ଆଳତୁମା: ମା'ମହାଲକ୍ଷ୍ମୀ ଙ୍କ ମୂର୍ତ୍ତି ପାଇଁ ମାଟି ଅନୁକୂଳ Astakila News// Dkl //

แชร์
ฝัง
  • เผยแพร่เมื่อ 17 ก.ย. 2024
  • ଢେଙ୍କାନାଳ (ଅଷ୍ଟକୀଳା ନ୍ୟୁଜ)୧୫/୦୯/୨୦୨୪
    କାମାକ୍ଷାନଗର NAC ସ୍ଥିତ ନୂଆ ଆଳତୁମା ଗ୍ରାମର ମହାଲକ୍ଷ୍ମୀ ୟୁଥକ୍ଳବ ତରଫରୁ ଆଜି ମାଟି ଅନୁକୂଳ କରାଯାଇଛି , ସ୍ଥାନୀୟ ରମିଆଳ ନଦୀକୂଳରେ ପୂଜାର୍ଚ୍ଚନା କରାଯାଇ ମା ମହାଲକ୍ଷ୍ମୀଙ୍କ ପାଇଁ ମାଟି ଆସିଥିଲା ଏହି ପରିପ୍ରେକ୍ଷୀରେ ଆଳତୁମା ଗ୍ରାମ ମଧ୍ୟରେ ଘଣ୍ଟ ବାଦ୍ୟ, ଶଙ୍ଖ ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଗ୍ରାମ ପରିକ୍ରମା କରାଯାଇଥିଲା ! ସୂଚନା ଅଛିକି ଏହି ମାଟି ମା ମହାଲକ୍ଷ୍ମୀଙ୍କର ମୂର୍ତ୍ତି ପ୍ରସ୍ତୁତି ସମୟରେ ଲାଗିବ, ଚଳିତ ବର୍ଷ ଧୂମଧାମରେ ମା ମହାଲକ୍ଷ୍ମୀଙ୍କର ପୂଜା କରାଯିବ ବୋଲି ମହାଲକ୍ଷ୍ମୀ ୟୁଥ କ୍ଲବ ତରଫରୁ କ୍ଲବର ସଭାପତି ସୁଶାନ୍ତ କାଣ୍ଡି ସୂଚନା ଦେଇଛନ୍ତି ! କ୍ଲବର ଉପସଭାପତି, ସଂପାଦକ, ସାହସମ୍ପାଦକ ଓ କୋଷାଧକ୍ଷଙ୍କ ସହିତ କ୍ଲବର ଏକ୍ସକ୍ୟୁଟିଭ ମେମ୍ବର ପ୍ରହ୍ଲାଦ ମୁଦୁଲି,ଶେଷଦେବ ନାଥ,ସୁଦର୍ଶନ ପରିଡା, ସୁଧୀର ରାଉତ, ସୁଶାନ୍ତ ସାହୁ, ସୁବାସ ଚନ୍ଦ୍ର ନାୟକ, ମାଖନ ରାଉଳ , ରାଜେଶ ନାଥ,ଲିତୁ ସାହୁ,ଅର୍ଜୁନ ନାଥ,ବଳିଆ ନାଥ,ମନୋଜ ବେହେରା, ବଳିଆ କାଣ୍ଡି,ପ୍ରଦୀପ ମଲିକ, ଜଗା କାଣ୍ଡି ଓ କ୍ଲବର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ମା ମହାଲକ୍ଷ୍ମୀଙ୍କ ମାଟି ଅନୁକୂଳ ହୋଇଥିଲା
    ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

ความคิดเห็น •