉଇ ଖିଆ ବହି ପଢ଼ି ମୋର ଶରୀର ସୁସ୍ଥ ହେଲା, ଓ ମୁଁ ନୁଆଁ ଜୀବନ ପାଇଲି, ସେଇଦିନ ଠାରୁ ଯୀଶୁ ହିଁ ସତ୍ୟ ସନାତନ, ପ୍ରକୃତ ଈଶ୍ୱର, ସତ୍ୟ ପରମେଶ୍ୱର ବୋଲି ବିଶ୍ୱାସ କଲି ଏବଂ ଯୀଶୁଙ୍କୁ ମୋର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରି ଏବେ ଯୀଶୁଙ୍କ ପ୍ରେମ ଓ ମୋର ମୁକ୍ତି ବା ଉଦ୍ଧାର ପାଇଥିବା କଥା କୁ ଏବଂ ଯୀଶୁଙ୍କର ସୁସମାଚାର କୁ ପ୍ରଚାର କରୁଛି ✝️✝️

    • @specialserious859779
      @specialserious859779 14 วันที่ผ่านมา +4

      God tahele tote Cristian ghare janma deba katha.....egua dharma birodhi....dara sing abasta heba....

    • @Princeraj-y9l
      @Princeraj-y9l 14 วันที่ผ่านมา +6

      GLORY TO GOD ❤❤

    • @chenkabhainanastik
      @chenkabhainanastik 14 วันที่ผ่านมา

      ​@@specialserious859779 ଆବେ magiha ତୋ ଗାଣ୍ଡି ରେ stamp ମାରିକି ତୋ କୃଷ୍ଣ ନା ମୋ ବାଣ୍ଡ ତୋତେ ହିନ୍ଦୁ ଘରେ ଜନ୍ମ ଦେଇ ଥିଲା କି.. 😂😂😂

    • @Chitrasen1997
      @Chitrasen1997 14 วันที่ผ่านมา +5

      Praise the lord ଭାଇ

    • @sajankauri851
      @sajankauri851 14 วันที่ผ่านมา +2

      Amen

  • @2duSorenvillagelife
    @2duSorenvillagelife 13 วันที่ผ่านมา +13

    ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯଦି ବିଦେଶୀ ଧର୍ମ ବଲି ଭାବୁଛ ତେବେ , ଓଡ଼ିଆ, ଆଦିବାସୀ, ହିନ୍ଦୀ, ସାନ୍ତାଳୀ ,ତେଲୁଗୁ,ତାମିଲ, କନ୍ନଡ଼, ମାଲ୍ୟଲାମ, ବାଂଲା, ଯେ କଣସି ଭାଷା ରେ ପ୍ରଥାନ କଲେ କେମିତି ଶୁଣୁଛନ୍ତି, ତେଣୁ ଯୀଶୁ ଖ୍ରୀଷ୍ଟ କଣସି ନିର୍ଦ୍ଧିଷ୍ଟ ଦେଶ କି ବିଦେଶ ର ପରମେଶ୍ବର ନୁହେଁ, ପୁରା world 🌍 ର ପରମେଶ୍ବର ଅଟନ୍ତି । ପୁରା ମନୁଷ୍ୟ ଜାତି ର ପରମେଶ୍ବର ଅଟନ୍ତି ।

    • @rajendranayak3938
      @rajendranayak3938 7 วันที่ผ่านมา

      @@2duSorenvillagelife actual brother excellent କଥା ଲେଖି ଜଣେଇ ଥିଵାରୁ
      ( ପ୍ରୁଥିବୀର ଧର୍ମ ଖ୍ରୀଷ୍ଟୀଆନ )
      (ଭାରତ ର ଧର୍ମ ହିନ୍ଦୁ)
      ପ୍ରୁଥିବୀ ଷ୍ରୁଷ୍ଟୁି କର୍ତ୍ତା ଏକ ମାତ୍ର ଇଶ୍ଵର ଯୀଶୁ ଖ୍ରୀଷ୍ଟ ପିତା ପରେମଶ୍ବର ଙ୍କ ଦ୍ବାରା ହେଇଛି ଵଳି ସାରା ପୃଥିବୀ ଵାସି ଯୀଶୁଙ୍କୁ ଜାଣନ୍ତି

  • @BarnabashMajhi
    @BarnabashMajhi 14 วันที่ผ่านมา +14

    ବିଜେପି ଯୋଉଠି ହିଂସା ସେଇଠି

    • @diptisahoo4421
      @diptisahoo4421 13 วันที่ผ่านมา +1

      Rice bag spotted

  • @rameshchandrabhoi5385
    @rameshchandrabhoi5385 14 วันที่ผ่านมา +14

    ସର୍ବ ଧର୍ମର ସମନ୍ୱୟ ଏଇ ଭାରତବର୍ଷ । ଏପରି ନିନ୍ଦନୀୟ ଘଟଣା ଶୁଣିଲାପରେ ଭଲଲାଗୁନାହିଁ ।

  • @ଆଦିବାସୀ-r8v
    @ଆଦିବାସୀ-r8v 14 วันที่ผ่านมา +18

    ହିନ୍ଦୁ ଆଉ ସନାତନୀ ଧର୍ମ ଏତେ ସସ୍ତା ହେଲାଣି କି ପଇସା ଦେଲେ ହିନ୍ଦୁ ଆଉ ସନତନୀ ଧର୍ମ ର ଲୋକେ ଅନ୍ୟ ଧର୍ମ କୁ ପଳଉଛନ୍ତି
    ମାରିବା ପିଟିବା ଆଉ ଉଲଗ୍ନ କରିବାର ହିନ୍ଦୁ ଏବଂ ସନାତନୀ ଧର୍ମ ରେ ଶିକ୍ଷା ଦିଆଯାଏ କି ଆଉ ଜୟ ଶ୍ରୀରାମ୍ ଜୟ ଜଗନ୍ନାଥ କହିକି ଲୋକଙ୍କୁ ମାର ପିଟା ଶିକ୍ଷା ଦିଆଯାଏ କି ହିନ୍ଦୁ ଏବଂ ସନତନୀ ଭାଇ ଆଉ ଭଉଣୀ ମାନେ ନିଜର ଧର୍ମ ନିଜେ ବାରବାଦ୍ କରୁଛ ବୁଝିବା ଲୋକ ମାନେ ବୁଝିଯାଅ। ?????????

    • @Anonymous-so7ju
      @Anonymous-so7ju 14 วันที่ผ่านมา

      100% Right..👍

    • @sambitpanigrahi7159
      @sambitpanigrahi7159 13 วันที่ผ่านมา

      Tu Bala ta bujhichu je lokanku bujheibu.. nije ta converted sala kile chalale jiye nija chua bikri kare se hi convert huye.. sanatani dharma nuha.. sanatana hi eka matra dharma.. baki sabu religion abrahmic religion jou thu pathana bhi hele.. kete santi Tama dui religion e world ku deicha.. history re lekha achhi jai ki padhe

    • @MahandasGond
      @MahandasGond 12 วันที่ผ่านมา

      Right sir 👍

  • @krishnachandrarouta9425
    @krishnachandrarouta9425 14 วันที่ผ่านมา +13

    ସମସ୍ତେ ସମ୍ବିଧାନ ପାଳନ କର

  • @parikshitsamal1025
    @parikshitsamal1025 13 วันที่ผ่านมา +5

    ହିନ୍ଦୁ ମାନେ ଶାସ୍ତା sethi ପାଇଁ ବିକି ଯାଆନ୍ତି ସେଥିରେ क्रिश्चियन ର ଦୋଷ ନାହିଁ

  • @LivingHopeChurchAngul
    @LivingHopeChurchAngul 14 วันที่ผ่านมา +7

    ଭାରତ ଏକ ଧର୍ମ ନିରାପେକ୍ଷତା ରାଷ୍ଟ୍ର....... ଧର୍ମ ପରିବର୍ତ୍ତନ ନିଜସ୍ୱ ଅଧିକାର...... ଯିଏ ବାଧା ଦେଉଛି ସିଏ ମୂର୍ଖ.......

  • @samsanmajhi6167
    @samsanmajhi6167 14 วันที่ผ่านมา +33

    ହିନ୍ଦୁ ମାନଙ୍କର ବୁଦ୍ଧି ନାହିଁ

    • @RahulNayak-ob3yb
      @RahulNayak-ob3yb 14 วันที่ผ่านมา

      Sabu hindu saman nuhanti jadi saman thante e gana dharanare hindumane saport Karina thante

    • @soumyaranjankhuntia3418
      @soumyaranjankhuntia3418 14 วันที่ผ่านมา +3

      ନା, ଖ୍ରୀଷ୍ଟିଆନ ,ଆଉ ତୁ ,ତମେ ତ ସବୁ Oxford, havard , MIT , Stanford, pass out😂😂😂

    • @BikramonFaith
      @BikramonFaith 14 วันที่ผ่านมา

      ​@@soumyaranjankhuntia3418 na. Tama bhalia Gunda cheap pila gudaka murkha. Godi media ru gyana nei khusi hei hei jauchanti

    • @nakshatranag5844
      @nakshatranag5844 14 วันที่ผ่านมา

      ତୋର ବେଶୀ ବୁଦ୍ଧି ଅଛି

    • @pabitra586
      @pabitra586 14 วันที่ผ่านมา

      Sabu bidesi mane ete dhani loka jaga pakhare nana parivartan hauchi

  • @KasamKumar-w4o
    @KasamKumar-w4o 14 วันที่ผ่านมา +26

    ବହୁତ ଅନ୍ୟାୟ ହେଉଛି ଖ୍ରୀଷ୍ଟିଆନ ମାନଙ୍କ ପ୍ରତୀ

    • @jagannath-creation
      @jagannath-creation 13 วันที่ผ่านมา

      ଆହୁରି ହେବ ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ convert ବନ୍ଦ ନ କରିବ

  • @pkdas7353
    @pkdas7353 14 วันที่ผ่านมา +5

    Govt should immediately take action, this type of atrocities against tribal can't be tolerated

  • @bassntabasantapradhan8988
    @bassntabasantapradhan8988 14 วันที่ผ่านมา +22

    Pratidin Tv Channel ku Dhanyawad

  • @bariproduction1735
    @bariproduction1735 14 วันที่ผ่านมา +5

    ହିନ୍ଦୁମାନେ ରଙ୍ଗରସ ଅଧିକ ପସନ୍ଦ କରନ୍ତି ।

  • @sameshmandangi7855
    @sameshmandangi7855 14 วันที่ผ่านมา +9

    ଆମ ପରିବାରରେ ସମସ୍ତେ ହିନ୍ଦୁ ଥିଲୁ ଯୀଶୁଙ୍କୁ ଜାଣି ନ ଥିଲୁ, ମୁ ପୂର୍ବରେ ପ୍ରଭୁ ଯୀଶୁଙ୍କୁ ଜାଣି ନ ଥିଲି କି ବିଶ୍ଵାସ ମଧ୍ୟ କରୁ ନ ଥିଲି, ପରେ ମୁ ବଡ ହେଲି ପାଖା ପାଖୀ ୧୪ ବର୍ଷ ବୟସରେ ,ଆମ ପରିବାରରେ ଆମ ବଡ ଭାଇ ପ୍ରଥମେ ପାଳକ ମାନଙ୍କଠାରୁ ଯୀଶୁଙ୍କ ବିଷୟରେ ଶୁଣିବାକୁ ପାଇଲେ, ଆଉ ପ୍ରଭୁ ଯୀଶୁଙ୍କର ଗୁଣ, ଚରିତ୍ର ଜାଣିବାକୁ ପାଇଲେ, ଆଉ ବାସ୍ତବରେ ଯୀଶୁଙ୍କର ଗୁଣ ଉତ୍ତମ,ଆଉ ଚରିତ୍ର ମଧ୍ୟ ଉତ୍ତମ ବୋଲି ଜାଣିବାକୁ ପାଇଲେ, ଆଉ ଯୀଶୁ ହିଁ ବାସ୍ତବରେ ସମସ୍ତ ମାନବ ଜାତିଙ୍କ ପାଇଁ ଏକ ମାତ୍ର ସତ୍ୟ ପରମେଶ୍ଵର, ପ୍ରେମିକ ପରମେଶ୍ଵର, ଆଉ ସେ ହିଁ ଉଦ୍ଧାର କର୍ତ୍ତା , ତ୍ରାଣକର୍ତ୍ତା ବୋଲି ମଧ୍ୟ ଜାଣିବାକୁ ପାଇଲେ, ଆଉ ଏହା ବାସ୍ତବରେ ସତ୍ୟ ଆଉ ବାଇବଲ ରେ ମଧ୍ୟ ଲେଖା ହୋଇଛି, ଏହା ଆମକୁ କହିଲେ , ମୁ ଯେତେବେଳେ ପାଠ ପଢିଲି ଆଉ ମୁ ମଧ୍ୟ ବାଇବଲ ପଢିବା ପାଇଁ ଧିରେ ଧିରେ ଆରମ୍ଭ କଲି, ଆଉ ବାସ୍ତବରେ ଯୀଶୁଙ୍କର ଗୁଣ ଉତ୍ତମ, ଚରିତ୍ର ଉତ୍ତମ ଆଉ ଯୀଶୁ ହିଁ ବାସ୍ତବରେ ସମସ୍ତ ମାନବ ଜାତି ପାଇଁ ଏକ ମାତ୍ର ସତ୍ୟ ପରମେଶ୍ଵର, ପ୍ରେମିକ ପରମେଶ୍ଵର, ଆଉ ଉଦ୍ଧାରକର୍ତ୍ତା, ତ୍ରାଣକର୍ତ୍ତା ବୋଲି ମୁ ନିଜେ ମଧ୍ୟ ବାଇବଲ୍ ପଢିଲା ପରେ ଜାଣିବାକୁ ପାଇଲି, ତା' ପରେ ମୁ ଯୀଶୁଙ୍କୁ ନିଜର ତ୍ରାଣକର୍ତ୍ତା , ଉଦ୍ଧାର କର୍ତ୍ତା ରୂପେ ଯୀଶୁଙ୍କୁ ବିଶ୍ଵାସ କଲି , ଆଉ ସେହି ଦିନଠୁ ମୁ ଏ ଯାଏଁ ଯୀଶୁଙ୍କ ପଥରେ ଚାଲୁଛି ।
    ମୋତେ ନା , ଆମ ଭାଇକୁ ନା ଆମ ପରିବାରକୁ କେହି ଟଙ୍କା ଦେଇ କି କିମ୍ବା ଚାଉଳ ଦେଇକି ଜବରଦସ୍ତ କରି ଖ୍ରୀଷ୍ଟିୟାନ କରେଇ ନାହାନ୍ତି, ଆମେ ସତ୍ୟକୁ ଜାଣିଲୁ, ଆଉ ଆମେ ଗ୍ରହଣ କଲୁ ଆଉ ସେହି ସତ୍ୟ ମୋତେ ଆଉ ଆମ ପରିବାରକୁ ମୁକ୍ତ କରିଛି । ହିନ୍ଦୁ ଭାଇ ଭଉଣୀ ମାନେ ଯୁ ଟଙ୍କା , ଚାଉଳ ଦେଇକି ଖ୍ରୀଷ୍ଟିୟାନ କରାଉଛନ୍ତି ବୋଲି କହୁଛନ୍ତି, ସେଇଟା ସବୁ ୧୦୦% ମିଛ ଖ୍ରୀଷ୍ଟିୟାନ କେବେ ବି ସେମିତି କରାଉ ନାହାନ୍ତି , କିମ୍ବା କରେଇବେ ନାହିଁ ମଧ୍ୟ । ହିନ୍ଦୁ ଭାଇମାନେ କିଛି ନ ଜାଣି ନ ଶୁଣି ସେମିତି ମିଛ କହି ସମାଜରେ ଗଣ୍ଡଗଡ ସୃଷ୍ଟି କରାଉଛନ୍ତି ଏଇଟା ହିଁ ଦୁଃଖର ବିଷୟ । ଆଗକୁ ଏମିତି ନ ହେଉ ଏହା ମୋର ପ୍ରାର୍ଥନା, ଆମେ ସତ୍ୟକୁ ଜାଣିବା ଉଚିତ୍, ଆଉ ସତ୍ୟ ପରମେଶ୍ଵରଙ୍କୁ ବିଶ୍ଵାସ କରିବା ଉଚିତ୍, ଆଉ ଆମେ ସମସ୍ତେ ଉଦ୍ଧାର ଆଉ ପରିତ୍ରାଣ ପାଇବା ଉଚିତ୍, ଆମେ ସମସ୍ତେ ଭାଇ ଭାଇ ଗୋଟେ ଦେଶରେ ବାସ କରୁଛୁ ମାନେ ଗୋଟେ ପରିବାରରେ ରହୁଛୁ, ଆମେ ସମସ୍ତେ ପ୍ରେମରେ ମିଳି ମିଶି ବାସ କରିବା ଉଚିତ୍ ।

    • @RanjitaTakr
      @RanjitaTakr 12 วันที่ผ่านมา

      Praise the Lord

    • @premdanlakra6417
      @premdanlakra6417 10 วันที่ผ่านมา

      ବିଜେପି ସରକାର ଓଡିଶା ରେ ଆସି ଅରାଜକତା କରୁଛି ା

  • @RANJANKUMAR-jb1xw
    @RANJANKUMAR-jb1xw 13 วันที่ผ่านมา +3

    ଆଶା କରୁଛୁ ଆପଣ ପ୍ରତାପ ନନା ଏହାର ଯଥା ଶୀଘ୍ର ସମାଧାନ କରନ୍ତୁ

  • @CoolSuresh-w6r
    @CoolSuresh-w6r 14 วันที่ผ่านมา +8

    Thanks all brothers and sisters for protest anti religious and anti social activist we all odisha people are with you 👍

  • @siblalping5954
    @siblalping5954 2 วันที่ผ่านมา +1

    Pears the loerd thanks sister❤❤❤

  • @pratibhaacharya4558
    @pratibhaacharya4558 13 วันที่ผ่านมา +6

    ବ୍ୟକ୍ତି ନିଜର ବିଭିନ୍ନ ,ଦୁଃଖ, କଷ୍ଟ ବିପଦ, ରୋଗ, ମରଣ,ଆଶାନ୍ତି ପରିସ୍ଥିତିରେ ରକ୍ଷା ପାଇଥାନ୍ତି ଫଳରେ ମଣିଷ ଯୀଶୁ, ପରମେଶ୍ବର ଙ୍କୁ ବିଶ୍ୱାସ ଓ।ଭକ୍ତି। କରନ୍ତି , ଏହି ଧର୍ମ ନିରପେକ୍ଷ ରାଷ୍ଟ୍ର ରେ ଆମ୍ ସଂବିଧାନ ସମସ୍ତ ଭାରତୀୟ ଙ୍କୁ ଅଧିକlର ଦେଇଛି ଯିଏ ବି ନିଜ ଇଚ୍ଛାରେ କୌଣସି ଧର୍ମ ଗ୍ରହଣ କରିପାରିବ ?ୟେ ଆତଙ୍କ ବାଦି BJP,RSS ର ଅଇଁଠା ଚଟ୍ଟା କୁକୁରଙ୍କୁ କିଏ ଅଧିକାର ଦେଲା ମାରପିଟ୍ ହତ୍ୟା କରିବା କୁ ଜବରଦସ୍ତ। ଜୟଶ୍ରୀ ରାମ ଡାକିବାକୁ
    ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ନିବେଦନ💐🙏 ଯଥା ଶୀଘ୍ର ଏଭଳି ଅତ୍ୟାଚାରୀ ଆତଙ୍କ ବାଦି ଙ୍କୁ କଠୋର ରୁ କଠୋର ଶାସ୍ତି ଦିଆଯିବା ଉଚିତ୍ ନତୁବା , ଆଗାମୀ ଦିନରେ *ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ର ସମ୍ଭାବନା ରହିଛି, ଧନ୍ୟବାଦ୍
    India is a secular। country, our constitution gives।to right to assume any religion' ,it's our choice no one।can impediment us

  • @abrahamlimaofficial6850
    @abrahamlimaofficial6850 14 วันที่ผ่านมา +13

    Shame on BJP Govt 😢😢😢😢

  • @ShukruDalabehera
    @ShukruDalabehera 14 วันที่ผ่านมา +6

    Praise the Lord Amen

  • @umashocks
    @umashocks 14 วันที่ผ่านมา +6

    Good coverage

  • @nabinachristianvlogs
    @nabinachristianvlogs 14 วันที่ผ่านมา +6

    Praise the Lord Jesus Christ name Amen

  • @suredra1350
    @suredra1350 14 วันที่ผ่านมา +11

    ପ୍ରତିଦିନ ଟିଭି ଚ୍ୟାନେଲ ଆଜ୍ଞା ଏ ନ୍ୟୟୁଜ ଆଣିଥିବାରୁ ଧନ୍ୟବାଦ, ଭାଇଚାରା ରଖିବା କୁ ଶିଖନ୍ତୁ

  • @rameshkumardas4954
    @rameshkumardas4954 13 วันที่ผ่านมา +2

    ହିନ୍ଦୁ ଧର୍ମ ରେ ଯୀଶୁ ଆସିଲେ କୁଆଡେ।

  • @ଖାଣ୍ଟି_ଓଡିଆ_vlog
    @ଖାଣ୍ଟି_ଓଡିଆ_vlog 14 วันที่ผ่านมา +3

    Thanks pratidin tv...❤

    • @AbedaSabar-o2o
      @AbedaSabar-o2o 14 วันที่ผ่านมา

      Murka pratidin new bala murka sale biaachudi dhanyabad deucha

  • @biswajitnanda204
    @biswajitnanda204 4 ชั่วโมงที่ผ่านมา

    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ🙏🙏🙏🙏🛐🛐🛐

  • @sridharsingh690
    @sridharsingh690 15 วันที่ผ่านมา +32

    ବିଜେପି ନଷ୍ଟ ହେଇଯିବ

    • @ajitray1958
      @ajitray1958 14 วันที่ผ่านมา +3

      Kichi hebaro nahi.

    • @shivdurgaenterprise
      @shivdurgaenterprise 14 วันที่ผ่านมา +4

      Bjp mukta Bharat

    • @ajitray1958
      @ajitray1958 14 วันที่ผ่านมา

      @@shivdurgaenterprise Tu Muslim kya tere Abbu bhi mukta kar nehi payega. Ham Hindu & Hidustani hai tere jaisa muslim pakistani nehi hai.

    • @BikramonFaith
      @BikramonFaith 14 วันที่ผ่านมา +3

      Prabhu Jisu nka prasansha hau! 🙌 Amen 🙏 Hallelujah

    • @BikramonFaith
      @BikramonFaith 14 วันที่ผ่านมา +2

      ​@@ajitray1958 Tame narka ku jiba. Prabhu Jisu nku grahana kara bhai 🙏 se Satya parameshwara atanti 🙏

  • @subalnaiksanu4429
    @subalnaiksanu4429 13 วันที่ผ่านมา +1

    ସତ୍ୟ ମେବ ଜୟତେ 💝🙏🙏

  • @SukmanHarijan-er6wl
    @SukmanHarijan-er6wl 9 วันที่ผ่านมา

    ଯୀଶୁ ସତ୍ୟ ଯୀବିଥ୍ ପ୍ରଭୁ 😊😅😢🎉😂

  • @ManojKumar-ti6qp
    @ManojKumar-ti6qp 10 วันที่ผ่านมา +1

    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ❤❤❤

  • @JagaSing-rz6mp
    @JagaSing-rz6mp 5 วันที่ผ่านมา

    🙏🙏🙏 Amen

  • @sonasabar4456
    @sonasabar4456 13 วันที่ผ่านมา

    Truth always be Truth.

  • @BandhuBandhu-f7e
    @BandhuBandhu-f7e 14 วันที่ผ่านมา +1

    Amen

  • @rakeshkumarpanda8961
    @rakeshkumarpanda8961 14 วันที่ผ่านมา +31

    ଏମାନଙ୍କୁ ଦେଖିଲେ ଏମାନେ ଖ୍ରୀଷ୍ଟିଆନ ପ୍ରଚାରକ ଏବଂ ଧର୍ମ ପରିବର୍ତନ ପାଇଁ କାମ କରୁଛନ୍ତି

    • @durbashasahani4154
      @durbashasahani4154 14 วันที่ผ่านมา +6

      ଆରେ ପାଗଳ ବାମୁଣ,,, ବେଶୀ ଖ୍ରୀଷ୍ଟିଆନ ବାମୁଣ ଲୋକ ମିଳିବେ 👍ମୂର୍ଖ.....

    • @himanshumoharana3129
      @himanshumoharana3129 14 วันที่ผ่านมา

      ଏମାନେ ପଇସା ନେବା ନା ଆସିକି ବସିଛନ୍ତି କୌଣସି ସମ୍ବିଧାନ ରେ ଲେଖା ନାହିଁ ଧର୍ମ ପରିବର୍ତନ କରିବା ପାଇଁ l

    • @BabulaDas-z5e
      @BabulaDas-z5e 14 วันที่ผ่านมา

      BJP Manipur Bhali Odisha re bi danga karibaku chahunchi bangla desha pai hala karuthiba Loko mane ahi ghatana re chup kanhi ki

    • @mousumijimen2741
      @mousumijimen2741 14 วันที่ผ่านมา

      Dhormo kn bhai tike kuho

    • @SandeepMandal443
      @SandeepMandal443 14 วันที่ผ่านมา

      Tome bi karuno kie mona kale ki

  • @balabhadrabag8053
    @balabhadrabag8053 14 วันที่ผ่านมา +9

    ବିଜେପି ର ବିନାଶ ନିଶ୍ଚିତ

  • @damburudharbadanaik2282
    @damburudharbadanaik2282 13 วันที่ผ่านมา +2

    Sat saheb ❤❤❤sat sanatan Ram palji ki jai

  • @jayaprakashnayak2977
    @jayaprakashnayak2977 12 วันที่ผ่านมา

    Pratidin news is good news

  • @kuldipxaxa6910
    @kuldipxaxa6910 14 วันที่ผ่านมา +2

    Really disappointed by the incident..wasn't expected this in odisha

  • @birshakujur3729
    @birshakujur3729 11 วันที่ผ่านมา

    Good advice

  • @ramachandrapanda5349
    @ramachandrapanda5349 15 วันที่ผ่านมา +30

    ଧର୍ମ ଟା କୁ ବହୁତ ବଦନାମ କରୁଛ,ସନାତନ ଧର୍ମ ରେ କାହାରିକୁ ଧର୍ମ ବାଧ୍ୟ କରି ଲଦି ଦିଆ ଯାଏ ନାହିଁ,ଯିଏ ନିଜ ଧର୍ମ କୁ ଠିକ ବୁଝୁ ନାହିଁ ସେ ଲୋକ ଅନ୍ୟ ଧର୍ମ ଗଲେବି କିଛି ଲାଭ ନାହିଁ,ପ୍ରଥମେ ଧର୍ମ କୁ ବୁଝିବା ଦରକାର

    • @durbashasahani4154
      @durbashasahani4154 14 วันที่ผ่านมา

      କନ୍ଧ, ପାଣ, ହାଡ଼ି, ଧୋବା, ଏମାନଙ୍କୁ ଯେଉଁଦିନ ମନ୍ଦିର ରେ ପୂଜାରୀ ହୋଇ ପୂଜା କରିବାର ଅଧିକାର ମିଳିବ ସେଇଦିନ ଜାଣିବ ଧର୍ମ ସୁରକ୍ଷିତ ଅଛି,, ହେଲେ ବାମୁଣ ତ ଠିକା ନେଇଛି ମନ୍ଦିର କୁ, ରୋଜଗାର ର ଦୋକାନ ଖୋଲିଛି,,,, ଯେମିତି କଣ୍ଟିଲୋ ରୁ ଯାଇକି ପୁରୀ ବାମୁଣ ଚୋରେଈକି ଆଣିଛନ୍ତି ସେ କନ୍ଧ ଲୋକ ପୂଜା କରୁଥିବା ପୋଡ଼ା ଖୁଣ୍ଟା କୁ ଆଉ ରଙ୍ଗ ମାରିକି ଜଗନ୍ନାଥ କହିକି ଟଙ୍କା ଆଦାୟ କରୁଛି 😄😄ପୁରୀ ରେ କେତେ ଜଣ କନ୍ଧ ଲୋକ ପାଣ ଲୋକ ମନ୍ଦିର ରେ ଚାକିରୀ କରୁଛନ୍ତି 😄😄😄

    • @priyacharandas653
      @priyacharandas653 14 วันที่ผ่านมา +1

      ସନାତନ ଧର୍ମ କୁ ବଦନାମ କରିବା ପାଇଁ ନାସ୍ତିକଵାଦି ସମ୍ପ୍ରଦାୟ ର ଲୋକ ମାନେ ଆସିଛନ୍ତି । ସନାତନ ଧର୍ମ ରେ ହିଂସା ନାହିଁ କି ଯୋର ଜବରଦସ୍ତ ନାହିଁ । ଏମାନେ ସମସ୍ତେ କଂଗ୍ରେସ ଦଳର

    • @BikramonFaith
      @BikramonFaith 14 วันที่ผ่านมา +1

      Kau hindu ku rice bag dia haichi ki Paisa deiki convert heichi kahila? Khali micha tare hate.

    • @mahendraprasaddas3843
      @mahendraprasaddas3843 13 วันที่ผ่านมา

      Bhai thikkatha

    • @ramachandrapanda5349
      @ramachandrapanda5349 13 วันที่ผ่านมา

      @@BikramonFaith ଭାଈ କେହି ଯଦି କିଛି ଲୋଭ ରେ ଧର୍ମ ପାରିବର୍ତନ କରେ ସେହି ଲୋକ ଧର୍ମ କଣ ବୁଝି ନାହିଁ,ମୋ କମେତ ର ଅର୍ଥ ବୁଝିବାକୁ ଚେଷ୍ଟା କର

  • @biswacreativityxyz75
    @biswacreativityxyz75 14 วันที่ผ่านมา +6

    Amo mayourbhanj re jodi amiti ulogno karithante jodi amiti pita khaithanta saithi na protap sodongi rohibo na khi mla😂😂😂😂😂 sobu Mari phothaiba all are equal,all have rights to do their own

  • @SameerVlogs-ri5kq
    @SameerVlogs-ri5kq 12 วันที่ผ่านมา

    Good ❤

  • @amazonlive..8202
    @amazonlive..8202 13 วันที่ผ่านมา

    thanks pratidin tv

  • @ODISHA_MALE
    @ODISHA_MALE 6 วันที่ผ่านมา +1

    Iam Christian i respect All religion 😢😢😢

  • @Bibhutibhusanrout-bc4zy
    @Bibhutibhusanrout-bc4zy 13 วันที่ผ่านมา +2

    ଯେଉଁ ହିନ୍ଦୁମାନେ ଖ୍ରୀଷ୍ଟିଆନ ଧର୍ମନେଉଛନ୍ତିସେଲୋକନିଜବାପାକୁବାପାଡାକିବାକୁଭଲଲାଗୁନାହିଖ୍ରୀଷ୍ଟୀଆନଲୋକକୁବାବାକହିବୁଲାକୁକୁରପରିବୁଲୁଛନ୍ତି🎉 ଜୟହୋଜୟଜୟ 🎉🎉

  • @Prashantlimaoffial
    @Prashantlimaoffial 13 วันที่ผ่านมา

    Good reply

  • @muralidharmajhi5548
    @muralidharmajhi5548 14 วันที่ผ่านมา +8

    ହିନ୍ଦୁ ଧର୍ମ ର ଲୋକ ମାନେ ସନାତନ ନାମ କହି ଶଇତାନ କାମ କରିଛନ୍ତି

    • @Bibhutibhusanrout-bc4zy
      @Bibhutibhusanrout-bc4zy 13 วันที่ผ่านมา

      ମୁରଲୀଧର ସନାତନଧର୍ମହେଉଛିସତ୍ୟଓସାନ୍ତିରପ୍ରତିକ🎉 ତମେ ମାନେହିସଇତାନ😂କର୍ମୁଅଧିକଯେଲୋଡଇଚୋରସମାନଦଣ୍ଡପାଇ🎉

    • @diptisahoo4421
      @diptisahoo4421 13 วันที่ผ่านมา

      Chal hat be rice bag converter

    • @BaskeyAnanta
      @BaskeyAnanta 3 วันที่ผ่านมา

      ​@@Bibhutibhusanrout-bc4zyସନାତନ ଆଜି ର ଦିନ ରେ ସୈତାନ୍ ଭଳିଆ କାମ କରୁଛି

  • @binoddungdung8582
    @binoddungdung8582 14 วันที่ผ่านมา +1

    God bless everyone!

  • @steminarani5803
    @steminarani5803 9 วันที่ผ่านมา

    God bless you all 🙏❤❤🎉🎉🎉

  • @jaydevpanda9758
    @jaydevpanda9758 14 วันที่ผ่านมา +5

    We all are indians hindu muslim chirst n sikh.... Brother n sisters.... If u see all dhharma u wii found one thing that z peace of life.... Only Peace we should not blame each others about dhharma..... Jisu allah vishnu guru all are one.... I m hindu i respect all dhharma.... 🙏radhe krishna.. Jay Jagannath

  • @AmbedkarVideos
    @AmbedkarVideos 6 วันที่ผ่านมา +1

    This is an INDIAN Constitution TIME not Manusmruthi time .. stop this sanathanii Movie ...

  • @pkbxn1643
    @pkbxn1643 13 วันที่ผ่านมา

    ହାଏ ରେ ବିଜେପି

  • @danieldigal245
    @danieldigal245 13 วันที่ผ่านมา

    Jay samvidhan ❤

  • @Lokanathsmal
    @Lokanathsmal 2 วันที่ผ่านมา

    ହିନ୍ଦୁ ଧର୍ମ ନାରେ ଦଲାଲ ଗୁଣ୍ଡାରାଜ ଚଳାଇ ଥିବା ଆର ଏସ ଏସ ଏବଂ ବଜରଙ୍ଗ ଦଳ ଜାତି ଭିତିକ ଅତ୍ୟାଚାର କୁ ନିନ୍ଦା ସହ ସମ୍ବିଧାନର ଜୟଗାନ 🕺🏼

  • @sasrajitbarik2906
    @sasrajitbarik2906 13 วันที่ผ่านมา +1

    ସନାଟଣି ମାନେ ସମ୍ବିଧାନ ବିରୋଧୀ ଜେଲ୍ହେହେଓ

  • @sanjuktamohanty9668
    @sanjuktamohanty9668 8 วันที่ผ่านมา

    Thank you so much Manasa Babu for your right opinion ☺️ 🙏

  • @AMITKUMAR-bo5bj
    @AMITKUMAR-bo5bj 14 วันที่ผ่านมา

    Amen 🙏

  • @samuelmurmu1310
    @samuelmurmu1310 14 วันที่ผ่านมา +2

    Praise the lord ❤

  • @esaksabar1097
    @esaksabar1097 14 วันที่ผ่านมา +1

    Verry good news

  • @LambudharDas
    @LambudharDas 12 วันที่ผ่านมา

    Jay Yeshu..No other option...

  • @PrakashchandraMurmu-tq3te
    @PrakashchandraMurmu-tq3te 7 วันที่ผ่านมา

    ମଣିଷ ସ୍ବଧର୍ମକୁ ଜାଣିବା ନିତ୍ୟାନ୍ତ ଆବଶ୍ୟକ, ଏହାହିଁ ଏହି ସବୁ କାରଣର ଏକମାତ୍ର ସମାଧାନର ଉପାୟ।

  • @JagadGardia
    @JagadGardia 5 วันที่ผ่านมา

    ସମସ୍ତେ ଅନ୍ଧଭକ୍ତ...... 😄

  • @SaimanDigal-p9n
    @SaimanDigal-p9n 14 วันที่ผ่านมา +12

    ଜୟ ଶ୍ରୀ ରାମ ଙ୍କ ନାମ ନେଇ ରାବଣଙ୍କର କାମ କରୁଛନ୍ତି ,ଏହା କଣ ଆମ ଧର୍ମ ନାମରେ ଗର୍ବ ନା ଅହଂକାର ,ନା ରାବଣ ରାଜ,

  • @LipunaNayak-dv7ll
    @LipunaNayak-dv7ll 5 วันที่ผ่านมา

    ଧର୍ମ ପରିବର୍ତ୍ତନ କରାଉଥିବା ମିଶନାରୀ ମାନେ ଏବେଠୁ ବୁଝିଯାଅ ନହେଲେ ପରେ ଇଆଠୁ ବି ଭୟଙ୍କର ହବ ଧର୍ମ ପରିବର୍ତ୍ତନ କରି ନିଜ ଅସ୍ଥିତ୍ୱ ହରେଇ ସାରିଛ ଚାଉଳ ବସ୍ତା ଆଉ ପଇସା ପାଇଁ ହିନ୍ଦୁ ବହୁତ ସହିଲେ ଏବେ ଇଟାର ଜବାବ ପଥର ରେ ମିଳିବ ଭାବିନିଅ ଚରାମାନେ ବୁଝିଗଲେଣି ତମେ ଆମକୁ ବହୁତ ଚାରା କଲ ଭାଇ ନା ରେ ଏବେ ପ୍ରସ୍ତୁତ ହେଇଯାଓ ଆମ ଜବାବ କୁ

  • @bijaybag-zc7tv
    @bijaybag-zc7tv 12 วันที่ผ่านมา +1

    ନରେନ୍ଦ୍ର ମୋଦି ସରକାର PM ହେବାଠାରୁ ବା BJP ସରକାର ହେବାଠୁ ଦେଶ ସୁରକ୍ଷିତ ନୁହଁ ଓ ଖ୍ରୀଷ୍ଟିଆନ ମାନଙ୍କୁ ଦେଶରେ ତାଡନା ଦିଆଯାଉଛି ଓ ସମ୍ବିଧାନ ବିରୋଧ କାର୍ଯ୍ୟ ହଉଛି.. ଆଉ ଅଳ୍ପ ବିଦ୍ୟା ହିନ୍ଦୁ ମାନଙ୍କୁ ଉଚିତ୍ ଶିକ୍ଷ୍ୟା ଦେବା ଦରକାର

  • @baishnabcharansahoo9119
    @baishnabcharansahoo9119 13 วันที่ผ่านมา

    ସନାତନ ଆଉ ହିନ୍ଦୁ ଏହା ମଧ୍ୟରେ ତଫାତ କଣ?

  • @ganeshparida9395
    @ganeshparida9395 13 วันที่ผ่านมา +1

    Iskcon ta tribal area kholuni one se temple karuchi gote particular area re but christian missionaries tribal belt re block GP wise tankara sakha achhi

  • @ganeshparida9395
    @ganeshparida9395 13 วันที่ผ่านมา +1

    Movie exposed kariba ta Sethi pai amane strict karuchhanti

  • @bikramho9670
    @bikramho9670 9 วันที่ผ่านมา

    Thank you didi

  • @BDstudentstudy
    @BDstudentstudy 14 วันที่ผ่านมา +1

    God bless you all

  • @ganeshparida9395
    @ganeshparida9395 13 วันที่ผ่านมา +1

    Step by step foreign countries try karuchhanti christian religion population badhu then tanka Rupa dekheibe

  • @DLAsish104
    @DLAsish104 3 วันที่ผ่านมา

    ଫିଲ୍ମ ହିଟ୍ ହେଉ ଏଥିପାଇଁ ଫିଲ୍ମ ବନା ହେଇଛି ସନାତନ,,, କଣ ହେବ ଲୋକ ବିଭ୍ରାନ୍ତ ହେବେ,, ଲୋକ ଘ୍ରୁଣା କରିବେ ମହିଳା ନିର୍ଯାତନା ପାଉଛନ୍ତି ହିନ୍ଦୁ ର କଳଙ୍କ ଲାଗିବ,,, ଜୟ ଜଗନ୍ନାଥ

  • @Jihosiah1996
    @Jihosiah1996 15 วันที่ผ่านมา +10

    ଯୌମାନେ ଏମିତି ଅତ୍ୟାଚାର କରୁଛନ୍ତି,ଜମା ଠିକ୍ ନୁହେଁ।ସମୟ ଆସିଲେ ଆପେ ବୁଝିବେ,ଅପେକ୍ଷା କର।

    • @BikramonFaith
      @BikramonFaith 14 วันที่ผ่านมา +1

      ​@@priyacharandas653 prove karipariba hindu Satya boli? Mu prove karidebi Prabhu Jisu Christa Satya parameshwar 🙏

  • @sanamnetwork
    @sanamnetwork 13 วันที่ผ่านมา

    Ek Dam Right Katha

  • @mangulicharanmallick1187
    @mangulicharanmallick1187 9 วันที่ผ่านมา

    ପ୍ରତାପଙ୍କୁ ଗିରଫ କରାଯାଉ

  • @ummekulsum2609
    @ummekulsum2609 14 วันที่ผ่านมา

    Good 👍 job yasir ଭାଇ

  • @jagmohantripathy9458
    @jagmohantripathy9458 6 วันที่ผ่านมา

    ବାଲେଶ୍ୱର ରେ ହିନ୍ଦୁ ଏବେ ଅଳ୍ପସଂଖ୍ୟକ 😂😂😂😂

  • @kishorkumar3809
    @kishorkumar3809 14 วันที่ผ่านมา +3

    ଆରେ ସେ ବା ଆତ୍ମଘୋଷିତ ସନ୍ଥ

  • @AbhayaBeera
    @AbhayaBeera 10 วันที่ผ่านมา

    Jai jesus

  • @Guddan-u3r
    @Guddan-u3r 5 วันที่ผ่านมา

    ପ୍ରତପ୍ନାନକୁ

  • @KGJUNGLE
    @KGJUNGLE 12 วันที่ผ่านมา

    🙏🙏⛪👍

  • @ashishpaspureddy8509
    @ashishpaspureddy8509 14 วันที่ผ่านมา +1

    We want justice

  • @ChhotoSoren-dj6sw
    @ChhotoSoren-dj6sw 11 วันที่ผ่านมา

    ଖ୍ରୀଷ୍ଟିଆନ ହୁଅ କି ମୁସଲମାନ ହୁଅ ମରଣ ସୁନିଶ୍ଚିତ ଅସୁବିଧା ସବୁ ଜାଗାରେ... ଧର୍ଯ୍ୟ ର ସହିତ ଆଗେଇ ପାରିଲେ ସବୁ ଭଲ ହେବ.. ବିଚଳିତ ହଇ ଏଠି ସେଠି କୁଦା ମାରିଲେ କିଛି ଲାଭ ନାହିଁ

  • @MalanaJakaka
    @MalanaJakaka 14 วันที่ผ่านมา +1

    Praise the lord

  • @rameshkumardas4954
    @rameshkumardas4954 13 วันที่ผ่านมา +1

    ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏହା ସତ୍ୟ, କିନ୍ତୁ କୌଣସି ହିନ୍ଦୁ ଲୋକ ଖ୍ରୀଷ୍ଟିଆନ ଙ୍କୁ କହିନାହାନ୍ତି ଧର୍ମ ପରିବର୍ତନ କରିବା ପାଇଁ । ଖ୍ରୀଷ୍ଟିଆନ ମାନେ କାହିଁକି ବୁଲୁଛନ୍ତି ହିନ୍ଦୁ ମାନଙ୍କୁ ପଇସା ଲୋଭ ଦେଖାଇ ଖ୍ରୀଷ୍ଟିଆନ କରିବା ପାଇଁ ଏହାର ଜବାବ ଦେଇପାରିବେ।କାହିଁକି ସୁଖିଲାରେ ରାଜନୀତି କରୁଛ।

    • @itsstorytime-odia3223
      @itsstorytime-odia3223 13 วันที่ผ่านมา

      Kouthi kie dela tma pakhare proof achhi ki jadi achhi pura proof saha media re show karao....ajatha michha alligation Kain lagaucha....au tathapi doubt hauchi tma loka jetiki christian heichanti puni tme tanka deiki hindu karuna ....tma mandir gudaka re para Crore crore Rupees Dana Kara jae tumara b abhab nahi

    • @tapudas2825
      @tapudas2825 11 วันที่ผ่านมา

      Jou mane protest karibaku asichanti semananka vitaru kichi perol, cycle choro b achanti, au kete Romeo category ra toka achanti jou mane Hindu school jhia mananku line b maranti

  • @Mr.Bulian
    @Mr.Bulian 10 วันที่ผ่านมา

    ଗୋବର ଖିଆ ଲୋକ ମାନଙ୍କର ବୁଦ୍ଧି ସେତିକି କେବଳ,

  • @debendrakumaracharya4581
    @debendrakumaracharya4581 14 วันที่ผ่านมา +1

    ଗୀତା, ଭାଗବତ, ବେଦ ଓ ଉପନିଷଦ ଆମର କେତେଜଣ ହିନ୍ଦୁ ପଢ଼ିଛନ୍ତି?

  • @guptasemarlia8601
    @guptasemarlia8601 14 วันที่ผ่านมา +7

    ବିଜେପି ହଟାଅ ଦେଶ ବଞ୍ଚାଅ

  • @Prpattnaik8939
    @Prpattnaik8939 13 วันที่ผ่านมา +2

    Reality of new sanatani 👎

  • @SudarshanNayak-wo3nx
    @SudarshanNayak-wo3nx 14 วันที่ผ่านมา +3

    Hindu muslim Christians we all are brothers