ନବୀନ କହିଲେ ଆଇ ମା ଗପ ଛାଡ || Naveen Pattnaik || News Room ||bjd |mohan majhi | manoranjanmishra |
ฝัง
- เผยแพร่เมื่อ 16 ก.ย. 2024
- ନବୀନ କହିଲେ ଆଇ ମା ଗପ ଛାଡ || Naveen Pattnaik || News Room ||bjd |mohan majhi | manoranjanmishra |
#newsroom #mohanmajhi #naveenpatnaik #odishapolitics #bjdmla
ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି
ମନୋରଞ୍ଜନ ବାବୁ ନିରପେକ୍ଷ ଖବର ପ୍ରକାଶ କରନ୍ତୁ।ନିଜକୁ ଅନ୍ୟ ପାଖରେ ବିକିଦିଅନ୍ତୁ ନାହିଁ
ନବୀନ ସାରେ ଜହାକହୁଛି ଠିକ୍ କଥା ବିଜେପି ଜାହା କହିଥୀଲା ପୁରଣକରୁ ନ କଲେ ନବୀନ ସାରେ କହିବେ ଓଡିସାର ଲୋକ କହିବେ ବିଜେପି କହିଥୀଲା ସୁଭନ୍ଦ୍ରା ଜୋଜନା ରେ ସବୁ ମହିଳାକୁ 50000 ତିରିସ ୟୁନିଟ୍ ବୁଜୁଳି ଭତା 3500 କୁଆଡେ ଗଲା ବିଜେପି କହିଥୀଲା କଥା
Tatour nabin
ନବୀନ ଏତେଦିନ ଠକିଲା ପରେ ମଧ୍ୟ ବୁଦ୍ଧି ଶିଖିନ ଆହୁରି ମାଗଣା ଖିଆ ବୁଦ୍ଧି ଅଛି
Nabin is great
Manoranjan babu we have faith on u.please don't lose it.
ବିଜେପି କଣ ନୂଆ, ଏହା କେନ୍ଦ୍ରରେ କେତେ ବର୍ଷ ରହିଲେଣି, ଓଡିଶା ରେ ବିଜେଡି ଓ ବିଜେପି ଶାସନ ଆଗରୁ କରି ଆସିଛନ୍ତି
ବେହିଆ ୨୪ ବର୍ଷ ରେ କେତେ ଗପ କହିଲ ପରୀ ର ଜାମୁକୋଳି ଗପ ଶ୍ରେଷ୍ଠ ଗପ ହେଲା। ଏବେ ଗପ ଶୁଣିବାକୁ ଇଛା ନାହିଁ?
I agreed with you.There should be intelectual debate instead of political debate.
ମନୋରଞ୍ଜନ ବାବୁ ନିରପେକ୍ଷ ଖବର ପ୍ରସାରଣ କରନ୍ତୁ।
Jay nabin pattanaik
ମନୋରଞ୍ଜନ ଭାଇ ସୁଭଦ୍ରା ଯୋଜନା ରାଜ୍ୟର ପଇସାରେ ହଉଛି କିନ୍ତୁ ପ୍ରଧାନ ମନ୍ତ୍ରୀ କାହିଙ୍କି ଲୋକାର୍ପିତ କରିବେ ଏ ପ୍ରଶ୍ନ ପଚାରୁନାହାନ୍ତି ବିଜେପି ବାଲାଙ୍କୁ ଅଥବା ଡିବେଟେ କରୁନାହାନ୍ତି
ଆରେ ତମେ ପାଣ୍ଡୁ ନବୀନ ଯୋଡ଼ି କେବେ ଧରା ହେବେ ସେକଥା ଆଲୋଚନା ନ କରି ଫାଲତୁ ଗପ କାହିଁକି ଗପୁଛ ?
ନବୀନ ଆଈମା ଗପ ଓ ଓଡ଼ିଆ ଅସ୍ମିତା କଥା କହିବା ହାସ୍ୟାସ୍ପଦ କଥା ଏ ଲୋକଟି ନିଜ କୁ କଣ ଭାବୁଥିଲା କେଜାଣି ଚବିଶ ବର୍ଷରେ ଠକିବାରେ ବାବୁ ସବୁସୀମା ଟପିଥିଲେ ରାଉରକେଲା ବାସି ଏହାର ଉତ୍ତର ଦେବେ କଣ ଠକି ଛନ୍ତି
ବାବୁ ଓଡିଆ ଅସ୍ମିତା କଥା ନିଁଲ୍ଲଜ ଭାବେ କହୁ ଛନ୍ତି ଚବିଶ ବର୍ଷ ଭିତରେ ବାବୁ ଓଡିଆ ଶିଖିଲେ ନାହିଁ ଓଡିଆ ଲୋକଙ୍କୁ ଘୃଣା କଲେ ତାମିଲକୁ ଖାତା ଖାତିଆନା ଦେଇ ଘରେ ଶୋଇଲେ ଏବେ ଡେଇଁଲେ କଣ ହେବ
ଓଡିଆ ମଠ ମନ୍ଦିର ଭାଙ୍ଗି ପୁରୀରେ କଣ କରିଛନ୍ତି ଲୋକ ଦେଖିଲେ 😂
Manoranjna baabu aau nirpekhy khabar prasarana karunahiba bhali mane heuchhi. Keun pratishruti purana karrichhi? Old age pension Katha kibhali Puran kala.
ମନ ବାବୁ ବିଜେପିର ହାତଗୁଞା ପାଇଛନ୍ତି କି?
Naveen Babu jindabad BJP hatiba aagami dinare vote re
Naveen is great 👍
You are losing respect Manoranjan Mishra
ମନୋରଞ୍ଜନ ବିକ୍ରି ହୋଇଛି bedhachhua
ଆପଣ ଠିକ୍ କହୁଛନ୍ତି ଯେ ନୁଆ ସରକାରକୁ ସମୟ ଲାଗିବ, adjust ହେବାକୁ । Adjust ହୁଅନ୍ତୁ ସେମାନେ, କିଏ ମନା କଲା? କିନ୍ତୁ ନୀରବରେ adjust ନହେଇ ରେଭେନସା ବିବାଦ କାହିଁକି ସୃଷ୍ଟି କରୁଛନ୍ତି ଆଉ ସମୟ ନଷ୍ଟ କରି ଗୋଟେ ଅତି ପୁରାତନ ଶିକ୍ଷାନୁଷ୍ଠାନରେ ଅସ୍ଥିରତା ସୃଷ୍ଟି କରୁଛନ୍ତି? ନବୀନ ଠିକ୍ କହୁଛନ୍ତି, ସେମାନେ କେବଳ ଆଇ ମା କାହାଣୀ ହିଁ ଚଲେଇଛନ୍ତି । ଏମାନେ ଅଯୋଗ୍ୟ ।
Jay🙏🏼nabeen🙏🏼
Jaybjdjaynabin❤
Jadi tomorrow vote haba
Naveen again cm hebe sure.
ଆଗ ପାଣ୍ଡିଆନ ବବିଙ୍କ କବଜା ବାହାରକୁ ଆସ। ତାପରେ ନିର୍ବାଚନ ଲଢିବ ,ଲୋକେ ବିଶ୍ୱାସ କୁ ନେବେ ।ଯେ ପର୍ଯ୍ୟନ୍ତ ପାଣ୍ଡିଆନ ବବି ଙ୍କୁ ନ ଦୁରେଇଛି ସେଯାଏ ଲୋକେ ବରଂ କଙ୍ଗ୍ରେସ କୁ ଭୋଟ ଦେବେ ନବୀନ କୁ ନୁହେଁ।
Seithi pain india 2nd longest chief minister....
24/barsa Nabin babu kichhi karinahi
ଆଈ ମା କାହାଣୀ କୁହନି
Bapa nku pachara kana thila au ebe kana heichi
ଚୁପ୍ ଶଳା ମନୋରଂଜନ
Child fast grammar reading by mohan Majhi, mohon please do some work for odisa
Modijinku dasa barsa samaya lagilani.Mohan babunku dasa barsa samaya diantu.
Manoranjan sir thiki khabar pachar karantu kintu BJP jumula Pati pakhare bikiri huantu nahi
Manoranjan Babu BJP te join kebe karibe !!
Manoranjan babu samaya lagiba thhik kintu ed cbi?
Manoranjan babu apana Kedar Mishra tharu sambadikata shikhantu
Manaronjan babu .Chatiba chhadantu..
Kan bjd satare ground level re thik kama karuchi,, bolgarh block manibandha gp ku asha dekhiba,,A thiba , ରେଭେନ୍ସା ଅଛି
ଟାଉଟର ମନୋରଂଜନ
Thik ta kahichanti ..Manoranjan Babu au kahani kuhantu nahi
Kala bala sabu kari deiki jaichi .....
Puruna news ku nei Paisa kamauchha
25,barsha hela,Nabin,Odia,bhasha,shikhipari,nahin,se,kan,odiare,katha,lagichhi,full,Michha.
Bhasa sikhiba thu kama kariba rajya lagi besi darkar
Tame bjp
Aau balo thibo je sunu pampudi khaibo 24 year thakilo au ae 3 month heichi opekhya karo ete chhania kn pai
Manoranjan babu apana BJP ra next spokesperson eai video ru jana paduchi ete support hela je governor pua marine sethire kan time darkar seta kuhantu sethire bi time darkar new govt asichi. Apana bi jaha kahuchanti seta sabu diga ku dekhiki kuhantu agyana
Michhua sarkar bjp sarkar,se nirbachan bele deithiba pratisruti bhuligalani ,ebe deba devi naama ku nei nije bhagaban hebaku chanhilani ,loke dhukhare marantu
Tu Au BJP ra okilati Kara nahi.
Pandian Asiba.
BJP paesa kharcha ke
Jya Naveen pattanayak sir
Kichidinatale tame kauthire thila
Kau lokata banchichi
Bekar news sabu
Apana BJP re misijantu Manoranjan sir a Bhali chamasa news prasanna karani
Tama Bala news Tama pakhare rakha
ଓଡ଼ିଆ ଅସ୍ମିତା ହେଉଛି ପାଣ୍ଡିଆନ
ଆଈ ମା କାହାଣୀ କୁହନି 😂😂