Home ଶାନ୍ତି | VastuShastra | ଏହି ପାର୍ଶ୍ଵରେ ସିଡି ଓ ପ୍ରବେଶ ଦ୍ୱାର ରହିଲେ ପରିବାର ପାଇଁ ବିପଦ ?NandighoshaTV
ฝัง
- เผยแพร่เมื่อ 29 เม.ย. 2022
- #vastushastra #stairs #VastuTips #vastuplants #ForHome
#ViralVideos #walkingstairs #Home #VastuTips
#DebiprasadMohapatra #homeshanti #homestairs
Home ଶାନ୍ତି | Vastu Shastra | ଏହି ପାର୍ଶ୍ଵରେ ସିଡି ଓ ପ୍ରବେଶ ଦ୍ୱାର ରହିଲେ ପରିବାର ପାଇଁ ବିପଦ ? NandighoshaTV
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
#Omicron #Covid19 #NandighoshaTV
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
ନମସ୍କାର ଆଜ୍ଞା, ସିଡ଼ି ଘର ତିଆରି ବିଷୟରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ଆଜିକାଲି ପ୍ରାୟ ଲୋକଙ୍କର ଆଣ୍ଠୁ ଗଣ୍ଠି ରୋଗ ତୁ ତୁ ମେ ମେ ସବୁ ଘରେ ଯିଏ କୋଠା କରୁଛି ସେ ଭୋଗୁଛି ଯିଏ ମାଟି ଘର କରିଛି ସେ ବି କିଏ ଏମିତି ଅଛି ଦୁଃଖ ରେ ନାହିଁ ନା ସୁଖରେ ନାହିଁ ସୁଖ ପରେ ଦୁଃଖ ଲାଗିଛି ଏ ସଂସାରେ ଏ ସବୁ ଠିକ କରିଦେଲେ ମଣିଷ ର ରୋଗ , ଦୁଃଖ ଦୂର ହୋଇଯିବ ସବୁଦିନ
ଯାହା ହଉ ଏ ବି ଗୋଟେ ଭଲ ବିଜନେସ ବହୁତ ଭଲ,।,,, ସର୍ବଦା ମନେରଖିବା ଦରକାର ଈଶ୍ୱର ହଉଛନ୍ତି ଏକ🙏
ବହୁତ୍ ସୁନ୍ଦର ଉପସ୍ଥାପନା ଏଥିରୁ ବହୁତ୍ କିଛି ସିଖିବାକୁ ମିଳିଲା।ଜୟ ଜଗନ୍ନାଥ।
ଏମିତି ଭିଡିଓ ଦେଖିଲେ ଆପଣଙ୍କୁ ସବୁବେଳେ ମନରେ କେମିତି ଜମା ଠିକ୍ ଲାଗିବନି। କାଳେ ଏଇୟା କରିଛି.. ଅଶୁଭ ହେଲା କି ସେଇଟା କରିଛି.. କଣ ହେବ କି?ଏମିତି ସବୁବେଳେ ମନ ଘାଣ୍ଟି ହେଉଥାଏ।
ATI Sundar advice sir 🙏🎉🌹
ମଦ ଦୋକାନ ଗୁଡିକର ବାସ୍ତୁ କିଏ ଦେଖିଥିଲା ଯେ ଯେଉଁ ଜାଗାରେ କଲେ ବି ଯୁଆଡେ ମୁହଁ କଲେ ବି ବେପାର ବଢିଆ ହୁଏ।
ତେଣୁ ଘର ସିଡ଼ି,ରୋଷେଇ ଘର କାହାର ମଙ୍ଗଳ ଅମଙ୍ଗଳ କରେ ନାହିଁ। ସେ ସବୁ ଜଡ ପଦାର୍ଥ ଅଟନ୍ତି।
ପ୍ରାୟ ସବୁ ଘରେ କଳି ଝଗଡା ହୁଏ,ବାତ ପିତ ଇତ୍ୟାଦି ରୋଗ ହୁଏ, ଧନ ଅଭାବ ଲାଗିରହେ।
ଏହାର ଅର୍ଥ ଏଇଆ ନୁହେଁ ଯେ ଘରର ସିଡ଼ି,ଘରର ମୁହଁ ଏମାନେ ମିଶିକି ଚୋର କୁ କହି ଦିଅନ୍ତି ଯେ ଆ ତୁ ଚୋରୀ କରିବୁ, ରୋଗ କୁ କୁହନ୍ତି ଆସେ ଏ ଘର ଲୋକ ମାନଙ୍କୁ ଧରିବୁ।
ଏସବୁ ଭଣ୍ଡାମି ସୋ ନକରି କିଛି ଧର୍ମ ଉପଦେଶ ଦେଲେ ଭଲ ହୁଅନ୍ତୁ।
ଏମାନେ ପରର ତୃଟିପୂର୍ଣ୍ଣ ଵାଟ ଦେଖାଇ ଟଙ୍କା ରୋଜଗାର କରିଥାନ୍ତି।
ମିଛ କଥା କହି ଲୋକଙ୍କୁ ଭ୍ରଣକାହାଣୀ ରେ ଭୟ ଭିତ କରୁଛନ୍ତି ଓ income କରୁଛନ୍ତି
Nice Sir 🙏🙏nice presetation
Bahut katha jani baku miluchhi
So thanks a lot 🌹🌹🌹🌹
Very nice information sir
Bahut bahut dhanyavad ....🙏🙏🙏
ବତ୍ତର୍ମାନ 10ଲକ୍ଷ ଟକାଂ ଖର୍ଚ ର ବ୍ୟବସ୍ଥା । completely psychologically emotionally blackmailing.
Educate yourself with basic vastu knowledge.u will understand.
Apana Vastu janantu then kuhantu
Very good 🙏
Jay Jagannath...... Jay 🏠 Shanti.....
Helpfull forfamiliar life.
ବହୁତ ସୁନ୍ଦର ପରାମର୍ଶ
JAY JAGANNATH 🙏 🙏
ଅତି ସୁନ୍ଦର ଭିଡିଓ
Very informative
Sir, Thanks for ur valuable suggestions regarding Thakur ghar and Bhakti bhaba.
Bahut bhala bastubid sir apanku koti pranam
Good advices
Sir,Amara rasta south re thiba ru ama ghara south muha heichhi.step bi south east re heichhi.plz solution batantu
Thank you so much sir pranam
Dhanyabad home 🏡 shanti
ଆପଣକୁ ଭି ଧନ୍ଯବାଦ୍ ସର
Jay jaganath 🙏🏻🙏🏻🙏🏻🙏🏻🙏🏻
Apanka kahiba saili bhaut bhaut bhaut bhaut sundar 👌👌👌🏼👌
Very good
Dhanyabad. Jay Jagannath. 🙏
ଜୟ ଶ୍ରୀ ମା ଲକ୍ଷ୍ମୀନାରାୟଣ 🌹🌼🕉️🙏🙏🙏🕉️🪔🪔🪔🚩🚩🚩
100% right sir
Jay jagannath
Really HOME ASHANTI
Thanks sir
Sir...Kete easy re kahuchhanti sir realy mind blowing
Jai jaganath 🌹🙏
Bahut vala katha sir samaste e bisaya re sachetan heba abasyaka
Very very very very very very nice 🙏🙏🙏🙏🙏🙏🙏🙏🙏
Ukraine jete ghara karithile bastu sastra wala nku pachari ki karinathile bodhe
Thanks a lot sir🙏
Joy jagannath 💚💚💚
JAY JAGANNTH...
Very nice
Jay Jagannath 🙏🎉🌹
❤❤nice ❤❤👌👌👌👌👍👍👍
Jay Jagannath
Asikhita thharu allpa sikhita besi andha biswasi
JAY JAGANNATH SIR 🙏🙏
Omm shanti
ବିଲକୁଲ ଏକାମ ଛାଡିଦିଅ, ଏ ସବୁ ଦଲାରୀ କାମ, ଚନ୍ଦ୍ର କୁ ଲୋକେ ଗଲେଣି ତମେ ଏ ଦଲାରୀ କରି ପେଟ ପୋଷିବା ବନ୍ଦ କରି ଠିକ ବାଟରେ ଚାଲନ୍ତୁ.
Very impressive heart touching......
Thanks so much...
Thenk you sir🙏🙏
. Thank you sor
Good advice
Jay jagarnatha
God one nothing else...
Thanks
Good
Om sai ram🙏🙏🙏
Good morning sir
ଅତି ସୁନ୍ଦର ବହୁତ କିଛି ଶିଖିବାକୁ ମିଳିଲା
Jay Jagannth❤🎉❤
🙏🙏🙏🙏sir
NORTH WEST direction .front of main door.
Is it good?
ଜୟ ଜଗନ୍ନାଥ 🙏🙏🙏🙏
ଅଶୋକା ନା ଅଶୋକ 😱ବହୁତ ସୁନ୍ଦର
ଅତି ସୁନ୍ଦର... ଧନ୍ୟବାଦ 🙏🏻
Q
🙏🙏🙏🙏
sir ମୋର ସିଡ଼ି ଘର ପଶ୍ଚିମ ରୁ ଆରମ୍ଭ ହୋଇ ଉତ୍ତର କୁ ଯାଇଛି ପୁଣି ଉତ୍ତର ରୁ ଦକ୍ଷିଣ କୁ ଯାଇଛି.
କିଛି ଅସୁବିଧା ଅଛି କି ପ୍ଲିଜ଼ reply me 🙏🙏
Sabu jagannath nk upare chadantu, kaha ku daki emiti asubidha re padantu nahi
ଜଣେ ବାବାଜୀ କୃଷ୍ଣ....🙏🙏🙏
ok
Thank you so much for your posting of your valuable information and advice about bastu. Of ladder.
Outfit
Andha biswasha
Educate yourself with basic vastu knowledge.u will understand.
ଅତି ସୁନ୍ଦର ଦେଵୀ ଵାଵୁ । ହୃଦୟସ୍ପର୍ଶୀ ଉପସ୍ଥାପନା । ଆକର୍ଷଣୀୟ କାର୍ଯ୍ୟକ୍ରମ । ଅଶେଷ ଶୁଭକାମନା ।
🙏🌹ସାର ଆପଣଙ୍କ ସହ କଥା ହେବାର ଅଛି ଆପଣଙ୍କ ଫୋନ ନମ୍ବର ଦରକାର କା ର
🙏
💯💯✔️ଆପଣ ଆମ ଅଞ୍ଚଳ ର ଜଣେ ଉଦୀୟମାନ ଓ ଉଦାହରଣ ମଧ୍ୟ, ଜୟ ବାଲୁଙ୍କେଶ୍ୱର, ଜୟ ଜଗନ୍ନାଥ, ଜୟ ଗୋପାଳଜୀ
Koutha tankara ghara ki
Kete tanka nianti
🙏🙏🙏
Mind blowing Sir 🇮🇳👏🌷
Debi Sir namaskar
ମୁଁ ଭିଡିଓ ଦେଖିନି କିନ୍ତୁ କଣ ୟେ ସବୁ ମଣିଷ ପଛକୁ ପଛକୁ ଚାଲିବାକୁ ଚେଷ୍ଟା କରୁଛି....ଭୟ ଅତ୍ୟନ୍ତ ମାରାତ୍ମକ
Right sir
Educate yourself with basic vastu knowledge.u will understand.
ଦେବୀପ୍ରସାଦ ଭାଇ ବହୁତ୍ ଭଲ କବିତା ବି ଲେଖନ୍ତି ।
Mony income ra best process
🙏
Sir good
Khira dhali heba bhala na kharap
sir very nice information. Amara ghara purba muhan. paschima pate bari thibaru danda pate sidhi utara purba re heichi main entrance b purba dakhina re heichi. kana alteration kariba darkar please suggest.
Sir kete dakhina nauchhanti apan .... Ama ghara Jajpur.. Mo baba maa nkr relationship not good... Pls apank no diantu.. dayakarantu mu chhot jhiate🙏🙏🙏
ଇଶ୍ୱର ଏକ
gd😢😢
ପୂର୍ବ ମୁହାଁ ଘର କୁ ଦକ୍ଷିଣ ପୂର୍ବ କଣରେ ମୁଖ୍ଯ ଦ୍ବାର ହେବ ନାହିଁ। କିନ୍ତୁ ଦକ୍ଷିଣ ମୁହାଁ ଘର ପାଇଁ ତ ଅସୁବିଧା ନାହିଁ।
Very nice 🙏🙏
Sir Namskar
😊
ଆପଣଙ୍କୁ ମୋର ସତ୍ ସତ୍ ପ୍ରଣାମ 🙏🙏🙏
th-cam.com/video/paBos_jYQO8/w-d-xo.html
Verynice
th-cam.com/video/paBos_jYQO8/w-d-xo.html
Beautiful
Sir namastey
Mind blowing❤❤❤❤
ଜୟ ଜଗନ୍ନାଥ 🙏
ଏବେ ଦେଖିଥିଲି ପ୍ରିୟପତ୍ର ର ସ୍ୱର୍ଣକ୍ଷେତ୍ର ଦିବସ ରେ
🙏🙏🙏💐🙏🙏👏
th-cam.com/video/paBos_jYQO8/w-d-xo.html
Jay shree 🙏 radhe Krishna 🙏
th-cam.com/video/paBos_jYQO8/w-d-xo.html
ଏଇ ସବୁ ବେକାର କଥା। ଯେତିକି ବାସ୍ତୁ ଦେଖିବ, ସେତିକି ପ୍ରକାର ମତ ଶୁଣିବ ଆଉ ସେତିକି ନିଜ ମନ ଖରାପ ହେଇ ଚାଲିଥିବ।
Santoshbej