Insan ko kabhi v sastro ka adhin nahi hona chahiye...agar aesa ho to yudhistir maharaj v jhoot nahi boltey or iski bajha se dronacharya nahi mare jate...sastra mai hamesha se naye naye bichar judta rahta hey...tumhare baat sunkar aesa lagta hey kee koi abramhimic dharma grantho ka updesh de rahe ho...or wese v vagban jab v avatarit hotey hey sansar ka paap harne k liye utar tai hey unka kaam koi desh tak simit nahi rahta...agar vagban apna Avatar sabke liye le rahe ho to hum apna sanskriti prachar q nahi kar saktey... paristhiti k anusar dharam badal ta hey or mai Iskon ko support karta hoo
❤❤❤❤
#shame..on..you Prabhupad jepari sanatan dharma prachar karuthile semiti karuna....! Manaechha modification kain karucha.....
Niyama re thiba loka, sabubele asi safei kn pain daucha???😏
Ketebele Singada, bhoga lagaucha, adinia rathajatra karucha.... Kaliki pizza, burger, chowmin lageiba.... Puni dine asiba #krishna nku Lungi au Ganji pindheidaba... Kain emiti haucha kire??
ଲଗେଇବ ନୁହେଁ, ସେମାନେ ଚାଉମିନ୍, ପିଜା, ବର୍ଗର ଭୋଗ ଲଗାନ୍ତି। ତାଙ୍କ ବିଚାରରେ ଖାଲି ପିଆଜ ରସୁଣ ଯଦି ନ ମିଶିଲା ସବୁ ଖାଦ୍ୟ ସାତ୍ତ୍ୱିକ ।
ହାରାମି ଓଟିଭି ଯେମିତି ଭଗବାନ ଙ୍କର ନାମକୁ ପ୍ରଚାର ପ୍ରସାର କରିବାରେ ବାଧା ଦେଉଛି ଦିନେ ସେ ଭୋଗିବ
Dislike otv
ପ୍ରଥମ କଥା ହେଲା ଆମର ବୃହଦାରଣ୍ୟକ ଉପନିଷଦ ରେ ସାଧୁ ସନ୍ୟାସୀ ମାନଙ୍କୁ ବିଦେଶରେ ଯାଇ ଧର୍ମ ପ୍ରଚାର କରିବାକୁ ଏପରିକି ପାଦ ରଖିବାକୁ ବାରଣ ଅଛି। ଜଣେ ବ୍ରାହ୍ମଣ ବିଦେଶ ଗଲେ ତାର ଦ୍ବିଜତ୍ବ ନଷ୍ଟ ହୁଏ ବୋଲି କହନ୍ତି।
ଚୈତନ୍ୟ ମହାପ୍ରଭୁ ବିଦେଶ ଯାଇଥିଲେ କି?
ଶଙ୍କରାଚାର୍ଯ୍ୟ କେବେ ବିଦେଶ ଯାଇଛନ୍ତି କି?
ଉତ୍ତର ହେଉଛି ନା
ନ ଯିବାର କାରଣ ବି ଅଛି।
ତେଣୁ ସ୍ବାମୀ ପ୍ରଭୁପାଦ ବିଦେଶ ଯାଇ ଇସ୍କନ ପ୍ରତିଷ୍ଠା କରିବା କେତେଦୂର ଠିକ୍, କେତେଦୂର ଶାସ୍ତ୍ର ସମ୍ମତ ତାହା ଏକ ବଡ଼ ପ୍ରଶ୍ନ।
ଯେଉଁ ଦେବାଦେବୀ ଙ୍କୁ ପୂଜା କରିବାର ଅଧିକାର ଭାରତରେ ଜନ୍ମ ଲଭିଥିବା କ୍ଷତ୍ରିୟ ବୈଶ୍ୟ ଶୁଦ୍ର ମାନଙ୍କୁ ମିଳିନି, ସେ ଅଧିକାର ଇସ୍କନ ଇଂରେଜମାନଙ୍କୁ ଦେଇଦେଲା। ଇଏ ସବୁ କଣ ଠିକ୍?
ଛାଡ଼ନ୍ତୁ ଇସ୍କନ ଉପରେ ଅଭିଯୋଗର ତାଲିକା ବହୁତ ଲମ୍ବା।
ଏବେ ଆଜିର ପ୍ରସଙ୍ଗ କୁ ଆସିବା।
ଯଦି କମ୍ ସମୟରେ ଅଲଗା ରଥ କରିହେଲାନି, ତେବେ ନଭେମ୍ବର ୯ ତାରିଖରେ ନ କରି ତାକୁ ଘୁଞ୍ଚେଇଲେନି?
ଆପଣଙ୍କୁ ସଙ୍କୀର୍ତ୍ତନ ଯାତ୍ରା କରିବାକୁ କୁହାଯାଇଥିଲା। ରଥର ଆବଶ୍ୟକତା କ'ଣ? ଆମର ଓଡିଶାରେ କଣ ଏଠି ସଙ୍କୀର୍ତ୍ତନ, ଅଷ୍ଟପ୍ରହରୀ ହେଉନି? ଆମେ କଣ ରଥ ବ୍ୟବହାର କରୁଛୁ?
ଆପଣ ଜଗନ୍ନାଥଙ୍କ ରଥରେ ଗୌର ନିତାଇ ଙ୍କୁ ବସେଇ ରଥଯାତ୍ରା କଲେ? ଏଇଟା କ'ଣ ଠିକ୍ କଲେ?
ଆପଣଙ୍କୁ କେହି ଅକାରଣରେ ବିରୋଧ କରୁନାହାନ୍ତି
ଇସ୍କନ୍ ନିଜ ଭୁଲ୍ କୁ ଘୋଡେଇବାକୁ ଯାଇ ଗଜପତିଙ୍କୁ ଅଯଥାରେ ମଝିକୁ ଟାଣିଆଣୁଛି।
ସବୁବେଳେ ଖାଲି ଗଜପତି କହିଲେ ଆପଣ କିଛି କରିବେ। ନ ହେଲେ ସେମିତି ଚାଲିଥିବ। ଗଜପତି ସବୁଥର ଏମିତି ଆପଣଙ୍କୁ ଚିଠି ଲେଖୁଥିବେ ଆଉ ଆପଣ ଏମିତି ମନମାନି କରୁଥିବେ। ଗଜପତିଙ୍କ କଣ ପଦ ମର୍ଯ୍ୟାଦା ନାହିଁ?
୧୯୬୭ରୁ ଏ ପର୍ଯ୍ୟନ୍ତ ଆପଣ ବିଦେଶରେ ଏପରିକି ଆମ ଦେଶରେ ମଧ୍ୟ ରଥଯାତ୍ରା କଲେ ଅଦିନରେ। ଯେଉଁ ଇସ୍କନ୍ ସନ୍ୟାସୀ ମାନେ ବିଦେଶରେ ଯାଇ ଜଗନ୍ନାଥଙ୍କୁ ପ୍ରତିଷ୍ଠାକଲେ ସେମାନେ କ'ଣ ଠାକୁରଙ୍କ ରୀତିନୀତି ଜାଣନ୍ତି ନାହିଁ? ଜାଣିଛନ୍ତି । ତଥାପି ଏମିତି ଭୁଲ୍ କଲେ। ଆପଣ କୁହନ୍ତୁ କାହିଁକି ଦୋଷ ଦିଆଯିବନି?
ବିଦେଶରେ ଆପଣଙ୍କ କହିବା ଅନୁସାରେ ହୁଏତ ଜୁଲାଇ ମାସରେ ବରଫ ପଡୁଥିବ। କିନ୍ତୁ ଦିଲ୍ଲୀରେ ଗୁଜରାଟରେ ତ ଅଦିନରେ ରଥଯାତ୍ରା ହେଉଥିଲା ୨୦୧୯ ଯାଏଁ। କାହିଁକି?
ଦିଲ୍ଲୀ ଗୁଜରାଟରେ କଣ ଜୁଲାଇ ମାସରେ ବରଫ ପଡେ କି?
ନା ଦିଲ୍ଲୀରେ ସରକାର ଅନୁମତି ଦେଇ ନଥିଲା?
ଏ କଥା ର ଉତ୍ତର ଦିଅନ୍ତୁ।
ଆଉ ରହିଲା ଧର୍ମାନ୍ତରୀକରଣ କଥା
ଧର୍ମାନ୍ତରୀକରଣ ଏକ ନିନ୍ଦନୀୟ ଉଦବେଗ ଜନକ କଥା। ସରକାର ରାଜନୈତିକ ଉଦ୍ଦେଶ୍ୟରେ କିଛି ପଦକ୍ଷେପ ନେଉନାହାନ୍ତି। ଇଏ ବି ବିଡ଼ମ୍ବନାର ବିଷୟ।
କିନ୍ତୁ
ଗୋଟିଏ ଭୁଲ୍ କୁ ଅଣଦେଖା କରାଯାଇଛି ତା ଅର୍ଥ ନୁହେଁ ଯେ ଆଉ ଗୋଟିଏ ଭୁଲ୍ କୁ ମଧ୍ୟ ଅଣଦେଖା କରିବା।
ଆପଣ ହରେକୃଷ୍ଣ ମହାମନ୍ତ୍ର ଯଦି ପ୍ରଚାର କରୁଛନ୍ତି, ସେତିକି ରେ ସିମୀତ ରହୁ। ଆପଣଙ୍କ ଜଗନ୍ନାଥଙ୍କୁ କାହିଁକି ମଝିରେ ଟାଣି ଆଣୁଛନ୍ତି କହିଲେ? ଯଦି ଜଗନ୍ନାଥଙ୍କୁ ପୂଜା କଲେ ଶ୍ରୀମନ୍ଦିର ରୀତିନୀତି କୂ ଅନୁସରଣ କରି କରନ୍ତୁ। ନିଜକୁ ସୁହାଇଲା ଭଳି ନୁହେଁ।
ପୁରୀ କୁ ଛାଡିଦେଲେ ଓଡିଶା ଏବଂ ଭାରତର ବିଭିନ୍ନ ଜାଗାରେ ଜଗନ୍ନାଥ ମନ୍ଦିର ଅଛି। ସମସ୍ତେ ପୁରୀ ମୂଳପୀଠ କୁ ଅନୁସରଣ କରି ପୂଜାର୍ଚ୍ଚନା କରନ୍ତି।
କିନ୍ତୁ ଆପଣ ଯାହା କରୁଛନ୍ତି ତାକୁ ଉତ୍ପାତ ହିଁ କୁହାଯିବ।
ଅଶେଷ ଅଶେଷ ଧନ୍ୟବାଦ ଭାଇ ଆପଣ ଙ୍କୁ 🙏🏽🙏🏽🙏🏽
@@Jagannatha_Bhaktiପ୍ରଣାମ 🙏
ନାହିଁ ତମେ ମାନେ କାହିଁକି ଯିବା Cristian and Muslim ହିନ୍ଦୁ ମାନଙ୍କୁ ଧର୍ମାନ୍ତର କରନ୍ତୁ
ତମର ଗୋଟିଏ କଥା ହିନ୍ଦୁ naasta ହୋଇ ଯାଆନ୍ତୁ
Chaitanya ମହାପ୍ରଭୁ କହିଥିଲେ
"ପୃଥିବୀ ରେ ଯେତେ ନଗର ଅଛି ଗ୍ରାମ ସର୍ବତ୍ର ପଚାର ହୋଇବ ମୋର ନାମ"
Insan ko kabhi v sastro ka adhin nahi hona chahiye...agar aesa ho to yudhistir maharaj v jhoot nahi boltey or iski bajha se dronacharya nahi mare jate...sastra mai hamesha se naye naye bichar judta rahta hey...tumhare baat sunkar aesa lagta hey kee koi abramhimic dharma grantho ka updesh de rahe ho...or wese v vagban jab v avatarit hotey hey sansar ka paap harne k liye utar tai hey unka kaam koi desh tak simit nahi rahta...agar vagban apna Avatar sabke liye le rahe ho to hum apna sanskriti prachar q nahi kar saktey... paristhiti k anusar dharam badal ta hey or mai Iskon ko support karta hoo
#boycottotv
ଏ ଭକ୍ତି ଭଳି ଲାଗିଲାନି। ଜୀଦି ହେଇଗଲା
Are bhai fake news Rath Yatra heini