ଶତ୍ରୁ ଶିବିରରେ ନବୀନ ବନ୍ଦନା।। When the critics sing songs for Naveen ।। The Samata।। Kedar Mishra

แชร์
ฝัง
  • เผยแพร่เมื่อ 29 พ.ย. 2024

ความคิดเห็น • 275

  • @sudhansusekhardash9010
    @sudhansusekhardash9010 3 ชั่วโมงที่ผ่านมา +13

    ଝାରଖଣ୍ଡ ଜନତା ଙ୍କୁ ବହୁତ ବହୁତ ଧନ୍ୟବାଦ, ଶକ୍ତ ଚାପୁଡ଼ା ଦେଲେ ମିଛୁଆଙ୍କୁ।

  • @kamakalantamohapatra4015
    @kamakalantamohapatra4015 ชั่วโมงที่ผ่านมา +10

    ଆମ ନବୀନ,,,, ମାନବ ଜାତି ର ଅଳଙ୍କାର ସଦୃଶ,,,,,,,,,, ବିଶ୍ଵ ଆଜି ଗର୍ବିତ ନବୀନ ପାଇଁ

  • @deepakpallai9307
    @deepakpallai9307 8 ชั่วโมงที่ผ่านมา +12

    ନବୀନ ସର୍ବଦା ନବୀନ | ❤

  • @dalibandhugouri6001
    @dalibandhugouri6001 8 ชั่วโมงที่ผ่านมา +10

    ଲଭ ୟୁ ଓଡ଼ିଶାର କିଙ୍ଗ ନବୀନ ପଟ୍ଟନାୟକ ସାର । ଜୟ ଜଗନ୍ନାଥ ସାର🙏

  • @PurusottamSahu-m2g
    @PurusottamSahu-m2g 8 ชั่วโมงที่ผ่านมา +9

    ଧନ୍ୟବାଦ ସାର ନବୀନ ଙ୍କ ଜାଗା କେହିନେଇ ପରିବେନାହିଁ

  • @jagannathprasadbarik7084
    @jagannathprasadbarik7084 5 ชั่วโมงที่ผ่านมา +5

    Well presented facts about Naveen pattnaik's increasing popularity❤❤❤🙏👌👍♥️👍👌🙏👌👍♥️👍👌🙏

  • @kalingaranjan2074
    @kalingaranjan2074 4 ชั่วโมงที่ผ่านมา +10

    ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କ ଓଡିଶା ସରକାର ପ୍ରକୃତ ସ୍ଥାୟୀ ଦୀର୍ଘକାଳୀନ ବିକାଶ ଏବଂ ପୁନଉଦ୍ଧାର ଠାରୁ ସ୍ଥିରତା ପର୍ଯ୍ୟନ୍ତ ପ୍ରଗତିଶୀଳ ଆଭିମୁଖ୍ୟ ସହିତ କାର୍ଯ୍ୟ କରିଛନ୍ତି। ଏହି ତଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ |☝

  • @riteshgudu9189
    @riteshgudu9189 8 ชั่วโมงที่ผ่านมา +9

    ଜଣେ ସରଳ, ସତ୍ୟନିଷ୍ଠ ଓ ନିରାଡମ୍ବର ଭାବରେ ଜୀବନଯାପନ କରୁଥିବା ଜନନେତା ହେଉଛନ୍ତି ନବୀନ ପଟ୍ଟନାୟକ, ଏଭଳି ଜଣେ ନେତାଙ୍କପାଇଁ ଆମେ ଓଡ଼ିଆ ଆଜି ଗର୍ବିତ l

  • @SoumyaranjanPandey-do8ke
    @SoumyaranjanPandey-do8ke 6 ชั่วโมงที่ผ่านมา +11

    Boycott OTV,ARGUS,KANAK,Odisha reporter, focus plus, Nabin das, Akshay sahu, prasnna mohanty, Ruben Banarjee 😡😡😡🤬🤬🤬😡😡

  • @dilsankumar9751
    @dilsankumar9751 8 ชั่วโมงที่ผ่านมา +7

    ସବୁଠାରୁ ଶସ୍ତା ଚେନେଲ ହେଲା ଭାସ୍କର ଆଉ ଅର୍ଗସ ନ୍ୟୁଜ

  • @sudhansusekhardash9010
    @sudhansusekhardash9010 3 ชั่วโมงที่ผ่านมา +9

    ଗୁପ ଚୁପ୍ ରେ ନିଦ ହଜି ଯାଉଛି ବିରୋଧୀ ମାନଙ୍କର।

  • @pramoddash8875
    @pramoddash8875 7 ชั่วโมงที่ผ่านมา +7

    ନବୀନବାବୁ ହିଁ ଆମ ଅନ୍ତରର ମୁଖ୍ଯମନ୍ତ୍ରୀ ।

  • @BishwaRanjanDas-wn1ru
    @BishwaRanjanDas-wn1ru ชั่วโมงที่ผ่านมา +4

    ନବୀନ ପ୍ରକୃତ ଜନନେତା

  • @Vikash.Panigrahi
    @Vikash.Panigrahi 5 ชั่วโมงที่ผ่านมา +7

    Very well said sir👌👍🙏 ❤❤❤👌👍🙏👌👍

  • @pinkysethi7537
    @pinkysethi7537 ชั่วโมงที่ผ่านมา +8

    ଅନ୍ଦ ବାଡି ଥରେ ହଜାଏ। ଓଡିଶା ନବୀନ କୁ ହଜାଇଛି ଥରେ। ନବୀନ କୁ ହଜାଇ ଓଡିଆ କାନ୍ଦିଛି ଆଉ ବୁଝିଛି ନବୀନ କଣ?

  • @sanjuktamohanty9668
    @sanjuktamohanty9668 ชั่วโมงที่ผ่านมา +4

    Excellent presentation 👏 👌

  • @mrsahuhk1972
    @mrsahuhk1972 4 ชั่วโมงที่ผ่านมา +7

    ଓଡ଼ିଶାର ପରିଚୟ ଜଗନ୍ନାଥ ଓ ତା ପରେ ନବୀନ ପଟ୍ଟନାୟକ ❤

  • @BasantaBehera-gl3li
    @BasantaBehera-gl3li 6 ชั่วโมงที่ผ่านมา +5

    ବହୁତ୍ ସୁନ୍ଦର ଉପସ୍ଥାପନ ସାର୍ 👍👍👍👍✅💯

  • @NirakarBej-n2d
    @NirakarBej-n2d 3 ชั่วโมงที่ผ่านมา +5

    ଏଥିରୁ ଜଣାପଡିଲା ନବୀନ ବାବୁ ଙ୍କୁ ସେମାନେ କେତେ ଡରନ୍ତି

  • @AjaykumarMallick-f7h
    @AjaykumarMallick-f7h 2 ชั่วโมงที่ผ่านมา +5

    ନବୀନ ପଟ୍ଟନାୟକ ଙ୍କ ନାମକୁ ବିରୋଧ କରିବେ ଯେତେ ସେତେ ନବୀନ ପଟ୍ଟନାୟକ ଆଗକୁ ବଢ଼ିବାରେ ସହଯୋଗ ପାଉଛନ୍ତି

  • @kaliprasannapattnaik5191
    @kaliprasannapattnaik5191 5 ชั่วโมงที่ผ่านมา +5

    ନବୀନ ପଟ୍ଟନାୟକ ଲୋକମାନଙ୍କ ପାଇଁ ମାନଙ୍କର ଲୋକମାନଙ୍କ ଦ୍ବାରା।ନବୀନ ନବୀନ 🙏⭕❗⭕🙏

  • @sibanarayanpanda-fx6fb
    @sibanarayanpanda-fx6fb 6 ชั่วโมงที่ผ่านมา +7

    ନବୀନ ନବୀନ ଅତୁଳନୀୟ ଯଦି କିଏ ସମକକ୍ଷ ଆଗକୁ ଆସ

  • @nagenmishra2948
    @nagenmishra2948 2 ชั่วโมงที่ผ่านมา +3

    Bahut sundar upasthapana. Apanka presentation is very outstanding.

  • @BikashDas-e7d
    @BikashDas-e7d 7 ชั่วโมงที่ผ่านมา +6

    ଆଜିବି ନବୀନ ସାରେ ମୁଖ୍ୟମନ୍ତ୍ରୀ

  • @pratapchandrasamal2396
    @pratapchandrasamal2396 8 ชั่วโมงที่ผ่านมา +13

    ବିଜେପିର ନେତା ମାନେ ଯେତେ ବିବ୍ରତ ନୁହଁନ୍ତି, ନବୀନଙ୍କ ଲୋକପ୍ରୀୟତାରେ କିଛି ବରିଷ୍ଠ ସାମ୍ବାଦିକ ମାନେ ଅଧିକ ବ୍ୟସ୍ତ ହୋଇ ପଡ଼ୁଛନ୍ତି। 6 ମାସ ହେଲା ଏମାନେ ବିଜେଡି ଭାଙ୍ଗିବ ବୋଲି କେତେ ଯେ ନଡ଼ିଆ ବାଡେଇଛନ୍ତି, ହେଲେ କିଛି ହେଉନି।

    • @pravakaracharya4020
      @pravakaracharya4020 7 ชั่วโมงที่ผ่านมา +2

      ହଁ, ଅନ୍ଧଭକ୍ତ ମାନଙ୍କ ଭଳି ଏବେ କିଛି ଅଂଧ ସାମ୍ବାଦିକ ବାହାରିଛନ୍ତି।

    • @pinkysethi7537
      @pinkysethi7537 58 นาทีที่ผ่านมา +1

      @@pratapchandrasamal2396 ନବୀନ ମାନେ ନୁତନ.... ବିଜେଡି ସବୁବେଳେ ନୁତନ ପୁରାତନ ହବାର ନାହିଁ କି ଭାଗିଂବା ର ନାହିଁ

  • @Abusingh2023
    @Abusingh2023 5 ชั่วโมงที่ผ่านมา +7

    ନବୀନ ବାବୁ ରାଜ୍ୟ ନ୍ୟାୟ ଯାତ୍ରା କରିବା ଉଚିତ, ବର୍ତ୍ତମାନ ସମସ୍ୟା କୁ ସୁଧାରିବା ପାଇଁ ❤❤❤

    • @AkhyayaMohanty
      @AkhyayaMohanty 4 ชั่วโมงที่ผ่านมา +1

      Right

  • @AmiyaNanda-m4i
    @AmiyaNanda-m4i 5 ชั่วโมงที่ผ่านมา +8

    Naveen Pattnaik is emotion of Odisha ❤❤❤❤❤👍👍🙏👌

  • @Ambassador_Christ
    @Ambassador_Christ 5 ชั่วโมงที่ผ่านมา +11

    ନବୀନ ପଟ୍ଟନାୟକ 🥰❤️

    • @AmiyaNanda-m4i
      @AmiyaNanda-m4i 5 ชั่วโมงที่ผ่านมา

      Mam why are you not joing samata live now a days🙏🙏🙏🙏🙏🙏

  • @BasantaBehera-gl3li
    @BasantaBehera-gl3li 6 ชั่วโมงที่ผ่านมา +5

    Absolutely right sir 👍👍👍💯✅

  • @rabinarayanmahapatra4309
    @rabinarayanmahapatra4309 ชั่วโมงที่ผ่านมา +5

    Naveen Patnaik is still popular and crazy for Odisha people.

  • @nabaghananaik7953
    @nabaghananaik7953 8 ชั่วโมงที่ผ่านมา +6

    110%Right🎉

  • @minakhipriyadarshini2925
    @minakhipriyadarshini2925 8 ชั่วโมงที่ผ่านมา +8

    Naveen Pattanayak is the hero , people love him.
    Naveen Pattanayak a clean n honest CM.

  • @SMILAN_143
    @SMILAN_143 7 ชั่วโมงที่ผ่านมา +6

    ଠିକ୍ କଥା କହିଛନ୍ତି କେଦାର ସାର୍ ❤❤

  • @madanmohandas534
    @madanmohandas534 7 ชั่วโมงที่ผ่านมา +3

    ଜୟ। ନବୀନ। ବାବୁ। ଆପଣଙ୍କୁ। ଧନ୍ୟବାଦ

  • @sangramdalai4310
    @sangramdalai4310 5 ชั่วโมงที่ผ่านมา +6

    Right sir ❤

  • @sudhansusekhardash9010
    @sudhansusekhardash9010 3 ชั่วโมงที่ผ่านมา +5

    ନବୀନ ପଟ୍ଟନାୟକ ଜିନ୍ଦାବାଦ ❤❤

  • @SantoshKumar-ke2gx
    @SantoshKumar-ke2gx 2 ชั่วโมงที่ผ่านมา +4

    A ☀️ Sun of Odisha Sri Nabin Pattnaik a jewel 💎 having many a dimensions of sparkling personality is a Bitten Gold 🥇🪙

  • @chudamanisunani7371
    @chudamanisunani7371 6 ชั่วโมงที่ผ่านมา +6

    Shir ନବୀନ ନାଁରେ ହିଁ new ଆଉ ସେ new ଟା କେବେ ପୁରୁଣା ହୁଏନି ବର୍ତ୍ତମାନର ବିଜେପି ନେତା ମନ୍ତ୍ରୀ କଣ ବୁଝିବେ ତାଙ୍କର ନିର୍ବାଚନ ରେ କହିଥିବା କଥା ଯଦି 5 ବର୍ଷରେ ପୁରା କରନ୍ତି ତା ହେଲେ ଓଡିଶାର ଆର୍ଥିକ ସଂକଟ 25 ବର୍ଷ ତଳକୁ ଖସିଯିବ ଆଉ ସେଟା ବୁଝି ପାରୁନାହାନ୍ତି ଘରଭଙ୍ଗା ସରକାର 🙏ଜୟ ଜଗନ୍ନାଥ

  • @BasantaBehera-gl3li
    @BasantaBehera-gl3li 6 ชั่วโมงที่ผ่านมา +3

    ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ ଆପଣଙ୍କୁ 🙏🙏

  • @supriyamishra6953
    @supriyamishra6953 3 ชั่วโมงที่ผ่านมา +6

    Nabin means new, so our nabinsir always new. I love my ever green c. mNabin pattanik

  • @nisitranjanbohidar7233
    @nisitranjanbohidar7233 ชั่วโมงที่ผ่านมา +2

    ନବୀନ ବାବୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ManojBehera-ti2qp
    @ManojBehera-ti2qp 5 ชั่วโมงที่ผ่านมา +7

    ନବୀନଆଜିଆମମନରେଅଛନି

  • @PremChhura-cs1kt
    @PremChhura-cs1kt 2 ชั่วโมงที่ผ่านมา +5

    Naveen Pattanayak sir 🙏 jindabad ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @ramachandrasahoo1470
    @ramachandrasahoo1470 4 ชั่วโมงที่ผ่านมา +6

    ଆଳୁ କିଲୋ ୫୦ ଟଙ୍କା ଡିଜି ସମିଳନିକେଲେ କଣ ହେବ କିଛି ଲାଭ ହେବ ନାହିଁ

  • @sanjaymangaraj8937
    @sanjaymangaraj8937 5 ชั่วโมงที่ผ่านมา +7

    ଆପଣ କହୁଥିବା କଥା ସତ

  • @rajashreedash-pl8nx
    @rajashreedash-pl8nx ชั่วโมงที่ผ่านมา +3

    Outstanding presentation

  • @laxmidharbehera3663
    @laxmidharbehera3663 4 ชั่วโมงที่ผ่านมา +7

    nabin patanaik old is gold

  • @sanjeebraaznaik1314
    @sanjeebraaznaik1314 5 ชั่วโมงที่ผ่านมา +6

    Naveen Patnaik ❤❤❤

  • @AlokRojiLyfStyle
    @AlokRojiLyfStyle 5 ชั่วโมงที่ผ่านมา +7

    ଲୋକେ ଭୁଲ କରିଦେଲେ ନବୀନ କି ହରେଇ।

  • @ChhandaCharanJoshi-r1c
    @ChhandaCharanJoshi-r1c ชั่วโมงที่ผ่านมา +4

    Nabin Babu is the brand, great person, diamond of India

  • @BinodiniRoutBinodiniRout
    @BinodiniRoutBinodiniRout 7 ชั่วโมงที่ผ่านมา +5

    Ama Odissi Nabeen Orissa ❤❤❤❤

  • @HUSENJENA
    @HUSENJENA 5 ชั่วโมงที่ผ่านมา +6

    Right ❤❤❤❤❤ sir

  • @ashokpattanayak9963
    @ashokpattanayak9963 3 ชั่วโมงที่ผ่านมา +3

    ଜୟ ନବୀନ 🙏 ଜୟ ଜଗନ୍ନାଥ 🙏 🙏🙏

  • @rajatkumarnanda1386
    @rajatkumarnanda1386 6 ชั่วโมงที่ผ่านมา +6

    Nabin sir great ❤❤

  • @nabaghanasahoo6106
    @nabaghanasahoo6106 ชั่วโมงที่ผ่านมา +4

    ❤ great nabin babu ❤

  • @gaurangacharanbehera
    @gaurangacharanbehera 4 ชั่วโมงที่ผ่านมา +7

    Nabin babu jindabad

  • @AlokRojiLyfStyle
    @AlokRojiLyfStyle 5 ชั่วโมงที่ผ่านมา +4

    ନବୀନ ଆଜି ଆମ ମନରେ ଅଛନ୍ତି 💚

  • @KartikJena-we5oj
    @KartikJena-we5oj 7 ชั่วโมงที่ผ่านมา +4

    ଜୟ ଶ୍ରୀ ନବୀନ ପଟ୍ଟନାୟକ ଜଣେ ଏକ ମାତ୍ର ବ୍ୟକ୍ତି ତାଙ୍କ ସାଙ୍ଗରେ ସମ୍ମାନ ହେଲା ଭଳି ନେତା ନାହାନ୍ତି,ଆଉ ରହିଲା ତାଙ୍କ ସମାଲୋଚକ ପାହାଡକୁ ଟେକା ମାରିବା ଭଳି,ସେଇ ମହାନ୍ ବ୍ୟକ୍ତି ତାଙ୍କ24 ବର୍ଷ ଶାସନ କୁ ଆଜି ଗାଁ ଗହଳିର ସାଧାରଣ ଜନତା ଝୁରୁଛନ୍ତୀ ତାଙ୍କର ଯୋଜନାକୁ ,ସାଧାରଣ ଲୋକଙ୍କ ମନକୁ ପଢ଼ି ସମାଧାନ କରିବା ପାଇଁ ଯୋଜନା ପ୍ରଣୟନ ବାସ୍ତବିକ ହୃଦୟ ସ୍ପର୍ଶୀ,ଭତା,ଚାଉଳ,ମହିଳା ସମିତି କୁ ନିଜ ଗୋଡ଼ରେ ଛିଡ଼ା ହେବା ବିନା ସୁଧରେ ଋଣ କୃଷକ ମାନକୁ ବିନା ସୁଧରେ ଋଣ ତଥା ଶିକ୍ଷା,ସ୍ବାସ୍ଥ୍ୟ,ଗମନା ଗମନ,ଯୋଗ ଯୋଗ ନିମିତ୍ତ ବ୍ରିଜ ଗରିବ ପିଲାଟିଏ ପାଇଁ ବର୍ଷକୁ 10000,11000 ଟଙ୍କା ଶିକ୍ଷା ସହାୟତା ଗରିବ ପରିବାର ପାଇଁ କେତେଯେ ଆନନ୍ଦ ତାହା ସେଇ ପରିବାର ସେଇ ପାଠ ପଢୁଥିବା ପିଲାହି ଅନୁଭବି,ଜୟ ନବୀନ ପଟ୍ଟନାୟକ।ନମସ୍ତେ

  • @sadanandasahoo3707
    @sadanandasahoo3707 6 ชั่วโมงที่ผ่านมา +4

    କିଛି ସାମ୍ବାଦିକ ରାଜ୍ୟ ବା ଲୋକଙ୍କ ର ସୁବିଧା ଅସୁବିଧା ସହିତ ସମ୍ପର୍କ ନାହିଁ। ନିଜର ସ୍ବାର୍ଥ ପାଇଁ ସାମ୍ବାଦିକତା ଏକ ମାଧ୍ୟମ ପାଲଟିଛି ଓ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରି ସେମାନଙ୍କୁ ଅନ୍ଧଭକ୍ତ କରୁଛନ୍ତି।
    ସେମାନଙ୍କ ଭାଷାରେ ମୋଦୀ ଓଡିଆ କହିବା ବିକାଶ, ବିଜେପି ନେତାମାନଙ୍କ ର ଗରମା ଗରମ ମିଛ ଭାଷଣ ହେଲା ବିକାଶ, ରାଜ୍ୟରେ DG ସମ୍ମିଳନୀ ହେବା ରାଜ୍ୟ ର ବିକାଶ।
    ନବୀନ ବାବୁ ଙ୍କ ଦୂରଦୃଷ୍ଟି ହିଁ ରାଜ୍ୟ କୁ ଜିରୋରୁ ହିରୋ କରିଥିଲା। ନବୀନ ବାବୁ କ୍ଷମତାରୁ ଯିବା ଦ୍ବାରା ନବୀନ ବାବୁଙ୍କ ବ୍ୟକ୍ତିତ୍ଵ ବା ଲୋକପ୍ରିୟତା ର କିଛି ଆଞ୍ଚ ଆସିଲା ନାହିଁ ବରଂ ଓଡିଶାର ଦୁର୍ଭାଗ୍ୟ, ସବୁ ବିକାଶର ପୂର୍ଣଛେଦ ପଡିଲା ଅନ୍ତତଃ ଆସନ୍ତା କିଛି ବର୍ଷ ପାଇଁ ଯେପର୍ଯ୍ୟନ୍ତ ରାଜ୍ୟ କୁ ଏକ ଭଲ, ଦୂରଦୃଷ୍ଟି ସମ୍ପର୍ଣ ସରକାର ନ ଆସିଛନ୍ତି। ଚାଟୁକାର ସାମ୍ବାଦିକ ବା ଜ୍ଞାନୀ ଗୁଣି ବୋଲାଉଥିବା ବ୍ୟକ୍ତି ମାନଙ୍କୁ ଇତିହାସ କ୍ଷମା କରିବ ନାହିଁ।

  • @niranjanacharya1204
    @niranjanacharya1204 5 ชั่วโมงที่ผ่านมา +4

    ଖାଲି ତ ଏତିକି ନୁହେ, ବର୍ତ୍ତମାନ ଆଳୁ ମହଙ୍ଗା ପାଇଁ ମଧ୍ୟ ନବୀନଙ୍କୁ ଦାୟୀ କରାଯାଉଛି l ଆମର ମାନ୍ୟବର ଯୋଗାଣ ମନ୍ତ୍ରୀ କହୁଛନ୍ତି ଯେ ନବୀନ ବାବୁ କୁଆଡ଼େ ଓଡିଶାକୁ ଆଳୁ ନ ଦେବାକୁ ମମତା ବାନାର୍ଜୀଙ୍କୁ ମନା କରିଛନ୍ତି l ଏପରି ମନ୍ତବ୍ୟ ଅତ୍ୟନ୍ତ ହୀନମନ୍ୟତାର ପରିଚୟ ଦିଏ l

  • @amiyamohanty5473
    @amiyamohanty5473 7 ชั่วโมงที่ผ่านมา +6

    Only Naveen pattanaik

  • @debasishbiswal6853
    @debasishbiswal6853 7 ชั่วโมงที่ผ่านมา +2

    ମୁଖ୍ୟମନ୍ତ୍ରୀ ଥିବା ବେଳେ ସବୁ ଆକଟ ରେ ଥିଲେ ଲୋକଙ୍କ ଠାରୁ ଦୁରେଇ ଯାଇଥିଲେ ଏବେ ଯେହେତୁ ସେ ସବୁ ନାହିଁ ଓ କୌଣସି ଚାପ ନାହିଁ ତେଣୁ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକ ଙ୍କ ସହ ମିଶି ଉପଭୋଗ କରୁଛନ୍ତି 🎉

  • @niranjanpalnsp509
    @niranjanpalnsp509 8 ชั่วโมงที่ผ่านมา +5

    ହାର କର୍ ଜିତ୍ନେ ବାଲାକୁ ବାଜିଗର କେହେତିହେ

  • @rabinarayankulu8363
    @rabinarayankulu8363 7 ชั่วโมงที่ผ่านมา +6

    Naveen odisha ❤

  • @sandhyaranimohakul9385
    @sandhyaranimohakul9385 5 ชั่วโมงที่ผ่านมา +7

    Dimond always dimond

  • @serajuddinshah267
    @serajuddinshah267 53 นาทีที่ผ่านมา +1

    Good news Sir 👍

  • @BasantaBehera-gl3li
    @BasantaBehera-gl3li 6 ชั่วโมงที่ผ่านมา +6

    Jay Naveen sir 🙏🙏 Jay BJD 🐚🐚
    💚💚💚💚💚💚💚💚💚💚💚💚💚
    💐💐💐💐💐💐💐💐💐💐💐💐💐

  • @biswambarsatapathy9398
    @biswambarsatapathy9398 7 ชั่วโมงที่ผ่านมา +4

    Aama Naveen Babu only one man odisha ra number hero

  • @ajaymandal5236
    @ajaymandal5236 4 ชั่วโมงที่ผ่านมา +6

    Jay nabn

  • @BasantaBehera-gl3li
    @BasantaBehera-gl3li 6 ชั่วโมงที่ผ่านมา +5

    I❤ Naveen sir 🙏🙏

  • @MamataPradhan-vw4sv
    @MamataPradhan-vw4sv 7 ชั่วโมงที่ผ่านมา +5

    Navin babu nku nabin sir 🎉🎉🎉

  • @sabitrimishra5820
    @sabitrimishra5820 6 ชั่วโมงที่ผ่านมา +5

    Naveen Patnaik is great person

  • @subhenduofficial3608
    @subhenduofficial3608 2 ชั่วโมงที่ผ่านมา +3

    Right 🙏🙏🙏👍👍👍👍👍

  • @BanditaParhi
    @BanditaParhi 4 ชั่วโมงที่ผ่านมา +5

    I love nabeen

  • @DharmendraSahoo-mz6xn
    @DharmendraSahoo-mz6xn 3 ชั่วโมงที่ผ่านมา +5

    Nabeen is great cm of india

  • @pradeepjena3595
    @pradeepjena3595 3 ชั่วโมงที่ผ่านมา +3

    Sir ଏକଦମ୍ ସତ ଓଡିଶା ନୂହେଁ ପୁରା hyderabad ରେ viral

  • @KedarPattnaik
    @KedarPattnaik 7 ชั่วโมงที่ผ่านมา +3

    Good.manig.sir
    Jay.naven❤❤❤❤❤

  • @swapnabehera6612
    @swapnabehera6612 3 ชั่วโมงที่ผ่านมา +5

    I love Naveen

  • @kubercharanparida283
    @kubercharanparida283 3 ชั่วโมงที่ผ่านมา +3

    True is always true,

  • @pragnyaparamita9904
    @pragnyaparamita9904 4 ชั่วโมงที่ผ่านมา +4

    Naveen sir our emotion ❤❤❤

  • @ashabiswasswain707
    @ashabiswasswain707 8 ชั่วโมงที่ผ่านมา +5

    Jay Nabin babu

  • @prahalladkhatoi4825
    @prahalladkhatoi4825 ชั่วโมงที่ผ่านมา +1

    Excellent discussion

  • @sayanodisha9650
    @sayanodisha9650 8 ชั่วโมงที่ผ่านมา +5

    Naveen Patnaik is in Odisha' s DNA now...BJP eta counter Kari pari ba nahi❤❤❤❤❤

  • @saratlenka-qo6zu
    @saratlenka-qo6zu 8 ชั่วโมงที่ผ่านมา +5

    Thank u sir
    You Absolutely right

  • @keshabchandrasahoo5750
    @keshabchandrasahoo5750 4 ชั่วโมงที่ผ่านมา +4

    Naveen babu is the real hero of Odisha, because he does not tell any ill of others.

  • @baliaparida2762
    @baliaparida2762 6 ชั่วโมงที่ผ่านมา +3

    Great 1cm Naveen sir hero

  • @PabitrakumarSwain-wt4tp
    @PabitrakumarSwain-wt4tp 5 ชั่วโมงที่ผ่านมา +4

    Naveen Naveen❤

  • @pradipchandradas4987
    @pradipchandradas4987 5 ชั่วโมงที่ผ่านมา +3

    Nice narration.

  • @bbsenapati2245
    @bbsenapati2245 5 ชั่วโมงที่ผ่านมา +6

    Popularity of Naveen Patnaik increase due to failure of BJP govt

  • @ncdash4634
    @ncdash4634 5 ชั่วโมงที่ผ่านมา +3

    Jay Nabeen

  • @dilippatra7900
    @dilippatra7900 7 ชั่วโมงที่ผ่านมา +4

    ନବୀନ ଦାସ ବି ଫାନ୍ ହୋଇ ଗଲେ

  • @RasmitaGrahacharya-bc3fh
    @RasmitaGrahacharya-bc3fh 7 ชั่วโมงที่ผ่านมา +4

    Jiy nevin jiy bjd

  • @RasmitaMohapatra-k6s
    @RasmitaMohapatra-k6s 5 ชั่วโมงที่ผ่านมา +5

    Jete kahile b Naveen Patnaik nka kichhi hebani
    Naveen eka brand
    Sugathita odisara su pratisthta person

  • @pintukumar-qx9fi
    @pintukumar-qx9fi 8 ชั่วโมงที่ผ่านมา +7

    2029 re jaid nabin achi then bjp safa

  • @mrutyunjaypanigrahi3928
    @mrutyunjaypanigrahi3928 6 ชั่วโมงที่ผ่านมา +2

    Right sir. Jay Nabin🙏🙏

  • @nibeditamohapatra5561
    @nibeditamohapatra5561 7 ชั่วโมงที่ผ่านมา +3

    Thik kahile sir

  • @SantoshPadhi-b1m
    @SantoshPadhi-b1m 6 ชั่วโมงที่ผ่านมา +1

    Very well explained ❤❤❤❤

  • @akshayakumarsamantasinghar9469
    @akshayakumarsamantasinghar9469 ชั่วโมงที่ผ่านมา +1

    Rightly analysed

  • @arunbaliarsingh1680
    @arunbaliarsingh1680 6 ชั่วโมงที่ผ่านมา +3

    Absolutely right RIGHT feliur is the success of pillar. Semane biradhore kahiba tanka habit kintu Naveen Sir nka ra no reaction. NAVEEN SIR NKA RA TA EAITA HIN QALITY JUOO TA KI BJP GOVT RE NAHIN PRESENCE.

  • @sambalpur57
    @sambalpur57 ชั่วโมงที่ผ่านมา +1

    ଯାହାକି 24 ବର୍ଷରେ ହୋଇନଥିଲା ଏବେ BJP ସରକାର ପାଞ୍ଚ ମାସରେ କରୁଛି ଓଡ଼ିଶା ର ଖଣି ବକ୍ସାଇଟ୍ ଖଣିରେ ଖୋଲୁଛି ହଇରେ BJP ସରକାର ଆଦାନୀ କମ୍ପାନୀ ର ଚାମ୍ ଚା