ଶୁଭଲକ୍ଷ୍ମୀ ନିଜେ କହୁଛି ତାକୁ ଡ୍ରାଇଭର ମାରିଲା କେମିତି | ANGUL NEWS |

แชร์
ฝัง
  • เผยแพร่เมื่อ 4 ม.ค. 2025

ความคิดเห็น • 629

  • @jashmine4154
    @jashmine4154 ปีที่แล้ว +342

    ଧନ୍ୟବାଦ୍ ପିଲାମାନେ ତମର ଏଇ ସାହସ ସବୁଦିନ ପାଇଁ ରହୁ,

    • @Khageswar55
      @Khageswar55 ปีที่แล้ว +7

      आप सभी छात्र छात्राओं को बहुत-बहुत धन्यवाद

    • @dwijarajbiswal7739
      @dwijarajbiswal7739 ปีที่แล้ว

      L

    • @dwijarajbiswal7739
      @dwijarajbiswal7739 ปีที่แล้ว +1

      7😊😊

    • @dwijarajbiswal7739
      @dwijarajbiswal7739 ปีที่แล้ว

      ​000😊😊😊😊3@@Khageswar55

    • @dwijarajbiswal7739
      @dwijarajbiswal7739 ปีที่แล้ว

      ​@@Khageswar55ppp00ppp0pp0000300ppp0p😊ppp0l😊p😊0😊p⁰p00op😊

  • @subhammohanty263
    @subhammohanty263 ปีที่แล้ว +52

    Salute to this small girl ,who is exposing the truth things.God bless you beta.

  • @gurucharansahoo9577
    @gurucharansahoo9577 ปีที่แล้ว +265

    ଏ ଛୁଆ ଗୁଡାକ ଖରା ରେ ରାସ୍ତା ଉପରେ ବସିଛନ୍ତି 🤔🤔🙄🙄 😭😭ଧିକ୍ ରେ ପ୍ରଶାସନ ଶତ ଧିକ 😠😠😠😠

    • @amulyabeheraodm8520
      @amulyabeheraodm8520 ปีที่แล้ว +3

      ଭାଇ ନବିନା କୁ ଆଉ ୫ ବରସ ଭୋଟ ଦେଲେ ସବୁ ଦୁଖ ଦୁର ହୋଇଜିବ

    • @dibyaranjan3454
      @dibyaranjan3454 ปีที่แล้ว +4

      ଦକ୍ଷିଣି ଶାସନ ଚାଲିଛି

    • @errajeshkumarmohanta3076
      @errajeshkumarmohanta3076 ปีที่แล้ว +1

      ଆଉ ଥରେ ବି ନବୀନ ହିଁ ଶାସନ କ୍ଷମତା କୁ ଆସିବ।। ଏମିତି ଅସୁବିଧା ହେଲେବି ସାଧାରଣ ଜନତା ଭୋଟ ନବୀନ କୁ ହିଁ ଦେବେ ,
      ଜନତା ସୁଧୁରିଲା ପରେ ଯାଇ କିଛି ହେବ ଓଡ଼ିଶା ର ।।

    • @SorajDas-bo7yr
      @SorajDas-bo7yr 8 หลายเดือนก่อน

      ​@@amulyabeheraodm8520❤❤❤❤❤❤❤
      Dld

    • @BiranchiRath-oo2qy
      @BiranchiRath-oo2qy 8 หลายเดือนก่อน

      😊​@@amulyabeheraodm8520

  • @saroswatisahoo8124
    @saroswatisahoo8124 ปีที่แล้ว +36

    ପିଲାମାନେ ଯାହା ସବୁ କଥା କହୁଛନ୍ତି ଠିକ୍ କହୁଛନ୍ତି

  • @UttamGold-zm3xm
    @UttamGold-zm3xm ปีที่แล้ว +40

    ଧନ୍ୟବାଦ ପିଲାମାନେ ତମର ଏଇ ସାହସ ସବୁ ଦିନ ଥାଉ God bless you all student

  • @lucky4110
    @lucky4110 ปีที่แล้ว +34

    ଏ ନେତା ମନ୍ତ୍ରୀ ଙ୍କୁ ସିଧା ଯାଇକି ହାଣି ଦେଲେ ଏମାନେ ଠିକ୍ ବୁଝିବେ।

  • @sachinmalik5721
    @sachinmalik5721 ปีที่แล้ว +34

    Great salute to the children. God help you every moment guys

  • @bibhutisahu4204
    @bibhutisahu4204 ปีที่แล้ว +116

    ଏତେ ଛୋଟ ରାସ୍ତାରେ, ବହୁତ ଗାଡି ଯାଉଛି, ମୋତେ ବି ସେ ରାସ୍ତାରେ ଯିବାକୁ ଡର ଲାଗେ, କେଡେ ନିଷ୍ଠୁର ସରକାର, ଅଫିସର ର ଭୁଲ କମ, ନେତା ମନ୍ତ୍ରୀ ମାନଙ୍କର ସବୁ ଖେଳ ଲୋ ମା

    • @dibyaranjan3454
      @dibyaranjan3454 ปีที่แล้ว +3

      ଆମସମସ୍ତଙ୍କ ପାଇଁ ଏ ସବୁ ଘଟୁଛି। ଆମ ଲୋକେ ଯେମିତି 500, 1000 ମୁଣ୍ଡ ବିକୁଛେ ଆଉ କଣ ହବ

  • @minatirout7523
    @minatirout7523 ปีที่แล้ว +69

    ଆଲୋ ମା ମନ୍ତ୍ରୀ କି ଏ ମେ ଲ ଝିଅ ନୁହେଁ ସେ ପରା ଖଟିଖିଆ ର ଝିଅ ସେମାନେ କେମିତି ବୁଝିବେ ଦୁଖ କଣ ଏମିତି ନିରିହ ଲୋକ କେତେ ମରିଵେ 😭😭😭😭

  • @prabhakardas4898
    @prabhakardas4898 ปีที่แล้ว +42

    ଏ ଅଶୁବିଧା ପାଇଁ ସାଧାରଣ ଯନତା ଦାୟି ଯୟ ଜଗନ୍ନାଥ ଭରଷା

    • @Sanchitafans01
      @Sanchitafans01 ปีที่แล้ว

      Jonota nijo bilo biki ki kamo kori be na kon

  • @prabhatkumarnaik8440
    @prabhatkumarnaik8440 ปีที่แล้ว +9

    ହେ ଭଗବାନ ଇଏ କ'ଣ ହୋଇଗଲା ପ୍ରଭୁ। ଏହି ନିରୀହ ନୀଷ୍ପାପି ଛୁଆଟିର କ'ଣ ଭୁଲ୍ ଥିଲା। ତାକୁ ଏମିତି ଶାସ୍ତି କ'ଣ ପାଇଁ ଦେଲ ହେ ପ୍ରଭୁ। ହେ ଭଗବାନ ତା ଆତ୍ମାକୁ ସଦା
    ସର୍ବଦା ଶାନ୍ତିରେ ରଖନ୍ତୁ।ହର ହର ମହାଦେବ 🌹🌸🌺🌼🏵️🪔🪔🪔🪔🪔😭😭😭😭😭🙏🙏🙏🙏🙏

  • @lakshmanraita3504
    @lakshmanraita3504 ปีที่แล้ว +62

    ସରକାର ରୋଡ କଣ ଦେଖାଯିବ ଚାଲାଣ ଟଙ୍କା ଆଧାୟ କରିବାରେ ବ୍ୟସ୍ତ ଅଛି
    ଯେ ପର୍ଯ୍ୟନ୍ତ ନେତା ମନ୍ତ୍ରୀ ନ ବଦଳେ ସେତେ ଯାଏ ଏମିତି ଚାଲିଥିବ ନିସ୍ୱଥି ଆପଣଙ୍କର ଜୟ ଜଗନ୍ନାଥ

  • @swatimobile2332
    @swatimobile2332 ปีที่แล้ว +165

    ଡ୍ରାଇଭର ର ଭୁଲ ନାଇ ଆଜ୍ଞା ରାସ୍ତା ଖରାପ୍ ପାଇଁ ସୁନା ଝିଅ ଟି ଆମର ଚକା ତଳେ ପଡି ଗଲା

    • @dhaneswarikusulia9069
      @dhaneswarikusulia9069 ปีที่แล้ว +3

      Magya sarpanch magya srkar

    • @bikashsahoo8098
      @bikashsahoo8098 ปีที่แล้ว +10

      Bhai ... Jhiea ra bhul nahi ki 🚛🚒🚒🚒 truck driver ra bhul nahi.........Road 🛣️🛣️🛣️ Bhai bahut kharap sethi paeni bahut dhana jibana nasta hauchi

    • @laxmipriyadwibedi2021
      @laxmipriyadwibedi2021 ปีที่แล้ว +1

      Right

    • @amar.jit9788
      @amar.jit9788 ปีที่แล้ว +2

      Right ethi rasta ra bhulu

    • @cuttackvlog4472
      @cuttackvlog4472 ปีที่แล้ว +1

      ହଉ ଭାଇ ଯାହା ହେବାର ଥିଲା ହେଲା 🙏
      ହେଲେ ସରକାର କଣ କରୁଛନ୍ତି?

  • @ranjitsahu9526
    @ranjitsahu9526 ปีที่แล้ว +447

    ଏତେ ଯଦି ଏକ୍ ଅଛ,ସମ୍ପୂର୍ଣ ଗୋଟେ ଥର MP ଆଉ MLA ଭୋଟ ଦେବା ବନ୍ଦ କରିଦିଅ

  • @pradeepsahoo954
    @pradeepsahoo954 ปีที่แล้ว +58

    ରାସ୍ତା କାମକୁ ଟଙ୍କା ନାହିଁ, କିନ୍ତୁ helicopter 🚁🚁🚁 helikopter ରେ ବୁଲି ପ୍ରଚାର କରିବାକୁ 1000 ହଜାର ହଜାର କୋଟି ଟଙ୍କା ଅଛି, ବାହା ବାଃ ବାଃ ରେ ସରକାର ଧନ୍ୟ ତୁମେ

  • @MadgaKisku
    @MadgaKisku หลายเดือนก่อน +1

    Bahuta bahutha thankful for your

  • @TapaswiniDash-u4n
    @TapaswiniDash-u4n 9 หลายเดือนก่อน +1

    Thik katha kahicha jhia ❤❤❤❤

  • @HiraBag-ht7vr
    @HiraBag-ht7vr ปีที่แล้ว +8

    ଧନ୍ୟବାଦ ପିଲାମାନେ ତମର ଏଇ ସାହସ ସବୁଦିନ ପାଇଁ ରହୁ

  • @ashishsahoo174
    @ashishsahoo174 ปีที่แล้ว +8

    ମୋ ସହ ସେମିତି accident hei thila but mun road ra opposite side re padi ଯାଇ ଥିଲି ଭଗବାନ ଙ୍କ କୃପା ରୁ କିଛି hei ନଥିଲା।।thank you for god

  • @pratyushpuhan9671
    @pratyushpuhan9671 ปีที่แล้ว +63

    ଆଉ ପଚିଶ ବର୍ଷ ଭୋଟ ଦେଇ ଶାସନ ରେ ବସାଅ ନେତା ମାନଙ୍କୁ

  • @manisaeducation8876
    @manisaeducation8876 ปีที่แล้ว +23

    Thanks a lot dear children 🥲🥲🙏🙏🙏Raali continue rakho jeparyanto tamaku nyayo no milichhi 🥲🥲 it's very painful, after seeing this video my heart get died 😢

  • @sibaprasadbehera3824
    @sibaprasadbehera3824 ปีที่แล้ว +24

    ପ୍ରଶାସନ ଆଉ ନବୀନ ବାବୁ ସତରେ ଶୋଇଛନ୍ତି।No doubt

  • @mohancharanmajhi-x4d
    @mohancharanmajhi-x4d ปีที่แล้ว +14

    ସରପଞ୍ଚ ଙ୍କ ପ୍ରତି ଟିକେ ବି ଦୁଃଖ ନାହିଁ ବୋଧେ .. କେମିତିକା ସରପଞ୍ଚ ଛି ଛି ଲାଜ ଟିକେ bi ନାହିଁ ନି

  • @suryamanipradhan5839
    @suryamanipradhan5839 ปีที่แล้ว +2

    ଆରେ ତୁ କହୁଚୁ ରାସ୍ତା କଣ ପାଇଁ ହଉନି..... ତ ବାପା ପରା ବିଜେଡି କୁ ଭୋଟ ଦଉଚି... ଯଦି ମନା କରିବ ତ ମଦ ଆଉ ଚିକେନ ଟିକେ ଖାଇ ଦେଲେ ଭୋଟ ଦେଇ ଦଉଚି.. ଆଉ କଣ ହବ କହ...
    ତୁ ସାବଧାନ ହେଇକି ଯା.... ନ ହେଲେ ତୁ ବି ଚାଲିଯିବୁ.... ଆଉ ନେତା କଥା କଣ କଉଛୁ

  • @TrinathLifestyle
    @TrinathLifestyle ปีที่แล้ว +19

    ମୁଁ ବି ସେଇ ରାସ୍ତା ଦେଇ ନୀତି ଦୀନ ଯାଉଛି ବହୁତ୍ ଡର ଲାଗେ

  • @subhalaxmipanda-ek8sd
    @subhalaxmipanda-ek8sd ปีที่แล้ว +9

    ବହୁତ ଭଲ କରିଛ

  • @abhijitmandal1586
    @abhijitmandal1586 ปีที่แล้ว +31

    ଏଥର BJD କୁ ଆମେ ହଟେଇବା। ଟଙ୍କା ଲୋଭ ରେ ନବୀନ ସରକାର କୁ ବର୍ଜନ କର।

  • @sandhyaranidehury9460
    @sandhyaranidehury9460 ปีที่แล้ว +7

    ଏଥି ସବୁ ହାରାମି ଜୀବନ ଚାଲି ଗଲେ ତାଙ୍କର କିଛି ଫରକ୍ ପଡିବନି
    ତାଙ୍କ ନିଜ ଲୋକ ନୁହ ନା
    ସବୁ ଭାଡୁଆ

  • @pabitramohandas6101
    @pabitramohandas6101 ปีที่แล้ว +15

    ଲଜ୍ୟା ହିନ ପ୍ରସାଶନ......

  • @hemantabehera7450
    @hemantabehera7450 ปีที่แล้ว +58

    ଜଣେ ଶିକ୍ଷକ ହିସାବରେ ମୋ ଆଖିରେ ଲୁହ ରହୁନି, ସରକାର ଙ୍କୁ ଅନୁରୋଧ କରୁଛି, ସେ ପିଲାମାନଙ୍କ ଦାବି ପୁରଣ କରିବା ସହିତ ଶୁଭଲଷ୍ମୀ ର ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରନ୍ତୁ, ଈଶ୍ୱର ଙ୍କୁ ପ୍ରାର୍ଥନା କରୁଛି ଶୁଭଲଷ୍ମୀ ର ଶୋକାକୁଳ ପରିବାରବର୍ଗ ଓ ତାର ବାପା ମା ଙ୍କୁ ଧର୍ଯ୍ୟ ପ୍ରଦାନ କରନ୍ତୁ 😂😂😂RIP

    • @ashishsahoo174
      @ashishsahoo174 ปีที่แล้ว

      ସେ ଝିଅ ଙ୍କୁ sir 20 lakhs ମିଳିବ

    • @AlwaysHappyOdisha
      @AlwaysHappyOdisha ปีที่แล้ว

      Kede avadra taa kire
      Chhua tira jibana chaligala
      Kandi kandi RIP na kahiki hasiki RIP kahucha 😠😠

    • @l-1656
      @l-1656 ปีที่แล้ว

      Kede bekarar Loko hashuchha kana pain 🤬

  • @Bibhu-01
    @Bibhu-01 ปีที่แล้ว +2

    ସବୁ ଭୁଲ୍ gomete ର ସେଥି ପାଇଁ ସବୁ ପିଲା ପ୍ରାଇଭେଟ୍ school ରେ ପଢ଼ନ୍ତି l ନେତା ମାନଙ୍କର ଯେତିକି ଭୁଲ୍ public ର bi ସେତିକି ଭୁଲ୍ ଅଛି l😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡

  • @sonashappyworld4867
    @sonashappyworld4867 ปีที่แล้ว +20

    ଆମ ବନରପାଳ ଝିଅ ଶୁଭଲକ୍ଷ୍ମୀ, ବହୁତ ଦୁଃଖ ଲାଗୁଛି ହେଲେ ଆମ ଗାଁ ନେତା ହଉଛନ୍ତି ଉପବାଚ୍ପତି କିନ୍ତୁ କିଛି ଲାଭ ନାହିଁ, ପୋଲିସ ବି ଆହୁରି ନିଷ୍ଟୁର ଛୋଟ ପିଲାଙ୍କୁ ପବ୍ଲିକ ସପୋର୍ଟ କରିଲା ବୋଲି ସେମାନଙ୍କ ନାମରେ କେସ ହେଇଛି, ରୋଡ କାମ ପାଇଁ ଆସୁଥିବା ପୁଞ୍ଜି ସବୁ ନେତା ଆଉ ଜିଲ୍ଲପାଳ ଖାଇଲେ ରୋଡ କାମ କେମିତି ହେବ, ରୋଡ ରେ ଯିବାକୁ ଡର ଲାଗୁଛି, ବହୁତ ଅସୁବିଧା କେହି ବି ଶୁଣୁ ନାହାନ୍ତି 😔😔.........

  • @SipunBehera-u6j
    @SipunBehera-u6j 15 วันที่ผ่านมา +1

    Bahuta bhala kahucu jia

  • @JayasmitaJena-cy1er
    @JayasmitaJena-cy1er 11 หลายเดือนก่อน +1

    Subhalkhmi ku nyaay dio 🙏🙏🙏🙏🙏🙏

  • @samalofficestationery5244
    @samalofficestationery5244 ปีที่แล้ว +7

    😭 bahut dukha laguchhi , bhagawan tama atma ku santi diantu

  • @dipakjana2714
    @dipakjana2714 ปีที่แล้ว +41

    😭😭😭ସେ ମାଗିଆ ସରପଞ୍ଚକୁ ବାଡାଉ 🤭😜🤔👍

    • @vivekhd1508
      @vivekhd1508 ปีที่แล้ว +2

      ଭାଇ ସେଠି ହାରାମି MLA ଦିଟା ଅଛନ୍ତି ତାଙ୍କର କିଛି ଛୋଡି ପାରୁନ ଆଉ କହୁଛ ସରପଞ୍ଚଙ୍କୁ ବାଡାଅ ନିରୀହ ଉପରେ ପାହାର NH ରେ ସରପଞ୍ଚଙ୍କ ର କି power ଯେ ସରପଞ୍ଚଙ୍କୁ କହୁଛ dum ଅଛି ଯଦି ସେ ହାରାମି ମାଗିହା MLA ଦିଟାକୁ ସାବାଡ଼ କର ମୁଁ ଦେଖିବି ତମର power କେତେ

  • @sidharthkumar126
    @sidharthkumar126 ปีที่แล้ว +2

    ଭାଇ ଡ୍ରାଇଭର ର ଦୋଷ ନାଇଁ. But ରାସ୍ତାରେ ଯୋଉ ଖାଲ ଖମଣ ଅଛି ରାସ୍ତା କୁ ଠିକ କରାଯାଉ

  • @rcchannel50
    @rcchannel50 ปีที่แล้ว +6

    ହେ ଭଗବାନ

  • @khusidas118
    @khusidas118 ปีที่แล้ว +1

    Sister manibaku padiba tumaku au tuma sahas ku, good job emiti sahas amaku dia bhagwaan, superb 🥰👌👏👍

  • @localtokagrouplocaltokagroup
    @localtokagrouplocaltokagroup ปีที่แล้ว +15

    ସେ ରାସ୍ତା ରେ ଅନେକ ଲୁକ କର ଜୀବନ ଯାଇପାରେ ଆଜି ଜେମେତି ଗୋଟି ଛୁଟ ପିଲା ର ଜୀବନ ଚାଲି 😭😭ଗଲା ସେଥିପାଇଁ ବଡ଼ ରାସ୍ତା ହେବା ଦରକାର 😭 ମୁଁ ଭିଡିଓ ଦେଖିଲା ପରେ ଆମକୁ ବି ଭୟ ଲାଗୁଛି 🙏ଜୟ ଜଗନ୍ନାଥ 👍

  • @SanjulataBadhei-tf7rz
    @SanjulataBadhei-tf7rz ปีที่แล้ว +5

    Right 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭road heba darkar.hrudaya bidarak ghatana

  • @youtubestar.aditya
    @youtubestar.aditya ปีที่แล้ว +39

    ରୋଡ ପାଇଁ ସେ ଝିଅ ର ଜୀବନ ଗଲା ଭିଡ଼ିଓ ଦେଖା ଯାଉଛି ରୋଡ଼ ପାଇଁ ହିଁ ସେ ଝିଅ ର ଜୀବନ ଗଲା

  • @manojbarla3810
    @manojbarla3810 9 หลายเดือนก่อน

    thank you pila mane tuma sahas sabu bele amiti thau good bless you

  • @pradipofficial1994
    @pradipofficial1994 ปีที่แล้ว +16

    ଏମିତି ଏକ ନେତା ବଛା ଯାଉ ଯିଏ କି ଓଡ଼ିଶା ର ପରିବର୍ତନ କରିହେବ

  • @jjyotirmayee
    @jjyotirmayee ปีที่แล้ว

    Thik kahichu lo 🙏🙏🙏thank you god blessing you

  • @lulugaming2498
    @lulugaming2498 ปีที่แล้ว +8

    Miss you sister😢😢😢😢

  • @sabitasethi2693
    @sabitasethi2693 ปีที่แล้ว +2

    Very good student 🙏🤗 all the best children

  • @RajmaniDalai-bj3xd
    @RajmaniDalai-bj3xd 11 หลายเดือนก่อน +1

    Jay jagannth🙏🙏🙏

  • @sanjaypradhan-tp7mx
    @sanjaypradhan-tp7mx ปีที่แล้ว +9

    ଜୟ ଜଗନ୍ନାଥ 😢

  • @bhagyabatibal-pq4xm
    @bhagyabatibal-pq4xm ปีที่แล้ว +2

    Thanks children 👍👍

  • @KasruriPollai
    @KasruriPollai 8 หลายเดือนก่อน +1

    ❤❤❤❤❤

  • @NoobGaming-dd5ox
    @NoobGaming-dd5ox ปีที่แล้ว +1

    ସାସହ ଅଛି ଏ ଛାତ୍ରି ର 😊😊

  • @amulyabeheraodm8520
    @amulyabeheraodm8520 ปีที่แล้ว +7

    😢କୋଉଠି driver ମାରିଦେଲା ସିସିଟିଭି ତୋତେ ଦେଖାଗଲାନି ବୋଧେ, ସିସିଟିଭି ଜାଇ ଦେଖ୍ ଗାଡୀ ସେ ପିଲାକୁ ଚଢେଇ ଛି ନା ସେ ପିଲା ଚକା ତଳେ ଖସି ପଡିଲା, ଶଳା ରାସ୍ତା ଖାଲ ଖମା ରେ ପରିପୂର୍ଣ୍ଣ, ସେଇଟା ଦେଖା ଜାଉନି କାହିଁକି ସେ ରାସ୍ତା ଏତେ ଖରାପ ସେ ବିସୟରେ କେବେ ଉଠେଇନ, ଖାଲି କଥା କହି ସିକିଛ driver ଗାଡୀ ଚଢେଇ କି ମାରିଦେଲା, ଏଠି driver ର ଭୁଲ କିଛି ନାହିଁ

  • @nareshbiswal2089
    @nareshbiswal2089 ปีที่แล้ว +5

    ଧିକ ନବୀନ ସରକାର ଆଉ କେତେ ବର୍ଷ ପ୍ରଶାସନ ରେ ରହିଲେ ହେବ

  • @kailashkumbhar7589
    @kailashkumbhar7589 ปีที่แล้ว +1

    All the best of All, God bless of All.

  • @mr.mathurihansdah
    @mr.mathurihansdah ปีที่แล้ว +5

    ପ୍ରଶାସନିକ ଅବହେଳା। ଛିଛି ବିଜେଡି ସରକାର। 🤔🤔🤔🤔🤔

  • @thebeststudycenter7403
    @thebeststudycenter7403 ปีที่แล้ว +11

    Miss you my lovely sister😢😢😢😢😢😢😢

  • @DeepakKumar-rw1qd
    @DeepakKumar-rw1qd ปีที่แล้ว +8

    Jay Shree Jagannath ⭕‼️⭕😭🥺🌍❤️❤️

  • @ranjankumarnayak1211
    @ranjankumarnayak1211 ปีที่แล้ว +2

    ସେଠିକାର ସ୍ଥାନୀୟ ଜନସାଧାରଣ ମାନଙ୍କୁ ମୋର ଛୋଟିଆ ନିବେଦନ, ଆପଣମାନେ ଏଥିପାଇଁ ଦାୟୀ ।ଏହାର କାରଣ ଆଜି ଏହି କୋମଳମତି ପିଲାଟିଏ ମଲା, ଆପଣଙ୍କ ମତରେ ଆଗରୁ ବହୁତ ମରିଛନ୍ତି କିନ୍ତୁ ଏହି ଅଞ୍ଚଳର ଉନ୍ନତି ଦିଗରେ ପଦକ୍ଷେପ ନେବା ବଦଳରେ କାହିଁକି ଏ ଟାଉଟର, ଦଲାଲ ନେତା ମନ୍ତ୍ରୀଙ୍କ କିଣା ଚାକର ହୋଇ ୨୦୦ଟଙ୍କା,୫୦୦ ଟଙ୍କା ରେ ନିଜକୁ ବିକୁ ଛନ୍ତି ?ସେମାନେ ଭୋଟ ବେଳେ ଆସିଲେ ଗୋଟାଏ ଗୋଟାଏ ଠେଙ୍ଗା ରେ ସବୁ କାମ ହେବ ।ଅନ୍ୟର ମଙ୍ଗଳ ପାଇଁ ଜେଲ ଯିବାକୁ ଆମେମାନେ ପ୍ରସ୍ତୁତ ଅଛୁ ।ଏକତା ହିଁ ବଳ❤💐🙏

  • @AODKSBPOdisha
    @AODKSBPOdisha ปีที่แล้ว +3

    Students manku salute

  • @santoshminz2491
    @santoshminz2491 ปีที่แล้ว +3

    Bhut duka khabar 😢😢😭😭😭😭 video dekile 😞😢😭😢

  • @trilochanpradhan7940
    @trilochanpradhan7940 ปีที่แล้ว +10

    Jay jaganatha🕯️

  • @bulukhamari9160
    @bulukhamari9160 ปีที่แล้ว

    VERY GOOD DECISION 👍

  • @prabhatkumarnaik8440
    @prabhatkumarnaik8440 ปีที่แล้ว

    ଅନୁଗୋଳ ଜିଲ୍ଲାର ସେହି ହାରାମି ନେତା ମାନଙ୍କୁ ବାନ୍ଧିକି ଭଲକି ବାଡେଇ ପିଟିକି ଗଳାରେ ଚପଲ ମାଳ ପିନ୍ଧେଇ ମୁହଁରେ କଳା ଚୂନ ମାରି ବୁଲେଇବା କଥା। ଏମିତି କେତେ ଆଉ ସଡ଼କ ଦୁର୍ଘଟଣାରେ ଲୋକ ଓ ଛୁଆ ମାନଙ୍କ ପ୍ରାଣ ଗଲେ ସେମାନେ ତିଷ୍ଠିବେ।

  • @kajal94142
    @kajal94142 ปีที่แล้ว +6

    He prabhu😢 tk uthha re neta mane kete au lutiba odisha ku tk ta help kara

  • @lipuchandramajhiroll-2666
    @lipuchandramajhiroll-2666 ปีที่แล้ว

    Bohut bhala heichi Navin ku aau vote dia

  • @silugochhi6174
    @silugochhi6174 ปีที่แล้ว

    ପିଲାମାନଙ୍କୁ ମୋର ଅନୁରୋଧ ସରକାର୍ ଯେପର୍ଯୟନ୍ତ ରାସ୍ତାକାମ କରିନାହାନ୍ତି ସେପର୍ଯ୍ୟନ୍ତ ରାସ୍ତାରୁ ହଟିବନ । ପାଣ୍ଡିୟନ୍ ପାଇଁ ଟଙ୍କାଅଛି ରାଜ୍ୟ ବୁଲିବା ପାଇଁ ହେଲେ ରାସ୍ତାପାଇଁ ଟଙ୍କାନାହିଁ ଓଡ଼ିଶା ସରକାରଙ୍କ ପାଖରେ। ହେ ପ୍ରଭୁ ଜଗନ୍ନାଥ କିଛିଗୋଟେ କର 2024 ରେ ଓଡ଼ିଶା ବାସୀଙ୍କୁ ବୁଦ୍ଧିଦିଆ

  • @sunil7358
    @sunil7358 ปีที่แล้ว +5

    Jay Jagannath🙏🙏

  • @prasantanath4718
    @prasantanath4718 9 หลายเดือนก่อน

    ସରକାର ଏବଂ ପ୍ରସାଶନ ହେଉଛନ୍ତି ଅନ୍ଧ ଓ କାଲା, ସେମାନଙ୍କୁ କ'ଣ ଏହା ଦେଖାଯାଉଛି ନାଁ ଶୁଣାଯାଉଛି , ସେମାନଙ୍କୁ କିଛି ଫରକ ପଡୁନାହିଁ। ଏଭଳି ସରକାର ଥିଲେ ଆମ ରାଜ୍ୟର କେବେ ଉନ୍ନତି ହୋଇପାରିବ ନାହିଁ।

  • @DEEPANKAR_SINGH99
    @DEEPANKAR_SINGH99 ปีที่แล้ว

    Jaha heu chhota pila ti bahut bhala Katha kahichhi .

  • @srbsom5776
    @srbsom5776 ปีที่แล้ว +39

    ଟ୍ରକ ଧିରେ ଧିରେ ଯାଉଥିଲା, କିନ୍ତୁ ରାସ୍ତା ରେ ଖାଲ ଢିପ ପାଣି ଜମିଥିଲା, ସେଥିପାଇଁ ଝିଅଟିର ସାଇକେଲ ଖସିଗଲା 😢😢😢

  • @mithunumithunu5244
    @mithunumithunu5244 ปีที่แล้ว +1

    Aparajita mam next CM

  • @totalgamar391
    @totalgamar391 ปีที่แล้ว +1

    Sabas vauni

  • @sanamnaiknaiksanam6200
    @sanamnaiknaiksanam6200 ปีที่แล้ว +1

    Niyay miliba darkar bhai & bhauni manku

  • @SujitkumarJena-e5o
    @SujitkumarJena-e5o 9 หลายเดือนก่อน +1

    ପିଲାମାନେ ମୁଁ ଜଣେ ଡ୍ରାଇଭର ଏ ଘଟଣା ରେ କାହାର ଭୁଲ୍ ଡ୍ରାଇଭର 'ର' ନା ରାସ୍ତା 'ର' ନା ଯାନବାହାନ 'ର' ଡ୍ରାଇଭର ତରଫ ରୁ ମୁଁ ଖ୍ୟମା ମାଗୁଅଛି କିନ୍ତୁ ତୁମ ଜିଦ୍ ଠିକ୍ ଅଛି///////////// (ସଡ଼କ ସୁରକ୍ଷା ଜୀବନ ରକ୍ଷା)। ଧନ୍ୟବାଦ !

  • @skmusicclassic778
    @skmusicclassic778 ปีที่แล้ว +1

    Angul sabu road jaha heichi sabu lokanku maniba ku padiba janata mana nku ..😊

  • @AsitKumar-nj4bf
    @AsitKumar-nj4bf ปีที่แล้ว +73

    Bhagwan chhoti si bacchi ki atma ko Shanti de❤ Jay Shri Ram ❤️🙏🙏

    • @Pabitra-k8q
      @Pabitra-k8q 11 หลายเดือนก่อน

      🥺Yah bhagawan kis chij ka naam hai......😠.....ek masum bachhi maraa Gaya ...🥺😭

  • @narottammallik2660
    @narottammallik2660 ปีที่แล้ว

    କି ବାଳ ସରକାର କି ବାଳ ପ୍ରଶାସନ ଯେଉଁଠି ଛୋଟ ପିଲାମାନେ ରାଜରାସ୍ତାରେ ବସି ନୀୟୟ ମାଗୁଛନ୍ତି। A ଭଳି ସରକାରକୁ ଭୋଟ ଦଉଛନ୍ତି ଆମୋ ଦୁଃଖ ରେ ସାହା ହେବ ପାଇଁ। ଦୁଃଖ ତ ଦୂର ହେଉନି ଦୁଃଖ ଦୂର ହେବ ବଦଳରେ ଜୀବନ ଚାଲିଯାଉଛି। ଏ ଭଳି ସରକାର under re ଲକ୍ଷ୍ୟ ଲକ୍ଷ୍ୟ ଦୁର୍ନୀତିଗ୍ରସ୍ତ କର୍ମଚାରୀ କାମ କରୁଛନ୍ତି। ସରକାକୁ ପରେ terget କରିବ ପ୍ରଥମେ ଦୁର୍ନୀତି ଗ୍ରସ୍ତ କର୍ମଚମନଙ୍କୁ ଘୋଷାଡି ଆଣି ନିର୍ଦ୍ଧୁମ ଚେଞ୍ଚ।

  • @nibeditapradhan-do2ey
    @nibeditapradhan-do2ey ปีที่แล้ว +2

    Bahut bahut dhanyawad All students.... Jay Jagannath 🙏🙏💩💩

  • @shekharkandakel7456
    @shekharkandakel7456 ปีที่แล้ว +1

    Jay jagannath ⭕‼️⭕

  • @NandiniR2n
    @NandiniR2n ปีที่แล้ว +1

    Sarakar paisa dele sarpanch samiti au kete Jana misi paisa khauchanti tenu amiti sabugatana gatuchi ama Kalahandi re bi amiti aechi thanks for school students they are breev students

  • @Babul-zs5nn
    @Babul-zs5nn ปีที่แล้ว +5

    ଆଉ MLA ଭୋଟ ଦିଆନି ଦେଖିବ 15 ଦୀନ ଭିତରେ ହବ ରୋଡ କାମ

  • @Gitanjali201
    @Gitanjali201 9 หลายเดือนก่อน

    Best of luck 👍👍👍👍👍

  • @ashishsahoo174
    @ashishsahoo174 ปีที่แล้ว +1

    ଯେଉଁ କାମ ଆଜି ପର୍ଯ୍ୟନ୍ତ କେହି କରି ପାରି ନ ଥିଲେ ଆଜି ଗୋଟିଏ 6 th ra ଝିଅ ତା ଜୀବନ ଦେଇକି ସେ କାମ କରି ଦେଖା ଇଲା solute se jhia ku ସେ ଝିଅ କୁ ମୁଁ ମୋ ସାନ ଭଉଣୀ କରି ଥିଲି ae year jai thili se mote rakhi ବାନ୍ଧି ଥିଲା but ମୁଁ ତାର ରକ୍ଷା କରି ପାରିଲିନି 😭😭😭😭😭😭😭😭😭l miss my sister ❤️

  • @AskirAlli-x7h
    @AskirAlli-x7h 11 หลายเดือนก่อน

    Love you bahi ❤️❤️❤️❤️❤️❤️❤️ very good

  • @tanushreemalik9442
    @tanushreemalik9442 ปีที่แล้ว

    Good jub student I salute you

  • @pratimabehera1904
    @pratimabehera1904 ปีที่แล้ว +2

    Jaya shree jagannath 🙏🙏🙏🙏🙏🙏

  • @jhadeswarmahanta6573
    @jhadeswarmahanta6573 9 หลายเดือนก่อน

    Thanku you. For odisa govt

  • @khetriya_sherni
    @khetriya_sherni ปีที่แล้ว

    Amit hle hni amo samaja re kichi paribartana haba 👍👍

  • @pinkysamal4947
    @pinkysamal4947 ปีที่แล้ว +31

    ନେତା ମନ୍ତ୍ରୀ ହଟାଇବାକୁ ପଡିବ

  • @chinmaya7878
    @chinmaya7878 ปีที่แล้ว

    ଆମ ଡ଼ାଇଭର ଭାଇର କିଛି ଭୁଲ ନାହିଁ ଏଥିପାଇଁ ରାସ୍ତା ମରାମତି କରାଯିଉ

  • @Hipsiba
    @Hipsiba หลายเดือนก่อน

    Verygoodstudent😢😢😢😢😢😢😢😢😢😢😢😢😢😢

  • @sandiptaranidas8267
    @sandiptaranidas8267 ปีที่แล้ว

    Thik katha 👍👍 Students

  • @SurprisedDrums-sm3ck
    @SurprisedDrums-sm3ck 9 หลายเดือนก่อน

    Right Katha

  • @laxminarayansethy2332
    @laxminarayansethy2332 ปีที่แล้ว +3

    Jay jagannath ⭕‼️⭕🚩🕉️🔱🙏🏽

  • @kuhupujaS
    @kuhupujaS ปีที่แล้ว

    Thank you children your help with your friends God bless you 😭😭😭👍👍👍👍

  • @Gulusing-l6d
    @Gulusing-l6d ปีที่แล้ว

    Thank you so much kuni bhai o bhuni mane

  • @Pitar-babu
    @Pitar-babu 8 หลายเดือนก่อน +1

    😭😭😭😭😭

  • @shyamasisa3177
    @shyamasisa3177 ปีที่แล้ว

    Thank you so much All Student

  • @pratimabehera1904
    @pratimabehera1904 ปีที่แล้ว +3

    😭😭😭😭😭😭😭😭😭