"କୌଣସି ପୋଲିସ ଅଫିସର ଗୋଟିଏ ଦିନରେ ଖରାପ ହୋଇଯାନ୍ତିନି ,ତାଙ୍କ ଇତିହାସ ନିଶ୍ଚିତ ଥିବ " Bharatpur Case IIC

แชร์
ฝัง
  • เผยแพร่เมื่อ 11 พ.ย. 2024

ความคิดเห็น • 203

  • @nilakantha-f5z
    @nilakantha-f5z หลายเดือนก่อน +49

    ପୋଲିସ ତା କାମ କରୁନି ସବୁ district ତଦନ୍ତ କର ନୂଆ ସରକାର CM mohon sir please please request 🔥👊🔥👊

  • @motilaldash4645
    @motilaldash4645 หลายเดือนก่อน +59

    ମଦ ପିଇବା ଟା ଅପରାଧ କି? ଯଦି ଅପରାଧ ମଦ ବିକ୍ରୟ ପାଇଁ ଲାଇସେନ୍ସ ଦିଆ ଯାଉଛି କାହିଁକି? ଯଦି ଅପରାଧ ନୁହଁ ପୋଲିସ୍ ଏତଲା ଗ୍ରହଣ କରିବା ପରିବର୍ତ୍ତେ ହାଜତରେ ପୂରାଇ ଥିଲେ କାହିଁକି?

  • @liveforever6998
    @liveforever6998 หลายเดือนก่อน +37

    ଏହି iic ମାନଙ୍କ ପାଇଁ ଓଡିଶା ପୋଲିସ ବିଭାଗ ଦେଶରେ ବଦନାମ ହେଉଛି

    • @gorachandmohanty9806
      @gorachandmohanty9806 หลายเดือนก่อน

      what about those IPS officers,
      DCP, CP and DG Police who made him IIC, corruption all pervasive in Police has reached beyond tolerance level now. Surgery needs to be done from stop this ore else this situations will keep on repeating

    • @SilentGroup-l2v
      @SilentGroup-l2v หลายเดือนก่อน

      Amiti deshare bht bada case hauchi.... Nirvaya valia case v hauchi... Setebele army kuade jauchhii... Army jhia boli police ku ate blem karuchii..... First of all se jhia ra activity before complain is not justifiable... Aau se jhiara a valia behave se sabu video re..
      Sabu janapaduchi.... Only army jhia boli boli katha ate agaku gala.... Nahele kou army alga girls nka case re baharuchanti ba...

    • @SilentGroup-l2v
      @SilentGroup-l2v หลายเดือนก่อน

      Forr this case shameles army ra shameless activity.... Police ku ta loka sabubele kahuchhanti... Bt army v tara ijjat tale pakeidela..... Army jhia..... Jhia.... Aau sabu desh ra army pain kichi nuha..... Such a fool attitude shown by army

  • @PragnyaMohanty99
    @PragnyaMohanty99 หลายเดือนก่อน +16

    Thank you for correct opinion

  • @pptransport7046
    @pptransport7046 หลายเดือนก่อน +4

    ରାତ୍ରୀରେ ଏକାସାଙ୍ଗରେ ଚଢ଼ାଉ କରାଯାଉ ଦେଖିବେ ସମସ୍ତ ପୋଲିସ କାର୍ଯ୍ୟାଳୟ ରେ ନିଶାସକ୍ତ ଅବସ୍ଥାରେ କିଛିନା କିଛି ଷ୍ଟାପ ନିଶା ପାନ କରି ବସିଥିବେ ।

  • @JaiUtkalaMaa
    @JaiUtkalaMaa หลายเดือนก่อน +35

    ଜଦି ମଦ ପିଇବା ଏଡେ ବଡ ଅପରାଧ, ମଦ ଦୋକାନ ସରକାର ଖୋଲିଛି କାହିଁକି ମଦରେ ଗାଧେଇବାକୁ ନା ଲୁଗା ଧୋଇବାକୁ 😂

    • @hatimalisaha3287
      @hatimalisaha3287 หลายเดือนก่อน +2

      ବାଃ ଠିକ୍ କଥା

    • @DusmantanaikDusmanta
      @DusmantanaikDusmanta หลายเดือนก่อน +1

      Right

    • @diptisahoo4421
      @diptisahoo4421 หลายเดือนก่อน

      Are behipua doka na re poision bi milchu taku vi pie dia

    • @JaiUtkalaMaa
      @JaiUtkalaMaa หลายเดือนก่อน

      @@diptisahoo4421 ବିଷ କଣ ପିଇବାକୁ ବିକ୍ରି ହଉଛି ଓ ମଦ ମୂଷା ମାରିବାକୁ। ହଉ ତୁ ବିଷ ପିଇବେ ତୋ ମାଇପ ଖୁସି ହବ।

  • @PrabasiniSahoo-t8b
    @PrabasiniSahoo-t8b หลายเดือนก่อน +21

    Point to be noted sir

  • @jaykrishnadas1274
    @jaykrishnadas1274 หลายเดือนก่อน +27

    ପୋଲିସ ପ୍ରବଳ ରୁ ପ୍ରବଳ ଡ୍ରିଙ୍କସି କରୁଛନ୍ତି ସଚୁଟ୍ ପୋଲିସ ପ୍ରଶାସନ ଏଠି କେହିବି ଜଣେ ନାହାନ୍ତି

    • @Chittaranjan.143
      @Chittaranjan.143 หลายเดือนก่อน +1

      ହେଲେ ତମେ ଦେଇଥିଲ କି ବାବୁ ପୋଲିସ ଅଛି ବୋଲି ଓଡ଼ିଶା ଶାନ୍ତି ରେ ଅଛି,ନ ହେଲେ ବାଂଲାଦେଶୀ ଆସି ତମ ଘରେ କ'ଣ କରିଥାନ୍ତେ, ତଥାପି ପୋଲିସ କୁ ଘୃଣା, ମଦୁଆଣୀ କୁ ଟେକୁଛ,ଇଏ କ'ଣ ତା ସ୍ତ୍ରୀArmy କ'ଣ ଏତେ ମୁଣ୍ଡ ଖାଉଛି,ତମ ଘରେ ଯେବେ ଅସୁବିଧା ହେବ ପୋଲିସ ର ଗୋଡ଼ ତଳେ ପଡିବ ନିଜେ ସାର୍sir boli

    • @sanjayabehera4355
      @sanjayabehera4355 หลายเดือนก่อน +2

      Army Achanti Tame Banchi Ghare Shanti Re Soicha

    • @trilochanparida-l3s
      @trilochanparida-l3s หลายเดือนก่อน

      @@sanjayabehera4355 police murdabad

  • @SibanandaPrida
    @SibanandaPrida หลายเดือนก่อน +11

    ମା ଗିହା ପୋଲିସ୍ କୁ ମାର ଧରିକି ବହୁତ ହାରାମି ଏମାନେ।।।।

  • @motilalnayak1428
    @motilalnayak1428 หลายเดือนก่อน +13

    Right point sir

  • @KailashPadhan-pk3vk
    @KailashPadhan-pk3vk หลายเดือนก่อน +16

    Right sir

  • @saitutorial2984
    @saitutorial2984 หลายเดือนก่อน +28

    Good advocate

  • @anandamohakuda4943
    @anandamohakuda4943 หลายเดือนก่อน +7

    Good advice

  • @skjena5530
    @skjena5530 หลายเดือนก่อน +18

    ସେ ପୋଲିସ କୁ ବାନ୍ଧିବା ଦରକାର

    • @ANS456dghjdd
      @ANS456dghjdd หลายเดือนก่อน

      fake jurge 🤣

  • @SPD1206
    @SPD1206 หลายเดือนก่อน +9

    ସମସ୍ତେ ଅପେକ୍ଷା କରିଥା, ଶେଷରେ ଫଳ ବାହାରିବ ------
    କୋଲକାତା କେସ କଣ ହେଲା????
    ତଦନ୍ତ ରିପୋର୍ଟ ନିଉଜ ଚାଁନେଲ କଣ ଦେଖେଇଲେ ଜଣେ ହେଲା ଆସାମୀ
    ହାଃ ହାଃ ହାଃ 🤣

  • @JaiUtkalaMaa
    @JaiUtkalaMaa หลายเดือนก่อน +12

    Perfect analysis...Perfect response❤🙏

  • @anujgogoud2749
    @anujgogoud2749 หลายเดือนก่อน +10

    Right advocate Sir 🙏

  • @JyotishExpress
    @JyotishExpress หลายเดือนก่อน

    Sir good advice

  • @manisapatnaik4183
    @manisapatnaik4183 หลายเดือนก่อน

    Thag u

  • @lababehera9788
    @lababehera9788 หลายเดือนก่อน

    Thank you sir your opinion is correct.

  • @zeenas_world
    @zeenas_world หลายเดือนก่อน

    Point sir

  • @sdprasad3071
    @sdprasad3071 หลายเดือนก่อน +1

    ଆରେ ବାବୁ, ସାଧାରଣ ଲୋକ ଏତିକି କରିଥିଲେ ଏତେ ବେଳକୁ ଜେଲରେ ଥାନ୍ତେ, କି ନ୍ୟାୟ କଥା କହୁଛ ମ !! ଏଇୟା ପରା ନ୍ୟାୟ......ଦେଖୁଛ...😄

  • @sritamjena6428
    @sritamjena6428 หลายเดือนก่อน +1

    ଦେଖ ଦେଖ ଦେଖ ସବୁ ମାଘିଆ ଏକ ଏ ହଉଛି ଓଡିଶା ଗରିବ ର ଏଠି ତଣ୍ଟି ସୁଖୀ ଯାଏ ଚାପ ପକେଇଦିଅନ୍ତି ବଡ ବଡ଼ିଆ ଏ ହଉଛି ଓଡିଶା 😁

  • @SANGRAMBEHERA-j4f
    @SANGRAMBEHERA-j4f หลายเดือนก่อน

    🙏best news

  • @Sbn007
    @Sbn007 หลายเดือนก่อน

    Right

  • @JagabandhuSatapathy-yq2oc
    @JagabandhuSatapathy-yq2oc หลายเดือนก่อน

    Right advocate sir 👍👍👍👍👍👍

  • @sudhakarnayak2958
    @sudhakarnayak2958 หลายเดือนก่อน

    Good Right Sir You Great Advacket For Advicj
    e for Odisha police Jay😮Indian Army Jay Sri ram

  • @sidheswarmahapatra2493
    @sidheswarmahapatra2493 หลายเดือนก่อน

    ଜନତା ର ଟେକ୍ସ ପଇସା ରେ ଦରମା ପାଇ ଜନତା କୁ ନାଲି ଆଖି ଦେଖାଇବା। ଏମାନଙ୍କୁ ଉଚିତ୍ ଦଣ୍ଡ ନ ମିଳିଲେ ରାଜ୍ୟ ରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଚିହ୍ନ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ

  • @gangadharpatalsingh1766
    @gangadharpatalsingh1766 หลายเดือนก่อน

    Good sir

  • @gurucharanbarik7817
    @gurucharanbarik7817 หลายเดือนก่อน

    ପୋଲିସ ନିଜେ ନିଶାସକ୍ତ ଅବସ୍ଥାରେ ଥିଲେ ଏଫଆଇଆର ନେଇପାରିବ ତ??? 😢😢😅😅

  • @JaiUtkalaMaa
    @JaiUtkalaMaa หลายเดือนก่อน +1

    If a person speaks like this and thinks like this, he will be loved and respected by all. Best Advocate ❤🙏

  • @PurusottamNayak-k6q
    @PurusottamNayak-k6q หลายเดือนก่อน +18

    Police duty hour re kn drink karu nahi ki

  • @bhuwanpandey2941
    @bhuwanpandey2941 หลายเดือนก่อน

    India as democracy, right to ask questions and protest peacefully are a must. Article 19 etc do allow

  • @hatimalisaha3287
    @hatimalisaha3287 หลายเดือนก่อน

    ସାର୍ ଆପଣ କଣ କହିବାକୁ ଚାହୁଁଛନ୍ତି । ଦୟାକରି ବନ୍ଦ କରନ୍ତୁ । ସବୁ ପୋଲିସ ବାଲାଙ୍କ ସମାନ ଅବସ୍ଥା । ତାଙ୍କୁ ଅସଭ୍ୟ ଭାଷା ରେ ଗାଳି ଦେବା ଓ ଘୁଷ ନେବା ଜାଣନ୍ତି ।

  • @basantibalapanigrahi5289
    @basantibalapanigrahi5289 หลายเดือนก่อน

    Same is going in each and every district.
    After Bijubabu, no action was taken by govt.
    Now,request to Govt take proper proper discharge of the duties in each and every department.

  • @sadanandasahoo3707
    @sadanandasahoo3707 หลายเดือนก่อน +2

    A newly recruited employee in any organisation is governed by the culture of that organisation. He/she learns the culture , administration of that organisation.

  • @wonderaayushi.6204
    @wonderaayushi.6204 หลายเดือนก่อน

    🙏🏻🙏🏻🙏🏻

  • @gourisankarSethi
    @gourisankarSethi หลายเดือนก่อน +2

    On drinking condition she said I don't know mohan majhi who is he. After drinking you can trust her words . Chaodipua se tate kahiba I chief justice of High court tu believe karibu. Sala Khali gapa karuchi.

  • @gangadharpatalsingh1766
    @gangadharpatalsingh1766 หลายเดือนก่อน

    Good news bhasia reporter Bhai 🙏🙏

  • @DontMindDost
    @DontMindDost หลายเดือนก่อน

    ମୁଁ ଆଇନ ଆଗରୁ ଲାଞ୍ଚ ଦେଇ ଖସିଛି... ନାହିଁ କେମିତି ଅଛି...ଆଇନ କେବଳ ଛୋଟ ଲୋକଙ୍କୁ... ଧନୀ ପାଇଁ ନୁହେଁ.....

  • @sasmitadas5205
    @sasmitadas5205 หลายเดือนก่อน

    ଠିକ କଥା 🙏🏽

  • @prakashbehera8252
    @prakashbehera8252 หลายเดือนก่อน

    ଭାଇ ମୋର ଗୋଟିଏ ପ୍ରଶ୍ନ ମଦ ପିଇକି ଉତ୍ପାତ କରୁଥିବା ଲୋକଙ୍କୁ କିଏ ସାବାଡ କରିବ...? ପୋଲିସ ପ୍ରତି ଭୟ ରହିବ ନାହିଁ ପୋଲିସ ନିରବଦ୍ରଷ୍ଟା ହୋଇଯିବ ତା ପରେ ଯାହାସବୁ ଘଟିବ ଆପଣମାନଙ୍କର ବିଚାର..... 🙏

  • @gopalkrishnapattnaik5313
    @gopalkrishnapattnaik5313 หลายเดือนก่อน

    LAPSE IN APLICATION OF LEGAL PROCESS ARE VISIBLY CLEAR ...

  • @MasterGulu1
    @MasterGulu1 หลายเดือนก่อน

    ସବୁ ଜ଼ିଲ୍ଲା ପୋଲିସ କୁ ତଦନ୍ତ ହେଉ

  • @Isusantaku
    @Isusantaku หลายเดือนก่อน +3

    Kemiti karibe drink kariki se toki ps bhitare misbehave karuchi,taku fast arrest kariki bhitare rakhiba katha...

  • @sanjayanaik-n9s
    @sanjayanaik-n9s หลายเดือนก่อน

    ସବୁ ତାମିଲ ରାଜ ରେ ଶିଖିଛନ୍ତି

  • @bijoykumardas4173
    @bijoykumardas4173 หลายเดือนก่อน

    ଆଇନ ଆଗରୁ କେହି ଖସିଵେନି ? 😀😀 ପ୍ରମାଣ ଅଭାବରେ
    ନିରଦୋଷ ରେ ଖଲାସ ।ରାଜ୍ୟ ର case ତୁଲନା ରେ conviction କେତେ % ଦେଖନ୍ତୁ ।

  • @biswamberbhutia3280
    @biswamberbhutia3280 หลายเดือนก่อน

    ଏଠି ଉଭୟ ଦୋଷୀ ମହିଳା ଥାନା ଆଇ ଆଇ ସି ଅଫିସର ଵିରୋଧ ରେ ଲଙଗାଳା କରିଥିଲେ ଏହା ସତ ନୁହେଁ। ପୋଲିସ ଏଫ ଆଇ ଆର କଲେନି ସେଇଟା ଠିକ। କିନ୍ତୁ ଜଣେ ଯବାନ ମିଛ କହିଲା ସେଇଟା ବି ଖରାପ ।ଆଇ ଟି ଓ ଅଫିସ ର ତାକ କାର ସିଜ କରିବା କଥା ଫାଇନ ଦେବା କଥା ।ଯଦି ତାକ ଠାରୁ ଫାଇନ ନେଇ ନାହାନ୍ତି ମାନେ କୋଣସି ଲୋକ ଠାରୁ ଫାଇନ ନେବା କଥା ନୁହେଁ

  • @RasmitaSwain-ke4tt
    @RasmitaSwain-ke4tt หลายเดือนก่อน

    ମଦ ପିଇବା ଅପରାଧ କି , ଯଦି ଅପରାଧ ତେବେ ବିକ୍ରି ହେଉଛି କଣ ପାଇଁ ମଦ ବନ୍ଦ୍ କରାଯାଉ ....ବଡ଼ ମଦୁଆ ପୋଲିସ୍

  • @salbegpradhan4118
    @salbegpradhan4118 หลายเดือนก่อน

    ସେ ମଦ ଭି ପିଇଲା ତାର ପଇସା ରେ ମଦ ପିଇଲା
    ହେଲେ ପୋଲିସ public ରୁ ଲୁଟ ମାର୍ କରି ମଦ ଖାଉଛି ...ପ୍ରତେକ ପାନ ଦୁକାନ ରେ ମଦ ଦୁକାନ ରେ ଟଙ୍କା କୋଟା ଅଛି

  • @rakeshmohapatra1459
    @rakeshmohapatra1459 หลายเดือนก่อน

    ପୋଲିସ ମିଛ କହୁଚି କାରଣ department ବଦନାମ ନହେଉ !! କଣ department ପାଇଁ ଏମିତି କରିବା ଠିକ୍ ?

  • @gorachandmohanty9806
    @gorachandmohanty9806 หลายเดือนก่อน

    there is a difference between taking drinks or being drunk. Drunk situation means he is not in normal senses, having drinks does not mean one is drunk and not in a position to judge things. He is right, Police can never justify their actions just because some one has drinks. Having drinks or being drunk is not a crime.

  • @SomanathaMahapatra-p4o
    @SomanathaMahapatra-p4o หลายเดือนก่อน

    ୟା ଉପରେ କୋଠାର କାର୍ଯ୍ୟାନୁଷ୍ଠାନ ନେଲେ
    ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବ

  • @kishorchsrichandan307
    @kishorchsrichandan307 หลายเดือนก่อน

    ମଦ ପିଇ ବା ଠିକ୍ କିନ୍ତୁ ଚଳାଇବା ଭୁଲ୍।

  • @DanduPradeeppatra
    @DanduPradeeppatra หลายเดือนก่อน

    Sir iic au se jhiyara kn pain paligrf test heba ..au 4. Jana police kuade gale semane mula asami..semankr paligrf test heu sasmstnkr test heu ta pare Jana padiba sata kouta au micha kouta ..se 4. Janakr police ku kn pain luchau hanti fast bhul se kari hanti sem kr fast test heu

  • @pradeepbhoi1988
    @pradeepbhoi1988 หลายเดือนก่อน

    Should be arrest these corrupt policeman.

  • @koushikmajhi4145
    @koushikmajhi4145 หลายเดือนก่อน

    Can an Advocate appear in Court after dring alcohol,Nothing in any law perhaps

  • @dkmohapatramohapatra5620
    @dkmohapatramohapatra5620 หลายเดือนก่อน

    RT point

  • @All_Things_HR
    @All_Things_HR หลายเดือนก่อน

    Bandha heba Dinakrushna and lady gown/nighty pindha Suspended ASI

  • @KumarDev-ri7sx
    @KumarDev-ri7sx หลายเดือนก่อน

    ଏଠି ପୋଲିସ୍ ଓଡ଼ିଶା ପାଇଁ ଗୋଟେ ବଡଟ୍ୟାରୀସି ମୁଜାଣିଚି ମିଛକହୁଚି ପୋଲିସ୍ ଆଜିରସମାଜରେ ପୋଲିସ୍ ବଡହାରିମି ଶବୁପୋଲିସ ଏକାଭଳି ନୁହଁ

  • @bishnuprasadmishra8830
    @bishnuprasadmishra8830 หลายเดือนก่อน

    ଯେଉଁ ଦିନଠାରୁ ପୋଲିସ କାମରେ ଜଏନ କରେ ତାର ଚରିତ୍ର ବଦଳି ଯାଏ। ହାରାମି ହୋଇଯାଆନ୍ତି

  • @surjyasamanta6961
    @surjyasamanta6961 หลายเดือนก่อน

    ଯିଏ ସବୁଦିନ ମଦ ପିଉଛି ମଦ ବିନା ଚଳି ପାରିବନି ଯଦି police stn fir ନେଇକି ଗଲା କଣ କରାଯିବ?

  • @somanathmahanta4739
    @somanathmahanta4739 หลายเดือนก่อน +4

    A advocate ta kila mara

  • @smallvison
    @smallvison หลายเดือนก่อน +2

    Education if IIc should be checked. Quota IIc should not be in police station. Kankadahad IIc is incapable. She is a incapable as quota IIc and not solved a single case.

  • @sukantapati8299
    @sukantapati8299 หลายเดือนก่อน

    they have discharge their police duty dishonestly and as also, own monopolies style, against IPC.

  • @sarojmikubehera5039
    @sarojmikubehera5039 หลายเดือนก่อน

    ଆଇନ୍ ହାତରୁ କେହିଖସିପାରିବେନି😂😂😂😂

  • @TankadharBhatra-fz7jb
    @TankadharBhatra-fz7jb หลายเดือนก่อน

    If the advocates desires
    The accused can be escaped basing on his.advocacy..jai.sbidhan.

  • @rajanikantpattanaik
    @rajanikantpattanaik หลายเดือนก่อน +4

    Khali kan law ta ete serious against police officer upare, Kan law madua army officer au madua self proclaimed lady lawyer upare lagu habani when they were creating a ruckus and a scene in public places and govt officer that to here a police station?

  • @jayantisethi9305
    @jayantisethi9305 หลายเดือนก่อน

    Je kharap se sabu bele kharap , semane chakir pai bele nijaku badalai thanti,

  • @parsuramnayak4093
    @parsuramnayak4093 หลายเดือนก่อน

    ମଦ ଖାଇଲେ କ'ଣ ହେଲା? ମଦଖାଇ ପ୍ରଥମେ ବାଡେଇଲା ?

  • @dr.h.parthasarathi885
    @dr.h.parthasarathi885 หลายเดือนก่อน

    ଏ ଟୋକି ବହୁତ ବଡ ଖିଲାଡୀ.. ଏକୁ ମାଡ ଆହୁରି ଦରକାର ଥିଲା

  • @Ghhggh0
    @Ghhggh0 หลายเดือนก่อน

    pcr van ମଦ ବୁହା କାମରେ ହିଁ ଲାଗୁଚି 😮

  • @debashissenapati354
    @debashissenapati354 หลายเดือนก่อน +1

    Agya kn evidence achi tikia kuhantu

  • @jyotibehera6528
    @jyotibehera6528 หลายเดือนก่อน +3

    Jadi jane army officer thana re bhangaruja kare, police ku dhamak diye or police ku abuse kare then army officer hele bi taku police detain karipariba ki nahi? law kn kahuchi, sabu michha kuhanti dialogue maranti je law equal for all, but truth is.. law may/is equal for all except _ _ except excludind word use kariba bahut necessary/important

  • @puspitamohanty936
    @puspitamohanty936 หลายเดือนก่อน +2

    Put him in jail,to teach him a lesson.

    • @ANS456dghjdd
      @ANS456dghjdd หลายเดือนก่อน

      fake jurge 🤣

  • @SwadharmaOdisha
    @SwadharmaOdisha หลายเดือนก่อน +2

    We want justice for ankita

  • @amarsharma7354
    @amarsharma7354 หลายเดือนก่อน

    Even i will not blame this police officers. Corruption is root cause. As long as corruption is there what good you can expect from system? At this stage i dont see any way to control the corruption

  • @Sunsine5098
    @Sunsine5098 หลายเดือนก่อน

    Who will police the police?
    There should be another organisation other than police personnel which will write FIR and conduct investigation against the police.

  • @motivationalspeaker5754
    @motivationalspeaker5754 หลายเดือนก่อน

    Jhia upare bi ehi sabu charges rahuchi 1- Disturbing public order 2-Drink and drive 3- Disturbing public officials to discharge of duty ,4- misuse of Laws provided for protection of women.Etiki ta clearly dekha jauchi. Se bi bandha hebe

  • @odisha126MILLION
    @odisha126MILLION หลายเดือนก่อน

    Police ସହ ଜନସାଧାରଣ ଆଗରୁ ତୁତୁ ମେଂ ମେଂ ହୋଇଛି ନହେଲେ ଜନସାଧାରଣ support karithante

  • @rukmaniballavachhotaray4885
    @rukmaniballavachhotaray4885 หลายเดือนก่อน

    iic ମାନେ ଭଲ ଥାନାରେ ରହିବାକୁ ହେଲେ ମୋଟା ବଟି ଆଦାୟକରି ଉପର ଅଫିସରକୁଂ ଦବାକୁ ପଡେ। 🎉🎉🎉😂😂😂

  • @jkonlineclasses805
    @jkonlineclasses805 หลายเดือนก่อน

    ବାଲିଯାତ୍ରା stand wala ku 50k ଲାଞ୍ଚ ମାଗିଥିଲେ ସେ ମାଗନ୍ ଖିଆ 😂

  • @nilamanisandha1804
    @nilamanisandha1804 หลายเดือนก่อน

    Right. Ledish is drinking bed

  • @nirmalchandraray1859
    @nirmalchandraray1859 หลายเดือนก่อน

    Adv said to me where PS not corrupted now every os brief any time is it wrongs -Anti corruption foundation of India commited members Nirmal chandra Ray

  • @binapanisingh-sl1me
    @binapanisingh-sl1me หลายเดือนก่อน

    Jhio kharap

  • @jublidancemr8452
    @jublidancemr8452 หลายเดือนก่อน

    Sir mote kuhantu jane army officer rati 1am pare drink kari gote jhia friend saha ratire buliba au driver kariba thik ki ta pain kichhi danda nahni

  • @LaxmanKumar-ne2iw
    @LaxmanKumar-ne2iw หลายเดือนก่อน

    Choro polish manonku arest korajau
    Sir aponoko phone no tike dorkar.

  • @padmanavparhi9602
    @padmanavparhi9602 8 วันที่ผ่านมา

    Don't support to odisha
    Police
    I am aoddia
    I don't support oddisha police in this case

  • @bijayhansdah9701
    @bijayhansdah9701 หลายเดือนก่อน +2

    ୟାକୁ କୁକୁର ପିଠା ଦରକାର

  • @prachinayak5544
    @prachinayak5544 หลายเดือนก่อน

    Sir mu kuchi bhul karinahi mu kahaku daribi nahi

  • @Ambulrai
    @Ambulrai หลายเดือนก่อน +1

    Bhubaneswar unit 4 re PCR van re police Alcohol drink karanti. PCR ku khali jaga re park kariki maal maranti.

    • @ANS456dghjdd
      @ANS456dghjdd หลายเดือนก่อน

      tu dekhu kintu complent karunu .. apradhi thu bada dosi apradh je dekhii jaanisuni hebaku diye..

    • @Ambulrai
      @Ambulrai หลายเดือนก่อน

      @@ANS456dghjdd complaint Kali hotline number re but kehi bhi asileni check karibaku.
      Tame jane choto chua lagucha bodhe.... Police upare complaint kale Tara Kan investigation hue tame Janina ki??

  • @ramadash-es3mz
    @ramadash-es3mz หลายเดือนก่อน

    Dabang giri aau gundaraja ku fhasi diaajau.

  • @jayadevjena4020
    @jayadevjena4020 หลายเดือนก่อน

    Criminal odisha police

  • @himansumohapatra6879
    @himansumohapatra6879 หลายเดือนก่อน

    Nyaa police pain kada kadi karajau..

  • @SilentGroup-l2v
    @SilentGroup-l2v หลายเดือนก่อน

    Police ra sabu test karanauchi.... Se jhia au major ra v se sabu test kara jau..... Tahele janapadiba.. Kia kahaku blame karuchhanti

  • @aryan7799
    @aryan7799 หลายเดือนก่อน +3

    Police punishment miliba but se jhia ku v punishment milba drakar

  • @subhranshubiswal9410
    @subhranshubiswal9410 หลายเดือนก่อน

    Are bhai bhalare jaiki FIR delani au utpat macheila thana re
    Kete sahibe bhai
    Last ku mada tkk deithibe au na dele kana karibe

  • @manoranjanlenka5546
    @manoranjanlenka5546 หลายเดือนก่อน

    Keta tanka paicha

  • @shankardeep9272
    @shankardeep9272 หลายเดือนก่อน

    Bhai apan kebe police pakha ku jae chhanti ki kana complain paen apana jae naa thibe tebe police pakha ku drink kari ki asile bhala nae baluchha police bala mane drinks kari ki office re enjoy karuchanti kana baya bhalia kathaa kahucha

  • @gandharbanayak5660
    @gandharbanayak5660 หลายเดือนก่อน

    Odishara sabu police adhikari 24 barsare sabu kharap hoinaichhantie dina krishna nare aagarubahut aliaa achhi