ଗାୟିକା ଉର୍ମିଳା ସାହୁ ଙ୍କ ଲଢେଇ ପାଲା (ସମ୍ପୂର୍ଣ୍ଣ ଭାଗ) || Full Ladhei Pala By Gayika Urmila Sahoo | PALA
ฝัง
- เผยแพร่เมื่อ 9 ต.ค. 2023
- ଗାୟିକା ଉର୍ମିଳା ସାହୁ ଙ୍କ ଲଢେଇ ପାଲା (ସମ୍ପୂର୍ଣ୍ଣ ଭାଗ)
Gayika Urmila Sahoo Pala
Ladhei Pala
Darshan Creatives
ANTI-PIRACY WARNING
This content is Copyright to DARSHAN CREATIVE'S .Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
2021 All copyright reserved with "DARSHAN CREATIVE'S"
#gayikaurmilasahoo
#urmilasahoobadipala
#ladiesbadipala #darshancreatives
#ladheipalagayikaurmilasahoo
#odiapala #pala #ladiespalacomedy
#odiapalaurmilasahoo - บันเทิง
ହେ, ଗାୟିକା ମହାଶୟ। ଆପଣଙ୍କ ପାଲା ପରିବେଷଣ ଅତ୍ୟନ୍ତ ମନମୁଗ୍ଧକର। ତେଣୁ ମୁଁ ସବୁବେଳେ ଆପଣଙ୍କ ପାଲା ଦେଖେ। ଜଗନ୍ନାଥଙ୍କ ପାଖରେ ମୋର ବିନମ୍ର ପ୍ରାର୍ଥନା ଆପଣଙ୍କୁ ଓଡ଼ିଶାର ଶ୍ରେଷ୍ଠ ପାଲା ଗାୟିକା ମାନ୍ୟତା ମିଳୁ। ଜୟ ଜଗନ୍ନାଥ।
Spppppppppppppqq
@@JyotirmayeePatra-zi6vw❤😂🎉😢😮😅😊
ଅତି ସୁନ୍ଦର ପରିବେଷଣ ଗାୟିକା ମହାଶୟା, ଭଗବାନ ଆପଣଙ୍କୁ ଆହୁରି ଆଗକୁ ନିଅନ୍ତୁ, ଜୟ ଜଗନ୍ନାଥ,
ଜୟ ମା କାଳୀ,,,, ପରିବେଷଣ ବହୁ ଉଚକୋଟୀର ଥିଲା,,, ସତ୍ୟ ନାରାୟଣ ମହାପ୍ରଭୁ ଆଶ୍ରିବାଦ ରଖିଥାନ୍ତୁ,,,,,,, ଜୟ ମା କାଳୀ,,,
ମୋ ସୁନା ଭଉଣୀ ମାନଙ୍କୁ ବିନମ୍ର ଅନୁରୋଧ ଯଦି କୌଣସି ପୁରାତନ ପବିତ୍ର ଶ୍ରୀକୃଷ୍ଣଙ୍କର ମହିମା ଅପାର କୃପା ଥା ଉ🌹🙏🌹🙏🌹🙏🌹🙏🌹🙏🌹🙏🌹🙏❤🌹❤🌹🙏🌹🙏🌹🙏🌹🙏🌹🙏🌹🕉️❤️🕉️❤️🕉️❤️🕉️❤️🕉️❤️💩🌹💩🌹💩🌹💩🌹💩🌹💩🌹💩
ବହୁତ ସୁନ୍ଦର ପରିବେଷଣ, ଜୟଶ୍ରୀ ସତ୍ଯ ନାରାୟଣ ସା଼ମୀଙ୍କରଜୟହେଊ
ଅତି ସୁନ୍ଦର ଶିବ ପଞ୍ଚରତ୍ନ ଆଳାପ
କୋଉ ପାଲା ଗାୟକ ପୁରା ପରିବେଷଣ କରୁନାହାନ୍ତି
ଅତି ସୁନ୍ଦର ପରିବେଷଣ ମୁଁ ସବୁ ep ଦେଖେ
ଆପଣଙ୍କର ପରିବେଷଣ ଅତି ସୁନ୍ଦର ଓ ଆକର୍ଷଣୀୟ ଉଦାହରଣ ସହିତ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କୁ
ସୁନ୍ଦର ପରିବେଷଣ ଉର୍ମିଳା ମାଡ଼ାମ୍
ସଂପୂର୍ଣ୍ଣ ପାଲା ଅପ୍ ଲୋଡ କରିଥିବାରୁ ଧନ୍ୟବାଦ୍।
ବହୁତ ସୁନ୍ଦର ପରିବେଷଣ ପାଲା
ଗାୟିକା ମହାଶୟା 💐💐💐💐
ଅତି ସୁନ୍ଦର ପରିବେଷଣ
ଉତ୍କଳ କଳା ସାହିତ୍ୟର ଜୟ ହେଉ
ବହୁତ ସୁଦର୍ଶନ ପାଲା❤😊
ବହୁତ ବଢିଆ ଲାଗିଲା
ଲେଖା ବହୁତ ବଢିଆ ହେଇଛି
I salute you my sister.You are really blessed.The blessings of Goddess of knowledge,Maa Saraswati, is upon you. I wish you all the very best.
କୋଟି କୋଟି ପ୍ରଣାମ ମା ❤️❤️❤️❤️❤️🌹🌹🌹🌹🌹ମା ଆମ ବାପା ମା ଆଜ୍ଞା ମହାନ ଲୋକ ପ୍ରଭୁ ସତ୍ୟ ସତ୍ୟ ତିବର ସତ୍ୟ ମା
ଜୟ ଜଗନ୍ନାଥ।
ଆପଣଙ୍କ ଗାୟନର ସୁମଧୁର ଲାଳିତ୍ଯ
ସ୍ପଷ୍ଟ ଶବ୍ଦ ଉଚ୍ଚାରଣ ସୁମଧୁର ପରିବେଷଣ
ଅମ୍ଳାନ ରହୁ
ଅଶେଷ ଅଶେଷ ଧନ୍ୟବାଦ୍
ଜୟ ଜଗନ୍ନାଥ ସ୍ଵାମୀ ମହାପ୍ରଭୁ
ଅତି ସୁନ୍ଦର ପରିବେଶଣ ପାଲା
ଅତି ସୁନ୍ଦର ପାଲା ଭଉଣୀ ଉର୍ମିଳା ସାହୁ No1 ଗାୟିକା 👍👍👍👍
Ete gyana ..apana nka pada tale pranam
ମା ଉର୍ମିଳାଙ୍କ ଶରୀରତତୋ ଉପରେ ଆଧାରିତ ବର୍ଣ୍ଣନା ଅତି
ସୁନ୍ଦର। ଜୟ ଜଗନ୍ନାଥ ଆର୍ଶୀବାଦ
ସଦା ସର୍ବଦା ରହିଥାଉ। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏 ସବୁ ତାଙ୍କର ଇଛା। ଇଛା।
Really Praiseworthy
Commendable
ପାଲା ଶୈଳୀ
Atti sunder pala Jay shree jagannath
ଇଶ୍ବର ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ ଏମିତି ସୁନ୍ଦର ବିଷୟ ପରିବେଷଣ କରି ସମସ୍ତ ପାଲା ଦର୍ଶକ ଓ ଶ୍ରୋତାମାନଙ୍କ ହୃଦୟ ଜିଣୁ ଥାଆନ୍ତୁ ।
। ଜୟ ଜଗନ୍ନାଥ ।
ଖୁବ୍ ସୁନ୍ଦର ପରିବେଷଣ 🎉🎉❤
ସୂଦରପାଲା
ଵହୁତ ସୁଂଦର.
ଜୟ ଜଗନ୍ନାଥ 🙏 ଅତି ସୁନ୍ଦର ପରିବେଷଣ 👌
Jayaho,ma,mama,,jayaho apki,narayanadeb,Katha,AR jayaho,apaki,Narayana,, darabara,savha,ko,koti,koti,naman,AR,vhai,behn,namanjaya,horadhe,radhe,naman,jayasrihari,namana
ଉର୍ମିଳା madam ପାଲା ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି
Nombre
Thank s sister mind blowing palah,you are great 👍
ଆପଣଙ୍କ ପାଲା ଅତି ସୁନ୍ଦର
ଅତି ସୁନ୍ଦର ପରିବେଶଣ। ମନ ମୁଗ୍ଧ ହେଇଗଲା।
ମୂଁ ଆପଣ ଙ୍କର ଏଇ ଗୋଟିଏ ବିଷୟକୁ ପାଞ୍ଚ ଥର ଦେଖିମଧ୍ୟ ଆହୁରି ଦେଖି ବାକୁ ଇଛା ହେଉଛି ଏତେ ସୁନ୍ଦର ପରିବେଷଣ ମନକୁ ବାନ୍ଧି ରଖିଲା ଭଳି ପ୍ରାଞ୍ଜଳ ପରିବେଷଣ ମୂଁ ଠାକୁର ଙ୍କୁ ଡାକୁଛି ଆପଣ ଏମିତି ପାଲା ଶୁଣେଇ ଆମକୁ ମୁକ୍ତି କରନ୍ତୁ ଅଶେଷ ଅଶେଷ ଧନ୍ୟବାଦ ଜୟ ଶ୍ରୀ କୃଷ୍ଣ 🙏🙏🙏🙏
ବହୁତ ସୁନ୍ଦର ପାଲା..... ପ୍ରଥମେ ବାବାଙ୍କ ଶ୍ଳୋକ ପରିବେଷଣ ମନ ମହୀନେଉଛି.... 🙏🙏🙏🙏🙏👍
Jay. Jagannath. Ati. Sundar. Pala.. Didi
Excellent 👌👌
Dhanyvad super MALu,,Thakuro again katu 😊😊🎉🎉🎉🎉❤❤❤❤❤
ଜୟ ଶ୍ରୀ ରାମ, ପାଲା ଗାୟକ ମହାଶୟା
ସୁନ୍ଦର ଭାବରେ ପରିବେଷଣ କରୁଥିବା ସତ୍ତ୍ବେ ମୁଁ ନିଜକୁ ଧନ୍ୟ ମନେ କରୁଅଛି ।
Ati sundar pala urmila bhouni
Bhagaban ku dakuchi A bhali sabu dina pala karuthantu
🙏🙏🙏🙏🙏ସୁନ୍ଦର ପାଲା ପରିବେଷଣ 🙏🙏🙏
Nice ପାଲା.Best ଗାୟିକା. Thanks you ଦିଦି.
Very nice odiapala
jay jagannath , sundar sabda r sanjojana kari gauchhanti , bahut bhala lagila
Excellent performance,Urmila sahoo
Thanks, good performance of pala
Sundar paribesan ouramila sistar bahuta bahuta dhanya bada mahima alekha mangal karnthu samastaa sathi ku
Bht badhia paribesana didi
Very..good.pala❤❤❤❤❤sundra🎉🎉🎉🎉❤❤❤❤❤❤❤
Sundar ati sundar pala jai jagannatha
Jay Guru swami 🙏
Sundar pala pratham thhar dekhili Jay jagannath
Bahut sunder paribesan
Ati Sundar paribeshan jagataranatha jagannath ahuri gyana diantu a kana suniba
Apananka ehi pala ra bishaya bastu bahuta bhala heichi.
Dayakari aapana ajambida upakhyana, aau gajaudharana ra full pala paribesana kale adhuna upakruta heba (ite Aapana nkara pala darshakapremi Santosh kumar Nayak aau mora paribara brunda
Jai Shree Radhe . Jai Shree Jagannath . Jai Shree Thakur Abhiram Paramhans Dev
ବହୁତ ସୁନ୍ଦର ଲେଖା 🙏🌹ପରିବେଷଣ ବଢ଼ିଆ 🙏🌹
Bahut sundara paribesa a urmila mahasayankara Jai sri krishna
Bahut sundar .God bless ur team
Your odia pala is the best
Nice voice 🎉✨
Madam pala ati sundar🎉🎉😮
ଜୟ ଜଗନ୍ନାଥ ସ୍ୱାମୀ...
ସୁନ୍ଦର ପରିବେଷଣ
Excellent 🎉🎉🎉❤
Thanks 🤗
Sister urmila, you have exhibited the most beautiful palah program that I have ever learnt.Most beautifully Expressed
... Many many thanks.. All my best wishes..
Very nice pala with Bhagabat flavour.Ater a long time watch this high standard. Hope will get a chance to see when will be in India. Thank you...
Khubsundar beautiful pala
Bahut sundar apankara pala jete dekhile bi mana bharuni ❤❤❤
Apanku mora 🙏🙏🙏
ସୁନ୍ଦର ପାଲା ପରି ବେଷଣ 👍👍👍👍
Ati sundar❤
ଗାୟକ ଏବଂ ପାଳିଆ ଅତି ସୁନ୍ଦର ଭାବରେ ପରିବେଶ କରୁଛନ୍ତି ଧନ୍ୟବାଦ ଜଣାଉଛି ,ଜୟ ଜଗନ୍ନାଥ
Jay shree saneidev maharaj ki jai ho 🙏🙏🙏
Excellent.
Sister congratulation ATI sunder paribasan thanks
ଅତି ସୁନ୍ଦର ପାଲା ❤ ,,, ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏🙏🙏
ଆପଣ ଙ୍କୁ ଧନ୍ୟବାଦ୍ ଯେ ହେତୁ ଭଗବାନଙ୍କ ନାମ ଜପିବାକୁ ସଚେତନ କରାଇବା ପାଲା ଗାଇ ଲେ
Good
ଉର୍ମିଳା ଭଉଣୀ ଙ୍କୁ ମୋର କୋଟି କୋଟି ପ୍ରଣାମ ବହୁତ ଭଲ ପରିବେଷଣ କରୁଛନ୍ତି 🙏🏽🙏🏽🙏🏽🙏🏽🙏🏽
Very nice Urmila madam 🎉🎉🎉🎉🎉
Namaskar sundar pala 🙏🙏🙏🙏🙏
Maa tuma pala bahut vala lage
Thank you to Gayeeka Madam for her Pala paribeshan,God bless you
Voice acting sabu super nice pala kintu sampurna up load karithibaru mu khusi aagaku emiti sampurna load karibe angya
Haribola,haribola,ma
👌👌👌👌👌ati sundar ❤❤❤❤❤ Jay jagannath 🙏🙏🙏
Jay Jagannath ❤❤❤
Very good pala
ମୋ ସୁନା ଭଉଣୀ ସୁନ୍ଦର ପାଲା
ଉପାଶତ୍ତାପନା କରିଛନ୍ତି ଆହୁରି ସୁନ୍ଦର ଲାଗିଲା ଝୁଲରେ ଝୁଲ ନିତାଇ ଭଜନ ଗାଈ ନଦିଆ ଟି କଲେ ❤️❤️❤️🙏🙏🙏
Bahut Sundar pala ❤❤❤
Very very good bhae and didi Jay jagannath swami
ବହୁତ ସୁନ୍ଦର ପାଲା ପରିବେଷଣ କରୁଛନ୍ତି ଗାୟିକା ମହୋଦୟା ଧନ୍ୟବାଦ 🎉🎉🎉👌🏻👌🏻💕💕
Jay Jagannath 🙏🏽🙏🏽🙏🏽🙏🏽
Beautiful
ଅତି ସୁନ୍ଦର ,,,ବହୁତ ଧନ୍ୟ। ଧନ୍ୟ
I like you your pala.
Very beautiful 👌 voice ❤
❤❤ ଅତି ସୁନ୍ଦର
ଅତି ସୁନ୍ଦର ଉପସ୍ଥାପନା, ଉଚ୍ଚ କୋଟୀର ପରିବେଷଣ
ଜୟ ଜଗନ୍ନାଥ ଜୟ ଶ୍ରୀ ରାଧେ ରାଧେ
1:06:59 1:07:03
ଅତି ସୁନ୍ଦର 👌👌👌ଜୟ ଜଗନ୍ନାଥ 🙏🙏🙏
Bhauni tuma kanthare Saraswati basirhantu . Bhagabana tumaku dirghayu karantu .