Asala Katha Live: ଅସଲ କଥା BJDs Latika Pradhan Accuses Ranjita Sahu | Odisha Politics | Odia News

แชร์
ฝัง
  • เผยแพร่เมื่อ 15 ต.ค. 2024
  • Asala Katha Live: ଅସଲ କଥା BJDs Latika Pradhan Accuses Ranjita Sahu | Odisha Politics | Odia News After Amar Satpathy, Prasanna Patasani's Big statement . VK Pandian is the target of Prasanna Patasan. 'Popular government gone for VK Pandians' . There is great sadness when the team leaves the team. Amar Satpathy said nothing bad. As long as Pandian is there, BJD will not come to power
    The Election Commission on Tuesday announced the dates for assembly elections in Maharashtra and Jharkhand. While Maharashtra will go to polls in a single phase on November 20, Jharkhand will vote in two phases on November 13 and 20.
    Security of actor Salman Khan has been increased. Security tightened outside Galaxy Apartment. Police action after the murder of Baba Siddiqui. The shooters stated their connection with the Lawrence Bishnoi gang. Salman Khan is the target of Lawrence Bishnoi gang.
    #prasannapatasani #patasani #vkpandian #naveenpatnaik #bjd #odishapolitics #odishaelection #bjdconflict
    #BreakingNews #ECI #JharkhandElection #MaharastraElection #ElectionDate #NewsUpdate #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews #babasiddiqui #FiringAtBabaSiddique #salmankhan
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

ความคิดเห็น • 1

  • @chinmmaylsahu959
    @chinmmaylsahu959 7 นาทีที่ผ่านมา

    ଲତିକା madam ଙ୍କୁ ମୋର କେବଳ ୪ ଟି ପ୍ରଶ୍ନ ।
    ୧ ) Madam, ହାରି ବାର reason , election result ର ୪ ମାସ ପରେ ଜାଣିଲେ କି ?
    ୨) ଯଦି ଆଗରୁ ଅବଗତ ଥିଲେ, ଜିଲ୍ଲା ସଭାପତି କିମ୍ବା BJD ସୁପ୍ରିମୋ ଙ୍କୁ କାହିଁକି ଜଣେଇ ନଥିଲେ ? ଜିଲ୍ଲା ସଭାପତି statement ଦେଲେ ଯେ madam ଏ ବିଷୟ ନେଇ କେବେ ଅବଗତ କରାଇ ନାହାନ୍ତି।
    ୩) ଏବେ ଯେହେତୁ ଆପଣ BJD ସୁପ୍ରିମୋ ଙ୍କୁ ଅବଗତ କରିଛନ୍ତି । BJD ସୁପ୍ରିମୋ ଙ୍କ decesion କୁ ଅପେକ୍ଷା ନ କରି , ଘର କଥା media ରେ ପ୍ରଚାର କରୁଛନ୍ତି । Madam ଙ୍କ ସୁପ୍ରିମୋ ଙ୍କ ଉପରେ ବିଶ୍ୱାସ ନାହିଁ ନା BJD ର କୌଣସି ବଡ଼ ନେତା madam ଙ୍କୁ ପ୍ରୋତ୍ସାହନ ଦେଉଚନ୍ତି? କିମ୍ବା madam BJP ଆଡେ ଢ଼ଲି BJD ଦଳ କୁ ଅପଦସ୍ତ କରୁଛନ୍ତି?
    ୪) ସତରେ ଯଦି ଜଣେ ନବାଗତା ପ୍ରାଥିନି ଦାୟୀ ଏଵଂ madam ତାଙ୍କ ଯୋଗୁ ୨୫,୦୦୦+ ଭୋଟ ରେ ହାରିଲେ, ତାହା ହେଲେ madam କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ରାଜନୀତି କରିବାକୁ ଆପଣ ଯୋଗ୍ୟ କି ?
    ଲତିକା Madam ଙ୍କୁ ପଦେ free ଉପଦେଶ:
    ଜନାଦେଶ କୁ ସମ୍ମାନ ଦେଇ ଲୋକଙ୍କ ସାଥିରେ ରହି ଲୋକଙ୍କ ସେବା କଲେ ପ୍ରକୃତ ରେ ନେତା କିମ୍ବା ନେତ୍ରୀ ହେଇ ପାରିବେ । ପ୍ରତିକୁଳ ପରିସ୍ଥିତି ରେ ଅନ୍ୟକୁ ଦୋଷ ଦେଇ ନିଜର ଅପାରଗତା ଲୁଚାଇ ପାରିବେ ନାହିଁ । ନିଜର ଆଖି ଖୋଲନ୍ତୁ, ସତ୍ୟ କୁ ମାନନ୍ତୁ, ପରାଜୟ କୁ ସ୍ବୀକାର କରନ୍ତୁ, ନିଜର ଦୁର୍ବଳତା କୁ ଖୋଜି ବାହାର କରନ୍ତୁ ଆଉ ତା ଉପରେ କାମ କରନ୍ତୁ । ଲୋକଙ୍କୁ ସାଥିରେ ନେଇ ଚାଲନ୍ତୁ ।