Han.. Govt tanka pain post rakhichi.. Bt sei bada bada chakiri pakhare pahanchibaku hele paribar ra sahajoga bi abasyaka... Samaj ra sikruti b abasyaka... Jauta ki tanka pakhaare nahi...😔
Bhagabaan apanamananku sahaya huantu au madhya a samajara lokamananku sadbudhi diantu jeunmane apanamananku nicha drustire dekhuchhanti au apanamananku kharap kamare use karuchhanti semananku apanamane birodh karantu au samaja re prestige saha kama kari jibana bitantu sesare atiki kahibi apananka kasta ta dura kariparibi nahi atiki prarthana karuchi ki jagannath apanana mananku ara janma re jhia kimba pua kari janma diantu. Jai Jagannath
Shree jagannath apana mananku ashree bada karantu sara dunia ra khusi diantu ehi shree jagannath nka nikatare prathana karuchhi maa nku koti koti pranam Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath
ଭଗବାନ ସବୁବେଳେ ସଦା ସର୍ବଦା ଆପଣ ମାନଙ୍କୁ ଖୁସିରେ ରଖନ୍ତୁ
ନିଜକୁ ଏତେ ଛୋଟ କାହିଁକି ଭାବୁଛନ୍ତି ସମାଜ ରେ ଆପଣ ଙ୍କର ସମ୍ମାନ ଅଛି । ବଡ଼ ବଡ଼ ଚାକିରୀ ମଧ୍ୟ କରୁଛନ୍ତି ଵିଵାହ କରୁଛନ୍ତି ଆପଣ ଙ୍କୁ କେହି ବି ନୀଚ ଦୃଷ୍ଟିରେ ଦେଖନ୍ତି ନାହିଁ। ବରଂ ଆପଣ ଙ୍କୁ ଦେଖିଲେ ଶୁଭ ହୋଇଥାଏ ବୋଲି ସମସ୍ତେ ଭାବନ୍ତି। ସମାଜ ରେ ଆପଣ ଙ୍କର ବହୁତ ସମ୍ମାନ ଅଛି ଜଦି ଜଣେ ଅକର୍ମଣ୍ୟ ବ୍ୟକ୍ତି ସହିତ ନିଜ କୁ ତୁଳନା କଲେ ଯାଣି ପାରିବେ ଜଗନ୍ନାଥ କେତେ ଦୟାଳୁ ।
ଆପଣ କେତେ ଭଲ
Han.. Govt tanka pain post rakhichi.. Bt sei bada bada chakiri pakhare pahanchibaku hele paribar ra sahajoga bi abasyaka... Samaj ra sikruti b abasyaka... Jauta ki tanka pakhaare nahi...😔
Hari om
Wooooo
Are Bhai cmt re sabu ehibhali sarala nischala katha kahithanti
ବହୁତ୍ ଦୁଃଖିତ। ଆପଣ ମାନେ ମଧ୍ୟ ବହୁତ ଭଳ। ଭବିଷ୍ୟତରେ ମଧ୍ଯ ଭଳ ହେବ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା। ବିଧିର ବିଧାନ .......ଭଗବାନ ଆପଣ ମାନଙ୍କ ସପକ୍ଷ ରେ ସର୍ବଦା ଅଛନ୍ତି।
ଆମର ପୁରାଣ ବର୍ଣ୍ଣନା ଅନୁସାରେ, ଆପଣମାନେ ତ ଦେବ ଅଂଶି , ଯକ୍ଷ, ରକ୍ଷ , ଗନ୍ଧର୍ବ, କିନ୍ନର ,।
ତେବେ ଛୋଟ କାହିଁକି ଭାବୁଛନ୍ତି ।
ଭଗବାନ ସହାୟ ହୁଅନ୍ତୁ।
ଜୟ ଜଗନ୍ନାଥ।
ତାଙ୍କ ଆତ୍ମାର ବୈକୁଣ୍ଠ ପ୍ରାପ୍ତି ଦିଅନ୍ତୁ।
Pura tik katha kahicha bhai 💯
@@sankarsenapati7876 samaj chhota akhi re dekhuchhi Bhai emane kana karibe?
ମହାପ୍ରଭୁ ଆପଣ ମାନଙ୍କୁ ସର୍ବଦା ଖୁସିରେ ରଖନ୍ତୁ
ଭଗବାନ ଆପଣଙ୍କ ଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କ ଆଶୀର୍ବାଦ ଆମ ଉପରେ ରହିଥାଉ ...jay Jagannath jay maa samaleswari 🙏🙏❤️❤️
ଭଗବାନ ଆପଣଙ୍କୁ ସର୍ବଦା ସୁଖରେ ରଖନ୍ତୁ. ଜୟ ଜଗନ୍ନାଥ 🙏🙏🙏
Gud bless you 🙏🏻
God bless you all
ପୃଥିବୀରେ ପୁଅ ହେଉ କି ଝିଅ କି କିନର, ସମସ୍ତେ ସଂସାରର ଗୋଟେ ପକୃତି ଆତ୍ମା ଭଗବାନ ହେଉଛନ୍ତି ଏକ ମାତ୍ର ଅନନ୍ତ ପୁଋଷ ଏକଥା କିନ୍ତୁ ସମାଜ ଗ୍ରହଣ କରିପାରିଵନି ।
କେତେ ନାନ୍ଦନିକତା ଏମାନଙ୍କ କଥାରେ...... ଏମାନଙ୍କର ହୃଦୟ ଅତି ସରଳ..... ସାରା ଜୀବନ ଦୁଃଖ କଷ୍ଟ କଟାକ୍ଷ ସହି ସହି ବାହାରକୁ ସିନା ଏମାନଙ୍କ ପ୍ରଦର୍ଶନ ରୁକ୍ଷ.... କିନ୍ତୁ ହୃଦୟ ସରଳପଣିଆରେ ମାଜି ହୋଇ ଥାଏ..... ଆହୁରି ସଶକ୍ତ ହୁଅନ୍ତୁ କିନ୍ନର ସମାଜ..... ସମାଜ ରେ ଅନେକ ପ୍ରତିଷ୍ଠା ଆଉ ସମ୍ମାନର ଅଧିକାରୀ ହୁଅନ୍ତୁ
Nirata sata katha bhai amanaka jibana bahut sangharasa purna
Jay jagannath
God always blessed u nd ur family 🥰Jay jagannath 🙏🏻🙏🏻🙏🏻
th-cam.com/users/shortssPhCjdNcsto?feature=share🕉️🚩🙏
କିନ୍ନର ଅବସ୍ଥା କେମିତି ଆସେ ଭଗବାନ ର ପ୍ରଭାବ ପଡେ କି ନାହିଁ.. ଯିଏ କୁକର୍ମ କରେ ଖରାପ ବାଟରେ ଯାଏ ତାକୁ ଭଗବାନ ଏମିତି ଅବସ୍ଥା କରାଏ, ରୋଗରେ ମାରନ୍ତି, ଦୁର୍ଘଟଣା ରେ ମାରନ୍ତି.. ଆହୁ ଯଦି ତୁମେ ଠିକ ବାଟରେ ଯିବ କାହାରି ଦମ ନାହିଁ ତୁମ ଦେହରେ touch ହାତ ଦେବା ପାଇଁ ଆହୁ ଯିଏ ଦେବ ସେ ଏମିତି ମରିବ, ସବୁ ଆଡୁ ଦେଖିବାକୁ ପଡ଼ିବ
I love u kinara
Kehi choto nuhanti....prabhu samastanku khusire rakhantu
ଅତି ସୁନ୍ଦର ଭାବରେ କଥା କହିଲେ 🙏
ଆପଣଙ୍କ ଜୀବନ ସୁଖ ମୟ ହେଉ, ଜୟ ଜଗନ୍ନାଥ
ମହାପ୍ରଭୁ ଆପଣ ମାନଙ୍କ ମଙ୍ଗଳ କରନ୍ତୁ l🙏🙏🌹
ସବୁ ନାଟ ତାର, ତେଣୁ କିଛି ଚିନ୍ତା ନ କରି ତାର ଚରଣ କମଳ ରେ ନିଜକୁ ସମର୍ପି ଦିଅନ୍ତୁ। ଏତେ ଦିନ ଶବରୀ, କୁବୁଜା ଦାସୀ ପରି ଅପେକ୍ଷା କଲେ ଆଉ କିଛି ଦିନ ଅପେକ୍ଷା କରିଯାନ୍ତୁ। ମୁଁ ଅନ୍ୟ ପାଇଁ ଯେବେ ଯାହା ମାଗିଛି ସେ ଦେଇଛି, ଆଜି ଆପଣଙ୍କ ପାଇଁ ମାଗୁଛି, ଆପଣ ମାନଙ୍କର ସମସ୍ତ ଦୁଃଖ ହରିନେଇ, ଯେତିକି ଦୁଃଖ ଦେଇଛି ତାର ଦୁଇ ଗୁଣ ଅଧିକ ସୁଖ ଦେଉ।। ଜୟ ଜଗନ୍ନାଥ।।
U r the great
Om Sairam 🙏🌷🌹🙏
Pravu jagarnath apanaku khusire rakhantu 🙏🙏🙏
Jay Jagannath 🙏🌄🙏🌄🌄
Jay Jagannath om santi
ତମମାନକୁଂ ଭଲାବାବା ସଆରିବାଦକରୁ ❤🌹🙏🙏🙏😭
Jay jagannath 🙏🙏🙏 God bless you
ଭଗବାନ ଆଶୀର୍ବାଦ କରନ୍ତୁ ଆତ୍ମାର ସଦଗତି ହେଉ ।
Sabu kinnar manaku Mora sat sat naman aau pranam🙏🙏🙏
Mahaprabhu aapna mananku khusire rakhantu .
ହେଲେ ତୁମେ ମାନେ ବହୁତ ହଇରାଣ କର ଟ୍ରେନରେ । ଜବରଦସ୍ତ ପଇସା ନେଇ ନିଅ ଗରୀବ କି ଧନୀ କିଛି ବୁଝନି ।
Thu 5000delaberia kahuchu
Jay jagarnath 🙏 🙏 🙏
Jay janatha 🙏🙏🙏🙏🙏🙏🙏
Jagannath apank dukhadura karantu.
He ram he jagannath
Jay jagannath 🙏🏼🙏🏼🙏🏼🙏🏼🙏🏼🙏🏼🙏🏼
ମାଉସୀ ଘର ଭଡ଼ା ଦବକି ଦବକି
ଯାହା କୁହ ଦିଦି ସେ ଦିଦି ଲାଗି ତୁମେ ସବୁ ଅପମାନ ପାଇଲ
ମୁଁ ଜାଣିଛି ଆପଣ ମାନଙ୍କ ହୃଦୟ ସବୁବେଳେ ନିର୍ମଳ ହେଇଥାଏ ଏବଂ ସେଥିପାଇଁ ବ୍ରତ ଘରର କି ଜନ୍ମ ଦିନରେ ପ୍ରାୟତଃ ଆପଣ ମାନଙ୍କୁ ଡକାଯାଏ ଆପଣ ମାନଙ୍କ ଆଶୀର୍ବାଦ ହୃଦୟରୁ କରିଥାନ୍ତି ଯାହା କି ଶୁଭ ହେଇଥାଏ ।। ହୁଏ ତ ପେଟ ପାଇଁ ବେଳେବେଳେ ଟ୍ରେନ ରେ ହଇରାଣ ବେଳେବେଳେ କରିଦିଅନ୍ତି କିଛି ନହେଲେ ମୋ ବୋଉ ଲୋ ,ଧନ ଲୋ ଏ ଶବ୍ଦ ଆପଣ ମାନଙ୍କ ପାଟିରୁ ସୁନ୍ଦର ଭାବେ ଆସିଥାଏ🥰🥰🥰🥰।। ସମସ୍ତେ ଆମେ ମଣିଷ ଆଜି ଅଛେ କାଲି କି ନଥିବା ତେଣୁ ଯେତିକି ଦିନ ଅଛେ ସମସ୍ତଙ୍କ ହୃଦୟରେ ରହି ବଞ୍ଚିବାକୁ ପ୍ରକୃତ ଜୀବନ କହନ୍ତି 💝💝💝
ପ୍ରଣାମ ଜଣାଉଛି ,ସମସ୍ତ କିନ୍ନରମାନଙ୍କୁ । ଜୟ୍ ଜଗନ୍ନାଥ
bhagwan apanaku khusi re rakhantu
Jagannath kinner janmaru mukti diantu.
Time...come thought of people change..in near future..ur all part of our society
Jay shree jagannath 🙏🏻 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻............
Bhagaban tamaku bhal re rakhantu
God bless you 🙌 always keeping smile....Jay Jagannath ⭕❗⭕🙏
Kinnar hele bi semane Manisa tankara bi gote hridaya achhi bhagaban kahaku kemiti ki janma debe taha tanku hi Jana jay jagannath 🙏🙏🙏🙏
Waoooo awesome voice and her explain superb ❤️❤️❤️❤️
Jay Jagannath god bless you
Tuma ku bhagwan bhalarae rakhantu
Jay sri jaganathha Swami ki jay
😭😭😭😥😢
Apana mananku koti koti pranam 🙏🙏🙏
Jai Jagannath 🙏🙏🙏🙏
So sad 😢
Jay jagannatth 🙏
Apana nka katha bahut sundar laguchi.
ଜୟ ଜଗନ୍ନାଥ 🙏🙏🙏
Very good
Jaya Jagannath
Manisha janma heuchi gote tame mane Kan Pai chota vabucha Tama Mana nku vagabna khusi re sabubele rakhantu
th-cam.com/users/shortssPhCjdNcsto?feature=share🕉️🚩🙏
Really so sad 😢
respect these community
Joy jagannath 🙏🙏🙏🙏🙏🙏
Jay jagannatha 😭😭😭😭😭😭😭😭
Jay Jagannath 🙏🙏🙏
Great people
Sada sarbada jagannathanka ashirbad thau
Jai jagannath
Bhagaban apan ku santire rakhantu
Jay Jagannath 🙏🌼🙏🌼🙏🌼🙏
Jay devaki maa.........🙏🙏🙏🙏🙏🙏
ଜୟ ଜଗନ୍ନାଥ
ଅମର ଆତ୍ମା କୁ ଶାନ୍ତି ମିଳୁ l
Jay Jagannath Mahaprabhu
Vagaban dakuchi sabubele khushire rakhanti tamaku
Jay Jâgannath ❤️❤️❤️❤️👍👍👍🙏🙏🙏
Bahut dukhalage loka mane apanku respect diantu
Kinnar Mane sabuthu bada, tanka pae ta ardhanariswara besa, dekha kaliaa ku purusa hoi pindhai sadhi,nakaphula,karna kundala...se kn eha dwara kinara bolauni ki....?joumane kinar mananku chota vhabanti semane nije chota lok
vala katha kahichha.kinner mane sabuthu bada.
Hare Krishna
God Bless You All🙏🙏🙏🙏🙏
th-cam.com/users/shortssPhCjdNcsto?feature=share🙏🚩🕉️
Really kinner janma gote dukhara katha aka....jhia ki pua hele gote prakar
😭😭😭😭😭
ଅରେ ବାବା କିନ୍ନର ମାନେ ତ ଆମ ଭଳି ଜଣେ ସାଧାରଣ ମଣିଷ । ଲୋକେ କଣ ପାଇଁ ଏସବୁକୁ ଏକ ଅଲଗା ନଜରରେ ଦେଖନ୍ତି ମୁଁ ଜାଣି ପାରୁନି । ଏମିତି ବହୁତ ଲୋକ ଅନ୍ଧ ଛୋଟା , କୁଜା ହୋଇ ଜନ୍ମ ହୋଇଥାନ୍ତି ସେମିତି କିନ୍ନର ବି ଜନ୍ମ ହୋଇଥାନ୍ତି ସେଥିରେ ସେମାନଙ୍କ କଣ ଦୋଷ । ତେଣୁ ସେମାନଙ୍କୁ ମଧ୍ୟ ସାଧାରଣ ଲୋକଙ୍କ ଭଳି ସବୁ ପ୍ରକାର ସାମାଜିକ ସୁରକ୍ଷା ଓ ସାମାଜିକ ଚଳଣି ରେ ସାମିଲ କରାଯାଉ । ଆଉ ସେମାନେ ମଧ୍ୟ ସମାଜରେ ଅନ୍ୟ ମାନଙ୍କ ଭଳି ନିଜକୁ ନ୍ୟୁନ ମନେ ନକରନ୍ତୁ ।
Emiti ki kichi sadharana manusya nku bi nicha drusti re dekhanti samaj loka
Jay Jagannath 🙏❤️🙏
I resepect you all.. ❤️❤️ plz vika maga nahi kichi kama kari rojgar kara.
Bhagabaan apanamananku sahaya huantu au madhya a samajara lokamananku sadbudhi diantu jeunmane apanamananku nicha drustire dekhuchhanti au apanamananku kharap kamare use karuchhanti semananku apanamane birodh karantu au samaja re prestige saha kama kari jibana bitantu sesare atiki kahibi apananka kasta ta dura kariparibi nahi atiki prarthana karuchi ki jagannath apanana mananku ara janma re jhia kimba pua kari janma diantu. Jai Jagannath
th-cam.com/users/shortssPhCjdNcsto?feature=share🙏🚩🕉️
God bless her
Jagannath tamara mangala karantu .
Shree jagannath apana mananku ashree bada karantu sara dunia ra khusi diantu ehi shree jagannath nka nikatare prathana karuchhi maa nku koti koti pranam Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath
Rip🙏🙏🙏
Jay Jagannath 🙏🙏🙏🙏🙏😅🙏😅😅🙏
Tq TQ
Love u dii apna bahut vala.... Aji mu apnku 10 rupee deli ta apna mate asriwad dele au mate 1 rupes v dele
Bhagwaan sukhare rakhantu... 🙏💩🙏
Nice
Pruthivire janma miliba hin kasta
Kinner hele b kn ame full respect karu apanaku 🙏❤️🙏
🙏🏾🙏🏾♥️♥️♥️♥️♥️♥️♥️♥️♥️
🙏🙏🙏🙏🙏🙏🙏
God bless you 🙏🙏
God bless you all🙏
❤️
Kichhi kinner nka pain sabu kinner nku loka kharap kahuchanti but emana nka bhitare bhala b achhanti
Bhagaban କାହିଁକି ଏମିତିଆ ସ୍ରଷ୍ଟି କରନ୍ତି ।