ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଅଶୃମୋଚନ ସାର୍ ଆପଣ ଜଣେ ଭଲ ଅଭିନେତା ସୁନ୍ଦର ଅଭିନୟ ଆପଣଙ୍କର... ମିହିର ସାରଙ୍କ ଆଶାର ଆଲୋକ ଶୂନ୍ୟ --ରହିଗଲା ତାହାକୁ ଆପଣ ପୁରଣ କରନ୍ତୁ । ଜୟ ଜଗନ୍ନାଥ 🙏
ଗୋଟେ ମହାନ୍ କଳାକାର ଆଉ ଗୋଟେ ମହାନ୍ କଳାକାରଙ୍କୁ ପ୍ରସଂଶା କରୁଥିବା ଦେଖିକି ବହୁତ ଖୁସି ଲାଗୁଛି!
ଆପଣ କେମିତି ଅଛନ୍ତି ସାର୍ , ବହୁତ୍ ସମୟ ପରେ ଆପଣଙ୍କୁ ଦେଖି ଖୁସି ଲାଗିଲା ।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସର୍ବଦା ସୁସ୍ଥ ରଖିଥାନ୍ତୁ । ଜୟ ଜଗନ୍ନାଥ ।
ଆପଣଙ୍କ କଥା ଶୁଣି ହୃଦୟ ରେ ବହୁତ କଷ୍ଟ ଭରିଗଲା।
ମିହିର ସାର ଜଣେ ଭଲ ମଣିଷ ଥିଲେ ଯେଉଁ ଚରିତ୍ର ଦେଲେ ସେ ନିଖୁଣ ଓ ଜୀବନ୍ତ ଅଭିନୟ କରୁଥିଲେ ଓଡ଼ିଆ ସିନେ ଜଗତର ଅପୂରଣୀୟ ଶୂନ୍ୟ --ରହିଗଲା ଦୁଃଖ ଲାଗୁଛି 😭😭😭 ଧିରେ ଧିରେ ମହାନ ଅଭିନେତାଙ୍କ... ପ୍ରତି ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏🙏🙏🌹
ଅଶ୍ରୁମୋଚନ ସାର୍ ଆପଣ ଜଣେ ମହାନ୍ ଅଭିନେତା ଆମେ ଜାଣିଛୁ , ହେମନ୍ତ ଦାସ୍ ଙ୍କ ଭଳି ନିଛକ ଅଭିନୟ ଯଦି କିଏ କରିପାରେ ସେ ହେଲେ ଆପଣ ,, ମିହିର ସାର୍ ତ ଭଲ କଳାକାର , ଆପଣଙ୍କ ସ୍ତର ଆଉ ଟିକେ ଉଚ୍ଚରେ , ଓଡିଶା ଆପଣଙ୍କୁ ସଠିକ ସେ ଚିହ୍ନି ପାରୁନି ,, ଆନ୍ତର୍ଜାତିକ ସ୍ତରର ଅଭିନୟ ଆପଣଙ୍କର ,,, ଓଡ଼ିଶାରେ କଳାତ୍ମକ ଅଭିନୟ ଆପଣଙ୍କ ଠାରୁ ବେଶି ଆଉ କିଏ ଜାଣେ ,,,, ଆପଣଙ୍କ ଅଭିନୟ ସତରେ ବହୁତ ହୃଦୟସ୍ପର୍ଶୀ ମୁଁ ଅନୁଭବ କରିଛି ,, ସୁନ୍ଦର ମନଛୁଆଁ ଅଭିନୟ ,, ଆପଣ ବାସ୍ତବରେ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିବା କଥା ,, ନାନା ପାଟେକର ଙ୍କ ଭଳି ଆପଣଙ୍କ ଦକ୍ଷତା ,, ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ
Right
ମିହିର ଦାସଙ୍କ ଜୀବନୀ କୁ ନେଇ ଗୋଟେ ପ୍ରୋଗ୍ରାମ କରାଯାଉ
ରାଇଟ
Asrumochan sir asara aloka ku asantu
ମିହିର ଦାସ,,ଓଡ଼ିଆ ସିନେମା ର ମହାପୁରୁଷ,,ହେମନ୍ତ ଦାସ ଙ୍କ ପରେ ଏଇ ଜଣେ ହି ଥିଲେ ଯାହାଙ୍କୁ ହି ଆର୍ଟିଷ୍ଟ କୁହାଯାଉଥିଲା,,ମିହିର ଦାସ ଙ୍କ ସିନେମା କୁ ଗଣି ଗଣି ଦେଖିଥିବା ଦର୍ଶକ ମୁଁ।ତାଙ୍କ ଆଵର୍ତମାନ ରେ ଓଡ଼ିଆ ସିନେମା ତାର ଅସ୍ତିତ୍ୱ ହରେଇବ!!!
Right 👍
ଏମିତି କଳାକାର ମିଳିବା ଵହୁତ କଷ୍ଟ 😭😭😭
Acting legend emane sabu... Mihir Das, Ashrumochan... se abhinaya aau kie karuchi aaji kaali
Don't cry sir . You are a legend 🙌. & we odia people will always miss mihir sir🥺🥺🥺🥺
ANOTHER BEST ACTOR OF ODISHA.
ମିହିର ଦାସ କେବେ ଆସିବ ତମେ
Miss u mihir,achrumochan sir 😭😭😭😭😭😭😭😭🙏
RIP MIHIR DAS SIR 😭😭😭❤❤❤
ରିପ ମିହିର ଦାସ 🙏🙏
ଭୁଲ୍ କହିଲେ ଆଜ୍ଞା। ମିହିର ଦାସଙ୍କ ଜାଗା କେହିବି ପୂରଣ କରି ପାରିବେ ନାହିଁ। ତାଙ୍କ ଜାଗା ଖାଲି ହିଁ ରହିବ। ସେ ଜଣେ ଅଦ୍ୱିତୀୟ କଳାକାର ଥିଲେ, ରହିବେ ମଧ୍ୟ। ଅଭିନୟ ପାଠ ପଢ଼ି ନଥିଲେ ବି ତାଙ୍କ ଅଭିନୟରେ ବାସ୍ତବତା ଥିଲା ଯାହା ଅନ୍ୟ କଳାକାର ମାନଙ୍କ ପାଖରେ ଦେଖିବାକୁ ମିଳେ ନାହିଁ।
ବୁଝି ପାରିଲନି ବୋଧହୁଏ .....
@@himanshuranjand_HR ତୁମେ କଣ ବୁଝିଲ, ଟିକେ ବୁଝେଇଦେଲ । ଅଶ୍ରୁ ଭାଈ କହୁଛନ୍ତି, ଜାଗା ଖାଲି ରହିବନି। ୟାର ଅର୍ଥ କଣ?
କାହାରି ଜାଗା କେହି କ'ଣ ନେଇ ପାରିବେ ? ତାଙ୍କ କହିବା ଅର୍ଥ ଇଣ୍ଡଷ୍ଟ୍ରି ତଥାପି ଆଗେଇବ.... ଅନ୍ୟ କଳାକାର ସେହି ସବୁ ଚରିତ୍ରରେ ଅଭିନୟ କରିବେ , ଯେଉଁଥିରେ ମିହିର ଦାସ ଥିଲେ କରିଥାନ୍ତେ । ପ୍ରତ୍ୟେକ କଳାକାରର ସ୍ଵାତନ୍ତ୍ର୍ୟ ଥାଏ.... ଯଦିଓ ଦ୍ଵିତୀୟ ମିହିର ଦାସ ଆସିବେନି (ନ ଆସିବା ଆବଶ୍ୟକ ମଧ୍ୟ)...ପ୍ରଥମ ଅନ୍ୟକେହି ଆସିବେ ଆଉ ନିଜ ଛାପ ଛାଡ଼ିବେ ।
ଗୁରୁ ପ୍ରଥମ ରୁ ଜନ୍ମ ନିଅନ୍ତି ଯେମିତି ସେ ସେମିତି । ପ୍ରଥମ ଗୁରୁ ମହାପୁରାଣ ରାମାୟଣ ରୁ ଗୁରୁ ଜନ୍ମ ନେଇଥିଲେ ପ୍ରଥମେ ଚରିତ୍ର କୁ କାଳ୍ପନିକ କରି ରାମ ଙ୍କୁ ଦେଖି ରାମ ଙ୍କ ର ଅଭିନୟ କରିବା ସୀତା ମାତା ଙ୍କ ବିଷୟରେ ଅବଗତ ହେଇ ସେମିତି ଅଭନୟ କରିବା ପ୍ରକୁତ କଳାକାର ଯିଏ ନିଜ ଅଭିନୟରେ ହଜି ଯାଏ ସେ କେବଳ ଅଭିନୟରେ ଦର୍ଶକଙ୍କୁ ହାଯାଇପାରିବ.... କୌଣସି ଡିଗ୍ରୀ କରିବାଠୁ କମ ନୁହେଁବିଜୟ ସାର, ମିହିର ସାର, ହର ସାର କୁଆଡେ ଚାଲିଗଲେ...
So beautiful sir ❤️❤️❤️❤️❤️❤️
Jay Jagannath 🙏
Sir apananka deha bhala achi ta
Missu you mahir sir
Jai Jagarnath🙏🙏🙏🙏🙏🙏🙏🙏🙏🙏🙏🙏🙏
Miss toy ♥️❤️❤️😭😭😭🙏🙏
😭😭😥😥😥😓😓😓😓I miss you mihir bhai
So Humble Person, 🙏🙏
Om shanti
Miss mihir sir
Thank you so much 🙏🙏 Sir
Nice voice 👌 thankyou miss Kari thabru
jay sri jagannath 🙏🙏🙏🙏🙏🙏🙏
Govt should give him padmashri award
Sir please re start chhoto moro gaanti
ପ୍ରଣାମ୍
Ashru Bhai... Nasiruddin Saha bhali jane damdar actor
Jay Jagannath 🙏 MIHIR DAS
Very nice ashourmochan sir and meher sir
Aau se juga nahin ki se bhalia loka nahantiEbe loka semiti kanitie bi hebeniSouth India ra film re se kala ra chabi miluchi
I miss you Mihir sir
You are also A good Persanility Asru mochan sir....
🥺🥺🥺🥺
🙏🙏🙏
Jay Jagannath....
Mihir das only one peace
😭😭😭
Rip mihir sir🙏🙏🙏
Choto moro gaon ti bahut sundar acting
🙏💐🙏💐🙏
😭😢
Sabubele Mane padibe...
Nice
😥😥😥😥😥🙏🙏🙏
Electricity is produced in odisha still it's rate is high
R I P
Odia ra Nana Patekar Asrumochan sir
Tankabhali manisa ti a janma Kan 7 janma re bi milibeni
.
Asrumochan is not a natural actor,mihir sir is very very natural.just see any asara alok episode.asrumochan is artificial.
ଅଶୃମୋଚନ ସାର୍ ଆପଣ ଜଣେ ଭଲ ଅଭିନେତା ସୁନ୍ଦର ଅଭିନୟ ଆପଣଙ୍କର... ମିହିର ସାରଙ୍କ ଆଶାର ଆଲୋକ ଶୂନ୍ୟ --ରହିଗଲା ତାହାକୁ ଆପଣ ପୁରଣ କରନ୍ତୁ । ଜୟ ଜଗନ୍ନାଥ 🙏
ଗୋଟେ ମହାନ୍ କଳାକାର ଆଉ ଗୋଟେ ମହାନ୍ କଳାକାରଙ୍କୁ ପ୍ରସଂଶା କରୁଥିବା ଦେଖିକି ବହୁତ ଖୁସି ଲାଗୁଛି!
ଆପଣ କେମିତି ଅଛନ୍ତି ସାର୍ , ବହୁତ୍ ସମୟ ପରେ ଆପଣଙ୍କୁ ଦେଖି ଖୁସି ଲାଗିଲା ।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସର୍ବଦା ସୁସ୍ଥ ରଖିଥାନ୍ତୁ । ଜୟ ଜଗନ୍ନାଥ ।
ଆପଣଙ୍କ କଥା ଶୁଣି ହୃଦୟ ରେ ବହୁତ କଷ୍ଟ ଭରିଗଲା।
ମିହିର ସାର ଜଣେ ଭଲ ମଣିଷ ଥିଲେ ଯେଉଁ ଚରିତ୍ର ଦେଲେ ସେ ନିଖୁଣ ଓ ଜୀବନ୍ତ ଅଭିନୟ କରୁଥିଲେ ଓଡ଼ିଆ ସିନେ ଜଗତର ଅପୂରଣୀୟ ଶୂନ୍ୟ --ରହିଗଲା ଦୁଃଖ ଲାଗୁଛି 😭😭😭 ଧିରେ ଧିରେ ମହାନ ଅଭିନେତାଙ୍କ... ପ୍ରତି ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏🙏🙏🌹
ଅଶ୍ରୁମୋଚନ ସାର୍ ଆପଣ ଜଣେ ମହାନ୍ ଅଭିନେତା ଆମେ ଜାଣିଛୁ , ହେମନ୍ତ ଦାସ୍ ଙ୍କ ଭଳି ନିଛକ ଅଭିନୟ ଯଦି କିଏ କରିପାରେ ସେ ହେଲେ ଆପଣ ,, ମିହିର ସାର୍ ତ ଭଲ କଳାକାର , ଆପଣଙ୍କ ସ୍ତର ଆଉ ଟିକେ ଉଚ୍ଚରେ , ଓଡିଶା ଆପଣଙ୍କୁ ସଠିକ ସେ ଚିହ୍ନି ପାରୁନି ,, ଆନ୍ତର୍ଜାତିକ ସ୍ତରର ଅଭିନୟ ଆପଣଙ୍କର ,,, ଓଡ଼ିଶାରେ କଳାତ୍ମକ ଅଭିନୟ ଆପଣଙ୍କ ଠାରୁ ବେଶି ଆଉ କିଏ ଜାଣେ ,,,, ଆପଣଙ୍କ ଅଭିନୟ ସତରେ ବହୁତ ହୃଦୟସ୍ପର୍ଶୀ ମୁଁ ଅନୁଭବ କରିଛି ,, ସୁନ୍ଦର ମନଛୁଆଁ ଅଭିନୟ ,, ଆପଣ ବାସ୍ତବରେ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିବା କଥା ,, ନାନା ପାଟେକର ଙ୍କ ଭଳି ଆପଣଙ୍କ ଦକ୍ଷତା ,, ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ
Right
ମିହିର ଦାସଙ୍କ ଜୀବନୀ କୁ ନେଇ ଗୋଟେ ପ୍ରୋଗ୍ରାମ କରାଯାଉ
ରାଇଟ
Asrumochan sir asara aloka ku asantu
ମିହିର ଦାସ,,ଓଡ଼ିଆ ସିନେମା ର ମହାପୁରୁଷ,,
ହେମନ୍ତ ଦାସ ଙ୍କ ପରେ ଏଇ ଜଣେ ହି ଥିଲେ ଯାହାଙ୍କୁ ହି ଆର୍ଟିଷ୍ଟ କୁହାଯାଉଥିଲା,,ମିହିର ଦାସ ଙ୍କ ସିନେମା କୁ ଗଣି ଗଣି ଦେଖିଥିବା ଦର୍ଶକ ମୁଁ।ତାଙ୍କ ଆଵର୍ତମାନ ରେ ଓଡ଼ିଆ ସିନେମା ତାର ଅସ୍ତିତ୍ୱ ହରେଇବ!!!
Right
ରାଇଟ
Right 👍
ଏମିତି କଳାକାର ମିଳିବା ଵହୁତ କଷ୍ଟ 😭😭😭
Acting legend emane sabu... Mihir Das, Ashrumochan... se abhinaya aau kie karuchi aaji kaali
Don't cry sir . You are a legend 🙌. & we odia people will always miss mihir sir🥺🥺🥺🥺
ANOTHER BEST ACTOR OF ODISHA.
ମିହିର ଦାସ କେବେ ଆସିବ ତମେ
Miss u mihir,achrumochan sir 😭😭😭😭😭😭😭😭🙏
RIP MIHIR DAS SIR 😭😭😭❤❤❤
ରିପ ମିହିର ଦାସ 🙏🙏
ଭୁଲ୍ କହିଲେ ଆଜ୍ଞା। ମିହିର ଦାସଙ୍କ ଜାଗା କେହିବି ପୂରଣ କରି ପାରିବେ ନାହିଁ। ତାଙ୍କ ଜାଗା ଖାଲି ହିଁ ରହିବ। ସେ ଜଣେ ଅଦ୍ୱିତୀୟ କଳାକାର ଥିଲେ, ରହିବେ ମଧ୍ୟ। ଅଭିନୟ ପାଠ ପଢ଼ି ନଥିଲେ ବି ତାଙ୍କ ଅଭିନୟରେ ବାସ୍ତବତା ଥିଲା ଯାହା ଅନ୍ୟ କଳାକାର ମାନଙ୍କ ପାଖରେ ଦେଖିବାକୁ ମିଳେ ନାହିଁ।
ବୁଝି ପାରିଲନି ବୋଧହୁଏ .....
@@himanshuranjand_HR ତୁମେ କଣ ବୁଝିଲ, ଟିକେ ବୁଝେଇଦେଲ । ଅଶ୍ରୁ ଭାଈ କହୁଛନ୍ତି, ଜାଗା ଖାଲି ରହିବନି। ୟାର ଅର୍ଥ କଣ?
କାହାରି ଜାଗା କେହି କ'ଣ ନେଇ ପାରିବେ ? ତାଙ୍କ କହିବା ଅର୍ଥ ଇଣ୍ଡଷ୍ଟ୍ରି ତଥାପି ଆଗେଇବ.... ଅନ୍ୟ କଳାକାର ସେହି ସବୁ ଚରିତ୍ରରେ ଅଭିନୟ କରିବେ , ଯେଉଁଥିରେ ମିହିର ଦାସ ଥିଲେ କରିଥାନ୍ତେ ।
ପ୍ରତ୍ୟେକ କଳାକାରର ସ୍ଵାତନ୍ତ୍ର୍ୟ ଥାଏ.... ଯଦିଓ ଦ୍ଵିତୀୟ ମିହିର ଦାସ ଆସିବେନି (ନ ଆସିବା ଆବଶ୍ୟକ ମଧ୍ୟ)...ପ୍ରଥମ ଅନ୍ୟକେହି ଆସିବେ ଆଉ ନିଜ ଛାପ ଛାଡ଼ିବେ ।
ଗୁରୁ ପ୍ରଥମ ରୁ ଜନ୍ମ ନିଅନ୍ତି ଯେମିତି ସେ ସେମିତି । ପ୍ରଥମ ଗୁରୁ ମହାପୁରାଣ ରାମାୟଣ ରୁ ଗୁରୁ ଜନ୍ମ ନେଇଥିଲେ ପ୍ରଥମେ ଚରିତ୍ର କୁ କାଳ୍ପନିକ କରି ରାମ ଙ୍କୁ ଦେଖି ରାମ ଙ୍କ ର ଅଭିନୟ କରିବା ସୀତା ମାତା ଙ୍କ ବିଷୟରେ ଅବଗତ ହେଇ ସେମିତି ଅଭନୟ କରିବା ପ୍ରକୁତ କଳାକାର ଯିଏ ନିଜ ଅଭିନୟରେ ହଜି ଯାଏ ସେ କେବଳ ଅଭିନୟରେ ଦର୍ଶକଙ୍କୁ ହାଯାଇପାରିବ.... କୌଣସି ଡିଗ୍ରୀ କରିବାଠୁ କମ ନୁହେଁ
ବିଜୟ ସାର, ମିହିର ସାର, ହର ସାର କୁଆଡେ ଚାଲିଗଲେ...
So beautiful sir ❤️❤️❤️❤️❤️❤️
Jay Jagannath 🙏
Sir apananka deha bhala achi ta
Missu you mahir sir
Jai Jagarnath🙏🙏🙏🙏🙏🙏🙏🙏🙏🙏🙏🙏🙏
Miss toy ♥️❤️❤️😭😭😭🙏🙏
😭😭😥😥😥😓😓😓😓I miss you mihir bhai
So Humble Person, 🙏🙏
Om shanti
Miss mihir sir
Thank you so much 🙏🙏 Sir
Nice voice 👌 thankyou miss Kari thabru
jay sri jagannath 🙏🙏🙏🙏🙏🙏🙏
Govt should give him padmashri award
Sir please re start chhoto moro gaanti
ପ୍ରଣାମ୍
Ashru Bhai... Nasiruddin Saha bhali jane damdar actor
Jay Jagannath 🙏 MIHIR DAS
Very nice ashourmochan sir and meher sir
Aau se juga nahin ki se bhalia loka nahanti
Ebe loka semiti kanitie bi hebeni
South India ra film re se kala ra chabi miluchi