ତୁମର ଆଉ ଗୋଟେ ପୁଅ ଅଛି / Rupa Pin2 Khushi

แชร์
ฝัง
  • เผยแพร่เมื่อ 19 ก.ย. 2024

ความคิดเห็น • 6K

  • @biki098
    @biki098 ปีที่แล้ว +536

    ବହୁତ ବଢିଆ ଭାଇ ତୁମ ର ସେବା ମନୋଭାବ ମନ କିଣିନେଲା 😔❣️🥰

  • @sangramcreation8827
    @sangramcreation8827 ปีที่แล้ว +138

    ଭାଇ ସତରେ ଏହି ଭଳି ହୃଦୟ ସମସ୍ତଙ୍କ ପାଖରେ ନ ଥାଏ।ଯାହା ତମ ପାଖରେ ଅଛି।କାଲି ଯିବି କହିକି ଆଜି ସାଙ୍ଗେ ସାଙ୍ଗେ ପହଂଚି ଯାଉଛ।ସତରେ ତୁମ ପାଇଁ ଆମେ ଗର୍ବିତ, କାହିଁକିନା ଆମେ ତୁମ ଫ୍ୟାନ।ଏହି ଭଳି ହୃଦୟ ଭଗବାନ ସମସ୍ତଙ୍କୁ ଦିୟନ୍ତୁ।ତୁମେ ଯେତେ ବେଳେ କହିବ ଭାଇ ସବୁବେଳେ ଆମେ ତୁମ ସାଙ୍ଗରେ ଅଛୁ।ଜୟ ଜଗନ୍ନାଥ🙏🙏🙏🙏🙏🙏🙏ପ୍ରଭୁ ଙ୍କ କୃପାରୁ ତୁମେ ଆହୁରି ଆଗକୁ ଆଗକୁ ମାଡିଚାଲ।

    • @Sikun123
      @Sikun123 ปีที่แล้ว +1

      Bhai subscribe kari dia please 🥺

  • @lipipratikfamilialvlogs
    @lipipratikfamilialvlogs ปีที่แล้ว +213

    ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିଥିବାରୁ ଭଗବାନ🙏 ତୁମର ବହୁତ୍ ବହୁତ୍ ମଙ୍ଗଳ କରନ୍ତୁ 🙏

  • @rssujitarts8121
    @rssujitarts8121 ปีที่แล้ว +79

    ଧନ୍ୟବାଦ ଭାଇ ଆପଣଙ୍କ ଭଲପାଇବା ସମସ୍ତଙ୍କ ଉପରେ ଥାଉ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ❤️❤️

  • @onlyjagan5153
    @onlyjagan5153 ปีที่แล้ว +70

    ମାନି ଗଲି ଭାଇ ତମକୁ ଆଉ ତମ ହୃଦୟକୁ 🙏 ଆଉ ନିଜ ଲୋକ ବି ଏମିତି କରିବେନି ତମେ ଜେମିତି ଆଜି କରିଛ ଲଭ୍ ୟୁ ଭାଇ। ଜୈ ଜଗନ୍ନାଥ 🙏

    • @Sikun123
      @Sikun123 ปีที่แล้ว

      Bhouni subscribe Kari dia please 🥺

  • @rimarima1350
    @rimarima1350 ปีที่แล้ว +209

    ତମେ ବହୁତ୍ ଭଲ ଭାଇ ତମେ ସବୁ ବେଳେ ଖୁସିରେ ରୁହ ଏମିତି ଆହୁରି ଆଗଗୁ ଯାଉ ମୋତେ ବହୁତ ଭଲ ଲାଗିଲା ଆପଣ ସେ ପିଲା କୁ ହେଲ୍ପ କରିଲେ ଭଗଵନ୍ ତମକୁ ସବୁ ବେଳେ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏

    • @rajanaik599
      @rajanaik599 ปีที่แล้ว

      🛕❤️🙏🏼🙏🏼

  • @satyajitdas9846
    @satyajitdas9846 ปีที่แล้ว +148

    ଭାଇ ସତରେ ତୁମର ସେବା ମନ ବୃତି ଦେଖି ବହୁତ ଖୁସି ଲାଗିଲା। salute bro keep grow.

  • @muzic47
    @muzic47 ปีที่แล้ว +3

    Great ❤️❤️❤️ jagannath aapanku saha huyantu aau aapana amiti hi garib lok nku sahayat karantu ☺️☺️☺️

  • @ranalifestylevlog1079
    @ranalifestylevlog1079 ปีที่แล้ว +78

    ଭାଇ ଦିନଙ୍କୁ ଦୁଇଟା ଭିଡିଓ ପକାନ୍ତୁ କିଏ କିଏ ଚାହୁଁଛନ୍ତି ଲାଇକ କରନ୍ତୁ

  • @SanskrutiOParampara
    @SanskrutiOParampara ปีที่แล้ว +53

    ଅସୁବିଧାରେ ପଡ଼ିଥିବା ବେଳେ ଲୋକ ମାନେ ସାହାଯ୍ୟ ବି କରିବାକୁ ଚାହାନ୍ତି ନାହିଁ।ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପିଣ୍ଟୁ ଭାଇ।ଆପଣ ଏଇ ମଣିଷ ସମାଜ ପାଇଁ ଗୋଟେ ଆଦର୍ଶ 🙏🙏🙏🙏

  • @bimbadharmallick2991
    @bimbadharmallick2991 ปีที่แล้ว +478

    ଭଗବାନ କରନ୍ତୁ ତୁମକୁ ବହୁତ ଆଗକୁ ଯାଅ ଜୟ ହନୁମାନ ଭରଷା 🙏🙏🙏

  • @munabhai165
    @munabhai165 ปีที่แล้ว +19

    ଭାଇ ଆପଣ ବହୁତ ଭଲ ଭଗବାନ ତୁମର ମଙ୍ଗଳ କରିବେ ଜୟ ଜଗନ୍ନାଥ 🙏🙏🙏

  • @lalitamohanbehera8656
    @lalitamohanbehera8656 ปีที่แล้ว +198

    ପିଣ୍ଟୁ ଭାଇ ତମେ ସମଜସବି ଭାବରେ କାମ କରୁଥିବାରୁ ମୁଁ ତୁମକୁ ଧନ୍ୟବାଦ ଜଣାଉଛି 🙏🙏🙏🙏🙏❤️❤️❤️❤️❤️

    • @lipikajena5864
      @lipikajena5864 ปีที่แล้ว +2

      ଭାଇ ତମେ ସମାଜସେବି ଭାବରେ କାମ କରିଲ ତମେ ବହୁତ ଭଲ ତମେ ଏ ମିତି ଆଗକୁ ଆଗକୁ ଯାଅ 😍😍🙏🙏🙏Love u bhai🙏🙏

    • @dusmantarout6956
      @dusmantarout6956 ปีที่แล้ว

      thnk thnk u pintu bhai bhagban tamar b mangala karantu

    • @Sikun123
      @Sikun123 ปีที่แล้ว

      @@dusmantarout6956 bhouni subscribe Kari dia please 🥺

    • @Sikun123
      @Sikun123 ปีที่แล้ว

      @@dusmantarout6956 bhouni subscribe Kari dia please 🥺

  • @shrabanimeher4209
    @shrabanimeher4209 ปีที่แล้ว +38

    ଭ‌ାଈ ତମେ କେତେ ମହାନ । ସତରେ ସମସ୍ତଙ୍କର ମନ କଥା ବୁଝି ପାରୁଛ । ତମେ ଆମ ମାନଙ୍କ ପାଇଁ ଭଗବାନ 🙏🙏🙏🙏 ମୁଁ ଭଗବାନ ପାଖରେ ପ୍ରାର୍ଥନା କରୁଛି ତମେ ସବୁବେଳେ ଖୁସି ରେ ରହ, ତମ ପରିବାର କୁ କାହାରି ନଜର ନ ଲାଗୁ ,🙏🙏🙏 ସତରେ ତମ ମାନଙ୍କ ମଣିଷ ମିଳିବା ଟା କଷ୍ଟ ହୁଏ। Love you pin2 bhaja ,Rupa bhaja,khusi maa,,.... jay Jagannath...,🙏🙏🙏🙏🙏🙏

  • @biswajitbiswal1994
    @biswajitbiswal1994 ปีที่แล้ว +22

    ପିଣ୍ଟୁ ଭାଇ ଆପଣଙ୍କ ପରି ମହାନ ବ୍ୟକ୍ତିତ୍ଵ ଭାଗ୍ୟରେ ଥିଲେ ମିଳେ।। ଆପଣ ଗରିବ ପିଲାଟିକୁ 😔🥺ଯେପରି ସାହାଯ୍ୟ ସହଯୋଗ କଲେ ଶୁଣିକି ବହୁତ ଖୁସି 😊 ଲାଗିଲା।। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ସେ ଗରିବ ପିଲାଟି ଶିଘ୍ର ଭଲ ହେବା ସାଙ୍ଗେ ସାଙ୍ଗେ ଆପଣବି ଖୁସିରେ ରୁହନ୍ତୁ।।
    ଧନ୍ୟବାଦ ପିଣ୍ଟୁ ଭାଇ।। ❤️😊🙏

  • @ODISHATOKA-jv9tb
    @ODISHATOKA-jv9tb ปีที่แล้ว +48

    ଧନ୍ଯବାଦ ପିଟୁ ଭାଇ ଏମି ଆହୁରି ଆଗକୁ ଜାଅ ମୋର୍ ଜଗନାଥ୍ ପାଖରେ ଏତିକି ପ୍ରାଥନା କରୁଛି ସଦା ସରବଦା ଖିସିରେ ରୁହ ତମେ ଆହୁରି ଏମିତି ଭଲ କାମ କର ଆଉ ସେ ପିଲା ବି ସିଘ୍ରିର ଭଲ ହେଇ ଜାଉ thank s pintu bhai 🙏🙏ଆଜି ଜଉ କାମ କରିଲ ଆମ ଓଡିସା ରେ ଗ୍ୟରବ ଓନୂଭଭ କରୂଛୂ ଜାହାବି ହେଉ ଆଜିବି ଭଲ ମଣିଷ ଟେ ଦେଖିଲି ଜୟଜଗନ୍ନାଥ 🙏🙏🙏🙏

  • @pratiksha984
    @pratiksha984 ปีที่แล้ว +11

    Pintu bhai apana thik karuchanti lokamanaka seba kale bhagaban apananka family ku sabu bele khusire rakhibe👍👍

  • @EkonmikiLifestyle
    @EkonmikiLifestyle ปีที่แล้ว +138

    ଭାଇ ତମର ଦୟା ଭାବ ସାହାଯ୍ୟ ମନୋଭାବ ଦେଖି ମୋ ଆଖିରେ ଲୁହ acigala😭🤭😭ଦେଖିଲେ ପିଲାଟିକୁ ବହୁତ କଷ୍ଟ ଲାଗୁଛି 😱😩pintu ଭାଇ ଙ୍କୁ କୋଉମାନେ ଭଲ ପାନ୍ତି plz🙏🏻like

  • @priyalifestyle2779
    @priyalifestyle2779 ปีที่แล้ว +47

    ଭାଇ ତମେ ମଣିଷ ନୁହେଁ. ଭଗବାନ ଙ୍କ ଦ୍ଵିତୀୟ ରୂପ great bhai.ତମ ପରି ଲୋକ ଏ ଦୁନିଆରେ ମିଳିବା ବହୁତ କଷ୍ଟ 🙏🙏🙏👍👍

    • @komalahiwar3037
      @komalahiwar3037 ปีที่แล้ว

      🙏🙏🙏🙏😭😭😭😭😭👍👍👍👍

  • @sriyavlogs1922
    @sriyavlogs1922 ปีที่แล้ว +26

    ଭାଇ ବହୁତ୍ ବଢିଆ କାମ କରୁଚ । ଏମିତି ଗରିବ ମାନଙ୍କୁ ସାହାଯ୍ୟ କର ସେମାନଙ୍କ ଆଶୀର୍ବାଦ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ସହ ସମାନ ।ତୁମେ ଆହୁରି ଆଗକୁ ଯାଓ ଜୟ ଜଗନ୍ନାଥ 🙏⭕❗⭕🙏

    • @desitokababul38
      @desitokababul38 ปีที่แล้ว

      I love you sriya❤️❤️❤️❤️

  • @ranjitasahoo6219
    @ranjitasahoo6219 ปีที่แล้ว +446

    ଅସୁବିଧା ରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ ପିଣ୍ଟୁ 💖ଭଗବାନ ତୁମର ମନସ୍କାମନା ପୂରଣ କରନ୍ତୁ 💗💗❤💗💗💖🙏🙏

    • @tapankumarrout5612
      @tapankumarrout5612 ปีที่แล้ว

      Please 🥺🥺🥺🥺🥺 mote help Kara phonepe re 6000 tanka chhada phonepe number 8018795904 urgent please 🥺🥺🥺😭😭

    • @shibubhanj7926
      @shibubhanj7926 ปีที่แล้ว +2

      Pin2 Bhai mu guta bohut bohut Bodo frnd Tumo Kamo dakhi Mo mono and Tumo video sobu dakha Mo Ghoro sanjay Bhai Ghoro pakhora OK but mu bhabuthili Tuma he bhogoban

    • @BijayKumar-gp3rk
      @BijayKumar-gp3rk ปีที่แล้ว +1

      God bless👼🙏❤ you

    • @Sikun123
      @Sikun123 ปีที่แล้ว

      @@shibubhanj7926 bhouni subscribe Kari dia please 🥺

    • @Sikun123
      @Sikun123 ปีที่แล้ว

      @@BijayKumar-gp3rk Bhai subscribe kari dia please 🥺

  • @rinulatajena484
    @rinulatajena484 ปีที่แล้ว +18

    ଧନ୍ୟବାଦ ଭାଇ ଆପଣଙ୍କର କାମ ଥାଇକିବି ଆପଣ ସେ କାମ ନକରି ସେ ପିଲାଟିକୁ ଦେଖିବାକୁ ଗଲେ । ସତରେ ଭାଇ ପିଲା ଟିର ଏମିତି ଅବସ୍ଥା ଦେଖି କାନ୍ଦ ମାଇଲା😭। ଭଗବାନ ତାକୁ ଭଲ କରିଦିଅନ୍ତୁ 🙏🙏🙏।

  • @anjalinayak8031
    @anjalinayak8031 ปีที่แล้ว +188

    ମା ତାରିଣୀ ତୁମକୁ ଭଲରେ ରଖନ୍ତୁ ଏବଂ ସେଇ ପିଲାଟିକୁ ଶୀଘ୍ର ଭଲ କରି ଦିଅ ମା ତାରିଣୀ ପାଖରେ ମୋର ଏତିକି ପ୍ରାର୍ଥନା କରୁଛି

    • @Sikun123
      @Sikun123 ปีที่แล้ว +2

      Bhai subscribe kari dia please 🥺

    • @mahaprasadpani2353
      @mahaprasadpani2353 ปีที่แล้ว +1

      Ate dina pare first time dekhili kehi jane devi adisakti maa Tarini nka na nei bhalo heijiba pain prathana karuchhati,bhaut khusi lagila thank you Anjali madam and Thank you pintu bhai sahajya ra hata badheithibaru aji odisha bashi nka mana jiti nela.goddess bless you.

    • @sanjaymallick3800
      @sanjaymallick3800 ปีที่แล้ว

      Bhagaban. Tumar. Mangal. Karantu

  • @desitokababul38
    @desitokababul38 ปีที่แล้ว +7

    ଭାଇ ତମର ଏଇଭଳି କାମକୁ ଦେଖିକି ଲାଗୁଚି world 🌎 ରେ ତୁମ ପାଇଁ କୋଉ ପୁରସ୍କାର ନାହିଁ ମୁଁ ଏତିକି କହୁଚି ଯେ 🙏🙏 jaganath ତୁମ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ

  • @PIN2LINU
    @PIN2LINU ปีที่แล้ว +61

    ସତରେ ଭାଇ ଏମିତି ସାହାଯ୍ୟ କରୁଛ ଦେଖି ବହୁତ୍ ଖୁସି ଲାଗିଲା। ଭଗବାନ ନିହାତି ତୁମର ମଙ୍ଗଳ କରିବେ 🙏🙏🙏

    • @Sikun123
      @Sikun123 ปีที่แล้ว +1

      Bhai subscribe kari dia please 🥺

  • @lipsaranipanda957
    @lipsaranipanda957 ปีที่แล้ว +99

    ଭାଇ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍,ଆପଣ ଏମିତି ସବୁବେଳେ ଆଗକୁ ଯାଆନ୍ତୁ ଆଉ ଏମିତି ସବୁବେଳେ ସମସ୍ତ ଙ୍କୁ ସାହାଯ୍ୟ କରନ୍ତୁ, ଭଗବାନ ଆପଣ ଙ୍କୁ ଏମିତି ସବୁବେଳେ ଭଲ ରେ ରଖନ୍ତୁ।

    • @Sikun123
      @Sikun123 ปีที่แล้ว

      Bhai subscribe kari dia please

  • @amiyakumardas7366
    @amiyakumardas7366 ปีที่แล้ว +54

    ଦୁନିଆରେ ବି ଏମିତି ଲୋକ ଅଛନ୍ତି ତୁମ ପରି ଭାଇ ମଣିଷ ପଣିଆ ଅଛି ତୁମର ଭାଇ 😍😍😍😍🙏🙏🙏❤️

    • @Sikun123
      @Sikun123 ปีที่แล้ว

      Bhai subscribe kari dia please

  • @nayakodiatoka9035
    @nayakodiatoka9035 ปีที่แล้ว +3

    ଭାଈ ତୁମକୁ ଏମିତି କରିଚାଲ ଭଗବାନ ତୁମକୁ ଭଲପାଈ ଦିଅନ୍ତୁ good bless you brother

  • @IpsiRajvlog
    @IpsiRajvlog ปีที่แล้ว +59

    ବହୁତ ବହୁତ ଧନ୍ୟବାଦ ଭାଇ 🙏❤️

    • @babulalbehera3269
      @babulalbehera3269 ปีที่แล้ว +3

      ଭଗବାନ ତୁମର ବି ମଙ୍ଗଳ କରନ୍ତୁ ଭାଇ

    • @babinabehera774
      @babinabehera774 ปีที่แล้ว

      😔

    • @laxmipriyajena3220
      @laxmipriyajena3220 ปีที่แล้ว

      Bhai bhauja nka deha bhala achhi na....??

  • @swetadas21
    @swetadas21 ปีที่แล้ว +12

    Pintu bhai..I like ur kind pure heart..'service to man is service to God'
    Thanks for ur kindness towards other..always be happy..keep smiling

  • @birabalmunda75
    @birabalmunda75 ปีที่แล้ว +24

    ଭାଇ ଆପଣ ହିଁ ପ୍ରକୃତରେ ଭଗବାନ.... 🙏🙏🙏 ଜଉ କାମଟା ସରକାର କରୁନାହାନ୍ତି ସେହି କାମଟା ଆପଣ କରୁଛନ୍ତି..

  • @BS_Vlogs192
    @BS_Vlogs192 ปีที่แล้ว +7

    🙏🙏🙏 ଭାଇ
    ଭଗବାନ ଆପଣଙ୍କୁ ଏମିତି ଆଗକୁ ନେଇ ଚାଲନ୍ତୁ

  • @Suresh_Kumar_vlogs2222
    @Suresh_Kumar_vlogs2222 ปีที่แล้ว +26

    ବୋହୁତୁ ଭଲ କାମ କରନ୍ତୁ ଭାଇ ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏

  • @subhasmitasingha3568
    @subhasmitasingha3568 ปีที่แล้ว +33

    ଭଗବାନ ଆଶୀର୍ବାଦ ଆପଣଙ୍କ ସହ ଅଛି ଭାଇ ଏତେ ବଡ଼ କାମ କରିବାରୁ ଅନେକ ଅନେକ ଧନ୍ୟବାଦ, love u bhai ❤️ bhauja ❤️ Khushi maa 🙏 all family members ❤️😘 jay Jagannath ❤️ god bless u khusimama ❤️

  • @jasodadas7924
    @jasodadas7924 ปีที่แล้ว +19

    Bhai Tama bhali pua ku sabu maa mananka kolare milu😍i am proud of you 🙏

  • @odgamera9207
    @odgamera9207 ปีที่แล้ว +2

    🤗🤗ବହୁତ ଗୁରୁତ୍ବପୁର୍ଣ ପ୍ରଶ୍ନଗୁଡିକ ବିଷୟରେ ଜାଣିବା ପାଇଁ ଦେଖ ଏଇ ଭିଡିଓ 🥰🥰.............jay shree Jagannath 🙏....love you pintu Bhai....🤗🤗🤗 ସବୁ ବେଳେ ଆମେ ତମ ଜନ୍ମତିଥି ଅଛୁ

  • @biswamayeejena5403
    @biswamayeejena5403 ปีที่แล้ว +38

    ମାନବ ସେବା ହିଁ ମାଧବ ସେବା, ଭଗବାନଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଥାଉ। ପିଲାଟି ଶିଘ୍ର ଭଲ ହୋଇଯାଉ।

    • @Sikun123
      @Sikun123 ปีที่แล้ว

      Bhai subscribe kari dia

  • @t.rosalinpriyamsvlog8042
    @t.rosalinpriyamsvlog8042 ปีที่แล้ว +28

    ଭାଈ ଆପଣ ଏମିତି ଆଗକୁ ବହୁତ୍ ଭଲ କାମ କରନ୍ତୁ ଜୟ ଜଗନ୍ନାଥ 🙏🙏🙏 ମାଉସୀ କେତେ କାନ୍ଦୁଛନ୍ତି 😥😥😥 ନା ପୁଅ ପାଇଁ ତାଙ୍କର

  • @dreamgirlchulbul8584
    @dreamgirlchulbul8584 ปีที่แล้ว +39

    ଭାଇ ତମେ ଭଳି ଚିନ୍ତା ଧାରା ଆଉ ଭଲ ମଣିଷ ଶୁଣି ଥିଲି କିନ୍ତୁ ଆଜି ଦେଖିଲି ଭାଇ 🙏🏻🙏🏻🙏🏻♥️

  • @Roinet165Gmailcom
    @Roinet165Gmailcom ปีที่แล้ว +4

    ଭାଇମାନେ ଏହି ଭିଡିଓ ଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ କାରଣ ପିଣ୍ଟୁ ଭାଇଙ୍କର ଏହିପରି କର୍ମ ଲୋକ ଦେଖାଣିଆ ନୁହେଁ କି ଲୋକପ୍ରିୟ ହେବା ନୁହେଁ ସତରେ ପିଣ୍ଟୁ ଭାଇ ଜଣେ ହୃଦୟବାନ ବ୍ୟକ୍ତି ଆପଣମାନେ ଦେଖୁଛନ୍ତି ସେ କେମିତି ଗରିବ ଲୋକଟିକୁ କିପରି ଭାବରେ ସାହାଯ୍ୟ କଲେ ଏବଂ ତାଙ୍କ ସାମର୍ଥ୍ୟ ହିସାବରେ ସେ କିଛି ଟଙ୍କା ମଧ୍ୟ ଦେଇଆସିଲେ ଆମେ ସିନା ଟଙ୍କା ଦେଇପାରିବାନି କିନ୍ତୁ ଭଗବାନଙ୍କ ପାଖରେ ସେଇ ପୁଅ ପାଇଁ ଟିକେ ପ୍ରାର୍ଥନା ତ କରିପାରିବା ଆସନ୍ତୁ ସମସ୍ତେ ମିଶି ସେହି ପୁଅ ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସେ ଯେମିତି ପୁଅଟିକୁ ଭଲ କରିଦିଅନ୍ତୁ
    🙏ଜୟ ଜଗନ୍ନାଥ 🙏

  • @mrnarayan8285
    @mrnarayan8285 ปีที่แล้ว +49

    ବାଃ ପିଣ୍ଟୁ ବାବୁ ବାଃ ଆପଣ ହଉଚନ୍ତି ଭଗବାନ ଙ୍କ ଏକ ରୂପ, ଏତେ ଭଲ କାମ କରୁଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ୍, ଆପଣ ଏମିତି ଆଗକୁ ବଢ଼ିଚାଲନ୍ତୁ ❤️❤️❤️❤️🙏🙏🙏🙏💯 ଜୟ ଜଗନ୍ନାଥ

  • @sasmita.sanjib_vlogs8058
    @sasmita.sanjib_vlogs8058 ปีที่แล้ว +31

    ବହୁତ ଖୁସି ଲାଗୁଛି ତୁମକୁ ଏମିତି ଅନ୍ୟର ଦୁଃଖରେ ଛିଡା ହେଉଥିବାର ଦେଖକି please God ଭଲ କରିଦିଅ ସେ ପିଲାକୁ🙏

  • @khulanapradhan387
    @khulanapradhan387 ปีที่แล้ว +38

    ଭାଇ ତୁମ କୁ ଆହୁରି ଆହୁରି ଆଗକୁ ନିଅନ୍ତୁ ଅସୁବିଧାରେ ପଡିବା ଲୋକଙ୍କୁ ସାହାଯ୍ଯ କରୁଥିବାରୁ ଧନ୍ୟବାଦ ଭାଇ ଜୟ ଜଗନ୍ନାଥ ଭାଇ 🙏🙏🙏🙏🙏

  • @krushnakhila467
    @krushnakhila467 ปีที่แล้ว +6

    ଭାଇ ସତରେ ତମେ ଗରିବ ଲୋକଙ୍କ ପାଇଁ ଭଗବାନ 👌🙏🙏🙏ପିଣ୍ଟୁ ଭାଇ ଜିନ୍ଦାବାଦ

  • @ssgreallifevlogs6957
    @ssgreallifevlogs6957 ปีที่แล้ว +70

    ଜୟ ଜଗନ୍ନାଥ 🙏 ପ୍ରଭୁ ପିଲାଟିକୁ ଭଲ କରିଦିଅ ଠାକୁରେ ଭାଈ ତୁମ ସାଥିରେ ଆମେ ସବୁବେଳେ ଅଛୁ 🙂🙂

    • @Sikun123
      @Sikun123 ปีที่แล้ว

      Bhai subscribe kari dia

  • @jenadipudipu3190
    @jenadipudipu3190 ปีที่แล้ว +32

    ପିଣ୍ଟୁ ଭାଇ ତୁମକୁ ଭଲପାଏ ମୁଁ କହୁଛି ତୁମେ ସହ ଭଗବାନ ଅଛନ୍ତି ତୁମେ ଆଉରି ଉପରକୁ ଯିବ ଜ‌ଏ ଶ୍ରୀ ରାମ 🙏🙏🙏🙏

    • @Sikun123
      @Sikun123 ปีที่แล้ว

      Bhai subscribe kari dia please 🥺

  • @jitendracreationjitu949
    @jitendracreationjitu949 ปีที่แล้ว +55

    ପିଣ୍ଟୁ ବାବୁ ଆଜି ଯେଉଁ ସାହାଯ୍ୟ ର ହାତ ବଢ଼ାଇ ଯେଉଁ ମହାନ କାଯ୍ୟ କଲେ ତୁମକୁ ଧନ୍ୟବାଦ ଜଗନ୍ନାଥ ତୁମକୁ ଘଣ୍ଟ ଘୋଡେଇ କି ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏

    • @sweetutarini7591
      @sweetutarini7591 ปีที่แล้ว +1

      Actually ame samaste chahunthile bi se emiti loko nku sahajya karantu boli tankara hin dharma heba,au aji samaste bahut khusi 🙏🏻jay jagannath 🙏🏻 jay maa tarini 🙏🏻😭😭

    • @Sikun123
      @Sikun123 ปีที่แล้ว

      @@sweetutarini7591 bhouni subscribe Kari dia please 🥺

  • @khushiabhireels
    @khushiabhireels ปีที่แล้ว +7

    ପିଣ୍ଟୁ ଭାଇ ବହୁତ ବହୁତ ଧନ୍ୟବାଦ ଭଗବାନ ତୁମର ମଙ୍ଗଳ କରନ୍ତୁ

  • @nabinapatel8746
    @nabinapatel8746 ปีที่แล้ว +90

    ଧନ୍ୟବାଦ ପିଣ୍ଟୁ ଭାଇ 🙏🙏🙏 ଆପଣଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ । ସତରେ ଭାଇ ଆପଣ ବହୁତ୍ ଭଲ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଭଗବାନ ଭଲରେ ରଖିଥାନ୍ତୁ । ଜୟ ଜଗନ୍ନାଥ 🙏🙏🙏

    • @Sikun123
      @Sikun123 ปีที่แล้ว +1

      Bhai subscribe kari dia please 🥺

    • @madhusmitaraut2263
      @madhusmitaraut2263 ปีที่แล้ว

      Pravhu jagarnatha tumaku sabubele vhalare rakhantu au gariba lokamananku sahajya karutha vhai pranam vhai vhauja

  • @papudjdas165
    @papudjdas165 ปีที่แล้ว +32

    ପିଣ୍ଟୁ ଭାଇ ସତରେ ତମେ ଜଣେ ମୋହାନ୍ ,,ଲୁକଙ୍କ ଦୁଃଖ ବୁଝି ପାରୁଛ ଜଗନ୍ନାଥ ସବୁ ବେଳେ ତମ ଶହ ଅଛନ୍ତି, ଜୟ ଜଗନ୍ନାଥ 🙏🙏🙏🙏🙏🙏

    • @Sikun123
      @Sikun123 ปีที่แล้ว

      Bhai subscribe kari dia please 🥺

  • @Sahoo29625
    @Sahoo29625 ปีที่แล้ว +9

    Great Job Pintu Bhai.... We Are Proud For You ,,, ଆପଣ ଓଡ଼ିଶା ର ଗୌରବ 🙏🙏🙏🙏🙏🙏🙏🙏

  • @amiyakamadhumitavlog244
    @amiyakamadhumitavlog244 ปีที่แล้ว +17

    ସତରେ ପିଣ୍ଟୁ ଭାଇ ମୁ ତୁମକୁ ଭାବୁ ଥିଲି ତୁମେ ନିଜକୁ ଗର୍ବୀତିଆ ଭାବୁଥିବ ତୁମେ ଭଉତ ନିଜକୁ ଗର୍ବ ଭାବୁଥିବ କିନ୍ତୁ ତୁମେ ଆଜି ଯୋଉ ଜିନିଷ ଟା କରିଲ ମୋର ଆଖି ଖୋଲି ଦେଲ ଆଉ ମୁଁ ମୋ ନିଜକୁ ବି ଗର୍ବ ଅନୁଭବ କରୁଛି ଯେ ପ୍ରକୁତ ସତ ଟା ଜାଣି ପାରିଲି ଭଗବାନ ପିଣ୍ଟୁ ଭାଇ ଆଉ ରୁପା ଭାଉଜ ଆଉ ଖୁସି ମା ଙ୍କୁ ଜଗନ୍ନାଥ ସବୁ ବେଳେ ଘଣ୍ଟ ଘୋଡେଇ ରଖି ଥାନ୍ତୁ ମୁଁ ତ ସାହାଯ୍ୟ କିଛି ପାରିବିନି କିନ୍ତୁ ତୁମ ଭିଡ଼ିଓ କୁ ମୁ ଆଗରୁ ଇଗ୍ନୋର କରୁ ଥିଲି କିନ୍ତୁ ଏବେ ସବୁ ବେଳେ ଦେଖିବି ଆଉ ନୂଆ ନୂଆ subscribe ନିଶ୍ଚୟ ଦେବି 100% 🙏ଜୟ ଜଗନ୍ନାଥ 👍

  • @beautydalai4953
    @beautydalai4953 ปีที่แล้ว +19

    ତମେ ବହୁତୁ ଭଲ ମଣିଷ ଭାଇ ଆଜିକା ଦୁନିଆରେ ଏମିତି ମଣିଷ ନାହାନ୍ତି .ତମେ ବିଷୟ ରେ ଯେତେ କହିଲେ କମ ହେବ ଭାଇ

  • @sizzlinglifestylewithsujat6824
    @sizzlinglifestylewithsujat6824 ปีที่แล้ว +15

    I salute you👍👏👏👏 ଭଗବାନ ତୁମର ମଂଗଳ କରନ୍ତୁ।ତୁମ ପରିବାର କୁ ସବୁ ବେଳେ ଏମିତି ଘଣ୍ଟ ଘଡେ଼ଇ ରଖନ୍ତୁ।ଯିଏ ଯାହା କହୁ ତୁମ କାମ ତୁମେ କରିଚାଲ। ଗୋଟିଏ କଥା ସବୁବେଳେ ମନେ ରଖିଥିବ। ଯଦି ତୁମ ବିଷୟରେ କେହି ଆଲୋଚନା କରୁଛନ୍ତି ନା ତାହେଲେ ତୁମର ଆଗକୁ ବହୁତ ଉନ୍ନତି ହବାର ଅଛି। ଓଡ଼ିଶାର ଅଗଣିତ ଲୋକଙ୍କର ତୁମ ପ୍ରତି ତୁମ ପରିବାର ପ୍ରତି ଭଲପାଇବା ଅଛି ତୁମର କିଛି ବି ହେବ ନାହିଁ। ମୁଁ ବାରିପଦା ର belong କରେ। ମୁଁ ସବୁ ବେଳେ ତୁମ ଭିଡିଓ ଦେଖେ ମୋତେ ଭଲ ଲାଗେ। ବାରିପଦା ଯେବେ ବି ଆସିଲେ ନିହାତି ଆସିବେ 🙏🙏🙏🙏🙏🙏🙏

  • @moharanasaroj6671
    @moharanasaroj6671 ปีที่แล้ว +56

    ଭଗବାନ ତମର ଆଉ ସେ ମାଉସୀ ଙ୍କର ପରିବାର ର ମଙ୍ଗଳ କରନ୍ତୁ 🙏🥰 ଜୟ ଜଗନ୍ନାଥ

  • @jatindrasoren634
    @jatindrasoren634 ปีที่แล้ว +6

    ସତରେ ପିଣ୍ଟୁ ଭାଇ ଆପଣ ଜଣେ ବହୁତ ଭଲ ମଣିଷ
    ମୁଁ ଆପଣଙ୍କର ବହୁତ ବଡ଼ faan।। ଭଗବାନ ଆପଣଙ୍କୁ ଆଉ ଆପଣଙ୍କ ପରିବାର କୁ ଭଲରେ ରଖିଥାନ୍ତୁ

  • @rakeshnaik5109
    @rakeshnaik5109 ปีที่แล้ว +29

    ଧନ୍ୟବାଦ ପିଣ୍ଟୁ ଭାଇ 🙏ଏମିତି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ 👏👏 ଭଗବାନ ତମକୁ ସାହାଯ୍ୟ କରିବେ । ଭଗବାନ ସେ ପୁଅ କୁ ଠିକ୍ କରିଦିଅନ୍ତି🙏🙏🙏

  • @lipikasahu9179
    @lipikasahu9179 ปีที่แล้ว +7

    Dhanyabad all Your friends nd pintu Bhai...Bhagawan apananka family nku vl re rakhantu......Bahut Bahut dhanyabad Pintu Bhai ....God bless you child..Get Well Soon ....

  • @kabitakhanda9291
    @kabitakhanda9291 ปีที่แล้ว +7

    ଧନ୍ୟବାଦ ପିଣ୍ଟୁ ଭାଇ ❤️ଜୟ ଜଗନ୍ନାଥ 🙏🙏🙏

  • @basudebbiswal2594
    @basudebbiswal2594 ปีที่แล้ว +3

    ଭାଇ ତମେ ଏତେ ସୁନ୍ଦର ଲୋକ ଯେ

  • @chandankumarmaity1945
    @chandankumarmaity1945 ปีที่แล้ว +18

    ପିଣ୍ଟୁ ଭାଇ HEADS UP ଭାଇ ତୁମକୁ ଭଗବାନ ଆହୁରି ଆହୁରି ଆଗକୁ ନିଅନ୍ତୁ ଅସୁବିଧାରେ ପଡିବା ଲୋକଙ୍କୁ ସାହାଜ୍ୟ କରୁଥିବାରୁ ଧନ୍ୟବାଦ ଭାଇ ଜୟ ଜଗନ୍ନାଥ

  • @laxmanbehera2112
    @laxmanbehera2112 ปีที่แล้ว +19

    ଦୁ଼ଃଖୀ ଲୋକଙ୍କୁ ସାହାଯ୍ୟ କରିଥିବାରୁ ଭଗବାନ ତୁମର ମଙ୍ଗଳ କରନ୍ତୁ

  • @tripatiburudi6570
    @tripatiburudi6570 ปีที่แล้ว +10

    ଯିହେ କୋହୋନ୍ତି ଯେ ମାନବ ସେବା ହିଁ ଭଗବାନ ସେବା.. କିନ୍ତୁ ଆପଣ ହିଁ ଭଗବାନ ପିଣ୍ଟୁ ସାର୍..jai jagarnath 🙏🙏🙏.. thanks for helping human being... 🙏🙏🙏🙏

    • @malatidas2507
      @malatidas2507 ปีที่แล้ว

      Bhai aji bhahuta bhala kama khaicha tame sabu bele bhala re ruha

    • @rajeshmohanty8649
      @rajeshmohanty8649 ปีที่แล้ว

      Jay jagannath🙏🙏

  • @muktimarga7771
    @muktimarga7771 ปีที่แล้ว +8

    ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ ପୁଅର ଦେହ ଭଲ ହେଇଯାଉ 🙏🙏🙏

  • @anusriyasutar4824
    @anusriyasutar4824 ปีที่แล้ว +13

    ଭାଇ ଆପଣଙ୍କ ହୃଦୟ ବହୁତ ବଡ଼ god bless you 🙏

  • @rajkishor.....2895
    @rajkishor.....2895 ปีที่แล้ว +43

    ବହୁତ ବଡିଆ ଭାଇ ଆପଣଙ୍କ ପାଇଁ ମା ର ଦୁଃଖ କମିଲା ଭଗବାନ୍ ଭଲ ରେ ରଖନ୍ତୁ

  • @rajeshkumarmohapatra6818
    @rajeshkumarmohapatra6818 ปีที่แล้ว +22

    ଜୟ ଜଗନ୍ନାଥ 🙏🙏🙏🙏🙏🙏
    ଜଗା ସବୁବେଳେ ମୋ ଭାଇ ଙ୍କୁ ସାହା ହେଇକି ରହୁ
    ଆଉ ଖୁସି ମା ଆଉ ରୁପା ଭାଉଜଙ୍କୁ
    ଜୟ ଜଗନ୍ନାଥ 🙏🙏🙏🙏🙏🙏😔😔😔😔😔

  • @pankajbeura986
    @pankajbeura986 ปีที่แล้ว +10

    ପିଣ୍ଟୁ ବାବୁ ଭଗବାନ ତୁମର ମଙ୍ଗଳ କରନ୍ତୁ ତୁମର ଆହୁରି ଉର୍ଣିତି ହଉ ପ୍ରଭୁ ଜଗନ୍ନାଥ ତମର ମଙ୍ଗଳ କରନ୍ତୁ ତୁମ ରୋଜଗାର ଆହୁରି ବଢ଼ୁ ତୁମେ ଏମିତି ଲୋକମାନଙ୍କର ସାହାଯ୍ୟ କର ଜୟ ଜଗନ୍ନାଥ 🌹🌹🌹🌹

  • @Priyadarsinisingh
    @Priyadarsinisingh ปีที่แล้ว +15

    ମାନବ ସେବା ହେଉଛି ମାଧବ ସେବା🙏, ଭଗବାନ୍ ଆଶୀର୍ବାଦ କରନ୍ତୁ ପିଲାଟିର ଦେହ ଭଲ ହେଇଯାଉ

  • @snehasethi4978
    @snehasethi4978 ปีที่แล้ว +25

    ବହୁତ ଭଲ ଲାଗିଲା ଭାଇ ଆପଣ ସେ ପିଲା କୁ ସାହାଯ୍ୟ କଲେ ଭଗବାନ ସେ ପିଲା କୁ ଜଲଦି ଭଲ କରି ଦିଅନ୍ତୁ ଆଉ ଭଗବାନ ସବୁବେଳେ ଆପଣଙ୍କ ସହିତ ଅଛନ୍ତି ❤️❤️❤️❤️

    • @Sikun123
      @Sikun123 ปีที่แล้ว

      Bhai subscribe kari dia

    • @Sikun123
      @Sikun123 ปีที่แล้ว

      Bhai subscribe kari dia

    • @Sikun123
      @Sikun123 ปีที่แล้ว

      Bhai subscribe kari dia

  • @niharikaray5262
    @niharikaray5262 ปีที่แล้ว +16

    ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ ଏମିତି ଲୋକ ମାନଙ୍କୁ ସାହାଯ୍ୟ କରନ୍ତୁ ଆହୁରି ଉପରକୁ ଯାଆନ୍ତୁ 🙏🏽🙏🏽🙏🏽ଭଗବାନ ତୁମକୁ ଏମିତି ଭଲରେ ରଖନ୍ତୁ

  • @st..sunil..talcherboys..
    @st..sunil..talcherboys.. ปีที่แล้ว +2

    🙏🙏🙏🙏🙏tq so much pintu Bhai apanku bhagwan bhala re rakhantu au se pila ku jaldi bhala karideintu 🙏🙏 bhagwan nku prathana

  • @kumarbharatkumar1431
    @kumarbharatkumar1431 ปีที่แล้ว +39

    You are great pintu Bhai,My eyes were fullfill by full of tears you are really great 👍 👍👍👍

  • @bapungelhiexpress1879
    @bapungelhiexpress1879 ปีที่แล้ว +98

    ସତରେ ଭାଈ ତୁମ ମନ ବହୁତ ବଡ଼ ଆଉ ସେ ପିଲାଟି ମଧ୍ଯ ଶୀଘ୍ର ସୁସ୍ଥ ହେଇଯାଉ, ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରି ମୋର 🙏🙏🙏

  • @PintuSoftwareSolved1436
    @PintuSoftwareSolved1436 ปีที่แล้ว +19

    ଭଗବାନ ଆପଣଙ୍କୁ ସବୁବେଳେ ଆଶୀର୍ବାଦ କରନ୍ତୁ..

  • @KISHORBHARTIVLOGS
    @KISHORBHARTIVLOGS ปีที่แล้ว +3

    ଭାଇ ଆପଣ ଗରିବ ଙ୍କର ସାହାଯ୍ୟ କରିଲେ , ମତେ ବହୁତ୍ ଭଲ୍ ଲାଗିଲା ଅପଣଂକର ସାହାଯ୍ୟ ଠାକୁର ନିଶ୍ଚୟ କରିବ , ସୁନ୍ଦର ଗଡ ରୁ ମୁ

  • @jpcreations3328
    @jpcreations3328 ปีที่แล้ว +38

    ଭାଇ‌ ତୁମେ ବହୁତ ଖୁସି ରେ ରୁହ ଆଉ ବହୁତ ଆଗକୁ ଯାଅ ଜୟ ଜଗନ୍ନାଥ 🙏🙏🙏

    • @Sikun123
      @Sikun123 ปีที่แล้ว

      Bhai subscribe kari dia please 🥺

  • @odiatoka3930
    @odiatoka3930 ปีที่แล้ว +59

    ପିଣ୍ଟୁ ଭାଇ ପ୍ରଭୁ ଜଗନ୍ନାଥ ତମକୁ ଆଉ ତମ ପରିବାରଙ୍କୁ ବୋହୁତ ବୋହୁତ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻

    • @Sikun123
      @Sikun123 ปีที่แล้ว

      Bhai subscribe kari dia please 🥺

  • @babitahansdah4229
    @babitahansdah4229 ปีที่แล้ว +9

    May God bless uhh pintu bhai. ........I like this. ........💕💕💕💕

  • @madhusmitanath873
    @madhusmitanath873 ปีที่แล้ว +7

    ମା ସେଇ ପୁଅ କୁ ସାହା ହୁଅନ୍ତୁ ପିଣ୍ଟୁ ଭାଇ ତୁମକୁବି 😭ଜଲ୍ଦି ପୁଅ ଟିକୁ ଭଲ କରିଦେବେ ମା ତାରିଣୀ 🙏🙏😭😭🙏🙏

  • @sasmitanayak620
    @sasmitanayak620 ปีที่แล้ว +8

    pintu bhai u are very great person..God bless you and also ur family always....

  • @satyanayak1357
    @satyanayak1357 ปีที่แล้ว +5

    Great bhai ଜଗନ୍ନାଥ ଆଶିର୍ବାଦ ସବୁବେଳେ ତୁମ ଉପରେ ଥାଉ🙏🙏

  • @Sandip_kumaar583
    @Sandip_kumaar583 ปีที่แล้ว +83

    ସତରେ ଭାଇ ତମେ ବହୁତ ଦୟାବାନ ତମର ଏହି ସେବା ମନୋଭାବ ମନକୁ କିଣି ନେଲା 😔😔😔😪😪🥰🥰🥰

    • @Sikun123
      @Sikun123 ปีที่แล้ว

      Bhai subscribe kari dia please 🥺

  • @anilkumarsamal6572
    @anilkumarsamal6572 ปีที่แล้ว +1

    Bhai love ❤️ from Angul
    ଭଗବାନ ତୁମକୁ ଖୁସିରେ ରଖନ୍ତୁ ଆଉ ଆପଣଙ୍କ ପରିବାର କୁ l

  • @pardipdas8617
    @pardipdas8617 ปีที่แล้ว +14

    ଭାଇ ସତରେ ତମେ great ଆଜିକାଲି ଏହି ଦୁନିଆରେ କେତେ ଧନି ଲୋକ ଅଛନ୍ତି ହେଲେ କାହାକୁ କେବେ ସାହାଯ୍ୟ କରନ୍ତି ନାହିଁ କିନ୍ତୁ ତମେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛ ଭଗବାନ ତୁମକୁ ସବୁବେଳେ ଭଲରେ ରଖନ୍ତୁ ତୁମ ସହିତ ତୁମ ପରିବାର ହସ ଖୁସିରେ ରୁହନ୍ତୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ🙏🙏 ଆଉ ଏମିତି ସବୁବେଳେ video କରୁଥାଅ ଆଉ ଆମେମାନେ ଦେଖିବାକୁ ଏମିତି ଅପେକ୍ଷା କରି ରହିଥିବୁ❤️❤️

  • @saritasamal5413
    @saritasamal5413 ปีที่แล้ว +51

    ମା ଚର୍ଚ୍ଚିକା ତୁମକୁ ଦିଅନ୍ତୁ ଆଉ ଭାଇ ତୁମେ ସମସ୍ତଙ୍କୁ ଏମିତି ସାହାଯ୍ୟ କରୁଥାଅ । ମା ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା । ଜୟ ମା ଚର୍ଚ୍ଚିକା। ମା ଙ୍କ କୃପାରୁ ସମସ୍ତେ ଭଲ ରେ ରୁହନ୍ତୁ।🙏🙏🙏🙏🙏

    • @Sikun123
      @Sikun123 ปีที่แล้ว +1

      Bhai subscribe kari dia please 🥺

  • @sumitranayak3561
    @sumitranayak3561 ปีที่แล้ว +4

    Satare Bhai Akhire luha sasigala... Tq Bhai ... Bhagaban karantu apana au apananka paribara khusi re ruhantu..pintu Bhai best ❤

  • @nalinisahoo8258
    @nalinisahoo8258 ปีที่แล้ว +2

    Tx Pintu bhai gariba mananku saha haba. Pani vagaban tumaku amiti sahasa aau sakti dethhantu 🙏🙏🙏

  • @umakantasamal9781
    @umakantasamal9781 ปีที่แล้ว +4

    ଭଗବାନ କରନ୍ତୁ ତୁମକୁ ବହୁତ ଆଗରୁ ଜୟ ଜଗନ୍ନାଥ
    So very very nice 👍 Bhai ghara bhadrak ra

  • @sidhantasahoo5932
    @sidhantasahoo5932 ปีที่แล้ว +47

    ବହୁତ ସୁନ୍ଦର କାମ ଗୋଟେ କରିଛ 🙏🏾🙏🏾 ଭଗବାନ୍ ତମକୁ ଏମିତି ଆଗକୁ ବଢ଼ିବାରେ ସାହାସ ଦିଅନ୍ତୁ। ଜୟ ସୀତାରାମ🙏🏿🙏🏾

    • @Sikun123
      @Sikun123 ปีที่แล้ว

      Bhai subscribe kari dia please

  • @alokbehera7419
    @alokbehera7419 ปีที่แล้ว +11

    ଭଗବାନ ତମ କୁ ସବୁବେଳେ ଏମିତି ଖୁସି ରେ ରଖନ୍ତୁ ପିଣ୍ଟୁ ଭାଇ ଆଉ ତମେ ବହୁତ୍ ଆଗ କୁ ଯାଅ ଭାଇ
    ଭଗବାନ ତମ କୁ ଆଉ ତମ ପରିବାର କୁ ସବୁ ବେଳେ ଖୁସି ରେ ରଖନ୍ତୁ ଭାଇ ❤️❤️❤️❤️❤️❤️❤️

  • @jitendranayak1419
    @jitendranayak1419 ปีที่แล้ว +1

    ପିଣ୍ଟୁ ବାବୁ ଏ ଭିଡିଓ ବହୁତ ହୃଦୟସ୍ପର୍ଶୀ ଏମିତି ସାହାଯ୍ୟ କରିଚାଲ ଭଗବାନ ତୁମକୁ ଆହୁରି ଆଗକୁ ନିଅନ୍ତୁ ଜୟ ଜଗନ୍ନାଥ old town bbsr

  • @pavasajena1808
    @pavasajena1808 ปีที่แล้ว +75

    ଭାଇ ଆମେ ତମ ସାଥିରେ ଅଛୁ ସେ ପିଲାର କିଛି ହବନି ଆମେ ସାହାଯ୍ୟର ହାତ ବଢେ଼ଇବୁ ❤️💚

    • @debendradebendrabehera2499
      @debendradebendrabehera2499 ปีที่แล้ว +5

      Bhai tame bhuta vala God se pilaku bhala karidiantu

    • @kailashdalai3771
      @kailashdalai3771 ปีที่แล้ว +5

      Bhahut bhala pin2 Bhai bhagwan mangala karantu

    • @kailashdalai3771
      @kailashdalai3771 ปีที่แล้ว +4

      Bhagawan mangala karantu

    • @smileExpress5
      @smileExpress5 ปีที่แล้ว +7

      ପିଣ୍ଟୁ ଭାଇ ଙ୍କ ପରି ସମସ୍ତେ ଏକ ହୋଇ କିଛି କିଛି ପଇସା ସାହାଯ୍ଯ କରିଲେ ..ଛୋଟ ଭାଇଟି ଆମର ଭଲ ହୋଇଯିବ
      ଅପରେଶନ ବେଳକୁ ସମସ୍ତେ ସାହାଯ୍ଯ କରିବାକୁ ଚେଷ୍ଟାକରୀବେ .
      ମୋର ଅନୁରୋଧ 🙏🙏

    • @pavasajena1808
      @pavasajena1808 ปีที่แล้ว +4

      ​@@smileExpress5thank u bhai 🙏

  • @Anildailylife
    @Anildailylife ปีที่แล้ว +18

    ପିଣ୍ଟୁ ଭାଇ ତୁମକୁ ଯତେ କହିଲେ ବି କମ ହବ ଭାଇ ଆଜି ମୁଁ ତୁମର ଗୋଟେ ଭଲ କାମ ଦେଖିଲି ଯାହାକି ମତେ ବିହୁତୁ ଭଲ ଲାଗିଲା ଭଗବାନ ତୁମକୁ ଭଲ ରେ ରଖନ୍ତୁ 🙏🙏🙏

  • @niyatiswain255
    @niyatiswain255 ปีที่แล้ว +22

    Pintu , God bless you forever.ତୁମର ଏପରି ସେବାଭାବ ଦେଖି ବହୁତ ଖୁସି ଲାଗିଲା ମା ତାରିଣୀ ତୁମକୁ ସଦା ସର୍ବଦା ଭଲରେ ରଖନ୍ତୁ

  • @TechnicalChintu1234
    @TechnicalChintu1234 ปีที่แล้ว +6

    ଧନ୍ୟବାଦ ଭାଇ ଭଗବାନ ତୁମର ଆଉ ସେ ମାଉସୀ ଙ୍କ ପରିବାର କୁ ସବୁବେଳେ ଭଲରେ ରଖନ୍ତୁ ଜୟ ଜଗନ୍ନାଥ

  • @nibeditaroutray3080
    @nibeditaroutray3080 ปีที่แล้ว +11

    Manaba seba madhaba seba, god bless both of you❤

  • @sweatsaritadas9454
    @sweatsaritadas9454 ปีที่แล้ว +26

    ଭଗବାନ ତୁମକୁ ଭଲରେ ରଖନ୍ତୁ 🙏

  • @mamunipradhan493
    @mamunipradhan493 ปีที่แล้ว +6

    Pintu bhai apana bahut bhala,gote niriha maa ra ai kasta ku buchi pari chanti,bhagaban tumaku ahuri agaku niontu,apanaka paribara ku bahut khusi re rakhantu,ahi bhali apana kichi niriha loka nku saharjya kari bahut agaku jantu,ame bhagaban nku atiki prathana karuchu,jay jagannath 🙏⭕❗⭕🙏....plz ai comment jadi apana mananku bhala lagithiba tahele..like karantu...🙏

  • @sushantasahoo8426
    @sushantasahoo8426 ปีที่แล้ว +5

    ପିଣ୍ଟୁ ଭାଇ ତେମେ ବହୁତୁ ଭଲ ଭଗବାନ ସଦାବେଳେ ଭଲରେ ରଖନ୍ତୁ ଲୋକକୁ ତେମେ ସହଜ କରି ବହୁତୁ ବହୁତୁ ପୁର୍ଣ୍ୟ କରିଛ ମୁ କହୁଛି ଲୋକମାନେ ତମକୁ ବହୁତୁ ଭଲ ପାଆନ୍ତୁ ଜୟ ଜଗନ୍ନାଥ.....