Chalare Jiba Bethalihimo _ Udilare Tara _ IT KAROAKE TRACK _Jagan Mohan Nag

แชร์
ฝัง
  • เผยแพร่เมื่อ 18 ต.ค. 2024
  • Chalare Jiba Bethalihimo _ Udilare Tara _ IT KAROAKE TRACK _Jagan Mohan Nag
    Please Subscribe For More Song
    / @jaganmohannagoffcial6527
    🙏🙏 ଦୟାକରି ଆମ ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ
    🙏🙏 ଦୟାକରି ଆମ ଏହି TH-cam Jagan Mohan Nag Official ଚେନାଲ କୁ ବହୁ ମାତ୍ରାରେ subscribe କରନ୍ତୁ ।
    🙏🙏 ଗୀତର ଲିଂକ କୁ ଅନ୍ୟ ମାନଙ୍କ ନିକଟରେ ସେୟାର କରନ୍ତୁ ।
    CONTACT DETAILS
    Whatssap: 09777874138 , 8637205771
    ଗୀତର ସମ୍ପୂର୍ଣ ଲେଖା
    1. ଚାଲରେ ଯିବା ବେଥଲିହିମ
    Song Link • Chalare Jiba Bethalihi...
    LYRICS
    ଚାଲରେ ଯିବା ବେଥଲିହିମ ଜନ୍ମି ଛନ୍ତି ଯୀଶୁ ରାଜା
    ଦେଖାଏ ପରା ଆଜି ସେ ତାରା ଚଉଦିଗ ହେଲା ମଜା
    ମହା ଆନନ୍ଦେ ହେବା ଆନନ୍ଦ
    କମ୍ପି ଉଠୁଛି ଦୁନିଆ ସାରା
    ପାପରୁ ମୁକତି ମିଳିବ ଶାନ୍ତି ଏ କଥା ଜାଣିବା ପରା
    କମ୍ପି ଉଠୁଛି ଦୁନିଆ ସାରା
    ମରିୟମଙ୍କ କଳେ ଗାଈ ଗୁହାଳେ ଶୋଇଛନ୍ତି ଶିଶୁ ଯୀଶୁ
    ପୋଣ୍ଡିତେ ଯାଇ ଭେଟିଲେ ନେଇ ସୁନା କୁନ୍ଦୁ ଗନ୍ଧରସ
    ମେଷ ପାଳକଙ୍କ ହଇ ଚାଳକ
    ବାରତା ଦେଲେ ସରଗ ଦୂତ
    ଉଠ ହେ ଉଠ ତାହାଙ୍କୁ ଭେଟ ଅଛନ୍ତି ସେ ରାଜ ପୁତ
    କମ୍ପି ଉଠୁଛି ଦୁନିଆ ସାରା
    ଆମ ପାପ ଲାଗି ସରଗ ତ୍ୟାଗୀ ଆସିଲେ ସେ ଧରାଧାମେ
    ଉଧାରିଲେ ଭାଇ ଚାଲ ଯିବା ଧାଇଁ ଯୀଶୁଙ୍କ ପାଖକୁ ଆମେ
    କାଳ କାଳକୁ ଜନ୍ମ ଜନ୍ମ କୁ
    ରହି ଯିବ ଆଜି ର ଖୁସି
    ଖୁସିରେ ନାଚିବା ଖୁସିରେ ଗାଇବା ରହିବା ଜୀବନେ ହସି
    କମ୍ପି ଉଠୁଛି ଦୁନିଆ ସାରା
    2. ଉଦିଲାରେ ତାରା
    Song link : • Udilare Tara| ଉଦିଲାରେ ...
    ଗୀତର ଲେଖା
    ଉଦିଲାରେ ତାରା ସରଗେ ପରା ଦେକିଲା ଦୁନିଆ ସାରା
    ମୋର୍ ଯୀଶୁ ରାଜା ଜନମ ହୋଇଲା ସବୁକେ ମାନିଲା ପରା
    ଭାରତେ ଭାରା ପିଲାଟକି ତିଆର ପଢ଼ୁତା
    ଜନମ ପରୋବ ଆୟଲା ଏଦେ ଢେମସା ନାଚୂତା
    ବୋଡୁବଡାୟ ବୁଡ଼ା ବୁଡ଼ି ତିଆରି ପଡୁକାୟ
    ଯୀଶୁ ଜନମ ଥାନୁ ଆଉରୀ କାୟଟା ନିକ ଆୟ
    ଏ ଦେ କାୟଟା ନିକ ଆୟ
    ଆଶା ଆଶାରେ ଗୀତ ମାରୁତା ଯୀଶୁ ଜନମେ ନାଟ କରୂତା 0
    ସରଦାର ଦିନ ଏଦେ ସାରଦା କରୁ
    ମନ ଭିତରେ ଯିଶୁକେ ଜନମ ଦେଉ ଏ ଦେ ଜନମ ଦେଉ
    ଯୀଶୁ ଆକା ଜଗତର ମୁକତି ଦାତା
    ସେ କାତା ଯାଇ ଆମେ ସବୁକେ କୋଉ ଏଦେ ସବୁକେ କୋଉ
    ସାରା ପୃଥବୀରେ ଆଜି ଜନମ୍ ପରବ୍ କାୟ
    ଆସା ଆସା ସାଇ ଲୋଡ଼ି ନାଚିଦେଉତା ଏଦେ ନାଚିଦେଉତା
    ଆଶା ଆଶାରେ ଗୀତ ମାରୁତା ଯୀଶୁ ଜନମେ ନାଟ କରୂତା 1
    ଶୀତ କାକରକେ ମିଶା ନାଇରେ ଡର
    ଥୁରୁ ଥୁରି ଥୁରୁ ଥୁରି ନାଚୁ ଏଥର ଏଦେ ନାଚୁ ଏଥର
    ସାରା ପୃଥିବୀର ରାଜା ଜନମ ନେଲାୟ
    ଭୁକ ନାଇ ଶୋଷୋ ନାଇ ନାଇନି ଡର ଏଦେ ନାଇନୀ ଡର
    ହାଲ୍ଲେଲୁୟା ଗୀତ ଗାଇ ନାଚି ଦେଉତା
    ସରଦାର ଦିନ ଆଜି ନାଚି ଦେଉ କାୟ ଏଦେ ନାଚି ଦେଉକାୟ
    ଆଶା ଆଶାରେ ଗୀତ ମାରୁତା ଯୀଶୁ ଜନମେ ନାଟ କରୂତା 2
    Jagan Mohan Nag Official Productions All Right Reserved Any unauthorised broadcasting,copying or recording this video without prior written permission from Jagan Mohan Nag Official Production will constitute and infringement of copyright and serious legal action will be taken against individuals or organisations who do not have the right to do so.
    #chalarejibabethalihimochristmassong
    #udilaretarachristmassongkoraputiya
    #jaganmohannagchristiansongitkaroaketrack
    #itkaroaketrack
    #track
    #odiyachristmastrack
    #koraputiyachristmastrack
    #karoakesongs
    #amitpanichristiansongs
    #humanesagarchristiansong
    #sambalpurichristmassong
    #2023bestchristmassong
    Watch and Prepare Your self With Christ For the second Coming of Lord Jesus Christ.
    तैयार होजाओ समय होगया
    येशु आनेका समय हो गया
    आनेवाला है................
    आनेवाला है येशु आनेवाला है
    मुर्दों को उठाएगा हमको भी लेजाएगा
    येशु आनेवाला है................
    आनेवाला है येशु आनेवाला है । 0 ।
    मनफिरानेवाला येशु के साथ जायेगा
    यदी तुम ना फिराओ नास होने वाला
    सच्ची दाकलता येशु पिता किसान है
    जो डाली उसमे नहीं वो काटी जाती है
    जल्द आनेवाला है...............
    आनेवाला है येशु आनेवाला है ..... । 1 ।
    ओलग होके तुम कुछ भी नहीं कर सकते
    येशु ही हमारा बल जिधर जिसकते
    जो येशु के संग बना रेहेता है
    पिता की मोहिमा इसीसे होती है
    येशु आनेवाला है................
    आनेवाला है येशु आनेवाला है । 2 ।
    Taiyar Ho Jao Samey Ho goya
    Yeshu Ane Ka Samey Ho Goya
    Anewala He.............
    Anewala He Yeshu Anewala He
    Murdo Ko Uthayega Homkobhi le jayega
    Yeshu Anewala He..............
    Anewala He Yeshu Anewala He | 0 |
    Mon Phiranewala Yeshu ke sath Jayega
    Yodi tum na phirao Nash honewala
    Sachi Dakhlata yeshu Pita Kisan Hai
    Jo Dali usme nehi woho kati jati hai
    jald Anewala hai
    Anewala He Yeshu Anewala He | 1 |
    Alog hoke tum kutch bhi nehi kar sakte
    yeshu hni hamara bal jidhar jin sakte
    jo yeshu ke sang bona reheta hai
    pitaki mohima isise hoti he
    Yeshu Anewala He..............
    Anewala He Yeshu Anewala He | 2 |
    Song Credits
    Song : Taiyaar Ho Jao तैयार हो जाओ
    Lyrics, Music & Vocal : Jagan Mohan Nag ( Worshiper )
    Music Arrangement : Subham ( Bapi ) Samal
    Recording & Mixing Mastering : Milan Studio Cuttack Odisha
    Recordist : Soubhaya Panda
    Camera & Edit : Gagan Murali

ความคิดเห็น • 41