ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଜନ୍ମ କୁଣ୍ଡଳୀ |horoscope |odisha chief minister janma kundali
ฝัง
- เผยแพร่เมื่อ 13 มิ.ย. 2024
- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଜନ୍ମ କୁଣ୍ଡଳୀ |horoscope |odisha chief minister janma kundali
#astrology
#mohanmajhi
#naveenpatnaik
#no1cm
#worldno1pm
#bjdnews
#odishacmnews
ଆପଣ କେମିତି ଭାବିନେଲେଯେ ସ୍କୁଲରେ ଯେଉଁ ଜନ୍ମ ତାରିଖ ଦିଆଯାଇଛି ତାହା ଠିକ ବୋଲି
ଆଦିବାସୀଙ୍କର ମାଆମାନେ ସଠିକ ଭାବେ ମସିହା କହିପାରନ୍ତି ନାହିଁ. ଅନ୍ଦାଜରେ ସ୍କୁଲ ହେଡ଼ମାଷ୍ଟର ଜନ୍ମଦ ତାରିଖ ଲେଖିଥାନ୍ତି
ଯାହାବି ହେଉ ମୋହନ ତ ଅଛି
ତାଙ୍କର ବାପା ଶିଖିତ ଥିଲେ
ମହିମା ଅଲେଖ ଶରଣ ବାବା 🙏🙏🙏🙏❤️❤️❤️❤️
ମହିମା ଅଲେଖ ଶରଣ ଶରଣ ଶରଣ
ମହିମା ଅଲେଖ ଶରଣ 🙏🙏🙏
ବହୁତ୍ ସମୟ ପରେ ଗୋଟିଏ ଭଲ astrology video ଟିଏ ଦେଖିଲି ପୁଣି ଓଡ଼ିଆ ଭାଷା ରେ।
Gurubramha mahinma aleko Sharanam
ମହିମା ଅଲେଖ ଶରଣ ଶରଣ ଶରଣ
Nice.
Sri Guru Mahima.
Alekh jib jagataku rakhya karantu
Alekh mahima guru saranam
ଅଲେଖ ମହିମା ଶରଣ ଶରଣ ଶରଣ
ଏହିଭଳି ଭବିଷ୍ୟବାଣୀ କାହିଁକି ? ଏହାଦ୍ୱାରା କଣ ମହିମା ଗାଦିର ପ୍ରତିଷ୍ଠା ବଢୁଛି ?
ନୂଆରେ ଆସିଛନ୍ତି ତାଙ୍କୁ ଟିକେ କାମ କରିବାକୁ ସୁଯୋଗ ଦିଆଯାଉ
Maharaj mor tula rasi 14/7 ,,mor Fala tike kahile
ଶ୍ରୀ ଗୁରୁ ମହିମା ଶରଣ। ବାବା ଆପଣଙ୍କ ଠିକଣା ନ ହେଲେ ଫୋନ ନମ୍ବର ଜଣାଇବେ କି।
ଆପଣ gurukrupa youtub chenalru pai paribe
Shree guru Mahima
ସତ୍ୟର ଜୟ ହେଉ, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ର ଜୟ୍ ହେଉ।
ଯୁଗେ ଯୁଗେ ଅଛି ରହିଛି ରହିବ ।
😊Guru mahima Alekha
ମହିମା ଅଲେଖ ଶରଣ ଶରଣ ଶରଣ
Jay sri guru mahimaa alekh
Alekha mahima saranam
ଓଁ ଶାନ୍ତିଃ ଓଁ ଶାନ୍ତିଃ ଓଁ ଶାନ୍ତିଃ
ମହିମା ଅଲେଖ ଶରଣ ଶରଣ ଶରଣ
ଶ୍ରୀ ଗୁରୁ ମହିମା ଅଲେଖ ଶରଣ
ମହିମା ଅଲେଖ ଶରଣ ଶରଣ ଶରଣ
ଗୁରୁ ସ୍ବାମୀ ଅଲେଖ ମହିମା ଶରଣ ଦେଶ ର ମଙ୍ଗଳ ହେଉ
ମହିମା ଅଲେଖ ଶରଣ ଶରଣ ଶରଣ
ଜନ୍ମ କୁଣ୍ଡଳୀ ଛାଡ଼ନ୍ତୁ, ଏପରି ଆଲୋଚନା ବୃଥା
ବାଳ କହୁଛୁ,ଆଗେ କହ ତାଙ୍କ ଲଗ୍ନ କଣ, ତାଙ୍କର ବ୍ରୁହସ୍ପତି, ରବି, ଚନ୍ଦ୍ର ଙ୍କ ସ୍ଥିତି କହ,ରାଜ ଯୋଗ କେଉଁ ଗ୍ରହ ଯୋଗ ହେଇଛି କହ।
ମହିମା ଅଲେଖ ମହିମା ଅଲେଖ ମହିମା ଅଲେଖ ମହିମା ଅଲେଖ
ମହିମା ଅଲେଖ ଶରଣ ଶରଣ ଶରଣ
❤❤❤been
@@mahimavastuseva
@mahimavastusev😊a
Jay mahima Alekha
It seems he is very lucky and his words will be received very well among the masses, particularly young ladies. He is a honest man and will try to do good works too. But, his popularity will wane in the future for mismanagement/mistakes. But one advice for him is that please don't believe members of opposite sex because in all likelihood, they will make many damages to the reputation/popularity of the CM, secretly which may lead to the downfall. Maintaining safe distance from opposite sex is most advisable for him.
ବାବା ମୋ କୁଣ୍ଡଳୀ ଟିକେ ଦେଖିବେ
ଆପଣ gurukrupa youtub ଦେଖନ୍ତୁ ଓ ତହିଁରେ ମେଲ aid achhi ତହିଁରେ ଯୋଗାଯୋଗ କରନ୍ତୁ
Pranam
ପ୍ରଭୁ ଦୟା କରନ୍ତୁ
ବାବା ଆପଣଙ୍କ କଥା ହେଲା ନୂଆ ମୁଖ୍ୟମନ୍ତ୍ରୀ କଳି ଯୁଗର କୃଷ୍ଣ 🙏🏻
ନା ତାହା କୁହା ଯାଇନାହିଁ କୃଷ୍ଣ ଆଉ ଜଣେ ମାନବ ମଧ୍ୟରେ ଆକାଶ ପାତାଳ ଫରକ କୁହା ଯାଇଛି siriyal krushn bhali ଦେଖାଯାଉଛନ୍ତି
ଆପଣଙ୍କୁ ବହୁ ଧନ୍ୟବାଦ ଯେ ଏଭଳି ପ୍ରଶ୍ନ ପଚାରି ଅନ୍ୟ ମାନଙ୍କ ମନରୁ ଭ୍ରମ ଦୂର କରି ପାରିଛନ୍ତି
🚩 Jay Shri Guru Alekh Mohima Saranam 👏💯👌
ପ୍ରଭୁ ମଙ୍ଗଳ କରନ୍ତୁ
ସ୍କୁଲ ଦେଇଥିବା ଜନ୍ମତାରିଖ ଠିକ ବୋଲି କିଛି ନ ଥିବ
ହଁ ଆପଣ ଯାହା କହିଲେ ତାହା ଠିକ୍ ହୋଇପାରେ କାରଣ ୧୯୭୨ ମସିହାରେ ଏତେ ଉନ୍ନତ ନ ଥିଲା
କିନ୍ତୁ ନାମ ରାଶି ମଧ୍ୟ ତାହା ହେଉଛି ଏଣୁ ବିଶ୍ୱାସ ହେଉଛି ତାରିଖ ଠିକ୍ ଥାଇପାରେ
ସବୁ astrologer fail, ଆପଣଙ୍କ କଥା ସମୟ କହିବ
ଠିକ କଥା ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ବହୁ କଥା କହି ନିଜର ନାମ ବିକାଶ କରିବେ ମୋର ସେପରି ଉଦ୍ଦେଶ୍ୟ ନାହିଁ ।ଏହି ବିଦ୍ୟା ଏକ ସମୁଦ୍ରର ବାଲି ସଦୃଶ୍ୟ ଏହାକୁ ଗଣନା କରିବା ବହୁ କଷ୍ଟ ।ଏହା କିଛି ମାତ୍ର ବହୁ ବଡ ବଡ ଗଣନା କାରି ଅଛନ୍ତି ମୁ ତାଙ୍କ ପାଖରେ କିଛି ନୁହେଁ କି ମୁ ଜଣେ ବଡ଼ ଗଣନା କରି ନୁହେଁ ।
ମହିମା ଅଲେଖ ଶରଣ ଶରଣ ଶରଣ
Alekha Mahima 🙏
ମହିମା ଅଲେଖ ଶରଣ ଶରଣ ଶରଣ
Election purbaru ,yotisha mahasaya karuthile kana???? Prediction election purbaru video karithile bhala hoiethanta.
24ବର୍ଷରୁ ଯୁଗ ଆରମ୍ଭ ହେଲାକି, ଆଗରୁ କେହି ଓଡିଶା କେହି ଶାସନ କରୁନଥିଲେ, ସଳା ମିଛୁଆ
ହଁ ଆପଣଙ୍କ କହିବା ଠିକ୍ ମୁ ଆପଣଙ୍କ ସଲା ହୋଇପାରେ ।ଯଦି ମୁ ବଞ୍ଚି ଥାଏ ତେବେ ୨୦୨୭ ରେ ଜଣାଇବି
😮😂😊
Alekh mahima sarana. ❤❤❤❤❤❤❤❤❤
ମହିମା ଅଲେଖ ଶରଣ ଶରଣ ଶରଣ
Sinha rasira byakti kebe Bhala nuhen . Thik se dekhantu . Tanka kundali bhul
Singh rasi gochar phal bhal nahin ।gochar bhal n thiba samayre subha Kam kale stayi n thae
Alekha gurumahima
ମହିମା ଅଲେଖ ଶରଣ ଶରଣ ଶରଣ
Heigale samaste kahidebe agaru kahunathila
ହୋଇଗଲା ପରେ ସିନା ଜଣାଯିବ ।
କାହାକୁ ନିଜର କାହାକୁ ପର ଭାବିବା ଠିକ୍ ନୁହେଁ ।ଏବେ କହୁଛନ୍ତି ହୋଇଗଲାପରେ କୁହାଗଲା କିନ୍ତୁ ଏପ୍ରିଲ ଠାରୁ ଜୁଲାଇ ମଧ୍ୟରେ ଭାରତର ତାପ ମାତ୍ରା ୫୭ ଦିଗ୍ରିହେବ ସ୍ଥାନେ ସ୍ଥାନେ ଅଗ୍ନୀ ଲାଗିଯିବ ସମୁଦ୍ର ପତନ ବଢିଯିବ ।ଜୁନ ପ୍ରଥମ ସପ୍ତାହରେ ଭୟଙ୍କ ର ରେଳ ଓ ବିମାନ ଦୁର୍ଘଟଣା ହେବ ତାହା ଏବେ ହେଉଛିକି ନାହିଁ ।ଏହା ସବୁ ମନୁଷ୍ୟ କୃତ୍ ଆମେ ନିଯେନିଯେ କରୁଛନ୍ତି
Sarathi baba
ସାରଥି ଭଳି ନିଜକୁ ନିଜେ ଯିଏ ଭଗବାନ ବୋଲି କୁହେ ତାର ପରିଣାମ ସେ ନିଶ୍ଚୟ ଭୋଗିବ
Agaru kothe thilu
କଳି ଯୁଗ ମ ହିମାଁ କଣ
Mahima alekh uttam yotish bichar
ମହିମା ଅଲେଖ ଶରଣ ଶରଣ ଶରଣ
Mana gahada khane😊
Guru bramha mahima alekha saran
ମହିମା ଅଲେଖ ଶରଣ ଶରଣ ଶରଣ
ପଇସା ରୋଜଗାର ଗୋଟିଏ କିଳା ।
Vote purbaru keun gote chanelre dekhuthili sethire kahuthile, Naveen Patnaik 81ru 87 ta mla paibe o puni thare sarkar gadhibe, marila belku sashan re thaikari maribe, jetebele vote ganati hela, sabu ulta hela, se jyotish mahasaya ra nam thikna jadi mu paa anti mu tanku tike pachaaranti ,taku taar keun baapa jyotish paath padhei thila,
ସେମାନେ ନିଜ ସ୍ବାର୍ଥ ରେ ଅଛନ୍ତି ଏପରି କହିଲେ ତାଙ୍କୁ ପ୍ରଶଂସା କରିବେ ଯିଏ ପ୍ରଶଂସା ପଛରେ ପଡେ ସେ ସର୍ବଦା ସେହିପରି ରହିଯାନ୍ତି ।ସେମାନେ ହାଇ ଫାଇ ଜୋତିଷ।ନିଜର ବଡିମା ଦେଖନ୍ତି
ପାଣ୍ଡିଆଁ ଅଲେଖ ବାବାଙ୍କ ମଠକୁ ବହୁତ ଦାନ କରି ହାରିଲେ. ଏବେକାର ମୁଖ୍ୟ ମନ୍ତ୍ରୀ କୁ ଟେକି କହିଲେ ସାହାଯ୍ୟ ମିଳିପାରେ
ସେ ହେଉଛନ୍ତି ଭବାନୀ ଶଙ୍କର ମହାପାତ୍ର ।ଭୁବନେଶ୍ବର କଲୋନୀରେ ବ୍ୟବସାୟ କେନ୍ଦ୍ର ଖୋଲିଛନ୍ତି ।ସେ ଜଣେ ରତ୍ନ ବ୍ୟବସାୟୀ ତାଙ୍କ ବିଷୟରେ ଆଜି ମଧ୍ୟ ସମାଲୋଚନା ହୋଇଥିଲା ।ଏହିଭଳି କେତେକ ବ୍ୟକ୍ତି ସକାଶେ କିଛି ନିନ୍ଦା ପାଉଛନ୍ତି
ବାବା କୁ କୁଣ୍ଡଳୀ ବିସୟରେ କିଛି ଜଣା ନାହିଁ, ଖାଲି ତେଲେଇବା ପାଇଁ
ପାଗଳର ପ୍ରଳାପ ବିଜେପି ର ବଡ଼ କଣ୍ଡୁ ଦୋଷ
କ୍ଷମତା ପାଗଳ
Adibasi labour bhali dakhajauchanti
ଠିକ୍ ସେ ଜଣେ ଆଦିବାସୀ ବର୍ତମାନ ଓଡ଼ିଶାର ମାଲିକ ନବୀନ ମାଲିକ ଥିଲେ ହଠାତ୍ ପରିବର୍ତ୍ତନ ବିଶ୍ୱାସ ଯୋଗ୍ୟ ହେଉନାହିଁ
ଗୁରୁ ମହିମା ଅଲେଖ ସରଣ🙏🙏🙏🙏🙏🙏🙏
ସତ୍ୟ ଶାନ୍ତି କ୍ଷମା ରେ ଚାଲିଲେ ଜୟ ହେବ
2014 and 2009 harile kemiti 😂😂😂😂😂
Guruji kahile Naveen Patnaik kebe tanka cm seat ku pheribe
ଆଗରୁ କୁହା ଯାଇଛି
1 st act, police next boldazar na hele henjda.p😊
ମହିମା ଅଲେଖ ଶରଣ ଶରଣ ଶରଣ
ଏତେ ସବୁ ଜାଣିଛ ତ ବର୍ଷେ ଆଗରୁ କହିଲନାହିଁ
ବର୍ଷକ ପୂର୍ବରୁ କିଏ ଜାଣିଥିଲେ ତାଙ୍କର ଜନ୍ମ ତାରିଖ
Aga ama odishare chakiri srusti karajau au rojagara dia jau ama pua jhia nku.
ଏହା ସମସ୍ତେ କହିଦିଆନ୍ତି
Ebe kundalire lekha hoithiba je se CM hebara thila. Agaru keonthi thila kahila ni?
Alpa bidya bhayankari.
E a janma jatak story nuhho congratulations Gochor pholo kauchanti alekha mahima aita jataka bicharo nuhho a heuchi gochor bicharo bhalo bhabore sunantu coment pas karontu thi ki jani paribo
ଏ ଆସିଗଲେ ଟେକିବାପାଇ
ଦୟାକରି ନିନ୍ଦା କରନ୍ତୁ ନାହିଁ
ତାଙ୍କୁ ଦୁଇଜଣ ଧରିଛନ୍ତି
ବୁଝି ହେଲା ନାହିଁ
Agyan apanka bhali keteka astrologer kahithile nabin chief minister hebe kintu kana hela
Bartaman mohan sir nku bhal kahuchhanti
ମୁ ଏହାର ଉତ୍ତର ଆଗରୁ ମଧ୍ୟ ଥରେ ଦେଇଛି ।ଖାଲି AC ରୁମରେ ବସି ଭବିଷ୍ୟ ବାଣୀ କହିଲେ ହେବ ନାହିଁ ।ସେମାନେ କିପରି ଟେକ ଟେକି କରି କହିବେ ତାଙ୍କ chenal bhal vew ହେବ ସେଥିରେ ବ୍ୟସ୍ତ ଯିଏ ନିର୍ଦଳିୟ ସେ କେବେ କାହାକୁ ଉପରକୁ ଟେକି କହିବ ନାହିଁ ।ଯେଉଁ ଜ୍ୟୋତିଷ କହିଥିଲେ ତାଙ୍କୁ ବର୍ତମାନ କୈଫିୟତ ମାଗ ଗଲାଣି ।
Jay gurudev
ମହିମା ଅଲେଖ ଶରଣ ଶରଣ ଶରଣ
Bapa Banda jyotish janichu .
ଧନ୍ୟ ବାଦ
ସତେ କି, ଆଗରୁ କୁଆଡେ ଶୋଇପଡିଥିଲ, ତୁମ ନମ୍ବ ଅଛି ଟିକେ ଦିଅ
ମୋଭଳି ବଜ୍ୟେ ଲୋକର ନମ୍ୱର୍ କଣ ହେବ ?
ତାଙ୍କ kundali ଦେଖା ରଚନା ପଢ଼ ନାହିଁ
To kundali tu dekhichu 8ta re Tora kana heba mu Tora sabu dekhisarilani 8
ଧନ୍ୟବାଦ
Thume baba Heiki telamaruchha kanhiki??
Mote challenge koro
ଯାତ୍ରା ଆରମ୍ଭକଲ ବାବା ।
ଏହା କେବଳ ତାଙ୍କ ଜନ୍ମ ଜାତକ ।ରାଜନୀତି ଠାରୁ ବହୁ ଦୂରରେ ।ନିଜେ କାମ ନ କଲେ କିଏ ଖାଇବାକୁ ଦେବ ।
Tautar gudaka kayeen agaru kahunathila
Tautar କହିଲ ଶୁଣିବାରେ ଖୁସି ଲାଗିଲା । ଆଗରୁ କାହିଁକି କୁହାଗଲାନହିଁ ।ଆଗରୁ କଣ ମୁଖ୍ୟ ମନ୍ତ୍ରୀ ଥିଲେ ।ନବୀନ ପଟ୍ଟନାୟକ କଣ ପୂର୍ବରୁ ଥିଲେ ।ଏହିଠାରେ ଜାଣନ୍ତୁ କାହାକୁ ସପକ୍ଷରେ କିମ୍ବା ବିପକ୍ଷରେ କୁହାଯାଉ ନାହିଁ ।
Guruji Mahabharat kn Ek sireal Mahabharat kn michha Apan thik katha kuhantu
କ୍ଷମା କରିବେ ବୁଝି ପାରିଲି ନାହିଁ ମୁ ମିଛ କୋଉଠି କହିଲି ।ଦୟାକରି ଜଣାଇବେ ।
ବାବା ସେ କୃଷ୍ଣ ନୁହଁନ୍ତି ସେ କଳି ଜୁଗର ଲୋକ
ନା ନା ସେ କୃଷ୍ଣ ହୋଇପାରିବେ ନାହିଁ
ମୁ ବାରମ୍ବାର କହିଛି siriyal ର କୃଷ୍ଣ ଭଳି
Tume Alekha Babaji Nuha Galua
Thik କଥା ମୁ ବାବାଜୀ ନୁହେଁ
ଫାଲତୁ ଗପ ବନ୍ଦ କର
Our CM only Nabin patnayak sir
ବର୍ତମାନ ନୁହେଁ
ଏଭଳି ଗୁଣ ଗାନ କଲେ ଆପଣଙ୍କ ମର୍ଯ୍ୟାଦା ହାନୀ
ମୋହନ ମାଝି ଭଗବାନ ଶ୍ରୀକୃଷ୍ଣ ଭଳି ଦେଖା ଯାଉଛନ୍ତି। ଆପଣ ଅଲେଖ ମହିମାଙ୍କ ଗୁଣ ଗାନ କରନ୍ତୁ ।
Jagannath krupa ru se mukhya mantri. Tenu prabhu kruparu se sasana parichalita karibe.
@anwesana. ଭଲ କାମ କଲେ ଭଗବାନଙ୍କ କୃପା ମିଳେ ।ସେ ଭଲ କାମ କରିଛନ୍ତି ତାଙ୍କ ଫଳ ସେ ପାଇଲେ ଶାନ୍ତ ଭଦ୍ର ପରିବାର ।ପିମ୍ପୁଡ଼ି ଟିଏ କାମୁଡ଼ିଲେ ଆମେ ମାରିଦେଉଛନ୍ତି ।ସେଭଳି ଭୁଲ କିଛି କରୁଥିବେ ।କିନ୍ତୁ ଦସ୍ୟୁ ରତ୍ନାକର ପୁଣି ବାଲ୍ମୀକି ହୋଇପାରିଲେ ବହୁ କଷ୍ଟ କରିଛନ୍ତି ବାଲ୍ମୀକି ହେବା ପର୍ଯ୍ୟନ୍ତ ଉଇ ହୁଙ୍କା ହୋଇଥିବାରୁ ଓ ହୁଙ୍କା ମଧ୍ୟରୁ ପୂର୍ନ ଜୀବନ ପାଇଥିବାରୁ ତାଙ୍କ ନାମ ବାଲ୍ମୀକି ହେଲା କେହି ଦସ୍ୟୁ କହିଲେକି ?
Alekha bala kebetharu jatak dekhileni
ଯେବେ ଠାରୁ ଧର୍ମ ନେଲି ତାର ବହୁ ପୂର୍ବରୁ ।
ଆପଣ କୃଷ୍ଣ ଙ୍କ ମୁଖ ଦେଖିଛନ୍ତି କି??
Tame sabu sala tautor