Pratibha Ray On Baba Artatrana's COVID Treatment

แชร์
ฝัง
  • เผยแพร่เมื่อ 25 พ.ย. 2024

ความคิดเห็น • 2.7K

  • @ajitmatha3324
    @ajitmatha3324 3 ปีที่แล้ว +43

    ଲୋକଙ୍କୁ କରୋନା ହେଲେ ଏ ମେଡାମ୍ କୁ କିଛି କମିଶନ ମିଳୁଥୁବ ସେଥି ପାଇଁ ଏମିତି ଦାବି କରୁଚେ ଏ ମେଡାମ୍ ଦୟା କରି ବାବା କୁ ସୁଯୋଗ ଦିଆଯାଉ 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳jay Hind Bharat Mata 👍👍👍

  • @santoshsahoo557
    @santoshsahoo557 3 ปีที่แล้ว +39

    ବେଳେବେଳେ ବି ଡକ୍ଟର ମେଡ଼ିସିନ୍ କାମ କରେନି ବାବା ଙ୍କୁ ଥରେ ସୁଯୋଗ ଦିଆଯାଉ

  • @Nabchetananabdigantନବଚେତନାନବଦି

    ଏହି ବିପଦ ସମୟ ରେ ବାବାଙ୍କୁ ସୁଯୋଗ ଦେବା ଉଚିତ l ସେ ତ ନିଜ ଇଛା ରେ କରୋନା ରୋଗୀ ସାଙ୍ଗରେ ରହିବାକୁ ଚାହୁଁଛନ୍ତି l ସୁଯୋଗ ଦିଅ l ଯଦି କିଛି କରି ପାରୁନାହାନ୍ତି ତେବେ ଦଣ୍ଡ ଦେବା କଥା l

  • @bapungiri6432
    @bapungiri6432 2 ปีที่แล้ว +20

    ସମସ୍ତଙ୍କ ମତରେ ମୁଁ ବି ଏକମୋତ ବାବା ଙ୍କୁ ଥରେ ସୁଯୋଗ ଦେବା ଦୋରକାର my request🙏🙏🙏

    • @shibaprasadbehera1184
      @shibaprasadbehera1184 2 ปีที่แล้ว

      Tama bhaliya loka please roga hele hospital jaoni baba pakhaku jao.

  • @SarojKumar-dy8go
    @SarojKumar-dy8go 3 ปีที่แล้ว +35

    ଜଣ କୁ ପ୍ରଥମେ ସୁଯୋଗ ତ ଦିଆ ଯାଉ। All can be done ,if God touch is there

  • @satyanayak4271
    @satyanayak4271 4 ปีที่แล้ว +66

    ପ୍ରତିଭା ରାୟ ଙ୍କୁ ବୟସ ହେଇଗଲାଣି ! ସେ କଣ ପାଇଁ ବିଲିବିଲାଉଛନ୍ତି ! ପ୍ରଥମେ ସୁଯୋଗ ଦିଆଯାଉ ତାପରେ ସମାଲୋଚନା

    • @niranjandas1953
      @niranjandas1953 4 ปีที่แล้ว +1

      Mental heigalani

    • @deepaksarma9272
      @deepaksarma9272 4 ปีที่แล้ว +1

      To gandire ginha haire sala mg vanda baba pakhe kete thara pela khailanu

    • @pramodsahoo9154
      @pramodsahoo9154 4 ปีที่แล้ว

      @@deepaksarma9272 Kahaku kahichha???? Bhasa ku sanjat Kara Bhai

  • @bikramkumarbal5854
    @bikramkumarbal5854 4 ปีที่แล้ว +46

    Chance ଦିଆଯାଉ ys

  • @akshayakumarbarick3671
    @akshayakumarbarick3671 4 ปีที่แล้ว +43

    PRATIVAମାମ, ଯାହା କହୁଛନ୍ତି,ତାହା ସପୂର୍ଣ୍ଣ ସତ୍ଯ ନୁେହଁ, ବା ବା କହୁଛି ମତେ ସୁଯୋଗ ଦିଆଯାଊ , ବାବା ରୋଗି କୁ ବଚାଇ ପାରିବେ ନାହିଁ, ମାମ୍ କହୁଛନ୍ତି । ବାବା,, ରୋଗୀ କୁ ମାରି ଦେଇ ପାରିବେ ନାହିଁ। ସୁଯୋଗ ଦେଲେ ଆମର ଅସୁବିଧା କେଉଠି । ଜୟ ଜଗନ୍ନାଥ ।

    • @legallined
      @legallined 4 ปีที่แล้ว

      Chance diaju

    • @Jagannathswami
      @Jagannathswami 4 ปีที่แล้ว +1

      Eta michua baba kichi kama dieni

  • @kalindicharansahoo1381
    @kalindicharansahoo1381 4 ปีที่แล้ว +27

    ସୁଯୋଗ ଦିଆଯାଉ...💐

  • @banshidharsahoo6099
    @banshidharsahoo6099 3 ปีที่แล้ว +23

    ବାବାଙ୍କୁ ଥରେ ସୁଯୋଗ ଦିଅନ୍ତୁ ସରକାର।

  • @santoshdebashish3510
    @santoshdebashish3510 4 ปีที่แล้ว +65

    ସୁଯୋଗ ଦିଆ ଯାଉ ସେ ପ୍ରତିଭା କଣ କହୁଛି ସେ ପ୍ରଥମେ ସୁଯୋଗ ଦିଆ ଯାଉ

  • @bikramkumarbal5854
    @bikramkumarbal5854 4 ปีที่แล้ว +131

    ଆଜି ଜଣେଇଦେଲେ ପ୍ରତିଭା ମାମ ସେ ସମ୍ମାନ କଣ ଜାଣିନାହାନ୍ତି, ଆରେ ଜଣେ କହୁଛି fst ସୁଯୋଗ ଦିଅ, ପରେ କୁହ ଭୁଲ ହେଲେ ଭୁଲ ଆଗ ସୁଯୋଗ

  • @SarojKumar-dy8go
    @SarojKumar-dy8go 3 ปีที่แล้ว +38

    ଜାଣି ଥାଅ, ଯଦି ଦୁନିଆରେ ଅଦିବ୍ୟ ଶକ୍ତି ଅଛି ତେବେ ଦିବ୍ୟ ଶକ୍ତି ମଧ୍ୟ ଅଛି।ବର୍ତ୍ତମାନ ର ପରିସ୍ଥିତିକୁ କେବଳ ଦିବ୍ୟ ସହାୟତା ହି ଠିକ୍ କରିପାରିବ।

  • @rameshmallick7723
    @rameshmallick7723 3 ปีที่แล้ว +34

    ସାରଥୀ ବାବାଙ୍କୁ ପୂଜା କର ଯାଉଛି ଜଣେ ରୋଗ ଭଲ କରିବାକୁ ଆଗକୁ ଆସୁଚି ଯଦି ତାକୁ କାହିଁ ସୁଯୋଗ ନଦେଇ ତାକୁ କାହିଁ ଭଣ୍ଡ କୁହା ଯାଉଚି ମୁଁ ଜାଣି ପାରୁନି

    • @bhagyalaxminayak1355
      @bhagyalaxminayak1355 3 ปีที่แล้ว +1

      Are bhai ei loka bhala nuha mo grand father ta pakhaku jai thile aau kebe bi chali parileni Se 2 year semiti bed re Padi rahile aau se ebe nahanti plz request taku believe karani seita gote bhanda

    • @gemphu1234
      @gemphu1234 3 ปีที่แล้ว

      Sujoga kana dia jiba nma. Bhala karili dekhaile ta samastanku dekhajiba.

    • @rasikamahanta8893
      @rasikamahanta8893 3 ปีที่แล้ว

      Ok bhai

  • @SarojKumar-dy8go
    @SarojKumar-dy8go 3 ปีที่แล้ว +26

    ବାବାଙ୍କୁ ନିଶ୍ଚିତ ଥରେ ସୁଯୋଗ ଦିଆଯିବା ଉଚିତ୍

  • @ranabansidhar80
    @ranabansidhar80 4 ปีที่แล้ว +72

    ଯେଉଁ ଲୋକମାନଙ୍କ ନିଜର ଆତ୍ମବିଶ୍ୱlସ ନ ଥାଏ
    ସେ ଅନ୍ୟ ଉପରେ ବିଶ୍ୱାସ ନ ରଖି, ସର୍ବଦା ତର୍କ କରି, ଅବିଶ୍ୱାସ ଦେଖାଏ l ଥରେ ସୁଯୋଗ ଦେଇ
    ପରେ ବିଚାର କରିବା କଥା l

  • @pksspecial1232
    @pksspecial1232 4 ปีที่แล้ว +79

    ବାବା ଯାହା କହୁଛନ୍ତି ଠିକ୍ କହୁଛନ୍ତି ତାଙ୍କୁ ଥରେ ସୁଯୋଗ ଦିଆ ଯାଉ ପ୍ରତିଭା ରାୟ କିଏ କି

  • @shyamsandh5692
    @shyamsandh5692 4 ปีที่แล้ว +67

    ପ୍ରତିଭା ରାୟ କିଏ ?ସିଏ କ'ଣ ଜାଣିଛନ୍ତି ? ଥରେ ସୁଯୋଗ ଦିଆଯାଉ---

    • @samabhabanews5492
      @samabhabanews5492 4 ปีที่แล้ว +4

      ଆପଣ କଣ ସବୁ ଜାଣିଛନ୍ତି ନା ଆର୍ତ୍ତତ୍ରାଣ ଜାଣିଛି ? ସବୁ ବାବା ଭlଣ୍ଡ

    • @bulusahu12
      @bulusahu12 4 ปีที่แล้ว +1

      prativa roy nku jani nahanti ..🤔🤔🤔🙁🙁🙁🙁🙁 omg

    • @samabhabanews5492
      @samabhabanews5492 4 ปีที่แล้ว +2

      @@bulusahu12 right brother

    • @Iswarbakti0999
      @Iswarbakti0999 4 ปีที่แล้ว

      right

    • @Iswarbakti0999
      @Iswarbakti0999 4 ปีที่แล้ว +1

      jodi micha boli kahuchi baba test pain niaajau.kona gotae lekhi dela je nijoku kana bhabuchi ki

  • @mastersidharth34
    @mastersidharth34 4 ปีที่แล้ว +29

    ବାବାଙ୍କୁ ଥରେ ସୁଯୋଗ ଦେବା ଉଚିତ୍ ଆଗରୁ କେତେ ବାବା ଥିଲେ ହେଲେ ଏମିତି କେହିବି ଚାଲେଞ୍ଜ ଦେଇନଥିଲେ ମୋର ପୁରା ବିଶ୍ଵାସ ବାବାଙ୍କର କିଛି ମିରାକିଲ୍ ଅଛି

  • @satyameher9551
    @satyameher9551 3 ปีที่แล้ว +25

    ବାବା ଙ୍କୁ ଶାହାଜ୍ୟ କରନ୍ତୁ

  • @classicjagadish4336
    @classicjagadish4336 4 ปีที่แล้ว +12

    ବାବା ଭଲ କରିଦେବ ବୋଲି କହୁଛି ।ତାହା ହେଲେ ତାକୁ ନିଶ୍ଚୟ ସୁଜଗ ଦିଆଯିବା ଦରକାର ।

  • @rajasishu5369
    @rajasishu5369 4 ปีที่แล้ว +66

    ପ୍ରଥମେ ତାଙ୍କୁ ସୁଯୋଗ ଦିୟ ନାହେଲ୍ ତାଙ୍କୁ ଆଜୀବନ କାରାଦଣ୍ଡ ଦୀୟା ଯାଉ

    • @mubyangakabi6686
      @mubyangakabi6686 4 ปีที่แล้ว +1

      Thik kahila

    • @sunilbhaskarbiswal9287
      @sunilbhaskarbiswal9287 4 ปีที่แล้ว +3

      @Santosh Sahu No, if medical science is fail then..... Where is the solution.
      If that person is very sure he will cure corona let him do it.

  • @skcreation7260
    @skcreation7260 4 ปีที่แล้ว +56

    ବୁଢ଼ୀ ର ବୟସ ସୀମା ହେଇ ଯାଇଛି ବହୁତ୍ ଭଡ଼ ବଡ଼ିଆ କଥା କହୁଛି

    • @nirakaranaik4851
      @nirakaranaik4851 4 ปีที่แล้ว +1

      Tu ja korona dhariki asibu

    • @badboypintu2131
      @badboypintu2131 4 ปีที่แล้ว

      Tu jare ago 😡😡😡😡😠😠

    • @badboypintu2131
      @badboypintu2131 4 ปีที่แล้ว

      Tu ago ja sanjay Dj pagol

    • @generalstudiopk6624
      @generalstudiopk6624 4 ปีที่แล้ว +2

      A budhira kana pathuchhi ki

    • @skcreation7260
      @skcreation7260 4 ปีที่แล้ว +1

      @@badboypintu2131 Tu aga jaare ପାଗଳ ମଣିଷ Bad boy Pintu

  • @pabitrathanapati8773
    @pabitrathanapati8773 3 ปีที่แล้ว +26

    ଆମ ଭାରତରେ ଏମିତି ହୁଏ ନିଜେ କରିବେନି କି କାହାକୁ କରେଇ ଦେବେ ନି ଇଏ ହେଉଛି ଆମ ଭାରତର ଇତିହାସ

  • @sai.swagat3183
    @sai.swagat3183 3 ปีที่แล้ว +5

    ବାବାଙ୍କୁ ସୂଜଗ ଦିଆ ଯାଉ 🙏🙏🙏🙏

  • @sagartudu8452
    @sagartudu8452 4 ปีที่แล้ว +102

    ଆପଣ କହୁଛନ୍ତି ମୁଁ ଈଶ୍ୱରଙ୍କୁ ବିସ୍ୱଆସ୍ କରେ ଏହା କଣ ଅନ୍ଧ ବିଶ୍ୱଆସ ନୁହେଁ କି ମାଡାମ।

  • @tikeshwaramajhi4668
    @tikeshwaramajhi4668 4 ปีที่แล้ว +46

    ବାବାଙ୍କୁ ଥରେ chanceଦିଆଯାଉ fail ମାରିଲେ ଦଣ୍ଡ ଦିଆଯାଉ

  • @susantswain8144
    @susantswain8144 4 ปีที่แล้ว +42

    ଆପଣ ଚାଁନେଲେରେ ପ୍ରଚାର କରିପାରୀବେ ହେଲେ ସୁଯଗ ଦେଇ ପାରିବେ କମେଣ୍ଟ
    କୁ ଦେଖନ୍ତୁ ଗୋଟେ ସୁଯୋଗ ଦିଅନ୍ତୁ

    • @padminibankara4278
      @padminibankara4278 3 ปีที่แล้ว

      Bipada samayare ghadhapada dhariba re jadi bisawas rahithila a bipad samayare baba nku madhata shjog deba uchit kintu sosial distansa mentanse kariki bhida kariki nuhne juge juge bisas bale hni a duniya rahichi te nu
      Sujog deba kanthaanya pate pratibha medamnka kathakuni sahnman de a katha karana kete gudie bhanda babanka pani ani bisas udijaichi

  • @parameswarjena8380
    @parameswarjena8380 4 ปีที่แล้ว +12

    ବାବା ଙ୍କୁ ସୁଯୋଗ ଦିଆଯାଉ

  • @pustamnayak8874
    @pustamnayak8874 3 ปีที่แล้ว +13

    ସୁଯୋଗ ଦେବକଥା ସେଥିରେ କଣ ଅଛି,,,ପ୍ରତିଭା ରାୟ ତୁମର କଣ ଯାଉଛି,,,ସୁଯୋଗ ଦିଆଯାଉ

  • @pinkubagarti9464
    @pinkubagarti9464 4 ปีที่แล้ว +88

    ତାଙ୍କୁ ଗୋଟେ ସୁଜଗ ଦିଆଜୁ
    ସେଏ କିଛିଭଲକାମ କରିବା ପାଇଁ ଛାହୁଛନ୍ତି

  • @JituNewVlog
    @JituNewVlog 4 ปีที่แล้ว +70

    ମତେ କୋରନା ହେଲେ ମୁଁ agreement କରିକି ବାବା କୁ ଗୋଟିଏ ସୁଜଗ ଦେବୀ, ଜଦୀ ମୁଁ ମରିଯିବି ବାବା କୁ ଫାଶୀ ହବ ଜଦୀ ମୁଁ ବଞ୍ଚିବି ବାବା world ଫେମସ୍ ହେଇଜିବେ ।।

  • @bapimallick3700
    @bapimallick3700 4 ปีที่แล้ว +100

    ଗୋଟେ ସୁଜୋଗ ଦିଅ ପରେ ଦଣ୍ଡ ଦେବେ

    • @santoshdalai7650
      @santoshdalai7650 3 ปีที่แล้ว

      Sata kathha taanko sojaga diaa jao

    • @debasisdas438
      @debasisdas438 3 ปีที่แล้ว

      Na bhai baba mananku sujoga deba thik nuha karana semane michua

  • @nilamanirout5557
    @nilamanirout5557 2 ปีที่แล้ว +5

    Baba is right Do not doubt his divine power.

  • @rrvisionhardatal5904
    @rrvisionhardatal5904 3 ปีที่แล้ว +8

    ଯଦି ଜଣେ ଭଲ କାମ କରମୀ ବଲୁଛେ ତାହେଲେ ତାହାକେ କାହିଁକି ମନା କରୁଛ ଦୟାକରି ସୁଯୋଗ ଦିୟ. ଜୟ ଜଗନ୍ନାଥ

  • @sanataniodia1463
    @sanataniodia1463 4 ปีที่แล้ว +87

    ପ୍ରତିଭା ରାୟ ନିଜ ସମ୍ମାନ କାହିଁକି ହରାଉଛନ୍ତି
    ବାବା ଙ୍କୁ ସୁଯୋଗ ଦିଆଯାଉ
    ଯଦି ପାସ ହେଲେ ପ୍ରତିଭା ରାୟ ଙ୍କୁ ନିନ୍ଦା ମିଳିବ
    ଯଦି fail hele Pratibha Ray nkara kichi asubidha heba ki

    • @sukantsahu2054
      @sukantsahu2054 4 ปีที่แล้ว +3

      Prativa madam nijara ahankara re sampurna vabare budijaichanti

    • @fakirmallick3116
      @fakirmallick3116 4 ปีที่แล้ว

      Sata

    • @pramodsahoo9154
      @pramodsahoo9154 4 ปีที่แล้ว

      @@sukantsahu2054 Kana tamaku ahankar disila??? Ei Baba nka bisayare Kehi kahi na thile Madam Kahile. Bhul kauthi

    • @Indigojaga
      @Indigojaga 4 ปีที่แล้ว

      Right

    • @mrsivathepower
      @mrsivathepower 4 ปีที่แล้ว

      Useless lady. Argumenting lady

  • @vkjjcic3897
    @vkjjcic3897 4 ปีที่แล้ว +44

    ଯଦି ପରୀକ୍ଷା କରାଯାଏ ତାହେଲେ ଏକୁଟିଆ ବାବା ଙ୍କୁ ଗୋଟିଏ ମେଡ଼ିକାଲ ରେ ପରୀକ୍ଷା କରା ଯାଉ

  • @titunnayak185
    @titunnayak185 4 ปีที่แล้ว +32

    ବାବାଙ୍କୁ ସୁଯୋଗ ଦିଆଯିବା ଦରକାର

    • @pinusahoo8001
      @pinusahoo8001 2 ปีที่แล้ว +2

      Taku arrest Kariba nihati darkar...

  • @MrBarik-gd3ee
    @MrBarik-gd3ee 3 ปีที่แล้ว +18

    ଆର ତମେ ତ ପାରୁନ... ବାବା ଙ୍କୁ ସୁଯଗ ଦିଅନ୍ତୁ

  • @indranimishra3479
    @indranimishra3479 2 ปีที่แล้ว +3

    ବାବା ଙ୍କୁ ସୁଯୋଗ ଦିଆଯାଉ ଏଥିରେ ଅବିଶ୍ବାସ କରିବାର କଣ ଅଛି ବାବା ତ ଏଗ୍ରିମେଣ୍ଟ କରିବାକୁ ବି ରାଜି ଅଛନ୍ତି ତେଣୁ ଡେରି ନ କରି ଥରେ ସୁଯୋଗ ଦେବା ଉଚିତ

  • @accesssujit
    @accesssujit 4 ปีที่แล้ว +28

    ବାବା ତ କହୁଛନ୍ତି ସୁଯୋଗ ଦିଆଯାଉ। ନହେଲେ ତ ସିଏ ନିଜେ ଦଣ୍ଡ ଭୋଗୀ ବାକୁ ରାଜି। ନା ଆଉ କିଛି ଉପାୟ ଅଛି madam ଙ୍କ ପାଖରେ। ନା ମେଡ଼ିସିନ ବାହାରି ଗଲାଣି କରୋନ ର।

  • @rasmi.ajaya143vlogs
    @rasmi.ajaya143vlogs 4 ปีที่แล้ว +26

    ଯଉ ବାବା ରାସ ଲୀଳା କଲା ତା ପାଖକୁ ଗଲ ପ୍ରବଚନ ଶୁଣିବାକୁ ସେଇଟା ବିଶ୍ୱାସ ଜନକ ଯିଏ ବାବା ସେବା କରିବାକୁ ଆଗେଇ ଆସୁଛନ୍ତି ସେ ହେଲେ ଭଣ୍ଡ ସରକାର ଙ୍କ ପାଖରେ ଏଗ୍ରିମେଣ୍ଟ କରିବାକୁ ଚାଁହୁଚନ୍ତି ଥରେ ସୁଯୋଗ ଦିଆଯାଉ ଫେକ ନିୟୁଜ କୁ ବିଶ୍ୱାସ କରୁଛ ସେମିତି ଗୋଟେ ସୁଯୋଗ ଦିଅ ବାବାଙ୍କୁ. କଥାଟା ମିଛ ହେଲେ ତାଙ୍କୁ ଦଣ୍ଡ ଦବ ସବୁ ବାବା ଙ୍କ ଭଳି

  • @debadattaparida1988
    @debadattaparida1988 4 ปีที่แล้ว +14

    ବାବାଙ୍କୁ ସୁଯୋଗ ଦିଆ ଯାଉ , ପ୍ରତିଭା କୁ ଦଣ୍ଡ ଦିଆ ଯାଉ , ଏମିତି ସରକାର ବହୁତ ଚେଷ୍ଟା କରୁଛନ୍ତି , ଆଉ ଗୋଟେ କଲେ ବହୁତ୍ କ୍ଷତି ହେଇଯିବ ନି

  • @jagnnathnaik4495
    @jagnnathnaik4495 3 ปีที่แล้ว +8

    ବାବାଙ୍କୁ ଥରେ ସୁଯୋଗ ଦିଆ ଯାଉ

  • @yellow555gamingyt8
    @yellow555gamingyt8 2 ปีที่แล้ว +17

    The demand is right. Pronam divine Artatran Baba.

    • @abhilashdash9945
      @abhilashdash9945 2 ปีที่แล้ว +1

      ବାବା ଙ୍କ ସେବା ଜନ ମଙ୍ଗଳ ପାଇଁ କରୁଛନ୍ତି l 🚩🙏🏾
      ମହିଳା ଜଣକ ହିନ୍ଦୁ ବିରଧି ଜଣାପଡୁଛି l

  • @sonalijena371
    @sonalijena371 4 ปีที่แล้ว +45

    ମୁଁ ବି ଏ କଥାରେ ଏକ ମତ, ତାଙ୍କୁ ଗୋଟିଏ ସୁଯୋଗ ଦିଆଯାଉ

    • @ApliODISHA
      @ApliODISHA 4 ปีที่แล้ว

      To bapa bia sala 50% loka marigebe

  • @santoshbehera5828
    @santoshbehera5828 4 ปีที่แล้ว +25

    ସେ ଫେମସ ହେବାକୁ କୁହୁ ନଥିବେ ସେ ଲୋକଙ୍କର ସେବାକରିବାକୁ କହୁଛନ୍ତି ତ ଗୋଟେ ସୁଯୋଗ ଦିଆ ଜାଉ

  • @kahnucharanbhuyna6620
    @kahnucharanbhuyna6620 4 ปีที่แล้ว +18

    ସେ ଯଦି ମିଡିଆ ଆଗରେ ଏତେ confidence ରେ କହୁଚନ୍ତି ତା ହେଲେ ଗୋଟେଥର ସୁଯୋଗ ଦେବାକଥା.....

  • @mohanmandal450
    @mohanmandal450 3 ปีที่แล้ว +1

    Baba parnam

  • @paranhansdah4204
    @paranhansdah4204 4 ปีที่แล้ว +14

    Baba ku chance dio please🙏

  • @jitendrajena5672
    @jitendrajena5672 4 ปีที่แล้ว +25

    ଆମ ଦେଶରେ ଯିଏ ଭଲ କରିବ ତାକୁ ଏମାନେ ସୁଯୋଗ ଦେବେନି ବହୁତ୍ ରାଜନୀତି ହଉଛି ଆମ ଦେଶରେ

  • @pradipatamohapatra5950
    @pradipatamohapatra5950 4 ปีที่แล้ว +12

    ପ୍ରତିଭା ରାୟ ଗୋଟେ ବାଲ ଜନେଚନ୍ତି

  • @Electrical_Soumen
    @Electrical_Soumen 4 ปีที่แล้ว +22

    I'm my opinion we should give one chance

    • @haraprasadbarik2396
      @haraprasadbarik2396 4 ปีที่แล้ว

      Jadi rogi marigala

    • @Electrical_Soumen
      @Electrical_Soumen 4 ปีที่แล้ว

      @@haraprasadbarik2396 be positive

    • @haraprasadbarik2396
      @haraprasadbarik2396 4 ปีที่แล้ว

      Bhai tame kahila thik je bt, tame kemiti bhai believe karucha, tk deeply naba

    • @Iswarbakti0999
      @Iswarbakti0999 4 ปีที่แล้ว

      right sir

    • @raagvarshini7019
      @raagvarshini7019 4 ปีที่แล้ว

      No.... He should not get a chance... He should be put in the prison

  • @gsaanvi1585
    @gsaanvi1585 3 ปีที่แล้ว +6

    ଜଣେ କରି ବା କୁ ଚାହୁଚି ତା ହେଲେ କରି ବାକୁ ଦିଆ 🙏🙏🙏

  • @prakashchandrapradhan173
    @prakashchandrapradhan173 4 ปีที่แล้ว +2

    Pratibha Ray madam is Quite Rang. Iswar ke upar Aasta Rakhiye madam.

  • @santoshpradhan9046
    @santoshpradhan9046 4 ปีที่แล้ว +16

    ପ୍ରତିଭା ରାୟ ଜି ଆପଣ ଏ ପରି ଜଣେ ସମାଜ ସେବା କରୁ ଥିବା ଲୋକଟିକୁ ଭଣ୍ଡ ବାବା ବୋଲି କାହିଁକି କହୁଛନ୍ତି? ଲୋକ ମାନେ ରୋଗରେ ଆକ୍ରାନ୍ତ ହେଉଛନ୍ତି , ତାଙ୍କୁ ଥରେ ସୁଯୋଗ ଦିଅନ୍ତୁ

  • @rasmi.ajaya143vlogs
    @rasmi.ajaya143vlogs 4 ปีที่แล้ว +15

    ଦୁନିଆରେ since ଅଛି ଭଗବାନ ବି ଅଛନ୍ତି since କୁ ଯଦି ବିଶ୍ୱାସ ତା ହେଲେ କେନସର ରୋଗୀ ମରୁଛି କାହିଁକି ତାର ଉତ୍ତର ଦିଅ ସବୁଠୁ ବଡ ଆତ୍ମ ବିଶ୍ୱାସ ସିଏ since ହଉ କି ଭଗବାନ ହୁଅନ୍ତୁ

    • @sonalijena371
      @sonalijena371 4 ปีที่แล้ว

      ସତ କଥା ଆଜି ଯାଏ କୋଣସି Since କ୍ୟଂନ୍ସର୍ ରୋଗୀକୁ ତ ଭଲକରି ପାରିଲାନି all Right

  • @sukantabehera9982
    @sukantabehera9982 4 ปีที่แล้ว +30

    ଘରେ ବସି କବିତା ଲେଖିଲେ ପୃଥିବୀ ଉପରକୁ ଉଠିବନି ମାଡାମ.... ବାବା ଯଦି କହୁଛନ୍ତି ତାଙ୍କୁ ଥରେ ସୁଯଗ ଦିଆଯାଉ

    • @bikasrana1942
      @bikasrana1942 4 ปีที่แล้ว

      Rit bro, dina thila pen muna re power thila now jie kariki dekheiba seita ku power kahiba

  • @belarsennayak2275
    @belarsennayak2275 3 ปีที่แล้ว +3

    ବାବାକୁ ସୁଯୋଗ ଦିଆଯାଉ

  • @satyabrataroul6588
    @satyabrataroul6588 2 ปีที่แล้ว +3

    ପ୍ରତିଭା ରାୟ ଦଣ୍ଡ ଶୁଣାଇ ବାକୁ କିଏ? ସେ କ'ଣ ବିଚାରାଳୟ? ସୀମା ଭିତରେ ରହି କଥା କହିଲେ ଭଲ। ଧନ୍ଯବାଦ।

  • @ArunKumar-vy9rk
    @ArunKumar-vy9rk 4 ปีที่แล้ว +25

    ପ୍ରତିଭା ରାୟ କହିବା ଅନୁଯାୟୀ ଠିକ କିନ୍ତୁ ବାବା ନିଜେ ମିଡ଼ିଆ ଆଗରେ ସୁଯଗ ପାଇଁ ଦାବି କରିଛନ୍ତି ଥରେ ସୁଯୋଗ ଦେଇ କି ଦେଖିବା ଉଚିତ

    • @chinmaysoren7858
      @chinmaysoren7858 4 ปีที่แล้ว +2

      Ki katha!? Science book re niya lagei diya ta hele

    • @Anannyafanofpragativerma
      @Anannyafanofpragativerma 4 ปีที่แล้ว

      Those who r talking rubbish icluding media personnel first of all they should vividly check& verified then put up your word..

  • @laxmidharswain4028
    @laxmidharswain4028 4 ปีที่แล้ว +35

    ପ୍ରତିଭା ରାୟ ଟଙ୍କା ଦେଇ ପୁରସ୍କାର ପାଇଛନ୍ତି, ନିଜକୁ ବଡ ଜ୍ଞାନୀ ଭାବୁଛନ୍ତି, ଟିଭି ମିଡ଼ିଆ ଵାଲା ତୁମକୁ ବଡ ଭାବିପରନ୍ତି, ଜନସାଧାରଣ ନୁହେଁ

    • @chituyoutube278
      @chituyoutube278 4 ปีที่แล้ว

      Ri8 kahela

    • @prakashdas8283
      @prakashdas8283 4 ปีที่แล้ว

      Na na yanku sarathi thik cement gairu khir baharile prativa raya nku biswas sarathi para yank pain bhagaban

    • @rabishankarmajhi6677
      @rabishankarmajhi6677 4 ปีที่แล้ว

      Right

    • @manasmishra1153
      @manasmishra1153 4 ปีที่แล้ว

      ବାବାଙ୍କୁ ସୁଯୋଗ୍ ଦିଆ ଜାଉ

    • @manasmishra1153
      @manasmishra1153 4 ปีที่แล้ว

      ମାନ୍ୟବର୍ cm sir ବାବାଙ୍କୁ ସୁଯୋଗ୍ ଦିଆ ଜାଉ please

  • @trilochanbehera478
    @trilochanbehera478 4 ปีที่แล้ว +16

    ବାବାଙ୍କୁ ସୁଯୋଗ ଦିଆଯାଉ।ଆଉ କେଉଁ ପାଗଳା ପାଗିଳି କଥା ନ ଶୁଣିବା ଦରକାର। ବାବା ନିଶ୍ଚିତ କରୋନା ଭଲ କରିଦେବେ ଏଇଟା ଆମର ବିଶ୍ବାସ

    • @abhijitkhuntia4752
      @abhijitkhuntia4752 4 ปีที่แล้ว

      Vala kariba na kariba sia ta pachha katha baba kn nuheiki kahuchi je ain taku danda deba se ta open challenge karuchi taku tume accepted karuna kn pain....jadi karu na taku dosa debara tumar adhikar nahi

    • @manojbehera1832
      @manojbehera1832 4 ปีที่แล้ว

      Hnn Bhai right

  • @rahulkumarbehera1730
    @rahulkumarbehera1730 3 ปีที่แล้ว +1

    Baba Bhala kahu chanati

  • @ganeshbehera1156
    @ganeshbehera1156 4 ปีที่แล้ว +2

    ଗୋଟିଏ ସୁଯୋଗ ଦିଆଯାଉ ବାବା କୁ

  • @laxmanpaik7930
    @laxmanpaik7930 4 ปีที่แล้ว +8

    ବା ବା ଙ୍କୁ ସୁଯୋଗ ଦିଅନ୍ତୁ

    • @hemalatapradhan7909
      @hemalatapradhan7909 2 ปีที่แล้ว

      ଆପଣଙ୍କର ବ୍ୟକ୍ତିଗତ ଭାବରେ କିଛି ଅସୁବିଧା ହେଉଛିକି?

  • @manasranjandas6096
    @manasranjandas6096 4 ปีที่แล้ว +12

    Please give him a chance as he was challenging.

  • @prasantkumardas6809
    @prasantkumardas6809 4 ปีที่แล้ว +27

    ସେ ପ୍ରତିଭା କଣ ପାଇଁ ଏମିତି ହଉଚି ପ୍ରଥମେ ବାବାଙ୍କୁ ସୁଜୋଗ ଦିଅ ତା ପରେ ବିଚାର କରାଜିବ କିଏ ଠିକ୍ କିଏ ଭଣ୍ଡ

  • @alokmohanty7817
    @alokmohanty7817 3 ปีที่แล้ว +4

    🙏❤️

  • @nanakagrawal6636
    @nanakagrawal6636 3 ปีที่แล้ว +1

    Aethi baba artatrna nka bhull kothi rahila.

  • @bikramkumarbal5854
    @bikramkumarbal5854 4 ปีที่แล้ว +37

    ଆରେ news ଵାଲା ଙ୍କୁ ମୋର ଗୋଟିଏ ପ୍ରଶ୍ନ, cmt ଦେଖୁଛ ଯଦି ତେବେ public opinion dekha

    • @swadesiodisha5787
      @swadesiodisha5787 4 ปีที่แล้ว +2

      Right bro mast kahila

    • @Bapunsga
      @Bapunsga 4 ปีที่แล้ว +2

      Hn Bhai thik kahila

  • @sunitaparida712
    @sunitaparida712 4 ปีที่แล้ว +20

    I think our govt should give him a chance that what he actually want to do...

  • @my.123
    @my.123 4 ปีที่แล้ว +26

    ଆମେ ଦାବି କରୁଛୁ ତାଙ୍କୁ ଗୋଟେ ସୁଯଗ ଦିଆଯାଉ।

  • @pkvloging1640
    @pkvloging1640 4 ปีที่แล้ว +2

    First.... give him a chance

  • @gangadharpanda5748
    @gangadharpanda5748 2 ปีที่แล้ว +3

    ବାବା ଉଚିତ କଥା କହୁଛନ୍ତି ଆରତତ୍ରଣ ସମସ୍ତେ ଭଣ୍ଡ ନୁହନ୍ତି ଜୟଶ୍ରୀ ଜଗନ୍ନାଥ 🙏🙏🙏🙏🙏

  • @santoshjena1304
    @santoshjena1304 4 ปีที่แล้ว +16

    ଥରେ ପରୀକ୍ଷା କରାଯାଉ

  • @sagarnahak7842
    @sagarnahak7842 4 ปีที่แล้ว +14

    I want give a chance to that person...

    • @manoranjanjena9130
      @manoranjanjena9130 4 ปีที่แล้ว

      Bilkul sata katha, mu 4jana ku neithili kichhi b bhala helani

  • @k.kamaleswarighatal7347
    @k.kamaleswarighatal7347 4 ปีที่แล้ว +8

    Plzzz give one chance
    For this Saint
    Treatment
    Then Deside

  • @manturanpur4666
    @manturanpur4666 4 ปีที่แล้ว +1

    Right mam

  • @swaticreations2370
    @swaticreations2370 4 ปีที่แล้ว +10

    ଆରେ ଶଳା ଏଠି ସବୁ ରାଜନୀତିର ଖେଳ

  • @bhabanisankar1397
    @bhabanisankar1397 4 ปีที่แล้ว +22

    କ'ଣପାଇଁ ଦଣ୍ଡିତ?କ'ଣ ତାଙ୍କୁ ସୁଯୋଗ ଦିଆଯାଇଛି?କ'ଣ ସେ ବିଫଳ ହେଲେ?ଯଦି ସୁଯୋଗ ଦିଆଯାଇନାହିଁ ତା ହେଲେ କେଉଁ ଆଇନି ଅନୁସାରେ ଦଣ୍ଡିତ ହେବେ?

  • @PrakashKumar-rp5mh
    @PrakashKumar-rp5mh 4 ปีที่แล้ว +11

    ଓଡ଼ିଶା ସରକାର ସୁଯୋଗ ଦିଅନ୍ତୁ

  • @ammy_Jennie
    @ammy_Jennie 4 ปีที่แล้ว +4

    Govt should give chance....

  • @minakhisarangi9418
    @minakhisarangi9418 4 ปีที่แล้ว

    Every impossible is only possible by God.

  • @janmejayabag9734
    @janmejayabag9734 4 ปีที่แล้ว +3

    ସୁଯୋଗ ଦିଆଯାଉ ତାଙ୍କୁ

  • @lizarani26
    @lizarani26 4 ปีที่แล้ว +6

    ପ୍ରତିଭା ଆପଣ ଙ୍କ କାମ କାଗଜ କଲମରେ କିନ୍ତୁ
    ଲୋକ ଅଛନ୍ତି କରିକ ଦେଖାନ୍ତି ।ବାବା ଙ୍କୁ ସୁଜୋଗ
    ଦେବାକୁ ଆମର ଅନୁରୋଧ।ପରିଖ୍ୟା କରାନ୍ତୁ ପରେ
    କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ

  • @purnendusarangi3816
    @purnendusarangi3816 4 ปีที่แล้ว +19

    ମନ୍ତ୍ର ଶକ୍ତି ଅଛି ବୋଲି ଜାଣିଛ କି ? ନାଗେଶ୍ବରୀ ବାଜିଲେ ନାଗ ଆସିବ କିନ୍ତୁ ଢାମଣା ନୁହେଁ।

  • @jayjagannathswami1509
    @jayjagannathswami1509 4 ปีที่แล้ว +4

    ପ୍ରତିଭା ରାୟ ଙ୍କୁ ଆଗ ଗିରପ କାର ଯାଉ ।ବାବା ଙ୍କୁ ଆଗ ସୁଜଗ ଦିଆ ଯାଉ।

  • @laxmipriya6043
    @laxmipriya6043 3 ปีที่แล้ว +1

    ପରୀକ୍ଷା ନ କରି ଭଣ୍ଡ କହିବା ବୋକାମୀ ଛଡା ଏଇ କିଛି ନୁହେଁ ଆମରି ସଂସ୍କୃତିକୁ, ଉପଚାର କୁ reserch କରି ଵିଦେଶୀ ମାନେ ଉପକୃତ ହେଉଛନ୍ତି. ଆଉ ଆମେ reserch ନ କରି ସହଜ ରେ ଉପେକ୍ଷା କରି ଭାଣ୍ଡାମି ବୋଲି ଆଖ୍ୟା ଦେବା ଟା କେତେ jukti ଯୁକ୍ତ ବିଚାର କରିବା uchit.

  • @ganeshbagh4808
    @ganeshbagh4808 3 ปีที่แล้ว +1

    ଯଦି ସୁଯୋଗ ଦିଆଯାଏ ସିଧା ପ୍ରଶାରଣ ରେ ହୋଉ

  • @shibnarayanpal3910
    @shibnarayanpal3910 4 ปีที่แล้ว +11

    ଜଦିଵାବା‌‌ ବହୁ ଲୋକ ଭଲକରି ଛନ ତାହାହେଲେ ଏହି ଖବର ଟିକୁ ଭଲ ହୋଇଯିବା ଲୋକ ମାନେ ପଚାର କରି ବା ଦରକାରଥିଲା ବାବା ନିଜେ କାହିଁକି

  • @kamallochannayak9660
    @kamallochannayak9660 3 ปีที่แล้ว +12

    Pratibha is a Fearness Lady . One chance give to Baba

  • @raghugadaba2483
    @raghugadaba2483 4 ปีที่แล้ว +6

    ଯଦି ବାବା ଙ୍କ ନିକଟରେ ଯାଇ ଭଲ ହେଉ ଛନ୍ତି ତେବେ ତୁରନ୍ତ ଯାଇ ସ୍ପର୍ଶ ରେ ବା ଯେନ୍ତା ବି ହେଲେ ପରୀକ୍ଷା କରନ୍ତୁ ଯଦି ସମ୍ଭବ ତୋ ନିଜ ର ହିଂ ସୁରକ୍ଷା ହୈ ଥାଏ
    ତେଣୁ ojhate ରେ ନିନ୍ଦା ଦିଅନ୍ତୁ ନାହିଁ.. ଜୟ କଳା

  • @sibakritibehera8142
    @sibakritibehera8142 4 ปีที่แล้ว

    Right madam

  • @monajkumar188
    @monajkumar188 3 ปีที่แล้ว +1

    Jay baba

  • @chittaranjanbehera4133
    @chittaranjanbehera4133 4 ปีที่แล้ว +9

    ସୁଯୋଗ ଦିଆଯାଉ ଯଦି ଭଲ ନ କରିପାରୁଛି ତା ହେଲେ ଆଇନ ଅନୁଯାଇ ଦଣ୍ଡ ଦିଆଯାଉ।

  • @sanjaynayak5417
    @sanjaynayak5417 4 ปีที่แล้ว +9

    ସୁଯୋଗ ଦିଆଯାଉ, କରୋନା ଭଲ ନହେଲେ ବାବାଙ୍କୁ ଗିରଫ କରିବ, କରୋନା ଭଲ କଲେ, ପ୍ରତିଭା ନିନ୍ଦା ପାଈବ, ସେଥିପାଇଁ ପ୍ରତୀଭାର ଭାରୀ ଟେନସନ

  • @Vlogdjnayak
    @Vlogdjnayak 3 ปีที่แล้ว +3

    ସୁଯୋଗ ଦିଆଯିବା ଦରକାର

  • @pravasinikar5705
    @pravasinikar5705 3 ปีที่แล้ว

    Yes should give a chance.

  • @alltypesvideo7333
    @alltypesvideo7333 2 ปีที่แล้ว +1

    ବାବା is great, ବାବାକୁ ସୁଯୋଗ ଦେବା ଉଚିତ୍, ।