Jibana Do Chhakire Ashara Alok Ep 342| Sampti pai bapa-jhia samprakare phata
ฝัง
- เผยแพร่เมื่อ 10 พ.ย. 2024
- Jibana Do Chhakire Ashara Alok Ep 342| Sampti pai bapa-jhia samprakare phata
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଏଇଠି ଜଣା ପଡିଲା ଗୋଟିଏ ବାପା ବା ମା ପାଞ୍ଚ ପୁଅ ବା ଝିଅ ପାଳି ପାରନ୍ତି। କିନ୍ତୁ ପାଞ୍ଚ ପୁଅ ବା ଝିଅ ଗୋଟିଏ ବାପା ବା ମା କୁ ପାଳି ପାରନ୍ତି ନାହିଁ।
Nice comment
Absolutely right brother ❤️❤️
Thik katha bhai 👍😒
Absolutely right.
Right
ଏମାନେ ବାପା ଛାହୁନାନ୍ତି ସମ୍ଫତି ଛାହୁଚନ୍ତି 🙏ଜୟ ଜଗନ୍ନାଥ🙏🙏🙏
Thank you Sir...I'm proud of you 🙏ଏହି episode ଟେ ଦେଖି ମୁଁ ଗୋଟେ ଝିଅ ହିସାବରେ ମୋତେ ଲାଜଲାଗୁଛି ଆଉ ସେ ବୁଢାବାପାଙ୍କ ଲାଗି ଦୁଃଖ ବି ଲାଗୁଛି 😢ଧନ୍ୟରେ ତମେ ଝିଅମାନେ😠😠
Ki juha hela bapa ma nku part Kariba na kn?? Laja laguchi ....chhi
😊
Thik katha bhauni
ହେ ପ୍ରଭୁ କନ ଏଇ ଘୋର କଲି କାଳ 😢
ସବୁ ଦେବୀ ନାରୀ ହୋଇପାରିବେ କିନ୍ତୁ ସବୁ ନାରୀ ଦେବୀ ହୋଇପାରିବେ ନାହିଁ... ସବୁ ମାଆ ନାରୀ ହୋଇ ପାରିବେ କିନ୍ତୁ ସବୁ ନାରୀ ମାଆ ହୋଇପାରିବେ ନାହିଁ... ସବୁ ସୁକନ୍ୟା କନ୍ୟା ହୋଇପାରିବେ କିନ୍ତୁ ସବୁ କନ୍ୟା ସୁକନ୍ୟା ହୋଇପାରିବେ ନାହିଁ... ତେଣୁ ହେ ମୋର ମହାମହିମ ମାନବ ସମାଜ ବୁଝି ବିଚାରି ଆଗେଇ ଯାଅ....... ଅର୍ଥଲୋଭି ସନ୍ତାନ ପ୍ରକୃତ ସନ୍ତାନ ପଦବାଚ୍ୟ ନୁହେଁ
ଏଇଠେ ଜଣାପଡିଲା ଆମେ ନବୁ ହେଲେ ଦବୁନି ବା ବା ବା କଳିଜୁଗ 🙏🙏😭😭👍
ସେବାରମୂଲ୍ୟ କେହିବି ଦେଇପାରିବ ନାହିଁ ତେଣୁ ଅଧା କାଢି ଦିଅ ଅବଶିଷ୍ଟ ସମାନ ବାଣ୍ଟି ଦିଅ
@@basantasatapathy9339ni ni
Miss you gelu bapa please come back mo dhana bapa ❤❤❤love you bapa 😢😢😭😭😭😭🙏🙏
ବୁଢ଼ା ବାପା ର ସେବା କରିବାକୁ ଇଚ୍ଛା ନାହିଁ, କିନ୍ତୁ ବାପା ର ସମ୍ପତ୍ତି ନେବାକୁ ଦାବି କରୁ ଛନ୍ତି, ଏମିତି ଆଲାଜୁକି ଝିଅ କାହାର ନ ହୁଅନ୍ତୁ । ଯେଉଁ ଝିଅ ବେପାର ସେବା କରୁଛି ତାହାର ପ୍ରକୃତ ହକ ।କାରଣ ପ୍ରଥମେ କର୍ତ୍ତବ୍ୟ ପରେ ଅଧିକାର ।ବାପ ପ୍ରତି କର୍ତ୍ତବ୍ୟ ନାହିଁ କିନ୍ତୁ ଅଧିକାର ଜାହିର କରିବୁ ସମ୍ପତି ନେବା ଲାଗି । ଧିକ ଏମିତି ସନ୍ତାନ କୁ
Ea Brahampur , Ganjam money paien emane sabu kicchi karibe.
Father and mother au Relation dekhantini.
Right
Seba nahin ta sampati nahin that solved
super comment
Hm apona tik kahuchanti
ସବୁ ସମ୍ପତ୍ତି ଅନାଥାଶ୍ରମରେ ଦାନ କରାଯାଉ
ସେଥିପାଇଁ ବୟସ ର ଅପରାହ୍ନ ରେ ସମ୍ପତି ଥିଲେ ଭଲ
Asara alokare Gote manisa pari Manisha dekheli Gopabandhu sir🙏🙏🙏🙏🙏
ହେ ଭାଗବାନ ଏମିତି ଝିଅ କାହାକୁ ନଦିଅନ୍ତୁ 🙏🙏🙏
Bandhya.didi.apananka.bapa.ma.apanaku.thik.sanskar.deichhanti
ଅଲାଜୁକି ଝିଅ ମାନେ , ଏଭଳି ଝିଅ କୋଉ ବାପା , ମା କୁ ନମିଳୁ ! ସୁଆଥପର ଝିଅ ମାନେ ନିଜ ସୁଆଥ ପାଇଁ ବାପାକୁ ଭୁଲି ଯାଇଛନ୍ତି ବେଇମାନ ଝିଅ ମାନେ ?
He prabhu
ଛି ଛି ଛି ଏ ଝିଅ ମାନକୁ ଲଜ୍ଜା ନାହିଁ ବାପା ର ସେବା ଵଦଳରେ ଜାଗା ସୁନା ରୂପା ଟଙ୍କା ଦରକାର୍ ଦେଖ ଅଡିଶା ବାସି କହନ୍ତି ଆଜିକାଲି ଝିଅ ହେଲେ ଭଲ କିନ୍ତୁ ଝିଅ ପୁଅ କେହି ବି ଭଲ ନୁହଁ ଏମିତି ଝିଅ ଜନ୍ମ କରିବା ଭୁଲ୍।
Dhana maya
ହରେ ୟଙ୍କେ ହରେ ତାଙ୍କେ , ୟାଙ୍କେ ତାଙ୍କେ ହରେ ହରେ , ତାଙ୍କେ ୟାଂକେ ରାମ ରାମ
Omg
I'm proud for my father
Life re emiti ka jhia 1 time
A mane kebala sampati pain asuchhanti ..
Bapanka prati vala paiba kahara nahin ...
He Prabhu କାହିଁକି ଲୋକମାନଙ୍କ ମନରେ ଏମିତି ଚିନ୍ତା ଧାରା ଲୋକେ ପିଲା ଜନ୍ମ କରିବା ପାଇଁ ଡରିବେ joumane ନିଜପିଲା ପାଇଁ ସମ୍ପତ୍ତି ଚିନ୍ତା କରୁଛ ବାପା ମାଆ କଥା ଥରୁ ଟେ ଭାବୁନ ତୁମ ପିଲାମାନେ ମଧ୍ୟ ବଡ଼ ହେଲାପରେ ତାଙ୍କ ପିଲ କଥା ଚିନ୍ତା କରିବେ ଆଉ ତୁମ କଥା କାହିଁ ଭାବିବେ ଯଦି ନିଜ ପିଲଙ୍କଠୁ ଭଲବ୍ୟବହାର ଚାହୁଁଛ plz ନିଜ ବାପା ମା ଙ୍କୁ ଏମିତି କରନି
All rights
Dhanya re jhia..Marijuana re
ମୋପାଇଁ ଦୁନିଆଁର ସବୁଠୁବଡସମ୍ପତିବାପାମାଆଙ୍କଖିସିଆଉଆଶ୍ରୀବାଦ
ଝିଅ ମାନେ ତମ ଶଶୁର ଘରେ କଣ ସମ୍ପତି ନାଇଁ କି. ବାପା ସମ୍ପତି କୁ ଲୋଭ କରୁଚ 😄😄
ନଥିବ ବୋଧେ କିଛି ସମ୍ପତ୍ତି 🤔🤨🧐
😂😂😂😂😂
My parents are my world,pray to god for their long life 😘🙏🏿 i can't do anything for them 😭
ଆଇନରେ ଏ କଥା ବି ଅଛି ବାପା ମାଆଙ୍କ ସେବା କରିବା
ମଝି ଝିଅକୁ ଟିକେ ଅଧିକା ଦରକାରେ ତୋ ପୁଅ ଝିଅ ଦେବେ ତତେ ଟିକେ ସମୟ କୁ ଅପେକ୍ଷା କରେ...I 🤣🤣
ଆମ ଗାଁ ରେ ବି ଏମିତି ଗୋଟେ family ଅଛି। ସେ ବି 5 ଜଣ ଭଉଣୀ ବାପା ଘରେ ଯିଏ ଅଛି ସବୁ ଭଉଣୀ ମାନେ ତା ନା ରେ ସବୁ ସମ୍ପତି କରିଦେଲେ ସେ ଭଉଣୀ ବାପା ଘରେ ରହି ଆଉ 4 ଭଉଣୀ ଙ୍କ ସବୁକଥା ବୁଝୁଛି ଯେମିତି ଗୋଟେ ଭାଇ ବୁଝେ। ଏ ଠୀ ଯଦି ଏ ଭଉଣୀ କୁ ସବୁ ଦେଇଦେବ ଠିକ୍ ହବ ସେ ବି ସମସ୍ତ ଙ୍କୁ ଝିଅ ପରି ଖୋଜିବାକୁ ରାଜି ଅଛି
Gopabandhu sir is absolutely right..
ଭଉଣୀ ମାନଙ୍କ ଭିତରେ କିଛି ନଁହି ସ୍ୱାମୀ ଦେବତା ଙ୍କ ହାତ ବହୁତ ଲମ୍ବା
😂😂😂😂😂
Right 👍👍
100% right
Swami mananku strictly mana b kari haba ki mo bapa sampati re mora ichha nahi
ଏ ତ ସମ୍ପତି ଲୋଭି ସବୁ
ଜିଏ ଘରେ ରହୁଛି ସିଏ ସବୁ ପାଇବାକଥା କାରଣ ଯଦି ଥାଇକି ପଚାରୁନାହାନନ୍ତି ନଥିଲେ କଣ ପଚାରନ୍ତେ
Thik mo3number bhai parika
ଏଯାକୁ କିଛି ଏବେ ଦିଅନାହିଁ... ବାପା ଙ୍କ ପରେ ଯାହା
ପଇସା ଜୀବନରେ ସବୁ କିଛି ନୁହେଁ
ବାପାଙ୍କ ସେବା ଠାରୁ ଆଉ କିଛି ନାହିଁ ଏ।ବୟସରେ ବାପାଙ୍କ ସହ ମିଶି ଚଳନ୍ତୁ
❤❤❤
Ki bhalia jhia au ki bhalia anka swamy, amane kebala sampati pain asichhanti, bapa juade jauchi jau...chhi...
ଏମାନେ ଝିଅ ନୁହନ୍ତି ସମ୍ପତି ଲୋଭି କାଙ୍ଗାଳି
Manisa Jivanara lobha jivanaku nasta karidiye.jai jagganatha 🙏🙏🙏
ଯେଉଁ ଝିଅ ବାପା କଥା ବୁଝିବା, ସେ ଝିଅ ସମ୍ପତ୍ତିର ଅଧାରୁ ଅଧିକ ପାଇବା ଦରକାର🙏🙏🙏🙏🙏🙏🙏🙏🙏💅🙏
Tume ki jhia chhi. Baba nku khusire rakha.. banchibaku dia..
ମୋଟ୍ 14 ଭରଣ ଜମି ଅଛି ।
ବାପାର 4 ଭରଣ ଓ ଝିଅମାନଙ୍କର 10 ଭରଣ । ଯେଉଁ ଝିଅ ବାପାର ଶେବା କରିବ , ସେ ବାପା ପଛନ୍ଦରେ ସମ୍ପତ୍ତିର ଉତ୍ତରା ଅଧିକାରି ହେବ ।
ଯେଉଁ ଝିଅର ସ୍ୱାମି ବାପାର ପାଳିତ ପୁତ୍ର ହେବ , ସେ ଚାରିଜଣ ଝିଅକୁ ନିଜର ଭଉଣି ଭାବିକିରି ଦଶହରା ଓ ରଜ ପର୍ବ ପର୍ବାଣିରେ 1000 କିମ୍ବା 1500 ଟଙ୍କାର ଭାରଦେବ । ଯାହ ଫଳରେ ସମ୍ପର୍କ ମଜଭୁତ ରହିବ ।
Gopabandhu sir great 👍
Dhik re tuma bhali jhia mananku. Dhana pain bapa ku aaji athi baseichha
Gopabandhu sir nka decission 👌👍🙏🙏🙏.
Baba maa nku tk pacharuna dhana sampati pani paliasicha
ମୋରି ମତରେ ବାପାଙ୍କ ର ଭଲ ମଦ କଥା ବୁଝିବା କଥା ହେଲେ ଧନ ଲୋଭରେ ବାପାଙ୍କ ର ସେବା କରୁଛନ୍ତି
ସାର୍ ଠିକ୍ କହୁଛନ୍ତି
Gopabandhu sir apananka katha bahut sunder au pura thik kahichanty
Samaya .sampad sampark sabubele samantar rastare chalanti prathame bapa ta pare sampatti
G a bapa anku dakhiba sa sabu paibar hokdar
Bapa maa nku amiti lajya diantuni🙏🙏🙏🙏🙏nija nija bhaga nabaku asucha jebe Bapa maa choto thu bada karichhanti se bhaga kia deba😡chiii
Khali ସମ୍ପତି ଦରକାର ବାପର ସେବା ନାହିଁ ,
ଏ ଝିଅମାନେ ଖାଲି ବାପର ଧନ ନେବାପାଇଁ ରେଡି ଅଛନ୍ତି କିନ୍ତୁ ବାପଙ୍କ ପ୍ରତି ଦାୟିତ୍ଵ କର୍ତ୍ତବ୍ୟ କିଛି ନାହିଁ,
Gopabandhu sir 🙏🙏🙏apana great
Dhanya jhia tame 😜😜😜
Bapa seba jou jhia karuchi se sabu sampati ra adhikar
ମଝିଆଣି ଟା ବହୁତ ସୁନ୍ଦର ହେଇଚି ❤
Lalua 😂
Dhanya re jhio mananku jhio naa re tame mane kananka
Bapa thik karichhanti
Sir thik kahuchhanti... Au bapa thik kahichanti.... Sukanta babu, Namrats madam thik kahunahanti one sided karuchhanti... Bapa nkara samapati ra adhikara bapankara jie karuchhi se taku debe... Sana bhauni seva karuchhi se seva karuchhi anya bhauni mane tanka dei sahajya karile seshare samaan bhag paiba.... Sir thik katha kahuchhanti I salute tou
ହଁ ସେ ଦ୍ଵିତୀୟ ଝିଅଙ୍କ ସ୍ଵାମୀଙ୍କୁ ଘୋରଜ୍ବାଇଁ କରିକି
ରଖିଛନ୍ତି ଯେତେବଳେ ସିଏ ଯାହା ହେଲେ ବି ଅଧିକା ସମ୍ପତ୍ତି ପାଇବେ ନା । ଆଉ ବାକି ସବୁ ଭଉଣୀ ମାନେ ଶଶୁର ଘୋର କୁ ଯାଇକି ବି ଭାଗ ମାଗୁଛ ତମ ମାନଙ୍କୁ ଲାଜ ଲାଗୁନି ଛି... । ବାପା ଙ୍କ ସହ କୋଜିଆ କରୁଛ। ସବୁଠୁ ବଡ଼ ଭଉଣୀ ବାଦମାସ। ଭିକାରୀ ନା କଣ ଏଠି ଗୋଟେ ମାସ ସେଠୀ ଗୋଟେ ମାସ ବୁଲି ବୁଲି ରହିବେ ତା ପୁଣି ଧନ ସମ୍ପତି ରହିକି। ସିଏ ମଉସା ତ ସ୍ଥିର କରିଛନ୍ତି ସମସ୍ତଙ୍କୁ ଭାଗ ଦେଇକି ବି ଜଣଙ୍କୁ ଟିକେ ଅଧିକା ଦେଇକି ତାଙ୍କ ପାଖରେ ରହିବି ବୋଲି । ଗୋପବନ୍ଧୁ ସାର୍ ବହୁତ୍ ଭଲ ମନ୍ତବ୍ୟ ଦେଲେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍।
ଏମାନଙ୍କର ବାପା ଦରକାର ନାଇ ସଂପତ୍ତି ଦରକାର ମୁହଁ ରେ ଲାଜ ନାଇ ଏଇ ତିନି ଝିଅ ବେଶୀ ନିଜ ଭଉଣୀ କୁ ସହିପରୁନାହାନ୍ତି ଛି ଛି ତାଙ୍କ ସ୍ବାମୀ ମାନଙ୍କ ମୁହଁରେ ଲାଜ ନାଇ ଟିକେ ଛି ଛି
ମୋ ମତରେ ବାପା ମଲେ ସମ୍ପତି ପାଇବା କଥା । ଏବେ କିଛି ଦେବା ଦରକାର ନାହିଁ।ବାପା ମଲେ ସମାନ ଭାଗ ହେବେ। ଏବେ କିଛି ସମ୍ପତି ଦେବା ଉଚିତ୍ ନୁହେଁ। ଆଲାଯୁକି ଝିଅ ମାନଙ୍କୁ ଲାଜ୍ୟା ନାହିଁ ବାପା ସମ୍ପତି କୁ ଲୋଭ କରୁଛନ୍ତି ତମ ସ୍ବାମୀ ମାନଙ୍କର ରୋଜଗାର ନାହିଁ କି ଛି ଛି ଛି???
ସ୍ୱମୀ ମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ
Arnamuna.didi. right.kahichanti
Mousa Assa mo pakhare Rahiba sampati sabu puri jagannathanku dana kari diya
Emane tama ku santi re rakhibe ni
Seba karuthiba jhia sabu kichhi paebaku hakdar .
Sir ,apana prakrita jaudg ,god bless you sir 🙏🙏🙏
ଶେଷରେ ବାପାଙ୍କୁ ଏଠିକି ଆଣିଲ ହେରି ଛି
Right sir .bapa bachithila parjyanta kahaku bhaga miliba dabakatha nuhe.
Gopabandu sir you are great
ବାପା jaha karuchanti thik karuchanti
Bapa sampati ru bhaga nabaku kahucha
Chhi chhi chhi
Sebakaruchi jiaoku sabudeba darkat gapabandu sir right . Disiton
Bapa maa apana manaku chotaru balamanda sabu bhuju tile au bhaha saha kareile au puni bapa nku adhika
Gopabandhu Sir u r great.
Thik allochana Hellenic.
Khali Sana jhia ku alpa deiki sabu sampati 2 number jhia ku diantu Mora mata
Gopabandhu sir always great...Salut you sir
He bhagwan e Mane kete bhagyaban baba achanti please duniya ru chaligale bujhiba kana hareicha Sara jivan se tamaku kana deichanti bhaba🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 i misss you baba please asijao mo pakhaku😭😭😭😭😭😭
Sir bilkul thik kahile ,
Upastapaka nka katha vala lagilani 😞 Gopabandhu sir 🙏🏻 super great sir
ଏ ବିଷୟ ଟି ଦେଖି ଭାରି ଦୁଃଖ ଲାଗୁଚି 🙏
90th
Jhia mane jemiti sampati pani ladhei karuchanti .bapa ,maa nka seba kariba pani semiti ladhei kale vala haba .kahaku kichi dia jibani jie se ghare rahiba jie bapa nka seba kariba Tara sabu .
Good descision
You're right
Good decision Gopabandhu sir
Jay Jagannath 🙏
Bapa nkara jadi pua thante jhia mane sampati Pai nathante.jie bapa nka seba karibe sie sabu sampati neba uchit
କାହିଁକି ଲମାଁ କାନ୍ଦାବୁବା କରୁଛ
ତମରଅସଲ କଥା ସମ୍ପତ୍ତି ପାଇଁ
ସମସ୍ତେ ଜାଣନ୍ତି ଖାଲିହାତେ ଆଶିଛେ ଖାଲିହାତେ ଜିବା ତଥାପି ଲୋଭ ଛାଡୁନି ଆଉ ବ୍ରାହ୍ମଣ କୁଆଡେ ଦୋଷଦେଉଛ ଲୋଭିଆଟା ବୋଲି
କଳିଯୁଗ ହେଲା କହୁଛ
କଳି କଣଗଛରେ ଫଳୁଚି ଏହି ଜୁଗୁରୁ ପରା
ପାଠଶାଠ ପଢିଛ ମଡେଲ ଗାର୍ଲ୍ କିଛି,,ବୁଝୁନ ଧେ,,
ସମାଜର ଲୋକ ମାନେ ଦେଖ ପୁଅ ବାପା ମାଁ ସେବା କରେ ନାହିଁ ବେଲି କୁହାଯାଏ ହେଲେ ଝିଅ ମାନେ ବି ଏମିତି କରିପାରନ୍ତି। ଏହା ହିଁ ସମାଜର ସତ୍ଯ
ବିଚାର ଭୁଲ ହେଉଛି
100% correct
ବାପା ଆପଣ ସମ୍ପତିକୁ ସମ୍ମାନ ଭାଗ କରି ସମସ୍ତିକୁ ଦେଇଦିଆନ୍ତୁ କହିବି ଆପଣଙ୍କର ନୁହଁନ୍ତି ସବୁ ସେବା କରୁଛନ୍ତି ଅପନଙ୍କ ଧନକୁ ନେବ। ପାଇଁ ଖାଲିଗୋଟେଥର କହିଦି ଅ ସମ୍ପତି କାହାକୁ ମିଳି ବନି ବୋଲି କେହି ଆପଣଙ୍କ ପାଖରେ ରହିବେ ନାହିଁ ।😢 କେବଳ ଜଣେ ଲୋକ ସାରାଜୀବନ ରହିବାପାଇଁ ଆସିଥାଏ ।ସେହେଉଛନ୍ତି ବୋଉ 😂 ଆଉ କେhi nuhanti😊
Se bapa jadi health issues hele ta se 9 bharana jami poleiba..... A jhiamane bhujhiba darkar....
100% Right Madam
ଝିଅ ଜନ୍ମ କରି ଭୁଲ୍ କଲ
ଧନ୍ଯ ଝିଅ ଜନ୍ମମ ଟିକେ ବାପ ଓ ମାଆଙ୍କୁ ସେବା କର ନଅ ହେଲେ କେହି ଝିଅ ଜନ୍ମମ କରିବେ ନାହିଁ
23:27 ek dum right
Vèrynìce.
Jagabandhu sir right kahi6nti
Ajab jhia. Property darkar but Bapa nkara care nebeni
Dhonyo dhonyo mola Maa ro suna gohona paileni boli kandi pokouchanti🙄🙄😂😂😂 heeeyy prabhu 🙏
All the daughters are required to carry out the proposal of Gopabandhu Sir, Retired judge for for the sake of humanity.