ବର୍ଷା ଦିନିଆ ସୁନ୍ଦର ଗହଗା ଗାଁ ପାଚିଲା ତାଳକୁ ବାଇ ଚଢେଇ ବସା 🪹 l Gahaga Village l Pachila tala
ฝัง
- เผยแพร่เมื่อ 20 ต.ค. 2024
- ବର୍ଷା ଦିନିଆ ଗହଗା ଗାଁ ପାଚିଲା ତାଳକୁ ବାୟା ଚଡେଇ ବସା 🪹 l Gahaga Village l Pachila tala
#gouranganayakodiavlogs
#villagelife
#ruralodisha
#eating
#odiafoodvlogs
#pachilatala
#bayachadeibasa
#bayachadei
#bhajana
#odiavlogs
#ruralindia
#river
#landscape
#weaverbird
ଯାହା ହେଉ ଏତେ ଦିନ ପରେ ଶଗଡ଼ ଗାଡ଼ି ଦେଖିବାକୁ ମିଳିଲା । ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏
ଆଜକୁ ଚାଳିଶି ବର୍ଷ ତଳେ ଶଗଡ଼ ଗାଡ଼ିରେ ନବ ବିବାହିତା ବୋହୂ ମାନେ ଶାଶୁ ଘରକୁ ଆଶୁ ଥିଲେ ଦିନ ଆସିବ ଆମକୁ ପୁଣି ସେହି ଶଗଡ଼ ଗାଡ଼ିକୁ ଫେରିବାକୁ ପଡିବ ବର୍ଷା ଦିନିଆ ଆକାଶ ର ସୁନ୍ଦର୍ ରୂପ ଆଜିର ବ୍ଲଗ୍ କୁ ଅତି ସୁନ୍ଦର କରି ଗଢି ତୋଳି ଥିଲା ଜୟ ଜଗନ୍ନାଥ ଭାଇନା 🎉🎉🎉
ବହୁତ ଦିନ ପରେ ଶଗଡ ଗାଡି ଦେଖିବାକୁ ମିଳିଲା ଗୌରଙ୍ଗ ଭାଇ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏
Sagada gadi dekhi bhuta khusi lagila
ଯାହା ହେଉ ଦୀର୍ଘ ଦିନ ପରେ ଶଗଡ଼ ଗାଡ଼ି ଟିକିଏ ଦେଖିବାକୁ ମିଳିଲା..ବହୁତ୍ ଖୁସି ଲାଗିଲା ସେ ଗାଡ଼ି ଦେଖିକି..ପିଲାଦିନ ମନେପଡିଗଲା..👌👌👌👌🥰🥰
ସତରେ ସାର ଆପଣଙ୍କ ଗାଁ ପରିବେଶ ମତେ ବହୁତ ଭଲଲାଗେ
ବହୁ ଦିନ ପରେ ଶଗଡ଼ ଗାଡି
ବିନା ଇନ୍ଧନରେ ଯାଉଛି ମାଡି
ପିଲା ଦିନ କଥା ପଡୁଛି ମନେ
ସବୁ ସ୍ମୃତି ନାଚେ ମନ ଅଙ୍ଗନେ
ମଉସା ବହୁତ୍ ସୁନ୍ଦର ଗୀତ ବୋଲିଲେ.. ତାଳ ଗୁଡ଼ିକ ଖୁବ୍ ସୁନ୍ଦର ଦେଖା ଯାଉଚି.. ତାଳ ରେ ତିଆରି ପୋଡା ପିଠା 😋😋😋😋👌👌 ବାଇ ଚଢ଼େଇ ବସା..👌👌🥰🥰
ଓଃ ହୋ କି ଆନନ୍ଦ ସେ ଦୃଶ୍ୟ ଶଗଡ଼ ଗାଡ଼ି ଆଉ ପାଚିଲା ତାଳ ଧରି କବୁଆ ଭାଇ ର ସେ ପ୍ରଥମ ଦୃଶ୍ୟ ଖୁବ ଆନନ୍ଦ ମୟ
ଜୟ ଜଗନ୍ନାଥ 🙏
ବର୍ଷା ଦିନ ରେ ସବୁଜ ଜୀମା ମୋ ଗାଁ, ଖୁବ ଆନନ୍ଦ
ସମସ୍ତେ ନିଜ ଗାଁ ପରିବାର କୁ ନେଇ ହସି ଖୁସି ରେ ଜୀବନ ବିତାଇ ରୋଜଗାର ସହ ସୁସ୍ଥ ରହିବା ନିହାତି ଆବଶ୍ୟକ,
🙏🙏🙏
Jay Jagannath sir
ବାଃ, କି ସୁନ୍ଦର ଦୃଶ୍ୟ । ମେଘୁଆ ଆକାଶ, ତାଳ ଗଛରେ ବାଇ ଚଢେଇ ର ବସା, ବର୍ଷା ଦିନ ର ଟୁପୂର୍ ଟୁପୁର ବର୍ଷା। ଖୁବ୍ ସୁନ୍ଦର ।
Who said Budhia vai is not high educated ....He is the person of knowledge not less than a Great Philosopher ❤❤❤.
ବହୁତ ଭଲ ଲାଗିଲା କେହି ଜଣେ ଭାଇ ଶଗଡ଼ ବ୍ୟବହାର କରୁଛନ୍ତି ଆଉ ବଳଦ ବି। ନହେଲେ ଆଜିର ଯାନ୍ତ୍ରିକ ଉପକରଣ ଯୋଗ ରେ ବଳଦ ଗାଁରୁ ଖୋଜିଲେ ବି ପ୍ରାୟ ମିଲିବେନି।
Apana nka video satare bohut bhala laguchi..apana nka video dekhile jete tension re thile b mana khusi heijae...Jay Jagannath 🙏
Jay shree jagannath
Bahut sundar video 🎉🎉
ଖୁବ୍ ଭଲ ଲାଗିଲା ଧନ୍ୟବାଦ୍ ଗୈାରାଙ୍ଗ ବାବୁ। ଜୟ ଜଗନ୍ନାଥ 🙏🙏🙏
Bahut sunder lagila video
ଏବେ ବି ଆମ ଗାଁ ରେ ଶଗଡ଼ ଗାଡି ଅଛି ବିଲ କାମରେ ବ୍ୟବହାର ହଉଛି ⭕️‼️⭕️ଜୟ ଜଗନ୍ନାଥ 🙏🙏🙏
Taala peetha badhia lage bhai👌👌👌
ଓଃ... Thumb ନେଲ ର ଦୃଶ୍ୟ ଅତି ସୁନ୍ଦର
ହାତ ଦିଟାକୁ ତାଳ ତିନିଟା
ତା ପରେ କହୁଛ ଏଇଟା ଉଠା
ବିନା ଖାଦ୍ୟେ ଆଜି କାବୁଆ ଭାଇ
ଖିଲେ ପାନ ଯାହା ବଳ ଯୋଗାଇ
ବାଇ ଚଢେଇର ଆସେ କି ଯାଏ
ବା' ହେଲେ ବସା ଦୋହଲୁ ଥାଏ
😄😃❤️💚
Bhai apnaka paribesa ati sundar
Nice Video athire sagada gadi dekhibaku milila Thanks Talapodapithha bahuta bhala Lage🙏👍❤️❤️✌️
Jai shree jaganath Bhai
କାବୁଆ ଭାଈ କୁ ପ୍ରତିଦିନ ଆଣନ୍ତୁ
Bahut Bhala lagila......
Tala kakara sabuthu test 😋😋barsa dine Village ra drushya bahut sundar.jay jagannath 🙏🙏
Gouranga Bhai jay jaganath.
Sundar village vlog 💖
satare sir apananka goan poribesa bahut bhala lage
Jay Jagannath sir bahuta barsa pare sagada gote dekhibaku milila
Jay shree jagannath 🙏🙏 aakhi pabitra hei gala sagada gadi dekhiki
ଜୟ ଜଗନ୍ନାଥ 🙏🙏🙏🙏🙏
Amazing video bhai ❤❤
Bhai tume ashner grober founder of bhart pe bhalia dekha jaucha😎
Rati 10 ru 12 pakha pakhi helani.... Apananaka video dekhi bahut maja laguchi
Jay Jagannath 🙏 bahut sundar blog 👍😊💖
JAY JAGANNATH SIR
NICE VIDEO
Jai jagannath swami ❤️👍🙏🏾 dhanyawad you,aji ama ghare tala pitha heichhi,At Hyderabad
Jaya jagannath sir ❤❤❤
Jay Jagannath...
jay jagannath sir❤❤❤❤
Jay jagannath swami nayana path grami bhava tume🙌👏 🙏🙏🙏🙏🙏🥥💐
Keep it up🙏🙏🙏🙏🙏🙏🙏🙏🙏🙏🙏. Jai jagannath prabhu.
Jai jagannath
Lovely vlog
Beautiful village life God bless you
Jay jagannath sar
Jay jagannath bhai🙏
ଯାହା ହେଉଁ ଏତେ ଦିନ ପରେ ଶଗଡ ଗାଡି ଦେଖିବାକୁ ମିଳିଲା ।ଅତି ସୁନ୍ଦର ଭିଡିଓ ।
ଶଗଡ଼ ଗାଡ଼ି ଦେଖି ମନ ବହୁତ ଭଲ ଲାଗିଲା ଭାଇ 😊😊
Bahut der dikhaiye
Jay jagannath
ସାର ଜୟ ଜଗନ୍ନାଥ କାବୁଆ ଭାଇ ଜୟ ଜଗନ୍ନାଥ ସାର ପାଚିଲା ତାଳ ପିଠା କଲେ ବହୁତ ଭଲ ଲାଗିବ ସାର କାବୁଆ ଭାଇ କି ଖାଇବାକୁ ଦିଅ ବୋହୁତ ଦିନ ପରେ ଭିଡିଓ ଆସିଲେ ❤❤❤
Jay Jagannath 🙏 🙌
Jay jagannath Bhai namaskar God bless you ❤❤❤❤❤
Very very nice video sir 🥰🙏🙏🙏🙏
ଜୟ ଜଗନ୍ନାଥ ସାରେ
ଶଗଡ଼ ଟିଏ ଦେଖି ଖୁସି ଲାଗିଲା. ତାଳ ପିଠା ବନେଇବା ଦେଖେଇବ ଭାଇ. ଚଷମା ଵାଲା ଦାଦା ବହୁ ଦିନ ରୁ ଭିଡ଼ିଓ ରେ ଆସୁନାହାନ୍ତି.
ଜୟ ଜଗନ୍ନାଥ ଭାଇ 🙏🏼🙏🏼
Jay jagannath sir 🙏🏻
ଜୟ ଜଗନ୍ନାଥ sir
Kabua bhai bhout vala pila ❤
Bika bhai prabhu Kan bada Bhakta jane tankara bhajan ru prabhu Kan prati tanka shardha ra bada pramana mile , apanakara sabu gaan loka ku prabhu Jagannath vhlare rakhantu , Jai Jagannath 🙏🏻❤️
Jay jagannath🙏🙏🙏🙏🙏 sir❤❤❤❤❤
Jay jagannaath
Jay jaganntha
Jay jagannath sir🙏
ଇଂରେଜ ଅମଳର ପୋଲ / ସୁଉଚ୍ଚ ପ୍ରଶାସନିକ ଭବନ ଗୁଡିକର ମାନ ଶ୍ରେଷ୍ଠ।
ଆଜି କାଲି ପ୍ରଚୁର ପରିମାଣରେ ପିସି ପ୍ରଦାନ ପରେ ବଳିଥିବା ଅର୍ଥରେ ତିଆରି ରାସ୍ତା/ସୌଧର ଗୁଣବତ୍ତା ଅତି ନିମ୍ନମାନର / ସ୍ଥାୟୀତ୍ବ ଅଳ୍ପ।
Jay jagannath 🙏🙏🙏🙏bhai❤❤❤❤
Ja hou bhai tame sabubele lokanku khaibaku dabaku bhala paucha, jagannath mangal karantu.
Nice video sir
Jay Jagannath 🙏🙏🙏 God bless you Sir 🙏🙏
ଉପରୁ ପଡ଼ିଲା ଟୋକା ଟିଏ/ତା ମୁଣ୍ଡରେ ଟୋପି ଟିଏ . କିଏ କହିପାରିବ ଏହାର ଉତ୍ତର comment .
ବହୁତ ସୁନ୍ଦର ଲାଗିଲା video..ବୁଦ୍ଧିଆ ଭାଈ ତମେ ବୋଲବମ ଯାଆନ୍ତି ନି କି..
Jay shree Jagannath bhai 🙏
Nice vlog
Awesome vlogs & jai jagannath & village place awesome & sweet family👪 & awesome singing🎤 & so funny budhia Bhai
Jay jagannath sir
Sir luna nadi barsha 🌧️ season re b pani pura pariskar dekhajauchi Luna nadi r pani sabubele emiti safa ruhe ki?
Abhinandan Bhai bahut sunder apankar katha kahibar sali
Kabua bhai sabu bele khaile budhia bhai super katha kahile
Sir namaskar sabu bele video dekhuchi aga vali fast dekhi paruni sethi pani bodhe mo comment padhu nahanti .....mo deha tk asusta thila kohu thile abe vala hei gala ni subidha dekhi jebe veti baki apanku
❤❤ ଛୋଟ ମୋର ଗାଁ ଟି
Two episode morning and night plz
Jay Guru Gouranga Sir🎉
Very Good
କଥା ସାଥେ ନଥା..ଢଗ ଧମାଳି
ପୋଥି ପୁରାଣରୁ ନଥି ଓଗାଳି
ଭାଷା ସାହିତ୍ୟକୁ କରେ ରୁଦ୍ଧିମନ୍ତ
ବୁଦ୍ଧିଆ ଭାଇ ସେ ମଠ ମହନ୍ତ ❤️
😄🤪🤣
Kabua bhai favourite mor❤
Sir please come to ghatagaon
🙏❤️
❤ jai jagannath ❤
Jay Jagannath 🙏🙏 bhi
Bhai jay jagannath. Mesha rashi re bela kemiti chalichi kahibe ki????
Jaha hou sir.apana bhuli nahanti mote bohut khusi laguchi 😢😢 apanka video na dekhile nida habani ta mote au prithibi pralya hei gale be mu sabudin sabu video dekhibe
Nana gaon maja kete sundara kahila ebe kintu kichhi kichhi loka achhnti semane prakruti kharap auu kabua bhaira khaiba bhala ta se bhala ❤❤❤❤❤❤❤❤❤ jay Jagannath
Very nice
Gain ra neutral sin👌👌🙏🙏
Jay jaganath gouranga Bhai ❤❤❤❤❤❤❤❤❤❤❤
କାବୁଆ ଭାଇ ଗୁଡ଼ାଏ ତାଳ ସଂଗ୍ରହ କଲେ, ତା ସହିତ ପିଆଜି ଆଉ କଷା ର ଆନନ୍ଦ ନେଲେ, ବହୁତ୍ ଦିନ ପରେ ଶଗଡ଼ ଦେଖିଲି, ଆଉ ତା ସହିତ ବୁଦ୍ଧିଆ ଭାଇ ଆଉ ଗଅନ ଭାଇ ସନ୍ଧ୍ୟା ଆସର କୁ ପୁରା ଫିଲୋସଫିକାଲ କରିଦେଲେ।
ଚା ପରଫେକ୍ଟ ଥିବ ନିଶ୍ଚିତ।
ଜୟ ଶ୍ରୀଜଗନ୍ନାଥ।
ଭାଇ ପ୍ରଣାମ।
ତୁମେ ଏମିତି ଜଣେ youtuber ଯିଏ କି ପିଲା ଦିନ ର ସ୍ମୃତି ସହ ଗାଆଁ ର ସେ ଅଭୁଲା ଅନୁଭୂତି ଆଉ ଗାଁ ଏବଂ ମଣିଷ ର ସମ୍ପର୍କ ପୁନର୍ଜୀବିତ କରିଦିଏ❤❤ମୁ ଭଦ୍ରକ ର ବାସିନ୍ଦା ଏବଂ କେନ୍ଦ୍ରାପଡ଼ା aul ରେ teacher ଅଛି