News Fuse 27 SEPT 2024

แชร์
ฝัง
  • เผยแพร่เมื่อ 30 ก.ย. 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 135

  • @prasantapattanaik862
    @prasantapattanaik862 3 วันที่ผ่านมา +32

    ସେ ଯେମିତି ମାରିଲେ ଏ ଭିଡିଓ କୋର୍ଟ ରେ ଦେଖେଇ ଦୋଷୀ କୁ ଦଣ୍ଡ ଜଜ୍ ଦ୍ଵାରା ଦିଅ।ତାକୁ ଆଇନ୍ ହାତକୁ ନେବାକୁ କିଏ କହିଲା।?

  • @bichitrasatapathy1229
    @bichitrasatapathy1229 3 วันที่ผ่านมา +16

    Actually.... ଏ Construction Company ର ମାଲିକକୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ....

  • @BikashDas-y9v
    @BikashDas-y9v 3 วันที่ผ่านมา +11

    ତେଲ ଚୋରି କୁ ଅଧିକ ଗୁରୁତ୍ବ ଦେଉଛନ୍ତି କିନ୍ତୁ ଏଠି ନେତା ମାନେ କୋଟି କୋଟି ଖାଇଜାଊ ଛନ୍ତି ଜାଣିକି କିଛି କରି ପାରୁନାହାଁନ୍ତି

  • @surendranathsahoo1038
    @surendranathsahoo1038 3 วันที่ผ่านมา +6

    ମାଡ ମାରୁଥିବା ସଳା କୁ ଲଗଂଳା କରି ଥାନା କୁ ନେଇଜାଅ

  • @lichuswain4928
    @lichuswain4928 3 วันที่ผ่านมา +24

    ଭାଇ ଏମିତି ଭିଡ଼ିଓ ଦେଖିକି ବହୁତ ନିଜକୁ ବହୁତ ଖରାପ ଲାଗୁଛି. ସେ ଭାଇ ଯେଉଁ ବାଡ଼ଉଛନ୍ତି ମଣିଷ ନୁହେଁ ଜାନୁଆର ଭଳି ହେଉଛନ୍ତି. ମୋତେ ଲାଗୁଛି ସେ ଭାଇ ଜଣକ ପଇସା ପାଇଁ ନିଜେ ବି ବିକ୍ରି ହୋଇଯିବେ. ଆମର ଆଇନ ଅଛି ଅଇନି ଦଣ୍ଡ ଦେବ ତୁମେ କିଏ ବାଡ଼େଇବାକୁ?
    ସେ ଭାଇ ଯେମିତି ଜଣକୁ ଉଲଗ୍ନ କରିଛନ୍ତି ତାଙ୍କ ଉପରେ ଯଥାଶୀଘ୍ର ଅଇନି ଗତ କାଯ୍ୟ ନିଆଯାଉ.

  • @-manas-ranjan-143
    @-manas-ranjan-143 3 วันที่ผ่านมา +10

    ନଦେଖିଲା ଲୋକ ଦେଖ, କଇଁଛ କାଢିଛି ବେକ। ନେତା ଧରିଲେ କୋଦାଳ, ଜନତା ଏବେ ରାଜ୍ୟ ସମ୍ଭାଳ !!😅

  • @Rajesh-dash
    @Rajesh-dash 3 วันที่ผ่านมา +7

    ତେଲ ଚୋରୀ ଘଟଣା ର ଦର୍ଶକ୍ ସାଜିଥିବା ଦୁଇ ଗୋଡ଼ିଆ ଜୀବ ମାନେ ସତରେ ମଣିଷ ତ ଯଦି ଏମାନେ ମଣିଷ ତାହେଲେ ଏମାନଙ୍କର ମାନବିକତା କଣ ତାଙ୍କ ଘରେ ରଖି ବାହାର କୁ ବାହାରିଛନ୍ତି କି? ଧନ୍ୟ ପ୍ରଭୁ ତୁମ ଲୀଳା ଆଖି ଥାଇ ବି ମଣିଷ ଅନ୍ଧ୍...... ଜୟ ଜଗନ୍ନାଥ

  • @sanjitmalik603
    @sanjitmalik603 2 วันที่ผ่านมา +1

    ସାଧାରଣ ଲୋକ ଆଇନ କୁ ହାତକୁ ନିଅ ନାହିଁ/କେବଳ politician ମାନେ ଆଇନ କୁ ହାତକୁ ନେବେ😂

  • @tofankumargagarai3322
    @tofankumargagarai3322 2 วันที่ผ่านมา +1

    ଦେଖିବା ପାଇଁ ବାକି ରହିଲା ଏ ମ୍ୟାନେଜର କୁ ସ୍ଥାନୀୟ ଲୋକ ପ୍ରତିନିଧି ଆଉ ସାମାଜିକ କର୍ମୀ କଣ ପଦକ୍ଷେପ ନେଉଛନ୍ତି

  • @AMITKUMAR-vx7bx
    @AMITKUMAR-vx7bx 3 วันที่ผ่านมา +1

    ଏ BJD ରାଲି ରୁ ଜଣା ପଡିଲା ଜେ 24 ବର୍ଷ ସରକାର ରେ କେତେ ଲୋକଙ୍କୁ କାଲିଆଜୋଜନା,ପକାଘର ,ଆଉ ବହୁତ କିଛି ଜୋଜନା ରୁ ବନ୍ଚିତ ହୋଇଛନ୍ତି ଜେ ଜଣା ପଡିଲା

  • @-manas-ranjan-143
    @-manas-ranjan-143 3 วันที่ผ่านมา +3

    500 ଟଙ୍କା ନେଇ ଭୋଟ ଦେଲେ ଆଉ ଏବେ 200 ପାଇଁ ଆନ୍ଦୋଳନରେ ଆସିଛନ୍ତି ସେ ନେତା ମନ୍ତ୍ରୀ କଥା କାହିଁକି ପଚାରୁଛନ୍ତି !

  • @prakashnaik4077
    @prakashnaik4077 3 วันที่ผ่านมา +1

    ମାଉସୀ ମାନଙ୍କୁ କିଏ ବୋଧେ ଠକି କି ଆଣି ଆସିଛନ୍ତି 😂

  • @Sasmitaratha-v6j
    @Sasmitaratha-v6j 2 วันที่ผ่านมา

    ଡିଡ଼ି ଗଜପତିଙ୍କ ସ୍ତ୍ରୀ ବୋଧେ ଓଃ କି ଡିଡ଼ି 😂😂😂😂ଏମିତିକା ଶିକ୍ଷୟିତ୍ରୀ ଭାଗ୍ୟରେ ଥିଲେ ମିଳେ😂😂😂😂😂😂😂😂😂😂😂😂

  • @143Susanta
    @143Susanta วันที่ผ่านมา

    ହଇରେ ନାରଣ ବୋହୁ ମାନେ କୁଆଡେ ଗଲେ ଏଠି ସବୁ ମାନେ ଗୋଟେ ଶାଶୁ ଅଛନ୍ତି ହେଲେ ବୋହୁ କାହାନ୍ତି ଏଠି ସବୁ କୁନୀ କୁନୀ ଛୋଟ ଭଉଣୀ ଅଛନ୍ତି ଧନ୍ୟ ଏଇ ସରକାରୀ ଵେବସ୍ତା ଧନ୍ୟ ଆମ ପାଠ ପଡା

  • @143Susanta
    @143Susanta วันที่ผ่านมา

    ଯାହା ହଉ ମାଉସୀ ଭତା ବଢେଇବାକୁ ଆସିଛନ୍ତି ହେଲେ ବିଜେଡି ଦଳରୁ ହେଲେ କହୁଛନ୍ତି ବିଜେପି ମାଉସୀଙ୍କର କଥା ବାର୍ତା ଠିକ ନାଇଁ 😂🤣😂 ହେ ମା କାଳିଆ ଯାଇକି ସୁଭଦ୍ରା ଆସିଲାଣି ହେଲେ ଲୋକେ ଏଵେ ବି କାଳିଆ ଖୋଜୁଛନ୍ତି 🤣🤣🤣

  • @Sasmitaratha-v6j
    @Sasmitaratha-v6j 2 วันที่ผ่านมา

    ବିଡ଼ି ଗଜପତିଙ୍କ ସ୍ତ୍ରୀ ବୋଧେ 😂😂😂😂😂 ଏମିତିକା ଡିଡ଼ି ଭାଗ୍ୟ ଥିଲେ ମିଳେ😅😂😂😂😂

  • @143Susanta
    @143Susanta วันที่ผ่านมา

    ମାନ୍ୟବର ନେତାଙ୍କୁ ଅନୁରୋଧ କରୁଛି ଟିକେ ଆମ ଗାଁ ଆଡେ ଆସିକି ସଫା କରିଲେ ମୁଁ ଆଉ ମୋର ଗ୍ରାମ ବାସି ବହୁତ ଉପ କୃତ ହୁଅନ୍ତୁ 🙏🏿🙏🏿🙏🏿

  • @143Susanta
    @143Susanta วันที่ผ่านมา

    ଯାହା ହଉ ଏଇ ଭଳିଆ ବିଚାର ପତି ରହିଲେ କେସ ସବୁ ଅନ ଦ ସ୍ପଟ ଯଜମେଣ୍ଟ ହଉଛି ଇଏ ନିହାତି SC ର ହେଡ଼ ଯଜ Dr. Dy ଚନ୍ଦ୍ରଚୁଡ ବୋଧେ 🤣😂🤣 ଏଇ ଭଳିଆ କାନୁନ ରହିଲେ ଆମ ଦେଶରେ ଆଉ କ୍ରାଇମ୍ ହବନି

  • @143Susanta
    @143Susanta วันที่ผ่านมา

    ମାଉସୀ ଟିକେ ଭଲରେ ବୁଝିକି ଆସ କାଇଁକି ଏମିତିକା ଅପ ହାସ ହଉଛ କହୁଛ MLA କହୁଛ ମୋହାନ ସାର 🤣😂🤣

  • @manojadalai9840
    @manojadalai9840 12 ชั่วโมงที่ผ่านมา

    ଯଦି ସେ ନିଜ ଭାଇ ହେଇଥାନ୍ତା, ତେବେ ସେ କଣ ନଙ୍ଗଳା କରି ପିଟିଥାନ୍ତା?

  • @soumyaranjanbarik4734
    @soumyaranjanbarik4734 3 วันที่ผ่านมา

    ସ୍କୁଲ୍ ମାନଙ୍କରେ ବୋଧେ ଗୋଟେ ନୂଆ ବିଷୟ ପଢାଯାଉଚି ଯାହାକି ଖାସ୍ ବାଳିକା ମାନଙ୍କ ପାଇଁ ଯାହାହଉ କିଏ ଜଣେ ଚିନ୍ତାକଲେ ଭବିଷ୍ୟତ କଥା ଦିଦିଙ୍କର ଡର କାହାକୁ?

  • @soumyaranjanbarik4734
    @soumyaranjanbarik4734 3 วันที่ผ่านมา

    ଆମଲୋକ ସିନା ସରକାର ବଦଳେଇଦେଲେ ହେଲେ ପୁରୁଣା ଅଭ୍ୟାସ କେବେବଦଳିବନି ଯିଏ 200,ଖାଇବାକୁ ଦବ ସେଇପଟେ ଯିବେ

  • @Commentofhappy
    @Commentofhappy 2 ชั่วโมงที่ผ่านมา

    ଆମ ଓଡ଼ିଶା ବହୁତ୍ ବଦଳି ଗଲାଣି 😢

  • @soumyaranjanbarik4734
    @soumyaranjanbarik4734 3 วันที่ผ่านมา

    ନିତ୍ୟାନନ୍ଦ ସାର୍ ଙ୍କୁ ବହୁତ ଧନ୍ୟବାଦ ପୋଖରୀ ସଫା କରିଥିବାରୁ

  • @AMITKUMAR-vx7bx
    @AMITKUMAR-vx7bx 3 วันที่ผ่านมา

    ଏସଲା ମେନେଜର କଣ ସାଧୁ ଥିବ କି ସେତ ଅଧିକ ପଇସା ମାରୁଥିବ ଏ କମ୍ପାନି କାମ କରୁଥିବା କାମ ମାନ ଆଗୋ ତଦନ୍ତ କରାଜାଉ ତାପରେ ମେନେଜର କୁ ହାଜତ ରେ ପୁରାନ୍ତୁ

  • @OdishaSpecialNews
    @OdishaSpecialNews 3 วันที่ผ่านมา +1

    କିଏ କିଏ Asa Grow Kariba ର New Video ଦେଖିଛ...??🤔🤔

  • @ranjitsatapathy5951
    @ranjitsatapathy5951 3 วันที่ผ่านมา +2

    Construction company owner should investigate manager how much he takes from contractors, he must be sent to jail

  • @srikantakumarhota6134
    @srikantakumarhota6134 3 วันที่ผ่านมา

    ଠିକ୍ କରିଛି। ତେଲ ଚୋରି କରିବା ଏମାନଙ୍କ ର ପେଷା।

  • @ganeshkumarswain9166
    @ganeshkumarswain9166 3 วันที่ผ่านมา

    ଏ ଶଳାକୁ ଆଜିବନ ଜେଲେ ଦଣ୍ଡ ଦରକାର

  • @manglumaharana7647
    @manglumaharana7647 3 วันที่ผ่านมา +1

    Hele narana kahi BJP rally ki BJP ra sabha re ta kaha ku kichi pacharu nahanti o ho OTV godi media 😂😂😂😂😂😂😂😂

  • @SurprisedBilliards-cn9pl
    @SurprisedBilliards-cn9pl 3 วันที่ผ่านมา

    ଆପଣ ଙ୍କ ପାଖକୁ ପୋଷ୍ଟ କିପରି କରାଯାଇ ପାରିବ.

  • @OdishaSpecialNews
    @OdishaSpecialNews 3 วันที่ผ่านมา

    କିଏ କିଏ Asa Grow Kariba ର New Video ଦେଖିଛ...??🤔🤔

  • @dineshkumarbehera2363
    @dineshkumarbehera2363 3 วันที่ผ่านมา

    ମାଦାରଚୋଦ ମୁଟୁ କୁ ଦୁଇ ଗୁଇଁଠା ମାରିବାର ଥିଲା.. ବେଶୀ ଛୁଡ଼ି ହଉଚି ମାଘିଆ.. କମଜୋର ଉପରେ ବଳ ଦେଖାଉଛୁ ମାଘିଆ ମୁଟୁ

  • @supriyodutta9471
    @supriyodutta9471 3 วันที่ผ่านมา

    କୋର୍ଟ ନିଜ ତରଫରୁ ପଦକ୍ଷେପ ନେଉ ଏବଂ ପୋଲିସ ମଧ୍ୟ ନିଜତରଫରୁ FIR କରୁ ଆଉ ଏମିତିକା ମେନେଜର କୁ ଲଂଗଳା କରି ଠୁକୁ

  • @sanjaykumar-wo5ns
    @sanjaykumar-wo5ns 3 วันที่ผ่านมา +2

    Se magia ku kuha mo saha lagu

  • @prafullswain3425
    @prafullswain3425 2 วันที่ผ่านมา

    କଣ କଲୁରେ ନାରଣ ଏତ ରାଜ ରାଣୀ ଦିଦୀ

  • @OdishaSpecialNews
    @OdishaSpecialNews 3 วันที่ผ่านมา +1

    Odisha ra Best Quality and professional channel ( Asa Grow Kariba ) ❤️❤️

  • @OdishaSpecialNews
    @OdishaSpecialNews 3 วันที่ผ่านมา +1

    Asa Grow Kariba TH-cam Channel is best TH-cam Channel in Odisha ❤❤

  • @khwahishsharada5555
    @khwahishsharada5555 3 วันที่ผ่านมา +1

    People can make vedios but can't save life & people from trauma. Really golden O

  • @ashirbadmahanta1042
    @ashirbadmahanta1042 วันที่ผ่านมา

    Odisha ra 30jila bhitare educated jila baleswar hele baleswar basi kichhi Jani parilenai BJD kan pai rali karuchhi au 29 ta janithiba narana

  • @kapilashmajhi5106
    @kapilashmajhi5106 3 วันที่ผ่านมา

    ଭାଇ 500 ନେହିଥିଲେ ହେଲେ ନେତା କୁ ଦେଖକିନୁହଁ କେମିତି ଜାଣୀବେ ନେତାଙ୍କ ନାମ କାଲି ଶଙ୍ଖ କୁ ଚିହ୍ନ କୁ

  • @khwahishsharada5555
    @khwahishsharada5555 3 วันที่ผ่านมา +1

    Very sad News fuse is not aware of odisha legal pattern, here police & lots of criminal are sitting together for feast. We have send WhatsApp vedioes but no reply

  • @Chandinia-qn4hh
    @Chandinia-qn4hh 3 วันที่ผ่านมา

    କମ୍ପାନିରେ କାମ କଲେ ଠିକି୍ ସମୟରେ ଦରମା ନ ମିଳିଲେ ଲେବର କିମ୍ବା ଅପରଟେର ହେଲେଫର. ମାନେ କେବେ ମାଲିକଙ୍କୁ ଥାନାକୁ ନେଇଛନ୍ତି ନା ବାଡେଇଛନ୍ତି ହେଲେ ଦରମା ନ ମିଳିଥିବାରୁ ହେଲେଫର କି ଅପେରେଟର ମାନେ ତେଲ ଲିଟର ଟେ ବିକ୍ରି କରିଦେଲେ ହୁଏତ ତାଙ୍କ ଜିବନ ବି ଯାଇ ପାରେ

  • @BhagyabantaAdbang
    @BhagyabantaAdbang 3 วันที่ผ่านมา

    ସେ ମାଡମlରିଥିବା ଲୋକଟାକୁ ଉଚିତ ଦଣ୍ଡଦରକାର 😂😂😂😂😂😂😂😂😂😂😂😂🎉🎉🎉🎉😢😢😢😢😢😢😅😅😅😅😅😅😅

  • @SumantaRout-n9s
    @SumantaRout-n9s 2 วันที่ผ่านมา

    Driver sangha Kan nidare soipadichhanti ki?😅😅😅😅😅😢😢

  • @khageswardas2917
    @khageswardas2917 3 วันที่ผ่านมา

    Dekhiba prasasana kn karuchhi
    Wait next episode

  • @ashirbadmahanta1042
    @ashirbadmahanta1042 วันที่ผ่านมา

    A rajay re ain surakshya au nai re narana tenu rasta upare esabu Kanda ghatuchhi

  • @ParfulalBarik
    @ParfulalBarik 3 วันที่ผ่านมา

    Guruma guruji mane ate ghasa moda khae bara a shishumanknu kara e bara vala nuhe. Guruma guruji dany ho narayan.

  • @kpsinghadv9798
    @kpsinghadv9798 3 วันที่ผ่านมา

    Ebe school re patha kam pilanka mark adhika,thaka besi.

  • @soumyasahu2590
    @soumyasahu2590 3 วันที่ผ่านมา

    News fuse Khali bbsr re Khali news dekhauchanti Dhenkanal, angul ra kichi nahi 😡

  • @artistsgamingff7926
    @artistsgamingff7926 3 วันที่ผ่านมา +1

    Bala malika

  • @ashokmoharana1826
    @ashokmoharana1826 3 วันที่ผ่านมา

    Mausi manaku chihnata kari BPL au RASAN sabu katidia rally kariba chhadijiba

  • @kpsinghadv9798
    @kpsinghadv9798 3 วันที่ผ่านมา

    Sikhya mantri nku bahut bahut dhanyabad, semankatharu sachetan loka nischita sikhya karibe.

  • @OmmiOn
    @OmmiOn 3 วันที่ผ่านมา

    Joldi aainku niajau ai menejar ku donda Dio💯💯💯💯💯

  • @sanatansahoo6526
    @sanatansahoo6526 3 วันที่ผ่านมา

    A didi mananku sarakar chakiriru bahar karidiantu.

  • @kuntaladansana2998
    @kuntaladansana2998 3 วันที่ผ่านมา

    Ei loka ku jail ku pathao

  • @subhadeepnayak5583
    @subhadeepnayak5583 3 วันที่ผ่านมา

    Kabla police ra achhi madamariba

  • @khwahishsharada5555
    @khwahishsharada5555 3 วันที่ผ่านมา +1

    Respected Sir,
    I am an Indian citizen residing in the capital city of Odisha Bhubaneswar(domicile of Odisha), whose career is at risk due to a lack of protection. We know that sir, you have to deal with lots of major responsibilities every day. But crime starts from the mind and ends with huge losses for society. Nowadays not only from the outside but terror has started within each family courtyard. Being three ladies my mother, my elder sister, and me has always been morally harassed. Also, take the help of LAXMISAGAR POLICE STATION but sorry to say Sir corruption shut the door of justice. The rest of the things we want to say in front of you, as so many times we have made appointments but were unable to meet as we have been told that we can die no matter what, our issues are worthless, and made fun of us. We have video and audio proofs.
    Thanking you
    Yours Faithful

  • @khwahishsharada5555
    @khwahishsharada5555 3 วันที่ผ่านมา +1

    Is Money power is too much that truth will be defeated!!! Certain people are saying Police are greedy for money in pockets & Press & news channels need only TRP no truth will come to front But THIS NEWS FUSE IS unique towards Funs & facts to feature for good Odisha...The Comedy is upto good mark till now..

  • @budhimantasahoo4569
    @budhimantasahoo4569 3 วันที่ผ่านมา

    A loka kan sachot.ea jao kama karuchhi .sarakari kama karuchhi sabu thik karuchhi taku dharibaku kehi nahi😢😢

  • @DanguaParida
    @DanguaParida วันที่ผ่านมา

    Chalo udisa wala police Bika hua hai aur Tika Hua Nahin Hai Bika Hua Hai

  • @khwahishsharada5555
    @khwahishsharada5555 3 วันที่ผ่านมา +1

    Good afternoon sir!
    AM I EMAILING TO DCP PRATEEK SINGH SIR?
    As it's urgent need direct appointment for visit.
    We have visited office several times but didn't get proper responses.
    Faithfully ..
    Citizen..
    Since from 1 year we r trying to visit directly to DCP sir ...in his office no one is allowing & biasing with additional police....fake people...

  • @Mohini-i2m
    @Mohini-i2m 2 วันที่ผ่านมา

    A sabu kebela news re asiba oain

  • @deepakdas1073
    @deepakdas1073 3 วันที่ผ่านมา

    Tama bjp meeting re 98%seat khaali

  • @ParfulalBarik
    @ParfulalBarik 3 วันที่ผ่านมา

    Narayan amananka darmha ru Paesa kati thanta nahele dobla kama karae bara thila ameti asbhy bhasha, mada maribara nathila. Samtha Draevar mane vaba tu a garibabhai katha athi au braever nahi ki.

  • @PrakashPapu-q5r
    @PrakashPapu-q5r 2 วันที่ผ่านมา

    Sir amanku danda miliba ta na ahi katha bjd sasana bhalia akatha bi tanka naeki luchai debe

  • @krishnanaikbrothers6459
    @krishnanaikbrothers6459 3 ชั่วโมงที่ผ่านมา

    My favorite news fews sir Jay Jagannath 🙏

  • @DiptiraniParida-w4m
    @DiptiraniParida-w4m 3 วันที่ผ่านมา

    A. Haramiku road re chhidakari
    Gulikaridia

  • @BB-nr4zb
    @BB-nr4zb 3 วันที่ผ่านมา

    A lokankara magana khiya avyas ta jibani

  • @sachitranandarath8690
    @sachitranandarath8690 3 วันที่ผ่านมา

    Manager name contact number for inspection

  • @RanjitMohapatra-y8b
    @RanjitMohapatra-y8b 2 วันที่ผ่านมา

    Valpaiba dekha naveen ra😊😅

  • @sangrammalliksangrammallik6489
    @sangrammalliksangrammallik6489 3 วันที่ผ่านมา

    Police Tanka Mausi Pua Bhai

  • @I-108
    @I-108 3 วันที่ผ่านมา

    Police will get fat share from 😂😂😂😂

  • @jayjagannathcreation2444
    @jayjagannathcreation2444 3 วันที่ผ่านมา

    Se salata bada chora vali laguchi

  • @suryakantadash3636
    @suryakantadash3636 3 วันที่ผ่านมา

    Tela chori aji kali sabuthu bada dhanda heigalani driver kn pain, tela chori Kari gadi malikn kun kandeideleni. Kebe kebe a sabu thiki Kariba pain ahara root ku dhariba katha jaha a manager Babu kale

  • @pradeepsahu2160
    @pradeepsahu2160 2 วันที่ผ่านมา

    BJP Bala bi ayaa karanti

  • @ArabindaGaria
    @ArabindaGaria 3 วันที่ผ่านมา

    Sala don dekhei hauchi କୋର୍ଟ ku Nidia jau

  • @subhasisbehara6223
    @subhasisbehara6223 3 วันที่ผ่านมา

    Nuha sarkar asichhi sethipain loka vote sina deichhanti hele na janinahanti, bjd sarkar 20 Barsha sasana karila sethipain munharu bjd na baharijauchhi. Ea sarkar bi adhika Barsha rahile samastanka na Mane rahiba.

  • @Storycreator-tk6hh
    @Storycreator-tk6hh 3 วันที่ผ่านมา

    Kia kahila India is a republic nation it is not

  • @astheblogger
    @astheblogger 3 วันที่ผ่านมา

    Ki bichitra katha BJP function ku kehi jau-nahanti , kintu BJD ra rally re full attendance 😅( janantu ki na janantu )

  • @OollywoodTV
    @OollywoodTV 3 วันที่ผ่านมา

    Au jadi amiti loka ku jail na nia jiba tahele aame bi chadubuni

  • @ranjayarout4523
    @ranjayarout4523 3 วันที่ผ่านมา

    ଜୟ ଜଗନ୍ନାଥ

  • @sasmitabehera5156
    @sasmitabehera5156 2 วันที่ผ่านมา

    Salary ta 1 lack karidiajau

  • @heledadacreation3883
    @heledadacreation3883 3 วันที่ผ่านมา

    Maa giha contractor

  • @parthapradhan3781
    @parthapradhan3781 3 วันที่ผ่านมา

    Are bujhuna National education policy re vocational education ku school re add Kara heichi paaaa eita b gote vocational education dia hauchi

  • @BANITANAYAK-r6q
    @BANITANAYAK-r6q 3 วันที่ผ่านมา

    Bjd pandian hele BJP sakar mohan majhiji rabar stamp aau Modiji nka golam

  • @Tapasminimohanty123
    @Tapasminimohanty123 3 วันที่ผ่านมา

    A jou loka staff nku amiti mariparuchi... Ta ghare stree chua nku kemiti maruthiba kia kahipariba.... Amiti loka lokanku jiban ru maribaku samaya lagivani...

  • @SumanMarandi-t4y
    @SumanMarandi-t4y วันที่ผ่านมา

    K u school didi tike khuho

  • @smitaprusty5609
    @smitaprusty5609 3 วันที่ผ่านมา

    Bahut badia🙏

  • @DineshchandraBhatra
    @DineshchandraBhatra วันที่ผ่านมา

    😂😂😂😂😂😂😂😂😂😂😂😂😂😂😂

  • @munadalbehera
    @munadalbehera 3 วันที่ผ่านมา

    10:27 athi pai i follow bjp

  • @OmmiOn
    @OmmiOn 3 วันที่ผ่านมา

    Ho aimenejor ku dondamilun💯💯

  • @DipentiNaik
    @DipentiNaik 3 วันที่ผ่านมา

    Tujs cuudghng

  • @jayramraj6074
    @jayramraj6074 3 วันที่ผ่านมา

    Ea hauchanti Aadarsh school ra Aadarsh pilamane. Guru bhakti kemiti kara Jaye Aaji Aame Aei Mananka thu sikhiba.dhanya se guru maa dhanya Aama kuni pilaye.

  • @Sanjaybabu220
    @Sanjaybabu220 3 วันที่ผ่านมา

    Love you news fuse

  • @rajeshvlogs1262
    @rajeshvlogs1262 3 วันที่ผ่านมา

    Jajpuria power

  • @AshokBiswas-pj8bq
    @AshokBiswas-pj8bq 3 วันที่ผ่านมา

    Odisha driver bhai Mane se manager ko uchit sikha Diya ham to

  • @jayramraj6074
    @jayramraj6074 3 วันที่ผ่านมา

    a bhalia maneger upare drudha karjyanustana nihati neba darkar. Na hele samajaru faya dharma Full uthijiba ho.

  • @arunamohanty2986
    @arunamohanty2986 3 วันที่ผ่านมา

    Eye ki niti aaku thanare dia asikhita loka

  • @biswajitbehuria9614
    @biswajitbehuria9614 3 วันที่ผ่านมา

    Sabu modi sasana