ଆଗାମୀ ବଜେଟ୍ ରେ ଆସିବ ଭତ୍ତା 3000 ପାଇଁ ବିଲ ଅନୁମୋଦନ Madhu Babu Pension Yojana

แชร์
ฝัง
  • เผยแพร่เมื่อ 2 ก.พ. 2025

ความคิดเห็น • 208

  • @pramodsahoo8134
    @pramodsahoo8134 10 วันที่ผ่านมา +62

    ୩୦୦୦ଟଙ୍କା ଭତ୍ତାକରାଯାଉ

  • @pravatkumarmishra9760
    @pravatkumarmishra9760 10 วันที่ผ่านมา +36

    ସବୁ ଭତା ତିନି ଗୁଣା ବଢ଼ାଉଚ୍ଚ ସେଇଭଳି ମଧୁବାବୁ ପେନସନ ବିଧବା ଭତା ଦିବ୍ୟଙ୍ଗ ଓ କଳାକାର ଭତା ବି ତିନି ଗୁଣା ବଢ଼ାଯାଉ

  • @muskan-i6g7o
    @muskan-i6g7o 10 วันที่ผ่านมา +48

    ପ୍ରତିଶ୍ରୁତି ଆଗ ରକ୍ଷା କର ପରେ ଅନ୍ୟ କଥା ଚିନ୍ତା କରିବା ନହେଲେ ମିଛୁଆ ସରକାର୍ କହିବେ,

    • @bijalalnag70
      @bijalalnag70 8 วันที่ผ่านมา +2

      ଭାଇ you are right

  • @shikshamahodadhi
    @shikshamahodadhi 10 วันที่ผ่านมา +33

    3000 ଭତ୍ତା ପାଇବା ଦ୍ଵାରା ବୃଦ୍ଧ ବୃଦ୍ଧା ଉପକୃତ ହୋଇପାରିବେ।ଯଦି ପୁଅ ବୋହୂ ତାଙ୍କୁ ନ ପାଳିଲେ ମଧ୍ୟ ତାଙ୍କ ଅସୁବିଧା ହେବା ନାହିଁ।ପୁଣି ଏହି ଭତ୍ତା ଲୋଭରେ ପୁଅ ବୋହୂ ତାଙ୍କୁ ସେବା କରିବା ପାଇଁ ଆଗଭର ହେବେ। ଅ ସମୟରେ ଏହା ବହୁ କାମରେ ଆସିବ।

  • @sewanayak945
    @sewanayak945 10 วันที่ผ่านมา +41

    3000.3500ତୁରନ୍ତ ଦିଅ ଆଉ ଭୋଟ ବ୍ୟାଙ୍କ ସୁରକ୍ଷିତ ରଖ 2029ରେ କାମ ଦବ 😜👍🙏

  • @anilsenapati7317
    @anilsenapati7317 9 วันที่ผ่านมา +10

    ସରକାରୀ ଚାକିରୀ ବାଲାଙ୍କ 3000 ବା 6000 ଏକାଥରେ ବଢ଼େଇ ପାରୁଚ୍ ଗରିବ ବୟସ୍କ ଲୋକକୁ ଦେଲେ ବାଧୁଛି

  • @DAYANIDHISAMAL-e2i
    @DAYANIDHISAMAL-e2i 10 วันที่ผ่านมา +17

    କି ମତାମତ କଥା କହୁଛନ୍ତି । ଶିଘ୍ର ଭତ୍ତା ବଢାନ୍ତୁ । ନାହିଁ ତ ପଞ୍ଚାୟତ ନିର୍ବାଚନ ରେ କଥା ବାର୍ତ୍ତା ହେବା ।

  • @muskan-i6g7o
    @muskan-i6g7o 10 วันที่ผ่านมา +15

    unlimited ଶାସନ କରିବାକୁ ଚାହୁଁଛ ଯଦି 3000 ଭତା ଆଗାମୀ ବଜେଟ ରେ ଲାଗୁ କର ନହେଲେ 2029 ରେ ତମର ରାଜୁତି ଶାସନ ଶେଷ ଆମେ କରିବାକୁ ବାଦ୍ୟାହେବୁ

    • @bijalalnag70
      @bijalalnag70 8 วันที่ผ่านมา

      Right bro you are right

  • @ramakantmahanta5107
    @ramakantmahanta5107 10 วันที่ผ่านมา +9

    "ଭାଷଣ କମ, ଅଧିକ କାମ " ହେବା ଆବଶ୍ଯକ ।

  • @kanhucharanbehera3871
    @kanhucharanbehera3871 9 วันที่ผ่านมา +6

    ସମସ୍ତଙ୍କୁ 3000 ଭତ୍ତା ଦିଆଯାଉ

  • @chittaranjanpani7586
    @chittaranjanpani7586 10 วันที่ผ่านมา +16

    ୩୦୦୦ ଟଙ୍କା ଭତା କର ନହେଲେ ପାଇବ ଫଳ

  • @SukadevMohanta-k2m
    @SukadevMohanta-k2m 9 วันที่ผ่านมา +5

    ବାର୍ଦ୍ଧକ୍ୟ ଭର୍ତ୍ତା 3000 କୁ ବୃଦ୍ଧି କରାଯାଉ 2029 ରେ ଭୋଟ bank ପାଇଁ ଆମେ ସମସ୍ତେ ସପୋର୍ଟ କରିବା। ଜୟ ଜଗନ୍ନାଥ।

  • @MkDalai-s6g
    @MkDalai-s6g 9 วันที่ผ่านมา +6

    ମୋହନ ମାଝୀ କୁ ମୋର ଅନୁରୋଧ ସମସ୍ତ ବୁଢା ବୁଢ଼ୀ ଓ ବିଧବା ବିକଳାଙ୍ଗ ମାନଙ୍କ ଭତା 3000 ଟଙ୍କା ପ୍ରଧାନ କରାଯାଉ

    • @bijalalnag70
      @bijalalnag70 8 วันที่ผ่านมา

      କଣ କହିଲ ଭାଇ nice

    • @rameshsa3805
      @rameshsa3805 7 วันที่ผ่านมา

      Right katha

    • @surendridalei6321
      @surendridalei6321 วันที่ผ่านมา

      ଭାଇ ଏ ସରକାର ମିଛ ପ୍ରତିଶୃତି ଦେଇ ଧୋକା ଦେଇଛି,, ମୋର 60% ଅଛି ଆଉ 1200 ପାଉଥିଲି ଏବଂ ଏ ମାସରେ କାଟି ଦେଇଛି,,,,, ମୁଁ ଗରିବ ଶ୍ରେଣୀର ଝିଅ,,, ମୋତେ ବହୁତ୍ ଦୁଃଖ ଲାଗୁଛି,,,

  • @PriyabrataSamal-s5g
    @PriyabrataSamal-s5g 10 วันที่ผ่านมา +34

    Vata 3000 kara

  • @ashirbad_mallik
    @ashirbad_mallik 10 วันที่ผ่านมา +15

    3000 ଭତା 2026 ରେ ମିଳିବ ହଉ ଏଲେକ୍ସନ୍ ଆସୁ

  • @dolamanipodh6329
    @dolamanipodh6329 10 วันที่ผ่านมา +11

    3000ଦିଅ ନ ହେଲେ ପୁଣି ଲଣ୍ଡା କରିବାକୁ ସମୟ ଲାଗିବନି।

  • @LokanathSahu-ze6kw
    @LokanathSahu-ze6kw 9 วันที่ผ่านมา +4

    3000 ଟଙ୍କା କୁ ଭତ୍ତା ବୃଦ୍ଧି କରାଯାଉ

  • @rasmitanayak557
    @rasmitanayak557 9 วันที่ผ่านมา +4

    ବିଜେଡି ସରକାର ଜନମ ଠାରୁ ମୁତ୍ୟୁ ଯାଏ ସବୁ ଯୋଜନା କରିଛନ୍ତି କିନ୍ତୁ ବିଧବା ମାନ ଙ୍କ ପାଇଁ କିଛି ଯୋଜନା କରିନାହାନ୍ତି ଯଦି ବିଜେପି ସରକାର ଯଦି ବିଧବା ମାନଙ୍କ ପାଇଁ କିଛି ଯୋଜନା କରନ୍ତେ ତାହେଲେ ସେମାନେ ଉପକୃତ ହୁଅନ୍ତେ ଏ ଦରଦାମ ବୃଦ୍ଧି କାଳରେ ସେମାନେ ସ୍ବାମୀ ଙ୍କୁ ହରେଇ ପିଲା ମାନ ଙ୍କୁ ନେଇ କେତେ କଷ୍ଟ ରେ ରହିଛନ୍ତି ସରକାର କିଛି କଲେ ସେମାନେ ଉପକୃତ ହେବେ

    • @rameshsa3805
      @rameshsa3805 7 วันที่ผ่านมา +1

      Right katha ta pua jhia ku kete kastare chalou6i ta pai kichhi babyastha Kara jau ...

  • @DrDhirendraMohanty
    @DrDhirendraMohanty 7 วันที่ผ่านมา +1

    3500/-ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ଜାନୁଆରୀ ମାସ ଠାରୁ ସମସ୍ତଙ୍କ ପାଇଁ ଏକ ସଙ୍ଗରେ ଲାଗୁକଲେ ବହୁତ ଭଲ ଓ ସରକାରପ୍ରତି ଲୋକସମର୍ଥନ ବହୁମାତ୍ରାରେ ବଢିବ 25ବର୍ଷ ଶାସନ କରିବରେ ସକ୍ଷମ ହେବ. ଜୟ ବିଜେପି ଜୟ ଓଡିଶା, ମୋହନମାଝି ଜିନ୍ଦାବାଦ.

  • @mithunchakraborty6450
    @mithunchakraborty6450 10 วันที่ผ่านมา +8

    ଠିକି କହିଲେ ଭତା 60 ବର୍ଷ କୁ ଦିଆଯାଉ

  • @padmalabhasinghnaik3778
    @padmalabhasinghnaik3778 9 วันที่ผ่านมา +5

    Purba sarakara bhalli 60ru100%thiba disabul parsan ku samanbhatta milu

  • @abiramgamango-nv6hf
    @abiramgamango-nv6hf 9 วันที่ผ่านมา +2

    ଯଦି ଆପଣଙ୍କୁ ଆଶୀର୍ବାଦ ପାଇବାକୁ ଇଚ୍ଛା ଅଛି, ତେବେ ବୃଦ୍ଧା ବୃଦ୍ଧି ଓ ବିକଳାଙ୍ଗ ମାନଙ୍କ ନିମନ୍ତେ ଆପଣ ଦେଇଥିବା ହିସ୍ତାହାର ଅନୁସାରେ 3000ହଜାର ରୁ 3500ପର୍ଯ୍ୟନ୍ତ କହିଥିଲ ତାହା ଦିଅନ୍ତୁ, ଯେହେତୁ ବିକଳାଙ୍ଗ ଓ ବୃଦ୍ଧା ବୃଦ୍ଧି ମାନେ ସର୍ବସ୍ୱ ହରାଇ ବାଗବାନ ଉପରେ ଆସ୍ତା ବରଷାରେ ଅଛନ୍ତି,

  • @mognaamonaaa1491
    @mognaamonaaa1491 9 วันที่ผ่านมา +3

    ଭତା 3000 ନ ହେଲେ ପଂଚାୟତ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ କୁ ଭଲ କରି ପାନେ ଦିଆଯିବ ସେ ଯଉ ବାହାପିଆ କୁହାଳିଆ ଗପ ଛାଡ଼

  • @sudhirchandradalai
    @sudhirchandradalai 10 วันที่ผ่านมา +3

    Madhu babu pension immediately should be implemented.

  • @sumantajena7481
    @sumantajena7481 10 วันที่ผ่านมา +12

    ଭାଷଣ ବାଜି ବନ୍ଦକରି ଭତ୍ତା 3000ଟଙ୍କା ଲାଗୁ କଲେ ଭଲହେବ

  • @GaganbihariBalabantaray
    @GaganbihariBalabantaray 7 วันที่ผ่านมา

    ଜିନିଷର ଦରଦାମ ବୃଦ୍ଧି ଅହେତୁକ ହୋଇଛି ସେଥିପାଇଁ ଭର୍ତ୍ତା ବଢ଼ା ଜାଉ

  • @jagabandhurout1597
    @jagabandhurout1597 9 วันที่ผ่านมา +6

    ବର୍ତମାନ ବୃଦ୍ଧା ବୃଦ୍ଧ ମାନେ ସମାଜର ଅବହେଳିତ ମାନବ। ସେମାନଙ୍କୁ ଦୟାକରି ଭତା 300ଦିଆଯାଉ।

  • @AkshayakumarParida-k4z
    @AkshayakumarParida-k4z 10 วันที่ผ่านมา +3

    ଆସନ୍ତା ବଜେଟରେ ଦେଇଥିବା କଥା ଭତା୩୦୦୦ଦେବାକୁ ଗାରେଣ୍ଟି ଦେଇ ସମସ୍ତ ଭତାଧାରିକୁଂ ଦିଅନ୍ତୁ

  • @gschandsudhabarata3007
    @gschandsudhabarata3007 3 วันที่ผ่านมา

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସାଦର ପ୍ରଣାମ 🙏🌹🙏। ଆପଣ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରଗତି ଶୀଳ ପଦକ୍ଷେପ ନିଅନ୍ତୁ। ତା ସହିତ ସାଧାରଣ ଜନତା ଙ୍କ କଥା ଟିକିଏ ଚିନ୍ତା କରନ୍ତୁ। ବିଧବା, ବୣଦ୍ଧା, ଭିନ୍କ୍ଷମ, କଳାକାର ଭାଇ ବନ୍ଧୁ ମାନଙ୍କୁ ୩୦୦୦ଟଙ୍କା ଭତ୍ତା ଦେବାକୁ ନିଷ୍ପତ୍ତି ନିଅନ୍ତୁ। ଆଗାମୀ ଦିନ ପାଇଁ ସହାୟକ ହେବ। ନହେଲେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇବ।

  • @harekrshnasahu-wf1ef
    @harekrshnasahu-wf1ef 2 วันที่ผ่านมา

    😊ମୋହନ ମାଝି ଆମ ଓଡିଶାର ଲୋକ ନୁହଲନ୍ତି ବୋଧହୁଏ କାରଣ ଆମ ଓଡିଶାର ହୋଇଥିଲେ ବୁଢ଼ାବୁଢ଼ୀ ଏତେ ଅନୁରୋଧ ଭତ୍ତା ପାଇଁ କରୁଛନ୍ତି ଅନୁରୋଧ ନସୁଣି ଏଡେନିର୍ଦ୍ଦୟ ହୋଇନଥାନ୍ତେ।

  • @basudev999t
    @basudev999t 10 วันที่ผ่านมา +2

    ଆଉ ଭତ୍ତା କଥା କଣ ମନେ ପଡୁନି .. ଜା କଥା ରୁ ଜଣା ପଢୁଛି.. ଏ ପୁଣି ଠକିବ ... 😢😢😢😢

  • @somanathparida448
    @somanathparida448 7 วันที่ผ่านมา +1

    ସଂକଳ୍ପ ପତ୍ରରେ ଉଲ୍ଲେଖ ଥିଲା ବାର୍ଧକ୍ୟ ଭତ୍ତା 3000 ଟଙ୍କା ଦେବାର ଥିଲା ତାହା ଆଗ ଦିଅନ୍ତୁ

  • @AmitaPradhan-nq6ju
    @AmitaPradhan-nq6ju 6 วันที่ผ่านมา +1

    3000 ହଜାର ଭତ୍ତା ଦେବା ରୋ ଏବଂ ନୋ ଦେବା ରୋ ସବୁ ଆପଣଙ୍କ ହାତରେ ରହଲା ଆମେ ‌କାଲି ଭାଷଣ ସୁଣୁ ଥିବୁ ନମସ୍କାର

  • @dillipcreation.1
    @dillipcreation.1 9 วันที่ผ่านมา +1

    Jay mohan babu

  • @bijalalnag70
    @bijalalnag70 8 วันที่ผ่านมา

    2024 ରେ ମୋହନ ସରକାର 3 ଟା ପ୍ରତିଶୁତି ଦେହି ଥିଲେ 1 ନମ୍ୱର ଓଡ଼ିଶାର ଯୁବକ ଯୁବତୀ ମାନଙ୍କୁ ଚାକିରି ଓ ମଧୁବାବୁ ଭତ୍ତା 300 ୟୁନିଟ ବିଜୁଳି ପ୍ରି କହିଥିଲେ ଏହି ପ୍ରତି ଶ୍ରୁତି ପୁଳ୍ପିଲ ହେବାର ନିହାତି ଦରକାର ନ ହେଲେ 2029 ମସିହା ରେ ବିଜେପି ସରକାର ରେ ରହିବେ ନାହିଁ

  • @surathgorada8910
    @surathgorada8910 10 วันที่ผ่านมา +1

    ମୋହନ ମାଝୀ ସବୁ ଭାଷଣ ବାଜି ବନ୍ଦ୍ କର ଆଉ disability, widow 60 years old ମାନଙ୍କୁ ଜତାସିଗ୍ର extend koro

  • @GeetaGeetanjalidas
    @GeetaGeetanjalidas 9 วันที่ผ่านมา +1

    Kalakar bhatta 5000 karantu sir 50 000 vote ❤❤❤❤❤❤❤

  • @mognaamonaaa1491
    @mognaamonaaa1491 9 วันที่ผ่านมา +2

    ଏତେ ସାମ୍ବାଦିକ ଅଛନ୍ତି କେହି ଗୋଟେ ବି ଭତା 3000 କଥା ପଚାରୁନାହାନ୍ତି ପାଟିରେ ବେଙ୍ଗ ପଶିଛି ବୋଧେ

  • @Udionayak
    @Udionayak 10 วันที่ผ่านมา +2

    ଭତ୍ତା ଟଙ୍କା ଯୋଥାଶିଗ୍ର କର 3000/ ହାଗାମି ଦିନ ରେ ଭାଙ୍ଗି ଜିବ ସରକାର

  • @ranjankumarpatra2284
    @ranjankumarpatra2284 7 วันที่ผ่านมา

    ଆପଣ ପ୍ରଥମେ 1000 ଟଙ୍କା ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ 40% ରୁ 79% ଆକର୍ମଣ୍ୟ ଥିବା ଲୋକଙ୍କୁ 3000 ଟଙ୍କା କୁ ଶୀଘ୍ର ବୃଦ୍ଧି କରନ୍ତୁ ଏଥିରେ ଆପଣଙ୍କର ଜନସମର୍ଥନ ସବୁବେଳେ ରହିବ ନହେଲେ ଏମାନଙ୍କ ଅଶାନ୍ତିରେ କେହି ଶାନ୍ତିରେ ରହିବେ ନାହିଁ ଯେପରି ବାପା, ମା ଅଶାନ୍ତି ହେଲେ ପିଲାମାନେ କଷ୍ଟ ପାଆନ୍ତି ,

  • @AbhimanyuSwain-q7h
    @AbhimanyuSwain-q7h 9 วันที่ผ่านมา +1

    ରାସନ ପରିବା ଅନ୍ୟ ସବୁ ଚ୍ଛା ଡ ଏହା ପାଇ ବଜେଟ ପ୍ରସ୍ତୁତ କରନ୍ତୁ ନହେଲେ ଡବଲ mm ମହାମାରୀ ଭଳି ବ୍ୟା ପି ବ

  • @chitaranjanbiswal9508
    @chitaranjanbiswal9508 9 วันที่ผ่านมา

    Ehi Barsha budget re madhu babu person badha jau 3000 tanka ku.....eha dwara bahut gariba budha bikalanga mane bahut khusi hebe...

  • @rishikesh4340
    @rishikesh4340 9 วันที่ผ่านมา +1

    3500 ଭତା ରୁ ବାଦ୍ ପଡ଼ିଥିବା ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ସମସ୍ତଙ୍କ ଭତାକୁ ତିନି ହଜାର କର ।

  • @BanshidharaGiri
    @BanshidharaGiri 7 วันที่ผ่านมา +1

    Vata 3000 tanka diaajau

  • @SahadevMahananda-vm1ip
    @SahadevMahananda-vm1ip 9 วันที่ผ่านมา +1

    0:08 Aapan maane jaanithibe ,asika,baripada ,
    Sonepur re odisha rajya Shilpa
    Nigam taraphru teenita sutakal Kara heithila, Sonepur re anumanik 1500 lok Kam karuthile, Anya sarkar maane mill ku gharoee Karan Kari dele, Sonepur sutakal ebe band hei padichhi, bjp sarkar cheshtaa kale puni mill chaali parib, bekaar yubakmane kam pai paribe , namaskaar

  • @NakulNayak-v6x
    @NakulNayak-v6x 10 วันที่ผ่านมา +7

    3000 ଭତା ଦେବାପାଇଁ କହିଥିଲ ଦେଇ ଦିଅନ୍ତୁ 2029 ନିଶ୍ଚୟ ଭୋଟ ମିଳିବ

  • @BjpodishaOfiicial
    @BjpodishaOfiicial 9 วันที่ผ่านมา +1

    Thanksgiving

  • @surendridalei6321
    @surendridalei6321 วันที่ผ่านมา

    ମିଛ ପ୍ରତିଶୃତି ଦେଇ କ'ଣ ଲାଭ, ଯିଏ ଗରିବ ଲୋକଙ୍କୁ ବହୁତ ହୈରାଣ କରୁଛନ୍ତି,, ତାଙ୍କ ର ଆଖି ର ଲୁହ ପଡ଼ୁ,, ଭତ୍ତା କାହିଁକି କାଟିଲ କ'ଣ,, ବିକଳାଙ୍ଗ ଭାଇ ଭଉଣୀ 60 ରୁ 50 ଅଛି ସେମାନେ ବିକଳାଙ୍ଗ ନୁହେଁ,,,ତମ ଭଲି ମନ୍ତ୍ରୀ ଦରକାର ନାହିଁ,,,

  • @PriyabrataSamal-s5g
    @PriyabrataSamal-s5g 10 วันที่ผ่านมา +7

    BJP govt chora government Modi chora maghai banda

  • @BishnupriyaSahu-sp8xw
    @BishnupriyaSahu-sp8xw 10 วันที่ผ่านมา +5

    Manoj Sahu 60 3000

  • @SushantaKumar-l7y
    @SushantaKumar-l7y 9 วันที่ผ่านมา +1

    ୬୦%ରୁ୭୯% ଭିନ୍ନକ୍ଷମ ଙ୍କୁ ୩୫୦୦ ଭତ୍ତା ଦିଅନ୍ତୁ

  • @saradadash6629
    @saradadash6629 10 วันที่ผ่านมา

    BJP jindabad odisha government jindabad..❤❤sar...vota..60..age..loko..ko..paye..vota.3000h..kora..please. 🙏🙏🙏🙏🙏🙏

  • @ChandanKumar-he4xn
    @ChandanKumar-he4xn 4 วันที่ผ่านมา

    Bidhaba mahilanku (3000) bhatta milu sir ❤ Jay Jagannath

  • @mithunchakraborty6450
    @mithunchakraborty6450 10 วันที่ผ่านมา +2

    ମୋହନ ମାଝି ତମେ 5ବର୍ଷ କାମ କରିବ ତା ପରେ ଘନା ପେଲିବ ମୁ ଯାହା କୁହେ ଫେଲେ ହୁଅନି
    ତମେ ଏଲେଶନ୍ ଗୃପ କୁ ଚେକେ କର

  • @bijalalnag70
    @bijalalnag70 8 วันที่ผ่านมา

    Mu Kalahandi ର ପିଲା ମୁ କେରଳ ନେ ରହେଶି ଭତ୍ତା 3500 ଟଙ୍କା ମିଳିଲେ ଓଡ଼ିଶାର ସମସ୍ତେ ଭାହୁଥ କୁସି ହେବେ ସେଥିପାଇଁ 3500 ଟଙ୍କା ନିହାତି ଭତ୍ତା ହେବା ଦରକାର 3500 ଟଙ୍କା ok

  • @Shridharsahoo-q6z
    @Shridharsahoo-q6z 7 วันที่ผ่านมา

    3000 କରାଯାଉ

  • @niranjanb2194
    @niranjanb2194 9 วันที่ผ่านมา

    Sir namaskar
    Sir. Appka. Karyakram. Correct
    Niyasraya admi. &Vatta. Adhikari. Abitak. Vatta. Paile. Nahi
    May. Jagatsinghpur. Tho. Bilam. Karuachhi
    Vatta. Adhikari nka. Vatta. Pradan. Karantu
    App. Dekha. Garib. Old. Man. Appka. Attaku. Wait. Karkarki
    Bahut. Tension re. Achhanti
    Odishare. App. Head. Man. Hokariki. Vatta. Pradan. Prathame. Karantu
    Jay. Jagannath

  • @sudhansubhusandash8764
    @sudhansubhusandash8764 9 วันที่ผ่านมา

    Please make a provision for retired teachers pension.

  • @LingarajMoharana-d6o
    @LingarajMoharana-d6o 3 วันที่ผ่านมา

    Thanks

  • @rajkishoreswain2253
    @rajkishoreswain2253 10 วันที่ผ่านมา +5

    Jaldi 60ru79budha budhi nka varta 3000 kara mohan sarkar nahele a manka niswasha tama upare padiba

  • @kanhucharangarnaik895
    @kanhucharangarnaik895 8 วันที่ผ่านมา

    3000vata କରାଯାଉ।

  • @balabhadratantytanty8917
    @balabhadratantytanty8917 9 วันที่ผ่านมา

    Landa lokmanku Sarkar chakri dio bidyadhar mahanty sir please.mu pariwar chaliba muskil heuchi🙏🙏🙏

  • @SanjayKumar-km5ff
    @SanjayKumar-km5ff 9 วันที่ผ่านมา +2

    Au speech diani turanta 3000 dia nahele 2029 re out heba odisha ru.....

  • @PranabandhuDehury-l3p
    @PranabandhuDehury-l3p 9 วันที่ผ่านมา

    ama odisha re 1 class ru Hindi bhasa padhajau kahiki na ama odsha re pila maneHindi thik re kahipaunahanti 🎉🎉🎉🎉🎉

  • @AjitSingh-dn4ts
    @AjitSingh-dn4ts 6 วันที่ผ่านมา

    Out sourcing bale kuade jibe

  • @Great_1921
    @Great_1921 9 วันที่ผ่านมา

    Manyabar mukhya mantri nka kahiba biswas hauni prati sruti purana ku bhuli gale

  • @saradadash6629
    @saradadash6629 10 วันที่ผ่านมา

    Please sar...vota...3000h..dea..60..age..lokoku.🙏🙏🙏🙏🙏💐💐💐💐💐💐💐💐💐

  • @HariharDash-fy8uo
    @HariharDash-fy8uo 3 วันที่ผ่านมา

    3000..3500../oldage
    People's will get. Government told.. Before

  • @BharatKumar-eh3xh
    @BharatKumar-eh3xh 9 วันที่ผ่านมา

    Chhendipada puni susant behera asiba.jaldi 3000kaa

  • @digambarnayak8908
    @digambarnayak8908 10 วันที่ผ่านมา

    ଭତା 3000 କରାଯାଉ

  • @purnachandrasahu6785
    @purnachandrasahu6785 9 วันที่ผ่านมา

    60year pani kahila...80 yera kariba.......ଏହା ସବୁ kn

  • @PravatiDash-hj3jm
    @PravatiDash-hj3jm 10 วันที่ผ่านมา

    Sir samastankara vata badhantu bidhaba abibahit samaste saman

  • @pradipbhoi9106
    @pradipbhoi9106 8 วันที่ผ่านมา

    ପ୍ରତିଶୃତି ରକ୍ଷା କର

  • @sudhirbiswal8640
    @sudhirbiswal8640 10 วันที่ผ่านมา +2

    Bardhakya Bhata 3000/ Debe kuhantu sir please

  • @RajNandinee1979
    @RajNandinee1979 10 วันที่ผ่านมา +1

    3000 bhata sughra dia mohan sarkar aau late kara ni Jai Shree Ram 🎉🎉🎉

  • @situvlogs8152
    @situvlogs8152 10 วันที่ผ่านมา +2

    60% ru 79% ku bidhaba maa ku 3500 dhatu 3000 all ku

  • @saisubhampatra1167
    @saisubhampatra1167 9 วันที่ผ่านมา

    Nije ta jaha prasthab deithila rakhiparuna thakila ( vatta)

  • @RenubalaSwain-z6u
    @RenubalaSwain-z6u 10 วันที่ผ่านมา

    3000 ଭତ୍ତା କରାଯାଉ

  • @PRASANTA9819
    @PRASANTA9819 9 วันที่ผ่านมา

    50, 52 age bidhaba bhata keta paiba???

  • @jogeswarthakur3670
    @jogeswarthakur3670 8 วันที่ผ่านมา

    Bhatta 3000 rs lagu kara jai sri ram🙏

  • @parthasarathifanslove4882
    @parthasarathifanslove4882 9 วันที่ผ่านมา

    ସମସ୍ତ କୁ ୩୫୦୦ ଦେବାକୁ ପଡିବ

  • @dkkhil101
    @dkkhil101 10 วันที่ผ่านมา

    CM already forgot about Madhu babu pension yojana for Rs. 3000

  • @muktikantasenapati9404
    @muktikantasenapati9404 10 วันที่ผ่านมา

    CM sir apana khali bhashana deuchhanti, kama gote bi safala habani

  • @mahimajena-f4r
    @mahimajena-f4r 9 วันที่ผ่านมา

    Bhata 60 Barsha ru lagu karantu

  • @Sharatpadhi-v3r
    @Sharatpadhi-v3r 10 วันที่ผ่านมา

    ୩୦୦୦ଭତ୍ତା ଦିଆଯାଉ

  • @GatikrushnaDash-y6x
    @GatikrushnaDash-y6x 10 วันที่ผ่านมา

    🙏🙏🙏

  • @RasmitaSwain-y7o
    @RasmitaSwain-y7o 9 วันที่ผ่านมา

    Varta samasta nka ra badha jau.na hele vote aau kehi debeni.bidhaba mahila bahut kasta voguchanti

  • @mr.arbindkujurofficials7690
    @mr.arbindkujurofficials7690 9 วันที่ผ่านมา

    Bjp 2029 re haribo bhuli jao jitiba asha... Rasan card re 1000 aau 3000 batta gola kuade... Only bjd

  • @sushantasa8666
    @sushantasa8666 6 วันที่ผ่านมา

    ବେକାର ସମାଚାର ଭର୍ତ୍ତା ର ସମାଚାର ଲେଖୁଛୁ କିନ୍ତୁ ଭର୍ତ୍ତା ର ନାମ ହିଁ ନାହିଁ

  • @Ramakantanag1346
    @Ramakantanag1346 10 วันที่ผ่านมา

    3000 ଦିଆ ଗଲେ ଭଲ ହେବା ସାର

  • @HatiaThakura
    @HatiaThakura 10 วันที่ผ่านมา +1

    Cangraculation s sir bhata 3000 karajau

  • @mithunchakraborty6450
    @mithunchakraborty6450 10 วันที่ผ่านมา

    ତମେ କଣ କରିବ ଓଡ଼ିଶା ବାଶୀ ଜାଣି ସରିଲେ ନୀ ତମେ ଭତା 3000ଟଙ୍କା ଦିଅ

  • @SunilKumar-b3x2r
    @SunilKumar-b3x2r 10 วันที่ผ่านมา

    3000 pension

  • @SantoshDas-fe4to
    @SantoshDas-fe4to 9 วันที่ผ่านมา

    Bhata 3000/- karantu .

  • @chhatishmohanta4282
    @chhatishmohanta4282 10 วันที่ผ่านมา

    First you have decided Rs.3000Madhubabu pension otherwise you faced difficult in panchayat election.

  • @asishdash9568
    @asishdash9568 8 วันที่ผ่านมา

    Loka vi mukhi kara , gramanchal loka chaliba katha vinnakyama kana karibe. Vatta. Bada sighra nahele jou vaka sei vekha.

  • @PratimaDas-dy6co
    @PratimaDas-dy6co 10 วันที่ผ่านมา

    Bidhaba bhatara age nkarantu. Bhata ai marchru diantu. Nahele debe debe boli deri karibani, cm mahasaya bidhaba pilachhunka prati jaldi dei daya karantu

  • @pradipmahananda5028
    @pradipmahananda5028 10 วันที่ผ่านมา

    Old age pension 3000 samastanku milu cm sir

  • @KunaramSahu-d5k
    @KunaramSahu-d5k 10 วันที่ผ่านมา

  • @BTSJK906
    @BTSJK906 9 วันที่ผ่านมา

    Samast nku Dia jau 3000 bhatta