Rourkela Struggles with Potato Prices Above ₹50 : ଆଲୁ କେଜି ୫୦ ପାର...ଘିନବାରକେ ଡରୁଛନ୍ ଲୁକେ

แชร์
ฝัง
  • เผยแพร่เมื่อ 6 ก.ย. 2024
  • ରନ୍ଧାଶାଲେ ଆଲୁ ଥିଲେ ଆର ଡର ନାଇଁ ରହେ । ଆର କେନସି ପରିବା ନାଇଁ ହେଲେ ଚଲିଯିବା । ହେଲେ ଆଲୁ ନାଇଁ ହେଲେ ନାଇଁ ଚଲେ । ସେ ଧନୀ ହେଉ କି ଗରିବ । ସମଙ୍କର ରନ୍ଧାଶାଲେ ଆଲୁ ନିହାତି ଦରକାର । ହେଲେ ଏବେ ୫୦ ଟଙ୍କା ପାର କରଲାନ ଆଲୁ ରେଟ୍ । ବଜାରେ ଆଲୁ ଏବେ କିଲୋକେ ୫୦ ଟଙ୍କା ଉପରେ ବିକ୍ରି ହେଉଛେ । ଅଲଗା ପରିବା ରେଟ୍ ବହୁତ ଅଏଧକା ରହିଥିବାର ବେଲକେ ଆଲୁ ଟିକେ ବଚେଇ ଦେଇଥିଲା । ହେଲେ ଏବେ ଆଲୁ ରେଟ୍ ବଢବାରନେ ଲାଗିଛେ । ରାଉରକେଲା ସେକ୍ଟର ୧୯ ମୁଣ୍ଡା ମାର୍କେଟନେ ପରିବା ରେଟ୍ ଆର ଆଲୁର ରେଟ ରହିଛେ ଆକାଶ ଛୁଆଁ । ଏନ୍ତା ରେଟ୍ ବଢୁଥିବାର ଲାଗି ଚିନ୍ତାନେ ଏବେ ରାଉରକେଲାବାସୀ ।
    For more such updates, please Like, Comment, and Share our videos and Subscribe to our TH-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    TH-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #PotatoPriceHike #Rourkela #FoodInflation #VegetablePrices #RisingCosts #OdishaNews #ConsumerAlert #MarketTrends #EconomyUpdate #LocalNews

ความคิดเห็น • 1

  • @dha6152
    @dha6152 หลายเดือนก่อน

    Modi modi kara Gujarat ru aalu aasiba odisha ku. Shasta re miliba