ବିସ୍ମୟ ଯୁବକ ଖୋଲିଲେ ଆଧୁନିକ କଳ୍କୀଙ୍କ ଗୁମର Malika Bachana Odia |Bhavisya Malika

แชร์
ฝัง
  • เผยแพร่เมื่อ 24 พ.ย. 2024

ความคิดเห็น • 59

  • @allhadinipatel1655
    @allhadinipatel1655 วันที่ผ่านมา +3

    ହେ ଭଗବାନ ଜଲଦି ଆପଣ ଜନ୍ମ ନିଅନ୍ତୁ au ଧରାଧାମ କୁ ରକ୍ଷା କରନ୍ତୁ କଳୁଷିତ ଲୋକଙ୍କ ଠାରୁ

  • @ଓଡ଼ିଆ-ସଂସ୍କାର-1
    @ଓଡ଼ିଆ-ସଂସ୍କାର-1 วันที่ผ่านมา +3

    Bahut sundar dhanyawad

  • @binodbiswal7558
    @binodbiswal7558 2 วันที่ผ่านมา +6

    ସୁନ୍ଦର ଉପସ୍ଥାପନ

  • @Ranjitkumarmalik6067
    @Ranjitkumarmalik6067 2 วันที่ผ่านมา +6

    ସଂପୂର୍ଣ୍ଣ ସତ୍ୟ ଅଟେ

  • @AjayaKumarSahoo-d8h
    @AjayaKumarSahoo-d8h 2 วันที่ผ่านมา +8

    ମୁଁ ଆପଣଙ୍କ ଭିଡ଼ିଓକୁ ନିୟମିତ ଦେଖୁଛି | ବହୁତ୍ ଭଲ ଲାଗୁଚି | ଶିଶୁ ଅନନ୍ତଙ୍କ ଉପରେ କିଛି ଭିଡିଓ କରନ୍ତୁ। ଆମେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବୁ|

  • @susantaojha3043
    @susantaojha3043 2 วันที่ผ่านมา +5

    Bahut badhiya explain 👍

  • @SuchitraJena-zn5xw
    @SuchitraJena-zn5xw วันที่ผ่านมา +2

    Mo ମନର ଭାବ କୁ ପ୍ରକାଶ କଲେ,ଧନ୍ୟବାଦ୍

  • @rubyswain5115
    @rubyswain5115 2 วันที่ผ่านมา +4

    Bahut sundar Katha 👍

  • @babulabarik7081
    @babulabarik7081 วันที่ผ่านมา +1

    JaysiyaRam🖐️🤚JayHanuman🖐️🤚🙏🙏Namonamo

  • @gokulchandra9249
    @gokulchandra9249 วันที่ผ่านมา +1

    ❤❤Jay jagannath

  • @shashankanayak7428
    @shashankanayak7428 23 ชั่วโมงที่ผ่านมา +2

    Correct debts

  • @UtsMts
    @UtsMts 2 วันที่ผ่านมา +3

    ରେ ମୁଢ଼ି ମାନବ
    ରେ ମୁଢ଼ି ମାନବ, ଭକ୍ତ ତାଲିକାରେ ନାଆଁଟି ଲେଖ ଆଉ ବେଳ ନାହିଁ ଚାହିଁଚୁ କିମ୍ପାଇ
    କଳି ସରି ଏବେ ସତ୍ୟ ଆସିବ......
    ଭକ୍ତ ତାଲିକାରେ ନାଆଁଟି ଲେଖ । ୦ ||
    ଦେଖୁ ଦେଖୁ ବିତିଯିବ ଆଉ କେତେ ଦିନ ଆରେ ଆଉ କେତେ ଦିନ ହେଉ ହେଉ ହେଇଯିବ ଧର୍ମ ସଂସ୍ଥାପନ ଆରେ ଧର୍ମ ସଂସ୍ଥାପନ ନେଡ଼ିଗୁଡ଼ ବୋହି, କହୁଣୀକ ଗଲେ
    ସେ ବେଳେ କି ଆଉ ଫେରି ଆସିବ.....
    ଭକ୍ତ ତାଲିକାରେ ନାଆଁଟି ଲେଖ || ୧ ||
    ଆମିଷ ଖାଦ୍ୟରୁ ତୁହି ଦୂରେଇ ରହିବୁ ଆରେ ଦୂରେଇ ରହିବୁ ମାଦକ ପଦାର୍ଥ ନିଶା ସବୁ ତୁ ଛାଡ଼ିବୁ ଆରେ ସବୁ ତୁ ଛାଡ଼ିବୁ ସାତ୍ଵିକ ଖାଦ୍ୟରେ ସାମ୍ବିକତା ବଢେ
    ଶରୀର ତୋହର ହେବ ପବିତ୍ର.......
    ଭକ୍ତ ତାଲିକାରେ ନାଆଁଟି ଲେଖ । ୨||
    ସତ୍ୟ ଶାନ୍ତି ଦୟା କ୍ଷମା ପ୍ରେମ ଆଚରଣ ଆରେ ପ୍ରେମ ଆଚରଣ
    ନିରନ୍ତରେ ଆଦୋରିବ ଏହି ପା
    ରତ୍ନ ଆରେ ଏହି ପା ରତ୍ନ
    ବେଳ ଥାଇ ଭକ୍ତି ବନ୍ଧକୁ ବାନ୍ଧିଲେ
    କଳିର ବନ୍ୟାରୁ ରକ୍ଷା ପାଇବ......
    ଭକ୍ତ ତାଲିକାରେ ନାଆଁଟି ଲେଖ || ୩ ||
    ଯାହାର ମହିମା ବ୍ରହ୍ମା ବୁଝନ୍ତିନି ଶିବ ଆରେ ବୁଝନ୍ତିନି ଶିବ ତାଙ୍କୁ କି ଚିହ୍ନିପାରିବ ଏ ଛାର ପାନନ ଆରେ ଏହାର ସାଇର ଭକତି ଓ ଭାବେ ଅନୁଭୂତି ରୂପେ
    ମାଧବ ହୁଅନ୍ତି ପାଖେ ପ୍ରକଟ.........
    ଭକ୍ତ ତାଲିକାରେ ନାଆଁଟି ଲେଖ । ୪ ||
    କଳିଯୁଗେ ଶ୍ରେଷ୍ଠ ନାମ ଅଟଇ ମାଧବ ଆରେ ଅଟଇ ମାଧବ ମାଧବ ଙ୍କ ନାମ ଧରି ସଂସାରୁ ତରିବ ଆରେ ସଂସାରୁ ତରିବ ମାଧବ ମାଧବ ମାଧବ ଭଜିଲେ
    ହେବୁ ତୁ ଭକ୍ତରେ ତାଲିକାଭୁକ୍ତ.........
    ଭକ୍ତ ତାଲିକାରେ ନାଆଁଟି ଲେଖ || ୫ ||

  • @BijayBijaylattanayak-nf3ge
    @BijayBijaylattanayak-nf3ge 2 วันที่ผ่านมา +3

    ୧୯୯୦ ରୁ କାଲି କାଲି.......

  • @SudamBariha-ck7ic
    @SudamBariha-ck7ic 2 วันที่ผ่านมา +3

    Jay jaganath Jay Pancha Sakha Malika satya satya 🙏🙏🙏🇮🇳

  • @BibhutiSharma-w9c
    @BibhutiSharma-w9c 2 วันที่ผ่านมา +3

    Thanks Nayak babu for yr presention

  • @Haribaba16
    @Haribaba16 2 วันที่ผ่านมา +3

    Right

  • @subratkar9583
    @subratkar9583 วันที่ผ่านมา +2

    Jai sita ram

    • @nayakrcreation
      @nayakrcreation  22 ชั่วโมงที่ผ่านมา

      ଜୟ ସୀତାରାମ 🙏

  • @lovelypandey9485
    @lovelypandey9485 19 ชั่วโมงที่ผ่านมา +1

    ଜୁହାର......

  • @Nabadhavhakti13
    @Nabadhavhakti13 2 วันที่ผ่านมา +4

    ମାଳିକା ଭାଇ ମୁଁ ସବୁ ମୁଖସ୍ତ କରି ସାରିଛି ମୋତେ ବି ଟିକେ ସୁଯୋଗ ଦିଅନ୍ତୁ ରଞ୍ଜନ ଭାଇ

    • @nayakrcreation
      @nayakrcreation  2 วันที่ผ่านมา

      ଆପଣଙ୍କ ଫୋନ ନମ୍ବର ଦିଅନ୍ତୁ ଆଜ୍ଞା

  • @KahnucharanNayak-f8i
    @KahnucharanNayak-f8i 2 วันที่ผ่านมา +3

    Jay Jagannath Jay Kalki

  • @smworld1984
    @smworld1984 2 วันที่ผ่านมา +2

    ଆମ ଧରାପୃଷ୍ଠ ବିନା ଭଗବାନ ରେ ଚାଲିଛି। ଭଗବାନ ଆସିବେ ଆସିବେ କହିକି ହଜାର ହଜାର ବର୍ଷ ବିତିଗଲା😅😅😅

  • @technogeek8006
    @technogeek8006 2 วันที่ผ่านมา +1

    Ho is kalke jaga ko daka sea pare Kari ba🎉🎉🎉🎉🎉🎉

  • @BijayBijaylattanayak-nf3ge
    @BijayBijaylattanayak-nf3ge 2 วันที่ผ่านมา +1

    ମୋ ଗାଁକୁ ଆସିଛି ମାଳିକା ବୁଝାଇବାକୁ ଅତ୍ୟୁତ ଓ ଅନନ୍ତ ।

    • @nayakrcreation
      @nayakrcreation  2 วันที่ผ่านมา

      ଆଜ୍ଞା ପ୍ରଣାମ 🙏ଜୟ ସୀତାରାମ 🙏
      ଆପଣଙ୍କ ଯୋଗାଯୋଗର ଠିକଣା ସହିତ ଫୋନ ନମ୍ବର ଦିଅନ୍ତୁ ଆଜ୍ଞା

    • @LuckyLipi
      @LuckyLipi 23 ชั่วโมงที่ผ่านมา

      Kahaku bujhaibe ? Nijaku chinhilani ?

  • @supravayoutube484
    @supravayoutube484 2 วันที่ผ่านมา +2

    ସତ୍ୟଯୁଗ ଆୟୁଷ କେତେ, ତ୍ରେତୟା ଯୁଗ ଆୟୁଷକେତେ, ଦ୍ଵାପର ଯୁଗ ର ଆୟୁଷ କେତେ

  • @amiyamishra7841
    @amiyamishra7841 2 วันที่ผ่านมา +3

    Kalki Ram janm jadi heinahati tahele a sruti rahichi kemete,

  • @mahapatramanaranjanboudh2263
    @mahapatramanaranjanboudh2263 5 ชั่วโมงที่ผ่านมา

    Bhai apana kalki khandagiri bisayare kichhi post karantu.

  • @AjayaKumarSahoo-d8h
    @AjayaKumarSahoo-d8h 2 วันที่ผ่านมา +3

    ରଞ୍ଜନ ବାବା ଆପଣଙ୍କ ଉପସ୍ଥାପନର ଶୈଳୀ ଟିକେ ନିଆରା

  • @BijayBijaylattanayak-nf3ge
    @BijayBijaylattanayak-nf3ge 2 วันที่ผ่านมา +2

    ଏବେ କଳୀରେ ସରକାର ( କେନ୍ଦ୍ର) ମୋର କଂସ ଦୁର୍ଯୋଧନ , ରାବଣ ସବୁ କିଛି |

  • @malikabichhara8835
    @malikabichhara8835 2 วันที่ผ่านมา +3

    ଏ ଟିକି ବାବା ଅତି ସୁନ୍ଦର ଭାବରେ ବାଖନ କରି ଅଛନ୍ତି କିନ୍ତୁ ଗୋଟେ କଥା ସତ୍ୟ କୁକୁର ର ଉପାଖ୍ୟାନ ଅତି ଉତ୍ତମ ବାକ୍ୟ 😂
    ସେ ଲେଖା ସେ ନିଜେ କହିବେ ନଚେତ୍ ତାଙ୍କ ନିଜ ଶିଷ୍ୟ ରାମଦାସ ବୁଝଇବେ ଆଉ ଅନ୍ୟ କେହି ନୁହେଁ।

  • @saratchandradas9573
    @saratchandradas9573 วันที่ผ่านมา +1

    ଆପଣ ମାଳିକା କୁ କିପରି ? ବୁଝି ଛନ୍ତି

    • @LuckyLipi
      @LuckyLipi 23 ชั่วโมงที่ผ่านมา

      Jaha tume bujhinathiba sarat babu

    • @nayakrcreation
      @nayakrcreation  22 ชั่วโมงที่ผ่านมา

      ଆପଣ ମାଳିକାକୁ କିପରି ବୁଝାଇ ପାରିବେ ??

  • @Krushnakar
    @Krushnakar 2 วันที่ผ่านมา +2

    bhai bhagabaan asibaar khabara kehi jani paribeni.siye tuma classmate nuhanti. Tanka asiba purbaru ye prakruti sabu kicchhi thik kari deithiba

  • @saratchandradas9573
    @saratchandradas9573 วันที่ผ่านมา +1

    ଆପଣ ସ୍ପଷ୍ଟ କଥା କହୁନାହାନ୍ତି କାହିଁକି

    • @LuckyLipi
      @LuckyLipi 23 ชั่วโมงที่ผ่านมา

      Tumaku tuma kasia pua bujhai nahin ki ?

    • @nayakrcreation
      @nayakrcreation  22 ชั่วโมงที่ผ่านมา

      କାରଣ ! ଦର୍ଶକହିଁ ଏହାର ଉତ୍ତର ରଖିବେ !

  • @baishnabcharansahoo9119
    @baishnabcharansahoo9119 2 วันที่ผ่านมา +1

    ଭିଡିଓ ଉପସ୍ଥାପନ କରୁଥିବା ନାୟକ ବାବୁ।
    ଆପଣ କେବେ ନିଜକୁ ପଚାରି ଦେଖିଛନ୍ତି କି?
    ଆପଣଙ୍କ ନାମ ଆଗରେ ନାୟକ ଲେଖା ଗଲା କାହିଁକି?
    କାହିଁକି ମିଶ୍ର, ତ୍ରିପାଠୀ, ରଥ, କର ଇତ୍ୟାଦି ନୁହେଁ?
    ମାଳିକା କେବଳ ଓଡ଼ିଶାରେ ଲେଖା ଗଲା କାହିଁକି?
    କାହିଁକି ବିଦେଶ ରେ ନୁହେଁ?
    ଯଦି ମାଲିକରେ ଭବିଷ୍ୟବାଣୀ ଲେଖା ଅଛି, ତାହାହେଲେ ତୃତୀୟ ବିଶ୍ୱ ଯୁଦ୍ଧ କେଉଁ ବର୍ଷ କେଉଁ ତାରିଖରେ ହେବ?

    • @LuckyLipi
      @LuckyLipi 23 ชั่วโมงที่ผ่านมา

      Sahu babu apana tike kahunahanty ? Ame janibu ?

    • @baishnabcharansahoo9119
      @baishnabcharansahoo9119 23 ชั่วโมงที่ผ่านมา

      @LuckyLipi ଧନ୍ୟବାଦ ଆଜ୍ଞା,ଭାରତରେ ୯୯ % ଅନ୍ଧ ଭକ୍ତ ଥିବା ସମୟରେ, ଓଡ଼ିଶାରେ ୯୯.୯୯ % ଅନ୍ଧ ଭକ୍ତ ଥିବା ଲାଗି,ଓଡ଼ିଆ ଲୋକ ମାନେ ଆଜି ଏପରି ଭୋଗୁଛନ୍ତି।
      ୧୧୭୮ ମସିହା ଠାରୁ ଓଡ଼ିଶାରେ ଜଗତର ନାଥ ଜଗନ୍ନାଥ, ଲକ୍ଷ୍ମୀ ଠାକୁରାଣୀ ତଥାପି ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା ଲାଗି ରହିଛି।
      ଆଗରୁ ଓଡ଼ିଆ ଲୋକ ଭୋକ,ଉପାସରେ ମରୁଥିଲେ।କିନ୍ତୁ ୨୫ ହେଲା ସରକାର ସବୁ ଯୋଗାଇ ଦେଉଛି ।
      ସାଢେ଼ ଚାରି କାରୋଡ ଓଡ଼ିଆ ଲୋକ ମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ଏ ସବୁ ଗଲା କୁଆଡ଼େ?
      ଜଗନ୍ନାଥ ଯଦି ସବୁ କରୁଛନ୍ତି,ତାହାହେଲେ ସରକାର ଗଣ୍ଡେ ଖାଇବାକୁ ଦେଇ ୨୫ ବର୍ଷ ଧରି
      ଶାସନ କରୁଛି କିପରି?
      ଏହା ଓଡ଼ିଆ ଲୋକ ବୁଝିବେ କେବେ?

  • @BijayBijaylattanayak-nf3ge
    @BijayBijaylattanayak-nf3ge 2 วันที่ผ่านมา +3

    ଅଚ୍ୟୁତାନନ୍ଦ ଦାସ ମୋତେ କହିଛି
    ଜ୍ୟୋତି ପରେ ଦିବ୍ୟ ଜ୍ୟୋତି ଅମଣ୍ଡଳ ସ୍ଥାନ
    ନିର୍ବାତ ମନ୍ଦିରରେ ବିଜୟ ଭଗବାନ ।
    ବିଜୟ ନାମରେ କଳ୍କୀ |

    • @binaymohapatra687
      @binaymohapatra687 20 ชั่วโมงที่ผ่านมา

      ମାଳିକା ଅଟଇ ମନା ଗଢା କଥା ,ମନ ରେ ଭୟ ଦିଅଇ । ମନୁଷ୍ୟ ମନରେ ଭୟ ସୃଷ୍ଟି କଲେ ,

  • @sanjayrout6607
    @sanjayrout6607 2 วันที่ผ่านมา +2

    Au kehi bujhi nahna malika jadi apananka channel kebala ai sirnku dekhantu jani nahnatni kahiba pura bhula

  • @saratchandradas9573
    @saratchandradas9573 วันที่ผ่านมา

    ଦୟାକରି କହିବେ କି କିଏ ? କହିଥିଲେ ୨୦୧୨ ମସିହାରେ କଳିଯୁଗ ଶେଷ ହେବ।

    • @LuckyLipi
      @LuckyLipi 23 ชั่วโมงที่ผ่านมา +1

      Tume kahila arjuni channelre madhab heuchi kalki .... Se kan kalki... Tume ebe kan chup basiala ... Aau camera agaku asuna....

    • @DurgaMadhab9
      @DurgaMadhab9 23 ชั่วโมงที่ผ่านมา +1

      ଶରତ ଭାଇ ତୁମ କୁ କିଏ କହିଥିଲା କାଶୀନାଥ ପୁଅ କଳ୍କୀ ବୋଲି ତ୍ରିବାର ସତ୍ୟ କରୁଥିଲା ଟିକେ ତା ଲଜ୍ୟା କର

    • @nayakrcreation
      @nayakrcreation  22 ชั่วโมงที่ผ่านมา

      କଣ ଆପଣ ପ୍ରଥମଥର ପାଇଁ ଶୁଣିଲେ କି ??

  • @dayasagardayasagar755
    @dayasagardayasagar755 วันที่ผ่านมา +1

    ମାହାଙ୍ଗା କେଶବଜେନା କୁ
    କିଛି ଅନ୍ଧ ବିଲୁଆ ଲୋକେ ପ୍ରଭୁ କହୁଚନ୍ତି

  • @mayadharRath
    @mayadharRath วันที่ผ่านมา

    Malika bisaya kichhi barsa band Kara jau.

  • @Krushnakar
    @Krushnakar 2 วันที่ผ่านมา +1

    Jadi tu jane baba tebe mora gote prasna tu kiye ,tora kama kan taha bujhi kama Kar.......

  • @BijayBijaylattanayak-nf3ge
    @BijayBijaylattanayak-nf3ge 2 วันที่ผ่านมา +2

    ମୋ ପାଖକୁ ଆସ ମୁଁ ବୁଝାଇ ଦେବି ।

    • @nayakrcreation
      @nayakrcreation  2 วันที่ผ่านมา

      ଆଜ୍ଞା ଆପଣଙ୍କ ଠିକଣା ଦିଅନ୍ତୁ

  • @ranjankumarswain6552
    @ranjankumarswain6552 2 วันที่ผ่านมา +3

    Right